News Fuse 02 DEC 2024

Поделиться
HTML-код
  • Опубликовано: 31 янв 2025

Комментарии • 103

  • @blcreationbs1020
    @blcreationbs1020 2 месяца назад +30

    ଆଳୁ ମନ୍ତ୍ରୀ ଯୋଉ ବାଇଟ ଦେଉଛନ୍ତି ସେ ଟା ଦେଖେଇବନି 😂 ବିଜେପି ଭକ୍ତ ଚ୍ୟାନେଲ 😅 ସ୍ଵାଧୀନତା ଦିବସ କି ଜୟ 👏

    • @adhirdas6315
      @adhirdas6315 2 месяца назад

      ତାକୁ ଦେଖେଇଲେ ଚ୍ୟାନେଲ ବୁଡିଜିବ , ନାରଣ ର ଚାକିର ପଳେଇବ

    • @RanjitKingal
      @RanjitKingal 2 месяца назад +2

      ଯୋଗାଣ ମନ୍ତ୍ରୀ ଯଦି ଆଳୁ ମନ୍ତ୍ରୀ, ନବୀନ ବାବୁ ପେଳ ମନ୍ତ୍ରୀ ଥିଲେ, ସେହିଥି ପାଇଁ ପାଣ୍ଡିଆନ ଙ୍କ ହାତରେ ଓଡିଶା କୁ ଟେକିଦେହିଥିଲେ l

  • @ashokkumardas6003
    @ashokkumardas6003 Месяц назад +5

    ନାରଣ କୁ ଓଡ଼ିଶା ର ଆଳୁ ସମସ୍ୟା ଦେଖା ଯାଉ ନାହିଁ, ସେଇ Naveen Babu ନାହାନ୍ତି ବୋଲି ଆଜି ଓଡ଼ିଶା ଗରିବ ଲୋକ ଟି ସାଧାରଣ ଆଳୁ ପାଇଁ ମରୁଛି, ପଦ୍ମ କଣ ତାଡୁଛି,
    ଆଉ ରହିଲା ଗୁପ ଚୁପ୍ କଥା, Naveen Babu ଙ୍କ ର ଦି ଟା ଗୁପ୍ ଚୁପ୍ ରେ ପଦ୍ମ ର ଏତେ ଫlଟିଲାଣି, ଆଠ, ଦଶ ଟା ଖାଇଥିଲେ ପଦ୍ମ full ଚେତା ବୁଡ଼ି ଯାଇ ଥାଆନ୍ତା

  • @ritikasahu1268
    @ritikasahu1268 2 месяца назад +33

    Khali Naveen Naveen heiki tama dina jauchhi abe tama BJP work ku asichhi development kemiti kariba seita chinta nahin BJD pachare padiki tama dina jiba

  • @143Susanta
    @143Susanta Месяц назад

    କୃଷ୍ଣ ସାର ଏମିତିକା ରାଗୁଛନ୍ତି ମାନେ ଆଜି ସବୁ ଅଫିସର ବଳି ପଡିବେ ଜୟ ଜଗନ୍ନାଥ

  • @shrinibassahoo2668
    @shrinibassahoo2668 Месяц назад +4

    କଣ ରେ ନାରଣ ବର୍ଷା ଯୁଆଡେ ଛତା ସିଆଡେ ନା କଣ ବା ବା ରେ ନାରଣ

  • @143Susanta
    @143Susanta Месяц назад

    ଜୟ ଜଗନ୍ନାଥ ଏମିତିକା ଦୁସ୍ୟ ମୁଁ ଆଉ ଦେଖି ପାରୁନି ନବୀନବାବୁଙ୍କର ସାର ଆପଣ ସବୁବେଳେ ଆମ ହୃଦୟରେ ରହିବେ ହେଲେ ସମୟ ସବୁ ବଦଳାଇ ଦେଲା 😭😭😭😭😭

  • @BhubaneswarBehera-nr8ir
    @BhubaneswarBehera-nr8ir Месяц назад +5

    ସବୁ ଗାଲୁଆଯଉଁଦିନ ମରିଥିଲେ ସେହିଦିନ ସୁବାଷ ଜନ୍ମହୁଇଥିଲା 2029 ରେ ପରିଣାମ ଆଉଥରେ ଜଣାପଡିବ.

