ବୁଢା ଶଙ୍ଖାରି || Budha Sankhari, Heart touching Odia Story.

Поделиться
HTML-код
  • Опубликовано: 28 сен 2024
  • ବୁଢା ଶଙ୍ଖାରି || #Budha Sankhari,କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ରଚନା ,# Heart touching Odia Story
    #DdOdia #DdOdisha #DdBhubaneswar #BudhaSankhari

Комментарии • 1,9 тыс.

  • @Madhaba_Dora
    @Madhaba_Dora 9 месяцев назад +593

    ଖୁବ୍ ସୁନ୍ଦର ଅଭିନୟ ହେଉଛି! ସ୍କୁଲ ବେଳର କଥା ମନେ ପଡିଗଲା ସେହି ନବମ ଶ୍ରେଣୀ ର ଏକାଙ୍କିକା - ବୁଢ଼ା ଶୃଙ୍ଖରି (ଯେଉଁମାନେ ୨୦୨୪✋ରେ ଦେଖୁଛ )👍👍👍

  • @ShambhuJhankar
    @ShambhuJhankar 5 месяцев назад +383

    2024 ଏଇ ଵୁଢା ଶଙ୍ଖାରି କାହାଣୀ ଟିକୁ କିଏ କିଏ search କରିଦେଖିଛ ସେମାନେ like. କରନ୍ତୁ

    • @aratisahu1884
      @aratisahu1884 4 месяца назад +5

      Ame abe auu search karunu bhai because abe ae topic +3 4th semester elective boook re achi

    • @jayantisahu7676
      @jayantisahu7676 3 месяца назад +1

      yes 💯 ❤ ❤ ❤

    • @Subhashree...
      @Subhashree... 2 месяца назад +3

      Mu dekhuchi karana mora 9th class 😢

    • @basanttarai2942
      @basanttarai2942 2 месяца назад +1

      ହୃଦୟ ସ୍ପର୍ଶୀ ଥିଲା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମ୍ଳାନ ସୃଷ୍ଟି ଗଳ୍ପ ବୁଢାଶଙ୍ଖାରୀ । ତା ସହିତ ଆମ କଳାକାର ମାନଙ୍କ ଜୀବନ୍ତ ଏବଂ ନିଖୁଣ ଅଭିନୟ । ଆଖିରେ ଲୁହ ଆସିଗଲା। ଧନ୍ୟବାଦ।

    • @bestsradhavlogs
      @bestsradhavlogs 2 месяца назад +1

      ମୁଁ ଦେଖୁଛି

  • @MickeyMad
    @MickeyMad 3 года назад +1624

    ଇଛା ହଉଚି ପୁଣି ସ୍କୁଲ କୁ ଫେରିଯିବାକୁ... ନବମ କ୍ଲାସ୍ ର ସାହିତ୍ୟ ବହି କଥା ମନେପଡିଗଲା.. ଅତି ସୁନ୍ଦର ଗପ.. ଖୁବ୍ ସୁନ୍ଦର ଅଭିନୟ.. Thank you DD Team

  • @safetytalks775
    @safetytalks775 2 года назад +32

    ଆଖିରୁ ଲୁହ ଆସିବା ବଡ଼ କଥା ନୁହେଁ।।
    ସତରେ ଜୀବନ୍ତ କାହାଣୀ ଓଡ଼ିଆ ମାଟିର,
    ମନେପଡେ ସ୍କୁଲ କଥା ସତରେ
    ସେ ପୁରୁଣା ଦିନ ସବୁ ଆଖି ଆଗରେ ନାଚି ଗଲା ଭଳି ଲାଗୁଛି।।
    ଧନ୍ୟ ତୁମେ ଅଭିନୟ ଆଊ ଗଳ୍ପ ରଚନା।।
    ଜୟ ଜଗନ୍ନାଥ 🙏💐🙏

