X-Gang ll Chandan biswal ll Odia comedy ll

Поделиться
HTML-код
  • Опубликовано: 1 окт 2024
  • story written,screenplay,direction
    ---------------------------------
    CHANDAN BISWAL
    Edit-chandan biswal
    Dop-Debasish Sahoo
    Camera - k Abhinash
    Color- Dev
    music- gyana behera
    cast🎞🎬👇
    Chandan biswal
    gopal das
    khusboo
    raka
    smrutiranjan
    pakun
    sapan
    subhashree
    bikram
    kanha
    .
    .
    .
    .
    .
    #chandanbiswal
    #chandanbiswalnewcomedy
    #xgang
    #girlfriend
    #odiacomedy

Комментарии • 20 тыс.

  • @chandanbiswal
    @chandanbiswal  5 месяцев назад +1178

    • @RRCreationsIndia
      @RRCreationsIndia 5 месяцев назад +71

      Bhai badhia lagila overall...kintu starting re tk slow hei gala...mane entry au drone footage tym nei gala adhika

    • @jaganjena2797
      @jaganjena2797 5 месяцев назад +11

      ଭାଇ ସୁପର ଭିଡିଓ ମନକୁ ଛୁଇଁଛି ❤❤

    • @srikantkumarmajhi6883
      @srikantkumarmajhi6883 5 месяцев назад +8

      Next video puni 1 barsha pare

    • @Pikunschinisecooking
      @Pikunschinisecooking 5 месяцев назад +5

      Vhai eie khara dinare jadi kehi gote bada fan thye mu hela sei pilati

    • @DjSmileBhadrak
      @DjSmileBhadrak 5 месяцев назад +4

      Bhaiiiiiiiiii knnnnnnn comment karibi mu nije confused ❤ ate excited mane kn kahibi ahuri video long haba drkrr bhaiii kichhi asubidha nahi pura full video dekha haba tk bi skip hebani bhaiiii 😊😊😊
      I Love you so so so much bhaii tuma team ku salute ❤❤Dil seeee. Mind blowing jabardast super kn comment karibiii tume bujhi paruthiba ❤❤

  • @birubhai342
    @birubhai342 5 месяцев назад +1257

    ଭାଇ ଏଥର ବହୁତ ଅଧିକ ଖର୍ଚ କରିଛ ଜଣାପଡୁଛି ସମସ୍ତେ ଗୋଟିଏ ଗୋଟିଏ like cmt କଲେ ଭାଇ ର ପଇସା ଉଠିଯିବ ଜୟ ଜଗନ୍ନାଥ 🙏

  • @ODIAMBJSHORT003
    @ODIAMBJSHORT003 5 месяцев назад +4497

    କେତେ ଜଣ ଅପେକ୍ଷା କରିଥିଲ like plz

    • @revengers027
      @revengers027 5 месяцев назад +3

      ❤❤❤❤uuuuuuuuu

    • @ALOK4KSTATUS
      @ALOK4KSTATUS 5 месяцев назад +33

      ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ...
      ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰
      Love From Ganjam, Berhampur, Hinjilicut.

    • @RamakantabeheraBehera
      @RamakantabeheraBehera 5 месяцев назад +2

      Mu❤

    • @manaswinibarik9196
      @manaswinibarik9196 5 месяцев назад +1

      Meee

    • @kamalakantaojha5755
      @kamalakantaojha5755 5 месяцев назад +1

      Mu tama apekhyare thili ta au

  • @bikramkesharibarik7768
    @bikramkesharibarik7768 4 месяца назад +227

    ଚନ୍ଦନ ବାବୁ ଆପଣ ଓ ଆପଣଙ୍କ ଟିମ୍ ଅତି ଚମତ୍କାର ଅଭିନୟ କରୁଛନ୍ତି ତେଣୁ ସମସ୍ତ ଙ୍କୁ ଆନ୍ତରିକ ଧନ୍ୟବାଦ ।

  • @narayandakua7379
    @narayandakua7379 3 месяца назад +52

    ବଡ଼ିଆ ଲାଗିଲା ମନ ପୁରା ଖୁସି ହେଇଗଲା ଭାଇ

  • @Santosh143.
    @Santosh143. 5 месяцев назад +640

    କେତେ ଜଣ wait କରିଥିଲ ଚନ୍ଦନ ଭାଇ ଙ୍କ x gang comedy episode କୁ pls like କରନ୍ତୁ

  • @rakeshkumarsahoo8763
    @rakeshkumarsahoo8763 5 месяцев назад +1754

    ❤️‍🔥ଜଗତସିଂହପୁରିଆ ଟୋକାଙ୍କ ପାଇଁ ଗୋଟେ ଲାଇକ୍ ହଉ 👍

  • @sdtipsandtricks
    @sdtipsandtricks 4 месяца назад +137

    କିଏ କିଏ part -2 ଦେଖିବାକୁ ଚାହୁଁଛ ଲାଇକ କର

  • @Deepaklifestyle12367
    @Deepaklifestyle12367 3 месяца назад +3

    ଝାରସୁଗୁଡ଼ା ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି 💕 karo

  • @ChandraNaik-ds2fm
    @ChandraNaik-ds2fm 5 месяцев назад +1038

    ଚନ୍ଦନ ଭାଇ ବହୁତ ଦିନରୁ ଅପେକ୍ଷ୍ୟା ରେ ଥିଲି love ❤ୟୁ ଚନ୍ଦନ bhai

    • @ALOK4KSTATUS
      @ALOK4KSTATUS 5 месяцев назад +27

      ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ...
      ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰
      Love From Ganjam, Berhampur, Hinjilicut.

