This medical a kidney chori sambalpu case high court order for close this third class medical govt take 5 crore per month by health department haii mohan where
Hn praya hospital re emiti karu chhanti se prati dusti dia jau, rogi nku valare treatment karajau personal clinic kari valare dekhu chhanti but hospital valare rogi nku dekhu nahanti
Salute the reporter first aue pare see jhia ku dhanyawad jie sata ku loka ka samna ku anila . Emiti kitchi private medical treatment name re business kahuchanti. Govt ku sabu medical test, treatment, doctor checkup pai fix price kariba katha private hospital aue Clinic pai. Jai jagannath ❤
@@ajaysahoo2009BJP government purbaru government budget ra tanka kuade jae bhagwan ku jana . Health care re 25 year hela kichi kala nahi gote dina re change hei jiba
ବହୁତ ଦିନ ପରେ ଜଣେ ସଚଟ ସାମ୍ବାଦିକ ଙ୍କୁ ଦେଖିଲି ❤
Yes
ଏହି ମିଡିଆ ବାଲାଙ୍କୁ ବହୁତ ଧନ୍ୟବାଦ୍ ଏବଂ ଏ private medical ବାଲାଙ୍କୁ ପୋଡିଦିଅ
BJP sarkar Ki kuha.. Doctors Bhagwan nka Pari..
Right kahila mo bhai👏
Bond hoba darkar
@@SkSabir-n9z To Maa 60Age Re delivery Heba jadi Sei Doctor hi karibe... Bond Heigale to maa ra 60age re chhua delivery kie Kariba?
amar rourkela re amiti haspital ku bandha kari dia
ଧନ୍ୟବାଦ ରିପୋର୍ଟର ଙ୍କୁ ବହୁତ bhal କାମ କରୁଛନ୍ତି
Ooomm
O
ଧନୀୟ ବାଦ୍ ଏ news ଚାନେଲ କୁ,,, Focus plus no1 ଚlନେଲ
ମିଡ଼ିଆ ଭାଇ ଙ୍କୁ ହୃଦୟରୁ ଧନ୍ୟବାଦ
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି ଏ ଦିଗରେ ନିଜେ ଦୃଷ୍ଟି ଦେବାକୁ ଅନୁରୋଧ 🙏
Right
Mohan Majhi soichhanti
@@sambitsambit5840 ଖବର ତାଙ୍କ ପାଖରେ ପହଞ୍ଚିଲେ ସେ ନିଶ୍ଚୟ ପଦକ୍ଷେପ ନେବେ । କାରଣ ସେ ଜଣେ ଭଲ ଲୋକ । ବାକି ତାଙ୍କୁ ତାଙ୍କ ଦଳ ଚାପମୁକ୍ତ ରଖି କାମ କରିବା ପାଇଁ ସୁଯୋଗ ଦେବା ଦରକାର । ତାଙ୍କୁ ଚାପମୁକ୍ତ ରଖିଲେ ସେ ଓଡିଶାର ବହୁତ୍ ଉହ୍ନତି କରିବେ ।
@@sambitsambit5840Naa Bhai Palanka Sebare thibe
Kemiti drusti deba mohon babu remote ra power button ta au jananka hatare
ଗୋଟିଏ ନିୟମ ଦରକାର, ରୋଗୀ ହସ୍ପିଟାଲରେ ମରିଗଲେ, ଗୋଟେ ବି ଟଙ୍କା ପେମେଣ୍ଟ ହେବନି 🙏
Sansarore kehi Amor boro paiki asini somoste dine moribe.bhoyonkor sansarore gotie muhurt jodi bholore ochho bhagwan ku dhonyobad deba kotha jibono ro kichhi guarantee nahin sansarore.
Bohut volo kotha te kohile agyan ❤❤❤❤❤
Thik katha
Amiti heba darkar
a guarrenty konosi doctor debe nahi...✍️
Odisha ke anta reporter darkar👍♥️🥰🙏
ମିଡ଼ିଆ ଭାଇ ମାନଙ୍କୁ ହୃଦୟରୁ ❤ ଧନ୍ୟବାଦ୍।🙏
ଆପୋଲୋ ହସ୍ପିଟାଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।
ବିଦ୍ୟୁତ୍ ବିଭାଗ ସମୁଚିତ କ୍ଷତି ପୂରଣ କରନ୍ତୃ ଓ ଜଣକୁ ଚାକିରି ମିଳୁ।
ଏ ଆପୋଲୋ ମେଡିକାଲ ବିରୋଧ ରେ ଆଘରୁ ଅନେକ ଥର ଏମିତି ହେଇଛି ଏବେ ବି ହଉଛି ଏ ଶଳା ମେଡିକାଲ କୁ ଓଡିଶା ସରକାର ବନ୍ଦ କରନ୍ତୁ
ଜୟ ଜଗନ୍ନାଥ 🙏🙏🙏🙏🙏
Nihati evali hospital band heba darkar
Hospital ବନ୍ଦ solution nuhe bhai
Strict Law and Action darkar..