  • @ଏବାପା
    @ଏବାପା 3 года назад +342

    ଓଡ଼ିଆ ମୋ ଗର୍ବ । ଓଡ଼ିଆ ମୋ ସ୍ବାଭିମାନ। ଓଡ଼ିଆ ର ପ୍ରତ୍ୟେକ କ୍ରୃତି ଓ ସ୍ରଷ୍ଟା ଙ୍କୁ ପ୍ରଣାମ।

  • @IswarPrasadJena
    @IswarPrasadJena 6 месяцев назад +46

    ଅତୀତ ଏମିତି ଏକ ଫୁଲ ଟିଏ.. ଯେତେ ବାସି ହୁଏ ସେତେ ବାସୁ ଥାଏ ❤ମୁଁ ଖାଲି ଏତିକି କହିବି.. ଦେଖିଲା ପରେ ବହୁତ ବହୁତ ବହୁତ ବହୁତ କାନ୍ଦିଚି 😭ଏ କାହାଣୀ ନବମ ଶ୍ରେଣୀ ର ଗଳ୍ପ. ଯାହା କି ଆମ ହୃଦୟର ସ୍ମୃତି ହେଇ ରହି ଯାଇଛି ତା ସହିତ DD1 ସେଇ ଅଧ୍ୟ୍ୟୟ.. ରବିବାର 4 ଟା ରେ ଆମ ସ୍ମୃତି କେବେ ବି ଭୁଲି ହୁଅନି...

  • @sushreesangita4827
    @sushreesangita4827 3 года назад +653

    ଜୀବନ୍ତ ପୁରୁଣା କାହାଣୀ ଯାହା ପୁଣି ମନେ ପକେଇ ଦିଏ ଆମ ଓଡ଼ିଆ ମାଟିର ଗାଥା। ସେଇ ସକାଳ ଆଉ ସଂଜର ମହକ , ସେ ଦାଣ୍ଡ ଧୂଳି ଆଉ ସେ ସଂଜ ସଲିତା। ଏଭଳି କାହାଣୀ ପାଇଁ ଆମ ଓଡିଆ ଜାତି ଗର୍ବିତ। 🙏

  • @subashchandrabehera9494
    @subashchandrabehera9494 2 года назад +14

    Thank you DD Odia ଏହି ବୁଢ଼ା ଶଙ୍ଖାରି ଗଳ୍ପ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏକ ଗଳ୍ପ ସେହି ପିଲା ସମୟର ମନେପଡେ l ଧନ୍ୟବାଦ DD Odia । ଜୀବନ ଆରମ୍ଭ କରିଥିବା ପୂର୍ବରୁ ସମୟ ଚକ୍ର‌ ର ସମୟ କେତେବେଳେ ଯେ, ବଦଳାଇ ଦେଲା ତାହା କେବେ କହିହେବ ନାହିଁ ।🙏🙏🙏🙏

  • @nikitajena8360
    @nikitajena8360 3 года назад +51

    Heart touching story......tears come down from my eyes......acting of father and daughter is excellent.
    Thank you Doradarsan........

  • @sanjaykumarjena7862
    @sanjaykumarjena7862 3 года назад +717

    ନବମ ଶ୍ରେଣୀରେ ଏହି ଗଳ୍ପ ଟିକିଏ କିଏ ଦେଖୁଛି👍Like କର।

  • @sabitaranidasm1
    @sabitaranidasm1 3 года назад +62

    Those were days,. When we usud to wait eagerly only to watch these stories..... these were the picture of # OUR ODISHA .

  • @biswapuja915
    @biswapuja915 3 года назад +123

    ବହୁତ ସୁନ୍ଦର ଗଳ୍ପଟେ
    ପିଲା ଦିନ କଥା ପୁଣି ଥରେ ମନେ ପଡିଗଲା😊😊😊
    DD 1 ରେ ଏମିତି program ଆଉ ମିଳୁନି

