Pratikshya ଛୋଟ ହେଇ ତମେ ଯାହା ଗାଇଛ, ଆଉ କେହି ବି ସାହସ କରିବେନି ଏ ଗୀତ ଗାଇବାକୁ - Mun Bi Namita Agrawal Hebi

Поделиться
HTML-код
  • Опубликовано: 10 сен 2021
  • Click the Link below to watch the Original song of Namita Agrawal
    • Prabhu Mora Prana Nath...
    Song : Prabhu Mora Prana Natha Priti Chora Radhanatha(Khira Chora Gopinath) - Album : Ajhatia Kalia - Album No : SM- 490 - Music Label : Sidharth Music - Producer - Sitaram Agrawalla
    Singer : Namita Agrawal
    ---------------------------------------------------------------------------------------------------------------------
    Sidharth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
    TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
    SIDHARTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, SITI- 18001234001, NXT Digital- 18602120400, Ortel - 9776091111
    Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
    -----------------------------------------------------------------------------------------
    Subscribe us on RUclips to watch clippings & promos of our All Television Channels :
    👉 SidharthTV: / sidharthtv
    👉 Sidharth Bhakti : / sidharthbhakti
    👉 Sidharth Gold : / sidharthgold
    -----------------------------------------------------------------
    Enjoy & stay connected with us!
    👉 Like us on Facebook : / sidharthtvofficial
    👉 Follow us on Twitter : / sidharth_tv
    👉 Follow us on Instagram : / sidharthtvofficial
    -----------------------------------------------------------------
    #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal
  • РазвлеченияРазвлечения

Комментарии • 630

  • @rssujitarts8121
    @rssujitarts8121 2 года назад +145

    ପ୍ରଥମେ ଧନ୍ୟବାଦ୍ ସିଦ୍ଧାର୍ଥ ଟିଭି ଏ ଭଳି ସୁନ୍ଦର ସୁନ୍ଦର ଭଜନ ଶୁଣିବାକୁ ମିଳୁଚି ମୁ ବି ନମିତା ଅଗ୍ରାଲ୍ ହେବି ରିଏଲ୍ଲିଟୀ ସୋ ରେ. ଭଲ ଗାଉଚ ଅତି ମିଠା ସ୍ୱର

  • @thirdeye9492
    @thirdeye9492 2 года назад +77

    ବା୍ୟାଣୀଟା.. ତା ଠାଣିରେ ବାଣୀରେ, ବେଶଭୁଷା, ଭା ବରେ ଲୟରେ ମୁଁ ମିରା ଆଉ ରାଧାଙ୍କୁ ଅନୁଭବ କଲି
    ଈଶ୍ୱର ତୋ ସହିତ ଅଛନ୍ତି ମା'❤❤❤🌹🌹

  • @swarnalatanaik8379
    @swarnalatanaik8379 2 года назад +29

    ମା ଲୋ 🙆 ଚୁଇଁ କଣ ଗାଉଛି କେତେ ସୁନ୍ଦର ଗୀତ 👏👏

  • @ratikantajena7962
    @ratikantajena7962 2 года назад +11

    Atting ବହୁତ ବଢିଆ ଲାଗିଲା ଗୀତଗାଇ ଏବେ ଦରକାର ନାହିଁ ଆଗକୁ ବହୁତ୍ ବଢିଆ ଗୀତ ଗାଇବାକୁ ମିଳିବ god bless you sister ସମସ୍ତ sir and Ma' am more pranam

  • @arunakumarpanigrahi4459
    @arunakumarpanigrahi4459 2 года назад +82

    କେଜାଣି କାହିଁକି ବହୁତ୍ ମଜା ଲାଗିଲା । ସତେ ଯେମିତି ନିତାଇ ଗୌରାଙ୍ଗ ସ୍ଵୟଂ ଆସିଛନ୍ତି ଓ କୃଷ୍ଣ ପ୍ରେମରେ ଉଦବୁଦ୍ଧ ହୋଇଯାଇଛନ୍ତି ।🙏🙏🙏

