You are right bro 💯 🙏 Ph seva kebala business au official use hele bhala education panyee darkar nahi pila mane au 📖 padhu nahanti ki offline exam deba ku bhala Pau nahanti. Tapare 5g asile bahut kharap heba....
Byomkesh sir, You are telling the naked truth of the present society & culture. People don't try to understand the difference between joint family and nuclear family. We are proud of you, sir. 🙏🙏🙏
ଭାଇ ତୁମପରି କିଛି ଜ୍ଞାନୀ ମଣିଷ ଥିବାରୁ ସମାଜ ଚାଲିଛି ତୁମର ଏହି କଥା ସମାଜକୁ ଉତ୍ତମ ଶିକ୍ଷା ଦେବ ଜୟ ଜଗନ୍ନାଥ 🙏🙏🙏🙏🙏
Right 👍
Right absulotly.right.🙏🙏🙏🙏🙏
ସମସ୍ତେ ଉପସ୍ଥାପନା କରନ୍ତି.ହେଲେ ଆପଣଙ୍କ ଭଳି ଏପରି ସତ୍ୟ ଏବଂ ସମୟ ଅନୁସାରେ ନ୍ୟାୟ ଭିତ୍ତିକ ଦମଦାର ଉପସ୍ଥାପନା ଶୈଳୀ ଦେଖିବା ବହୁତ ବିରଳ ତେଣୁକରି ❤🌹🙏
ଅନେକ ଅନେକ,,, ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ମଧ୍ୟ
ବହୁତ ଭଲ କଥା ଭାଇ ଏ ସମାଜରେ ଯଦି ଲୋକ ମାନଙ୍କୁ ଖରାପ କରୁଥାଏ ସେ ହଉଚି ମୋବାଇଲି, ଆଉ ନେଟ
ଧନଞ୍ଜୟ ସାହୁ ଜୁଲୁ 😂😂😂😂
Jia kharap dekhila kharap jia bhala dekhila bhala
ଯିଏ ଖରାପ ସିଏ ସେମିତି ହେବ
@@karismamaharana3688 ଭୁଲ ଉତ୍ତର, ମୋବାଇଲ ଧରିଲେ ଆପେ ଆପେ ଖରାପ ହେଇଯିବ. ଆଜି କାଲି ଯୋଉ ଡବଲ ମିନିଙ୍ଗ କମେଡି ଭିଡ଼ିଓ ଦଉଛି ସେ ଦୁନିଆ କୁ ଖରାପ ଶିକ୍ଷା ଦଉଛି, ଯୋଉ କଥା ଜାଣିନା ସେ କଥା ସେମାନେ ଶିଖାଉଛନ୍ତି,
Nije thik thile dunia thik mobile. Heu6i mechine tome jemit use karib seimit phola daba..
ମୁଁ ଆପଣ ଙ୍କୁ ଏ ଉପଦେଶ ପାଇଁ ହୃଦୟ ଧନ୍ୟବାଦ୍ ଭାଇ
ନିରାଟ ସତ୍ୟ କଥା କହିଛନ୍ତି
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବହୁତ କିଛି ସିଖୀ ପାରିବେ ଲୋକ ଆଜି ଵି ସମାଜରେ ଏ ଭଳି ଲୋକ ଅଛନ୍ତି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଭଲସେ ଵୁଝେଇ ଥିବାରୁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ ଜାହାକୁ ଜିଏ ରସିଲା ମଲିଫୁଲ ପରି ଵାସିଲା
ଠିକ୍ କହିଚ 👌👌👌
Wow Tome b kaha pai basuthiba..
