Manoj, so nicely you have shared the crude truth , paradigm shift requires in the world of cinema in India.. Content & treatment needs to be revisited, retreated..
Ye sabu paisa kameiba upre discuss karuchanti... success k piche maat bhago fst content lao failure hua na hua dine na dine recognition miliba like South industry ra maximum bhala film box office re failure
Yes, Odia cinema needs real life content with good presentation & techniques,song & dance offcourse. Also it needs district level promotion as well as they must open small cinema halls in every corner in Odisha.
Manoj sir thik kahile,,,, odia story ku bhala bhabare represent karo,,,,, heroin aau langla nacha hatao, love scene pura kamei dio.... Loka dekhibe Daman movi loka dekhibe,,, Ravan bi loka dekhibe,,,, aau a Allia hero ku sabu bahar karo sia kana aau pani ganatu mapa karantu
We need more producers and directors like monoj sir who really concerns for odia film industry. Please support monoj sir. Because of these stern people (directors) odia film will never grow or change
Please following are the points which may help Odia film industry to grow: 1)Bring stories from Odia culture and tradition(Story re Odia basana thiba darkar) 2)Go for a research with Odisa people in every corner what are their taste in stories. 3)Good Odia song with pure odia cultural and traditional words. 4)A good location as per the requirement of the story. 5)Good artists as per the requirement of the story. 6)Look for good script writer and story teller. 7)Background music should be ear catching. 8)Dialogue delivery should be odia culture and tradition and ear catching. 7)Do not copy, rather put some interesting ideas which should be new and odia touch. 8)Try for atleast 3 to 4 languages for the movie release. 9)Add few artist from different states which you are adding the movie language for the state. 10)Dressing of the artist should match with the story and culture of that language.
Right said Parijaa sir Director should have that confidence in hir creation, so S/he can make the producer sustained for future films... Better Directors should borrow money from producers if they have the zeal & confidence of making good cinema
If you forget your own culture tradition then this thing happens................2nd thing is Odia peoples are not interested in Hard work(less creativity).....all are copy paste...... Content Cinematography Good Direction Music And main thing is star Cast ........ Revive ODIA cinema industry otherwise It will be ruined .......... People are more interested in TAMIL,TELUGU, KANNADA nd MALAYALAM Industries as well as HOLLYWOOD.......Jai Jagannath 🙏
Akshaya Sir said perfect thing director need to step up take the responsibility And Current gen audience require cinematic feel raw feel in the movies, which we lack in Odia film industry. Get that feel audience will be back for sure. just look at gangs of puri, audience are looking forward to taking subscriptions just for that and that show's first look and trailer did show up the cinematic feel the rawness of the story. Good to see some directors did understand what audience want and I do see audiences returning to see Odia movies in future
Producers of ollywood are bit hesitant to invest even 1cr. for a film.this shows the potential of our heroes...At this point of advancement in every aspect,our heroes are not even able to dance,fight and look stylish than how can you expect the industry to prosper?all the actors are responsible for the downfall of ollywood..they should first introspect and make themselves worth of getting a budget of 1cr.
It's Odia cinema association's authority & responsibility to sit with state govt. & Pressurise them to make popular Odia cinema & culture as well as open new Odia cinema halls in every corner.
ଅକ୍ଷୟ ସାର ଯାହା କହିଲେ 100% ଠିକ କହିଲେ.
ଏଠି ଷାଠିଏ ମହଣ ଘିଅ ହେବ ନା ରାଧା ନାଚିବ.
ଭଲ ହେଇଛି ଏବେ ଯେଉଁ ଉଦ୍ଧତ ହିରୋ ହିରୋଇନ ଅଛନ୍ତି ତାଙ୍କ ରଙ୍ଗ ଛାଡିଗଲା
Time corrects all 🙏
Manoj Mishra is a graduate from both NSD and FTII. He is a rare gem of Odisha.
ତାହେଲେ 5କୋଟି ଟଙ୍କାର ଚାଲେଞ୍ଜ ଏଇଠି ଦିଆଗଲା ନେଲେନି ?
ସାର୍ଟିଫିକେଟ ଓ ଜ୍ଞାନ ଦିଇଟା ଅଲଗା କଥା
@@bibhuduttagan7165 କଲେନି କାହିଁକି ନା ସେ ଜଣେ ଅଭିନେତା, ଜଣେ ନିର୍ଦେଶକ ନୁହନ୍ତି।
@@bibhuduttagan7165 se director nuha...actor
@@bibhuduttagan7165 se actor Jane director nuha 😏
@@bibhuduttagan7165 are angya..prathame etiki tah Jani nio kia director aau kia abhineta..kichi no Jani mudha manka bhali reply karuchanti 😂😂
ଆଉ ଓଡ଼ିଆ ସିନେମା ଚଳିବନି କାହାକୁ ଅଭିନୟ ଜଣ ନାହିଁ ଆଗ ଶିଖ ଶିଖ👍👍👍
Sikha nuha bhai story bhala heithiba darkare. Aue South movie copy baneiki movie karnahi.
South re ଗାଁ ର hero ଲୁଙ୍ଗି ଧୂତି ପିନ୍ଧିକି ବାହାରିବେ ଓଡ଼ିଆ ରେ 😂😂😂😂ଘର ଥିବା ଚାଳ but ପିନ୍ଧୀକି ବାହାରିବେ ସେକ୍ସି jeans 😂😂
😄😄😄😄😄
🤣
Hahaha
I support 100% to manoj mishra and akshay parija
Ottt
ବିତର୍କ ହେଉ ନିଶ୍ଚିତ ଆଗକୁ ଯିବ ଓଡିଶା ଚଳଚିତ୍ର
Perfect Monoj bhai , you are right ✅
ଶ୍ରୀତମ ଦାସ...... ଙ୍କ ପାଇଁ ପଦେ କହିବି ...