  • @yalalramsaw5241
    @yalalramsaw5241 2 года назад +15

    धन्य है उडि़सा की धरती को।
    जो कि एक से बढ़कर एक कलाकार उत्पन्न कर रही है।

  • @abinashsamal9585
    @abinashsamal9585 2 года назад +20

    ପ୍ରତୀକ୍ଷା ର ଗୀତ action outstanding,
    ଓଡ଼ିଶାର ବଡ଼ ବଡ଼ singer ଏହି ଗୀତ ଗାଇବାକୁ ସାହସ କରିବେନି

  • @rashmiranjanparida7957
    @rashmiranjanparida7957 2 года назад +40

    Geeta mam ଙ୍କ comitment ବହୁତ ଭଲ ଲାଗିଲା,,,ଆଉ little champ ବହୁତ ଭଲ ଗୀତ ଗାଇଲେ,,,,Love from Balasore

  • @kksaicreation4420
    @kksaicreation4420 2 года назад +11

    ବହୁତ ସୁନ୍ଦର କଣ୍ଠ ସ୍ୱର ମୋ ଗେହ୍ଲା କୁନି ଭଉଣୀ ଲୋ। ଭଗବାନ୍ ତୁମର ମଙ୍ଗଳ କରନ୍ତୁ,❤️❤️❤️

  • @krushnamohanswain7019
    @krushnamohanswain7019 2 года назад +3

    ମୁଁ ବି ନମିତା ଅଗ୍ରୱାଲ ହେବି କାର୍ଯ୍ୟକ୍ରମ ରେ ସମସ୍ତ କୁନି କୁନି ପ୍ରତିଯୋଗୀ ମାନେ ବହୁତ୍ ବହୁତ୍ ଭଲ ଗୀତ ଗାଉଛନ୍ତୀ । ସମସ୍ତଙ୍କୁ ମୋର ଶୁଭେଚ୍ଛା ।

  • @coolmuna143
    @coolmuna143 2 года назад +17

    ନମିତା ମା ଙ୍କ ସ୍ୱର ବାବ୍ ରେ ବାବ୍ , କଥା କହିଲା ବେଳେ କୁ, ସ୍ୱୟଂ ସରସ୍ଵତୀ ମା ଙ୍କ ଭଳି ସ୍ୱର 🙏🏼🙏🏼🙏🏼🙏🏼🙏🏼

  • @laxmiskitchen1869
    @laxmiskitchen1869 2 года назад +28

    ସତରେ ବହୁତ ସୁନ୍ଦର ଗୀତ ଟି ବୋଲିଲ ଝିଅ ବହୁତ ଖୁସି ଲାଗିଲା । ଆଗକୁ ଯାଅ

  • @aapbabularana5063
    @aapbabularana5063 2 года назад +1

    ସତରେ ଗେଲ୍ଲି ପ୍ରତିକ୍ଷା ମାଁ ଗଳାର ଯାଦୁ ଜୟ ଜଗନ୍ନାଥ

  • @chiranjibimahali9232
    @chiranjibimahali9232 2 года назад

    ସୀତାରାମ ଅଗ୍ରୱାଲ sir ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।ଆପଣ ସବୁବେଳେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା କୁ ଆଗକୁ ଆଗ କୁ ନେଇ ଚାଲିଛନ୍ତି । ସିଦ୍ଧାର୍ଥ ଟିଭି ଏବେ ଘରେ ଘରେ । ଭଗବାନ ଆପଣ ଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ ।

  • @ramachandraraut4108
    @ramachandraraut4108 2 года назад

    ଏହି ମଞ୍ଚରେ ମୁଁ ସ୍ୱୟଂ ମା ସରସ୍ୱତୀ ଙ୍କୁ ଦେଖୁଛି ।ଏଥିରେ ସନ୍ଦେହର ଅବକାଶ ନାହିଁ ।so I happy to you .

  • @premalatanayak7422
    @premalatanayak7422 2 года назад

    ଓଃ କି ସୁନ୍ଦର ଠାଣିରେ , ସୁଲଳିତ କଣ୍ଠରେ ଭଜନ ଟି ଗାଇ
    ଭାବବିଭୋର କରିଦେଲୁରେ ମା !! ଜଗନ୍ନାଥ ତୋର ଉତ୍ତୋରତର ଉନ୍ନତି କରନ୍ତୁ ।😘😘😘

  • @ramachandrapradhan169
    @ramachandrapradhan169 2 года назад

    Jai Jai Shree Jagannatha swami.Chhua mananku jebe bidaya Debe thik se bujhae sammana ra sahita kichhi aarthika puraskar sahita mana Patra diajibara byabasta karibaku prajojaka nku anurodh.Semane jemiti nijaku inferior feel karibe Nahi Taha dhyan deba uchit. Bachhe man or sachhe.They are the jewel of odia Bhajan.