  • @MahantaKamal-g3f
    @MahantaKamal-g3f Месяц назад +7

    ହଁ ମ ସେଇଥିପାଇଁ ଆଳୁ ଆଜି 80 ପାର ପିଆଜ ରସୁଣ କଥା ନକହିବା ଭଲ ଆମର ପା ଡବଲ ଇଞ୍ଜିନ୍ 😂😂😂

    • @soumyaranjanbarik4734
      @soumyaranjanbarik4734 Месяц назад

      ଇଏ ହେଉଚି ଟ୍ରେଲର୍ ମାତ୍ର ଆଗକୁ ପିକଚର୍ ବାକି ଅଛି

  • @143Susanta
    @143Susanta Месяц назад

    ଏମିତିକା ଗୁପଚୁପ ଖାଇବା କେବଳ x cm ମାନେ ନବୀନ ବାବୁ ଏମିତିକା କେବଳ ଖାଇପାରନ୍ତି ଜୟ ଜଗନ୍ନାଥ

  • @alakagouda8351
    @alakagouda8351 Месяц назад +1

    Bhai Powe jaiki b Lokal photo uthauchanti that is the power

  • @AbdulHossain-o4g
    @AbdulHossain-o4g 2 месяца назад +11

    I love bjd ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @prakashkumarjena.babusan.n3760
    @prakashkumarjena.babusan.n3760 2 месяца назад +4

    ଜୟ ଜଗନ୍ନାଥ ଜୟ ବିଜେପି ❤️❤️❤️🎉🎉🎉🎉

  • @SanjuktaSahu-r3p
    @SanjuktaSahu-r3p 2 месяца назад +6

    Alu kg 50 jai bjp jai modi

  • @rajeshbastia5492
    @rajeshbastia5492 2 месяца назад +10

    November 26 swadhinata dibas kebe hela tike fuse kari be ki sir....

  • @krishnaprasadrath
    @krishnaprasadrath Месяц назад

    Bahut sunder fuse.🙏 Jai ♥️🇮🇳🔥 Hind 🙏

  • @ganeshpanigrahi5866
    @ganeshpanigrahi5866 Месяц назад

    ସାମାଜିକ ସୁରକ୍ଷା ଓ ଉନ୍ନୟନ ପାଇଁ ବାସ୍ତବରେ "ନ୍ୟୁଜ ଫ୍ୟୁଜ" କାର୍ଯ୍ୟକ୍ରମଟି ଓଟିଭିର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ ଅଟେ...

  • @soumyaranjanbarik4734
    @soumyaranjanbarik4734 Месяц назад

    ଯାହା ନହେଲା ବାଲ୍ୟକାଳେ ତାହା ହେଲା ବୃଦ୍ଧ ବେଳେ ଯାହା ହଉ ଏତେ ଦିନପରେ ଗୋଟେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଲା(ନବୀନ ବାବୁଙ୍କ ଗୁପଚୁପ୍ ଖାଇବା)

  • @BoidyanathDigapuria
    @BoidyanathDigapuria Месяц назад

    Jay Jagannath ⭕‼️⭕

  • @Purnachandra-f8t
    @Purnachandra-f8t Месяц назад

    ଭଲ ଲାଗିଲା 👍👍

  • @143Susanta
    @143Susanta Месяц назад

    ହଁ ସୁବାସ ଭାଇ ଖାଅ ନ ଖାଇଲେ କେମିତିକା ବଳ ମିଳିବ ମିଟିଙ୍ଗରେ ରଡି ଛାଡିବା ପାଇଁ 🤣😂🤣 ଏଵେ ଖାଇଲେ ଆଗକୁ ବହୁତ ଶକ୍ତି ମିଳିବ ଲଢ଼ିବା ପାଇଁ

  • @swadhinsamal519
    @swadhinsamal519 Месяц назад +2

    ସୁଭାଷ ଭାଇ ଯାହା କହିଲେ ଠିକ??

  • @aiswaryapanigrahi1077
    @aiswaryapanigrahi1077 2 месяца назад +4

    ନାରଣ ଭାଇ ସୁବାସ ଭାଇ ଠିକ୍ କହୁଛନ୍ତୀ

  • @AbdulHossain-o4g
    @AbdulHossain-o4g 2 месяца назад +1

    Naveen patnaik❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @CHIKUN.CREATION.1234
    @CHIKUN.CREATION.1234 Месяц назад

    ପାଣ୍ଡିଆ ବାବୁ ଗଲା ପରେ ଏବେ ଗୁପଚୁପ୍ ହିଁ ସାହା ଭରଷା । କାରଣ ଓଡିଆ ଖାଦ୍ୟ ନଖାଇ ନବୀନ ବାବୁ ହରିଗଲେ ।😢

  • @SukantaMajhi-h3o
    @SukantaMajhi-h3o 2 месяца назад +1

    ଏତେ ଦିନ ପରେ ମୟୁରଭଞ୍ଜ କଥା ମନେ ପଡିଲା!