ଯଦି ତମେ କହିଲ ଯେ ଆମେ କାଇଁ South.. ସିନେମା ଦେଖିବା .... ତାହେଲେ ଷ୍ଟୋରୀ କାଇଁ copy କରୁଛ
ମୋନାଜ୍ sir ଆପଣଙ୍କ ଚିନ୍ତା ଧାରା ବହୁତ୍ ଭଲ.....,👍
Are bhai mu bi sabu bele eea kahi kahi halia
Thik kahuchha
Exactly
Sritam das bhalia hero thile Aahuri 100 cinema Hall close haejiba.
right
Bilkul bhai
Righty
Sambit,jyoti etcc.
Right se nijaku kemiti actor bhabuchi😆😃
ଜୟ ଶ୍ରୀ ରାମ , ଓଡ଼ିଆ ଫିଲ୍ମ ନ ଚାଲିବା ମୁଖ୍ୟତ କାରଣ ନୂଆ କାହାଣୀ ନାହିଁ ଅତ୍ୟଧିକ ବାତରା ଗୀତ ହିରୋ ହିରୋଇନ ଅଭିମାନ ଗର୍ବ ଅଧିକ ,ଲୋକ ମାନଙ୍କୁ ଭଲପାଇବା ନାହିଁ ଯଜେଶ ମାଧ୍ୟମ ରେ ଅଧିକ ବାତେରା ପ୍ରଶ୍ନ ପଚାରିବା ନିଜ ଜୀବନରେ ସଂସ୍କାର ନାହିଁ ,, ନୂଆ ହିରୋ ହିରୋଇନ୍ ନାହିଁ ସମାଜ ପ୍ରତି ସେବା ଭାବ ନାହିଁ ,ଆଉ ଆଜିକାଲି କେତେ ଶର୍ଟ ଭିଡ଼ିଓ ହେଲାଣି ,କେତେ ଭଲ ଫିଲ୍ମ ବି ବାହାରୁଚି , ଆଉ ଆଜି କାଲି ଲୋକ ମାନଙ୍କ ପାଖରେ ସମୟ ନାହିଁ ,ଆଗ କାଳରେ ମନୋରଞ୍ଜନ ଏତେ ନଥିଲା ହୋଲ ରେ ଯାଇଦେଖୁଥିଲେ ଆଜିକାଲି ହିନ୍ଦୀ ଫିଲ୍ମ ତେଲୁଗୁ ଇଂରାଜୀ ଫିଲ୍ମ ଆସୁଛି ଲୋକ ଦେଖୁଛନ୍ତି ,,ଭଲ ହିରୋ ଭଳ ହିରୋଇନ୍ ଭଳ କାହାଣୀ ଭଳ ଗୀତ ଥିବ କିଛି ମାତ୍ରାରେ ଓଡିଆ ଫିଲ୍ମ ଦେଖିବେ ଲାଗୁଛି,,,,,,,,ମୋ ମତରେ
Yes bro
କେତେକ କାରଣ ଯୋଗୁଁ ଆଜି ଏ ଅବସ୍ଥା ଓଡ଼ିଆ ଚଳଚ୍ଚିତ୍ର ର।୧.ଭଲ କଳାକାର ଆଉ ନାହାନ୍ତି ବେଶିରେ କାଳ ହୋଇ ଗଲେଣି ଆଉ କିଛି ଭଲ କଳାକାର ସିନେମା ଛାଡ଼ି ଅନ୍ୟତ୍ର ଚାକିରି କିମ୍ବା ଅନ୍ୟାନ୍ୟ ବ୍ୟବସାୟ ଓ ରାଜନେତା ରେ ଅଛନ୍ତି,ଓ କିଛି ବ୍ୟକ୍ତିଗତ ସମସ୍ୟା ଯୋଗୁଁ।୨. ନୁଆ କଳାକାର କୁ ନେଇ କପି ସିନେମା କରିବା ଓ ପରବର୍ତ୍ତୀ ମୁହୁର୍ତ୍ତ ରେ ଅଡିସନ ରେ ସେଇ ନୁଆ କଳାକାରମାନେ ଜଜ୍ ଭାବରେ କାର୍ଯ୍ୟ କରିବା ଆଦି କାର୍ଯ୍ୟ କରିବା ଯୋଗୁଁ ଓଡ଼ିଆ ସିନେମା ର ଅବସ୍ଥା କୋମାକୁ ଚାଲିଗଲାଣି।
2nd point was absolutely right 👍
2nd point 100%true
କେବଳ ନାରୀ ଲୋଭୀ କିଛି ନିର୍ଦ୍ଦେଶକ ଓ ପ୍ରଯୋଜକ ପାଇଁ ଆଜି ଓଡ଼ିଆ ସିନେମା ଏ ଦୁନିଆରୁ ହଜିଗଲା
ଥରେ ଇଜ୍ଜତ ହାରିଲା ପରେ ଆଉ ଥରେ ଫେରି ପାଇବା ଭାରି ମୁସ୍କିଲ.... କିଛି ଶସ୍ତା ନିର୍ଦ୍ଦେଶକ ଶସ୍ତା ଲୋକପ୍ରିୟତା ପାଇଁ ପୁରା ଓଡ଼ିଆ ସିନେମା ଜଗତ ଓ ଆଲବମ୍ ଜଗତ କୁ ବିକାଶ ର ଦ୍ୱାହି ଦେଇ ଚିରଦିନ ପାଇଁ ଅନ୍ଧାର ମଧ୍ୟକୁ ଠେଲି ଦେଇଛନ୍ତି।
RIGHT
Manoj, so nicely you have shared the crude truth , paradigm shift requires in the world of cinema in India.. Content & treatment needs to be revisited, retreated..
