"ଯେଉଁଠି ଭଲ ଭଲ ଘରର ଝିଅ ପୁରା ଦେହ ଦେଖେଇ ମଡେଲିଂ କରୁଛନ୍ତି ,ପେଟ ଚାଖଣ୍ଡକ ପାଇଁ ଆମେ ନାଚିବାଟା କଣ ନଗ୍ନତା" ଡ଼ଲି

Поделиться
HTML-код
  • Опубликовано: 26 ноя 2024

Комментарии • 345

  • @dhaneswarmohapatra3114
    @dhaneswarmohapatra3114 Год назад +107

    ତୁମର ଅଭିନୟ କଳା ଉଚ୍ଚକୋଟୀର। ତୁମର ହୃଦୟ ମଧ୍ୟ ବହୁତ ବଡ଼। ସବୁ ଦୁଃଖ ସହି ଅନ୍ୟର ମଂଗଳ କାମନା କରିବା କିଛି ଛୋଟ କଥା ନୁହେଁ। ଭଗବାନ ତୁମର ମଂଗଳ କରନ୍ତୁ।

  • @laxminaik9949
    @laxminaik9949 Год назад +57

    ଡାଲି ଅପା ତୁମେ ଯେମିତି ସୁନ୍ଦର ତାଠାରୁ ଅଧିକ ତୁମ କଥା ସୁନ୍ଦର ❤ ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🏻🙏🏻

  • @AmanEntertainment7
    @AmanEntertainment7 Год назад +89

    ଡଲି ମାଡାମ ଆପଣଙ୍କ ଜୀବନରେ ଅସୀମ ଧର୍ଯ୍ୟ ଓ ସାହାସିକତା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ

  • @newlife6826
    @newlife6826 7 месяцев назад +2

    ଏତେ ସୁନ୍ଦର ମିଠା କଥା କହୁଥିବା ମଣିଷ ମନଟା ଯେ ଆହୁରି ସୁନ୍ଦର୍।
    ଡଲି madam ଆପଣ ଭଲରେ ରୁହନ୍ତୁ। ଆପଣ ପୁଅ କୁ ଭଗବାନ୍ ଢେର୍ ସାରା ଆଶ୍ରିବାଦ୍ କରନ୍ତୁ । ସେ ବଡ଼ ହେଇ ଭଲ ମଣିଷ ଟିଏ ହଉ। ❤

  • @rabindrakumarmohanty9415
    @rabindrakumarmohanty9415 Год назад +39

    ମୁହଁ ରେ ରଙ୍ଗ ଵୋଳି ଅନ୍ୟ ର ମନୋରଞ୍ଜନ କରୁଥିବା କଳାକାର ଟିଏ ତା ମନରେ ହୁଏତ କିଛି ଦୁଃଖ ଥାଇପାରେ। କିନ୍ତୁ ନିଜେ ହସି ଅନ୍ୟକୁ ହସାଇ ପାରିଲେ ବା ନିଜେ କାନ୍ଦି ଅନ୍ୟ କୁ କନ୍ଦାଇ ପାରିବା‌ ଜଣେ କଳାକାର ସର୍ବୋଚ୍ଚ ପୁରସ୍କାର।

