🏏Experience the joy of trading on Binomo with Mohammed Shami and earn up to 5000 INR per day: binomo.click/rajudascomedy5 👉Transparent trading, fast deposits and withdrawals, unlimited demo account and more! With care from Binomo: your capital may be at risk 🙌
@@simanchaldora1699free re kahile bi odia film dekhibu nahi. Jou bala film banau chhanti. Emiti film banauchhanti je. Odia industry budibaku basilani. Tame jai dekhuthaa bala film hall re. Ama pain bina copy wala emiti video thik. Ame bi hall jai film dekhuchu. But odia film nuha.
Raju Bhai apananka comedy team all members mananku tarif nakari mu au rahiparuni ,,,baaa excellent performance 👍👍👍 apanka comedy madhyamare kichhi sikshya lava karibaku miluchi ,,,keep it up all members of Raju das comedy 😊go ahead,,,,,,🙏🙏
Sabuthire Maja?? Gote relating show yaa thu bi ahuri bhala khojucha E Dunia re ebe eya hi hauchi ta yaku bekar kahucha sikha kichi aau jibana re kama re laga
@@amareshmishra au tk bhala heithanta but maja laguchi... Kharap ta laguni kichhi... Part 1 bhaut bhala heichi part 2 apekhya... Kintu raju bhai nku ama support sabu bele ❤️❤️
Nira bhai nka acting pura jabardast.Actually se jane comedian actor bhali proper acting karanti au tanka body figure bi seibhali ,jemiti gote film re comedian acting karanti ......lots of love of my deep of heart❤ for Nira bhai.
🏏Experience the joy of trading on Binomo with Mohammed Shami and earn up to 5000 INR per day: binomo.click/rajudascomedy5
👉Transparent trading, fast deposits and withdrawals, unlimited demo account and more!
With care from Binomo: your capital may be at risk 🙌
I like video ❤❤❤❤
Full support
Bhai sarankul ladubaba temple Nayagarh buli aisiba sarankul ❤❤❤❤❤
Jay ladubaba 🙏🙏
Faltu comedy
❤❤❤❤❤❤❤❤❤
Super super nice beautiful video Bhai 🥰🥰🥰👌👌👌👌
Raju Bhai best comedian ❤❤❤love you Raju bhai❤
ଭାଇ ସତରେ ଆପଣଙ୍କ ପୟାସ ଯୋଗୁଁ ହିଁ ଏ ସମାଜ ର କିଛି କୁସଂସ୍କାର ମଣିଷମାନେ ପରିବର୍ତ୍ତନ ହେବେ ......🙂❤👍
ଏହାକୁ ହସରେ😅ଉଡେଇଲେ ମଧ୍ୟ ତାହାଠାରୁ ଆଧିକା କିଛି ଶିଖିବାକୁ ମିଳିଲା
....
ବିଷୟ ଟି ହୃଦୟସପରଶୀ ଅଟେ ✨👍💕
Thank-you Rajudas family 🙌🏻❤🙌🏻
Professional comedian Raju Das ଧନ୍ୟବାଦ ଏମିତି ଆଗକୁ ମାଡିଚାଆଲ କିଛି ଅସୁବିଧା ନାହିଁ ହା ହା ହା
କମେଡି ଥିଲା ଆଉ ତା ଭିତରେ ବହୁତ୍ ବଡ଼ ଶିକ୍ଷା ଥିଲା ହୃଦୟ କୁ ଛୁଇଁଲା ❤❤❤
❤❤❤❤❤❤❤
ସତରେ....ଆମ ଗାଁ କେତେ ସୁନ୍ଦର ଏବଂ କେତେ ଭଲ।
ଯେତେ ଟଙ୍କା ରୋଜଗାର କର ପଛେ ହେଲେ ସୁଖ, ଶାନ୍ତି ସବୁବେଳେ ଗାଁ ରେ ହିଁ ରହିଥାଏ। ❤
ସତରେ ସହରରେ କାହାର ହୃଦୟ ନାହିଁ 😢
ଭୁବନେଶ୍ୱର ନୁହେଁ କାହାର 😮
ଗାଉଁଲି ଲୋକ ବଡ଼ ହୃଦୟବାନ ଓ ମାନବିକତା ମଣିଷ ❤
I Love Every Village ❤
ଆମ Ollywood ସିନେମା ଜଗତ କିଛି ମାତ୍ରା ରେ ଯଦି ରାଜୁ ଭାଇଙ୍କ ଠୁ କିଛି ଶିକ୍ଷା ନିଅନ୍ତି ତେବେ ହୁଏତ ଓଡ଼ିଆ ସିନେମା ଭଲରେ ଚାଲୁ ରୁହନ୍ତା..!