ମୁ ଯଦି 150 ଟଙ୍କା ରେ RRR 3D ରେ, ପୁଷ୍ପା, KGF, Brahmastra ଭଳି movie ଦେଖିପାରିବି ତାହେଲେ କାହିଁକି 150 ଟଙ୍କା ଖର୍ଚ କରିକି ବାବୁଶାନ ର ଛାତରୀଖିଆ movie ଦେଖିବି 😂😂 Odia movie ଦେଖିବା ଅପେକ୍ଷା OTT platform ରେ webseries ଦେଖିବା ରେ ମଜ଼ା ଆସୁଛି
Babusan teeth black haigalani
Yes it's true
You are absolutely right bro👍👍
Pura thik kathaa kahila bhaai.
Ye sabu paisa kameiba upre discuss karuchanti... success k piche maat bhago fst content lao failure hua na hua dine na dine recognition miliba like South industry ra maximum bhala film box office re failure
Whatever Manoj Mishra said is absolutely correct.
ଗରୀବ ମାନଙ୍କୁ ସାହାଯ୍ୟ କର। ସେ ବାଣ୍ଡ ଫିଲ୍ମ ବନେଇବା କିଛି ଦରକାର ନାହିଁ ।
Odia comedian prangya pelo
Amar film dekhiba darakar nai
Ek number Katha kahicha 😂😂
😂😂😂😀😀
Chakuli re keteta kana
କାକୁଳି ରେ କେତେ କଣ
Yes, Odia cinema needs real life content with good presentation & techniques,song & dance offcourse. Also it needs district level promotion as well as they must open small cinema halls in every corner in Odisha.
Yes
Manoj Sir can lead Revolution of Odia movie industry 🙏🏼🙏🏼🙏🏼
Yes he will
Yes
Right
ବାଳ ବିପ୍ଳବ କରିବ ସେ ତାହେଲେ ଅକ୍ଷୟ ପରିଜା ର ଆହ୍ବାନ ଗ୍ରହଣ କଲାନି କଣ ପାଇଁ ଏବେବି କପି କାହାଣୀ କରିବାକୁ justify କରୁଚି
@@RR-wp8jt Manoj sir director nuhanti se Jane actor..
ପୁରୁଣା ଫିଲ୍ମ, ଫିଲ୍ମଗୀତ ଭଲ ଲାଗେ ଆଜିବି ଯେତେ ଦେଖିଲେ ବି
କିନ୍ତୁ ଆଜିରଫିଲ୍ମ ଭଲ ଲାଗୁନାହିଁ,,,ଭଳ କାହାଣୀ ନାହିଁ ଭଳ ଗୀତ ନାହିଁ ଖାଲି ପଇସା ପାହିବା ଚକର
Manoj Bhai. Your thinking is perfect. We are audience we want this kind of movies according to your thought.
Yes, manoj bhai your thinking is perfect.
ଖାଲି ଅଲଗା ଷ୍ଟୋରୀ କୁ କପି କରିବ, ଓଡ଼ିଶାରେ କଣ ବୀର ମହାପୁରୁଷ ନାହାନ୍ତି, ଟଙ୍କା ଉପରେ କରି ପାରି ଥାନ୍ତ
Monoj sir saying 💯% correct
ମତେ ଲାଗୁଛି ଓଡ଼ିଆ ସିନେମା ରେ ଓଡ଼ିଆ କାହାଣୀ ର ଅଭାବଅଛି... ଆଉ ମୋର ଆଶା ଜଦି ଓଡ଼ିଆ ଉପନ୍ଯାସ ର ପୁସ୍ତକକୁ ପଢ଼ି ତାହା ସିନେମା ରୂପେ ରୂପାୟିତ କରିହୁଅନ୍ତା ...ତେବେ ନିଜର ମୈଳିକତା ପେରିପାଆନ୍ତୁ🙏🙏🙏
Thank you bro
ଆରେ ଭାଇ actually ସତ କଥା ଟା କଣ ମୁଁ କହୁଚି ଶୁଣ ଆଗରୁ ସମସ୍ତଙ୍କ ପାଖରେ smartphone ନଥିଲା ତେଣୁ ଆପଣ ମାନେ ଯାହା copy କରୀକି ଦେଖେଇଲେ ବି ଆମେ ଦେଖୁଥିଲୁ, ହେଲେ ଏବେ ସମସ୍ତଙ୍କ ପାଖରେ smartphone ଆଉ ସମସ୍ତେ social media ରେ active ଅଛନ୍ତି । ତେଣୁ ତମ ଚୋରି ଗୁଣ ଆମେ ଜାଣିପାରିଛୁ ଆଉ ସେଥି ପାଇଁ ଆମେ ଦେଖିବାକୁ ଯାଉନୁ 👍
Edit - ଆପଣ ମାନେ ସିନେମା ଆପଣଙ୍କ ବ୍ୟବସାୟ ପାଇଁ ବନାଉଛନ୍ତି ଦର୍ଶକ ମାନଙ୍କୁ କଣ ପସନ୍ଦ ସେଥି ପାଇଁ ନୁହଁ ତେଣୁ ଏଇ ଭଳି ପରିସ୍ଥିତି ଆଜି ଉପୁଜିଛି ।
Right 👍
👌👌👌👌👌👌👌👌👌👍👍👍👍👍👍👍
Thik kahicha bhai
Right
200% right bandhu
ଆମ ଓଡ଼ିଶାରେ ୧୦ କୋଟି ଖର୍ଚ୍ଚ କଲେ ମଧ୍ୟ ତାହାର କିଛି ମୂଲ୍ୟ ରହିବ ନାହିଁ । ଯେ ପର୍ଯ୍ୟନ୍ତ ସିନେଜଗତ ର ରୂପରେଖ ବଦଳି ନାହିଁ, ଅର୍ଥାତ ଜଣେ ଅଭିନତା ପ୍ରାକୃତିକ ଅଭିନୟ, ଜଣେ ନିର୍ଦ୍ଦେଶକ ଭଲ ନିର୍ଦ୍ଦେଶନା ଏବଂ ଆଧୁନିକ ଯୁଗର ଉପକରଣ ର ବ୍ୟବହାର ହୋଇ ନାହିଁ ସେ ପର୍ଯ୍ୟନ୍ତ ଓଡ଼ିଆ ସିନେମା ର ବିକାଶ କେବଳ ଆଶା କରାଯାଇ ପାରେ ।
ମନୋଜ ଭାଇ ସଠିକ୍ ଅନୁଧ୍ୟାନ କରିଛନ୍ତି...
