News Point: Peoples Mentality Behind Choosing Arts Stream | Facts To Know
HTML-код
- Опубликовано: 16 сен 2024
- News Point: Peoples Mentality Behind Choosing Arts Stream | Facts To Know
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #ArtsStream
"କଳା କୁ ଦେଖନ୍ତି ସମସ୍ତେ ନିକୃଷ୍ଟ କିନ୍ତୁ ଭବିଷ୍ୟ ଗଢ଼ିବା ପାଇଁ ତାହା ସବୁଠୁ ଉକୃଷ୍ଟ"। ❤❤❤ଜୟ କଳା ❤❤❤
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା....: ମୁଁ ଜଣେ ଓଡ଼ିଆ. ମୋ ପାଠ ଓଡ଼ିଆ. ଆମ ସଂସ୍କୃତି ଭାରୀ ବଢିଆ .. ।।।।। ❤❤❤❤❤❤❤❤❤❤❤❤❤❤
Right❤
ହଁ ଗୋଟେ କଳା ଅଧ୍ୟୟନ ରତ ଛାତ୍ରୀ ଭାବରେ ମୁଁ ଅଙ୍ଗେ ଲିଭେଇଛି କି କଳା ଶିକ୍ଷା କୁ ଏ ସମାଜ କେମିତି ହୀନ ଦୃଷ୍ଟି ରେ ଦେଖେ...🥺
Hn .. yaar
Yes
ସମାଜ କଥା ଛାଡେ government kemiti dekhuchi se katha kaha
Kn pai Hina gote arts student ra first priority ias prepare pai arts subject nathile ias oas kia heba
Right
Thanks to Kanak news.
Matric ରେ ଭଲ ମାର୍କ ରଖି ମଧ୍ୟ କିଛି ଗରିବ ପିଲା science ବା ଇଞ୍ଜିିୟରିଂ ପଢ଼ି ନପାରି ମନ ଦୁଃଖ କରନ୍ତି। କାରଣ ସେମାନଙ୍କ ମନରେ ଏହି ଭୁଲ୍ ଧାରଣା ଥାଏ ଯେ ଯେଉଁମାନେ ମାଟ୍ରିକ ରେ ଭଲ ମାର୍କ ରଖନ୍ତି ସେମାନେ science ବା ଇଞ୍ଜିିୟରିଂ ପଢ଼ିବା ଉଚିତ୍। କିଛି ଅଭିଭାବକଙ୍କ ମନରେ ମଧ୍ୟ ଏହି ଭୁଲ୍ ଧାରଣ ଥାଏ। ସେମାନେ ଭାବନ୍ତି ଯାହା ପାଖରେ science ପଢ଼ାଇବାକୁ ଟଙ୍କା ନାହିଁ ସେ ହିଁ ତାର ଛୁଆକୁ ଆର୍ଟସ ପଢ଼ାଇବା ଉଚିତ୍। ଯାହା ପାଖରେ ଟଙ୍କା ଅଛି ସେ ତାର ପିଲାକୁ arts ପଢ଼ାଇବା ଲଜ୍ଜାଜନକ ବୋଲି ସେମାନେ ଭାବନ୍ତି।
କହିରଖିବି ମୁଁ ବି ଜଣେ arts teacher in a high school. I am lucky to be an arts teacher.
Right 👍
Right bro
Sata kahi la
A Science student is doctor of patient but an Arts student is doctor of society........I'm proud to be an Arts student
Right bro
Absolutely correct sis
Im also sissy which honours are you ?
