ମିଶନ୍ ଝାଡ଼ୁ || Part - 1 || Mission Jhadu || Raju Das Comedy || Sahoo Babu Comedy || Odia Comedy

Поделиться
HTML-код
  • Опубликовано: 24 ноя 2024

Комментарии • 4,5 тыс.

  • @RajuDasComedy
    @RajuDasComedy  5 месяцев назад +858

    🚀 Experience the joy of trading on Binomo and earn up to 5000 INR per day: binomo.click/rajudascomedy5
    👉Transparent trading, fast deposits and withdrawals, unlimited demo account and more!
    With care from Binomo: your capital may be at risk 🙌

    • @alimkhan5338
      @alimkhan5338 5 месяцев назад +63

      Bhai ate late video chaducha bhala laguni

    • @Krishnamusic112
      @Krishnamusic112 5 месяцев назад +16

      Thanks for 90 subscribes ❤

    • @FunnyFactory989
      @FunnyFactory989 5 месяцев назад

      Bhai please support me 🙏🙏

    • @theanimal3153
      @theanimal3153 5 месяцев назад +9

      ❤❤❤❤

    • @ChinuEntertainment141
      @ChinuEntertainment141 5 месяцев назад

      Raju Bhai ku jie jie bhala paucho joldi mo subscribe karantu please

  • @PapuBindhani933
    @PapuBindhani933 5 месяцев назад +701

    ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଦେଖିଲି ❤❤ ଗୋଟେ ବି ଖରାପ୍ ଭାଷା ବ୍ୟବହାର କରିନାହାନ୍ତି ସେଥିପାଇଁ ସାହୁ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ୍ ❤❤❤ ଆମକୁ ଏମିତି ହିଁ କମେଡି ଦରକାର୍ Raju Bhai nka pain 👍👍 Hou

    • @oye_itz_sam
      @oye_itz_sam 5 месяцев назад +9

      Ri8 bro

    • @milanraul4
      @milanraul4 5 месяцев назад

      Bhagwan nka na re chatu dekhei ki majak karucha magihe sale Khali aama hindu dharma ku Target Kari janicha magihe Kain Muslim manankara ta karuna 15 pila 5 ta pati

    • @sanjaylovesmita3609
      @sanjaylovesmita3609 5 месяцев назад +4

      Right

    • @demandunboxing7327
      @demandunboxing7327 5 месяцев назад +6

    • @ASHIS1921-r5a
      @ASHIS1921-r5a 5 месяцев назад +5

      Nihaati bhadra loka naa

  • @Sinusahoowd2dm
    @Sinusahoowd2dm 5 месяцев назад +81

    🙏🙏🙏🙏👏👏👏👏👏👏👍👍👍👍👍 for ହର ପଟ୍ଟନାୟକଙ୍କ voice ଆଉ ଚରିତ୍ର କରିଥିବା ଭାଇ ଙ୍କ ପାଇଁ । ତାଙ୍କ ଏଣ୍ଟ୍ରି ରେ ମତେ ଲାଗିଲା ସତରେ ହର ଭାଇଙ୍କ ପୁରୁଣା ସିନେମା ର ଗୋଟେ କ୍ଲିପ୍ ବୋଧେ ଦେଖିଲା ବେଳକୁ ସେ ଭାଇ ଜ୍ଣ ଙ୍କ। ପୁରା ହର ଭାଇଙ୍କ କଥା ମାନେ ପକାଇ ଦେଲେ । ଧନ୍ୟବାଦ ଭାଇ🙏

  • @digambar127
    @digambar127 5 месяцев назад +181

    ହର ପଟ୍ଟନାୟକ Dilogue ଗୁଡା ପୁରା ଭଲ ଲାଗିଲା। ପୁରୁଣା ସ୍ମୃତି ତାଜା ହେଇଗଲା

  • @sumanjena3091
    @sumanjena3091 5 месяцев назад +35

    ରାଜୁ ଭାଇଙ୍କ ଭିଡ଼ିଓ ଦେଖି ହସି ହସି ମୋର ବାନ୍ତି ହେଇଗଲାଣି!
    ଗୋଟେ word ରେ କହିବାକୁ ଗଲେ Masterpiece video!
    Love u Raju Bhai & Love from NAYAGARH