  • @rkranabijuli2624
    @rkranabijuli2624 3 года назад +171

    ହୃଦୟକୁ ଛୁଇଁଲା ଭଳି ମନଲୋଭା କାହାଣୀ ଟିଏ ଅତିସୁନ୍ଦର 👌👌👌👌

  • @alokkumarjena2972
    @alokkumarjena2972 2 года назад +128

    ଆଜି ସେହି ନବମ ଶ୍ରେଣୀର କଥା ମନେ ପଡିଗଲା 🏠 ପ୍ରକୃତରେ ଆମ ଓଡ଼ିଆ ଭାଷା ସାହିତ୍ୟ ମହାନ୍। ସେହି ସମୟରେ କଥା ମନେ ପଡିଗଲେ , ଆଖିରେ ଲୁହ ଜକେଇ ଆସିଥାଏ ଏବଂ ଛାତି ଫାଟିଗଲା ପରି ଲାଗେ। 😭😭ଏହି କାହାଣି ହେଉଛି କାଳଜୟୀ।❤️❤️🥰🥰

    • @travelerrd1435
      @travelerrd1435 5 месяцев назад

      Ham bhai school kotha mone podila mu thomlen dekhi ki video dekhi ba pi chali asili

    • @debasmitasarangi489
      @debasmitasarangi489 3 месяца назад

      Mo luha bahariasila

  • @rabindranathchaki4075
    @rabindranathchaki4075 3 года назад +589

    ପାଞ୍ଚ ବର୍ଷ ପରେ ନବମରେ ପୁଣି ଥରେ ପଢିବାକୁ ମନ ଲାଗୁଛି ବୁଢା ଶଙ୍ଖାରୀ ବହୁତ ଦୁଃଖ ଦାୟକ DD 1 channel very nice

    • @limapradhan4626
      @limapradhan4626 3 года назад +5

      @@dukhisyambarik6628 karana 9th class re a story achhi.... Se padhichan ta janibeni.... Se kn ame samaste janichu aeta 9 class re achhi

    • @dirjarani7541
      @dirjarani7541 3 года назад +2

      Hm bhai

    • @dirjarani7541
      @dirjarani7541 3 года назад +5

      @@dukhisyambarik6628 bhai ehi story 9th class bookre achi.bahuti bhala lage sadness story.

    • @dukhisyambarik6628
      @dukhisyambarik6628 3 года назад +3

      Hn je aapana Kemiti janile jee buda sankhari story ti 9th class book re achhi boli aapana kn 9th class re padhuchhanti ki ????😞😞😞😞

    • @limapradhan4626
      @limapradhan4626 3 года назад +3

      @@dukhisyambarik6628 are yrrr 9 class re padhile jai ki janba ki... 9 class padhiki ta asichu naaa.... Ta kendi nai janbu j ken story ken class re thila boli.... Kain bhai tume 9 class padhina ki... Na setebele tamara book re a story nathila....

  • @SaMurmu-wu2ze
    @SaMurmu-wu2ze 3 года назад +16

    ବଢିଆ ଅଭିନୟ ବୁଢ଼ା ଶଙ୍ଖାରୀ ସାର 👍👌

  • @mtarkes
    @mtarkes 3 года назад +237

    ଶେଷ ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା, ଆଖିରୁ ଲୁହ ଝରିଗଲା ।

  • @pritikinewduniya
    @pritikinewduniya 3 года назад +20

    ଯେତେ ଦେଖିଲେ ବି ମନ ଭୋରୁନି କି ସୁନ୍ଦର ଅଭିନୟ ଆଗରୁ ଶୁଣିଥିଲି ମୋ ଜେଜେମା ଠୁ କିନ୍ତୁ ଆଜି ଦେଖି ମନ ଭରିଗଲା.

  • @sonali8246
    @sonali8246 3 года назад +207

    ଓଡିଆ ଜାତି ର ଓଡିଆ କଥା କାହାଣୀ ଏଇ ଆଧୁନିକ ଯୁଗ ରେ ମଧ୍ୟ ଦେଖିବାକୁ ମିଳୁଛି ବହୁତ ବଡ କଥା ସେଇ ନବମ ଶ୍ରେଣୀ ର ସାହିତ୍ୟ ବହି ପିଲାଦିନ କଥା ସବୁ ମନେପଡିଯାଉଛି😭😭😭😭😭😭❤❤❤❤❤❤❤❤❤❤❤

  • @bhitinasan4084
    @bhitinasan4084 Год назад +23

    Memory of 9th class, our Sir Dr.Surendra Tripathi made everyone emotional..the way and quality of teaching❤️ missing all that..