Salute @RajuDas
Jaha suna ma chaluchhi muluru chalibani emt story thile😂
ନୀର ପଟ୍ଟନାୟକଙ୍କ ଅଭିନୟ ବହୁତ୍ ଭଲ ଲାଗିଲା।ଚମତ୍କାର ଅଭିନୟ।💯👍
ନିର ପଟ୍ଟନାୟକ ନୁହେଁ ନିରଞ୍ଜନ ଆଚାର୍ଯ୍ୟ
@@tapasya1434 କିନ୍ତୁ ଏଥିରେ ସେ ଏଇ ନାମରେ(ନୀର ପଟ୍ଟନାୟକ) ଅଭିନୟ କରିଛନ୍ତି।
ଆରେ ସେ ହର ପଟ୍ଟନାୟକ 😂
ଏହି କାହାଣୀରେ ତାଙ୍କ ନାମ ନୀର ପଟ୍ଟନାୟକ ଦିଆଯାଇଛି (ହର ପଟ୍ଟନାୟକ ର ଡୁପ୍ଲିକେଟ)@@tapasya1434
ଗାଁଠୁ ସୁନ୍ଦର ଯାଗା କୋଉଠି ନାହିଁ❤❤
Gaon re ta job nahin bhalla medical nahin kichi nahin rahi kan karib
ଏଇଟା ହଉଚି ୧ନଂ ଓଡ଼ିଆ ସିନେମା ଧନ୍ୟବାଦ୍। ବହୁତ ଭଲ ଲାଗିଲା। ଆହୁରି ଅଧିକ ବନାନ୍ତୁ ଆମେ ଦେଖିବୁ।
❤
ୟାଙ୍କ ଆଗରେ ଓଡ଼ିଆ ଫିଲ୍ମ ଆଉ superstar ମାନେ କିଛି ନୁହନ୍ତି,,, ଏମାନେ ହିଁ ପ୍ରକୃତ ସୁପରଷ୍ଟାର 🥰
ହଁ ହଁ ମୋବାଇଲ ଟା ଧରିକି ଘରେ ବସିଛୁ ତ ମଜା ଲାଗୁଛି, ୨୦୦ ଟଙ୍କା ଦେଇକି ୟାଙ୍କ ଭିଡ଼ିଓ ସିନେମା ହଲରେ ଦେଖ, ତାପରେ କିଏ ସୁପରଷ୍ଟାର ଜାଣି ପାରିବ...