  • @JayShreeRam7026
    @JayShreeRam7026 2 года назад

    ଛୋଟ ଝିଅ ତୋତେ ମୋ ତରଫରୁ ବହୁତ ବହୁତ thanks ଧନ୍ୟବାଦ 👍👍👍

  • @susantsatrusaldailyvlog4511
    @susantsatrusaldailyvlog4511 2 года назад +1

    ବଡ଼ ହେଲେ ମୋ ମା ଟା ଆହୁରି ବହୁତ୍ ବଢିଆ ଗାଇବା

  • @sangramsethi9800
    @sangramsethi9800 2 года назад

    Hare Krishna hare Krishna Krishna Krishna hare hare hare ram hare ram ram ram hare hare hare hare mahadev ki jay maa prabati maa ki jay 🙏🙏🙏🙏🙏 hari bol Radha Krishna 🙏🙏🙏🙏🙏 hari bol

  • @madhabaranjanrout1215
    @madhabaranjanrout1215 2 года назад +10

    God is singing within you.It gives enough pleasure.Thanks God a million. 🙏🙏🙏

  • @abhayacharanmoharana6121
    @abhayacharanmoharana6121 2 года назад +1

    ଅତିସୁନ୍ଦର ଗୀତ ଗାନ କରୁଛ। ଈଶ୍ଵର ମଙ୍ଗଳ କରନ୍ତୁ ଭଉଣୀ ।

  • @SukumarTeach7785
    @SukumarTeach7785 2 года назад +1

    ବହୁତ୍ ବହୁତ୍ ଧନ୍ୟବାଦ୍ ଆଶ୍ରିବାଦ

  • @brundabanajena5094
    @brundabanajena5094 2 года назад +20

    ବହୁତ ଭଲ

  • @manabodhabariha7085
    @manabodhabariha7085 2 года назад +2

    ଅତି ସୁନ୍ଦର........ Outstanding 💯

  • @lelupdas5411
    @lelupdas5411 2 года назад

    Jagannatha nka bahuta kruapa achhi boli sundar gita gauchi .God bless you beta.anju

  • @shaneswargupta1610
    @shaneswargupta1610 2 года назад

    Inako mere chattishgarh or pure bharat varsh ki or se koti koti dhanywad ❤️👍🙏🙏🙏

  • @jitendradas5108
    @jitendradas5108 2 года назад +4

    Wow ❤️❤️❤️❤️❤️Good little singer 💕God bless you

  • @kiranchoudhury8801
    @kiranchoudhury8801 2 года назад +2

    So sweet 🥰🥰😘😘ate sundara gaucho aaha a kunijhiaa 🥰🥰god bless you mama 😘😘😘😘😘😘😘😘😘😘😘😘😘🥰🥰🥰

  • @sonusomusonu8948
    @sonusomusonu8948 2 года назад +2

    ଲୋରିଆ ଦିଦି 👌👌👌👌ତୁମେ ବହୁତ ଭଲ

  • @AjayDas-lh1cm
    @AjayDas-lh1cm 2 года назад +1

    ମାରେ ପ୍ରଭୁ ଜୟ ଶ୍ରୀଜଗନ୍ନାଥଙ୍କୁ ଆରଧନାକର ମାରେ ପ୍ରଭୁ କୁପା କରିବେ।।⭕‼⭕🙏

  • @earthisbeautiful2527
    @earthisbeautiful2527 2 года назад +1

    Pratikkhya tume bahut cute aau innocent. Sabuthu bada Katha tume ete difficult Bhajan Ku bahut badhia gailo.👌👏 God bless you.❤️❤️❤️