  • @manoranjanbiswal7920
    @manoranjanbiswal7920 Год назад +22

    ଡଲି ମଦମ୍ ଙ୍କ ଭଳି ଏକ୍ଟର ମିଳିବା ମୁସ୍କିଲ। ବହୁତ୍ great ଏକ୍ଟର

  • @priyabratadas2109
    @priyabratadas2109 Год назад +28

    ମଶାଣୀ ଫୁଲ ନାଟକ ମୁଁ ଟିଭିରେ ଦେଖି କାନ୍ଦିଛି ଅପା ଆଉ ଗୋଟେ କାଲିର ବନ୍ଧନ କଳା ଚନ୍ଦନ 🙏🏻

    • @jigarvlogs122
      @jigarvlogs122 Год назад +2

      Mu bi mashaniphula ku pashand kare

  • @birensandh9239
    @birensandh9239 Год назад +6

    ଡ଼ଲି ମାଡ଼ାମ ଆପଣ ସମାଜକୁ ବହୁତ ସୁନ୍ଦର ଉପଦେଶ ଦେଇଛ ସବୁ ବଡ଼ ଭାଇ ବଡ଼ ଭଉଣୀ ମାନେ ତୁମ ଭଳି ହେବ ଉଚିତ୍ ମୁଁ ତ ମୋ ଦୁଇ ଭାଇ ଓ ଭଉଣୀ କୁ ସେତିମି ସେତିକି ଭଲ ପାଇବା ଦେବା ସବୁଦିନ ସବୁବେଳେ ଚେଷ୍ଟା କରୁଛି ଆଉ ତୁମକୁ ତୁମ ଦୁହିଁ ଭଉଣୀ ଭୁଲିଯିବାର ଉଚିତ୍ ନଥିଲା ତୁମକୁ ମାଁ ବୋଲି ଦେବୀ ଭାବି ତୁମ ପାଦତଳେ ପୂଜା କରିବାର ଥିଲା ମୋ ମତରେ

  • @ajaynayak2775
    @ajaynayak2775 Год назад +19

    ଡଲି ଅପା ତୁମେ ଜଣେ ଅତି ସୁନ୍ଦର ମଣିଷଟିଏ, ଭଗବାନ ତୁମକୁ ସହାୟ ହୁଅନ୍ତୁ

  • @susantabarik1751
    @susantabarik1751 Год назад +42

    ଆପଣଙ୍କର ଅଭିନୟ ଅତି ଉଚ୍ଚକୋଟୀର....👍

  • @bhagirathimohapatra3604
    @bhagirathimohapatra3604 Год назад +22

    ଅତି ଉଚାକୋଟିର ଅଭିନେତ୍ରୀ ଡଲି ଅପା 👍

  • @bhawanishankaracharya1599
    @bhawanishankaracharya1599 Год назад +16

    କଳା ଜଗତର ଜଣେ ମାଇଲ ଖୁଣ୍ଟ, ଜୟ ଜଗନ୍ନାଥ 🙏 ଆଗାମୀ ଭବିଷ୍ୟତ ମଙ୍ଗଳ ମୟ ହେଉ

  • @ankitamohapatra1221
    @ankitamohapatra1221 Год назад +15

    ସୁନ୍ଦର ଅଭିନେତ୍ରୀ

  • @jyotiranjandalei2749
    @jyotiranjandalei2749 Год назад +20

    Great lady of our odisha

  • @MukundaShoo
    @MukundaShoo Год назад +54

    ଡ଼ ଲି ଭୂଇଁ ଆ ଙ୍କ ଠାରୁ ଏ ଓଡ଼ିଶା ର ଝିଅ ବୋହୂ ମାନେ ବହୁତ୍ ବହୁତ୍ କିଛି ଶିଖ। ଆଉ ତାଙ୍କ ଭୌଣି ମାନେ ସ୍ବାର୍ଥ ପର।

  • @singwithharipriyapadhi6827
    @singwithharipriyapadhi6827 Год назад +10

    ଠିକ ଭାଷା ଶୈଳୀ ବହୁତ ସୁନ୍ଦର

  • @nayak.creation1991
    @nayak.creation1991 Год назад +3

    ଡଲି ଅପା ଆପଣଙ୍କ ଜୀବନକୁ ନେଇ ଗୋଟେ ନାଟକ ପ୍ରସ୍ତୁତ କରନ୍ତୁ ଆସନ୍ତା ବର୍ଷକୁ

  • @Hbalmikiofficial
    @Hbalmikiofficial Год назад +19

    Open heart doli di

  • @parshurambhumia3771
    @parshurambhumia3771 Год назад +4

    😊 ଡ଼ଲି ଲି ଅପା ମୁଁ କୋରାପୁଟିଆ ପୁଅ ମୁଁ ତୁମର ବହୁତ ବଡ଼ ଫେନ୍ ତମ ଯାତ୍ରା ମୁଁ ସବୁବେଳେ ଦେଖେ ମୋର ବହୁତ ଇଚ୍ଛା ହେଉଅଛି ଡଲି ଦେଖାକରିବାକୁ ଆଉ ଦୁଇ ପଦ କଥା ହେବାକୁ ।