ଯଦି ଆମ ଓଡ଼ିଆ ସିନେମା କୁ ହିନ୍ଦୀ ଓ ତେଲଗୁ ରେ ରେଲିଜ କରାଯାଏ ତା ହେଲେ ଆମ ଓଡ଼ିଆ ସିନେମା ଭି ଅଲ ଇଣ୍ଡିଆ ରେ ରାଜ କରନ୍ତା ଆମ ଓଡ଼ିଆ ରେ ସବୁ ଲେଖକ ମାନେ କିଛି ନୁଆ କରିବା କୁ ଚେଷ୍ଟା କରୁ ନାହାନ୍ତି ଖାଲି ତେଲଗୁ ହିନ୍ଦୀ କୁ ଡ଼ବିଙ୍ଗ କରୁଛନ୍ତି କିଛି ଅଧିକା ପଇସା ଲଗେଇ କି ସିନେମା କରନ୍ତେ ତା ହେଲେ ଅଧିକ ରୁ ଆଧିକ ଭାବରେ ହଲ ମିଳନ୍ତା
ପ୍ରଭୁ ଦେବା sir ଙ୍କୁ ଅନୁରୋଧ କରିକି ଓଡିଶା ନେଇକି ଆସନ୍ତୁ ଆଉ ତାଙ୍କ ନିର୍ଦସନା ରେ wanted କୁ ଓଡ଼ିଆ ରେ କପି କରନ୍ତୁ,,, ଆଉ ଗୋଟେ,,, ବଡି ବିଲଡର ଥିବା ହିରୋ ଖୁଜିକି ଆଣନ୍ତୁ,, ଓଡ଼ିଆ ଟୋକା,,, collage ରେ ମିଳିଯିବ,,, ଦେଖିବ କୋଟିଏ କଣ ଦୁଇକୂଟି ଇନକମ କରିବ,ମୁ ଗ୍ୟରେଣ୍ଟି ଦଉଛି,,, ଆଉ ତମେ ସେ ଅନୁଭବ ବାବୁସାନ ଅରିନ୍ଦମ କୁ ଆଣିକି 5କୋଟି ଖର୍ଚ୍ଚ କଲେ ବି କିଛି ଲାଭ ହବନି,, ଜୟ ଜଗନ୍ନାଥ 🙏
Right hele Odisha Re Bartaman Trend re Abhab Achhi
@@kishorson3553 ଭାଇ ଏ ହିରୋ ମାନଙ୍କୁ ଦେଖିକି ବୋର ଲାଗିଲାଣି,, ନୂଆ ପିଲାଙ୍କୁ ଚାନ୍ସ ମିଳିଲେ ଭଲ ହେବ
ଖାଲି ତ ଟଙ୍କା, ଆଉ ଟଙ୍କା ଦରକାର ରାବ ପକାଉଛନ୍ତି 🎤 ସୁପର ଷ୍ଟାର ହିରୋ ଙ୍କ ଯୋଗୁ ସିନେମା ହିଟ ହୁଏ, ଅନୁଭଵ, ଅରିନ୍ଦମ, ବାବୁସାନ, ସବ୍ୟସାଚୀ, କେବଳ ଫିଟ ସୁପରହିଟ ପାଇଁ
I am agree with Manoj sir
❣️❣️
Good statement by Akshay parija
Manoj sir thik kahile,,,, odia story ku bhala bhabare represent karo,,,,, heroin aau langla nacha hatao, love scene pura kamei dio.... Loka dekhibe Daman movi loka dekhibe,,, Ravan bi loka dekhibe,,,, aau a Allia hero ku sabu bahar karo sia kana aau pani ganatu mapa karantu
We need more producers and directors like monoj sir who really concerns for odia film industry. Please support monoj sir. Because of these stern people (directors) odia film will never grow or change
Please following are the points which may help Odia film industry to grow:
1)Bring stories from Odia culture and tradition(Story re Odia basana thiba darkar)
2)Go for a research with Odisa people in every corner what are their taste in stories.
3)Good Odia song with pure odia cultural and traditional words.
4)A good location as per the requirement of the story.
5)Good artists as per the requirement of the story.
6)Look for good script writer and story teller.
7)Background music should be ear catching.
8)Dialogue delivery should be odia culture and tradition and ear catching.