@@subhashreepradhan8251 very good
You are nothing in front of an average science student 😂😂.... don't be proud 😂😂
IAS କୁ କେବେ ବି science ଗଢେ ନାହିଁ
ସର୍ବୋଚ୍ଚ ପ୍ରଦବୀ ର sylabus Arts ରୁ ହିଁ ଆସିଥାଏ
Really, ias interview tk dekha , most of the students are engineer 😅
@@Dheerajcritics In upsc syllabus most of the things are related to Arts
@@Dheerajcritics ha bhai kintu sabu year ra rank 1 dekha quality matter not quantity okay don't write anything which come your mind,,, you are a good person/student,,,,, upsc background matter kareni good humanity person that is matter okay jai Hind jai Bharat 🇮🇳🙏🙏🙏
Every good rank will be come from only science student (mostly)😅😊
@@debjaganpradhanfact
ପ୍ରକୃତରେ ଆମ ସମାଜ ସେମିତି। ମୁଁ ମୋ ଅଙ୍ଗେ ନିଭା କଥା କହୁଛି ମୋର ସ୍କୁଲ ବେଳେ ଓଡ଼ିଆ ଇତିହାସ ଭୂଗୋଳ ଭଲ ହେଉଥିଲେ ବି ଯେହେତୁ ବିଜ୍ଞାନ ବିଷୟ ହେଉନଥିଲା ମୋତେ ବି କୋଉଠି ନା କୋଉଠି ସମସ୍ତେ ନୀଚ ଦୃଷ୍ଟି ରେ ଦେଖିଥିଲେ ଏବଂ ସେ ସବୁ ବହୁତ ଖରାପ ଲାଗେ। ଆମ ସମାଜ ରେ ଭଲ ମାର୍କ ରଖିଲେ ମାନେ ସତେକି ଛୁଆ ଆଉ arts କି commerce ପଢ଼ିବାକୁ ଅଯୋଗ୍ୟ ।କିଛି କିଛି ଛୁଆ ଭାବନ୍ତି ଯେ ଓଡ଼ିଆ ଇତିହାସ ଭୂଗୋଳ ଏସବୁ ନହେବା ଏକ ଗୌରବମୟ ବିଷୟରେ କାରଣ ତାଙ୍କର ତ ଗଣିତ ବିଜ୍ଞାନ ହୁଏ ନା; ତାଙ୍କ ମତାମତ ଅନୁସାରେ ସେ ବିଷୟ ହିଁ ତାଙ୍କୁ ଆଗକୁ ନେବ।ସମୟ ଏବେ ପରିବର୍ତ୍ତନ ହେଲାଣି; ସବୁ ବିଷୟର ମୂଲ୍ୟ ରହିଛି। ଆର୍ଟସ ପଢିଲେ ନିଜ ଅତୀତ ସମାଜ ପାରିପାର୍ଶ୍ବିକ ସ୍ଥିତି ଭୂଗୋଳ ସବୁ ବିଷୟରେ ଜାଣି ପାରିବ ଯୋଉଟା କି ଆଜିର ଦୁନିଆରେ ବହୁତ ଦରକାର।
I am proud to be an Arts student... There are so many platforms for Arts students.. Finance, upsc, education and so many.. Au parents mananku anurodh pilanku nija icchare carrier choose karibaku diantu... Pilanku pothi patha sahita jiban ku padhibara sikhya dia jiba darkar❤❤
There are many optional subjects in Arts than Commerce and Science stream...I am feeling so proud as an Arts student......
We also ✋
Im also dear now I'm apply for pg
I am proud to be a Arts student....
🙋
Ys😅
ବହୁତ ସମୟ ରେ ମୁଁ ବି ଏହାକୁ ସାମ୍ନା କରିଛି ଯେ, "ଆର୍ଟ୍ସ ସେଇ ପିଲା ମାନେ ନିଅନ୍ତି ଯେଉଁମାନେ ପାଠରେ କମ ଜୋର l " ଅପର ପକ୍ଷରୁ ଏ କଥା ଶୁଣି ମୋ ମନ ଭାରି ଦୁଃଖ ହୁଏ ଆଉ ମନରେ ଏକ ଦୃଢ଼ ସଂକଳ୍ପ ବାନ୍ଧି ଯାଏ ଯେ ମୁଁ କିଛି କରିକି ଦେଖାଇବି 🌹
Ha Bhai mote bhi kahuthile sabu arts naechu bekar ebe mu East coast railway re achi
କଳାର ଛାତ୍ର ଭାବେ ମୁ ନିଜକୁ ଗର୍ବିତ ମନେ କରେ।କଳା(Arts) କିଛି ନ ଶିଖେଇଲେ ବି ମଣିଷକୁ ମାନବିକତା ଶିଖାଏ।
Mu bi arts ❤😍
Correct
କଥା ପଦେ କହିଲେ।
Mor bi arts
I'm science student but always respect art's
ମୁଁ ମଧ୍ୟ +୨ ରେ ବିଜ୍ଞାନ ନେଇଥିଲି , ୮୧% ମାର୍କ ମଧ୍ୟ ରଖିଲି ହେଲେ ଓଡ଼ିଆ ପ୍ରତି ଅହେତୁକ ଭାବ ଯୋଗୁଁ ମୁଁ ଏବେ job କରିବା ସହ ଓଡିଆ ସ୍ନାତକ କରୁଛି ।
ମୁଁ ଗର୍ବିତ ମୋ ଓଡ଼ିଶା ପାଇଁ ମୋ ଭାଷା ଓଡିଆ ପାଇଁ । ଭବିଷ୍ୟତରେ ଜଣେ ଲେଖକ ହେବାକୁ ଭାରି ଇଚ୍ଛା ।
No news channel in ODISHA like KANAK which is real servicer of SOCIETY..