    • @bluerosecreations
      @bluerosecreations 5 месяцев назад +1

      Pregnant achha ki

    • @gautamabinashjagadev6078
      @gautamabinashjagadev6078 5 месяцев назад +1

      ନଟିଆ ର ଗୁଣ୍ଡା ସ୍ୱର କୁ ଏଇ ଗୁଣ୍ଡା ସ୍ୱର. କିଏ ଜାଣି ପାରିଲା ନା ନାଈ.

  • @kalingaRanjan1889
    @kalingaRanjan1889 5 месяцев назад +61

    ସ୍ବର୍ଗତ ହର ପଟ୍ଟନାୟକଙ୍କ voice ଶୁଣିକି ସେ ପ୍ରବାଦ ପୁରୁଷ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିନ୍ଧାଣି ମନେ ପଡିଲେ

  • @Jaykisan503
    @Jaykisan503 5 месяцев назад +658

    ନାମ-ରାଜୁ ଦାସ
    କାମ-ଲୋକଙ୍କୁ ହସେଇବା
    ଘର-ଲୋକଙ୍କ ହୃଦୟରେ❤❤❤❤

    • @KUMAR_SANU_SAHOO
      @KUMAR_SANU_SAHOO 5 месяцев назад +5

    • @sibulubagha4148
      @sibulubagha4148 5 месяцев назад +6

      ❤❤❤

    • @Mr_rudra_78
      @Mr_rudra_78 5 месяцев назад +4

      Full details of raju comedy

    • @milanraul4
      @milanraul4 5 месяцев назад

      Bhagwan nka na re chatu dekhei ki majak karucha magihe sale Khali aama hindu dharma ku Target Kari janicha magihe Kain Muslim manankara ta karuna 15 pila 5 ta pati

    • @brsgamer3
      @brsgamer3 5 месяцев назад +1

      🤣🤣

  • @adityamelodynight0812
    @adityamelodynight0812 5 месяцев назад +379

    ହର ପଟ୍ଟନାୟକଙ୍କ ଡାଇଲଗ ବହୁତ ଭଲ ଲାଗିଲା
    ମୋତେ ଲାଗିଲା ଯେମିତି ହର ପଟ୍ଟନାୟକ ପୁଣି ଫେରି ଆସିଛନ୍ତି

  • @Rosterkm6vs
    @Rosterkm6vs 5 месяцев назад +20

    ଭାଇ ବହୁତ ଭଲ ହେଇଛି। ଗାଁ ରୁ ଆସୀଛି ତ ଇଂରାଜୀ ଲେଖିପାରୁନି ତମ ପରି ।😆😆😆 Jaldi part 2 upload kara . Hasi hasi Peta daraj heigala

  • @anantasagarpatnayak3161
    @anantasagarpatnayak3161 5 месяцев назад +114

    ହର ପଟନାୟକଙ୍କ କଥା ଶୁଣିଲି ବହୁତ ଭଲ ଲାଗିଲା ... ଚକାମ ଚୁର 😂😂

  • @sunena..8917
    @sunena..8917 5 месяцев назад +1841

    ଆଜି ହେଇଛି ତା:02.06.2024 କାହାର ମାନେ ବି ଅଛି ସେ କାଳ ରାତି କଥା 🖤🥺🙏 ଭଗବାନ ସବୁ ବେଳେ ସେମାନଙ୍କ ଆତ୍ମା କୁ ଶାନ୍ତି ରଖନ୍ତୁ 🙏 ଜୟ ଜଗନ୍ନାଥ ❤❤

  • @milusenapati6590
    @milusenapati6590 5 месяцев назад +10

    ଅତି ସୁନ୍ଦର ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ଅତି ସୁନ୍ଦର ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😂❤❤❤❤❤❤❤❤❤❤❤❤❤❤❤❤❤❤❤

  • @Dasipurtokadance
    @Dasipurtokadance 5 месяцев назад +104

    ଦିନେ ଓଡ଼ିଆ ହିରୋ ମାନେ ଆସିବେ ରାଜୁ ଭାଇଙ୍କ ପଖୋକୁ❤

    • @sukadevmaharana8600
      @sukadevmaharana8600 5 месяцев назад +3

      Yes

    • @sureshyt54
      @sureshyt54 5 месяцев назад +3

      Kintu kahi ki?

