News Fuse 03 DEC 2024 | ଶବ୍ଧ ମତ | ଅପନ୍ତରିଆ ରାସ୍ତା | ଫ୍ୟୁଜ୍ Views
HTML-код
- Опубликовано: 7 фев 2025
- The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents the small but realistic issues faced by the general audience in a semi-comical manner. This show acts like a moral police for Odisha citizens.
#NewsFuse #OTVNewsFuse ଫ୍ୟୁଜ୍ ବିତର୍କ : ସାଉଣ୍ଡ ପଲ୍ୟୁସନ୍ ର କାରଣ କ'ଣ ? | ଭୁବନେଶ୍ୱର | ଚୌଦ୍ୱାର ||
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଏଇ ଲୋକଙ୍କର କିଛି କ୍ଷଣ ଖୁସି ପାଇଁ ଲୋକଙ୍କର ଜୀବନ ଯାଉଛି ହେରି ଜୟ ଜଗନ୍ନାଥ ଆପଣ ହିଁ ଭରସା ପ୍ରଭୁ 🙏🏿🙏🏿🙏🏿
ବହୁତ ବହୁତ ଧନ୍ୟବାଦ otv my favourite pogrom ❤❤❤ ଏମିତି fuews ଆଣି ଥିବାରୁ ବହୁତ ବହୁତ ଧନ୍ୟବାଦ
Yes ମଉସା ଏକଦମ୍ ଠିକ୍ କହିଛନ୍ତି ❤❤❤dj ଶବ୍ଦ ବନ୍ଦ ହେବା ଦରକାର ❤❤❤
ଏହା ନବୀନ ସରକାର ର ଶାସନର ରାସ୍ତା❤ 24 ବର୍ଷର ରାସ୍ତା
Handia majhi kan gandi dei jaichi ki...??
ଅପେକ୍ଷା କର ଓଟିଭି ଏମିତିକା ବିକାଶ ଆଉ ପାଞ୍ଚବର୍ଷ ପରେ ଦେଖେଇବ ଦେଖିବା ତମ ଆଖି ସେତେବେଳେ ଅନ୍ଧ ହଉଚି ନା ଦେଖାଯାଉଛି
Ham sab pdj❤❤❤❤❤
ଏଇ ଗାଁର ଵେବସ୍ତା ଦେଖି ମତେ ବହୁତ ବଡ କବିତା ଲେଖିବାକୁ ଇଚ୍ଛା ହଉଛି
ଧାନ ବିଲ ଖସ ଖସ
ଏଇଟା ଆମ ନୂଆ ବିକାଶ
ତମେହିଁ ଆମ ନେତା ପ୍ରକାଶ
ବଉଳଲୋ
ତମେ ଏତେ ଲୁଟିଲ
ଆମକୁ ତମେ କିଛି ନଦେଲେ
ନିଜ ପକେଟ ଗରମ କଲ ଶେଷରେ ତମେ ମଲ
ନାରଣ sir ଆପଣଙ୍କୁ ଥଣ୍ଡା ହେଇଛି ଔଷଧ ଅଣ 🙏🙏🙏🙏
ଆମ ଟାଙ୍ଗୀ ସାଲେପୁର ବିଧାୟକ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି ଦେଖିବା ସେ ଲୋକମାନଙ୍କର କେତେ ଉନ୍ନତି ହଉଚି
ଓଡ଼ିଆ ଯୁବ ପିଲା ନିଜର ବିଚାର ଧାରା କୁ ବଦଳାନ୍ତୁ , ତୁମେମାନେ ଟିକେ ଧ୍ୟାନ ଦିଅନ୍ତୁ ବୃଦ୍ଧ ଲୋକଙ୍କ ଅବସ୍ଥା , ଆଜି ଯୁବା ଆଓ ପର ସମୟ ବୃଦ୍ଧ , ଟିକେ ବିଚାର କରନ୍ତୁ