  • @asishrout9142
    @asishrout9142 3 года назад +29

    ଓଡ଼ିଆ ସବୁଠୁ ବଢ଼ିଆ 👍

  • @jagabandhulenka8766
    @jagabandhulenka8766 2 года назад +6

    Old is gold ea eamitik nichak odia story jahaku sunile dekhile akhiru apaape luha bahariasiba. Budhasankhri story is wonderful story

  • @shrikhetrabhumi5526
    @shrikhetrabhumi5526 3 года назад +30

    Smart pila sabu tike bhala kari dekha old day ra kichh memories... Bahut sundar amar odiaaa

  • @Lipsha1231
    @Lipsha1231 Год назад +7

    Nostalgia

  • @anshumanpatra3402
    @anshumanpatra3402 3 года назад +32

    Got this video in suggestion list without searching, but childhood memory refreshed!!❤️

  • @biswaranjan1482
    @biswaranjan1482 2 года назад +31

    କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଅପୂର୍ବ କୋମୋଳ ଶବ୍ଦରେ ରଚିତ ବୁଢା ଶଙ୍ଖରି ଗଳ୍ପଟିର ପ୍ରେମ ଓ କରୁଣ ଭାବ ହୃହୟ ସ୍ପର୍ଶୀ ଅଟେ ।

  • @asutoshacharya1597
    @asutoshacharya1597 3 года назад +110

    ଆଜି କାଲିର ଅଭିନେତା ୟାକୁ ସାରା ମାସ ଦେଖି ଅଭିନୟ ଶିଖନ୍ତୁ

  • @sipunparida3001
    @sipunparida3001 Год назад +21

    Salute to କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର 🙏

  • @bibhutibhusanbiswal7687
    @bibhutibhusanbiswal7687 3 года назад +123

    Oh DD!! Many many thanks from bottom of the heart. What was being aspired since long, Here is that now. Hoping such type of old DD to reappear and give us the authentic feeling as it is doing.

  • @gyanbhandar3852
    @gyanbhandar3852 3 года назад +52

    Omg... the performance by all actors is just speechless and now the recent actors must watch and learn from them...👌👍💕💞❤

  • @niranjannayak5647
    @niranjannayak5647 3 года назад +53

    Aajji kali jou story asuchi mo bala story
    Old is gold😥😥😥😥😥😥😥😥

  • @chulbulijyotipatra1432
    @chulbulijyotipatra1432 2 года назад +13

    ଭବନ୍ ମତେ ଫେରେଇଦିଆ ସେ ପିଲା ଦିନ ବହୁତ୍ ମିସ୍ କରୁଛି I Miss you old day 😭😭😭

  • @arunkumarray6909
    @arunkumarray6909 3 года назад +45

    ଏ କାହାଣୀରୁ ଅନେକ କିଛି ଶିଖିବା ଦରକାର ଯୌତୁକ କାଳୀ ଗୋରୀ ଝିଅ ସୁନା ଅଳଙ୍କାର ଗରିବ ଧନୀ ଇତ୍ୟାଦି ଅଂହକାର ବସ ହୋଇ ନିରୀହ ସୁନାଫୁଲ ନିର୍ମଳ ହୃଦ ଥିବା ଝିଅ ଏବଂ ବାପ ମାଆଙ୍କୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତ ଦେଲେ କାହାଣିଟିର ମାନନବୃଦ୍ଧି ହେବ।

  • @barshakhuntia4143
    @barshakhuntia4143 2 года назад +8

    Old is gold . Heart touching story .

