ନାଚି ନାଚି ଗୀତ ଗାଇ ସମସ୍ତଙ୍କ ମନ ମୋହିଲେ କୁନି ଝିଅ Pratikshya - Mun Bi Namita Agrawal Hebi - Sidharrth TV
HTML-код
- Опубликовано: 11 окт 2021
- Click the link below to watch the original song of Namita Agrawal
• MO BADIRE SAGA ମୋ ବାଡି...
Song: Mo Badire Saga - Album: Puja - Music Label: Sidharth Music
Lyrics: Basantaraj Samal - Music Director: Manmath Mishra
Singer: Namita Agrawal
----------------------------------------------------------------------------------------------------------------------
Sidharrth TV ର ନିଆରା Singing Reality Show "ମୁଁ ବି ନମିତା ଅଗ୍ରୱାଲ ହେବି" ଖୁବ୍ କମ୍ ଦିନ ଭିତରେ ଓଡ଼ିଶାର ଘରେ ଘରେ ସଙ୍ଗୀତ ପ୍ରତି ଏକ ନୂଆ ଆକର୍ଷଣ ସୃଷ୍ଟି କରିବା ସହିତ ସବୁଠୁ ଲୋକପ୍ରିୟ Reality Show ରୂପେ ପ୍ରତିଷ୍ଠିତ ହୋଇପାରିଛି I Audition Round, Mega ଓ Super Mega Audition Round ପରେ ଏବେ ଆରମ୍ଭ ହୋଇଯାଇଛି Studio Round, ଯେଉଁଥିରେ ଶ୍ରେଷ୍ଠ ୨୪ ଜଣ ଗାୟକଙ୍କ ଭିତରେ Show ର Winner Crown ପିନ୍ଧିବାକୁ ପ୍ରତିଯୋଗିତା ଚାଲିଛି. ଏହି Studio Round ରେ ଗାୟିକା ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ନମିତା ଅଗ୍ରୱାଲଙ୍କ ସହିତ ମହା Judge ରୂପେ ଉପସ୍ଥିତ ରହୁଛନ୍ତି ଭଜନ ସାମ୍ରାଜ୍ଞୀ ଶାନ୍ତିଲତା ବାରିକ I ଏହି ସୋ'ର ଆରମ୍ଭରୁ ବିଚାରକ ଭାବେ ମନ୍ମଥ ମିଶ୍ର , ଗୀତା ଦାସ, ଶ୍ରୀକାନ୍ତ ଗୌତମ ରହି ଆସିଥିବା ବେଳେ ଅନ୍ୟତମ ବିଚାରକ ଭାବରେ ଦେଖିବାକୁ ମିଳୁଛି ବିଶିଷ୍ଟ ଗାୟକ ସୁବାସ ଦାସଙ୍କୁ , ଏଥି ସହ ନୂଆପିଢ଼ି ର ଲୋକପ୍ରିୟ ଗାୟିକା ଅନ୍ତରା, ପ୍ରଜ୍ଞା, ଦୀପ୍ତି, ଅର୍ପିତା ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲାଦିନରୁ ସେମାନଙ୍କ ଉପରେ ନମିତା ଅଗ୍ରୱାଲଙ୍କ ଗୀତର ପ୍ରଭାବ ସମ୍ପର୍କ ରେ ସ୍ମୃତି ଚାରଣ କରିବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ନମିତା Madamଙ୍କ ଭଜନ ଗାନ କରୁଛନ୍ତି I ନୂଆ ଗାୟିକା ମାନଙ୍କୁ ଆବିଷ୍କାର କରି ସେମାନଙ୍କ ପ୍ରତିଭା ର ବିକାଶ କରାଇ ଓଡିଶାର ସଙ୍ଗୀତ ଜଗତକୁ ନୂଆ ସ୍ଵରରେ ସମୃଦ୍ଧ କରାଇବା ନିମନ୍ତେ ସୀତାରାମ ଅଗ୍ରୱାଲଙ୍କ ଏହି ପରିକଳ୍ପନା ସଙ୍ଗୀତ କ୍ଷେତ୍ରରେ ନୂଆ ଉନ୍ମାଦନା ସୃଷ୍ଟି କରିଛି ...