ଭାଇଙ୍କର କଥା ବାର୍ତା ଠିକି ନାଇଁ ସେଈନା କହୁଛନ୍ତି ଡିଜେ ବନ୍ଦ କରିବା ପାଇଁ ସେଈନା କହୁଛନ୍ତି ମଜା କରୁଛ ତମେ ଭାରି ମଜାଳିଆ ଭାଇ ତମେ
Nice presentation👌
Narayan🙏
Sabu Neta Mane Samane 🤝💐🚩
ଶବ୍ଦ ପ୍ରଦୂଷଣ କୁ ରୋକିବା ପାଇଁ ବହୁତ ଆଇନ୍ ଅଛି ହେଲେ ବିଡମ୍ବନାର ବିଷୟ ମାନୁଚି କିଏ ନା ମନଉଚି କିଏ
Good morning sir ❤❤❤
ହଁ ମଉସା ଠିକ କହିଲେ ପିଲା ମାନଙ୍କର ସଉକ ସେଥିପାଇଁ ନିଜେ ମରୁଛନ୍ତି ଆଉ ଅନ୍ୟ ଜଣଙ୍କୁ ମାରୁଛନ୍ତି ଏଇଟା ହଉଛି ସଉକ 🤣😂🤣
ଆ ପ୍ରତି sir @mohan majhi nka drusti deba uchit
୨୪ବର୍ଷର ନବୀନ ବିକାଶ ଦେଖେଇଲ ଭଲ ଲାଗିଲା
Pradhan mantri Sadak.
Nabina jal sakti yajna😂@@BadboySunil-x8b
ଏମିତି ଗାଁ ଓଡ଼ିଶାରେ ବହୁତ୍ ଅଛି।କୋଟି କୋଟି ଟଂକାର ବଜେଟ୍ କୁଆଡେ଼ ଯାଉଛି,ଭାବ। ସବୁ ଖାଇ ପୁଣି ଦରମା, ଭତ୍ତା ପେନସନ ବଢ଼ାଇବାକୁ ଦଳ ମତ ନିର୍ବିଶେଷରେ ସ୍ଵାର୍ଥପର ବିଧାୟକମାନେ ଦାଵୀ କରିବା ଦୁର୍ଭାଗ୍ୟଜନକ।
Bhai aapanakar deha susta rahile mu bhuta Khushi hebi
ଯାହାହଉ ନାରଣ 5ଟିର ଅସଲ ବିକାଶ କେଉଁଠି ହୋଇଚି ଆମେ ଆଜି ଦେଖିବାକୁ ପାଇଲୁ ଆଖି ଖୋସିହୋଇଗଲା ବାଃ
ନାରଣ ତେମେ ଜେଉ କାର ଦେଖଉଖିଲସେ ଶିବଙ୍କ ଗଜେଇଟଣାଧୁଆ😊😊😊😊😊😊
Jay Jagannath ⭕‼️⭕
ନାରଣ ଭାଇଙ୍କର ଦେହ ଭଲ ନାହିଁ ବୋଧେ ସେଥି ପାଇଁ ଆଜିର episode re ପୁରୁଣା voice ନାହିଁ
God bless you to your family sir 🙏
Naran Bhai ❤❤❤❤❤
Narana bhi deha valakredea Jay gajanntha 🙏🙏
Get well soon.
ଗାଡ଼ିରେ ଦୁଆଁ ସାର ମହାଦେବ ଅଛନ୍ତି
ଗଞ୍ଜେଇ ଦୁ,,,,,,
ଆଦିବାସୀ ହୁଅନ୍ତୁ କି ଅନ୍ୟ ଜାତି ସରକାରୀ ଜମି, ଗୋଚର ଜବର ଦଖଲ କରି ରହିଛନ୍ତି, ସେମାନଙ୍କ ନିଜ ପୈତୃକ ସଂପତ୍ତି ଅଛି କି ନାହିଁ କ'ଣ ପାଇଁ ପଚାରୁ ନାହାଁନ୍ତି?,ବିଲ ରାସ୍ତା ଦେଖେଇଲେ ଆର ପଟରେ ନାଳ ବନ୍ଧ ଦେଖା ଯାଉଥିଲା ତାକୁ କ'ଣ ପାଇଁ ଦେଖେଇଲେ ନାହିଁ?