  • @devisfame9296
    @devisfame9296 3 года назад +254

    କୋଉଠି ନା କୋଉଠି କିଛି ଅତି ସଚ୍ଚୋଟ ଓଡିଆ ଅଛନ୍ତି। ଈଂରେଜି ପବନ ବାଜିଲେ ବି ଓଡ଼ିଆ କୁ ମନ ପ୍ରାଣ ରୁ କାଢି ନାହାନ୍ତି।।

  • @Bad.-boy
    @Bad.-boy Год назад +10

    ପୁରୁଣା ସ୍ମୃତି ଗୁଡ଼ିକ ପୁଣି ଜୀବନ୍ତ ହୋଇଉଠିଲା ।
    କାହାଣୀ ଓ ଅଭିନୟ ବେଶ୍ ଚମତ୍କାର ଏବଂ ହୁଦୟସ୍ପର୍ଷୀ 🙏

  • @rajendrabodkia
    @rajendrabodkia 3 года назад +141

    ଏକ ଦୃଦୟସ୍ପର୍ଶୀ ଗଳ୍ପ ଅଟେ 🙏🙏

  • @deabasissahoodeabasis4515
    @deabasissahoodeabasis4515 3 года назад +12

    This video is heart touching video i am proud of our Odisha people

  • @rightthought9391
    @rightthought9391 3 года назад +21

    ସେତେବେଳ ର ଓଡ଼ିଆ କାହାଣୀ ସତରେ କେତେ ମର୍ଯୟାଦାପୂର୍ଣ୍ଣ ଆଉ ସୁନ୍ଦର ଥିଲା। ଆଜିକାଲି ଏତେ ଅସଭ୍ୟତ। ଭର୍ତି ହେଇଛି ଯେ ଦେଖିବା ଦୁରେ ଥାଉ ଶୁଣିବାକୁ ମଧ୍ୟ ଭଲ ଲାଗୁନି। ପୁଣି ସେଇ ପୁରୁଣା ଦିନ ଫେରି ଆସନ୍ତା କାଳେ 🥺🥺🥺

  • @karismabehera9108
    @karismabehera9108 3 года назад +8

    ଜୀବନ୍ତ କାହାଣୀ ❤️❤️❤️🙏🙏🙏

  • @uniquedistinguished7419
    @uniquedistinguished7419 3 года назад +24

    These stories are our assets ..requesting DD news to make new shows on the storyline of odia prolific writers.

  • @prativabhue3619
    @prativabhue3619 2 года назад +7

    School time memories 💙💜💚💛🧡♥️

  • @bhimsen9859
    @bhimsen9859 3 года назад +22

    Old memories it very talented memory 😭

  • @Cse099
    @Cse099 2 года назад +55

    ମୋର ଆସ୍ ମାନା ତାରା ଦରକାର 😳
    ଏହାହିଁ ଥିଲା ସେହି ସୁସୁନ୍ଦର ନୀରିହ ବୋହୂର ବୃଦ୍ଧ ବ୍ୟକ୍ତିଙ୍କ ପ୍ରତି ଅତ୍ଯନ୍ତ ହୃଦୟସ୍ପର୍ଶୀ ଶଦ୍ଦ ମାଳା 😍

  • @lkihgbnhtfhj
    @lkihgbnhtfhj 3 года назад +25

    It's really a heart touching story

  • @devidattasahoo325
    @devidattasahoo325 2 года назад +1

    Extremely heart touching. Ebe e sabu kuadu miliba dekhibaku

  • @pintulizaentertenment4417
    @pintulizaentertenment4417 2 года назад +3

    Really heart'touching kantakabi laxmikanta Mohapatra nka lekhani atyanta hruday sparsh oh kalajayi mahhya

  • @Vvvi661
    @Vvvi661 3 года назад +129

    Well I'm today's generation Kid who obviously prefer modernity but recently I watched some these kind of stories and they are marvelous. Direction, presentation, the odia culture touch , dialogues everything just great.
    It's sad there are some silly movies n stories are getting money n fame instead of these masterpieces. I'm glad I found.❤️

    • @kishormhranakishor6491
      @kishormhranakishor6491 3 года назад

      P

    • @pravatacharya5502
      @pravatacharya5502 3 года назад +2

      We are uploading this type of stories in DD Odia..
      Please follow us..