    • @theanimal3153
      @theanimal3153 5 месяцев назад +2

      ❤❤❤❤❤

    • @kandiKrishna-x1m
      @kandiKrishna-x1m 5 месяцев назад +2

      ​@@ALOK4KSTATUSbhai amara bi hinjilicut

    • @Dipacreation9701
      @Dipacreation9701 5 месяцев назад +5

      Kete Jana apekhya karithila like please

    • @ManojKumar-vw1kq
      @ManojKumar-vw1kq 5 месяцев назад +1

      super video bhai❤❤❤❤

  • @AkashNayak-dv4yx
    @AkashNayak-dv4yx 5 месяцев назад +550

    ଭାଇ ତ ଅମିର ଖାନ୍ ପରି ହେଇଗଲେ,୪-୫ ବର୍ଷ ରେ ଗୋଟେ ଫିଲ୍ମ ଆସିବ, ଆଉ ତାପରେ ସମସ୍ତ ଙ୍କର ପ୍ରିୟ ଫିଲ୍ମ ହେବ।।.........🤣🤣🤣🤣🤣🤣

  • @jonctionbhabani4758
    @jonctionbhabani4758 5 месяцев назад +308

    କେନ୍ଦ୍ରାପଡ଼ା ଜିଲ୍ଲା ର ପିଲାମାନେ ଚନ୍ଦନ ଭାଇଙ୍କ ପାଇଁ ଗୋଟେ ଲିକ୍ ହଉ

  • @sandhyaranigouda6129
    @sandhyaranigouda6129 2 месяца назад +11

    ବହୁତ ଭଲ ହେଇଛି ଚନ୍ଦନ ଭାଇ ❤

  • @chandrakantamishra3025
    @chandrakantamishra3025 5 месяцев назад +113

    ବାହୁବଳୀ 2 ଦେଖିବା ଲାଗି ଯେତିକି ମନ ରେ ଇଚ୍ଛା ଥିଲା ତାହା ଠାରୁ ବି ଅଧିକା ଏହାର ପାର୍ଟ 2 ଦେଖିବାରେ ଆଗ୍ରହ ଥିଲା । Episode ଟି ବହୁତ୍ ବଢିଆ ଲାଗିଲା କିନ୍ତୁ ହି ହା ହେ ହୋ ହୋ ର ଛୁଙ୍କ ଟା କମି ଗଲା ।

  • @priyabratajena2481
    @priyabratajena2481 5 месяцев назад +326

    ମସ୍ତ ଭିଡ଼ିଓ ହୋଇଛି ଚନ୍ଦନ ଭାଇ ଆମ ଜଗତସିଂହପୁର ଟୋକା ଭିଡ଼ିଓ ନମ୍ବର 1

    • @akashsutar2202
      @akashsutar2202 5 месяцев назад +7

      Jay maa sarala 🙏🏼

    • @kashinathmohanty6593
      @kashinathmohanty6593 5 месяцев назад +5

      Jaha hele bi aama gaan Toka na

    • @soumyaranjandas8946
      @soumyaranjandas8946 5 месяцев назад +5

      Jagatsinghpur district Chhota hele Kan hela,sabuthire agare

    • @Beautifulnture-et2bk
      @Beautifulnture-et2bk 5 месяцев назад

      ​@@kashinathmohanty6593Sanumanu Comedy Toka Bhi Jagatsinghpur Ra.
      Dubbing Comedy 😊😊😊😊😊

    • @nibeditmishra6385
      @nibeditmishra6385 4 месяца назад

      Kou gaon tamara​@@kashinathmohanty6593

  • @sarojparida123
    @sarojparida123 5 месяцев назад +129

    ଖୋର୍ଦ୍ଧା ଭାଇ ମାନେ କିଏ ସବୁ ଦେଖୁଛନ୍ତି ଗୋଟେ like ହେଇଯାଉ।❤

    • @BILLU478
      @BILLU478 5 месяцев назад +2

      ❤❤

    • @sunilbubun7299
      @sunilbubun7299 5 месяцев назад

      ❤❤❤❤

    • @mrpradeepshorts125
      @mrpradeepshorts125 5 месяцев назад

      Mu

    • @ArunBarik-qe7wc
      @ArunBarik-qe7wc 4 месяца назад

      Khanti khordha Toka like karare...mate nuha chandan vai nku ...chandan vai vdo asibare late kahinki je

  • @munapatra5020
    @munapatra5020 3 месяца назад +23

    ଏ ବହୁତ ଭଲ ଲାଗିଲା ବା 😊😊😊
    Beautiful acting chandan bhai

  • @satishrout3009
    @satishrout3009 5 месяцев назад +176

    କମେଡି ଧାରାବାହିକ ହେଲେ ପଛେ, ଓଡ଼ିଆ ଚଳଚ୍ଚିତ୍ର ରୁ ବହୁତ ଭଲ , own concept, background music all best ❤❤,chandan bhai love ❤ you

  • @pintuvillagetour
    @pintuvillagetour 4 месяца назад +67

    ଚନ୍ଦନ ଭାଇଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ୍ 👍❤❤😁💐💐

  • @baldevdas75x
    @baldevdas75x 5 месяцев назад +106

    ଯେତେ ଲମ୍ବା ହେବ ସେତେ ଭଲ ଲାଗିବ, ଚନ୍ଦନ ଓ ମଙ୍ଗୁଳି ଭାଇ ମାଡ଼ି ଚାଲ❤

  • @RAGHUNATH715
    @RAGHUNATH715 3 месяца назад +10

    ବହୁତ ସୁନ୍ଦର ହେଇଛି ଭିଡିଓ

  • @Mihir-4
    @Mihir-4 5 месяцев назад +91

    X gang is the best comedyan gang in the youtube odisha gang । ଅପେକ୍ଷା ର ଅନ୍ତ ଘଟିଲା x ଗ୍ୟାଙ୍ଗ ଆରମ୍ଭ ହେଲା । ଆଗକୁ ପୁଣି ପ୍ରେମ କାହାଣୀ । ଅପେକ୍ଷା ରହିଲା next video କୁ

  • @pappuvlogs2289
    @pappuvlogs2289 5 месяцев назад +156

    ମାନ କି ନମାନ.... ଚନ୍ଦନ ଭାଇ ❤ is the best comedian ever...