ହଁ ଓଡ଼ିଆ ସୁପର୍ ଷ୍ଟାର ମାନେ ଗାଡ଼ି ରେ ଆସନ୍ତି ଆଉ ଫ୍ଲିମ ସୁଟିଂ କରି ଦେଇ ଚାଲି ଯାଆନ୍ତି ଆଉ ପ୍ରୋଜଜକ ମାନେ ତ ତାଙ୍କ ଜୀବନ ରେ ତ ତାଙ୍କ ମନରୁ ଭାବି ଗୋଟିଏ ଫିଲ୍ମ କରି ନଥିବେ ଖାଲି କପି ଫିଲ୍ମ କଲେ ଆଉ ଏଇ ଯୋଉ ଭିଡିଓ ଦେଖିଲ ତାହା କରିବା ପାଇଁ କେତେ କଷ୍ଟ କରିବା ପାଇଁ ପଡ଼ିଥାଏ ତାହା ତମେ ବୁଝି ପାରିବନି କାରଣ ଏହା କୋଉ କପି ଭିଡିଓ ନୁହଁ
@@SOUMYARANJANSAHOO-x4u ତାହେଲେ ଏମାନେ ବି ୩ ଘଣ୍ଟାର ଗୋଟିଏ ଭିଡ଼ିଓ କରନ୍ତୁ, ଆଉ ସିନେମା ହଲରେ ରିଲିଜ କରନ୍ତୁ, ମୁଁ ଦେଖିବି ତମ ଚଉଦ ପୁରୁଷ ରୁ କେତେ ଜଣ ହଲକୁ ଯାଇ ୨୦୦ ଟଙ୍କା ଜଣଙ୍କ ପ୍ରତି ଖର୍ଚ୍ଚ କରି ପାରିବେ..
👍👍👍👍
@@simanchaldora1699free re kahile bi odia film dekhibu nahi. Jou bala film banau chhanti.
Emiti film banauchhanti je. Odia industry budibaku basilani. Tame jai dekhuthaa bala film hall re. Ama pain bina copy wala emiti video thik.
Ame bi hall jai film dekhuchu. But odia film nuha.
Raju Bhai apananka comedy team all members mananku tarif nakari mu au rahiparuni ,,,baaa excellent performance 👍👍👍 apanka comedy madhyamare kichhi sikshya lava karibaku miluchi ,,,keep it up all members of Raju das comedy 😊go ahead,,,,,,🙏🙏
ବିଷୟ ଶେଷ ରେ ହୃଦୟ ଛୁଆଁ ବାର୍ତା ଦେଲେ ମୋ ଭାଇ...❤❤❤❤❤❤❤
ଜୟ ଶ୍ରୀଜଗନ୍ନାଥ*🙏
ଅପେକ୍ଷାର ଅନ୍ତ ଘଟଲା....
Thanks.......👌😂.
Bhai tamara number diya
ପ୍ରଥମ ଥର ପାଇଁ ଲାଗିଲା କି କମେଡି video dekhuni ବରଂ gote ଓଡ଼ିଆ ସିନେମା ଦେଖୁଛି ❤।
ମୋତେ ବି ଠିକ ସେୟା ଲାଗିଲା😊😊😊
Dekhita sarilanu 😅
Bhai tama number diya
@@gamingbysubham3485bhai tama number diya
@@treadersworld7306 why
ଶେଷ ଦୃଶ୍ୟଟି ହୃଦୟସ୍ପର୍ଶି ହୋଇଛି 👌🏻🙏🏻
Bahot bhala ❤
Hnn angya sata katha kahile❤
👍👍👍👍
Tama number diya bhai
Hara pattanayak nka mimicry superb karichanti villain bhai 👌👏🥳
କେନ୍ଦୁଝର ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ❤ ଜୟ ଜଗନ୍ନାଥ 🙏😌
😂
I love keonjhar ❤️❤️
🙋🙋🙋😊
@@yudhisthiramahanta123 ତୁ କଣ ଗଜପତି। ତତେ ଯେଉଁମାନେ ଲାଇକ କରିଛନ୍ତି ସେମାନେ ଗୋଟେ ଗୋଟେ ବାଳିଆ ଛତରା ଛୁଆ ।
Mu bi keonjhar ru dekhuchi 😊😊😊
ଢେଙ୍କାନାଳ ରୁକେଏ ଦେଖୁଛନ୍ତି ଲାଇକ କର ଜୟ ଜଗନ୍ନାଥ 🙏