  • @deepaknaik9947
    @deepaknaik9947 Год назад +23

    ତୁମର ଅଭିନୟ ବହୁତ ସୁନ୍ଦର ଲାଗେ

  • @rajendrapusty1305
    @rajendrapusty1305 Год назад +12

    ନାରୀ ହେବତ ଏମିତି ସେ ନାରୀ ଙ୍କୁ କୋଟି କୋଟି ଜୁହାର

  • @RakeshRanabijuli
    @RakeshRanabijuli Год назад +11

    Great ଅଭିନେତ୍ରୀ ଡଲି ଅପା 👍

  • @sanjeevdash1287
    @sanjeevdash1287 Год назад +14

    ମାଆ ସବୁ ସହିପାରେ ସେଇଥି ପାଇଁତ ଦୁଃଖ କୁ ଆପଣେଇବାକୁ ହୁଏ। ଯିଏ ପରିବାର ର ସବୁ ବୋଝ ବୋହିପାରେ କଣ ସାମାନ୍ଯ ଦୁଃଖ ସହିପାରିବ ନାହିଁ। ମୂଳରୁ ଦୁଃଖ କୁ ସାଥି କରିଛ ତାହାପାଇଁ କାନ୍ଦୁଛ ଭଗବାନ କେବଳ ଦୁଃଖ ଦିଅନ୍ତି କାରଣ ପରିବାର ପାଇଁ ପାପ କରିଛ ନା ସେଥିପାଇଁ ମନଦୁଃଖ କରନାହିଁ ସମୟ ସମସ୍ତଙ୍କୁ ଜଣେଇଦିଏ ଯେ ମୁଁ ସମୟ ବୋଲି। ଜୟ ଜଗନ୍ନାଥ

  • @odiashortstories3102
    @odiashortstories3102 Год назад +6

    ଜଣେ ନାରୀ ଦୁଃଖରେ ଥାଇ ବି ଅନ୍ୟମାନଙ୍କ ପାଇଁ ମଙ୍ଗଳ କାମନା କରିବା । ସତରେ ଉଚ୍ଚ କୋଟିର ହୃଦୟ ତାଙ୍କର । ସତରେ ସେଦିନର ଦୁଃଖକୁ ଅଙ୍ଗେ ନିଭାଇଛନ୍ତି ଏବଂ ଦୁଃଖ ସମୟରେ ତାଙ୍କୁ ଯେଉଁ ମାନେ ସାହାଯ୍ୟ କରିଛନ୍ତି । ସେମାନଙ୍କୁ ଏପର୍ଯ୍ୟନ୍ତ ସେ ଭୁଲି ନାହାଁନ୍ତି । ସତରେ ନାରୀ ଯୁଗେ ଯୁଗେ ମହାନ୍ 🙏🙏🙏💕💕💕

  • @samiyakulisika6632
    @samiyakulisika6632 Год назад +5

    ଅପା 🙏,
    ତୁମ ହୃଦୟ, ମନ
    ବହୁତ ବଡ଼ 👌may god help u🌹

  • @shibaprasadmishra1813
    @shibaprasadmishra1813 Год назад +7

    ସୁନ୍ଦର ଅଭିନୟ।

  • @sanjaymohanty1449
    @sanjaymohanty1449 Год назад +11

    Jay Jagannath God Bless You 🙏🙏🙏

  • @mithunjena7450
    @mithunjena7450 Год назад +13

    ଡଲି ଅପା ସବୁପରେବି ଆମେ ଓଡ଼ିଆ ଆମର ସଂସ୍କାର ଅଲଗା🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @jayantilatapanda6303
    @jayantilatapanda6303 Год назад +36

    ଡଲି ତୁ ସତରେ ନିଆରା real ତୋ ପାଖରୁ ବହୁତ ଶିଖିବାର ଅଛି 🌹

  • @hkmishramishra851
    @hkmishramishra851 Год назад +34

    DALI MADAM IS A SUPERSTAR LEGENDARY HEROINE🙏KALAKAR SABUTHI PUJA PAE🙏

  • @entertainment4you...974
    @entertainment4you...974 Год назад +22

    You have a best dialogue delivery person....

