ବୈକୁଣ୍ଠ ଧାମ ନାଁ ରେ ସାଙ୍ଘାତିକ ଅଭିଯୋଗ, "୪ବର୍ଷ ହେବ ସେ ମୋ ସ୍ତ୍ରୀର ମାଇଣ୍ଡ ୱାସ୍ କରିକି ରଖିଛନ୍ତି"

Поделиться
HTML-код
  • Опубликовано: 31 дек 2024

Комментарии • 135

  • @sandhyatara1993
    @sandhyatara1993 Месяц назад +11

    ଖୁବ ସୁନ୍ଦର ହୃଦୟ ର ଏ ପୁଅ ଜଣଙ୍କ... ବାବା ମାତା ଚକ୍କର ରେ ବହୁତ ଜୀବନ ବର୍ବାଦ ହଉଚି...

  • @sarupabrek3343
    @sarupabrek3343 Месяц назад +58

    ଧନ୍ୟ ଭାଇ ଆପଣ ହିଁ କଳୀ ଯୁଗର ରାମ ଚନ୍ଦ୍ର

  • @mahadevsingh4659
    @mahadevsingh4659 Месяц назад +50

    ନିଶ୍ଚିତ ଭାଇ ଜଣ କ ସଚ୍ଚଟ ଲୋକ
    ତାଙ୍କ ଦୁଃଖ ଶୁଣିଲେ କଷ୍ଟ ଲାଗୁଛି
    ଛି, ଛି ସେ ଝିଅକୁ

  • @srikant5862
    @srikant5862 Месяц назад +7

    ସେ ଆଶ୍ରମ କୁ ଜୁହାର , ସେ ବାବା କୁ ଜୁହାର , ତୁମ ସ୍ତ୍ରୀ ର ଚାରି ଖୁରା କୁ ଜୁହାର 🙏

  • @BSKanha156
    @BSKanha156 Месяц назад +2

    great bhai

  • @Muktbhav
    @Muktbhav Месяц назад +22

    ଭାଇ ବ୍ୟସ୍ତ ହୁଅନି. କିଛି ଭଣ୍ଡ ଲୋକ ଙ୍କ ପାଇଁ ଆଜି ସବୁ ଜ୍ୟୋତିଷ, ତାନ୍ତ୍ରିକ, ସାଧୁ, ସନ୍ୟାସୀ ସମସ୍ତେ ବଦନାମ୍. ତୁମ ଜୀବନ ପ୍ରତି ବିପଦ ଥିବ. ଦେଖିକି ରୁହ. ଏମାନଙ୍କ ପାପ ଘଡା ଭରିସାରିଲାଣି. ବହୁତ ଶିଘ୍ର ଏମାନଙ୍କ ହିସାବ ହେବ. ଲଗାତାର ମିଡିଆ ର ସମ୍ପର୍କ ରେ ରୁହ. ସେ ପାଣ୍ଡବ, କ୍ରିଷ୍ଣା ପ୍ରଭୁ, ବାପା ପୁଅ ଆଉ ଯେତେ ସବୁ ଅଛନ୍ତି ଭିତରେ ସମସ୍ତଙ୍କୁ ଦଣ୍ଡ ମିଳିବା ଦରକାର. ଧର୍ମ ନାଁ ରେ ଅନ୍ୟାୟ କଲେ ତାର ପରିଣାମ ବହୁତ ଖରାପ ହୁଏ.

  • @gangadharjena8764
    @gangadharjena8764 Месяц назад +20

    ମା ମାନେ ନିଜ ଶାଶୁ ଶଶୁରଙ୍କୁ ସେବା ନ କରି ବାବା ମାତାଙ୍କ ପାଖରେ ସେବା କରି କି ପୁଣ୍ୟ କରୁଛନ୍ତି କେଜାଣି

  • @rahulsamal522
    @rahulsamal522 Месяц назад +25

    ଭାଈ ପୋଲିସ କେସ କରନ୍ତୁ ।

  • @RabindranathSethi-bl4wl
    @RabindranathSethi-bl4wl Месяц назад +7

    ଘରେ ଠାକୁରଙ୍କୁ ପୂଜା କର, ଯୋଉ ମାନେ ଯାଉଛନ୍ତି ଆଶ୍ରମକୁ ସେଠିକି ଗଲେ ତମକୁ ଅଧିକ ଫଳ ଦେବେ ନୁହଁ, କଳିଯୁଗର ଠାକୁର ତମକୁ ଯିଏ ଜନ୍ମ ଦେଇଛନ୍ତି ,ତାଙ୍କୁ ଖୁସିର ରଖ