7)Do not copy, rather put some interesting ideas which should be new and odia touch.
8)Try for atleast 3 to 4 languages for the movie release.
9)Add few artist from different states which you are adding the movie language for the state.
10)Dressing of the artist should match with the story and culture of that language.
ପୁରୁଣା ଓଡ଼ିଆ ଫିଲ୍ମ ବହୁତ୍ ଭଲ ଥିଲା। ସେଥିରେ ପାରିବାରିକ ସିନ୍ ବହୁତ୍ ରହୁଥିଲା। ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଶ୍ରୁମୋଚନ, ଅଜିତ୍ ଦାସ ମିହିର ଦାସ, ଶ୍ରୀରାମ ପଣ୍ଡା, ଅଶୋକ ପତି, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲଙ୍କର ନିଖୁଣ ବାସ୍ତବିକ୍ ଅଭିନୟ ରହୁଥିଲା। ପୁରୁଣା ଫିଲ୍ମରେ ଓଡ଼ିଆ ଢେଗ,ରୁଢ଼ିର ପ୍ରୟୋଗ କରାଯାଉ ଥିଲା (ଯେମିତି ଶଶୁ ବୋହୂର କଳିରେ)। କିନ୍ତୁ ଏବେକାର ଫିଲ୍ମରେ ଓଡ଼ିଆ ଛାପ ଦେଖିବାକୁ ମିଳିନି। ପୁରୁଣା ଫିଲ୍ମର ସିନ୍ ରେ naturality ଥିଲା। ଭାଈ ହେଲା ଭଗାରୀ, ଲକ୍ଷ୍ମୀ ପ୍ରତିମା, ବସୁଧା, ରଣଭୂଇଁ, ଲକ୍ଷ୍ମଣ ରେଖା, ବାବୁ ପର୍ଶୁରାମ ଯୋର୍ ଯାର ମୂଲକ ତାର୍ ଇତ୍ୟାଦି ଫିଲ୍ମ୍ ଦେଖିବାକୁ ବହୁତ୍ ଭଲ ଲାଗୁଥିଲା। କିନ୍ତୁ ଏବେକାର ଫିଲ୍ମରେ ଓଡ଼ିଆ ଛାପ ନାହିଁ, ଲଭ୍ ସିନ୍ ଅଧିକ, ଫାାଇଟ ଅଧିକ, ପାରିବାରିକ ବହୁତ୍ କମ୍, କପି ଫିଲ୍ମ୍ ବହୁତ୍ ଦେଖିବାକୁ ମିଳୁଛି। ପୁରୁଣା ଫିଲ୍ମରେ ସବୁ ଚରିତ୍ରକୁ ଗୁରୁତ୍ବ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ହିରୋଙ୍କୁ ଅଧିକ ଗୁରୁତ୍ବ। ପୁରୁଣା ଫିଲ୍ମରେ ପରିବାରର ବାସ୍ତବିକ୍ ଚିତ୍ର ଦେଖିବାକୁ ମିଳୁଥିଲା। କିନ୍ତୁ ଏବେକାର ଫିଲ୍ମରେ ପ୍ରେମୀ ଯୁଗଳଙ୍କ ଉପରେ ଅଧିକ ଦେଖିବାକୁ ମିଳୁଛି। ସିନେମା ନିର୍ଦ୍ଧେଶକ ମାନଙ୍କୁ ଅନୁରୋଧ ପୁରୁଣା ଫିଲ୍ମ୍ ଦେଖି କିଛି ଶିଖନ୍ତୁ।
Mankada basichi dalo odia film mo balo re
bhai high quality camera aau best edit
Good points☝️agreed 👍
Need traditional story
ପୁରୁଣା ଫିଲିମ୍ ପରି କିଛି ,,,, ନୁଆ ଫିଲିମ ଗୋଟେ କରନ୍ତୁ ସମସ୍ତେ ମିଳି ମିଶି
Manoj bhai right ❤️
Akshay parija spoke point to point truth
Monaj sir is right
Manoj is a great gentle n educated person, sritum is a frustrated person 😡
ଓଡିଆରେ ଏବେ ଭଲ ହିର ନହାତି ସେଥି ପାଈ ଅଡିସନ ହବା ଦରକାର ,ତା ହେଲେ ଓଡିଆ ସିନେମା ଚାଲିବ
ଯେବେ ଓଡ଼ିଆ ନିର୍ଦ୍ଦେଶକମାନେ ଅନ୍ୟ କାହାଣୀ କୁ କପୀ କରିବା ବନ୍ଦ କରିଦେବେ ସେବେ ଯାଇ ଓଡ଼ିଆ ଲୋକ ଓଡ଼ିଆ ସିନେମା ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିବେ
ଥରେ ସୁଯଗ ମିଲୁ ଗାଁ ର ଟୋକା ମାନଙ୍କୁ ପୁରା ଧୂଳି ଉଡେଇଦେବେ........ Ei ପଚାରା hero ମାନଙ୍କୁ ନେଲେ ହେବେ ନି...
we don't want action like Puspa and RRR in odia cinema. we want story and it is the soul content of odia film industry.