Doctor b dariba darkar before cheating any patient.
ଏମିତି ମିଡିଆ ବହୁତ ବହୁତ ଧନ୍ୟବାଦ
ମିଡ଼ିଆ ଭାଇ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍,, ସେମାନଙ୍କୁ,ଏବଂ ତାଙ୍କର କଳା କାରନାମା କୁ ଆଇନୀ ର ଆଖି ଆଗକୁ ଆଣନ୍ତୁ,,। ଏ ଗରିବ ଲୋକ ମାନେ ମୁକ୍ତି ପାଇବେ ଆଉ ବଞ୍ଚିଯିବେ,, ନିଶ୍ଚିତ,,🙏🙏🙏🙏🙏
Thank you thank you very much this media is very good
ସବୁ pvt hospital, school, college କୁ ବନ୍ଦ କରାଯାଉ
Nice
Impossible... Because It's all about the politicians.
Yes
Maridele mo jiju knu
Hmm
ଏ ଭଳିଆ ହସ୍ପିଟାଲ ବନ୍ଦ କରାଯାଉ
Close the hospital I request u government
Please close this type of hospital
This medical a kidney chori sambalpu case high court order for close this third class medical govt take 5 crore per month by health department haii mohan where
Banda ku hospital achi.
Please closed this type of hospital in Orissa we requested to Bjp Government
Salute to Reporter best emiti hin Sabu sata samna ku anantu ♥️♥️
ବହୁତ୍ ବହତ୍ ଧନ୍ୟବାଦ୍ ଦେବି ମିଡ଼ିଆ ଭାଇ ମାନଙ୍କୁ ଏମିତି ଏ news କୁ ପୁରା viral କରା ଯାଉ କି ଆମ ସରକାର ପାଖରେ ପହଞ୍ଚିବ ଓ ସେ ପରିବାର କୁ ନାୟ ମିଳୁ । ଜୟ ଜଗନ୍ନାଥ 🙏🙏🙏
ଆପୋଲ ହସ୍ପିଟାଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର
Kim's v bahut lutuchhi
bholo treatment dorkar to...bholo poisa b dei pariba dorkar...au
@@user-wv4mg1hm1h କେତେ ଲକ୍ଷ ନେବ
ମାତ୍ର ୨୮ ଦିନରେ ମୋଠୁ ୨୫ ଲକ୍ଷ ଟଙ୍କା କିମସ ନେଇଛି ମୋ ସ୍ୱାମୀଙ୍କ ଚିକିତ୍ସା ପାଇଁ
ଶେଷରେ ଭେଣ୍ଟିଲେଟର ରୁ ଖୋଲି ମାରି ଦେଲେ ମୋ ସ୍ୱାମୀଙ୍କୁ
ଏ ସବୁ ମେଡିକାଲ ଖାଲି ଭଲ ପଇସା ନେଇ ଜାଣିଛି
@@soudaminiswain7045Amriii Hospital Bhiii Bahi
Right bro but ur mindset is wrong @@user-wv4mg1hm1h
Appala hospital ପୁରା ଦଲାଲ୍ କରୁଛି ଆଉ ବହୁତ୍ ଲୁଟ୍ କରୁଛି
Right
ତେବେ ଯାଇକି ଡକ୍ଟର ମାନେ ସବୁ ଜିନଷ seriously Handle କରିବେ
Kims , amir sabu thaka
Right
Thanks for the awsm reporting, Mr .Vikas please intiate #BlacklistApollohospitalBhubaneswar
ଏମିତି ମିଡ଼ିଆ ଭାଇଙ୍କୁ ଧନ୍ୟବାଦ 🙏
ରୁଗି ମରି ଗଲେ ପଇସା ଦିଆଯିବନି କିଛିବି.
ଏଇ ନିଅମ ଲଗା ଯାଉ ସବୁ ହସ୍ପିଟାଲ ରେ.
ଧନ୍ୟବାଦ ଗଣମାଧ୍ୟମ ଭାଇ ମାନେ.