  • @chitrasenpangi8421
    @chitrasenpangi8421 2 года назад +3

    Bahut badiya hoichhi MAMA....😍😍😍 GOD BLESS YOU 🙏🙏🙏

  • @santoshmohanty2419
    @santoshmohanty2419 2 года назад

    Chemani tote mo taraparu Bahuta Bahuta ashribad tu agaku agaku maadi chala. God bless you

  • @kiranchoudhury8801
    @kiranchoudhury8801 2 года назад +2

    Aahhaaa 🥰😘😘jay shree krishna radhe krishna 🙏🙏🙏 god bless you mama 😘🤗 Bohut sundara ❤️mo mana ku Pabitra lagila
    🥰🥰🥰🥰

  • @anjalidash8579
    @anjalidash8579 2 года назад +18

    Very sweet voice. God bless you

  • @sahooajay8841
    @sahooajay8841 2 года назад +13

    God gifted
    Nice voice
    Talented girl

  • @rajnikantnaik7204
    @rajnikantnaik7204 2 года назад +3

    Very sweet voice👍👍👍👍 God bless you 🙏🙏🙏🙏🙏🙏

  • @subhashreemohapatra797
    @subhashreemohapatra797 2 года назад +4

    God bless you... 👍👍👍

  • @antuasamal7446
    @antuasamal7446 2 года назад

    ସବୁ ସେଇ ଜଗନ୍ନାଥଙ୍କ ଇଛାର କାରଣ ଝିଅକୁ ଆଉ ଆଗକୁ ନିଅନ୍ତୁ ଜଗନ୍ନାଥଙ୍କ ପାଖରେ ମୋର ଅନୁରୋଧ

  • @madhuribehera251
    @madhuribehera251 2 года назад +6

    U r the real winner

  • @raghunathhembram5881
    @raghunathhembram5881 2 года назад +13

    Cute girl, nice song🌹

  • @shridhamvrindavan2218
    @shridhamvrindavan2218 2 года назад +1

    Radhe Radhe 🌺

  • @jagadishthakur8849
    @jagadishthakur8849 2 года назад +7

    Very sweet voice. God bless you sister

  • @bidyadhar6026
    @bidyadhar6026 2 года назад

    Bohut badhia jhia mo sweet voice god gift voice

  • @gajendraprasdabarik3304
    @gajendraprasdabarik3304 2 года назад

    ବହୁତ ସୁନ୍ଦର ଗୀତ ଗାଇଲେ ଭବିଷ୍ୟତରେ ତୁମେ ଭଲ ଗୀତ ଗାଇବ ମୋର ଜଗନ୍ନାଥ ଙ୍କ ପାଖରେ ପ୍ରାଥନା

  • @playbacksingerswapneswarmo7579
    @playbacksingerswapneswarmo7579 2 года назад +7

    MIND Blowing Excellent SINGING
    BEAUTIFUL VOICE 🙏

  • @debasisdey3612
    @debasisdey3612 2 года назад

    Mote lagila mun Geeta mam nku chhota rupare tanka smile dekhuchi.

  • @subhasubha6601
    @subhasubha6601 2 года назад

    Kuni jhia Pura gita gai gai majijauchi all the best mama...

  • @KichhiKathaWithSnigdha
    @KichhiKathaWithSnigdha 2 года назад +8

    Sundar 👌👌👌

  • @susantakumarmohanty8441
    @susantakumarmohanty8441 2 года назад

    Bar bar dekho hazar bar dekho ' jai jagannath Swami

  • @basantipanda7986
    @basantipanda7986 2 года назад +1

    ମା ତୋ ଗୀତ ଶୁଣି ଇଛାହେଉଛି " ମୁଣ୍ଡ କୋଉଠି ବାଡେଇ ଦିଅନ୍ତି ' ଧନ୍ୟବାଦ ମନ୍ମଥ ଭାଇନା , ସିକୁନି ଭାଇନା ଆପଣଙ୍କ ମନ୍ତବ୍ୟ ଖୁବ ମୂଲ୍ୟବାନ, ଜୟଜଗନ୍ନାଥ

  • @amiyamohanty2402
    @amiyamohanty2402 2 года назад +5

    Tv re Ame dekhiparunu...please full episode RUclips re upload karantu...