  • @dillipjena5818
    @dillipjena5818 Месяц назад

    ପାଣ୍ଡିଆନ ନେଇଥିବା ଲୋକଙ୍କର ଆବେଦନ ପତ୍ର ଗୁଡ଼ିକ କେତେ କାର୍ଯ୍ୟ କାରି କରିଛ ସୁବାଷ ଭାଇ ଉତ୍ତର ରଖନ୍ତୁ ।

  • @bidyadhardeep432
    @bidyadhardeep432 Месяц назад +3

    Nobhembar 26 swadhinata dibasa narana jhada khai ki patha padhichi 😂😂😂

  • @pruthirajjena8970
    @pruthirajjena8970 2 месяца назад +3

    ଦୁନିଆର ସବୁଠୁ ବଡ ଗାଲୁଆ ସୁବାଷ ବାବୁ ।

  • @prasantapattanaik862
    @prasantapattanaik862 2 месяца назад

    ଥିଲାବେଳେ କହୁଥିଲେ,ଗଲା ପରେ କହିଲେ, ପୁଣି ଆସିଲେ କହିବେ। ବିଜେଡିକୁ ମ। ବିଜେପି ଏତେ ସୁନା? ମାଁ କୁ ତାର ପିଲାମାନଙ୍କ ଦୋଷ ଦେଖାଯାଏ ନାହିଁ।ଏହା ସ୍ବାଭାବିକ। ଓଟିଭି ସେମିତି। ନବୀନ ସରକାର ର ବିକାଶ ଦେଖା ଯାଉନି, ବିଜେପି ର , ମୋଦୀଙ୍କ ସବୁ ବିକାଶ ଦେଖାଯାଏ। ଯେମିତି ସବୁ ଭଲ। ଦରଦାମ୍ ଠୁଁ ଧରି ଅଛେ ଦିନ ଯାଏ।

  • @prasantapattanaik862
    @prasantapattanaik862 2 месяца назад

    କହନ୍ତି ଯେତେ, ନୁହନ୍ତି ସେତେ। ସୁବାସ ଭାଇଙ୍କ କଥାମ।😀😀😀😀

  • @sunilkumarbarik6234
    @sunilkumarbarik6234 2 месяца назад +1

    ଓଟିଭି ବିଜେପି ର କୁକୁର

  • @lutumohanta5628
    @lutumohanta5628 2 месяца назад +3

    Navin patna yak is gart

  • @gourangsahoo5108
    @gourangsahoo5108 2 месяца назад +1

    OTV ର ଦେଖିକି ଫାଟୁଛି

  • @bikrampiroi4588
    @bikrampiroi4588 2 месяца назад

    Jay jagannath ye pandu padachata jay jagannath🎉🎉🎉

  • @gangadharbeshra4621
    @gangadharbeshra4621 2 месяца назад

    ହଁ ଭାଇ! ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ମିଠା ଖାଇ ଖାଇ ଆଉ ପାଟିରେ ମିଠା କଣ ପଶୁଛି, ତେଣୁ ଖଟା ପାଣି ତ ପାଟିରେ ପୁରାଇବା ଥୟ।😮😮😮

  • @jagannathmaharana1414
    @jagannathmaharana1414 2 месяца назад

    ସୁବାଷ ଭାଇଙ୍କ କଥା ଶୁଣି ନାଗିଲା ଛତରଖିଆ (ଗାଳି) ଶବ୍ଦ ଟା ସୁବାଷ ଭାଇ ତଥା ବିଜେଡି ବାଲା ଙ୍କୁ ଉପାଧି ଭଳି ନାଗୁଥେଲା । ସେଥିପାଇଁ ଓଡିଆ ଅସ୍ମିତା ଟା ବିଜେଡି ବାଲା ଙ୍କୁ ଭା...ରି ପଡ଼ିଲା। ନାରଣ ଭାଇ ଙ୍କୁ ଅନୁରୋଧ ଛତରଖିଆ ଶବ୍ଦର ଉତ୍ପତ୍ତି ବିଷୟରେ ଯଦି ଟିକେ ବ୍ୟାଖ୍ୟା କରିଦେବେ ତାହେଲେ ମତେ ନାଗୁଛି ଆମ ଯୁବପିଢି ନିଶ୍ଚିତ ଭାବେ ଭବିଷ୍ୟତରେ ପ୍ରମାଣ କରିଦେବେ "ଏ ଜାତି ଏବେବି ବଞ୍ଚିଛି।"" ଯାହା ଗତ ନିର୍ବାଚନରେ ହେଲା।(ବିଶେଷ ଦ୍ରଷ୍ଟବ୍ୟ:ପାଣ୍ଡିଆନ ସଭାର ଛତ୍ର)