Bahut badhia doctor pura chesta Kariba rogi ku banchaiba pain
Aau kn tama bapa debe medicine doctor charge…
ରିପୋଟର ଭାଇଙ୍କୁ ବହୁତ ଧନ୍ୟବାଦ 🙏🙏
Report ra Bhai ku Dil se namaskar
ହସ୍ପିଟାଲ ବନ୍ଦ କରାଯାଉ
ମିଡ଼ିଆ ଭାଇ ତୁମକୁ ଧନ୍ୟବାଦ ଏ ଭଳି ମେଡିକାଲ ଉପରେ ଆଇନ ଅନୁଯାଇ କାର୍ଯ୍ୟ ନୁଷ୍ଠାନ ନିଆ ଯାଉ 🙏
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିବେ ହେ ମହା ବାହୁ
ଧନ୍ୟବାଦ ଭାଇ ବହୁତ ବଡ଼ କାମ କରିଛନ୍ତି
ସବୁ ମେଡିକାଲ ରେ ଏମିତି କରୁଛନ୍ତି
ଶଳା ହାରାମି doctor ମାନେ... Black list କରାଯାଉ ଖୁବ ଶୀଘ୍ର. ମୋହନ ବାବୁ ଙ୍କୁ ଅନୁରୋଧ.
Not doctor the management
Hn praya hospital re emiti karu chhanti se prati dusti dia jau, rogi nku valare treatment karajau personal clinic kari valare dekhu chhanti but hospital valare rogi nku dekhu nahanti
Doctor maghia nku mara mo Banda doctor
@@PramodBhoi-m7k Tama mentality Tama Katha ru jana paduchi 👏
ଏମିତି ମିଡ଼ିଆ ଭାଇଙ୍କୁ ଧନ୍ୟବାଦ । ମିଡ଼ିଆ ଭାଇଙ୍କୁ କୋଟି କୋଟି 🙏🙏🙏 ନମସ୍କାର
Salute the reporter first aue pare see jhia ku dhanyawad jie sata ku loka ka samna ku anila .
Emiti kitchi private medical treatment name re business kahuchanti.
Govt ku sabu medical test, treatment, doctor checkup pai fix price kariba katha private hospital aue Clinic pai.
Jai jagannath ❤
Pvt hospital ବନ୍ଦ କରାଯାଉ
Mohan sarkar ଲୋକଙ୍କ ଦୁଃଖ ବୁଝ. ନ ହେଲେ ଲୋକଙ୍କ ଲୁହରେ ଭାସିଯିବ. ହାଏ ଲାଗିଯିବ
se banda ta bujiba.
Bjp ba dhani loka ra dukha bujhe.
@@ajaysahoo2009BJP government purbaru government budget ra tanka kuade jae bhagwan ku jana .
Health care re 25 year hela kichi kala nahi gote dina re change hei jiba
@@ajaysahoo2009tame tike bujhi dauna sir
@@BiswaJeet-r1xKhira Khiaa Kuni Chuaa Ekoisiaaa Bodhe🤬🤬🤬🤬
ବିଜେପି ସରକାର ଦୟାକରି ଏହିଭଳି ହସ୍ପିଟାଲକୁ ବନ୍ଦ କରିଦିଅନ୍ତୁ
ମିଡ଼ିଆ ଭାଈ ଙ୍କୁ ମୋ ତରଫ ରୁ ହୃଦୟରୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤
Such type of Hospital should be black listed.
କିଛି ଶୁଣିବା ଦରକାର ନାହିଁ ପ୍ରଥମେ ମେଡିକାଲ କୁ ଭାଙ୍ଗି ଦିଅନ୍ତୁ and ସିଧାସଳକ doctornku ବି ମାରି ଦିଆଯାଉ
I am from Jharkhand but I understand odia language ❤
मीडिया बाला को बहुत बहुत धन्यवाद ❤❤❤
Thank you report vie god bless you 🙏 sach ki jeet hogi god sacha log ke saat hote hee
ମିଡ଼ିଆ ଭାଇ ତୁମକୁ ମୋ ହୃଦୟରୁ ଧନ୍ୟବାଦ 🙏🙏🙏👍👍
Reporter bhainku.... Dhanyabad amiti bhala report anithibaru .... 🙏🙏🙏
The government should take strong action.