You are right
Watch charitra
Manoj Mishra right 👍
I support akshya parija sir and Manoj sir ✨,they speak truth about odia industry
Manoj Mishra is right 👍👍👍
ଓଡ଼ିଆ ପରମ୍ପରା ଆଉ ଓଡ଼ିଆ ଭାଷା ଏବଂ ଓଡ଼ିଆ ସାହିତ୍ୟକୁ ଏଇ ଓଡ଼ିଆ ସିନେମା ବର୍ବାଦ କରିଦେଇଛି। ଆମ ଭାଷାର ଯଉ ମର୍ଯ୍ୟାଦା ସାହିତ୍ୟିକମାନେ ଆଣିଥିଲେ ତାକୁ ଏଇ ଚର ପଲ ସବୁ ମାରିଦେଲେ। ସେମାନେ ମନେ ରଖିବା ଦରକାର ଯେ ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଆଜିକାଲି ଯଉ ଅଭିନେତା/ଅଭିନେତ୍ରୀ ଆସୁଛନ୍ତି ସେମାନଙ୍କୁ କଳାକାର କୁହାଯାଇ ପାରିବନି। କଳାକାର ଆଗ ବାଛି। ପରେ ସିନେମା କରିବ। ଖାଲି ରଜ କୁଇନି କରି ହିରୋ/ହିରୋଇନ୍ ବାଛିବା ଅନୁଚିତ।
ଅନୁଭବ ମହାନ୍ତି ଙ୍କୁ ଫେରନ୍ତୁ ପୁଣି ଓଡ଼ିଆ ଚାଲିବ
Balo na se chora mg ta aniba darkara nai
Anubhav mohanty asiki sabu chodi pakeiba
Monoj sir's expertise analysis, certainty stand relevant
ପ୍ରଥମ କଥା, ଓଡ଼ିଶାରେ ସାଉଥ୍,ବାଙଗାଲୀ, ବିହାରୀ,ପୁରୈଛ ଶାଢ଼ୀ, ସାୟା ଠୁ କବାଡି ବାଲା ସାବଧାନ ଓଡ଼ିଶା ଜୟ ଜଗନ୍ନାଥ
Monoj sir actually Wright... 🙏💓🙏
ପରିଜା ବାବୁ ଫୁଟାଣିଆ ଓଡ଼ିଆ ସିନେମା ନିର୍ଦ୍ଦେଶ ଙ୍କୁ ଲଙ୍ଗଳା କରିଦେଲେ 😂😂😂😂😂😂
ଓଡ଼ିଆ ହିରୋ ହେରୋଇ଼ନେ ମାନେ ଇନ୍ଷ୍ଟଗ୍ରାମ ରେ ରୀଲ କରିଚାଲ
Manoj mishra actual fact bujhiparichanti...even he knows very well about ollywood industry
କିଛି ହବନି ଆପଣ କୋଟିଏ ଖର୍ଛ କଲେ ଅଧା ମଧ୍ୟ ଫେରି ପାଇବେନି ସେ ଭୁଲ କରନ୍ତୁ ନି
Right Manoj sir ❤️🙏
Manoj Bhai 🥰 n Akshay Sir 🥰
Raavan Asiba ollywood ପୁଣି ଉଠିବ ❤️
Mo bala uthiba
Correct speak Manoj Sir♥
ଅନ୍ୟ ଫିଲ୍ମରୁ କପି ପେଷ୍ଟ କଲେ ଆଉ କଣ ଉନ୍ନତି କରିବ। ଭଲ content ହେଇଥିଲେ ସିନା ଲୋକୋ ଦେଖିବେ।
Odisha re kana barshaku jete movie hauchhi apananku gote bi movie bhala laguni
କାହାଣୀ ନୂଆ ଦରକାର ।।।। ସେ କାହାଣୀ ସହିତ କୋଉ ଚେହେରା ଫିଟ୍ ହଉଛି ସେଇଟା ଆଗ ଡାଇରେକ୍ଟର ମାନେ ଦେଖନ୍ତୁ........ଖାଲି ସେଇ anuvab Mohanty.... Babushan Mohanty.......... ସେମିତି ହେଲେ ଓଡିଆ ସିନେମା ପୁରା ନଷ୍ଟ ହେଇ ଯିବ.............
ଓଡ଼ିଆ ସିନେମା ଖାଲି ବାବୁସାନକୁ କରିବାକୁ ଦଉଚ... ସେଥିପାଇଁ ଚାଲୁନି, ସିଦ୍ଧାନ୍ତ & ରଚନାକୁ ଗୋଟେ ସିନେମା କରିବାକୁ ଦିଅ, ଓଡ଼ିଆ ସିନେମା ହଲ Full haijiba... Ticket ବି black ରେ milibani
👍
Right
Se juga nahin aau bhai. Ebe Kara pila aau odia ku PA bhala paunahanti film Kn chaliba
Right
Yes 💯💯💯 loka aji bi miss karuchhanti
ଅକ୍ଷୟ ପରିଜା ଝିଅଙ୍କ ସହ ଖରାପ ସମ୍ପର୍କ ରଖି ଭିଡିଓ ଭାଇରାଲ
Video ଦେଖିବା ଆଗରୁ comments ପଢ଼ିବା ମୋ ଅଭ୍ୟାସ 🤣🤣🤣🤣🤣🤣🤣
ତମେ ତ ସବୁ ସୁନ୍ଦରତା ପଛରେ ପଡ଼ିଲ ଟ୍ୟାଲେଣ୍ଟେ ଥିବା ଲୋକଙ୍କୁ ଅକଟିଂଗ କରାଅ ସବୁ ଚାଲିବେ
Old is gold. i love you director Sanjay sir..
ଓଡ଼ିଆ ହିରୋ ଆଉ ହିରୋଇନ୍ ମାନେ ତ audition ରେ ଚକୁଳି ପିଠା ରେ କେତୋଟି କୋଣା ଗଣିବାକୁ ବ୍ୟସ୍ତ 😀😀😀😀😀😀😀😀
Right said Parijaa sir
Director should have that confidence in hir creation, so
S/he can make the producer sustained for future films...