ଅତି ଚମତ୍କାର ଲେଖା । "ମୁଁ Arts ପଢ଼ିବି ମାଆ"!
ଅତି ସୁନ୍ଦର ଭାବରେ ଆପଣଙ୍କ ଉପସ୍ଥାପନ ଶୈଳୀ ।
ଧନ୍ୟବାଦ୍ । ଶୁଭ ସକାଳ।
Correct katha.+3 Arts History honours re patha padhi ki Shaktikanta Das RBI ra Governer achhanti.
Right
To be honest, there are so many students who wants to pursue Arts in 12th. But the society and it's bias towards Science stream stop them to choose that. Another major factor is " Less job/career opportunities".
Same because of society pressure i pursued science but i didn't get any success for science stream but later on i prepare for competitive exams and got selected as PO and i didn't do that mistake for my sister. She pursued arts now
Same 😢😢😢
I'm feeling proud being an arts student........ I had completed my 12th on science stream and after that I majored in Arts and currently studying in Arts 1st year in Geography Honors
I'm very lucky myself to being a arts graduate .
Because knowledge is valuable it gets from any kinds of stream.
Mo bapa nka pakhaku aita jau pravu 🙏
100% true.. best news 👌👌
ବହୁତ୍ ସୁନ୍ଦର ବାର୍ତ୍ତା
ହୃଦୟସ୍ପର୍ଶୀ ହୋଇଛି❤❤❤🎉🎉🎉
As a student of science I believe that performing Science perfectly is also an art. That's why they are called as Scientist an artist of science. Including science all subjects can be considered as Oceans but Art is the water without which no ocean is there.
ସବୁବେଳେ ଲୋକ ମାନେ ମତେ କୁହନ୍ତି arts ର value କଣ ??? ତୁ arts ନେଇଛୁ କରିବୁ କଣ 😢.......
କଳାକାର ହିଁ “କଳା” ପଢେ । ମୁଁ ବି କଳା ପଢିଛି , ଆଉ ମୁଁ ଧନ୍ୟ ମନେ କରୁଛି ମୋ କଳା , ସାହିତ୍ୟ, ଇତିହାସ ଓ ମୋ ସଂସ୍କୃତ ବିଷୟ ରେ ଅନେକ କିଛି ଜ୍ଞାନ ଲାଭ କରି ।
Proud to be a arts student 🙏
I'm also❤❤
ଏଠାରେ arts ପଢ଼ିବାର ମୁଖ୍ୟ କାରଣ ପିଲା ମାନଙ୍କର English ଭାଷାରେ communication କରିବାର ଦକ୍ଷତା ସଠିକ୍ ଭାବରେ develop ହୋଇନଥାଏ ଯାହା ତାଙ୍କ ମନରେ ଭୟ ସୃଷ୍ଟି କରିଥାଏ ଆଶା କରେ ବୁଝିପାରୁଥିବେ
Pura Bhul katha mu Jone ebe arts teacher
You are absolutely wrong bro.. I'm an English lecturer and absolutely fluent in English communication
@@priyambadanayak9260 definitely you speak fluently as much as another and you can not say there are many students talk each other in the English language and when you teach them many of them can't talk with you in English
Don't be angry i am just giving my opinion which I had faced
@@lalmohannayak851 yes brother you r right.. English communication is not easy for us.. I mean for our Odia medium students.. I've also faced lots of difficulties to communicate in English and I've tried my own practice in front of a mirror and that's the only thing.. This is not a big deal but by practice anyone can speak it clearly..English is just a language... Although a student is poor at study, yet he can speak English by practice. By the way, Arts students have better communication skills....
Brother, English is taught in arts, but you don't know.
Great discussion. This pain I had from last 25 years before. People had given same comments to me.