  • @Rajkishorraj-f3e
    @Rajkishorraj-f3e Месяц назад +7

    Bhai tuma hrudaya ku salute❤

  • @amareshamohanty69
    @amareshamohanty69 Месяц назад +18

    ସରକାର ତ କିଛି କରି ପାରୁ ନାହାନ୍ତି । ଆଉ ବି ବହୁତ ଝିଅ ବୋହୂ ଯାଇଥିବେ । ତଦନ୍ତ ହେଲେ ବହୁତ କିଛି ସତ୍ଯାସତ୍ଯ ପ୍ରଘଟ ହୋଇ ପାରିବ ।

  • @nehachoudhary2475
    @nehachoudhary2475 Месяц назад +3

    With a pure heart and a noble mission, Panditji is traveling internationally to reveal the true meaning of the Bhavishya Malika. He calls upon humanity to surrender to Kalki Madhav, the ultimate solution for reaching Satyayuga as Kaliyuga comes to an end.

  • @GaneshJena-mr1hf
    @GaneshJena-mr1hf Месяц назад +20

    ଝୀଅ ଓ ବହୂ ମାନଙ୍କୁ କେବେ ଦୀର୍ଘ ଦିନ ଧରି ଏକୁଟିଆ ଦୀର୍ଘ ଦିନ ଅତି ବାହିତ ରଖିବାକୁ ଦେବା ଅନୁଚିତ।ଜୟ ଜଗନ୍ନାଥ ।

  • @5PR_SPECIAL
    @5PR_SPECIAL Месяц назад +5

    You are a real husband bruu.. salute bruu

  • @Pratapkumarmaharana2518
    @Pratapkumarmaharana2518 Месяц назад +1

    ଭଗବାନ ଙ୍କ ଠାରୁ ବାବା ମାନେ କଣ ଏତେ ଶକ୍ତିଶାଳି କି ଲୋକ ମାନେ ତାଙ୍କ ପଛରେ ପଡିଯାଆନ୍ତି, ଶେଷରେ ନିଜର ସୁନା ସଂସାର କୁ ଚୁନା କରି ଦିଅନ୍ତି

  • @SMClasses1984
    @SMClasses1984 Месяц назад +3

    ଦେଖୁଛ ସବୁ ପରମ୍ପରା ବାଦି ସଳେ। ଧର୍ମ ନା ରେ କଣ ଚାଲିଛି। ଆମେ ପଠାଣ ଖ୍ରୀଷ୍ଟିଆନ ଙ୍କୁ ପଛେ କହିବା ଆଗ ଆମ ହିନ୍ଦୁ କଣ ସବୁ ଯାଣ, ମଣିଷ ନିଜର ଆତ୍ମବିଶ୍ବାସ ହରେଇ ଏ ସବୁ ଧର୍ମ ର ଜାଲ ଭିତରକୁ ଆସିଥାନ୍ତି

  • @jayantibehera974
    @jayantibehera974 Месяц назад +10

    Pua tame bahut bhala bhagaban tumaku sahaya huantu tama mantabya suni mu antararu asirbad karuchi tume sukhare ghara sansar kara

  • @bkprusti8091
    @bkprusti8091 Месяц назад +3

    ଯଦି ଜଣେ ଶିକ୍ଷିତ ଲୋକ ଏ ଭଳି ବାବା ଙ୍କ ଆଶ୍ରିତ ହେବେ, ତେବେ ଅନ୍ୟ ମାନଙ୍କୁ କଣ କହିବା। କେବେ ଆପଣ ମାନେ ସଚେତନ ହେବେ।

  • @swagatikaparida1039
    @swagatikaparida1039 Месяц назад +6

    Thank you so much bhai. God bless both of you. Jay jagannath.

  • @nehachoudhary2475
    @nehachoudhary2475 Месяц назад +2

    Traveling the world, Panditji, a pure and enlightened soul, is bringing the true teachings of the Bhavishya Malika to light. Humanity’s only hope lies in surrendering to Kalki Madhav to overcome Kaliyuga's end and enter the era of Satyayuga