  • @kamallpradhan8476
    @kamallpradhan8476 5 месяцев назад +83

    ସତରେ ହସି ହସି ପେଟ ପୀଡା ହେଇଗଲା
    ଭାଇ ତମେ late ରେ ଆସୁଛ
    ସେଥିପାଇଁ ଅଧିକ hits ରହୁଛ

  • @Kunalalbum-v4g
    @Kunalalbum-v4g 2 месяца назад +1

    ଆମ ଷ୍ଟାଇଲ ଚୋକ ଆମ ସ୍ମାଇଲ ଚୋଖା ଆମେ Jagatsinghpur ଟୋକା

  • @SasmitaMinivlog
    @SasmitaMinivlog 5 месяцев назад +66

    ବହୁତ ଦିନ ପରେ ଭିଡ଼ିଓ ଆସୁଥିବାର ବହୁତ କଷ୍ଟ ବି ଲାଗୁଛି ବହୁତ ଭଲ ବି ଲାଗୁଛି ବର୍ତ୍ତମାନ ଯଉମାନେ ଭିଡ଼ିଓ ଦେଖୁଛନ୍ତି like କର please 🙏

  • @dreamgirlchulbul8584
    @dreamgirlchulbul8584 5 месяцев назад +56

    ଚନ୍ଦନ ଭାଇ comedy high level ଭିଡ଼ିଓ ଲେଟ୍ ରେ ଆସୁଚି କିନ୍ତୁ ବହୁତ୍ ଭଲ ଆଉ ସୁନ୍ଦର୍ ଲାଗୁଚି ଚନ୍ଦନ ଭାଇ ତମ black costume entry🔥mast ଭାଇ ତମେ multi talented ସବୁ acting ସାଜୁଛି ur great ଭାଇ ❤ ଭିଡ଼ିଓ ଟି ବହୁତ୍ ଭଲ ଲାଗିଲା prt 2କେବେ ଆସିବ ଆମେ waiting ରେ ରହିଲୁ 😍

  • @jayjagannath3851
    @jayjagannath3851 5 месяцев назад +62

    କଷ୍ଟ୍ଯୁମ୍ ଚେଞ୍ଜ୍, ବ୍ରେକ୍...👌🏻🤣🤣🤣🤣 ଏ ଖରାଦିନକୁ ଚନ୍ଦନ ଭାଇ କମେଡ଼ି, ହସି ହସି ମୋ... ଫାଟି ଗଲାଣି.....😂😂😂🤣🤣🤣

  • @bindassoumya7955
    @bindassoumya7955 2 месяца назад +2

    କଣ ଆଉ କରିବା ଖୋଲ.... ଅଭଦ୍ର 😂😂😂😂😂

  • @Biswa_Manu
    @Biswa_Manu 5 месяцев назад +112

    ସତରେ ବହୁତ ନିଆରା ଚମତ୍କାର ବିଷୟବସ୍ତୁ... ଡେରିରେ ହେଉପଛେ ପୁରା ଚମକେଇ ଦେଉଛ....
    ଓଡ଼ିଆ ଚଳଚିତ୍ର କୁ କାଟି ଦେଉଛ.... ମାଡିଚାଲ.... 💐💐💐

    • @jagannathdwibedi909
      @jagannathdwibedi909 4 месяца назад

      Se ta stree ku lutila bele ame ta stree ra luti neba 😂😂😂

  • @Smile_Rk_Tapu
    @Smile_Rk_Tapu 4 месяца назад +82

    ବହୁତ୍ ବଢିଆ ହେଇଚି, ଚନ୍ଦନ ଭାଇ ଟିକେ ଜଲଦି Next Part ଟା ଆଣ

  • @dev9135
    @dev9135 5 месяцев назад +73

    ବହୁତ୍ ବଢିଆ ହେଇଛି ଭାଇ,, ପ୍ରଭୁ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ସବୁବେଳେ ଆପଣଙ୍କ ପରିବାର ଏବଂ ଆପଣଙ୍କ ଟିମ୍ ଉପରେ ଥାଉ ।

  • @abhilashabhi6303
    @abhilashabhi6303 6 дней назад

    ଭାଇ ମୁଁ ଆପଣଙ୍କପରି କମେଡି ଆନ୍ ଭାଇ ମୁଁ ଦେଖିନି ଆଜିକାଲି ଖାଲି ଆପଣଙ୍କ କମେଡି ଦେଖୁଚି ଦେଖିବି ଆଉ ଦେଖୋଉଥିବି 😅😅🎉🎉❤❤

  • @Bibhu888
    @Bibhu888 5 месяцев назад +104

    ଏଇ ଭିଡିଓ ଦେଖିଲା ପରେ ଜଣାପଡୁଛି ସେଥିପାଇଁ ବହୁତ ଦିନ ଲାଗିଯାଇଥଲା shooting ହେବା ପାଇଁ no -1 ହେଇଛି

    • @Bibhu888
      @Bibhu888 5 месяцев назад +1

      ଭାଇ ପ୍ଲିଜ଼ ମତେ ଆପଣଙ୍କ ଭିଡିଓ ରେ ଗୋଟେ ଚାନ୍ସ ଦିଅନ୍ତୁ ପ୍ଲିଜ଼ ଭାଇ

  • @parthapadhy5469
    @parthapadhy5469 5 месяцев назад +55

    ଚନ୍ଦନ ଭାଇ ଆପଣଙ୍କ ଭାବନା ବହୁତ୍ ସୁନ୍ଦର । ସତରେ ଯଦି କେବେ ସୁଯୋଗ ମିଳେ ଆପଣଙ୍କୁ ନେଇ ନିଶ୍ଚୟ ଗୋଟେ ଚଳଚ୍ଚିତ୍ର କରିବା ।

    • @ODZEROX-wz3xt
      @ODZEROX-wz3xt 5 месяцев назад +1

      Tu ta Banda producer 😅😅😂

  • @bigubigunExpress
    @bigubigunExpress 5 месяцев назад +70

    ଆମ ପାରାଦୀପ ରେ ନେହେରୁ ବଙ୍ଗଳା ରେ ସୁଟିଂ ହୋଇଛି ଦେଖିକି ବହୁତ ଖୁସି ଲାଗିଲା
    love you ଚନ୍ଦନ ଭାଇ❤❤