TV ପରଦାରେ ଦେଖିଲେ ଗୀତ ଏବଂ ଫୁଲ Episode ଆହୁରି ଭଲ ଲାଗିବ I
SIDHARRTH ର ସମସ୍ତ ତିନୋଟି ଚ୍ୟାନେଲ୍ ଏବେ Hathway, SITI, EM Digital, ORTEL, GTPL-KCBPL ଏବଂ ଅଧିକାଂଶ Cable ରେ ମିଳୁଛି, ଅନ୍ୟ Platform ରେ ଦେଖିବା ପାଇଁ Call କରନ୍ତୁ - Tata Sky- 18002086633, Airtel- 18001036065, Sun TV - 18001237575, Dish TV - 9501795017, Videocon D2H- 9115691156, NXT Digital- 18602120400
Sidharrth TV Network ର ୩ଟି ଚ୍ୟାନେଲ୍ “Sidharrth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
-----------------------------------------------------------------------------------------
Subscribe us on RUclips to watch clippings & promos of our All Television Channels :
👉 SidharthTV: / sidharthtv
👉 Sidharth Bhakti : / sidharthbhakti
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook : / sidharthtvofficial
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
-----------------------------------------------------------------
#SidharthTV #MunBiNamitaAgrawalHebi#SidharthBhakti #SidharthGold #SidharrthTV#SidharthMusic #NamitaAgrawal #SitaramAgrawal - Развлечения
ବହୁତ ସୁନ୍ଦର ଗାଇଲେ ପ୍ରତିକ୍ଷ୍ୟା ଏମିତି ସୁନ୍ଦର ସୁନ୍ଦର ଭଜନ ଗାଇ ଚାଲ
ପ୍ରତୀକ୍ଷା ର ହାତ ହଲେଇବା ଶୈଳୀ ମୋତେ ବହୁତ୍ ଭଲ ଲାଗିଲା👌👌👌👌👌👍👍👍👍👍
Pratikshya tuma voice bahut sweet bhagwaan tumar mangala karantu
ମାରେ ବହୁତ୍ ବହୁତ୍ ସୁନ୍ଦର ଗାଇଲ ମାମାରେ ପ୍ରଭୁ କୁପା ରହିଥାଉ ପ୍ରଭୁ ଜୟ ଶ୍ରୀଜଗନ୍ନାଥଙ୍କ ଅତି ପିଅ ସାଗ ମୁଗ ସେହି ଭଳି ଭାବ ରହିଥାଉ
ଧନ୍ୟବାଦ ମାରେ
Yes bro
L
@@ghanashyamkarjee5804qqqq1ppppppqqqqqq1qqqqq1qqq1q11qq1q1q1qqqq1q
ଛୁଇଁ ର ହାତ ହଲା ଟା continue ଚାଲିଚି 🥰🥰🥰🥰😀😘 nice cute
,q
A jhia tara hata haleiba style pa pura mast laguchhi🔥🔥🔥🔥🔥
Nice
Kete dekhile bhi mana bhareni re dhana ....cute and very talented girl Mrs pattnayak
ବହୁତ ସୁନ୍ଦର ସ୍ୱର ଏ କୁନି ଝିଅ ର..
ଭଗବାନ ତୋତେ ବହୁତ ଆଗକୁ ନିଅନ୍ତୁ.
Wow ki mitha sworo
ବାଃ ଅତି ମଧୁର ସ୍ୱର୍❤️ ଠାନୀ ମନ ଛୁଆଁ👌ଗୀତ ହୃଦୟସ୍ପର୍ଶୀ ❤️ ପ୍ୟାରୀ ପ୍ୟାରୀ କୁନି ଝିଅ 😘😘👍ଆଉ ରି ଆଗକୁ ଉନ୍ନତିର ବାନା ଉଡୁ ଫର୍ ଫର୍ 👍🙌
By
ଅତି ସୁନ୍ଦର୍ ଗୀତ ସାଙ୍ଗକୁ ସୁନ୍ଦର୍ କଣ୍ଠ ।ବହୁତ୍ ଭଲ ଗାଇଲେ।
Tara cutenesh upre jaan v hazir ...duniya ra sabu khubsurti tara saee bhaba re ...😘😘😘😘😘long live god bless you in your every step
Kuni jhia bahut.sindar voice tumar 👌👌👌
ବହୁତ ବହୁତ ସୁନ୍ଦର ଗୀତ
Wahhhhh sweetness prafarmance 👌👌👌👌 excellent supeeeeerb singing 👌👌👌 ATI manamugdhakar paribeshana 👍👍
ଅତି ସୁନ୍ଦର ଗୀତ କମ୍ ବୟସ ରେ ଧନ୍ୟବାଦ୍ ଭଉଣୀ
ଜୟ ଜଗନ୍ନାଥ ସଂସ୍କୃତି
Supar mam sir & singer
Super se Upare 👍👍👍🙏🙏🙏
bahuta cute bahuta sunder boluchhi kuni singer god bless my cute baby
Bohut sundar gitu gaylo chua wonderful
Jay jaganath 🙏🏻🙏🏻🙏🏻🙏🏻🌺💐🌺🌺🌺💐🌺💐🌺💐🌺🌺 so nice