  • @lightingseven5492
    @lightingseven5492 Месяц назад +1

    🙏🙏🙏😭😭😭😭 ଝିଅ ମାନେ ଭୁବନେଶ୍ଵର ରେ ନିଜ ବାପା ମା ଙ୍କ ସହ ରୁହ, ଆଉ ନିଜକୁ ଭଲ ଚାକିରୀ କରିବାକୁ ଚାହୁଁଚ କହିଲେ ପ୍ରତିଦିନ ନିଜ ଘରେ ସକାଳ ସମୟ ରେ ରାମାୟଣ ପୁସ୍ତକ ପଢ଼, ଆଉ ହନୁମାନ ଚାଳିଶା 11 ଥର ପଢ଼, ଏହି କଳିଯୁଗ ରେ ସାଧାରଣ ମଣିଷ ମାନଙ୍କୁ ବିଶ୍ୱାସ କର ନାହିଁ, ଭଗବାନ ନାରାୟଣ କଳକୀ ଅବତାର ନେବାକୁ ଆହୁରି ଲକ୍ଷେ ବର୍ଷ ଅଛି |କେହି ବି ବିଷ୍ଣୁ ହୋଇ ପାରିବେ ନାହିଁ |ବିଷ୍ଣୁ ଙ୍କ ତେଜ ଏପରି ଥିବ ଯେ ଆମେ ସାଧାରଣ ମଣିଷ ଆଖି ରେ ଦେଖି ପରିବା ନାହିଁ |ଯେଉଁ ମାନେ ପୁରା ସାଧୁ ସନ୍ଥ ଥିବେ ସେମାନେ ହି ଭଗବାନ ବିଷ୍ଣୁ ଙ୍କୁ ଦେଖିପାରିବେ 🙏🙏🙏

  • @Akash-offical-vlog
    @Akash-offical-vlog Месяц назад +5

    ବହୁତ ଭଲ ମଣିଷ ଟିଏ ଦୁଃଖ ପାଉଛି 🙏

  • @Bikash_Ganta__ff
    @Bikash_Ganta__ff Месяц назад +2

    Really salute to you brother..... Tama dharya pai...emity husband bhagya re thile mile....

  • @nehachoudhary2475
    @nehachoudhary2475 Месяц назад +2

    Panditji, a pure soul and messenger of truth, is traveling worldwide to share the authentic translation of the Bhavishya Malika. He insists that surrendering to Kalki Madhav is humanity’s only salvation from Kaliyuga’s collapse to the rise of Satyayuga

  • @niranjanbasti7759
    @niranjanbasti7759 Месяц назад +7

    ସାଲୁଟ ଭାଇ

  • @nehachoudhary2475
    @nehachoudhary2475 Месяц назад +1

    Panditji, a beacon of purity, is traveling the world to unveil the authentic teachings of the Bhavishya Malika. He advocates for humanity to surrender to Kalki Madhav as the only way to survive Kaliyuga’s end and embrace the Satyayuga.

  • @nehachoudhary2475
    @nehachoudhary2475 Месяц назад +1

    Satya Pram Dayaa Kshama Shanti.... Param Pujya Panditji ki vaani ne humare pariwar ko mandir bana diya.... Aaj jis yugg main jab hum saare galat kaam karte the, kalyug ka jaaha itna prabhaav tha, Panditji ne humaare pariwaar ko Srimad Bhagwat ki amrit vaani di... Mera chota baccha Aaj bhagwat ka shlok padhta hai... Niyam se Trisandhya karta hai... Madhav naam ka jap karta hai.... Har cheez ke liye Thakurji ka dhanyawaad karta hai... Yeh usme Panditji ki vaani se sikha hai.... Hum sab ko Satya aur prem ka maarg dikhaaye hai Pujya Panditji ne.... Yeh dharm yuddh main humara pura pariwaar Panditji ke saath hai...

  • @subasjena1252
    @subasjena1252 Месяц назад +13

    ତୁରନ୍ତ ବାପ ପୁଅ କୁ ଗିରଫ କରାଯାଉ

  • @sanjuktadassanju9802
    @sanjuktadassanju9802 Месяц назад +3

    Bahut bahut dhanyabad bhai apananka chintadharaku

  • @techsoos6094
    @techsoos6094 Месяц назад +5

    He prabhu, pls save his emotion

  • @rajendrabhalabhai6244
    @rajendrabhalabhai6244 Месяц назад +2

    Vai tumaku dhanya

  • @rabinarayanmallik3228
    @rabinarayanmallik3228 Месяц назад +2

    Bro u are great heads up to u hope god will help u to solve yr problem not a man can.