    • @Dasipurtokadance
      @Dasipurtokadance 5 месяцев назад

      @@sureshyt54 ରାଜୁ ଭାଇ ଏବେ ଯୋଉ level re ଅଛନ୍ତି ସବୁ ଷ୍ଟାର ଆସି କାମୋ କରିବେ ରାଜୁ ଭାଇଙ୍କ ପଖୋରେ

    • @nayakstarff7142
      @nayakstarff7142 4 месяца назад +1

      ​@@Dasipurtokadance chandan Biswal ❤❤❤🎉🎉🎉

  • @Comment-master474
    @Comment-master474 5 месяцев назад +60

    ଯାହା ହେଉ ପ୍ରିୟ ହରପଟନାୟ ଙ୍କୁ ବଞ୍ଚେଇ ରଖିଲ।। 💙💙💙💙

  • @Ranjanodiareview19
    @Ranjanodiareview19 5 месяцев назад +238

    ରାଜୁ ଦାସ୍ ଙ୍କ ପାଇଁ ଗୋଟେ ♥️ ହଉ

    • @milanraul4
      @milanraul4 5 месяцев назад

      Bhagwan nka na re chatu dekhei ki majak karucha magihe sale Khali aama hindu dharma ku Target Kari janicha magihe Kain Muslim manankara ta karuna 15 pila 5 ta pati

    • @dibakarnayak7654
      @dibakarnayak7654 5 месяцев назад

      ନିହାତି ହବ ❤

  • @mantudashdash3092
    @mantudashdash3092 5 месяцев назад +20

    No 1 👌 comedy bhai ମିଶନ 2 ta ଛାଡ଼

  • @__simple__boy__pinu__
    @__simple__boy__pinu__ 5 месяцев назад +109

    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩
    ଜୟ ଶ୍ରୀ ରାମ🚩

  • @manaswithhappywalalife7044
    @manaswithhappywalalife7044 5 месяцев назад +18

    କର ମଣ୍ଡଳ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରେଇଥିବା ବ୍ୟକ୍ତିମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 💐. ପ୍ରଭୁ ଜଗନ୍ନାଥ ସେମାନଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ 🙏

  • @chitraentertain6806
    @chitraentertain6806 5 месяцев назад +51

    ରାଜୁ ଭାଇ କି ଚମତ୍କାର ଅଭିନୟ , story line perfect ❤👍।
    ଏ tension bhara life re ତମେ ଲୋକମାନଙ୍କ ମୁହଁରେ ହସ ଫୁଟାଇ ପାରୁଛ ତା ଠାରୁ ବଡ ଆଉ କ'ଣ ଅଛି।
    ମୋ ଭାଇ ହସୁଥାଏ ଏମିତି ହସଉଥାଅ।
    💐ଜୟ ଜଗନ୍ନାଥ 💐🙏🏻🙏🏻🚩🚩🚩

    • @milanraul4
      @milanraul4 5 месяцев назад

      Bhagwan nka na re chatu dekhei ki majak karucha magihe sale Khali aama hindu dharma ku Target Kari janicha magihe Kain Muslim manankara ta karuna 15 pila 5 ta pati