ବର୍ତ୍ତମାନ College ରେ ପାଠ/ବିଷୟ ଚୟନ ନିଜ ରୁଚି ଓ ଆଗ୍ରହ ମୁତାବକ ନ ହେଇ ଭବିଷ୍ୟତ ରେ ଯଥେଷ୍ଟ ରୋଜଗାର ଯୋଗାଇ ପାରିବ କି ନା, ଏ ପ୍ରସଙ୍ଗ ଉପରେ depend କରୁଛି। ସେଥିପାଇଁ ଏ ବିଭେଦ.. ଆମ ସମାଜ ଏତେ ଅର୍ଥସର୍ବସ୍ଵ ଓ ଯାନ୍ତ୍ରିକ ହେଇଗଲାଣି ଯେ ଏବେ ଆଉ change ଆଶା କରିବା ବି ନୀରର୍ଥକ।
I am a Science student of year 2023-25 yet I like Arts❤ because I want to be a civil servant😊 Love India Love Odisha❤❤
Arts or the humanities in your 10+2 and graduation can be really helpful for your UPSC examination, this is because in Arts you will be learning subjects like history , polity etc which are a part of the UPSC syllabus so it will help you in your upsc examination.
Tq sir ❤️❤️❤️🥰
In UPSC civil services arts subject is very much helpful.
Yes 👍I'm arts student and I'm preparing for civil services
😊
I'm B. Com graduate student....
But I love all three streams (Science, Commerce, Arts)
❤
In our Odisha, there is no opportunities for commerce students.But An arts or science students have better options than commerce in our Odisha. Noone think about Commerce.Always there is fight between arts and science...😢
Thank you sar ashabu kahila mate bahut khushi lagila
I am proud of be an art's student👍🧑🎓
Tq kanak News
ସବୁ ପଢ଼ିଲେ ସହଜ କିଛି ନ ପଢ଼ିଲେ କଷ୍ଟ ତେଣୁ ସବୁ subject ସମାନ କିନ୍ତୁ ଏ ଜେଉ ଲୋକମାନଙ୍କର ମାନସିକତା ଯେ କଳା ନେଲେ ଖରାପ୍ ବିଜ୍ଞାନ ନେଲେ ଭଲ ଏହା ଅତ୍ୟନ୍ତ ଭୂଲ୍ ଧାରଣା ଅଟେ ଆମ ସମାଜ ପାଇଁ ଏହା ଏକ ବ୍ୟାଧି ଭାବେ ପରିଚିତ ଅଟେ ଆମେ ଲୋକମାନେ ହିଁ ଏହି ବ୍ୟାଧି କୁ ଜନ୍ମ ଦେଇଥାଉ ଆମେ ଲୋକମାନେ ଚାହିଁଲେ ହିଁ ଏହି ବ୍ୟାଧି କୁ ନାଶ କରିପାରିବା ..🙂
ମୁଁ ହେଉଛି ସମାଜ ବିଜ୍ଞାନ ର ଏକ ଛାତ୍ର ମୁଁ କଳା ପଢି ମୁ ମୋ ନିଜକୁ ଗର୍ବ ଅନୁଭବ କରୁଛି
ମୁଁ ପଢ଼ିଥିଲି ଏ ଆଲୋଚନା ଖବରକାଗଜରେ ଆଉ ସେ ସମୟରେ ମୁଁ +୨ ପଢ଼ୁଥିଲି ।
Mu b... 2016 re seta paper out heithila
Dhanyabad charcha karithibaru sir
sir pranam thick katha
These certain persons are actually pointing out the real thinking of every human being in odisha as well as India. Thank you kanak news family for addressing this issue and thanks for giving such phenomenal solutions.