kain apan basu nahanti kn durgandha baharuchhi deharu......secret use kara toka upare padibe mana dukha kara nahi
Right
ଆପଣ ବୋହୁତ୍ ଭଲକଥା କହିଲେ ସାର୍👍👍
Sir Ekdam right katha😀👍ଦୁନିଆ ଟା ଏମିତି ହେଲାଣି ଯେ,ସ୍ତ୍ରୀ ସ୍ବାମୀ କୁ ଛାଡିଦେବପଛେ କିନ୍ତୁ ମୋବାଇଲୁକୁ ଛାଡି ବଞ୍ଚିପାରିବନି,,,,,,,,
ସାର ଆପଣ କଥା ସମ୍ପୂର୍ଣ ସତ୍ୟ | ଏ କଥା ପୁରା ସମାଜ କୁ ଗୋଟେ ଶିକ୍ଷା ଦେବ 🙏🙏
ଆପଣଙ୍କର କଥାର ସତ୍ଯତା ବହୁତ ଅଛି, ବହୁତ ସୁନ୍ଦର ଲାଗିଲା ଆପଣଙ୍କର କଥାବାର୍ତ୍ତା
Very nice and very important information By My Great Senior Advocate & Purusha Commission ODISHA and India President Mr Byomokesh Tripathi Sir🙏🏻🙏🏻
ବହୁତ୍ ବଢିଆ ଲାଗିଲା ସାର୍ ।ଆପଣଙ୍କ ବକ୍ତବ୍ୟ ରୁ ସମସ୍ତେ କିଛି ନା କିଛି ନିଶ୍ଚିତ ରୂପରେ ଶିକ୍ଷା ଲାଭ କରିଥିବେ ବୋଲି ମରୋ ଆଶା।
ଆପଣ ଠିକ୍ କଥା କହିଛନ୍ତି 🙏
ଫାଷ୍ଟ time କିଏ ଜଣେ କହିଲା... ଆମ ସମାଜ ବିଷୟରେ ଭଲ କଥା... ବହୁତ ଭଲ ଲାଗିଲା.. 🙏🙏
Thank you sir for your message for Society &. Message for Man
ଆପଣ ନିଶ୍ଚିତ ଉତ୍ତମ ଶିକ୍ଷା ର ଥଳୀ ହୋଇଥିବେ।
Sir u r the perfect person 🙏🙏
ପୁରା ହୃଦୟସ୍ପସୀ କଥା ଟି କହିଛନ୍ତି
Bahut Bahut Dhanyawad 😭⭕‼️⭕
Best description between joint family and single family. Best message to society & everyone should understand the importance of jointly living life
ଆପଣ ଯାହା ବି କହିଲେ 100% ସତ i agree with you
ଆପଣ ଯାହା କହିଛନ୍ତି ଶତପ୍ରତିଶତ ସତକଥା 👍👍👍 ଧନ୍ୟବାଦ୍ ସାର୍
ବହୁତ ସୁନ୍ଦର ଆଲୋଚନା
ଏତେ ସୁନ୍ଦର ବିସ୍ଲେସଣ...... ❤️❤️❤️❤️❤️ Lot's of love.....
Great message to society
Iam proud of your speech this is good for our society 🙏🙏🙏🙏
ଗୁରୁ ଆପଣଙ୍କୁ ପ୍ରଣାମ🙏🏼🙏🏼🙏🏼❤️
ସମ୍ପୂର୍ଣ୍ଣ ସତ୍ୟ କଥା କହିଛନ୍ତି ସାର୍ 🙏
🙏 real voice.... accurate ktha khile
You are right bro 💯 🙏
Ph seva kebala business au official use hele bhala education panyee darkar nahi pila mane au 📖 padhu nahanti ki offline exam deba ku bhala Pau nahanti. Tapare 5g asile bahut kharap heba....
आपण बोहुत बुद्धिमान व्यक्ति आपणकुं धन्यवाद। जय जगन्नाथ
आपणकं कथा बोहुत भल लागिला
V well said. Salute u for ur good n real thoughts
Satt Satt Pranam Byomkesh sir...Naked truth of life....
Bohut sikhya dele sir..apanank kathaku jie bujhhi pariba .se bohut bhala re rahipariba. You geat sir .
apana thik kotha bujhei thibaru apanaku dhanybaad
ନିଛକ ସତ୍ୟ କଥା କହିଛନ୍ତି
Bhala lagila....dhanyabad.
Thank you sir bahut bhal katha kichhi janiba sikhiba katha a jub samaj pai
ସମ୍ପୁର୍ଣ ସତ୍ଯ ଆଜ୍ଞା
Namaskar sir.. Perfect katha
Right 👍
Sir apana sabubele ekdam correct katha kahuchanti.i like ur talking sir 🙏🙏🙏🙏🙏🙏🙏🙏🙏🙏🙏🙏🙏
Perfect sir..apankara chinta dhara bohut sundar.
Right sir aapana jau kathaa kahile Pura thik kathaa mo tarafaru aapanaku koti koti pranam 🙏🙏🙏🙏
Very nice and informative sir ur words and action are very plasant really awesome. TQ for sharing sir
sir u r right , i 100% support to u
Really Sir your word is 100% fact now a days.
ଏହା ରହିଲା ସ୍ତ୍ରୀ ମାନଙ୍କର affair କଥା ।।। ପୁଅ ମାନଙ୍କ ବିଷୟରେ ବି ଗୋଟେ ଉପସ୍ଥାପନା କରାଯାଉ।।।।
🤣😂🤣😂🤣ye sir esabu karibeni...
Great information sirji
Very very thank you
Sir Apono Pura 💯% Thik Kotha Kohile
I am your fan sir. Your 90%speech is true.
ବହୁତ ବଢିଆ କଥାଟେ କହିଲେ ସାର୍
ଦେଶର ଆଇନ୍ ନାରୀ_ପୁରୁଷ ତୁଳନା ରେ ଅଧିକାଂଶ କେବଳ ପୁରୁଷ ବିପକ୍ଷରେ ।
ପୁରୁଷ ଯିଏ ଦେଶ ପାଇଁ ଗର୍ବ ଓ ଗୌରବ । ତା ବିନା ନାରୀର ଅନ୍ଯଗତି ନାହିଁ ତଥାପି ସେ ହନ୍ତସନ୍ତ । ଉଭୟ ପକ୍ଷକୁ ସମାନ ନ୍ଯାୟ କାହିଁକି ଦିଆଯାଏ ନାହିଁ ? ଆପଣମାନେ ମତ ଦିଅନ୍ତୁ ? ଆପଣଙ୍କ ମତ ଅପେକ୍ଷାରେ _________
ଆପଣ ଙ୍କୁ ବହୁତ୍ ଧନ୍ୟବାଦ୍ sir
Bahut bhala katha sir
ବହୁତ ସୁନ୍ଦର କଥା
Very Importent and truth messages sir..
