Rok Thok Live | ଓଡିଆଙ୍କ ବିଦ୍ରୋହ ଡର | 30 May 2024 | Argus News

Поделиться
HTML-код
  • Опубликовано: 21 окт 2024
  • Rok Thok Live | ଓଡିଆଙ୍କ ବିଦ୍ରୋହ ଡର | 30 May 2024 | Argus News
    #ArgusNews #rokthok #VKPandian #CMNaveenPatnaik #Election2024 #Political #bjd #OdishaNews #durgashish #OdishaPolitics
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    RUclips : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Комментарии • 356

  • @BirendraNayeak
    @BirendraNayeak 4 месяца назад +29

    BJD ଅନ୍ଧକାର ଭିତରକୁ ଯାଇ ସାରିଛି,,,,100% BJD ର ଭବିଷ୍ୟତ ଭଲ ନାହିଁ 100%

  • @kalyanpanda5885
    @kalyanpanda5885 4 месяца назад +24

    ଶଳା ଟିକୁ କାହିଁକି ଡାକିଛନ୍ତି ପାଦ ଚଟା କୁ

  • @20NEW-MUSIC
    @20NEW-MUSIC 4 месяца назад +43

    ଆମକୁ ଆଉ ଗୋଟିଏ ପାଇକ ବିଦ୍ରୋହ ଦରକାର ପାଣ୍ଡିଆନ ଗୋଷ୍ଠୀ ପାଇଁ।

  • @user-vq5lk8jp9w
    @user-vq5lk8jp9w 4 месяца назад +18

    ଏଭଳି ଗୋବର ଗଣେଶ ଯିଏ ପାଣ୍ଡିଆ ଚପଲ୍ ଧୁଆ ପାଣି ପିଇ ବାହାସ୍ଫଟ ମାରୁଛି ଛିଃ ଛିଃ ଛିଃ। ଧିକ୍

  • @gadadharsahoo7997
    @gadadharsahoo7997 4 месяца назад +9

    Only one is BJP Odisha Sarakar Jay jagannath

  • @jagdishkumarrath4631
    @jagdishkumarrath4631 4 месяца назад +19

    ଗଣେଶ ଭଳିଆ ଗୋଟିଏ ପାଗଳ ଚରିତ୍ର କୁ ଦେଖି ମୁଣ୍ଡ କାମ କରୁ ନାହିଁ !!!!

    • @melisha4236
      @melisha4236 4 месяца назад +3

      Budhha ku piti ki bahar kara

  • @harisankardebata7081
    @harisankardebata7081 4 месяца назад +3

    Argus news reporter is very good

  • @rananak
    @rananak 4 месяца назад +7

    Modi sarkar odisha re darkar

  • @matrukrupa2024
    @matrukrupa2024 4 месяца назад +16

    ଗଣେଷ ର ଡିଏନ ଟେଷ୍ଟ କରି ଜାଣନ୍ତୁ ସେ କେଉଁ ଦେଶ ରୁ ଭଡ଼ା ଆସିଛନ୍ତି ।

    • @suryanayak3195
      @suryanayak3195 4 месяца назад

      ତାମିଲ ପେଲ ଚଟା ଶଳା ଗଣେଶ

  • @dhaneswardas7823
    @dhaneswardas7823 4 месяца назад +44

    କାହିଁକ ଏଭଳି ଲୋକଙ୍କୁ ଟିଭିରେ ଦେଖାଇ ଓଡ଼ିଆମାନଙ୍କୁ ଅପମାନିତ କରୁଛନ୍ତି?