    • @sinu779
      @sinu779 5 месяцев назад +1

      Right❤

  • @DEVSTUDIOENTERTAINMENT
    @DEVSTUDIOENTERTAINMENT 22 дня назад

    ଭାଈ ସତରେ ଏତେ ମଜା ଲାଗିଲା ମୁଁ ଆଉ କିଛି କହିପରୁନି।।।। ସୁପର।। ଚନ୍ଦନ ଭାଈ ଯୋଉଠି ଦେଖିଲେ 1st କୁଣ୍ଡେଇ ପଳେଇବି ତୁମକୁ ନୁହ ବା ତୁମ ସିଏ କୁ ଯାହାକୁ ବାଇକ୍ ପଛ ରେ ଦେଖିଲ ତୁମେ।

  • @subhendumahunta4479
    @subhendumahunta4479 5 месяцев назад +278

    ଆସିଲା ରେ ଏତେ ଦିନ ପରେ 😊

    • @subhransunkchanel2573
      @subhransunkchanel2573 5 месяцев назад +2

      Hn pa 😊

    • @harsingh3679
      @harsingh3679 5 месяцев назад +2

      Hospital Tila para chondan agya😂😂😂

    • @ALOK4KSTATUS
      @ALOK4KSTATUS 5 месяцев назад +8

      ଚନ୍ଦନ ଭଇଙ୍କ ପାଇଁ ମୋ ହୃଦୟ ରୁ ଦୁଇ ପଦେ...
      ''ଉଡିଗଲା ଉଡାଜାହାଜ ପଡ଼ିଗଲା ଛାଇ. ଭାଇ ଆମର ଲେଟ ରେ ଭିଡିଓ ଆଣିବେ କିନ୍ତୁ ମଇଦାନ ଛାଡ଼ିବେ ନାହିଁ'' 🥰🥰🥰
      Love From Ganjam, Berhampur, Hinjilicut.

    • @KumarGudu4321
      @KumarGudu4321 5 месяцев назад +1

      😂😂😂

    • @biswajitsahu345
      @biswajitsahu345 5 месяцев назад +1

      Ete dina pore auu tk comedy bhala se heithile bhla huonta...bhut dina pore ashuchi comedy dekhiki hasi hasi peta daraja karideba jemiti...Raja ra Raja jemiti bhuli hauni pati daraj heigala hasi hasi😄😄😄

  • @dogworld5106
    @dogworld5106 5 месяцев назад +25

    ସାରା ଓଡ଼ିଶାରେ ଚନ୍ଦନ ଭାଇ ଙ୍କ ପରି କମେଡି ଭିଡିଓ କଲା ଭଳିଆ ଟୋକା ମୋ ଆଖିରେ କେହି ଦିସୁ ନାହାନ୍ତି.. ୱାନ ପିସ୍ ଟୋକା ଭାଇ ଆମର ❤

  • @PratapParida-g1j
    @PratapParida-g1j 5 месяцев назад +253

    Csk fans ❤️like kara

  • @ChandanSingstyle
    @ChandanSingstyle 7 дней назад

    ଭାଈ ଖରାପ୍ ଭାବିବନି ଗୋଟେ କଥା ପଚାରିବି 🧐 ଭାଈ ଏତେ ପଇସା ତ ଚୋରି କରୁଥିଲେ ହେଲେ ଡ୍ରାଇଭର ଟା କୁ କାନ ପାଇ ତା ପଇସା ଦେଲନି 😁😁😁

  • @RajaKhatua-yn1bn
    @RajaKhatua-yn1bn 4 месяца назад +48

    ଭାଈ ଭଲ ଠୁ ବି ଅଧିକ ଭଲ ହେଇଚି ଯଦି ଏହି ଭଲ କୁ ଆହୁରି ଭଲ କରିବାକୁ ଚାହୁଁଛନ୍ତି ତେବେ next episode ଟା ଟିକେ ଜଲଦି ଛାଡ଼ନ୍ତୁ

  • @nutansethy7179
    @nutansethy7179 4 месяца назад +49

    RCB Bala like kara

  • @MrbaudiaCreation
    @MrbaudiaCreation 5 месяцев назад +23

    X-gang Cinema ପାଇଁ ticket ଟିଏ କିଣିଲି 🫀

  • @godsstatusbuzz
    @godsstatusbuzz 8 дней назад

    ଆହା କି ସୁନ୍ଦର୍ କମେଡି 😅 କମେଡି ଟା ପୁରା ଜବରଦସ୍ତ ହେଇଛି 😂 କମେଡି ତ କମେଡି ତା ସାଙ୍ଗକୁ ଆପଣଙ୍କ ଗ୍ୟାଙ୍ଗ ମାନଙ୍କର ରୋଲ୍ ପୁରା ମନକୁ ଛୁଇଁଛି 😊 ସୁପର ହିଟ୍

  • @nrusinghajena6907
    @nrusinghajena6907 5 месяцев назад +52

    ଚନ୍ଦନ ଭାଇଙ୍କ ପାଇଁ ଗୋଟେ ଲାଇକ ହଉ❤

    • @sunnysunny6906
      @sunnysunny6906 5 месяцев назад

      Video re like dia heichhi to comment re kai bala ku debi coment 😅

    • @nvlog1366
      @nvlog1366 5 месяцев назад

      Gote kana 100k like heba

    • @nibeditaprity9383
      @nibeditaprity9383 5 месяцев назад +1

      Dn❤❤❤❤chandan bro pain ame sabubele achhu 🥰🥰🥰🥰

  • @mr_sai_09
    @mr_sai_09 5 месяцев назад +53

    Csk fans like kara💛

  • @odiashortstories3102
    @odiashortstories3102 5 месяцев назад +116

    ଏତେ ଲମ୍ବା ଭାବି confuse ହେଲି ପରେ 1.25x ରେ ଦେଖିଲି ମନ ବୁଝିଲାନି ତେଣୁ କରି Normal ରେ ଦେଖି ପଛକୁ ଆଗକୁ କରି ସରିଲା ବେଳକୁ ଏକ ଘଣ୍ଟା ରେ ଯାଇଁ ସରିଲା । ସତରେ naturally acting ମତେ ବହୁତ୍ ଭଲ ଲାଗେ । ଏଥିରେ ସମସ୍ତେ ସୁନ୍ଦର୍ ଅଭିନୟ କରିଛନ୍ତି । Specially Group ର Secratary ଙ୍କର diloge delivery ସୁନ୍ଦର ଥିଲା । ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