  • @SoumyAnkita
    @SoumyAnkita Месяц назад +1

    Media house hei ki ପକ୍ଷପାତିତା କରନି. Tama maalika nkara ghaita bjp re boli kichhi bi dekheiba. Aau to mohan majhi jou ଭାରତ ଲେଖି ଜାଣିନି। କାହାକୁ ବି ଉତ୍କଳ ମଣି କହି ଦଉଚି?

  • @anjanadeo7899
    @anjanadeo7899 Месяц назад

    🎉

  • @SatyanandaMallik-vc6us
    @SatyanandaMallik-vc6us Месяц назад +1

    Galua alu mantri ra vidio t k dekhani nabin sairnku like bhala paanti boli ate vida

  • @143Susanta
    @143Susanta Месяц назад

    ସୁବାସ ଭାଇ ମିଠା ଖାଉନାହାନ୍ତି କଣ ପାଇଁ ମୁଁ ଜାଣିଛି କାରଣ ତାଙ୍କର ଦଳ ଥିଲା ବୋଲିତ ମିଠା ଖାଉଥିଲେ ଆଉ ଦଳ ର ଯୋଉ ଅବସ୍ଥା ଯଦି ମିଠା ଖାଇବେ ଅବସ୍ଥା ଅଧିକା ଖରାପ ହେଇଯିବ

  • @PramodBal
    @PramodBal Месяц назад

    ଏଟା ପାଗଳ

  • @indiramishra8521
    @indiramishra8521 Месяц назад

    Jaleswar gobarghatta re tanki re pani chalu hauni pls kichi karantu 🙏ame pani pain bahut hairan hauchu😢

  • @garenafreefire6658
    @garenafreefire6658 2 месяца назад +1

    26 november re independence day
    apanaka studio re observation kaleni ta
    New independence day for Mohan Majhi 😅😂🤣

  • @hemantdas3383
    @hemantdas3383 Месяц назад

    Otv kebal bjp ra support karuchi

  • @DIPAKDHAR-nc8xe
    @DIPAKDHAR-nc8xe 2 месяца назад +1

    Ja hau 24 years pare public samna re pani Puri khau chhanti
    Aau ri achhi 5 years dekh kan hau chi 😂😂😂😂😂😂😂😂😂😂😂😂😂

  • @HaldharSuna-b1q
    @HaldharSuna-b1q 2 месяца назад

    Bjd 7 ପାଜିଁ ରୁ ଗଳାଣି ଆଉ ଉଠି ପାରିବ ନାହିଁ ଏ ସବୁ ଦିବା ସପନ

  • @sujitkumardey47
    @sujitkumardey47 2 месяца назад +1

    Bjb apa prachara karini au kn karichi narana tame bodhe bjp thu tanka khaucha

  • @subhaprasannasahoo8948
    @subhaprasannasahoo8948 Месяц назад

    Otv❌ Modi official news✅ 2 tankaa paile nija bapara rabi fuse karidebe 😂

  • @rabindrahansdah4855
    @rabindrahansdah4855 2 месяца назад +1

    20 barsahela mu dekhichi ghatyrasta amtihin talimorajay

  • @RashmiraniBehera-vu2lz
    @RashmiraniBehera-vu2lz Месяц назад

    Hm hm tuma pain au thare election habanaa au😂😂😂

  • @Good-go-d5r
    @Good-go-d5r Месяц назад

    Nabin jay hau.

  • @whatisthis1900
    @whatisthis1900 2 месяца назад +1

    CMC ra se sub meyor Basti ra mahila.....ta salary stop kara.....she is use less.....0 delivery....she is a very bad cheap example for current youths.