ଏଇଟା ଖାଲି କମେଡି ନୁହେଁ, ଗୋଟେ ଆୱାର୍ଡ ବିନିଙ୍ଗ ସର୍ଟ ଫିଲ୍ମ ଥିଲା, ଅଭିନୟ ମାଧ୍ୟମରେ ସମାଜକୁ ବହୁତ ସୁନ୍ଦର ବାର୍ତ୍ତା ଦେଲେ, ୟାକୁହି କହନ୍ତି ପ୍ରକୃତ କଳାକାର ଓ ଅଭିନୟ 👍👌🫡
Part - 1 & Part - 2 ବହୁତ ଅତ୍ୟନ୍ତ ଭଲ ହୋଇଛି । Teem ର ସମସ୍ତ ସଦସ୍ୟଙ୍କୁ ଅଶେଷ ଧନ୍ୟବାଦ ।
କେନ୍ଦୁଝର ଜିଲ୍ଲାର କିଏ କିଏ ଦେଖୁଛ ❤
Mu
Me ❤
Mu
Mu
ମୁଁ କେନ୍ଦୁଝର ଆନ୍ଦପୁର ରୁ..... 👍👍👍
ଜୟ ଜଗନ୍ନାଥ ଏହି video ଟି ସମ୍ପୂର୍ଣ୍ଣ ଭିନ୍ନ ଥିଲା ଯେତିକି କମେଡି ମିଳିଲା ସେତିକି ଶିଖିବା କୁ ମିଳିଲା
ଆପଣ ମାନେ ଯେମିତି ସବୁବେଳେ video ମାଧ୍ୟମରେ ଆମ ମାନଙ୍କୁ ହସାଉଛନ୍ତି ଆପଣ ମାନେବି ସବୁବେଳେ ହସୁଥାନ୍ତୁ ଏବଂ ଭଲରେ ଥାଆନ୍ତୁ ମୋର ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା love you Bhai
Happy friendship day 💗
Part 2 ଟା ଏତେ ମଜା ଲାଗୁନାହିଁ part 1 ଟା ପୁରା ମସ୍ତ୍ ଥିଲା
Boring laguchi raju Bhai part2 mada dokan part3 ta hou
Sabuthire Maja?? Gote relating show yaa thu bi ahuri bhala khojucha E Dunia re ebe eya hi hauchi ta yaku bekar kahucha sikha kichi aau jibana re kama re laga
@@amareshmishra au tk bhala heithanta but maja laguchi... Kharap ta laguni kichhi... Part 1 bhaut bhala heichi part 2 apekhya... Kintu raju bhai nku ama support sabu bele ❤️❤️
@@SrimattaKumbhar ମଜା ନ ଲାଗିଲେ ଖଜା ଖାଇ ଶୋଇପଡ଼। ଓଡ଼ିଆ ସିନେମା ଠାରୁ 100 ଗୁଣରେ ଭଲ ହେଇଛି। ଚମତ୍କାର ଅଭିନୟ 👍।
@soagumyaranjandas9109 agayn
Nira bhai nka acting pura jabardast.Actually se jane comedian actor bhali proper acting karanti au tanka body figure bi seibhali ,jemiti gote film re comedian acting karanti ......lots of love of my deep of heart❤ for Nira bhai.
Comedy ଥିଲା ବହୁତ ଭଲ ଲାଗିଲା ହେଲେ ଶେଷ ସିନ୍ ଟା ବହୁତ ହୃଦୟ ବିଦାରକ
ଏମିତି ଦରକାର
ବହୁତ୍ ବହୁତ୍ ଧନ୍ୟବାଦ୍ ଏମିତି ଭିଡିଓ ଅପଲୋଡ଼ କରିଥିବାରୁ କିଛି ଜାଣିବାକୁ ପାଇଲି part 3 ପାଇଁ କିଏ କିଏ ଅପେକ୍ଷା କରିଛ ❤❤
ହୃଦୟ ରୁ କହୁଛି ସତରେ ବହୁତ୍ ଭଲ ଲାଗିଲା ❤
ଜଗନ୍ନାଥ ମହାପ୍ରଭୁ ପାଖରେ ଏତିକି ପ୍ରାର୍ଥନା କରୁଛି ଆପଣ ମାନେ ସବୁବେଳେ ଖୁସିରେ ରୁହନ୍ତୁ ଏବଂ ସମସ୍ତଙ୍କୁ ଏମିତି ହସାଇବା ସହ ନୀତିଶିକ୍ଷା ଦିଅନ୍ତୁ 😊
ଜୟ ଜଗନ୍ନାଥ love from କେନ୍ଦ୍ରାପଡ଼ା ❤️❤️❤️
ଅତି ସୁନ୍ଦର ହେଇଛି, ପୁରା film ର ମଜା ମିଳିଗଲା 👌👌👌👌keep it up ରାଜୁ ବାବୁ ଓ ଆପଣଙ୍କ ସବୁ team members....