    • @iamthebestiamfree8836
      @iamthebestiamfree8836 5 месяцев назад +3

      Bhai tu gote kabi. Ete lekhuchu na😅

    • @saumyaranjanmangaraj6554
      @saumyaranjanmangaraj6554 5 месяцев назад

      vai video asibat bhut late hela tike jaldi jaldi au gote video aniba

    • @Gopalkrushnapatra-15490
      @Gopalkrushnapatra-15490 5 месяцев назад +2

      ମୋତେ ଦୁଇ ଦିନ ଲାଗିଲା
      କାରଣ ମୁଁ ବାଙ୍ଗାଲୋର ରେ କାମ କରେ କାମ ମଧ୍ୟରେ ଟିକେ ଟିକେ ସମୟ ମିଳେ ଟିକେ ଟିକେ ଦେଖି ସାରିବାକୁ ଦୁଇ ଦିନ ସମୟ ଲାଗିଲା

    • @odiashortstories3102
      @odiashortstories3102 5 месяцев назад

      ପୁରା dedication କାମରେ ବି ଏଣେ video ରେ ବି । ଭାଇ ମାନିବାକୁ ପଡ଼ିବ ।

    • @bapujirout1815
      @bapujirout1815 5 месяцев назад +1

      Bhai Badhia lagila lagila

  • @omprakakash9453
    @omprakakash9453 3 месяца назад +1

    ଲୁଣି ଶୁଖୁଆ କୁ ଲମ୍ବା ଗୋଡ଼ ବାଲା କଙ୍କଡା .... Pack କରି ଦିଅ ସେ ସାଉଥ୍ ନେଇକି ପଲେଇବେ😂😂😂

  • @dillipkumar8700
    @dillipkumar8700 4 месяца назад +39

    X gang ଭଲ ଲାଗିଲା ଏଥର ରାଜନୀତି ଗ୍ୟାଙ୍ଗ ଆଣ ଭଲ ଲାଗିବ

  • @manaskumar9331
    @manaskumar9331 5 месяцев назад +28

    ଅପେକ୍ଷା ର ଅନ୍ତ ଘଟିଲା । ଭାଇ ଙ୍କ ଭିଡିଓ ଆସିଲା । ଭିଡିଓ ଟି ବହୁତ ଭଲ ଲାଗିଲା । Thankxxxx🎉🎉🎉🎉

  • @prakashbehera8354
    @prakashbehera8354 5 месяцев назад +41

    ପୁଣି କେବେ ଆସିବ କେଉଁ ମାନେ ଅପେକ୍ଷା ରେ ରହିଲ please🙏 like❤🎉😊😊😊

  • @babulamunda9653
    @babulamunda9653 Месяц назад +2

    ଓଡ଼ିଆ ଫିଲ୍ମ ରୁ ବହୁତ ଭଲ ଲାଗିଲା ❤❤❤👍👍👍

  • @Jaykisan503
    @Jaykisan503 5 месяцев назад +66

    ନାମ- ଚନ୍ଦନ ବିଶ୍ଵାଳ
    କାମ-ଲୋକ ଙ୍କୁ ହସେଇବା
    ଘର- ଲୋକ ଙ୍କ ହୃଦୟରେ
    ❤❤❤❤❤❤

  • @Madhusmita787
    @Madhusmita787 5 месяцев назад +66

    Pura MST ଲାଗିଲା ।ଭିଡ଼ିଓ ଦେଖୁ ଦେଖୁ ମୋ ତରକାରୀ ପୋଡ଼ି ଗଲା।😂😂😂😂😂

    • @_roastingzone
      @_roastingzone 5 месяцев назад +4

      Kn rosai karuthila ki😅

    • @manoj-jb5lk
      @manoj-jb5lk 5 месяцев назад

      ​@@_roastingzoneno no seita karothile

    • @Madhusmita787
      @Madhusmita787 5 месяцев назад +2

      Chadan bhai ଚିଲିକା ରୁ ଆଣି ଦେଇ ଥିବା କଙ୍କଡା ଆଉ ଶୁଖୁଆ 😂😂😂😂😂

    • @manoj-jb5lk
      @manoj-jb5lk 5 месяцев назад

      @@Madhusmita787 Bala na🤣🤣

  • @bhagabanbehera1354
    @bhagabanbehera1354 5 месяцев назад +27

    ଭାଇ ଡେରି ରେ ହେଲେ ବି ବହୁତ ସୁନ୍ଦର ହେଇଛି,next episode ku apekhya

  • @babamitaworld5278
    @babamitaworld5278 6 дней назад

    ଆମେ ପାରାଦୀପ ଟୋକା ,,,ଆମେ ଚାହୁଁଛୁ ଭାଇ ଟା ଆମର ଉନ୍ନତି କରୁ,,ଜୟ ଜଗନ୍ନାଥ❤❤❤

  • @starmohapatra
    @starmohapatra 5 месяцев назад +37

    ପାଣିରେ ଶୁଟ ହୋଇଥିବା ଫୁଟେଜ୍ ବଢ଼ିଆ ଲାଗିଲା। ଓଡ଼ିଶା ଏକ ସମୁଦ୍ର ଉପକୁଳ ରାଜ୍ୟ ତେଣୁ ଏଠାକାର ଭିଡ଼ିଓରେ ପାଣି ଏରିଆରେ ଯେତେ ଅଧିକ ସୁଟିଂ ହେବ ସେତେ ଅଧିକ ଦେଖିବାକୁ ମଜା ଲାଗିବ।