❤❤❤❤😊😊😊😢😢😮😮
Bhai episode jaldi sarigala mu bahuta dukha
ନାରାୟଣ ଟିକେ ଭଉଣୀ ମାନଙ୍କୁ ପଚାରନ୍ତୁ ଯେ ତାଙ୍କ ବାହାଘର ବେଳେ DJ ବାଜି ନଥିଲା କି?
Bhai mu AA panku bahuta mana pauchi
Bhai Tama sarakara achi tame kara
ଏଇ ହଉଛି ଆମ ଓଡ଼ିଶା ନବୀନ ଓଡ଼ିଶା 😂
Good evening
Bhai namaskra a panakar deha kharapa achi mu dukha karuchi namaskra
୨୫ବର୍ଷର ବିକାଶ ବିଜେଡି ସରକାର
ଏଇଟା ବୋଧେ BMC ର ନୂଆ ଗାଡି ସେଥିପାଇଁ ମଶାମାରିବା ପାଇଁ ଏଵେ ଗାଡି BMC ଵାଲା ଦେଇଛନ୍ତି ଲୋକଙ୍କ ପାଇଁ ଏଇଟା ଆମ ସେବା 😂🤣😂
ye madam manka barajatri re DJ ! kai pacharilani 😂😂😂😂😂😂
Sir,ei DJ katha kahaku kahibe ethi pua bahaghara re bapa ra jeevan chali jauchhi. Aau kauthi stage upare bara ra jeevan chali jauchhi.. Samaste sabu janibi tathapi mrg pain Dj
bahut important. Kahaku kn kahibu..Jay Jagannath 🙏🙏🙏
Hrusi sir aapnka helth bodhe kharap achhhi aapnka tone ru jana paduchi , so please take medicine & take rest 🎉 get well soon sir 🙏😊
24 ବର୍ଷର 5t ବିକାଶ
sound pollution bartaman samajara young manankara eka byadhi. Smoke pollution angulre badhichalichhi tike dekhantu.
Naraña Bhai namaskra thanda heichi ki namaskra
Kan narana bhi thanda haegaki voice basejaechi
Narana eahi rasta ti ku biso prasidh ghosana karajau
ମିଳେ ନୁହେଁ ଡିଜେ।
Mu kahuchi kharapa bhabibeni namaskra
Government kana action nela kahibe next episode re.
Naran ku tika thanda hoechiki
Eahi gramaku biswo prsidh kariba pai sarakari babu prsasana milita bhabe chesta kalabele . Narana sandh pureidela
Narana bhi rasta Nala news fuse bandehaegeba au ama kan dakhiba😅😅😅
Narano nku tike thonda hai jai chi au....😅👍
Ready😂
ନାରଣ ର କଣ୍ଟ କଣ ହେଇଛି . iss
Flying jet sound at Jashipur Mayurbhanj now
100 dina ra bikash
Dj bond hoboni jao😂😂
Bijuli Setu 😅
Rasta nathiba jaga ti ama odisa re ta ? mote kahin biswas houni karana odisa pa abe bishwa prasiddha
Aaji Kali ro saundo motarasaikelore Do Do Dododoa saundo Lako ku Birattire pakauchi, 🧠🧠🧠🧠🧠🧠🧠🧠👨👩👧👦👨👩👧👦👨👩👧👦👨👩👧👦👨👨👧👦👨👨👧👦👩👩👧👦👩👩👧👦👩👩👧👦👩👩👧👦👩👩👦👦👩👩👦👦