  • @MukundaShoo
    @MukundaShoo Год назад +4

    ଡ଼ ଲି ବେଟା ଏବେବି, ଆଜି କା 10.9.23ରେ ବି ଗୋଟେ ଝିଅ କୁ ମୋ ବୟସ 68,,,, ର (ମସ୍ତ ମସ୍ତ) ଚେହେରା ଓ ଅଭିନୟ।

  • @prakashbhuyan8948
    @prakashbhuyan8948 Год назад +10

    God bless you

  • @subhasishmallick6183
    @subhasishmallick6183 Год назад +12

    Heartly congratulation Didi

  • @chakradharjena2445
    @chakradharjena2445 7 месяцев назад

    One of the extraordinary excellent pure hearted actress Dali apa your sacrifice is heavily influenced others. You & your son blessed by God. Many many thanks for open heart praise to your husband.

  • @madhusudanmohanty5362
    @madhusudanmohanty5362 Год назад +33

    ପ୍ରତେକ ମା କୁ ପୁଅ ନିଆତି ଦରକାର

  • @lalatendukanungo5013
    @lalatendukanungo5013 Год назад +1

    Dali Madam, God is with you for immense blessings and you will win in your endeavours at last.

  • @prasantakumarswain3419
    @prasantakumarswain3419 Год назад +2

    ସାଧାରଣତଃ ଭଲରେ ଅଛି ବୋଲି କହିବାକୁ ବାଧ୍ୟ କିନ୍ତୁ ଶାରୀରିକ ଭାଷା କହୁଛି ଡଲି ଭୁୟାଁ କେମିତି ଅଛି ।

  • @mitunadas7052
    @mitunadas7052 Год назад +5

    Jay Jagannath apa🙏🙏🙏🙏

  • @santoshswain3113
    @santoshswain3113 4 месяца назад

    BHAUNI (sister)You are great great great Thanks 🙏

  • @BijayaAuto234
    @BijayaAuto234 Год назад +3

    Satare you are great apa... Jay jagannath🙏🙏🙏

  • @gitanjaliswain-vw6qm
    @gitanjaliswain-vw6qm Год назад +2

    ଆମେ ଦର୍ଶକ ଆପଣଙ୍କର ପରିବାର, ଦୁଃଖ କରନ୍ତୁନି, ଆପଣଙ୍କ ପଛରେ ଆମେ ହିଁ ଲୁହ ଗଡାଉ, ୟା ଠାରୁ ମଣିଷର ଆଉ କଣ ଦରକାର, 🙄🙄🙄♥️♥️♥️

  • @ramchandramishra2069
    @ramchandramishra2069 8 месяцев назад

    Bada hrudaya ,mahan tyagi,Dali apa,God bless you

  • @papinasahu6381
    @papinasahu6381 Год назад +7

    Best artist and best person

  • @sanjayjena932
    @sanjayjena932 Год назад +4

    Dali didi your grate..

  • @uttammurmu2730
    @uttammurmu2730 Год назад +6

    Dioluge queen dali ma'am ❤❤multi talented actress

  • @PradeepKumar-go5ed
    @PradeepKumar-go5ed Год назад +3

    Dolly madam you r the inspiration of lady's those who r alone in their life....

  • @pramodparida8143
    @pramodparida8143 8 месяцев назад

    The Real great dailog queen Dali Apa❤🎉

  • @pitamberbalmuchu7482
    @pitamberbalmuchu7482 Год назад +11

    ତୁମର ଆଚରଣ ବହୁତ୍ ବହତ୍ ଭଳ ଲାଗିଲା ପ୍ରଣାମ ଆପଣଙ୍କୁ

  • @kaibalyatripathy6037
    @kaibalyatripathy6037 Год назад +5

    Jay Jagannath ❤️🙏 super actor real acting

  • @kcppanigrahi2143
    @kcppanigrahi2143 Год назад +1

    ଜଗନ୍ନାଥ ମଙ୍ଗଳ କରନ୍ତୁ 🙏🏼

  • @lilirout5905
    @lilirout5905 Год назад +2

    Open heart lady thanku didi madi chala didi

  • @krishnabadadalai3147
    @krishnabadadalai3147 2 месяца назад

    U r powerful dolly madam 🙏 apana nka sahansilata ku manibaku podibo.🙏

  • @hkmishramishra851
    @hkmishramishra851 Год назад +8

    DALI MADAMNKA HEART BAHUT BADA🙏

  • @pankajpatra8679
    @pankajpatra8679 Год назад

    Apana nku koti koti pranam bhauni. Apana bahut mahan. Apana gote best example of strong indian lady.