    • @geming2582
      @geming2582 5 месяцев назад +3

      Tusi sahi gal ta ki praa....I form punjab..but I living BHADRAK..I know full odia language

  • @M_Atharv096
    @M_Atharv096 5 месяцев назад +14

    କଣ କହିବେ ଦର୍ଶକ ନମ୍ୱର୍ 1 ସୁପର ହିଟ୍ and blockbuster ୟା କୁ କୁହନ୍ତି ଓଲିଉଡ ଚଲୋଚିତ୍ର l ମୋ ତୋରୋଫରୁ 10 ରୁ 10✨✨, ଯେତେ ସବୁ ଓଲିଉଡ directer, producer,and actres ଅଛନ୍ତି , ଏହି ମାନଙ୍କ ଠୁ କିଛି ଶିଖିବା ଦରକାର l next episode ପାଇଁ ସୋମସ୍ତେ ଅପେକ୍ଷା ରେ ରୋହିଲୁ l ଭାଇ ମାଡ଼ି ଚାଲୋ, ଜୟ ଜଗନ୍ନାଥ 🙏#ollywood #chandan biswal 💯❣️

  • @dasarathitudu3629
    @dasarathitudu3629 5 месяцев назад +16

    ଚନ୍ଦନ ଭାଇ ର ଆକ୍ଟିନ କୁ ଯଉମାନେ ପସନ୍ଦ କରନ୍ତି like କର

  • @babamitaworld5278
    @babamitaworld5278 6 дней назад

    ଭାଇ ଟା ଆମର ପୁରା ଓଡ଼ିଶା କଣ ,,ଓଡ଼ିଶା ବାହାରେ ନା କରୁ🎉🎉🎉🎉🎉 comment ପଢ଼ୁଛ ନା ନାଇଁ ବା ,,ଜୟ ମା ଶାରଳା❤❤❤

  • @supravanayak5321
    @supravanayak5321 5 месяцев назад +23

    ଜଗତସିଂହ ପୁରିଆ ଲାଇକ୍ ଟିକେ ହେଇଯାଉ🔥🔥🔥

  • @commonmanprasanna
    @commonmanprasanna 5 месяцев назад +49

    ଚନ୍ଦନ ଭାଇ ଙ୍କ ପାଇଁ ଗୋଟେ ଲାଇକ ହୋଉ 👍❤️ଜୟ ଜଗନ୍ନାଥ

  • @kdrao9805
    @kdrao9805 5 месяцев назад +27

    ସୁପର ସୁପର ହିଟ
    ବହୁତ ଦିନ ଅପେକ୍ଷା ପରେ ଚନ୍ଦନ ଭାଇ ଙ୍କ ଭିଡ଼ିଓ ଦେଖି କିଛି ସୁଖ ଅନୁଭବ କଲି ଧନ୍ୟବାଦ 🙏💐💐💐♥️

  • @GaetriMandal
    @GaetriMandal 3 месяца назад +1

    Total Jagaising purtika🎉🎉🎉❤❤❤❤❤ nice bor please SOSCRABE kara bhainku

  • @worldlegendgamer
    @worldlegendgamer 4 месяца назад +24

    ଭାଇ ଭିଡିଓ ତ ପୁରା ମସ୍ତ ହେଇଚି ଆଉ part-2 ବେବେ ଆସିବ
    ଟିକେ ଜଲଦି part-2 ଛାଡ ମୁ ବହୁତ୍ ଏକ୍ସସାଇଟେଡ୍ ଅଛି...jay jagannath 🙏🙏🙏

  • @odishavlogaurobindaswain6537
    @odishavlogaurobindaswain6537 5 месяцев назад +12

    ଭାଇ ଏତେ ଦିନ ଅପେକ୍ଷା ପରେ ଆଜି ଭିଡ଼ିଓ ଦେଖି ବାକୁ ମିଳିଲା.
    ଜଗତସିଂହପୁର ପୁରୁ ପିଲା Like କର.
    🙏 ଜୟ ଜଗନ୍ନାଥ 🙏

  • @bikashbala2208
    @bikashbala2208 5 месяцев назад +46

    ଅନେକ ଦିନ ପରେ ପୁଣି ଥରେ ମନ ଖୋଲି ହସି ପାରିଲି,ବହୁତ୍ ବହୁତ୍ ଧନ୍ୟବାଦ୍ ଚନ୍ଦନ ଭାଇ ଏତେ ସୁନ୍ଦର୍ concept ଆଉ ଚମତ୍କାର ଅଭିନୟ ସାଙ୍ଗକୁ ଜବରଦସ୍ତ comedy tadka 👌👌 ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ ଗୋଟେ ଛୋଟ ଅନୁରୋଧ ଚନ୍ଦନ ଭାଇଙ୍କୁ X GANG ର next part ଟିକେ ଜଲଦି ଆଣିବାକୁ ଚେଷ୍ଟା କରିବେ।

  • @rocksonu7675
    @rocksonu7675 2 месяца назад +1

    ଖାସ କରି ଗ୍ରୁପ screen ଭଲ ଲାଗିଲା 🤣

  • @pratapswain7976
    @pratapswain7976 5 месяцев назад +95

    Only CSK 🎉Like kara 🎉❤

    • @ranjeetmallik242
      @ranjeetmallik242 5 месяцев назад +2

      Tate g maribe sala csk

    • @funijoker9038
      @funijoker9038 5 месяцев назад +3

      Mo Banda csk

    • @s6902
      @s6902 5 месяцев назад

      Csk mo bandare

    • @pratapswain7976
      @pratapswain7976 5 месяцев назад

      Kain koudina khaichu ki g mara​ 9 hele kemiti janilu@@ranjeetmallik242

    • @pratapswain7976
      @pratapswain7976 5 месяцев назад

      ​@@amayaranjanNai to Bou

  • @hindustaancreature3815
    @hindustaancreature3815 5 месяцев назад +11

    ଚନ୍ଦନ ଭାଇ ଙ୍କର ଏବେ ଆମ କଥା ମନେ ପଡ଼ିଲା। ଭାଇ ସତ କହୁଛି ଏବେ ମୁଁ ବାଙ୍ଗାଲୋର ରୁ ଘରକୁ ଟ୍ରେନ୍ ରେ ଯାତ୍ରା କରୁଛି। ନେଟ ସ୍ଲୋ ଚାଲୁଛି। ଫିର୍ ବି ମୁଁ ଚନ୍ଦନ ଭାଇ ର କମେଡି ଭିଡ଼ିଓ କୁ ଦେଖି ଆନନ୍ଦ ଉପୋଭୋଗ କରୁଛି। ଲଭ୍ ୟୁ ଭାଇ ❤️❤️❤️💪💪💪💪