    • @manurvabhah
      @manurvabhah 2 года назад

      ଆଜିକାଲିର ପିଲାମାନେ ତ ନିଜ ମାତୃଭାଷା ମଧ୍ୟ ଭୁଲିଗଲେଣି ।

    • @Rajesh_lets.enjoy143
      @Rajesh_lets.enjoy143 11 месяцев назад +1

      Yes thanks a lot 🥰 I am glad that you are interested for this 🥰🥰

  • @chandanabehera5711
    @chandanabehera5711 Год назад +5

    I am proud for my odisha culture

  • @_Nature.08k
    @_Nature.08k 3 года назад +28

    School samayare book re padhithiti taku mane mane bhabi deithili hele aji nija akhire dekhili really bahut bhala lagila emotional story

    • @missmamta-uj7ku
      @missmamta-uj7ku 3 года назад +2

      Mu b 9th class. Odia subject re padhithili.. Se sabu smruti ebe mane padi jauchi.. 2014 ra Katha...

    • @_Nature.08k
      @_Nature.08k 3 года назад

      @@missmamta-uj7ku hi

    • @missmamta-uj7ku
      @missmamta-uj7ku 3 года назад

      @@_Nature.08k hello

    • @_Nature.08k
      @_Nature.08k 3 года назад

      @@missmamta-uj7ku kau jagara

    • @missmamta-uj7ku
      @missmamta-uj7ku 3 года назад

      @@_Nature.08k kalahandi district ru

  • @amiyanayak842
    @amiyanayak842 3 года назад +7

    Odia culture 👍
    Jay Jagannath 🙏🏼

  • @indian8303
    @indian8303 3 года назад +24

    Back to 1 year. Missing some memories.

  • @diptiranisamantray230
    @diptiranisamantray230 2 года назад +12

    Old days memories☺ Thank you❤

  • @prasantadehuri6273
    @prasantadehuri6273 3 года назад +9

    I proud of this oldest story I am very great fully

  • @amitanshubehera7078
    @amitanshubehera7078 8 месяцев назад +1

    Jay Jagannath... Now i am studying in +2 second year at Ravenshaw university.. When I was 9th fellow then this story was Thesched me alot of memory & I will never forget that story... Thanks alot to DD odia... & Kantakabi laxmikant Mohapatra❤

  • @madhusmitapanda9606
    @madhusmitapanda9606 3 года назад +22

    Old is gold sir .......... Chota belara katha Manepadigala😭😭😭😭😭

  • @khusinayak-sy9tu
    @khusinayak-sy9tu 7 месяцев назад

    So beautiful story budha sankhari 😊😊

  • @ivasworld6857
    @ivasworld6857 3 года назад +9

    Heart touching 😭😭❤️❤️.....I love my Odisha ❤️

  • @Satyajitpatra-l3l
    @Satyajitpatra-l3l 7 месяцев назад

    Hrudaya bidaridela avinayare.budha sankhari mausanku sahe salam

  • @khushibapirudra7343
    @khushibapirudra7343 3 года назад +9

    Satare video dekhi kanda lagila 😭😭😭😭 old is gold

  • @tophanbiswal
    @tophanbiswal 3 года назад +8

    😭😭😭 ଅତ୍ୟନ୍ତ ଦୁଃଖମୟ ଗଳ୍ପ ଅଟେ । 🙏🏾

  • @kanaklataprusty1472
    @kanaklataprusty1472 Год назад +1

    Thank you for DD odia chanel 😘😘

  • @saritabehera9671
    @saritabehera9671 2 года назад +2

    Pila dina katha mane padijauchi😘😘👌👌👍👍🙏🙏

  • @lipinapattnaik2637
    @lipinapattnaik2637 3 года назад +19

    E kahani dekhi akhire Luha asijaichi,au besi dukha laguchi se sankhari ra jhia katha bhabibe sei paribar ku khali mada darkar jie ete lobhi au matlabi jadi semane tanka jhia ku ete kasta na deithante se kebe bi mari na thanta e kahani kebal se jhia ra nuhne emiti kichhi paribar paini aji bahut garibal bapa mana nka jhia mane emiti akalare marijauchhanti esabu sie feel karipariba jaha life re eta heichi mu eta fell karichi au kaha jiba na re na heu bhagban nku dakuchi