Thikarucha bhai thanks 👍👍
@focusplus
ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଭଳି ସାତ ଘଟଣା ସାମ୍ନା କୁ ଅନ ଆମେ ମାନେ ସବୁ ବେଳେ support କରିବୁ ❤❤
ଆମେ ମାନନୀୟ ମୋହନ ସରକାର ଙ୍କୁ ଅନୁରୋଧ କରୁଛୁ ଯେ, ସବୁ ବେସରକାରୀ ହସ୍ପିଟାଲ ମାନଂକର ଦୁର୍ନୀତି କୁ କଡା ନଜରରେ ରଖାଯାଉ. ଜନସାଧାରଣ ଙ୍କୁ ସୁରକ୍ଷା ଓ ତାଙ୍କର ଅଭିଯୋଗ ତୁରନ୍ତ ସମାଧାନ କରାଯାଉ. ଧନ୍ୟବାଦ. ଜୟ ଜଗନ୍ନାଥ. ଜୟ ଓଡିଶା.. ଜୟ ମୋହନ ସରକାର.
Applo କୁ bsky କାର୍ଡ ସୁବିଧା withdraw କରାଯାଉ ।
ଧନ୍ଯବାଦ ମିଡିଆ 😢😢😢
1st time se sambadik bhai nku salute jie ki khulam khula right katha kahuchhanti
ବହୁତ ବହୁତ ଧନ୍ଯବାଦ reporter ଭାଇ। ଏମିତିକା କାରନାମା reveals କରିଥିବାରୁ।❤❤❤❤❤
ପ୍ରାୟତ ବହୁତ୍ private hospital ଏମିତି କରନ୍ତି । ତାଙ୍କର ପ୍ରଥମ ଚିନ୍ତା କଳେ ବଳେ କୌଶଳେ କିଭଳି ଅଧିକ ରୋଗୀ ବା ତାଙ୍କ ସମ୍ପର୍କୀୟ ଲୁଟିବା ଏହା ସମସ୍ତେ ଯାଣନ୍ତି କିନ୍ତୁ ଏଭଳି hospital ବିରୁଦ୍ଧରେ ସରକାର୍ କୌଣଷି strong action ନେଉନାହାନ୍ତି ।
ମିଡିଆବଲାକୁ ଧନ୍ୟବାଦ୍
ସରକାର ତୁରନ୍ତ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ଓ ଅଭିଯୋଗ କାରିଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରନ୍ତୁ ।ଯଦି ଅଭିଯୋଗ ସତ୍ୟ ହୋଇଥାଏ ନିଶ୍ଚିନ୍ତ ମେଡିକାଲ ର ଲାଇସେନ୍ସ ରଦ୍ଦ କରନ୍ତୁ ।
କିଛି ହେବ ନାହିଁ ରେ ଗରିବ ଲୋକଙ୍କ କଥା ବୁଝିବ କିଏ, ଲୁଟିକି ଖାଇବାକୁ ସରକାର୍ ବସିଛି, ସମସ୍ତେ ସମସ୍ତଙ୍କୁ joint. Health minister ବାଳ କରିବ,
Veri good reporter brother
ଧନ୍ୟବାଦ୍ ରେପୋଟର ଭାଇ ଏଭଳି କାମ କରିଥିବାରୁ
bahut bahut dhanyabad media bhainku.
ଏମିତି ହସ୍ପିଟାଲ କୁ ବନ୍ଦ୍ କରାଯାଉ।ସରକାର ଯଦି କୌଣସି ପଦକ୍ଷେପ ନ ନେବେ ପଥର ଛ଼ାଟି ଭାଙ୍ଗିଦିଅ।
Govt must interven immediately and take action
ସାମ୍ବାଦିକ ଭାଇ ଗ୍ରେଟ salute 😢
News wala ko bahut bahut dhanyawad
Medias are doing good work ❤❤❤❤❤❤❤❤❤❤ thanks media brother ❤❤❤❤❤
Thanks
Dhanyawad Satya bhai
ବହୁତ କେସରେ ଆପୋଲ ହସ୍ପିଟାଲ ଲୋକମାନଙ୍କୁ ଠକୁଛି ତା ବିରୋଧରେ ଦୃଢ କାରଯ୍ୟାନୁଷ୍ଠାନ ନେବା ଦରକାର
ଧନ୍ୟବାଦ ରିପୋର୍ଟ ଵାଲା ବହୁତ ଧନ୍ୟବାଦ
ଏ ହସ୍ପିଟାଲ ସିଜି କରାଯାଉ
Thankyou reporter bhai good job
BSKY card ବିଜେଡି ସରକାର ଅମଳରୁ ସରକାରୀ ଦଳର ଚାନ୍ଦା ର ମାଧ୍ୟମ ହୋଇ ଆସିଛି !!! ରାଧେ ରାଧେ ତମର ଅଧେକୁ ଆମର ଅଧେ! !! ଏବେର ସରକାର ସେ ସୁଯୋଗ ହାତଛଡ଼ା କରିବେ କାହିଁକି !!!