Better Directors should borrow money from producers if they have the zeal & confidence of making good cinema
କାଳ୍ପନିକ ସିନେମା ନୁହଁ sir, ଜୀବନରେ ଘଟୁ ଥିବା ବା ଘଟିବାକୁ ଯାଉଥିବା ବିଷୟରେ ତିହାରୀ କରନ୍ତୁ.. କାହିଁକି ଲୁକେ ପସନ୍ଦ କରିବେନି....
you have to accept the truth, Manoj Mishra is absolutely right, changes has to be done to get the sucess.
ଇ ମାନେତ ଓଡିଆ ହୋଇ ବି ଓଡିଆ କଥା କହୁ ନାହାନ୍ତି
If you forget your own culture tradition then this thing happens................2nd thing is Odia peoples are not interested in Hard work(less creativity).....all are copy paste......
Content
Cinematography
Good Direction
Music
And main thing is star Cast ........ Revive ODIA cinema industry otherwise It will be ruined .......... People are more interested in TAMIL,TELUGU, KANNADA nd MALAYALAM Industries as well as HOLLYWOOD.......Jai Jagannath 🙏
Right katha kahile manoj sir🙏
1-ପୂର୍ବ ପିଢି ତାଙ୍କ ଆଦର୍ଶରେ କଳାକାର ଗଢି ପାରିଲେନି କି ଏମାନେ ଶିଖି ପାରିଲେନି?
2- ଅନଭିଜ୍ଞ ଅଯୋଗ୍ୟ ମାନଙ୍କୁ ପ୍ରାଧାନ୍ୟ
3- କିଛି ଲାଳାୟତ ନିର୍ଦେଶକ ପ୍ରୟୋଯକ
4- କପି ପେଷ୍ଟ
5- ଅଭିନୟ ର ଅ ଅକ୍ଷର ଜଣା ନ ଥିବା କଳାକାର ମାନଙ୍କ ଦବଦବା
6- ପାରିବାରିକ ଷ୍ଟୋରି ର ଅଭାବ
7- ସ୍ମୃତି ମଧୂର ସଙ୍ଗୀତ ର ଘୋର ଅଭାବ
8- କିଛି ଭଲ ପୁରୁଣା କଳାକାର ମାନଙ୍କ ରାଜନୀତି ରେ ମନ
9- ମାତ୍ରାଧିକ ଶଶ୍ତା Reality show
10 - ଫଳ ସ୍ୱରୂପ ସୁନାର ଚଢେଇ ଉଡେଇ ଦେଇ ଏମାନେ ଗୀତ ବନେଇବେ ଓଷଦ ନେଇଆ ଜାନିଆ ଓଷଦ ନେଇଆ, ବେଲିଆ, ଜାନିଆ
ଏଠି ପ୍ରଯୋଜକ,ଅଭିନେତା, ନିର୍ଦେଶକ ରହିଲେ ଆଉ ଦୁଇ ଜଣ ରହିବା ଦରକାର୍ ହଲ ମାଲିକ ଓ ଦର୍ଶକ ତାହେଲେ ଠିକ୍ feedback ମିଲିଥାନତା.
I support akhaya sir and monoj sir.....101%
Very good clarification 👌
Manoj Mishra is from NSD national school of drama ,tapas sargharia 10th fail that’s the difference
କେମିତି ଜାଣିଲ ?
Right
who told you this ?? If it's true
Doesn't matter....
rajanikanta was a bus conductor....but who cares. he is a superstar.
Tapas sargharia ro Sabu cinema super hit.....
@@pdlite4101 Rajanikant aau tapas sargharia kahaku kaha saha compare karucha bhai
1.ଗାଉଁଲି ଚଳଚ୍ଚିତ୍ର କରନ୍ତୁ , ହେରୋ କୁ ହାପ ପ୍ୟାଣ୍ଟ, ହିରୋଇନ୍ ଙ୍କୁ ସାରୀ ପିନ୍ଧାନ୍ତୂ.... ଯେମିତି ଆମେ ଓଡ଼ିଆ ଲୋକ ଘରେ ସବୁ ବେଳେ ହାପ୍ ପାଣ୍ଟ ପିନ୍ଧି ଥାଉ ବାହାରକୁ ଗଲେ 👖, ଚପଲ, hero honda , scoter pari gadi use karantu, ଧଳା ଆମ୍ବାସେଡର କାର,ଶଗଡ଼ ଗାଡ଼ି ,ସାଇକଲ use Karantu...
2. ଚାଳ ଘର ,ଝୋଟି,ଓଡ଼ିଆ ପିଠା ,ଓଡ଼ିଆ ପର୍ବ, ଚାଳ ଉପରେ କଖାରୁ ଗଛ , ଲାଉ ଗଛ ଲଟେଇ ଥିବ ଏପରି original , ନଦୀ, କୁପ,ଓଡ଼ିଶା ର ସବୁ ଡିଷ୍ଟିକ ର ନାଚ ରଖନ୍ତୁ ଯେମିତି ସାନ୍ତାଳୀ,ସମ୍ବଲପୁରୀ,,..