  • @SrabaniNayak-l4m
    @SrabaniNayak-l4m 4 месяца назад +3

    Super 😅😅😅

  • @nitunmoharana2427
    @nitunmoharana2427 5 месяцев назад +42

    ପ୍ରତ୍ୟେକ ଓଡ଼ିଆ ଙ୍କ ର ହୃଦୟ ରେ ଥିଲେ, ହର ପଟ୍ଟନାୟକ ଆଜି ବି ଅଛନ୍ତି ❤️ ତାଙ୍କ ଅବିକଳ ସ୍ୱର ଆପଣ ଙ୍କ ଏ ଅଧ୍ୟାୟ ରେ ଶୁଣି ବହୁତ ଓଡ଼ିଆ ଚଳ ଚିତ୍ର କଥା ମନେ ପଡ଼ିଗଲା ❤️ ରାଜୁ ଦାସ ଙ୍କ comedy jindabad 😄

    • @Beautifulnture-et2bk
      @Beautifulnture-et2bk 4 месяца назад

      Definitely Bhai ❤❤❤ Tanka Voice ❤❤❤❤😊😊😊😊

  • @DebasishNayak-h3m
    @DebasishNayak-h3m 5 месяцев назад +63

    Comedy ପାଇଁ ଖରାପ୍ ଭାଷା ବ୍ୟବହାର ଜରୁରୀ ନୁହେଁ,,,, ଏଥିରେ କୌଣସି ଖରାପ ଶବ୍ଦ କୁହାଯାଇ ନାହିଁ comedy full bobal 🎉🎉🎉🎉🎉

  • @bijayeenipatra4109
    @bijayeenipatra4109 5 месяцев назад +21

    ହର ପଟ୍ଟନାୟକଙ୍କ acting mst thila hasi hasi ପେଟ ଦରଜ 😂😂😂😂😂aewsome comedy ❤love from missile city BLS 😂😂😂😂

  • @srinivaschoudhury7988
    @srinivaschoudhury7988 5 месяцев назад +12

    ରାଜୁ ଭାଇ କମେଡି ଲେଖାଟି ବେଶ ହୃଦୟସ୍ପର୍ଶୀ । ତା ସାଙ୍ଗକୁ ସମସ୍ତଙ୍କ ଅଭିନୟ ଚମତ୍କାର । ଭଗବାନ କରନ୍ତୁ ଆଗକୁ ଏମିତି ଅନେକ ବଢ଼ିଆ ସ୍କ୍ରିପ୍ଟ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ହେଉ । 2nd part ପାଇଁ ଅପେକ୍ଷାରେ ...😁😁😃😄👌👌❤️

  • @pbfunny175
    @pbfunny175 5 месяцев назад +36

    ମ commnet ଯିଏ ପଢୁଛି ଆଉ ଦେଖୁଚି ତାଙ୍କ ବାପା ମାଙ୍କୁ ଭଗବାନ ଭଲରେ ରଖନ୍ତୁ ଜୟ ଜଗନ୍ନାଥ♥️🙏

  • @PapuBindhani933
    @PapuBindhani933 5 месяцев назад +159

    ମୟୂରଭଞ୍ଜ ଜିଲ୍ଲାରୁ କିଏ କିଏ ଦେଖୁଛ 👍 କର ❤❤ କମେଡି ବହୁତ ଭଲ ହେଇଛି 😂😂

  • @1itsMyfeelings
    @1itsMyfeelings 5 месяцев назад +21

    Grand level ରେ ହେଇଚି cinematic

  • @rajibpattanaik8711
    @rajibpattanaik8711 5 месяцев назад +9

    ଅତି ସୁନ୍ଦର ଭାବରେ ଅଭିନୟ ❤❤❤❤❤

  • @skeducation5935
    @skeducation5935 5 месяцев назад +9

    ବହୁତ ବହୁତ ମାତ୍ରାରେ ହାସ୍ୟ ଜନକ ଭିଡିଓ ଅଟେ। ବହୁତ ଗ୍ରୀଷ୍ମ ପ୍ରବାହ ରେ ଏମିତି ଭିଡିଓ ଦେଖି ହସି ହସି ଝାଳ ନାଳ ହେଇଗଲି 😮 thanks 🙏 Mr RAJU BHAI❤

