GITI NATYA - JOGAJANMA // ଗୀତିନାଟ୍ୟ - ଯୋଗଜନ୍ମା // ଆମ ପୁରାଣ ଆମ ସଂସ୍କୃତି ପରିବାର କଳାକାର

Поделиться
HTML-код
  • Опубликовано: 19 сен 2024
  • ନମସ୍କାର ଦର୍ଶକ ବନ୍ଧୁ ,ମୁଁ ଆପଣ ମାନଙ୍କର RUclipsr ଵିଷ୍ଣୁ ପ୍ରସାଦ ବେହେରା(ପ୍ରସାଦ ଭାଇ) ଛେଳିଆ କଣିହାଁ ଅନୁଗୋଳ । ମୋ - 8249527724 ,Email id - b. lic790@gmail. com । ଆପଣ ମାନଙ୍କୁ ମୋର ଏହି New RUclips ଚାନେଲ Prasadstudio ,PrasadTV ,Khanti Odia Danda Nacha ଏବଂ Prasad bhai odia kirttan କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ Prasad studio (ପ୍ରସାଦ ଷ୍ଟୁଡିଓ) , Prasad TV (ପ୍ରସାଦ ଟି ଭି ) , Khanti Odia Danda Nacha (ଖାଣ୍ଟୀ ଓଡ଼ିଆ ଦଣ୍ଡ ନାଚ) , Prasad Bhai odia Kirttan ( ପ୍ରସାଦ ଭାଇ ଓଡ଼ିଆ କୀର୍ତ୍ତନ) କୁ Subscribe , like , share and Comment କରନ୍ତୁ । ଜୟ ଜଗନ୍ନାଥ ।
    ବି. ଦ୍ର. :-
    ( ମୋ youtube ଚାନେଲ ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ,ପାଲା, ଘୁଡୁକି, ଦାସକାଠିଆ,ସଂକ୍ରିର୍ତ୍ତନ, ମେଳାମହୋତ୍ସବ,ଅଷ୍ଟପ୍ରହରି, ଯାତ୍ରା, ହୋମ ଜଜ୍ଞ,ପରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକମାତ୍ର ପ୍ରୟାସ । ଯେ କୌଣସି ଜାତି କୁ ନେଇ ନୃତ୍ୟ ପରିବେଷଣ କରିବା କିମ୍ବା ଗୀତ ରଚନା କରିବା ମୋ Chanel ର ଉଦ୍ଧେଶ୍ୟ ନୁହେଁ କେବଳ ଟିକିଏ ମନୋରଞ୍ଜନ କରିବା ଉଦ୍ଧେଶ୍ୟ ରେ ମୋର ଏହି Chanel ତେଣୁ ଆଉ କାଳ ବିଳମ୍ବ ନ କରି ସମସ୍ତ ଦର୍ଶକ ବନ୍ଧୁ subscribe,like, share, comment କରନ୍ତୁ )
    ତଳେ ଦିଆ ଯାଇ ଥିବା Link କୁ ଟଚ୍ କରନ୍ତୁ....
    / @prasadstudio8149
    / @prasadtv149
    / @khantiodiadandanacha-...
    / @prasadbhaiodiakirttan...

Комментарии • 1

  • @RanjuBishnuLifestyle
    @RanjuBishnuLifestyle День назад

    Very very nice acting 🎉🎉🎉🎉 love ❤❤❤you 🎉🎉🎉🎉