  • @anamsardar3280
    @anamsardar3280 2 года назад

    ଭାରୀ ସୁନ୍ଦରିଆ କଣ୍ଠ ମାମା, ଧନ୍ୟବାଦ ।

  • @gayatrishatapathy3231
    @gayatrishatapathy3231 2 года назад +1

    Sweet voice Pratikhya God bless u action 👌👌👌♥️♥️♥️♥️♥️

  • @niranjanpanda8574
    @niranjanpanda8574 2 года назад +14

    Very good voice and performance Pratikhya. God bless you.

  • @sangramkumarmohalik7089
    @sangramkumarmohalik7089 2 года назад +13

    So sweet voice 😍😍😍

  • @chaitanyamashra7902
    @chaitanyamashra7902 2 года назад +1

    ବହୁତ୍ ସୁନ୍ଦର

  • @mahisony2866
    @mahisony2866 2 года назад +1

    Super Voice second Namita Agarwal medam

  • @padmacharansahoo4519
    @padmacharansahoo4519 2 года назад +1

    କୁନି ପିଲାର ଗୀତ ଅତି ସୁନ୍ଦର

  • @abhimanyusethy5701
    @abhimanyusethy5701 2 года назад

    ସୁନ୍ଦର ପିଲା,,all is good

  • @nagendrakhatua8797
    @nagendrakhatua8797 2 года назад +1

    Bahut sundar voice.. Bahut sundar bhajan..

  • @padmacharansahoo4519
    @padmacharansahoo4519 2 года назад +1

    ବହୁତ ସୁନ୍ଦର ଗାଉଛି

  • @rabindrakugiri-oq6wm
    @rabindrakugiri-oq6wm 2 года назад +14

    Very very cute and sweet voice. All Odisha enjoying her song. God bless you baby.

  • @pinkymohanty3014
    @pinkymohanty3014 2 года назад +1

    So cut voice, thank you namita mam amiti gote reality show pai love you mama, and gita mam

  • @prabhumahadev6138
    @prabhumahadev6138 2 года назад +1

    Gita ti mana ku paiigala superb singing 👌 🙏

  • @sushantsahoo4841
    @sushantsahoo4841 2 года назад

    Eta ku kuhanti God gifted.....
    Eagaku eya kn kariba....bas Dekha

  • @babu-ug4bk
    @babu-ug4bk 2 года назад

    so cute betaa bahut sundar.....

  • @padmashree8343
    @padmashree8343 2 года назад +4

    Really heart ❤️ teaching song...

  • @rbehera9544
    @rbehera9544 2 года назад +11

    Nice voice. best performance . God bless you ❤️❤️❤️❤️❤️

  • @bijayswain8502
    @bijayswain8502 2 года назад

    Bahut sundar program ati sunder judge 🙏🙏🙏🙏🙏

    • @OfficialSidharthTV
      @OfficialSidharthTV  2 года назад +1

      ଧନ୍ୟବାଦ ,ଆପଣଙ୍କ ଏହି ଭଲ ପାଇବା ଆମକୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଯୋଗାଇବ..!! 🙏 🙏

  • @rajendranayak7239
    @rajendranayak7239 2 года назад +1

    ଏତେ ସୁନ୍ଦର ଗୀତ ସହିତ କେତେ ସୁନ୍ଦର ଅଭିନୟ , ଏ ପିଲାର ଗୀତ ଯେମିତି ସବୁବେଳେ ଶୁଣିବାକୁ ପାଇବୁ ସେହି ଆଶା ରଖୁଛି l ଧନ୍ୟବାଦ , may good bless ypu.

  • @jyoshnaranipagoda7479
    @jyoshnaranipagoda7479 2 года назад

    Maa, bahut sundar gaila👌

  • @ramachandrapradhan169
    @ramachandrapradhan169 2 года назад

    Jai Jai Shree Jagannatha swami.No words to comment.👍👍👍💐👌💐👌💐.