    • @Teluguentiammayi
      @Teluguentiammayi 3 года назад +1

      Hn didi bohut dukha laguchi aie story dekhile 😭😭😭

    • @lipinapattnaik2637
      @lipinapattnaik2637 3 года назад

      @@Teluguentiammayi thank u reply karichhanti sata re mate bahut dukha lagila ,e samaj ra loka ete lovi,matlabi heiparanti je gariba ,niriha jia mana nku bi chhadantini

    • @Teluguentiammayi
      @Teluguentiammayi 3 года назад

      @@lipinapattnaik2637 hn didi 😭

    • @lipinapattnaik2637
      @lipinapattnaik2637 3 года назад

      @@Teluguentiammayi tame kan karucha padhucha na au kichhi

    • @Teluguentiammayi
      @Teluguentiammayi 3 года назад

      @@lipinapattnaik2637 hn dii mu study kare

  • @gntrboy7024
    @gntrboy7024 9 месяцев назад +1

    ଆଖିରୁ ଲୁହ ଗଡିଗଲା ...... କି ସୁନ୍ଦର ଅଭିନୟ...... ପିଲା ଦିନ କଥା ମନେପଡ଼ିଗଲା........

  • @sadyasnatadas1683
    @sadyasnatadas1683 3 года назад +6

    Thanks dd odia for uploading this

  • @brasharinirout6100
    @brasharinirout6100 2 года назад +1

    So nice and beautiful.. Heart teaching and learning... Emotional 🥰🥰😍😍❤❤💞💞😭😭

  • @himansusekharsahoo7118
    @himansusekharsahoo7118 3 года назад +5

    Really heart touching story...😭😭😭...Akhi Ru luha asijauchhi ...

  • @AJITKumar-mr3pu
    @AJITKumar-mr3pu 3 года назад +4

    😭😭bohut sundar bhava re upasthapana. .krichanti....🙏🙏

  • @ashokmahananda9819
    @ashokmahananda9819 9 месяцев назад

    Bahut sundar kahani pilabela patha sala mane padigala🙏🙏🙏❤️❤️❤️

  • @bhabanishankarpati466
    @bhabanishankarpati466 2 года назад +4

    Old story...Real scene
    0ld memories have a heart touching scene always remind forever

  • @ErAKPradhan
    @ErAKPradhan 6 месяцев назад +1

    ଛାତ୍ର ଥିବାବେଳେ ପଢ଼ିଥିଲି ଓ ଖୁବ ପ୍ରଭାବିତ ହୋଇଥିଲି, ହେଲେ ଦୀର୍ଘ ବର୍ଷ ପରେ ଏ ନିଖୁଣ ଅଭିନୟ ଦେଖିଲାପରେ ଲୁହ ସମ୍ବରଣ କରି ପାରିଲି ନାହିଁ, ମୋ ଓଡ଼ିଆ ଭାଷା ଏହିପରି ଚମକୁଥାଉ, ପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା 🙏💐

  • @sidhantapradhan7957
    @sidhantapradhan7957 3 года назад +63

    My like will cross 100likes👍
    Very heart touching video 😭😭😭

  • @Viratfangirl18_forever
    @Viratfangirl18_forever 2 года назад

    Navama sreni katha mane padi gala😌
    Nice and heart toching

  • @binasuna2413
    @binasuna2413 3 года назад +8

    9class bahut mane paduchhi a story dekhile but mu ta abe +2 1st year kalini but puni 9class padhibaku mane paduchhi