  • @sabitadash8140
    @sabitadash8140 Месяц назад +1

    Salute Bhai

  • @ridhisharma5765
    @ridhisharma5765 Месяц назад +2

    Pandit Kashinath Mishra ji’s example of living a life rooted in truth and righteousness is something that inspires us every day. He has taught us to follow the path of honesty and virtue.
    #StandWithPanditKashinathJi

  • @GkguruRoyal
    @GkguruRoyal Месяц назад +1

    Salute bro❤❤

  • @Sahooramakanta-yj4vx
    @Sahooramakanta-yj4vx Месяц назад +3

    Only pray to lord Jagannath your problem will solve no doubt and really you are a great person

  • @sagarlenka3911
    @sagarlenka3911 Месяц назад

    Reporter Madam aau tiger bhai jodi most laguchi ...
    Tiger abhi jindha he...
    Tiger bhai & madam 💐🔥

  • @chittarajansahoo7156
    @chittarajansahoo7156 Месяц назад +5

    Bhai manibaku padiba apanka dharya ku. Clean heart... Bhagaban apanku a dukha ru durei rakhantu

  • @sujitkumarsamal5344
    @sujitkumarsamal5344 Месяц назад +3

    ଭାସ୍କର ଚାଁନେଲ କେମିତି ଆଗରୁ ଏତେ ବଡ଼ news ଜାଣି ପାରିଲାନି

  • @Villagelovers442
    @Villagelovers442 Месяц назад +1

    Thanks bhai

  • @santoshkumarmishra2620
    @santoshkumarmishra2620 Месяц назад +11

    ୧୦ ଦୋଷ କ୍ଷମା କରିବାକୁ ବାହାଘରେ କଥା ଦେଇଛେ.

  • @kumarsantosh193
    @kumarsantosh193 Месяц назад

    Bhala bhaiena ✅️

  • @gurughantal5427
    @gurughantal5427 Месяц назад

    Bhai tame thik re achha Tama news dekhili mu Tama pain bahut support

  • @msnayak1115
    @msnayak1115 Месяц назад +1

    Ohh very sad to hear , but I appreciate for this gentleman still he wants to forgive her and accept her.

  • @krushnach.beheraofficial3576
    @krushnach.beheraofficial3576 Месяц назад

    ଏତେ ବାବାମାନେ ଧରାପଡ଼ିଲା ପରେ ମଧ୍ୟ ପୁଣି ବାବା ପଛରେ ପଡ଼ୁଛନ୍ତି। ଧିକ ଧିକ୍

  • @tirthabasidas7951
    @tirthabasidas7951 Месяц назад +1

    Good presentation.Be aware of these frauds. Overwhelmed with the mindset of a husband. U will win my friend.

  • @Saurabha-rv9sz
    @Saurabha-rv9sz Месяц назад

    ତୁରନ୍ତ ସେ ଆଶ୍ରମ ଉପରେ ଚଢାଉ କରାଯାଉ

  • @nehachoudhary2475
    @nehachoudhary2475 Месяц назад +1

    Satya Prem Daya Kshama Shanti... Param Pujya Panditji's words made our family a temple.... In this era in which we all committed wrong deeds, Kalyug had such an impact, Panditji made our family a temple. Bhagwat's sacred words... My little child reads Bhagwat's verses today... does Trisandhya regularly... chants Madhav's name... We are thankful to Thakurji for everything...this is what we have learned from Panditji's words...Pujya Panditji has shown us all the path of truth and love....

  • @TrilochonPatri
    @TrilochonPatri Месяц назад +2

    Vaie right katha

  • @adyashamallick8284
    @adyashamallick8284 Месяц назад

    God bless you beta

  • @basantimohanty1740
    @basantimohanty1740 Месяц назад +5

    Govt should take action against kasinath mishra and others.