3. ପାରିବାରିକ ଫିଲ୍ମ , ରିଲିଷ୍ଟିକ୍ ଫିଲ୍ମ ବାନତୁ,ଦେଶପ୍ରେମ , ଓଡିଆ ସଂଗ୍ରାମୀ ଙ୍କ biography ,india vs pakistan ,Raw agent ,
4. ଓଡ଼ିଆ ଶବ୍ଦ ର ବ୍ୟବହାର,ଯେମିତି କି
ଇସକୁଲ, ଗେଞ୍ଜି, (ଚେନି,ମୁଢ଼ି,ଚୁଡ଼ା)ଏସବୁ କୁ breakfast re ବ୍ୟବହାର କରନ୍ତୁ,(ପଖାଳ,ପିଆଜ, ସଜନା ଶାଗ)launch re karantu,
୪.. ସ୍କ୍ରିପ୍ଟ ପାଇଁ online re ଆବେଦନ କରିବା କୁ କୁହନ୍ତୁ....ଯେମିତି କି ସାର। ଓଡ଼ିଶା ର ପିଲା ଙ୍କ ମନ ରେ ଓଡ଼ିଆ ରେ ଲେଖକ ହେବା ର ମନ ଭାବ ଜlଗିବା ଓ ଏପରି କରିବା ଦ୍ୱାରା ପ୍ରେଖ୍ୟାଳୟ ରେ ଦର୍ଶକ ସଂଖ୍ୟା ବି ବଢିବ।
୫.ମୁ ଗୋଟେ ସୁନ୍ଦର ବିଷୟ ଲେକିଚି ,କେହି ଯଦି ଇଛୁକ ଅଛନ୍ତି ଆପଣ ମତେ contact kari ପାରିବେ।
biswanathkathua143@gmail.com
ଧନ୍ୟବାଦ୍ ,
ଜୟ ଜଗନ୍ନାଥ
କପି କରିବା ବନ୍ଦ କରନ୍ତୁ
Aare bhai copy matter nuha
@@SANTOSH12312 matter ta Kan kuha
Industry band heijau
Copy kale bi acting t k bi dhanga re Karunahanti.
Manoj sir correct✅✅✅✅ 🙏🙏🙏
just love how they wait for their turn😇
ଏ ଆଲୋଚନା ରେ ସିଦ୍ଧାନ୍ତ ସାରଙ୍କୁ ସାମିଲ କରିବାରଥିଲା. ହୁଏତ ସିଏ କିଛି ଭଲକଥା କହିଥାନ୍ତେ.
( Gangs of puri ) live example of best quality direction.
Akhaya parija saying 100%right
Gangs of puri one of the best story.
Mana katha kahi dela bhai
Only Tollywood actress 💗🙏😘😘😘😘
Ollywood industry needs new face with new directors...
Like Rakesh Samal young and dynamic director
Yes bit first need new and unique story
South ସି ନେମା ଲୋକ ପସନ୍ଦ କରିବାର କାରଣ ହେଲା.. ତାଙ୍କର ଷ୍ଟୋରୀ ସମ୍ପୂର୍ଣ ନୁଆଁ ଥାଏ... ଟାଙ୍କ ଇଣ୍ଡଷ୍ଟ୍ରି ରେ ଯେତିକି କଳାକାର ଅଛନ୍ତି ସମସ୍ତଙ୍କୁ ଫ୍ଲିମ ରେ ଜାଗା ଦିଅନ୍ତି... South ର ସମସ୍ତ କଲାକାର ମାନଙ୍କର fitness, ଭଲଥାଏ makup ଭଲ ଥାଇ.. ଆହୁରି ବହୁତ କଥା ଅଛି ଲେଖି ପାରିବି ନାହିଁ
ପ୍ରଥମେ କପି କରିବା ଛାଡ
ଦ୍ବିତୀୟରେ ଓଡିଆ ଭାଇ ଭଉଣୀ ମାନେ ବହୁତ ଶୀକ୍ଷିତ ହୋଇଗଲେଣୀ
Wait Daman asuchi
I totally agree with Manoj Mishara . 100 % correct
Akshaya Sir said perfect thing director need to step up take the responsibility
And Current gen audience require cinematic feel raw feel in the movies, which we lack in Odia film industry. Get that feel audience will be back for sure.
just look at gangs of puri, audience are looking forward to taking subscriptions just for that and that show's first look and trailer did show up the cinematic feel the rawness of the story.
Good to see some directors did understand what audience want and I do see audiences returning to see Odia movies in future
Manoj sir 🙏very good 👍clarification
Right bro
ମୋ ଜୀବନ କୁ ନେଇ, ଏକ ସିନେମା ତିହାରୀ କରନ୍ତୁ, ଆପଣ ଦେଖିବେ ଓଡିଶା କେବଳ ନୁହଁ ଦେଶରେ କମ୍ପିବ..
Producers of ollywood are bit hesitant to invest even 1cr. for a film.this shows the potential of our heroes...At this point of advancement in every aspect,our heroes are not even able to dance,fight and look stylish than how can you expect the industry to prosper?all the actors are responsible for the downfall of ollywood..they should first introspect and make themselves worth of getting a budget of 1cr.
ଓଡ଼ିଶା ତ ସବୁଥିରେ ପଛରେ ,ପଇସା ବାଲା ଲୋକ ଥିଲେ ସିନା ପଇସା ଖଟେଇବାକୁ
It's Odia cinema association's authority & responsibility to sit with state govt. & Pressurise them to make popular Odia cinema & culture as well as open new Odia cinema halls in every corner.
ମନୋଜ ବାବୁ ଆପଣ ନିଜେ ଗୋଟିଏ ସିନେମା କରି ଦେଖାଅ ଆମ ଓଡିଆ ଜାତିର ବାସ୍ନା ଥିବା ଦରକାର ପର୍ଯୋଜନ କର ଆମେ ଜାଣିବା ଆପଣ ଜଣେଇ ଦିଅନ୍ତୁ ପ୍ରକୁତ୍ ଘଟଣା କଣ
We are missing that authentic Odia touch in everything
Exactly
Even in your comment 😅