  • @sashikantabarik5598
    @sashikantabarik5598 5 месяцев назад +51

    ଭାଈ ତମ କମେଡି ସବୁଠୁ ନିଆରା ସତରେ ମୁଁ ଏଇ ଭିଡ଼ିଓ 4ଥର ଦେଖିଲା ପରେ ବି ମନ ବୁଝୁନି। ସତରେ ଆପଣଙ୍କୁ ଏବଂ ଆପଣଙ୍କ ଟିମ୍ ମେମ୍ବର ମାନକୁ ବହୁତ୍ ବହୁତ୍ ଧନ୍ୟ ବାଦ୍।

  • @MukeshKumar-un7wx
    @MukeshKumar-un7wx 2 месяца назад

    ଭିଡିଓ ଟି ଅତ୍ୟନ୍ତ ମଜାଳିଆ ହେଇଚି ।
    ଚନ୍ଦନ ଭାଈ ଆପଣ ଏମିତି ମଜାଳିଆ ଭିଡ଼ିଓ କରନ୍ତୁ । ଆଉ ଭଗବାନ ଆପଣ ଙ୍କୁ ବହୁତ୍ ଆଗକୁ ନିଅନ୍ତୁ ।
    ହସି ହସି ପେଟ କଣ ହେଇଗଲା ଯେ ମୋର।
    ଆଗକୁ ଏମିତି ଆହୁରି ଭିଡିଓ କର ଭାଈ । ଭଲ ଲାଗୁଚି ।

  • @kumarhitesh7164
    @kumarhitesh7164 5 месяцев назад +25

    ଏହି ପରି comedy କଲେ ଆମେ film ପରି ଦେଖି ବହୁତ ଖୁସି ଲାଗୁଚି ❤❤❤❤

  • @AamaGaonAamaMati
    @AamaGaonAamaMati 5 месяцев назад +23

    ସବୁ ଯାଗା ରେ ଏଣ୍ଟ୍ରି ଟା zabardast ହେଇଛି 👌👌👌

  • @bikashKumar-vg9fh
    @bikashKumar-vg9fh 5 месяцев назад +22

    Finally ଚନ୍ଦନ ଭାଇଙ୍କର ଭିଡିଓ ଟା ଆସିଲା
    ଜୟ ଜଗନ୍ନାଥ

  • @ghanashyamdas1367
    @ghanashyamdas1367 3 месяца назад +3

    Bahut badhia heichi bhai😊 you're the gem of the comedy industry

  • @PrakashPrakashPrakash-o9z
    @PrakashPrakashPrakash-o9z 5 месяцев назад +43

    ଯାହା ହେଉ ବହୁତ ଦିନ ପରେ ଆଜି ମୋ ଚନ୍ଦନ ଭାଇ ର ଭିଡିଓ ଦେଖି ମନ ଖୁସି ହୋଇଗଲା

  • @susanta_kumar143
    @susanta_kumar143 5 месяцев назад +23

    ଭାଇ ଙ୍କ ଭିଡ଼ିଓ ସିନା let କିନ୍ତୁ 😄😄😄😄😄😄comedy ଆଉ ହସିବାରେ କମି ନାହିଁ 👌👌👌👌really bro 😘😘😘😘😘😘😘love you

  • @bhagabannayak.khushi
    @bhagabannayak.khushi 5 месяцев назад +16

    ଚନ୍ଦନ ଭାଇ ବହୁତ୍ ଲେଟ ରେ ଗୋଟେ ଭିଡ଼ିଓ ଆସୁଚି ,ହେଲେ ତମ ଷ୍ଟୋରୀ ଏତେ ସୁନ୍ଦର ଓଡିଆ ଫିଲ୍ମ୍ ଠାରୁ ବି ବହୁତ୍ ଭଲ ଲାଗୁଚି , ତମର ଫିଲ୍ମ କେବେ ଆସିବା ଭାଇ ,

  • @KalpataruMahalik-n6e
    @KalpataruMahalik-n6e 2 месяца назад

    ମୋ ଭାଇ ଲୋ ମୁଁ ସେ ତାଲାକୁ ଭଂଗିକି କୋମେନ୍ଟ କରିଥାନ୍ତି ତାଲା ପଡ଼ିଥିଲେ ବିଡିଓ ଟି ଏତେ ସୁନ୍ଦର ହେଇଛି ❤️❤️❤️❤️👍👍👍

  • @SuryakantaRout-ij6ip
    @SuryakantaRout-ij6ip 4 месяца назад +29

    ଭଲ ଅଛି ପାର୍ଟ-୨ ଟା ଆହୁରି ଭଲ ହେବ❤❤

  • @amitgochhayat3542
    @amitgochhayat3542 5 месяцев назад +36

    ଭିଡିଓ ଟି ଲମ୍ବା ହେଲେ ମଧ୍ୟ....ଚନ୍ଦନ ଭାଇଙ୍କ ର ମୁଁ ଫ୍ୟାନ୍ ସବୁ ଭିଡିଓ ଦେଖେ। ଏ ଭିଡିଓ ଟି ଖୁବ୍ ସୁନ୍ଦର ଆଉ ମଜାଦାର ହେଇଛି ବହୁତ୍ ଭଲ ଲାଗିଲା 😊😊🥰