  • @bindusagar4773
    @bindusagar4773 Месяц назад

    subbhsha babu bjd bjp katha nuhe .apnha journey katha kahile sarma lagiba katha

  • @BidyadharPuhan-v3n
    @BidyadharPuhan-v3n 2 месяца назад +1

    Tuma cm fuse dia

  • @sudhansukumarbal3419
    @sudhansukumarbal3419 2 месяца назад

    Good evening

  • @hariharadas5512
    @hariharadas5512 2 месяца назад +1

    Tuma ra mohan sir khatha tike kuha

  • @TukunaJena-u4j
    @TukunaJena-u4j Месяц назад

    Hairenaran bhid Dekhi otvfusra jaluchi

  • @whatisthis1900
    @whatisthis1900 2 месяца назад +1

    tela mara Subhash Sing au kebe sunu pampudii kini paribani...........😂😂😂😂😂😂😂

  • @MRpopkisss
    @MRpopkisss 2 месяца назад

    Lastvideo ❤❤❤

  • @prabhat.mohantymohanty.pra5881
    @prabhat.mohantymohanty.pra5881 2 месяца назад

    Good night

  • @Subasdas123
    @Subasdas123 Месяц назад

    Param.galua

  • @sanjayabhoi2742
    @sanjayabhoi2742 2 месяца назад

    BJP Bala sabu michha chhada au kana jana

  • @pranatibalasahoo3662
    @pranatibalasahoo3662 2 месяца назад

    First time Pani Puri khauchhanti bodhe Naveen sir

  • @deepakdas1073
    @deepakdas1073 2 месяца назад +1

    Tama katha re hasa laguni... Eyaa laguchi je tame badhya re bjp wala nka chapal chatucha... Nahele salary milibani.. 😂

  • @chinmaypanda430
    @chinmaypanda430 Месяц назад

    Only bjp news channel otv mohana majhira fuse dakhuna ??

  • @SoumyAnkita
    @SoumyAnkita Месяц назад

    Mohana ku dekheile besi fuse aasiba .. besi views aasiba re dhana

  • @SoumyAnkita
    @SoumyAnkita Месяц назад

    And what about your so called chief minister, jiye kahtha kahi sikhini ebe jaen

  • @RajeshKumarSingh-o8z
    @RajeshKumarSingh-o8z 2 месяца назад

    Not interested this episode.... When you watching against Nabin Sir

  • @anilkumar-jp8yb
    @anilkumar-jp8yb Месяц назад

    Bjp birodhare thare news fuse Kara bhai

  • @MRpopkisss
    @MRpopkisss 2 месяца назад

    Mu pagala hei jibi😂

  • @saddamhusssien7378
    @saddamhusssien7378 Месяц назад

    Ketna mil raha he bjp se tum logo ko paisa jo Etna support kar rahe ho BJP ka

  • @sujitkumardey47
    @sujitkumardey47 2 месяца назад

    Odhis basi bhabuthibe kn bhabuchhanti ..kede bada bhul kari dei chhanti bjb ku bhot dei

  • @babanchandrarout7420
    @babanchandrarout7420 2 месяца назад +1

    ebe tuma party kn karuchiki

  • @RajuRana-op7lt
    @RajuRana-op7lt 2 месяца назад

    Agaku gala seikatha kahucha laja laguni

  • @am-yk5is
    @am-yk5is Месяц назад

    Otv bjp gulam

  • @babanchandrarout7420
    @babanchandrarout7420 2 месяца назад +2

    tume kn jama aou kn maga

  • @RanjanJena-i6z
    @RanjanJena-i6z 2 месяца назад

    A otv bjp support news fuse karucha dala support kn pani karucha

  • @Jagannath-m2x
    @Jagannath-m2x 2 месяца назад

    Sar na narana😂😂😂😂

  • @sujitkumardey47
    @sujitkumardey47 2 месяца назад

    Otv chanel au tama ku kharap lagiba katha....gote Legend cm nku troll karucha....tanka goda tale sari haba ki tame mane...

  • @hariharadas5512
    @hariharadas5512 Месяц назад

    Galuanka barabari chhasa jaha tama Chanel sehia

  • @sujitmohanchaini201
    @sujitmohanchaini201 2 месяца назад

    Madare gupchup chakana karantu😂😂😂😂

  • @StarNiran
    @StarNiran 2 месяца назад

    😂

  • @Rahul-n2m3z
    @Rahul-n2m3z Месяц назад

    Subhash vai muha tana. Chora muha magia ku Ed red karajau. Subash property kete achhi

  • @BalramGouda-i3b
    @BalramGouda-i3b 13 дней назад

    Hanu hanu khai chale wski tike mari dei

  • @143Susanta
    @143Susanta Месяц назад

    ଏମିତିକା ଗୁପଚୁପ ଖାଇବା କେବଳ x cm ମାନେ ନବୀନ ବାବୁ ଏମିତିକା କେବଳ ଖାଇପାରନ୍ତି ଜୟ ଜଗନ୍ନାଥ

  • @anjanadeo7899
    @anjanadeo7899 Месяц назад

    🎉

  • @pusparaninayak7784
    @pusparaninayak7784 Месяц назад

    😂😂😂