Khub sundar barnana
ବହୁତ ବହୁତ ବଢିଆ କହିଲେ sir 🙏🙏🙏🙏
💯💯 re Satya bachan.
Great analysis of our society. Thank you to show the mirror to us.
ଧନ୍ୟବାଦ ସାର୍
ATI sundar katha.
ବହୁତ ସୁନ୍ଦର ପରାମର୍ଶ
Bhai pranam. You are right
Very meaningful teaching advice sir. Many many thank you.
U R Right 100%
Right katha kahile sir
Nice explanation
Thank you Sir
Pura thik kotha
Absulelately right sir 🙏
Thank you so much..
ବଢିଆ କଥା
Byomkesh sir,
You are telling the naked truth of the present society & culture. People don't try to understand the difference between joint family and nuclear family.
We are proud of you, sir.
🙏🙏🙏
ଆଗରୁ ନାରୀ ନିଜତନା ଥିଲା କିନ୍ତୁ ଏବେ ପୁରୁଷ ମାନେ ନିର୍ଜତିତ୍ ହେଲେଣି ନିଜ ବାପା ମା ଙ୍କୁ ପଚାରିଲେ ସେମାଙ୍କ ଯତ୍ନ ନେଲେ ସ୍ତ୍ରୀ ଠୁ ନିର୍ଜତିତ୍ ଏମିତି ହେଲେ ସଂସାର କେମିତି ଚଳିବ ଭଗବାନ ଙ୍କୁ ଜଣା ସବୁ କ୍ଷେତ୍ର ରେ ପୁରୁଷ ଙ୍କୁ ଅବହେଳିତ ହେବାକୁ ପଡ଼ିଲାଣି
An Excellent man with beautiful mindset sir
Sir yours opinion is very learningful
Very nice advice sir.
Bahuta bhala katha
All are right speach sir.
Fantastic massage for mens.. great 🙏
ସାର ଆଜି ଭଲ କଥାଟେ କହିଲେ. ଧନ୍ୟବାଦ🙏
Bahut badhia
U R Great
Ati sundar katha kahuchhanti sir🙏🙏🙏
Good information sir
ଆମେ ପରାଧିନ ଓଡ଼ିଶା ରାଜନୀତି ପାଇଁ
Thanks for good message
ସ୍ଵାମୀ ର ପରକ୍ରୀୟା ପ୍ରିତି କେଉଁଠୁ ଆରମ୍ଭ ହୁଏ? ସେ କଥା ତ କହିଲନି।ଖାଲି ଝିଅ ମାନେ ଭୁଲ କରୁଛନ୍ତି,ପୁଅ ମାନେ ଗୋଟା ତୁଳସୀ!
Right
ଆରେ ତୁ ଜାଣିଚୁ ସେ କିଏ। ଓକିଲ ବେ ଫସି ଯିବୁ case କରିଦେବ।😁😁
Women layer kahiba
ଓକିଲ। ହିସାବରେ। କହୁଛନ୍ତି।।
purush kebe kuhe ki mu rape heigali nari kn pain kuhe karana ????purush kharpa hebe rahibe nari kn karipariba ki??? but purush kn karichhi dekhuchhanti au janu bi chhanti....emiti crime kariba pain nari hni dai
You are absolutely correct
Very nice information you are really very good sir i welcome you
Bahut vala lagila
So right saying👌👌👌 bro
Great sr apana
Absolutely right sir
Khub sundar bartta ganamadhyamku
Bahuta sundar upadesa dele sir 🙏
Good speech thanks
Beautiful message sir
ଆପଣଙ୍କ ବେପାର କିନ୍ତୁ ଭଲ ଚାଲିବ।
😂😂😂😂
😂
ମଣିଷ ଯେତେ ବେଳେ ଚେତନା କୁ ପ୍ରାଧାନ୍ୟ ନ ଦେଇ ଦେହ କେନ୍ଦ୍ରିତ ଜୀବନ ବଞ୍ଚେ ତ ଏହି ଭଳି ସବୁ ବ୍ୟଭିଚାର ଦେଖିବା କୁ ମିଳେ ।।। ଯୌଥ ପରିବାର କି ଏକୁଟିଆ ରହିବା ସହ ଏହାର କିଛି ଲେନା ଦେନା ନାହିଁ ।
absolutely right...we should learn all these things ..hats off
ନାରୀ ମନର କେଉଁ ଗୋଟେ ଦୁର୍ବଳ ଝରକା ଫାଙ୍କ ଦେଇ ଯେତେ ବେଳେ ଜଣେ ପର ପୁରୁଷ ପଶି ଆସେ ସେଇଠୁ ହିଁ ଆରମ୍ଭ ହୁଏ ପରକୀୟା ପ୍ରୀତି ।
Ekdum right