  • @srustidhardey5817
    @srustidhardey5817 4 месяца назад +3

    ❤❤❤ BJD hatau odisha ru

  • @abanipradhan
    @abanipradhan 4 месяца назад +19

    ଏଇ ଗାଲୁଆ କୁ କାହିଁ ଡାକୁଛ,,,, BJD ଗୋଟେ,,,g,,, ମରା ସରକାର

  • @srustidhardey5817
    @srustidhardey5817 4 месяца назад +1

    ❤❤❤ right

  • @kalyanpanda5885
    @kalyanpanda5885 4 месяца назад +15

    ଫୋଟୋ ରଖନା, ସ୍ତ୍ରୀ କୁ ପଠେଇ ଦେ

  • @20NEW-MUSIC
    @20NEW-MUSIC 4 месяца назад +27

    ଏ ମାଘିଆକୁ ଗଣେଶ ନାମ କାହିଁକି ଦେଲେ ବୋପା ମା।

    • @suryanayak3195
      @suryanayak3195 4 месяца назад +1

      ୟାର ନାଁ ଗଲୁଆ ଦବା କଥା

  • @samalak8335
    @samalak8335 4 месяца назад +16

    Ganesh sahoo ଙ୍କୁ ଲଜ୍ୟ ନାହି ଝାର pada ଜେଲ୍ ଯିବାକୁ ରେଡ୍ଡୀ ହୋଇକି ଥିବୁ ଅଳ୍ପ ଦିନ
    ବାକୀ ରହିଲା ତୁ କେତେ BJD ଠାରୁ ପଇସା
    ନେଇଛୁ ଜେଲ୍ ରେବହାରିବ

  • @BirendraNayeak
    @BirendraNayeak 4 месяца назад +17

    BJD ର କାର୍ଯ୍ୟକର୍ତ୍ତା ବି ଜାଣି ସାରିଛନ୍ତି BJD ପାର୍ଟୀ ର ଭବିଷ୍ୟତ ଭଲ ନାହିଁ 100% ବାଧ୍ୟ୍ୟ ବଶତ କାର୍ଯ୍ୟ କର୍ତ୍ତା ଚାଲିଛନ୍ତି 100%

  • @biswanathmishra8119
    @biswanathmishra8119 4 месяца назад +14

    ଗଣେଶ ବାବୁ। ଙ୍କ ଦେହରେ ଓଡ଼ିଆ ରକ୍ତ ନାହିଁ

    • @trinathpenthia6446
      @trinathpenthia6446 4 месяца назад +2

      ପାଣ୍ଡୁର ଜିନ ଗଣେଶବାବୁ ଦେହରେ ଅଛି.

  • @ashokkumardas8238
    @ashokkumardas8238 4 месяца назад +1

    Durgasis babu you r great. I highly appreciate you, your journalism is outstanding

  • @lalatenduparida6198
    @lalatenduparida6198 4 месяца назад +5

    Jay Jagannath 🙏🙏🙏

  • @nakuldhal1007
    @nakuldhal1007 4 месяца назад +7

    ଏ ଗଣେଶ ସାହୁ କଥା ଶୁଣି ଆମକୁ ଲଜ୍ୟା ଲାଗୁଚି । ସେ ପାଦ ଧୂଳି ନେଇ ନିଜ ପରିବାରର ସବୁ ସଦସ୍ୟଙ୍କ ମୁଣ୍ଡରେ ମାରନ୍ତୁ କିଛି ଆପତ୍ତି ନାହିଁ । ଏଭଳି ଲୋକଙ୍କୁ ପ୍ରୋଗ୍ରାମ କୁ ଡାକି ଚାନେଲ ନିଜର ସମ୍ମାନ ନ ହରାଉ ।
    ପ୍ରକୃତ ସତ୍ୟ ହେଉଛି ଓଡ଼ିଶା ବାସୀଙ୍କର ସ୍ୱାଭିମାନ ଥିଲେ, ଓଡ଼ିଶା ପାଣ୍ଡିଆନ୍ ବାବୁଙ୍କର ପକେଟ୍ ରେ ନ ଥାଆନ୍ତା । ଓଡ଼ିଆ କିଛି କରି ପାରିବେ ନାହିଁ ।