Arts podhi ajii mu Opsc govt Assistant professor heichi, OAS, Upsc prepared heba pain Arts Subject most important
Hii bro
Really Arts stream is the best 👍 I'm proud to be a art's student 🤗
ଯାହାର ଯେଉଁ ବିଷୟରେ ଯୋଗ୍ୟ ଅଛି ତାକୁ ସେବିଷୟରେ ପଢ଼ି ବାକୁ ଦିଅନ୍ତୁ ,,,,
🙏🙏🙏🙏🙏😊😊😊😊ବଢିଆ ହେଇଛି ଯୋଉ ମାନେ arts ମାନଙ୍କୁ comment କରନ୍ତି ଆଜି ଭଲ ହେଇଛି ତାଙ୍କ ମୁଁହ ରେ ଆଜି news ଦେଖିଲେ ଚାପୁଡ଼ା ମାରିଲା ଭଳି ଲାଗିଥିବ 🙏🙏😊
Bala ta bapa hauchi science or commerce 😈😈😈😎😎😎🤙🤙🤙😂😂😅
Tq sir 🙏🙏 for information
ଛୋଟିଆ କଥା ଟିଏ କହିବି ଆଜ୍ଞା, ସାଂପ୍ରତିକ ସମାଜରେ କଳା ଓ ସାମାଜିକ ଶିକ୍ଷା ର ମୂଲ୍ୟ ହ୍ରାସ ପାଇଛି ସତ, କିନ୍ତୁ ୟା ପଛରେ ଶିକ୍ଷାର୍ଥୀ ର ମଧ୍ୟ ଭୁଲ ରହିଛି; ପିଲା ଟିଏ କେବଳ ଆର୍ଥିକ ଚିନ୍ତାଧାରା (ରୋଜଗାର) ଓ ଅନେକ ଏମିତି ପାରିପାର୍ଶ୍ବିକ ଗତିବିଧି କୁ ନେଇ ନିଜ ମାନସିକ ସ୍ତର ରେ ପରିବର୍ତ୍ତନ ଆଣିସାରିଛି। ଯଦି ତୃଣମୂଳ ସ୍ତର ରୁ ପିଲା ଟିକୁ ସମସ୍ତ ବିଭାଗ ପ୍ରତି ବୁଝାଇ ଦିଆ ଯାଏ ତାହେଲେ କିଛି ଟା ପରିପକ୍ବତା ଆସିବ। ବାପା,ମା, ପରିବାର, ବିଦ୍ୟାଳୟ ଆଦି ସମସ୍ତ ବିଷୟ ମଧ୍ୟ ରେ ସାମ୍ୟତା ବୁଝାଇବା କଥା। ଆଜି କାଲି ତ ସାଧାରଣ ବହି (ଶିକ୍ଷଣୀୟ,ଗଳ୍ପ, ସାପ୍ତାହିକ) ଟିଏ କେହି ପଢ଼ୁ ନାହାନ୍ତି ..କଳା ଓ ସାମାଜିକ ଶିକ୍ଷା କଣ ବୁଝିବେ ବାବୁ ! ହେଉ କେଜାଣି ଆପଣଙ୍କ ବାର୍ତ୍ତା ରୁ କିଛି ଲୋକ ବୁଝିବେ ବୋଲି ଆଶା।
ଜୟ ଜଗନ୍ନାଥ
Your way of talking is so good sir 👍👍👍
Right 👍 i feel proud
Thanks sir aji mu kete khusi
ଆଜି ଯାଏ କାହାର ଦମ୍ ନାହିଁ କି ମୋତେ Arts background ର ବୋଲି ମଜାକ କରିବେ
Please give me some advice
I am proud of myself because mu art's students.. ❤❤ always keep smiling ☺️
High school Carrier ର ଶେଷ ବର୍ଷରେ ଏ ସମ୍ବନ୍ଧୀୟ ଏକ special class initiate କରିବାର ଆବଶ୍ୟକତା ରହିଛି...How to choose a stream.... ତାହେଲେ ଯାଇ ଏ ବିଷୟରେ ଥବା ଭୁଲ ଧାରଣା ପିଲାଙ୍କ ମନରୁ ଦୂର ହୋଇପାରିବ....
kadali ta haba ama education minister ta khali akbar babar padheiba re matichanti
@@baikunthanathnayak3841 ଭାଇ ଅଲଗା state ରେ କିନ୍ତୁ pvt school ମାନଙ୍କରେ ଏଭଳିଆ class ମାନ ହେବା ଆରମ୍ଭ ହେଲାଣି.....
@@odiainstantlearning2242 bhai alga state katha ta mun janini Hele odisha re kebe habani emiti kama
ଏମିତି ନିହାତି ହେବା ଦରକାର |
Thanks sir.