  • @rickandrupsha5507
    @rickandrupsha5507 2 года назад +1

    nice story 😍😍full intresting

  • @satyabansahu8422
    @satyabansahu8422 3 года назад +9

    ହୃଦୟସ୍ପର୍ଶୀ 🙏🙏

  • @itsmechittsahoo9567
    @itsmechittsahoo9567 2 года назад +1

    I like this type of moral stories

  • @kajklsingh4304
    @kajklsingh4304 3 года назад +1

    Very nice story really love you

  • @bikashsatapathy1308
    @bikashsatapathy1308 3 года назад +50

    ଆଖି ରୁ ଲୁହ ଆସିଗଲା😢😢😢

  • @thirdeye9492
    @thirdeye9492 Месяц назад +1

    ଓଡ଼ିଆ ଭାଷାସାହିତ୍ୟ ରେ ଏପରି ଯୁଗାନ୍ତକାରୀ ସୃଷ୍ଟି ହୁଏତ ଆଉ ସମ୍ଭବ ହୋଇ ନ ପାରେ.... ସ୍ରଷ୍ଟାଙ୍କୁ ପ୍ରଣାମ 🙏🙏❤️

  • @bhagyalaxmiswain8876
    @bhagyalaxmiswain8876 3 года назад +13

    After graduation ,,,,, wants this topic which one my favorite....

  • @SweetShraddhanjali
    @SweetShraddhanjali 2 года назад

    Atyanta hrudayasparshee👌
    Evali kahaanee ama odia sanskruti ra parichaya. Nichhaka avinaya akhi re luha anidela. School re padhila bele dekhithili. Aji puni thare dekhi bahut vala lagila.
    ThanQ DD Odia🙏

  • @rahulpradhan945
    @rahulpradhan945 3 года назад +6

    Tq sir pila Dina kotha mo ne padigola aji amiti

  • @mahimamohapatra777OAS
    @mahimamohapatra777OAS 10 месяцев назад +2

    Very heart touching story and very heart touching story❤❤❤

  • @sukantimajhi8834
    @sukantimajhi8834 3 года назад +4

    Very nice 👌👍

  • @sanjanapradhani8858
    @sanjanapradhani8858 Год назад +1

    My favourite story 😊😊😊😊

  • @Mansi7473
    @Mansi7473 3 года назад +6

    😭😭😭😭 akhiru luha jhari ase ahi story dekhile

  • @shubarnnagond6492
    @shubarnnagond6492 3 года назад +1

    Aga ku amithi ka video kebe dekiba ku mili bo opesky re rahi lu👍👍💯💯💯💯

  • @nanditasahoo7809
    @nanditasahoo7809 3 года назад +13

    Jou story ta ei Year re padhi asuthili... Sei story aji dekhibaku milila... 😊

  • @hariharjena6244
    @hariharjena6244 8 месяцев назад +1

    ଓଡ଼ିଆ ଅସ୍ମିତା ର ନିଛକ କାହାଣୀ ❤

  • @jayashreepandaofficial
    @jayashreepandaofficial 3 года назад +5

    Old memories is very talented memories

  • @sumandewsofian2295
    @sumandewsofian2295 2 года назад +1

    Harth touching story 😭😭😭😭😭😭😭😭😭

  • @saraswatisahoo8953
    @saraswatisahoo8953 3 года назад +8

    Nabam class re book 📚 re padhuthili aji dekhiki ae story bahut kanda lagila 🥺😓😥😥😥

  • @kshirabdhitanayapatra1999
    @kshirabdhitanayapatra1999 2 года назад

    Chota bele tv re dekhuthili.... Bhala lage eieta asman tara sankha 😍 ... Last seen ta sabuthu dukhamaya 😭😭

  • @sipun_nayak
    @sipun_nayak Год назад +3

    ଆଜି କାଲିର ଚଳଚିତ୍ର ଠାରୁ ସେ ପୁରୁଣା କଥା ସରିତା ୧୦୦ ଗୁଣ ରେ ଭଲ❤❤

  • @MR-GHOSTz
    @MR-GHOSTz 2 года назад +1

    ଧନ୍ୟବାଦ୍

  • @JustForFun-se9jp
    @JustForFun-se9jp Месяц назад +1

    😢😢😢😢 bhuta sundar

  • @shibanimeher6278
    @shibanimeher6278 2 года назад +7

    Memories of high school time

  • @lipunpradhan7433
    @lipunpradhan7433 2 года назад +1

    Heart touching story