  • @pramodpradhan367
    @pramodpradhan367 5 месяцев назад +24

    ସୁନ୍ଦର ଲାଗିଲା ଭାଇ 😂😂😂😂part 2ଶୀଘ୍ର ଛାଡ଼ନ୍ତୁ

  • @bijayakumarparida7390
    @bijayakumarparida7390 5 месяцев назад +246

    କିଏ କିଏ ରଜୁଭାଇଙ୍କ ଭିଡ଼ିଓ କୁ ଅପେକ୍ଷା କରିଥିଲ 👍

  • @rabindranathnayak3450
    @rabindranathnayak3450 3 месяца назад +1

    Just like herapheri ...wah ...best comedy Thank you Raju das...🎉🎉

  • @Krishnamusic112
    @Krishnamusic112 5 месяцев назад +48

    ହସେଇ ହସେଇ ମାରିଦେଲ ରାଜୁ ଭାଇ 😂😂😂

  • @sudhanshubehera7030
    @sudhanshubehera7030 5 месяцев назад +8

    ପୁରା ଚକମା ଚୁର Comedy Bhai...
    ଆଉ ଟିକିଏ ରହିଗଲା....😅😅
    Full bubal

  • @satyapravarout4870
    @satyapravarout4870 5 месяцев назад +27

    Loka nku hasiebara prayash jari rahu 😂😂😂😂😂
    Madi chal👍

  • @minuanu3947
    @minuanu3947 5 месяцев назад +41

    Hara pattanayak pain gote like hau

  • @pareshkumarbehera1483
    @pareshkumarbehera1483 5 месяцев назад +19

    ଜୟ ଶ୍ରୀଜଗନ୍ନାଥ*🙏
    Mind blowing 👌😂.
    Wait for part-2.....👍
    Thanks....👍

  • @SambalpuriRetro
    @SambalpuriRetro 5 месяцев назад +29

    ଏ ହେଉଛି ବେଷ୍ଟ୍ କମେଡି ସାହୁ ବାବୁଙ୍କର ପିଲିଜ୍ ପାର୍ଟ 2 ଜଲଦି ଛାଡ଼ନ୍ତୁ ❣️ ମିଶନ ଝାଡ଼ୁ 😂

  • @RANKANIDHIMaharana-s7j
    @RANKANIDHIMaharana-s7j 5 месяцев назад +4

    ରାଜୁ ଭାଇ ପାର୍ଟ 2 ଶୀଘ୍ର ପଠାନ୍ତୁ'''very funny 😂😂😂😂😂😂😂

  • @shubhashankarop
    @shubhashankarop 5 месяцев назад +63

    Hara pattnaik sir nka mimicry ❤️❤️👌🏿👌🏿👌🏿

  • @ganeshbehera9662
    @ganeshbehera9662 5 месяцев назад +9

    Great voice ❤
    Hara bhainka katha Mane padi Gala 🙏🤗

  • @Sony_official87
    @Sony_official87 5 месяцев назад +51

    ରାଜୁ ଦାସ ଙ୍କ ପାଇଁ ଗୋଟେ like ହଉ ❤

  • @Mr_Perfect-s4h
    @Mr_Perfect-s4h Месяц назад +1

    ତମ କମେଡି ଭାଇ ପୁରା ନିଆଁରା ❤

  • @travelmusic1889
    @travelmusic1889 5 месяцев назад +10

    Are ସେଇଟା ରାଜୁ ଭାଇ ମାଲ😅😅😅😅
    Bahut nice . Bahut bhala lagila ❤❤❤

  • @deepakbehera9606
    @deepakbehera9606 5 месяцев назад +8

    Ever better than ollywood cinema. Salute raju bhai and team 👌👌👌👌👌

  • @Madhaba_Dora
    @Madhaba_Dora 5 месяцев назад +15

    ବଢ଼ିଆ ହୋଇଛି 😃Ek Number Comedy ❤️❤️ always awesome 👍

  • @Dohi-n4j
    @Dohi-n4j 4 месяца назад +1

    This actor....of hara pattnaik was ...oscum....we proud of you all guys...❤❤

  • @PralayaranjanJena
    @PralayaranjanJena 5 месяцев назад +19

    Respect for Odisha train tragedy sad day Odisha😢

  • @bhagabansadangi1996
    @bhagabansadangi1996 5 месяцев назад +9

    Hasi hasi peta batha heigala. Thank u Raju bhai & your team