Thank you so much kanak news
Forcefully କୌଣଷି କାମ ହୁଏନାହିଁ 😂 ମୋତେ ବହୁତ୍ force ହୋଇଥିଲା science ପାଇଁ 😂 ହେଲେ ମୁ ରାଜା ହେବା ପାଇଁ ରାଜା ର ଅସ୍ତ୍ର Arts କୁ ବାଛିଲି
Same t u 😂
Thanks to kanak news
Don't Compare Arts and Science......They are unique in their own place ......but pressure is not right😢
Jay jagannath 🙏
ଅତି ସୁନ୍ଦର ଅମୂଲ୍ୟ କଥା ମୁଁ ଜଣେ arts ମୁଁ ଜଣେ ସମାଜସେବୀ ହେବା କୁ ଛାହେ
Thanks mam apana art's bisayare ate kichhi lekhithibaru👏👏👏
I am proud to be an arts student ❤ after my graduation in political science hons ,l am perusing bed course in sb women's clg ctc. Even many arts student have IAS and OAS🙏🙏🙏🙏🤔
It's going to matter until you care, once you stop caring about " log kya bolenge " and do what you love, you're going to see the brightest side of your life. Do what you love, live like you want. Thousand thoughts will try to stop you but you gotta rise up. ⭐️🎀
I'm a science student.... completed my 12th in Ravenshaw HSS..I truly respect arts stream and arts students....they build the society....and I want to share that where science students have a well defined syllabus and definite book but arts students struggle for undefined things they even don't have any kind of specific references....they are always searching for information.....I apeal to parents also that don't kill a future administrator, advocate, judge, teacher, professor etc...with such ill mentality
Science re practical mark misi total mark ବଢିଯାଉଛି କିନ୍ତୁ arts re କେତେକ ନଗଣ୍ୟ subject re practical ଅଛି
ଯାହା ସେମାନଙ୍କ mark କମାଇଦେଉଛି ଏଥିରୁ ଆମେ ସ୍ପଷ୍ଟ ଯେ arts Student ହିଁ ପକୃତ ରେ ସଠିକ୍ mark ଆଣୁଛନ୍ତୀ
Han mu janichhi aapana kipari practical karuchhanti
ଭଲ କରିଲେ 30/30 ଏବଂ ଖରାପ କରିଲେ 30/25
@@chitaranjansahu1199 ତମ ଫିଲ୍ଡ ରେ ତମେ ବଡ ଆମ ଫିଲ୍ଡ ରେ ଆମ ବଡ yethi ପାଇଁ ଝଗଡ଼ା କରିବାର କଣ ଅଛି ଟିକେ logically ଭାବ always respect for all stream ❤
@SB-CREATION bhai mor bi science mu janichi
ମୁଁ କୌଣସି stream ku ଖରାପ କହୁନାହିଁ
ସବୁ stream ଭଲ ଯାହାକୁ ଯାହା ଭଲ ଲାଗିଲା ସିଏ ସେହି stream ନେବ
Bhai mu practical mark କଥା ଏଥି ପାଇଁ କହିଥିଲି ଯେ ଜଣେ science re 215 mark ଆଣି ପାସ ହୋଇଗଲେ ମଧ୍ୟ ସମାଜ ତାକୁ କହେ ହଁ ହେଉ science ବହୁତ୍ କଷ୍ଟ କିନ୍ତୁ arts re ଜଣେ 315 mark ଆଣିଲେବି ସମାଜ ତାକୁ କହେ arts re ଏତିକି mark
ସେଥି ପାଇଁ ମୁଁ ସେହି ଲୋକ ମାନଙ୍କ ପାଇଁ କହିଥିଲି ଯେ science re ଜଣେ practical mark ପାଇ ପାସ ହୋଇ ଯାଇ ପରେ କିନ୍ତୁ arts re se କେବଳ ଥିଉରି ରେ ହିଁ mark ପାଇଥାଏ
ଆଉ ରହିଲା doctor କଥା ଜଣେ science ପଢିକି doctor ହେଲେ ଆଉ ଜଣେ arts ପଢି କି ଭାରତ ର ସବୁଠାରୁ ବଡ଼ ଚାକିରି ଆଇଏଏସ ଅଫିସର ହୋଇପାରିବ
Good presentation about Arts subject
I faced such kinda stereotypes, but now see I'm in a great position
Mun b Arts paduthili. M.A(English), B .Ed pare, ebe mun gote High school teacher achhi. Arts kharap nuhan 🙏Mana dei patha padhile hela 🙋 Jane Arts Teacher ra salary jetiki ,Jane Science Teacher v setiki. UPSC re ta Arts subject hin needy. Ebe ta High school Teacher Exam re Science stream re History , Geography and Arts teacher nkara Mathematics questions asuchhi🙏🙏🙏So, Arts Bhala, kharap nuhan 🙏 Arts ku kehi nyuna re dekhile mote, dukkha laguchhi 😭 Because am an Arts students.🙏🙋🙋🙋
Thnku mam....I m also a arts student
Right bro
Mam mora bi Arts English honors..mun bartaman bed continue Karuchi with OAS preparation Karuchi mun arts padhi bahut garba anubhab Karuchi abe 🙏
Sister mu arts student mara graduation pass out mara odia honours thila mu mba kariki job kariparibi ki kichi problem hebani na ?