  • @dhaneswarrout6384
    @dhaneswarrout6384 4 месяца назад +4

    ଛି ଛି ତାମିଲ ଗୋଲାମ।

  • @rananak
    @rananak 4 месяца назад +6

    Odisha banchaao Naveen hatao

  • @mahanbaliyarshingh6313
    @mahanbaliyarshingh6313 4 месяца назад +5

    ଗଣେସ ବାବୁ ଜଣେ ବେ ଲଜ୍ୟା

  • @biswojitshow75
    @biswojitshow75 4 месяца назад +5

    BJP odisha sarakara kariba

  • @sushantapolei6322
    @sushantapolei6322 4 месяца назад +13

    ଗଣେଶ ସାହୁ ତୋତେ ଚପଲରେ ମାଡହବା ଦରକାର

  • @gadadharsahoo7997
    @gadadharsahoo7997 4 месяца назад +4

    Odisha people wants only one is BJP Odisha Sarakar Jay ho BJP odisha Jay jagannath

  • @abanipradhan
    @abanipradhan 4 месяца назад +19

    ଏଇ ଟାକୁ ଯୋତାରେ ରେ ପିଟ ରେ,,, ଓଡ଼ିଶା କୁ ଏଇ ଲୋକ ବିକିଦେବ

  • @drjack3995
    @drjack3995 4 месяца назад +4

    ଆମ ଏପୋଟେ ଭୋଟ ସରିଗଲା କିନ୍ତୁ ସେ ଲକ୍ଷ୍ମୀ ବାସ ଆଉ ଦେଖା ନାହିଁ 😁😁😁

  • @BailochnNayak
    @BailochnNayak 4 месяца назад +2

    ଏଟା ଓଡ଼ିଶାର କଳଙ୍କ ଏଟା ଓଡ଼ିଆ ନୁହେଁ

  • @jyotiranjanpradhan1501
    @jyotiranjanpradhan1501 4 месяца назад +2

    ମୂର୍ଖ ଗଣେଷ ଭୈରବ ପୂଜା କରୁଛନ୍ତି। ଲଜ୍ୟା।

  • @baradaprasannabhuyan4723
    @baradaprasannabhuyan4723 4 месяца назад +6

    ଏ ଗଣେଶ ସାହୁ ପରି କିଛି ଲୋକ ନିଜ ସ୍ବାର୍ଥ ପାଇଁ ନିଜ ମା ଭଉଣୀ ଆଉ ସ୍ତ୍ରୀ ଙ୍କୁବି ଅନ୍ୟ ପାଖରେ ବନ୍ଧା ପକାଇ ଦେବେ। ମତେ ତ ଲାଗୁଛି ଏ ଲୋକ ଟା ର କୌଣଷି ଇଜ୍ଜତ ନାହିଁ

  • @GuruCharanRout-lu7ch
    @GuruCharanRout-lu7ch 4 месяца назад +4

    Nirlaja

  • @ramanandapatra
    @ramanandapatra 4 месяца назад +1

    Argus news ରେ ନୁଆ ନୁଆ ମୁହଁ ଦେଖି ନିଜକୁ ଗର୍ବିତ ମନେ କରୁଛି। you are our pride of golden age of ODISHA.

  • @MrManas1989
    @MrManas1989 4 месяца назад +1

    through out #BJD from #Odisha

  • @kailashrana5820
    @kailashrana5820 4 месяца назад +8

    ଆମେ ବୁଝିପାରୁନୁ ଗଣେଶ ସାହୁ ଙ୍କୁ ସବୁବେଳେ କାହିଁକି ଡିବେଟ୍ ରେ ବସାଉଛନ୍ତି !ବିଜେଡି ର ଚାଟୁକାରୀତା ବ୍ଯତୀତ ଆଉ କିଛି କହି ଶିଖି ନାହାନ୍ତି ସେ ।