ରାଜୁ bhai ଏତେ ବଡ comedian ହେଇକି ଭିକ ମାଗିଲେ ସତରେ ବହୁତ ଭଲ ଲାଗିଲା Thank you ରାଜୁ bhai ❤❤❤❤🙏🙏🙏
ଜୟ ଜଗନ୍ନାଥ ସାଙ୍ଗମାନେ 🙏❤️ ମୟୁରଭଞ୍ଜରୁ କିଏ ଦେଖୁଛନ୍ତି ଲାଇକ କରନ୍ତୁ ❤
Hello
🤚@@PapuniPradhan-dn3hi
@@spandankumargiri3095 tuma ghara kauthi
Khordha pila like kara
❤ 𝐬𝐞 𝐦𝐚𝐲𝐮𝐫𝐛𝐡𝐚𝐧𝐣𝐢𝐚
ସ୍ବର୍ଗତ କିମ୍ବଦନ୍ତୀ actor ହର ପଟ୍ଟନାୟକଙ୍କ ଚରିତ୍ରରେ ନଜର ଆସିଥିବା ଭାଇଙ୍କର acting dekhi , ୯୦ ଦଶକ ର ହରଭାଇ ଙ୍କ ସ୍ମୃତି ତାଜା ହେଇଗଲା🎉🎉 ବାସ୍ତବ ରେ ସେ ଭାଇ ଙ୍କ ନାମ ଜାଣିନାହିଁ ହେଲେ ଭାଇ your acting is so beautiful 🎉🎉🎉
Bhai bohut bhala heichi ❤
ଅତି ସୁନ୍ଦର ବାର୍ତ୍ତା ଦୁନିଆ କୁ ରାଜୁ ବାବୁ ଦୁନିଆରେ ବଡ଼ ଲୋକ ମାନେ ଗରିବ , ନିରୀହ ଲୋକଙ୍କ ସାହାଯ୍ୟ ସମ୍ପର୍କ ଜାଣନ୍ତି ନାହିଁ। ଅତି ସୁନ୍ଦର ଅଭିନୟ ସମସ୍ତ ସଦସ୍ୟ।🙏🙏🙏
ସାହୁ ଭେରାଇଟି ଷ୍ଟୋର ପାର୍ଟ-6 । ବିଦେଶୀ ମଦ ଦୋକାନ ପାର୍ଟ-3 । ସାହୁ ହୋଟେଲ୍ ପାର୍ଟ-3 । ଆଣ । ଦୋକାନୀ - ଗ୍ରାହକ କମେଡି ମସ୍ତ ଲାଗୁଛି ।
ରାଜୁ ଭାଇ ଭିଡ଼ିଓ ଟି ବହୁତ ସୁନ୍ଦର୍ ହୋଇଛି ତୁମକୁ ଆଉ ତୁମ ଟିମ୍ କୁ ବହୁତ୍ ବହୁତ୍ ଧନ୍ୟବାଦ୍.......🙏🙏🙏
A lot of love from Berhampur ❤Raju Bhai and whole team of this episode ❤
Vdo ଟିରେ ଭାରିରହିଚି ଖୁବ୍ ସୁନ୍ଦର ବାର୍ତ୍ତା। ଦେଖି ଖୁବ୍ ଖୁସି ଲାଗିଲା ❤। ଭାଇ ଏମିତି vdo ଆହୁତି ତିଆରି କରାନ୍ତୁ। ଜୟ ଜଗନ୍ନାଥ
satore raju bhai bholo khota ta lekhicho, au gote kotha gaon re loko mane kebe b naa boli kohantini ,,, tankor hurdya bohut bodo
......LOVE U BHAI 😊
ରାଜୁ ଭାଇ... ବହୁତ ଭଲ ହେଇଚି......