  • @UtsMts
    @UtsMts Месяц назад +5

    [20/11, 2:09 pm] Rahul: ମାଳିକା ର ସତ୍ୟତା କଣ ଲୋକେ ଜାଣିଲେ। ହେଲେ ମାଳିକା ବିଷୟରେ କୌଣସି news chhanel ପାଟି ଫିଟୋଉ ନାହାନ୍ତି। ଆରେ ଏ ପିଲା ଯଦି ଭୁଲ ତେବେ ମାଳିକା ବି ଭୁଲ । ମାଳିକା କୁ ଚେକ୍ କର ରେ । ଏ ହିଁ ଉପଯୁକ୍ତ time ଯଦି ମାଳିକା କୁ ଛାନଭିନ କରାଯାଏ ତେବେ ଆଗକୁ ମାଳିକା କୁ ନେଇକି ବେପାର କରୁଥିବା ଲୋକ ଏଇଠୁ ବନ୍ଦ ହେଇଯିବେ ନହେଲେ ଆଗକୁ ଆଉ କିଏ ବି ବାହାରି ପାରେ
    [20/11, 2:16 pm] Rahul: ପାଣ୍ଡବ ପରିଡ଼ା ସମ୍ପୂର୍ଣ୍ଣ ସତ୍ୟ କହୁଛନ୍ତି । ତମେ ରାକ୍ଷସ ଗୁଡାକ ତୁମର ଖରାପ ଦିନକୁ ନିମନ୍ତ୍ରଣ କରୁଛ । ଯେପରି ଦ୍ବାପରରେ ଯୁଗରେ ଶିଶୁପାଳର ଅବସ୍ଥା ହୋଇଥିଲା । ଜୟ ଜଗନ୍ନାଥ ।
    [20/11, 6:14 pm] Rahul: କାଶୀନାଥ ମିଶ୍ର ନିଜ ଜୀବନ ରେ ଧର୍ମ ପାଇଁ କଣ କଣ କରିଛନ୍ତି ଆପଣ ଜାଣିନାହାନ୍ତି ବୋଧେ..
    ମା ବିରଜା ଙ୍କ ମୂର୍ତ୍ତି ଆଜି ଯଦି ପୂଜା ପାଉଛି, କେବଳ ତାଙ୍କ ପାଇଁ.. ମୂର୍ତ୍ତି ଚୋରି କରି କିଛି କୁଖ୍ୟାତ ରାଜନେତା ତାଙ୍କୁ ବିନା କାରଣ ରେ କାଠ ଗଡା ରେ ଠିଆ କରିଥିଲେ, କିନ୍ତୁ ମା ବିରଜା ଅଭିଯୁକ୍ତ କୁ ଦଣ୍ଡ ଦେଇ ତାଙ୍କୁ ନିଦୋଷ ପ୍ରମାଣ କରିଥିଲା ଏଇଟା ମୁଁ କହୁନି ଆଜ୍ଞା, ଆମ ନ୍ୟାୟାଳୟ କହୁଛି ଏବଂ ଯୋଉମାନେ ତାଙ୍କ ବିରୁଦ୍ଧରେ ଷଡଯନ୍ନ
    କରିଥିଲେ ସେମାନେ ସବୁ କର୍ମ ଫଳ ଭୋଗିଛନ୍ତି, ଇତିହାସ ସାକ୍ଷୀ ଅଛି. ଏବେ ବି ତାଙ୍କୁ ମିଛରେ ବଦନାମ କରିବା ପାଇଁ ଚେଷ୍ଟା କରୁଥିବା ଲୋକ ମାନେ ବି ନିଜ କର୍ମଫଳ ପାଇବେ, ଜୟ ମା ବିରଜା
    [26/11, 8:44 pm] Rahul: ରେ ମୁଢ଼ି ମାନବ
    ରେ ମୁଢ଼ି ମାନବ, ଭକ୍ତ ତାଲିକାରେ ନାଆଁଟି ଲେଖ ଆଉ ବେଳ ନାହିଁ ଚାହିଁଚୁ କିମ୍ପାଇ
    କଳି ସରି ଏବେ ସତ୍ୟ ଆସିବ......
    ଭକ୍ତ ତାଲିକାରେ ନାଆଁଟି ଲେଖ । ୦ ||
    ଦେଖୁ ଦେଖୁ ବିତିଯିବ ଆଉ କେତେ ଦିନ ଆରେ ଆଉ କେତେ ଦିନ ହେଉ ହେଉ ହେଇଯିବ ଧର୍ମ ସଂସ୍ଥାପନ ଆରେ ଧର୍ମ ସଂସ୍ଥାପନ ନେଡ଼ିଗୁଡ଼ ବୋହି, କହୁଣୀକ ଗଲେ
    ସେ ବେଳେ କି ଆଉ ଫେରି ଆସିବ.....
    ଭକ୍ତ ତାଲିକାରେ ନାଆଁଟି ଲେଖ || ୧ ||
    ଆମିଷ ଖାଦ୍ୟରୁ ତୁହି ଦୂରେଇ ରହିବୁ ଆରେ ଦୂରେଇ ରହିବୁ ମାଦକ ପଦାର୍ଥ ନିଶା ସବୁ ତୁ ଛାଡ଼ିବୁ ଆରେ ସବୁ ତୁ ଛାଡ଼ିବୁ ସାତ୍ଵିକ ଖାଦ୍ୟରେ ସାମ୍ବିକତା ବଢେ
    ଶରୀର ତୋହର ହେବ ପବିତ୍ର.......
    ଭକ୍ତ ତାଲିକାରେ ନାଆଁଟି ଲେଖ । ୨||
    ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଆଚରଣ ଆରେ ପ୍ରେମ ଆଚରଣ
    ନିରନ୍ତରେ ଆଦୋରିବ ଏହି ପା
    ରତ୍ନ ଆରେ ଏହି ପା ରତ୍ନ
    ବେଳ ଥାଇ ଭକ୍ତି ବନ୍ଧକୁ ବାନ୍ଧିଲେ
    କଳିର ବନ୍ୟାରୁ ରକ୍ଷା ପାଇବ......
    ଭକ୍ତ ତାଲିକାରେ ନାଆଁଟି ଲେଖ || ୩ ||
    ଯାହାର ମହିମା ବ୍ରହ୍ମା ବୁଝନ୍ତିନି ଶିବ ଆରେ ବୁଝନ୍ତିନି ଶିବ ତାଙ୍କୁ କି ଚିହ୍ନିପାରିବ ଏ ଛାର ପାନନ ଆରେ ଏହାର ସାଇର ଭକତି ଓ ଭାବେ ଅନୁଭୂତି ରୂପେ
    ମାଧବ ହୁଅନ୍ତି ପାଖେ ପ୍ରକଟ.........
    ଭକ୍ତ ତାଲିକାରେ ନାଆଁଟି ଲେଖ । ୪ ||
    କଳିଯୁଗେ ଶ୍ରେଷ୍ଠ ନାମ ଅଟଇ ମାଧବ ଆରେ ଅଟଇ ମାଧବ ମାଧବ ଙ୍କ ନାମ ଧରି ସଂସାରୁ ତରିବ ଆରେ ସଂସାରୁ ତରିବ ମାଧବ ମାଧବ ମାଧବ ଭଜିଲେ
    ହେବୁ ତୁ ଭକ୍ତରେ ତାଲିକାଭୁକ୍ତ.........
    ଭକ୍ତ ତାଲିକାରେ ନାଆଁଟି ଲେଖ || ୫ ||