ମା ରେ ତତେ ଆଉ କିଏ ସରି ହବ..ତୁ ବହୁତ ବଢିଆ ନାଚିଲୁ...ବଢିଆ ଗିତ ଗାଇଲୁ..god bless you beta
Opopo
Ueqrruoqetwiettteoyyewyi
@@santoshkumarpatra6876 ieuywwtyowi
ruclips.net/video/4tUmvnAf4wE/видео.html🙏🙏
AHO BHAGYA
Khub sundor abhivyakti jayguru
Encroachment of Hart programme which create high lavel bhajan singer. Jaya jagannath
👌👌👌👌👌 ଅତି ସୁନ୍ଦର ସ୍ୱର ପ୍ରଭୁ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ 🙏
l lu kya
Beautiful lagucha ❤️❤️
Really Chhota Package Bada Dhamaka God bless you beta
Gģģgģģgģgģģģ
Balaswro କଉ ଟି ତାଙ୍କ ଘର ବହୁତ୍ ସୁନ୍ଦର୍ ଗୀତ 🌹🌹🌹🌹
Mama tu extraordinary jagannath to saha achanti re tu emiti nirvika heiki gaibu jai jagannath 🙏🙏🙏🙏
E jhia ra performance dekhile mora sabu tension chali jaye. Mu pura relax hei jaye. God bless u
God bless you mama .... ❤❤❤🌹🌹👌👌👌🎉🎉🎉💖💖💖
Pura Voice Tamar Tama life Re Bhala Singar Haba Jay Jagannath Jay
bahut sundar beta god bless you
ଏ ଝିଅଟିର ନାଚ ଓ ତାଳ ଅନୁସାରେ ଗୀତକୁ ଉପଭୋଗ କରି ଗାଇବା ଅତି ସୁନ୍ଦର । ଭବିଷ୍ୟତ ଉଜ୍ଜ୍ୱଳ ନିଶ୍ଚୟ !
🙏🏿
बहुत बहुत ही सुंदर
Kuni kuni pila gita gaile mate bhaut bhala lage sunibaku cute mama God bless u beta
ଅତି ସୁନ୍ଦର କଣ୍ଠ ମାମା । God bless you.
000
ଝିଅ ରେ ବହୁତ୍ ବଢିଆ ଗାଇଛି ଗୀତ ଟି no 1
ଭଲ ଗାଇଲା ।
ବାବା ଅତି ସୁନ୍ଦର 🤗🤗 ଏମିତି ଆଗକୁ
ବହୁତ ବଢିଆ ଲାଗିଲା..
Supar se upara
Very nice voice
ଅତି ମଧୁର ସ୍ଵର । ଭବିଷ୍ୟତରେ ଜଣେ ଭଲ ଗାୟିକା ହେବ । ଜଗନ୍ନାଥ ମହାପ୍ରଭୁ ତୁମକୁ ଆଶିର୍ବାଦ କରନ୍ତୁ ।🙏🙏🙏👍👍👍
L
@@pksahani9558
All hhsthjfj0
ruclips.net/video/4tUmvnAf4wE/видео.html🙏🙏
Lingaraj balabantaray Maria so,sweetvoice hart touch proud of you daughter god bless you
@@pksahani9558 j
Pratilkshya patanayak sidharth tv lagi enjoy deiparuchi bahuta khusi
ଅତି ସୁନ୍ଦର 👍
Little girl,god bless you,i love you mo suna ❤️❤️❤️
ବହୁତଭଲ
Sopr
ମାମାରେ। ଗୀତ ତ। ଗାଇଲୁ। ମନ ଖୁଶି କରିଦେଲୁ ସବୁଠୁ। ବେଶୀ। ଭଲ ଲାଗିଲା ଗୀତର। ତାଳେ ତାଳେ। ନିଜେ ମତୁଆଲା। ହେଇ। ନାଚିଳୁ। ସମସ୍ତଙ୍କୁ। ନଚେଇ। ଦେଲୁ। ଭଗବାନ। ଆଶୀର୍ବାଦ। କରନ୍ତୁ। ଆହୁରି। ଆଗକୁ। ଯାଆ
Love from Balasore 😘
Good singing 👌👌👌👌🎉🎉🎉🎉💖💖
Bahut sundar
ବହୁତ ଭଲ ଲାଗିଲା
🙏🙏🙏🙏🙏🙏🙏🙏 jay jagannth swime nayanpati game bhaba tame hari bol 🌺 chakadola 🌺🙏🙏🙏🙏 hari bol maa Laxmi Narayan ki jay 🙏🙏🙏🙏🙏🙏🙏🙏🙏 hari bol
ସତରେ ଏଇ ଏପିସୋଡ ଟା ବହୁତ entertaining ଥିଲା । ଏଇଟା କୁନି ଗୀତା ନାନୀ ।
So sweet mama
Mu eii episode ku wait karithili
Same to you 😊😊
God bless you 👍👍 so sweet voice 👌👌
Joe
Y
Bless you with the best wishes to you bahaatsunder 🌷 good
Thankyou Sidharth TV
Loria mam nka anchoring pura super...au judges manankara judgement v...saithipain ae show dekhibaku bahut ichha hauchi...