ହର ପଟନାୟକ... ଭାଇ ବହୁତ କରିଛନ୍ତି
ଶ୍ରାବଣ ମାସ ରେ ଆମକୁ ହସାଇ ଥିବା ରୁ ବାବା ଭୋଳାନାଥ ରାଜୁ ଭାଇ ଙ୍କୁ ଅଉ coment ପଢୁଥିବା ଲୋକ ଙ୍କୁ ଖୁସି ରେ ରଖନ୍ତୁ har har Mahadev 🙏
Hara Hara Mahadeva....
21:02
ହର ହର ମହାଦେବ
🙏🏻
Jay Bholenath 🙏🙏🙏
Really bahut bhala hoichhi
🙏🌺ଜୟ ଜଗନ୍ନାଥ🌺🙏... ମିଶନ ଝାଡୁ ପାର୍ଟ ୧ ଏବଂ ପାର୍ଟ ୨ ବହୁତ୍ ସୁନ୍ଦର ଲାଗିଲା... ଆଶା କରୁଛି ଆଗାମୀ ମୁମ୍ବାଇ ଯିବା ପାର୍ଟ ଟା ବି ସେମିତି ବହୁତ୍ ସୁନ୍ଦର ହେବ😊... 🙏🌺ଜୟ ଜଗନ୍ନାଥ🌺🙏
❤❤❤
ଓଡ଼ିଆ ସିନେମା ଠାରୁ ଭଲ ଲାଗୁଛି
ସୁନ୍ଦର ବାର୍ତ୍ତା ଭାଇ.....Great
Rajudas bahut swarthapara.Mu sabu video re comment karuchhi hele like karunahanti kebehelebi🥺But comedy scenes is best i seen ever all comedy❤️
45:41 epic scene I was literally crying 😢😢😢
It's a best hart toching wonderful nice perfamance.
Last re bahut hi bhala msg milia samastknu❤
Balasore toka like here..❤❤🎉
ରାଜୁ ବାବୁ ବହୁତ ବହୁତ ଧନ୍ୟବାଦ୍ ଭିଡିଓ ମାଧ୍ୟମରେ ଲୋକେ ବହୁତ କିଛି ଶିଖିବାକୁ ପାଉଛନ୍ତି 🌹♥️🌹🙏
Excellent story ଦେଖୁଥିବା ଲୋକ ଠିକ୍ କରି ବୁଝି ପାରିବ thank you Raju bhai
Comedy + content mind blowing... Not expected ending like that....
ଲାଷ୍ଟ ୫ ମିନଟ୍ ବହୁତ୍ ଭଲ ଲାଗିଲା ❤
Mu fast dekhithibaru mate like milibaki
ସତରେ ଭାଇ କଣ ଲାଗିଲା ମ
ପୁରା 👍👍🔥🔥♥️
ଜୟ ଜଗନ୍ନାଥ ହରିବୋଲ😮😮😮😮😮😮🎉
Jay jagannath 🙏🙏🙏 . Maa mangala apananku ghanta ghodei rakhantu😊😊. Apana darshei dele je prakuta ananda gaon re hi achhii😂😂😂😂❤❤❤❤❤❤
ବହୁତ୍ ଉଚ୍ଚ କୋଟୀର କାହାଣୀ ଓ ବହୁତ୍ ବଢ଼ିଆ ହସଲଗିଲା 😂❤😅❤
କେନ୍ଦ୍ରାପଡ଼ା ପିଲା like ଙ୍କର ❤️❤️❤️🥰
22:27 ଜରି ବ୍ୟାଗ୍ 😅
😂
ଅତି ସୁନ୍ଦର ଭିଡିଓ ଟେ ପୁରା ଦିଲ ଖୁସ୍ ହେଇଗଲା 😊
Raju bhai emti kai video banao..... Satare heart touching..... Last scene ta😢....... God always blessed u...