  • @Reenabehera0
    @Reenabehera0 Год назад +10

    Jay jagannath apa 🙏🙏🙏🙏🙏 apa apana bahut sundar bahut bhala❤❤❤❤❤❤❤❤apana nku bhumista pranam Jay jagannath Jay jagannath 🙏🙏🙏🙏🙏🙏♥️♥️♥️♥️♥️♥️😭😭😭😭😭

  • @narendramahanta7227
    @narendramahanta7227 Год назад +1

    ❤Thank u khula dil daly didi.good...

  • @Me_sipra13
    @Me_sipra13 Год назад

    You are great 👍

  • @parsursmaparida2258
    @parsursmaparida2258 Год назад

    Thank you Dali Madam God may bless you

  • @sahoocreation3197
    @sahoocreation3197 Год назад +1

    Really Dali mam grateful

  • @itsmebiswajit91roul37
    @itsmebiswajit91roul37 Год назад +13

    Excellent DollY ❤

  • @bhagabanlenka
    @bhagabanlenka 7 месяцев назад

    Dolly madam you are great

  • @PatitapabanMishra-n2v
    @PatitapabanMishra-n2v 9 месяцев назад

    Madam thanks good job God bless you and your family wish you a very happy and prosperous new life

  • @ManasDas-rv4mc
    @ManasDas-rv4mc Год назад +10

    Best actor ❤️❤️

  • @jmtpproduction6394
    @jmtpproduction6394 9 месяцев назад

    Really tume great 🙏mam

  • @ManjubalaPrusty
    @ManjubalaPrusty Год назад +2

    😂 ଧର୍ଯ୍ୟ ଶାନ୍ତଶିଷ୍ଟ ପରିଚୟ କଳାର ମାଧୁର୍ଯ୍ୟ ତୁମର ଜୟ ଜଗନ୍ନାଥ ସ୍ୱାମୀ 🙏

  • @laxmipriyasethy6405
    @laxmipriyasethy6405 Год назад +1

    Wow...dii..bahut bhala sikhya..deicha dii..❤i lov u .dii..😊

  • @madhumitapatnaik4666
    @madhumitapatnaik4666 Год назад

    ଡଲି ମାଡାମ ଆପଣ ଜ ଣେ ଉଚ୍ଚ କୋଟୀର କଳାକାର ଭଗବାନ ଆପଣଙ୍କୁ ଭଲ ରେ ରଖନ୍ତୁ❤❤

  • @Akash-offical-vlog
    @Akash-offical-vlog Год назад +2

    ବହୁତ କଷ୍ଟ ଅପେରା ରେ 🙏🙏

  • @litanmarndiofficial2872
    @litanmarndiofficial2872 Год назад +1

    Doli didi is great.....🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sandhyaranidehury9460
    @sandhyaranidehury9460 Год назад +3

    ତୁମ ଅଭିନୟ ବହୁତ୍ ଭଲ ଦେଇ ତୁମେ ବି ବହୁତ୍ ଭଲ
    ସେତିକି କଷ୍ଟ ନ ହେଲେ ଗୋଟେ ଝିଅ ଘରୁ ଗୋଡ଼ କାଢି ନ ଥା

  • @harpriyarout870
    @harpriyarout870 Год назад

    I love you dali appa ❤️ 😭tuni apana hi nari manakra aka sahasar ak odaharana❤️❤️❤️🤗🤗

  • @dipapradhan5197
    @dipapradhan5197 Год назад

    You are really great Mam 🙏🙏

  • @AkshayaUrma
    @AkshayaUrma 7 месяцев назад

    Very very happy ❤bhauni

  • @dasdas416
    @dasdas416 Год назад +2

    Eka nirat Satya ___ jie sukhare achhi ta..ra adha ru adhika karana se nije , jie dukhare achhi ta..ra adharu adhika karana se nije......