ମିଡ଼ିଆ ଭାଇ ଧନ୍ୟବାଦ
ସତରେ ବହୁତ ଟଙ୍କା ଲୁଟ୍ ହେଉଛି । ରୋଗୀ ମୃତ୍ୟୁ ବରଣ କରିସାରିବା ପେର ମଧ୍ଯ ଖାଲି ଟଙ୍କା ଆଉ ଟଙ୍କା । ଆମେ ମଧ୍ୟ ଭକ୍ତ ଭୋଗି ।
good job all media brother and Sister. Really appreciable
ସବୁ privetde ମେଡିକାଲ କୁ ବନ୍ଦ କରନ୍ତୁ
Dhanyabad a news channel ku dhanyabad a reporter bhainku
Reporter bro love you dil jitigala bahut khusi lagila amiti kama karichala ❤
Dhanyavad Media bhai tomoku🙏
Tanka lobhi medical....aau sabu staff 👍
ରିପୋର୍ଟର ଭାଇ ଙ୍କୁ ବହୁତ ଧନ୍ୟବାଦ
Sabu medical notice karajau. Applo hospital hai hai....... Mohan govt dekhiki step niantu. Kichhi action nia.
ସବୁ pvt hospital ଲୁଟେରା
A sabu mantri manankara.
@@sushantkumarsahoo3087Business Mann Ra Bhiii Don't Forget🤬🤬🤬🤬🤬🤬
Right sir
Dear our Chief minister kindly please close this hospital
I'm in GEMS hospital srikakulam,,,
BSKY card is very halp full I've done surgery around 1lack in free by BSKY cards . Thank you Naveen Patnaik 💚
ଧନ୍ୟବାଦ ମେଡ଼ିଆ
Reporter bhainku bahut bahut Dhanyabad ..
Accutally right words
ଆମ୍ରି ହସ୍ପିଟାଲ ବି ଲୁଟୁଛି😢😢😢
Thank you ମିଡିଆ
Thank you repoter bhi and focus news
Midea bhai nku bahut bahut dhanyabad thik tathy samna ku ani thibaru JAY JAGANNATH SWAMI
ମିଡ଼ିଆବଲାଙ୍କୁ,ଧନ୍ୟାବାଦ,
Reporter Bhai bahut bahut Dhanyawad
Mu bi cuttack sun re treatment hoithili bahut neglecte karuchhanti
ହସ୍ପିଟାଲରେ staff, doctor ଙ୍କ ଦରମା ଅଧିକ, ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଚିକିତ୍ସା ଜିରୋ।
ଆଉ ଡାକ୍ତରଖାନା ନାହିଁ କି, ଆପୋଲୋ ହସ୍ପିଟାଲ କାହିଁକି ଯାଉଛ
ଧନ୍ୟବାଦ ମିଡିଆ ବାଲା
ନୀୟମ କୁ କେହି ମାନୁନାହାନ୍ତି,ଆମ ଓଡ଼ିଶା ରେ ଘରୋଇ ଚିକିତ୍ସାଳୟ ଗୁଡ଼ିକର ପ୍ରାଦୁର୍ଭାବ ବଢ଼ି ଚାଲିଥିଲେ ମଧ୍ୟ ନୁତନ ସରକାର ଏ ବାବଦରେ ପଦକ୍ଷେପ ନେବାକୁ ଅନୁରୋଧ
Right 👍👍 Jay Jaganath 🙏
ଏଇ ରେପୋର୍ଟିଂ ପାଇଁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ଭାଈ ।🙏🏻🙏🏻
ଏହି hospital ku ବନ୍ଦ କରାଯାଉ
ବହୁତ ବହୁତ ଧନ୍ୟବାଦ ମିଡ଼ିଆ ଭାଇ ଆଗକୁ ମାଡିଚାଲନ୍ତୁ
Thank you reporter broooo
Dhanyabada ripata bhaii bhalakama karuchha 🙏♥️♥️amitihikaruchha garibanku lutuchhatni sabumedikare amitikaruchhanti mubi hareici taku bahuta akarare danda diontu