    • @competitivecenter826
      @competitivecenter826 Месяц назад

      Tume nischit kashinatha baba nahele tanka chela pandu bhali fraud

  • @Best_for_you_143
    @Best_for_you_143 Месяц назад +1

    ଏମାନେ ସବୁ ଥିଲେ କୋଉଠୁ

  • @amchannel7577
    @amchannel7577 Месяц назад

    Bhauni mane 🙏

  • @mohroughkhataru5902
    @mohroughkhataru5902 Месяц назад

    ସ୍ତ୍ରୀ ମୋହରେ ସମାଜକୁ ବହୁ ଦିନ ଜଣାଇଲେ ନାହିଁ।

  • @ManojManoj-rf7tw
    @ManojManoj-rf7tw Месяц назад

    Tame mane chinta karani mu baba mana nka paine school💸💵💴💶💷 kholibi

  • @gangadharjena8764
    @gangadharjena8764 Месяц назад +1

    ଭାଇ ଆପଣଙ୍କ ସ୍ତ୍ରୀ ଙ୍କର ଅବସ୍ଥା କଣ ହେଇଥିବ

  • @ChandanaSahoo-he7wp
    @ChandanaSahoo-he7wp Месяц назад +3

    Sent. To. Jail

  • @ayasa9356
    @ayasa9356 Месяц назад

    Pura se jhia ctrld ,bhabiparuni ,but med re dekheile kichi sei type disease nuhe then se kouthi jiba ,sei jaga n sethi v bhala kichi achanti ,semane thik karibe but ta gunia raga re ethi se jhia ku na chadi se bhali jagaku neiki sabu tanka process sikha n taku se knowledge dia ,se ete sabu bhala padhanti ebe se ei jinisa sabu bisayare bhabibe ..tumara thoughts ku ctrl tumara activity ctrl n tuma jibana nasta

  • @hrusikeshmallik3221
    @hrusikeshmallik3221 Месяц назад +6

    ତୁମେ କ'ଣ ଫ୍ରିଛାଡି ଦେଇଥିଲେ ନିଜ ସ୍ତ୍ରୀଙ୍କୁ ?

  • @sasmitadehury3825
    @sasmitadehury3825 Месяц назад

    Ashram_4

  • @learningcentre8549
    @learningcentre8549 Месяц назад

    ପିଲାଟି ଡକାୟତ ଭଳିଆ ଦେଖା ଯାଉଛି ।

  • @jagabandhupujari4019
    @jagabandhupujari4019 Месяц назад +1

    Se babha ku nongala kari buleile heba bhai mane😅😅😅

  • @ayasa9356
    @ayasa9356 Месяц назад

    2 ta hostel name elite hostel,kanakdurganagar ,pragati vihar,damana ,patia n shree pg ,shree vihhar ,lane 1a ,patia ...1st hostel re tale warden ku jana paduchi kou room re light jaluchi ,kouthi kie tanka bisayare katha heuchi n emiti ahuri bahut hostel achi ,semane sabu januchanti n se hostel re jhia sabu pagala bhali hele n chota sabu hasuchanti n jhagada lage sabunka bhitare then hostel ru bahar karanti ,even bathroom video kariki pathanti n oyo business chale