  • @s70je77na
    @s70je77na 5 месяцев назад +4

    ନୟାଗଡ଼ ରୁ ଆପଣଙ୍କୁ ବହୁତ ସାରା ଭଲପାଇବା ଆଉ ଶୁଭେଚ୍ଛା, ରାଜୁ ଭାଇ।

  • @JoelTudu-op9ew
    @JoelTudu-op9ew 5 месяцев назад +6

    Really Raju bhai comedy is something unique.........😮

  • @mamaofficial0
    @mamaofficial0 5 месяцев назад +37

    My favourite... Raju Das au chandan biswal. A 2 jono nku jie bhala paucha tanko pai like hei jau

  • @jagyanseneeParida
    @jagyanseneeParida 5 месяцев назад +33

    Raju Bhai nka saha jou bhai ta achanti mate sa bhala laganti so funny😂

  • @kuldistarnamanama4236
    @kuldistarnamanama4236 5 месяцев назад +5

    Villanku manibaku padiba no1 ❤❤❤ bahut bhalo heichi

  • @akashpatra764
    @akashpatra764 26 дней назад +1

    Love From Mayurbhanj ❤❤❤

  • @Anil........
    @Anil........ 5 месяцев назад +23

    Odia movie too bahu upare Raju bhai comedy......❤

  • @SHYAMASUNDARSAMARATH
    @SHYAMASUNDARSAMARATH 5 месяцев назад +8

    Bahut bodia 🥳😮😅😅😅😅😅 Raju baina sabu bele emiti hasautantu god bless you 🙌 bhai

  • @amulyanayak3759
    @amulyanayak3759 5 месяцев назад +5

    Bhai next part jaldi upload karantu ❤ please
    I am super excited to see next part "ମିଶନ ଝାଡୁ "😂

  • @selfstudy4154
    @selfstudy4154 2 месяца назад +1

    Jabardast comedy Raju Bhai keep up😂😂❤❤❤

  • @haksonprogaming1959
    @haksonprogaming1959 5 месяцев назад +5

    Jay raju bhai raju bhai nka video odisha re top comedy

  • @FunnyFactory989
    @FunnyFactory989 5 месяцев назад +12

    ମୁଁ ଭଗବାନ୍ ଙ୍କ ପାଖରେ ଏତିକି ପ୍ରଥାନ କରୁଛି ମୋ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ସବୁବେଳ ଖୁସିରେ ରଖନ୍ତୁ ......ଜୟ ଜଗନ୍ନାଥ ସ୍ଵାୀମି ନୟନ ପଥଗାମୀ ଭବତୁ ମେଂ ❤❤❤❤❤

  • @spb2111
    @spb2111 5 месяцев назад +2

    Mor aau hasa ବନ୍ଦ ହଉନି

  • @Knewsodia46
    @Knewsodia46 5 месяцев назад +8

    Raju das pain gote like hau

  • @satyabhamagiri7982
    @satyabhamagiri7982 5 месяцев назад +12

    ଜୟ ଜଗନ୍ନାଥ ଜୟ ମା ଲଷ୍ମୀ ❤️😊❤️

  • @tungurubhola7220
    @tungurubhola7220 5 месяцев назад +7

    Mu fast dekhichi au fast coment karichi nic 😂😂😂😂😂😂

  • @radhagobindasahu7515
    @radhagobindasahu7515 4 месяца назад +1

    Raju Bhai
    ବଜରଙ୍ଗୀ ରେ ଆଉ ଗୋଟେ episode ଦରକାର.❤

  • @Anilkumarmohanty56
    @Anilkumarmohanty56 5 месяцев назад +11

    Bhai lo khai parilini ete hasa really bhai love you

  • @Persistent24
    @Persistent24 5 месяцев назад +13

    ମୁଁ ରାଜୁ ଭାଇଙ୍କୁ ଅନେକ ଶୁଭେଚ୍ଛା ଜ୍ଞାପନ କରୁଛି ତାଙ୍କର ଭିନ୍ନ ପ୍ରୟାସ ପାଇଁ।
    ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏

    • @milanraul4
      @milanraul4 5 месяцев назад

      Bhagwan nka na re chatu dekhei ki majak karucha magihe sale Khali aama hindu dharma ku Target Kari janicha magihe Kain Muslim manankara ta karuna 15 pila 5 ta pati

  • @satyabhamagiri7982
    @satyabhamagiri7982 5 месяцев назад +18

    କେନ୍ଦ୍ରାପଡ଼ା ପିଲା like କର 🥰🥰🥰😘😘😘😇😇😇

  • @lichusl8307
    @lichusl8307 5 месяцев назад +3

    Oo bhai jaldi part2 pathaao mo
    Badhia video heiji🎉🎉🎉

  • @laxmidharsamal7511
    @laxmidharsamal7511 5 месяцев назад +4

    Super mind-blowing fantastic

  • @rajeshkumarmohanty789
    @rajeshkumarmohanty789 5 месяцев назад +14

    Big fan ❤❤ raju bhai❤❤❤❤

  • @ManasBehera-143
    @ManasBehera-143 3 месяца назад

    ବହୁତ୍ ସୁନ୍ଦର୍ ଲାଗିଲା ଭାଈ , ଏମିତି ସମସ୍ତ ଙ୍କୁ ହସଉଥନ୍ତୁ,ଭଗବାନ ଆପଣ ମାନଙ୍କୁ ଭଲ ରେ ରଖନ୍ତୁ ❤

  • @DjSambit-uh6wh
    @DjSambit-uh6wh 5 месяцев назад +7

    Raju Bhai nka pain gotea like♥️

  • @sagarcreation0101
    @sagarcreation0101 5 месяцев назад +3

    ରାଜୁ ଭାଇ ଆପଣ ଙ୍କ ଭିଡିଓ ମୁଁ ଦେଖୁଛି ମୁଁ ଗୋଟ ୟୁ ଟୁବୁ ଚ୍ୟାନେଲ ଖୋଲିଛି ସାଗର ମହାରଣା ଭାଇ ନମ୍ବର ଦେବେ ଜଗନ୍ନାଥ ମହାପ୍ରଭୁ ଆପଣ ମାନଙ୍କୁ ଭଲରେ ରଖନ୍ତୁ ଏତିକିକାମନା କରୁଛି ଜୟ ଜଗନ୍ନାଥ

  • @Biswa-g3q
    @Biswa-g3q 5 месяцев назад +16

    ମାଡିଚାଲ 😅😅

    • @FunnyFactory989
      @FunnyFactory989 5 месяцев назад

      Support ❤️

    • @milanraul4
      @milanraul4 5 месяцев назад

      Bhagwan nka na re chatu dekhei ki majak karucha magihe sale Khali aama hindu dharma ku Target Kari janicha magihe Kain Muslim manankara ta karuna 15 pila 5 ta pati

  • @kartikasing3540
    @kartikasing3540 Месяц назад

    ଭୁବନେଶ୍ୱର ବିଷୟରେ ବହୁତ ବଢିଆ story

  • @SoumyaRanjanPradhan-b4o
    @SoumyaRanjanPradhan-b4o 5 месяцев назад +5

    Fantastic bobal comedy heichi
    😂😅😁😁🤣🤣😆😆😛😛😁

  • @adityamelodynight0812
    @adityamelodynight0812 5 месяцев назад +12

    ରାଜୁ ଭାଇଙ୍କ ଭିଡିଓ ପାଇଁ କିଏ ଅପେକ୍ଷା କରିଥିଲ ଲାଇକ୍ କରନ୍ତୁ

  • @FunnyFactory989
    @FunnyFactory989 5 месяцев назад +31

    Mote kn support milibani😢🥺
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ
    ଜୟ ଜଗନ୍ନାଥ ❤❤❤