  • @Village_thoughts
    @Village_thoughts Год назад +1

    Very good 👍

  • @SarbeswarPaikaraya
    @SarbeswarPaikaraya Год назад

    You are a great person sabu kathaku pachhare pakai agei chala.

  • @madhusmitamajhi3295
    @madhusmitamajhi3295 Год назад +2

    My favourite heroine didi

  • @bimallenka1008
    @bimallenka1008 Год назад

    Thanks dalimadam

  • @laxmipriyapanda6944
    @laxmipriyapanda6944 Год назад +1

    Love u dalli didi

  • @aratanayak8009
    @aratanayak8009 7 месяцев назад

    ଡଲି ଅପା ର ଏତେ ତ୍ୟାଗ ପରେ ବି
    ସେ ମଣିଷ ପଣିଆ ହରାଇନାହାନ୍ତି

  • @bibhutibhusanpradhan2954
    @bibhutibhusanpradhan2954 Год назад +3

    Dali aapa you are the best.
    God is always there for you aapa.
    Be strong aapa.

  • @ChinmayeeSahoo-bd3qn
    @ChinmayeeSahoo-bd3qn 8 месяцев назад

    Sata didi ❤❤❤❤❤❤ you ❤❤❤❤ didi

  • @kalandi3987
    @kalandi3987 Год назад

    Pura correct katha

  • @bichitranandamohapatra5925
    @bichitranandamohapatra5925 Год назад

    Dali you are grate.I am a aged one.But I want to see you physically.Lord Jagannath bless you and your son also.Go ahed,Pravu behind you.

  • @linkipradhan5888
    @linkipradhan5888 Год назад +1

    U great person❤

  • @ChandrakantGamango
    @ChandrakantGamango Год назад

    ଡଲି ମେଡମ୍ କୌଭୁଲ୍ ଥିବା ଯୁଗୁଁ ଭଉଣୀ ମାନଙ୍କୁ ଏବଂ ସ୍ବାମୀ ଦୁରେଇ ଦେଇଛନ୍ତି

  • @tapanbarik5999
    @tapanbarik5999 Год назад

    God bless you Dolly madam.

  • @dillipbehera-lv8sl
    @dillipbehera-lv8sl Год назад

    You r great dali

  • @rajeshchhotaray8685
    @rajeshchhotaray8685 Год назад

    You really a good person, God bless you.

  • @minketandilla487
    @minketandilla487 Год назад

    Y r great Doli apa

  • @dusmantswain6582
    @dusmantswain6582 9 месяцев назад

    Dali APA best

  • @balmatimallick5458
    @balmatimallick5458 7 месяцев назад

    Jatra re positive character kari kariki nije bi positive thinker heijachha didi. You are really strong woman

  • @santosdas3235
    @santosdas3235 Год назад +5

    ସ୍ବାମୀ ଭୁଲ ବୁଝିଲା ଠିକ୍ ଅଛି ହେଲେ ନିଜ ଭଉଣୀ ମାନେ କେବେ ଭୁଲ କୁହନ୍ତିନି ସେମାନେ ଭୁଲ୍ ବୁଝିଲେ ମନେ ତମର ହିଁ ଭୁଲ୍ ଅଛି

  • @jitansamal2013
    @jitansamal2013 Год назад

    Great actor Dali apa❤❤❤❤

  • @ratanbiswal1297
    @ratanbiswal1297 Год назад +1

    great ledy 👍

  • @satyajitray7982
    @satyajitray7982 Год назад

    Great

  • @nibasmaharana8057
    @nibasmaharana8057 4 месяца назад

    Good bless apa

  • @saradabehera6012
    @saradabehera6012 Год назад

    My favourite Doli didi,tumo acting bahut badhia in mu jatra dekheni hele ketebele kemiti mobile re dekhichi

  • @dfm0160
    @dfm0160 Год назад

    U r really great