  • @santoshpatra7019
    @santoshpatra7019 Месяц назад

    Bhai 🙏

  • @ManojManoj-rf7tw
    @ManojManoj-rf7tw Месяц назад

    Kalki baba sapna re kahile jeta ka baba mata achhanti se mane narayan nka avtar🤫🤫🤫🤫

  • @MegaRipunjay
    @MegaRipunjay Месяц назад

    Great thoughts bhai............I never believe on any Baba.....

  • @rajeshmohanty9050
    @rajeshmohanty9050 Месяц назад

    कृष्ण जी पूर्ण परमात्मा नहीं है !! खुद कृष्ण जी का चरित्र सही नहीं है तो कृष्ण जी के पुजारी केसे सही होंगे 😅😅

  • @themathtutorial179
    @themathtutorial179 Месяц назад +2

    Bhai se jhia kete thara sampark rakhi saribani bhanda baba saha 😢

  • @ayasa9356
    @ayasa9356 Месяц назад

    Law ana ,case police accept karu n jou jhia saha heichi media each n every girl ku chk karu ...se sabu hostel re 2021 ru chk karu n sabu bahare bhala but test kale mental condition ,n depression bz jie possessed/ ctrld se kebe v thik heuchi n se kebe v pagala heuchi..n bz that supernatural power sabu ctrl karuchanti ,mind thought, memories ...so media pressure pakau n joumane actly sidhi karichanti God saha rahuchsnti semane sabu misiki problem solve karantu ,cm new team karu with police,media ,psychiatrist n sidhi karichanti

  • @gcm7099
    @gcm7099 Месяц назад

    Is there any constitutional law for opening an ashram?? Then Govt should take drastic action against all these bhanda baba

  • @anupamadas6512
    @anupamadas6512 Месяц назад

    ପୁଅ ତୁମେ ପୁରୁଷ ହୋଇ କାନ୍ଦୁଛ ନା? ତୁମେ ଅନ୍ୟ ଝିଅ କୁ ବାହା ହୋଇ ଘର ସଂସାର କର। ଧନ୍ୟବାଦ ।

    • @suryasadhika4157
      @suryasadhika4157 Месяц назад

      ଯାହାକୁ ପ୍ରଥମେ ବାହା ହୋଇଥିଲା ତା ସହିତ ସମାଜ ସାମ୍ନାରେ ଫଇସଲା ହେବା ଦରକାର ସିଏ ଆଉ ଗୋଟେ ବାହାହେଉ କିଛି କଥା ନାହିଁ ଧର୍ମଶାସ୍ତ୍ର ହିସାବରେ ପ୍ରଥମ ପତ୍ନି ସହ ଫଇସଲା ହେବା ଦରକାର ।

  • @OdiaZone765
    @OdiaZone765 Месяц назад

    Dinaku 3thara giha bia fatile aau kuade jibeni

  • @subasjena1252
    @subasjena1252 Месяц назад

    ଭାଇ ପୋଲିସ ରେ କେସ କରନ୍ତୁ

  • @NityanandaSwain-k6n
    @NityanandaSwain-k6n Месяц назад +5

    Pandita kasinatha mishra pandita kebe hele. Kasinath mishra jajpur town municipality re kerosene sub hollselir thile se kebe pandia hele. Se jajpur municipality re 12 number word re Cousilar thile congress dala tarafaru. Abe se pandita kemiti hele

  • @ayasa9356
    @ayasa9356 Месяц назад

    0.12 sec re jemiti kahila se shree pg infront of chai residence ,se owner tk investigate karibe dinesh routray ,tale jhia nku pacharuchi kanduchi kahinki seita suniki sona linu n Subhashree phrusty hasuchanti n sesabu janiparuchanti ,se linu shree college ctc re paduchi n sabu room re kan karanti sabu janiparuchanti ...talaku gale comments deuchi..se chai residence owner gote businessman but se hostel re sabu jhia nka complain ki se kan abhadrami karuchi

  • @avaypattnaik7965
    @avaypattnaik7965 Месяц назад

    ଗୁରୁତ୍ଵ ପୂର୍ଣ୍ଣ ଖବର

  • @skamrajukamraju537
    @skamrajukamraju537 Месяц назад

    😢

  • @NIKISMITAOFFICIAL
    @NIKISMITAOFFICIAL Месяц назад

    😢😢😢Vai bahut ସଚ୍ଚୋଟ ଲୋକ

  • @murmubnmallstatus8685
    @murmubnmallstatus8685 Месяц назад +1

    Baba baba I don't like it 😅😅

  • @themathtutorial179
    @themathtutorial179 Месяц назад +3

    Kasinath maghia ra banda katiki khandagiri manaka nku dia heba

  • @Enhancing-ps1pl
    @Enhancing-ps1pl Месяц назад

    Shamefully

  • @imagination6268
    @imagination6268 Месяц назад

    Chhad bhai bahut kharap laguchi...