  • @laxmidarsamal3271
    @laxmidarsamal3271 5 месяцев назад +16

    ଭାଇ ତମ ଭିଡ଼ିଓ ଦେଖିଲେ ଭୋକ ଶୋଷ କରେନି ହସି ହସି ବାନ୍ତି କରିଦେଲି love you ଚନ୍ଦନ ଭାଇ ପ୍ରଭୁ ଜଗନ୍ନାଥ ତମକୁ ଏମିତି ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଭାଇ 😍😍😍

  • @malayamanjaridash2370
    @malayamanjaridash2370 16 дней назад +2

    Bahut bdia bhai😂😂😂

  • @ComedyQueenKarishma
    @ComedyQueenKarishma 5 месяцев назад +25

    Last seen ta mast thila 😂😂😂 ବାପା ଲୁଟିନେଲା ଚୋର ସାମାନ 😅😂😂😅

    • @SumanSahu-z2b
      @SumanSahu-z2b 5 месяцев назад

      Auri luti thanta jhiara bhagya bhala .🛏️🍑🥒

  • @dhananjayrout2630
    @dhananjayrout2630 5 месяцев назад +14

    ଭିଡିଓ ଟି ଭଲ ଲାଗୁଛି ହେଲେ ଆଉ ଟିକେ ଭଲ ହୋଇ ପାରି ଥାଆନ୍ତି😂। ଚନ୍ଦନ ଭାଇ ଭିଡିଓ ଟି Wow wow wow...❤❤ ଆମ ଭାଇ ଚନ୍ଦନ ଭାଇ 🕺🕺🕺🕺

  • @sanjulatarout2677
    @sanjulatarout2677 5 месяцев назад +11

    ଓଡିଶା ର ନମ୍ବର 1 କମେଡି ହଉଛି ଚନ୍ଦନ ଭାଇ ର ଭାଇ million ଉପରେ ଖାଲି viwes

  • @SatyaPrakash-zi8nl
    @SatyaPrakash-zi8nl 3 месяца назад

    ଚନ୍ଦନ ଭାଇ ଜାକରୁଚ କର ଆମ ଗାଁରେ ତମ x gang ଜମା ପସନି😂😂😂 so beautiful video bhai❤❤❤

  • @pinkunaik4022
    @pinkunaik4022 5 месяцев назад +5

    ଚନ୍ଦନ ଭାଇ ଙ୍କ ଭିଡ଼ିଅ କାହାକୁ ଭଲ ଲାଗେ like କର

  • @rasmiranjan3850
    @rasmiranjan3850 5 месяцев назад +11

    ଭାଇ ଭିଡ଼ିଓ ଟି ଲମ୍ବା ହେଲେ ବି ଗୋଟେ ସେକେଣ୍ଡ ପାଇଁ ବିରକ୍ତି ଲାଗିନି... 🥰🥰🥰 ଦୟାକରି 2nd part କୁ ଛାଡ଼ନ୍ତୁ.... Plz bhai

  • @asitkumarpanda0902
    @asitkumarpanda0902 4 месяца назад +57

    Bro
    Raja asigala ei thara raja ra raja puni gote vdo hau.....
    Jou mane bi chahuncha raja pain vdo hau like kara..👍

  • @babamitaworld5278
    @babamitaworld5278 6 дней назад

    କଳାକାର ଛୁଆ Jagatsinghpur ମାଟି ❤❤

  • @djdipu07
    @djdipu07 4 месяца назад +20

    ବହୁତ୍ ବଢିଆ ହେଇଛି ଭାଇ
    Part 2 ta jaldi release kara

  • @vediosguru
    @vediosguru 5 месяцев назад +19

    ପୁରା ଆଲୁ ଅର୍ଜୁନ ଚାଲି, super ବହୁତ ବଢ଼ିଆ comedy,love you chandan bhaai

  • @narayanpradhan1254
    @narayanpradhan1254 5 месяцев назад +18

    ଚନ୍ଦନ ତୁମର କମେଡି ଦେଖିକି ମତେ ବହୁତ ଖୁସି ଲାଗିଲା ଆତ୍ତ୍ୟାନ୍ତ୍ତ ସୁନ୍ଦର ଅଭିନୟ chamattakara ତୁମର କଳା ଜୟ ଜଗନ୍ନାଥ 🙏

    • @maksudali8837
      @maksudali8837 5 месяцев назад +1

      ଜାହାହୋଉ ସାଉଦି ଲୋକ ଓଡ଼ିଆ ଶିଖି ଗଲା 😄😄😄👌👌ବଡ଼ିଆ କମେଡି👌👌👌

  • @satyabanjena4588
    @satyabanjena4588 3 месяца назад +1

    ଉଚ୍ଚ କୋଟିର କଳା ଭାଇମାନେ ସମୟ ଅଭାବରୁ ଦେଖି ପାରୁନି ଅନ୍ୟ ସବୁ ଚନ୍ଦନ ବାବୁ ଓ ଅନ୍ୟ ସମସ୍ତେ ଭଲ କଳାକାର 💐

  • @pranakrushnapradhan2519
    @pranakrushnapradhan2519 5 месяцев назад +14

    ବହୁତ ସୁନ୍ଦର ଲାଗିଲା ଏମିତୀ ଆଗକୁ ବଢିଚାଲ ଭଗବାନ କରନ୍ତୁ ସମସ୍ତେ ଭଲରେ ଥାଅ ଆମେ ତୁମ ଭିଡିଓ ଦେଖି ହସୁଥାଉ

  • @seemadehury3706
    @seemadehury3706 5 месяцев назад +56

    ଅତି ସୁନ୍ଦର ହେଇଛି...👌 Jaldi complete ଟା post କରନ୍ତୁ ଆଜ୍ଞା

  • @PinkuSethi-jx5jw
    @PinkuSethi-jx5jw 5 месяцев назад +18

    ସନ୍ଧ୍ୟା ର ଦୃଶ୍ୟ ବହୁତ୍ ନିରଳ ଦେଖ ଆସିଯାଇଛନ୍ତି ଚନ୍ଦନ ବିଶ୍ଵାଳ ।। Chandan bhai 1 like mo comment ku kara