  • @SanjayKumar-wx8cz
    @SanjayKumar-wx8cz 2 года назад +1

    ଅତି ସୁନ୍ଦର ସ୍ୱର

  • @rinudash2107
    @rinudash2107 2 года назад

    ବହୁତ ସୁନ୍ଦର👌👌

  • @bharatidhir7454
    @bharatidhir7454 2 года назад

    ବହୁତ ଭଲ ସ୍ଵର
    So cute baby

  • @laxmugond3795
    @laxmugond3795 2 года назад +2

    Super cute baby ...body moment while singing god bless you

  • @rupeshkumarsahoorupeshkuma440
    @rupeshkumarsahoorupeshkuma440 2 года назад +1

    Jay shree gopinath dev Namah 🙏🙏🙏🙏

  • @debendraswain9459
    @debendraswain9459 2 года назад +1

    Superb ❤️❤️❤️❤️👍 God bless you mama

  • @manojdikshit1308
    @manojdikshit1308 2 года назад +2

    Bravefull singer you God gift bless with you.

  • @lingarajnag5566
    @lingarajnag5566 2 года назад

    ପ୍ରତୀକ୍ଷାକୁ ମାର୍କ ବହୁତ କମ୍ ଦେଲେ ଛୋଟ ଛୁଆ ବୋଲି ଏମିତି କଲେ ନା କ'ଣ ,ଏହା ଠିକ୍ କଲେନାହିଁ ପ୍ରତୀକ୍ଷା ଠାରୁ ଅନ୍ୟ କେହି ଭଲ ଗାଇ ପରିବେ ନାହିଁ ଏହି ଗୀତ

  • @kaberidash7164
    @kaberidash7164 2 года назад

    OMG... I love u too beta... God bless u

  • @krushnachandradash1949
    @krushnachandradash1949 Год назад

    ଜୟ ଜଗନ୍ନାଥ ସ୍ବାମୀ

  • @ranjitpradhan7576
    @ranjitpradhan7576 2 года назад

    NAMITA AGRWAL GAELE A PILA HNI NAMITA APA HEBA PAIN JOGYA

  • @muktipriyamishra1290
    @muktipriyamishra1290 2 года назад +1

    ବହୁତ ସୁନ୍ଦର ଭାବରେ କଣ୍ଠରେ ଗାଇ ଶ୍ରୋତାଙ୍କୁ ଅଭିଭୂତ କରି ଦେଲୁ ।ଜୟ ଜଗନ୍ନାଥ ମହାପ୍ରଭୁ ସଦାସର୍ବଦା ସହାୟ ହୁଅନ୍ତୁ । ଜୟ ଜଗନ୍ନାଥ ।

  • @santoshcreate9835
    @santoshcreate9835 2 года назад +7

    Nice 🙂 voice 📯📯

  • @aratapadhan143
    @aratapadhan143 2 года назад +4

    Voice and song outstanding

  • @Rabindrakumarnayak5946
    @Rabindrakumarnayak5946 2 года назад +8

    So sweet voice

  • @arunkumarbiswal3811
    @arunkumarbiswal3811 2 года назад

    Excellent voice pratiksha beti

  • @lalatendukanungo5013
    @lalatendukanungo5013 2 года назад +1

    Talented and God gifted Artist. God bless her.

  • @satyabrata1125
    @satyabrata1125 2 года назад +1

    Jay kshirachora Gopinath 🙏🙏🙏 nice 👌👌💚❤️💜

  • @gayatrishatapathy3231
    @gayatrishatapathy3231 2 года назад +2

    Action is very outstanding 👏👌

  • @kalpanamohanty6563
    @kalpanamohanty6563 2 года назад +1

    ବହୁତସୁନ୍ଦର👌👌👌👌👌🌹🌹

  • @ajaysahoo2
    @ajaysahoo2 2 года назад

    Very nice song pratikshya god bless you Thank you sidharth T V

  • @jagannathpanigrahi5931
    @jagannathpanigrahi5931 2 года назад

    The reality is that according to ritmick she was twisting her hands & also she was moving the legs accordingly like jumping , really it is feeling & hence she colud sing the song well. Thanks to her parents &"GURU". God wish her.

  • @iamkumar9712
    @iamkumar9712 2 года назад

    କି ଶାନ୍ତି... 🥰🥰

  • @krishnarao7520
    @krishnarao7520 2 года назад

    Acslent musical action and directions of song jai jagannath

  • @nagendrakhatua8797
    @nagendrakhatua8797 2 года назад +1

    Wow super super🎤 voice.. God bless you..

  • @susantakumarmohanty8441
    @susantakumarmohanty8441 2 года назад +2

    Her actions are spontaneous