କମେଡି ଭିତରେ ବହୁତ୍ କିଛି ଶିଖିବା ପାଇଁ ମିଳିଲା 🙏 ସତରେ ବଡ଼ ବଡ଼ ସହରରେ କେହି ବି କାହାକୁ ପଚାରି ବେନି ମଣିଷ ମାନେ ଏହି ସହର ତିଆରି କରିଛନ୍ତି ଆଉ ସେଇ ସହର ଭିତରେ ନିଜେହିଁ ହଜି ଯାଆନ୍ତି , ୨ ଦିନର life ସବୁ ଅନ୍ଧକାର ଭଳି ଲାଗେ (ଜୟ ଜଗନ୍ନାଥ 🙏🙏)
ରାଜୁ ଭାଇ ବହୁତ ଭଲ ହୋଇ ଛି 👍👍👍👍👍
ବହୁତ୍ ବଢିଆ ଭାଇ ଶିକ୍ଷଣୀୟ ଏପୀସୋଡ୍🙏🙏🙏
Bohuta Sundar Avinaya 😁😁👌👌
ଵଢିଆ ଲାଗିଲା❤️❤️❤️❤️ part-3 ଆଣନ୍ତୁ
❤
କେନ୍ଦ୍ରାପଡ଼ା ଜିଲ୍ଲା ରୁ କୋଉ କୋଉ ମାନେ ସବୁ ନଟିଆ କମେଡି ଦେଖୁଛ ଲାଇକ୍ କର👍🏻👍🏻👍🏻👍🏻
Waiting for Mission Jhadu part 3.. Love u all …
ଅନୁଗୋଳ ରୁ କେଉଁ ଭାଇମାନେ ଦେଖୁଛ ଆଉ ଅନୁଗୋଳ ର କେଉଁ ଜାଗାରୁ ଟିକେ କୁହ ❤🎉Love from Angul🎉
Angul Banara Pal ❤❤
ଜୟ ଜଗନ୍ନାଥ 🙏🏻 🙌 very nice video
Wow super Raju bhai❤❤❤❤❤
ଫୁଣି ଆଜି ସକାଳୁ ଉଠିକି ପାଲେଇଆଶିବେ କହିବେ ମୋର ଆଜି ଜନ୍ମଦିନ କିନ୍ତୁ ଜିରୋ ଲାଇକ। ମାନିବାକୁ ପଡ଼ିବ ରେ। ସକାଳୁ ସକାଳୁ 😂
🤣🤣🤣sata
ବିଶ୍ଵବାସୀ ମା ମଙ୍ଗଳାଙ୍କ ଆଶୀର୍ବାଦ ରୁ ସଦାସର୍ବଦା ଭଲରେ ରୁହନ୍ତୁ।❤😊❤।ମା ମଙ୍ଗଳାଙ୍କ ଜୟ ହଉ।❤
ସବୁ ଭଲ ଥିଲା କିନ୍ତୁ ଶେଷରେ ନିଜେ ବି ସେ ଲୋକ ଟିକୁ ଡାକ୍ତର ଖାନା ନ ନେଇ ଗାଁକୁ ଫେରିବା ଭୁଲ ହେଇଗଲା.. 😔
Love From Mayurbhanj ❤❤❤
ଏବେ ପର୍ଯ୍ୟନ୍ତ ଏ ଭଳି ଅବସ୍ଥା ସହର ରେ ଚାଲିଛି
ମୁମ୍ବାଇ ରେ ଦେଖା ହେବ ଆଉ
Jagatsinghpur toka❤
Hm bhai JAGATSINGHPUR ❤❤
👍🏻
Bhutu Bhala story ❤❤❤
ସତରେ ରାଜୁ ଭାଇ ଆପଣଙ୍କ ଲାଷ୍ଟ୍ ଦୁଇ ପଦ କଥା ପୁରା ହୃଦୟ କୁ ଛୁଇଁଲା ଆପଣ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ❤️ ଯୋଉ ମାନେ ପୁରୀ ରୁ ଦେଖୁଛ ସେମାନେ like ଟେ କର ଜୟ ଜଗନ୍ନାଥ 🙏🙏