So cute little sister.... bahut sundar voice....god bless you
o
ppppkp
WOW NICE 👌👌
I Am Regular Audience This Reality Show..😊
Ur Looking So Cute Beta......God Bless u..... 🙏
Jiru
@@rajeshbisoi7688 mean ???
ruclips.net/video/4tUmvnAf4wE/видео.html🙏🙏
ଅତି ସୁନ୍ଦର।
ବହୁତ ଭଲ
God gifted girl... So nice...
ଜୟ ଜଗନ୍ନାଥ 🙏🙏🙏🌹
ଖୁବ ସୁନ୍ଦର ❣️🎉
Dirgha jeebi hua Maa'. Khub akarsaniya tora paribeshana shayili.
🙏🙏🙏🙏🙏🙏🙏 hari bol
So sweet song so sweet sister Singer 👍my favorite bhajan song ❤️❤️❤️❤️❤️❤️❤️❤️❤️❤️❤️
Good voice for you and best singer ♥️♥️♥️♥️♥️♥️♥️👍👍👍👍👍👍👍👍
So sweet voice dhana
God bless you my little cute 🥰🥰🥰
So sweet voice God Bless you Thanks for you
Pratikshya all da besta very nice so Happy
ଖୁବ୍ ବଢିଆ 👌
Mama bahut badiya singing kalo mama 😍😍😍💟💟💟 .......bhabisatare Namitaagrwal hebo Mama....God bless you 🙏🙏🙏
oooooooooo
Beautiful voice👌 😘😍
Hi
Baut badhia song
Bahut bhala jhia tuma voice bahut bhala bahut agaku jiba
God bless you beta
God bless you beti. Performance very nice.
Best best best son.many many thanks
Ma suna maa❤❤❤❤❤ sabu bele amiti Khusi re raha❤❤❤❤
God bless u mo gelha jhia...
Namita mam such a good person 🥰🥰🥰🥰🥰🥰🥰🥰
Best student 🙏👍 very beautiful song
Best best best for spirituality
Everybody is enjoying her song, very nice.
Extremely excellent......
Very very nice.
Eswar pradta kantha to a.
God bless you mama.
ସବୁ ଭଲ ଅଙ୍କରି ଭଲ ଲାଗୁନି
ସବୁ ଠିକ ଅଛି କିନ୍ତୁ show ର ନାଁ ଟା ଏମିତି ହବାର ନଥିଲା, କାରଣ ନିଜ ମୁହଁରେ ନିଜ ପ୍ରଶଂସା ହେଇ ଯାଉଛି
Mu Tama katha re100persent eka mata
@@user-sm5mu9zd9dAAPPPAPP pppp
Very nice voice and acting 👍👍
4times dekhilini bohut vala laguchi
Mama bahut sundar gaela
God bless 🥰🥰
ଜୟ ଜଗନ୍ନାଥ ଝିଅଟିର ମଂଗଳ କରନ୍ତୁ 🙏🙏🙏🙏🙏
Actually Pratikhya is a all rounder
Very good voice
Bahut bahut sundar gita gauchhi
Nice track ,and mind blowing voice sister 🥰🥰🥰 always be a queen 👑👑👑