@@sravanisravs1786 No, kichhi problem nahin 🙋🙋
ମୋର ଅବସ୍ଥା ଠିକ୍ ଏପରି ।ମୋର ସବୁ ସାଙ୍ଗ ଆଟସ୍ କରି ଚାକିରୀ ।ମୁଁ କିନ୍ତୁ ଚାଷ କରୁଛି ।
I am proud to be an art's students ✨❤️
I am a arts student after my 10 th board I opt arts as my stream as per my choice my parents didn't force me that time to take arts or commerce and my aim is to become an ias officer and I will prove that arts student can do anything that they promise once
Are bhala karichu
God bless you bro
Go ahead, God bless you
Right brother
go ahead, but do u have any alternative if u failed to achieve.....Arts students don't have any other options open.,thats the reason people won't prefer arts
To be honestly speaking here that many students who have passed out from their regional language broard and who is very weak in english they are taking Arts hons so that they can study every in their mother tongue like odia , hindi etc. And i would say English is the main barrier why many students are taking arts stream and there is no shame in it. And i am a science student and i always say every stream is good in their way if you choosing any stream then give 100% to that then you will come out as a successful person in your life.
Well said
Such stereotype thoughts should be changed . There are so many students who have done their best by choosing arts nd they set a perfect pathway which we might adhere to so just let yourself free what you really want to do , just go for it because every field is unique and it has its own profession. It's all depends on your interest areas nd confidence that's it 😇
News ti dekhi khusi lagila Thanks kanak news Praud to be Arts student 📚🤓❤️....
Every stream is important for us and for our country to grow and we should give respect to every stream. ❤❤❤😊😊😊 Whether Arts , Commerce and Science
I am a science students but I think all subjects are important Arts , science and commerce in their place
Thnks sir apan student knu encourage karichanti
Odishara jete politician and police and Administator may be semane Arts student hni heithibe 👍 ...
Arts is the best. Arts re bahut pila bahut vala vala job karichhanti. Au Bada bada post re b achhanti. Se manasikata mind ru bahara karideba uchit. Sabuthi prestigious job Lecturer and asst. professor b hoichhanti bahut pila.
100% right arts ku Carrierless kuhonti loko mane
I am proud to be an arts student .Now I am a Teacher 👍
Mora bi Arts nabara ichha thila..but Parents nka khusi pain science nabaku padila...
Good news sir.
Thanks you so much sir 🙏
Nice letter Really I like it
I am proud to be a "Arts Student", Thanks for supporting me to choose this stream (Specialy my parents and teachers).
Every stream ( Arts, science,commerce) should be treated equal.
Nowadays more than 60%. Civil servants are IITans .So don't underestimate Doctors or Engineers ,they also crack this exam including their own occupation,but any arts background student can't do both things simultaneously .. It's the major difference between them ☹️
You are right bro but don't underestimate arts education
Sorry I said bro
God puts special quality in everything, a needle can't do the work of an axe and an axe can't do the work of spread, so this stream is the way of studying to gain knowledge in a different field, no matter it's Arts, Science or commerce, first continuously acquire knowledge, don't stop, then u will b success in any field👍
Reality
Good message to society.
I.A.S I.P.S🫡 kia hau chhan tii Arts Student 😎Not Science. Commerce Students
Mu arts padhi chhi aau mora personal anubha ki Science stream arts ru bohut upare achhi. Science stream re pilara growth pain bohut option achhi but arts re very limited. Durbala pila arts nianti eha madhya kichhi pariman re sata. Arts pila mananka success percentage bohut Kam. Sata katha maximum pila arts nei graduation kari ghare basu chhanti. Bhai arts kari chha bele engineering, doctor, computer field, scientist,minig field,etc nei pariba nahi sethi pai arts re bohut limited future rahi chhi. Mun abe bhabe science nei thile bhala heithanta sabu field re mun eligible thanti.
Right 🎉😮
Art's ku agaku niyantu ama sanskruti tale padibani kebe...... art's thile science automatically agaku badhiba
U r great sir. ❤❤❤❤
Arts students always top in every situation 💪😌