  • @somanathsethy6751
    @somanathsethy6751 Месяц назад

    5g jugare ete normal purusa so sad??????

  • @kishorkodamasingh2417
    @kishorkodamasingh2417 Месяц назад

    Bhai why not contact to police commissionar it's very urgent to release your wife

  • @ANUSUYABEHERA-mq1kc
    @ANUSUYABEHERA-mq1kc Месяц назад +1

    Sarkar kan karuchi,

  • @rameshchandradash4605
    @rameshchandradash4605 Месяц назад +1

    Se.patha paddu nathila praya,

  • @bls_toka_01
    @bls_toka_01 Месяц назад

    Jouti polic e baba nku dhariki pochariba katha olta pravu nku surakhya dauchanti 😂

  • @bls_toka_01
    @bls_toka_01 Месяц назад

    KTM BABA from messo 😂

  • @JanmejayBastia-rw9ug
    @JanmejayBastia-rw9ug Месяц назад

    Kn chalichhi he bhagaban kaiki chalichhi e kaliguga praphu

  • @housekeepingwajba8781
    @housekeepingwajba8781 Месяц назад +1

    ??? Why you are accepting your wife

  • @BanamaliBaba
    @BanamaliBaba Месяц назад

    🫵😜😝🤓🤣

  • @ayasa9356
    @ayasa9356 Месяц назад

    E news media re jie achi taku tk pachara 1 year purbaru emiti gote case asithila se police re complain kala n ei media re kahila ki odia bhaskar re se pua kahila mote hacking laguchi jemiti taku kie sunuchi n januchi then ta younger brother coma re but bahut bhala kheluthila n sabu sethi ta comments re pagala kahiki sodhile ...ebe ta bhali story ete bbsr re bahut bhala students bbsr re padhibaku asiki pagala heiki sei gunia mananka pakhaku jauchanti bz tanku emiti 1zt karuchanti se au sethi najaiki bhala heiparuni ,n pura life barbaad karichanti ..ebe police investigate karu ki kete career re fail heichanti n esabu pakhaku kahinki gale ...tanku 1st kichi bana pesuchanti then sethi jibaku paduchi then e situation n se tym tuma ghara n family kehi janibeni

  • @jyotirmayamohanty5723
    @jyotirmayamohanty5723 Месяц назад

    Sambalpur side ra loka.

  • @nibeditabehera7862
    @nibeditabehera7862 Месяц назад

    A bhalia swami khojile b miliboni😢

  • @debendranathdalei7722
    @debendranathdalei7722 Месяц назад +6

    Bhai a narijatiku biswasnahi

    • @SUJEET-m3c
      @SUJEET-m3c Месяц назад +1

      I agree with you bro...

    • @subhajitparida4845
      @subhajitparida4845 Месяц назад +1

      Babu re tame ku janma kia karichi???purusa😂😂😂

    • @subhajitparida4845
      @subhajitparida4845 Месяц назад +1

      Babu re tame ku janma kia karichi???purusa😂😂😂

    • @subhajitparida4845
      @subhajitparida4845 Месяц назад

      Babu re tame ku janma kia karichi???purusa😂😂😂

    • @BanamaliBaba
      @BanamaliBaba Месяц назад

      ପୁରୁଷ ମାନଙ୍କୁ କ'ଣ ବିଶ୍ଵାସ ପୁରୁଷ ମାନେ ବି ଭୁଲ୍ କରନ୍ତି 😂

  • @laphymedia8356
    @laphymedia8356 Месяц назад

    E bhali loka duniare achhanti jaha hau

  • @starboy1256
    @starboy1256 Месяц назад

    First katha nija wife ku kebe distance re rakhani

  • @jagabandhumishra6471
    @jagabandhumishra6471 Месяц назад

    Kalijugare kehi baba nahanti, emananka bichara karma kariba.

  • @OdiaZone765
    @OdiaZone765 Месяц назад

    Stree ku giha dei paruna seita tuma bhul bhai