  • @sujitkumarmohapatra1410
    @sujitkumarmohapatra1410 5 месяцев назад +1

    Bhai e a bbsr reality..❤❤❤❤

  • @saritamohanta6661
    @saritamohanta6661 5 месяцев назад +4

    Raju bhai tame video sound quality abe bahut bhala laguchi ... Video auu tike sound effect, ambience, room tone , foly sound dela bhala heba... Raju video comedy video sound like film sound

  • @DevotionalRadhekrishna
    @DevotionalRadhekrishna 5 месяцев назад +5

    One like for Raju bhai

  • @AdityaSahoo-wu8kp
    @AdityaSahoo-wu8kp 5 месяцев назад +3

    Mo bhai pain gote Dil se like te hau ❤️❤️❤️...

  • @Cloud_gaming_op
    @Cloud_gaming_op 3 месяца назад

    ରାଜୁ ଭାଇ ଙ୍କ କମେଡି ସମସ୍ତ ଙ୍କ ଠାରୁ ଟିକେ ଅଲଗା ଏବଂ ବହୁତ ଉପରେ

  • @mr.pratyush3602
    @mr.pratyush3602 5 месяцев назад +5

    Very funny and am the first viewer

  • @JaganBarik-mu9lb
    @JaganBarik-mu9lb 5 месяцев назад +5

    Come back odia best comedy❤❤❤

  • @shaktijitrout2624
    @shaktijitrout2624 5 месяцев назад +9

    Very nice Raju bhai

  • @kalianaik23
    @kalianaik23 5 месяцев назад +1

    Bhai👌ଖୁସି ମୁ ପ୍ଲିଜ଼ ନେଷ୍ଟ ♥️♥️♥️

  • @Factkibaats
    @Factkibaats 5 месяцев назад +5

    😂😂😂 best odia comedy

  • @Odisha_high_school_education
    @Odisha_high_school_education 5 месяцев назад +11

    Jaya❤

  • @utkalnetwork6060
    @utkalnetwork6060 5 месяцев назад +4

    Now Raju video sound quality texture some thinking different now it's professional standard.go a head mr. Raju das

  • @wander_wisely_
    @wander_wisely_ Месяц назад +1

    Nice bhai 😂❤

  • @pk_creation811
    @pk_creation811 5 месяцев назад +4

    Raju bhai comedy was must

  • @RakaMalik-f6d
    @RakaMalik-f6d 5 месяцев назад +4

    Love ❤ you ❤raju❤bhai

  • @SANJU_0.2
    @SANJU_0.2 5 месяцев назад +8

    Har pattanayak nka pain gote like hau.. 😮😢😂😂😂😂😢😮😅😊

  • @ShankarHembram-b7p
    @ShankarHembram-b7p 5 месяцев назад

    ରାଜୁ ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛୁ।
    ସତରେ ଭାଇ ଆପଣଙ୍କ କମେଡି ଫିଲ୍ମ ବହୁତ interesting ଲାଗୁଛି ।

  • @sonali_is_here
    @sonali_is_here 5 месяцев назад +12

    Mo pari jie raju bhai comedy ku pasand kare like kara👇

    • @manoj-jb5lk
      @manoj-jb5lk 5 месяцев назад +1

      Like nei bhaji ki khaibo ki lo sonali

    • @sonali_is_here
      @sonali_is_here 5 месяцев назад

      ​@@manoj-jb5lkbhaji ki khai hele khaiba😂au

    • @manoj-jb5lk
      @manoj-jb5lk 5 месяцев назад

      @@sonali_is_here tu kha lo

  • @odchiku1866
    @odchiku1866 5 месяцев назад +4

    Mgh ki comedy re 😂😂😂

  • @chotadon3056
    @chotadon3056 5 месяцев назад +4

    Jay jhadu