ଏଇ ଭଳି ଭିଡିଓ କୁ ବହୁତ୍ ଦିନରୁ ଅପେକ୍ଷା ଥିଲା 😊 ଜୟ ଜଗନ୍ନାଥ ❤🙏
I like it your actions sir God bless you with your team 👍
ଅପେକ୍ଷାର ଗଡ଼ି ଅନ୍ତ ହେଲା ଭାଇ ମାନେ
ଲଭ ୟୁ ❤❤❤ରାଜୁ ଦାସ୍ comedy ଟିମ୍ କୁ ଧନ୍ୟବାଦ ❤❤❤
ଗଡି଼ ନୁହେଁ ବେ ଗାଡି
ପୁରୀ ଜିଲ୍ଲାରୁ ଦେଖୁଥିବା ସାଙ୍ଗମାନେ like କର Jay Jagannath 💙💙
ପ୍ରାୟୋଜିତ କମେଡି ସମସ୍ତଙ୍କ ମନକୁ ପାଇଲା ଭଳି ହୋଇଥିବାରୁ ବହୁତ ବହୁତ ଅଭିନନ୍ଦନ
ଚମତ୍କାର ଭାଇ ଚମତ୍କାର ଆପଣଙ୍କ ଅଭିନୟ, ଆପଣଙ୍କ ନିର୍ଦ୍ଦେଶନା, ଚମତ୍କାର ଲେଖା, ଚମତ୍କାର ଅଭିନେତା ଆପଣ, ଭାଇ
Cuttack jila ru kia kia dekhuchhanti like karantu
Sata kahuchi raju bhai mate comedy nuha movie dekhila bhalia lagila bahut badhiya lagila love u raju das teem jay jagannath ❤🙏😊🥰🌹🤗⭕‼️⭕
JAI JAGANNATH❤❤❤
ଯେଉଁ ଭାଇମାନେ ନିଜ ଗାଁ କୁ ବହୁତ ଭଲ ପାଆନ୍ତି ଦୟାକରି ଲାଇକ କରନ୍ତୁ 👍👍
ମୋ ଗାଁ ମତେ ସୁନ୍ଦର ! କେଡେ ସୁନ୍ଦର ରାଇଜ ମୋର..♥️..I love my village..
ଆଜି ମୋ ଜନ୍ମ ଦିନ 😢😢
Happy birthday bro🎉
Happy Wala Birthday 🎉 To Youhhh Nd God Bless youhhh
Happy birthday bhai❤
Bear pi de bhai
Happy birthday bro
Fast comment
Fantastic story writing ✨😇
Nayagarh ପିଲା tk like ହଉ
Nayagarh desi vhalu
Jaha hau ... Aji sakalu gote kama miligala 😂
ବହୁତ ବହୁତ ଧନ୍ୟବାଦ । ଜଗତସିଂହପୁର ଜିଲ୍ଲା ରୁ ଯେଉଁମାନେ ଦେଖୁଛ ଲାଇକ୍ କରିବ । ଧନ୍ୟବାଦ
କାହାକୁ ଏହି ଭିଡିଓ ଭଲ ଲାଗୁଛି ଲାଇକ କର❤❤
Bhai fhsta video dekhili like gotie