  • @Gopal-q2d
    @Gopal-q2d 4 месяца назад +5

    Eku odisharu bahar kara

  • @matrukrupa2024
    @matrukrupa2024 4 месяца назад +2

    ମୂର୍ଖ ଗଣେଶ କୁ କାହିଁକି ଡିବେଟକୁ ଡାକୁଛନ୍ତି ।

  • @prananathpati9976
    @prananathpati9976 4 месяца назад +14

    ଏଇ ଗଣେଶ କୁ କାହିଁକି ଡାକୁଛ? ଏଇଟା ଗୋଟାଏ ଚୋର ବାହାପିଆ ଠକ ମିଛୁଆ ଗାଲୁଆ ଟାଉଟର। ଅନ୍ୟ କାହାକୁ ଡାକ ଯାହାର ମାନ୍ ଇଜ୍ଜତ ଥିବ।

    • @samiracharya1455
      @samiracharya1455 4 месяца назад +1

      Bhai semiti kuhani, ganesh Babu mane mane kintu thik vabuthibe😂😂

    • @arabindamishra4045
      @arabindamishra4045 4 месяца назад +1

      ବିଜେଡି ରେ ଆଉ କାହାର ମାନ ଇଜ୍ଜତ ଅଛି ? ସମସ୍ତେ ତ ତାମିଲ ର କ୍ରୀତଦାସ ଆଉ ଓଡ଼ିଆ ଜାତିର କଳଙ୍କ।

    • @PatelR-ur7ww
      @PatelR-ur7ww 4 месяца назад

      @@samiracharya1455 1.

  • @trilochanpatnaik6321
    @trilochanpatnaik6321 4 месяца назад +3

    ତାହାର ଦକ୍ଷତା ଥିଲେ ସେ Pandian ପାଦ ଧୁଳି ପାନ କରନ୍ତେ କି?

  • @sukantakumarpradhan8127
    @sukantakumarpradhan8127 4 месяца назад +4

    ନାଁ ଗଣେଶ , ମୂର୍ଖଙ୍କ ଭଳି ମନ୍ତବ୍ୟ,ଲ.... ଜ୍ୟା।

  • @gadadharsahoo7997
    @gadadharsahoo7997 4 месяца назад +5

    Ganesh Sahoo Ku Jail pathaile bhuta bhalla heba

  • @dibakarnayak4530
    @dibakarnayak4530 4 месяца назад +9

    ଏ ଗଣେଶ ସାହୁଙ୍କୁ କାହିଁକି ଡିବେଟକୁ ଡାକିଛ?ଏହାକୁ କିଛି ଜଣାନାହିଁ ।ଏ ଶଳା ପାଣ୍ଡୁର ପେଳଚଟା କୁକୁର ।

  • @arunsatapathy9184
    @arunsatapathy9184 4 месяца назад +4

    Ch hi chhi ganesh chatukarita

  • @trilochanpatnaik6321
    @trilochanpatnaik6321 4 месяца назад +3

    ଗଣେଶ ସାହୁ କୁ କହ ବସ୍ତା ଏ ପାଦ ଧୁଳି Pandian ଠାରୁ ରଖି ଦିଅନ୍ତୁ ତାଙ୍କ ଚଉଦ ପୁରୁଷ ମାନଙ୍କ ପାଇଁ ଯାହାଦ୍ଵାରା ତାଙ୍କ ଚଉଦ ପୁରୁଷ ସେହି ପାଣ୍ଡିଆ ପାଦ ଧୂଳି ପାନ କରି ମାନବ ଜନ୍ମ ରୁ ଉଦ୍ଧାର ପାଇ ଯିବେ।

  • @bijayalaxmimallick5836
    @bijayalaxmimallick5836 4 месяца назад +3

    ଗଣେଶ ବାବୁଙ୍କ ପାଇଁ ଦୁଃଖ ଲାଗୁଛି

  • @gajendrasamal5300
    @gajendrasamal5300 4 месяца назад +4

    ଏ ଗଣେଶ ସାହୁ କୁ ପିଟି ପିଟି ତାମିଲନାଡୁ ପଠାଯାଉ

  • @murildhar2463
    @murildhar2463 4 месяца назад +1

    Bhai Ganeshwar Katha suni mobile bhangibaku ichha Heuchi kintu control

  • @rabindrapradhan7646
    @rabindrapradhan7646 4 месяца назад +9

    ନବୀନ ପଟ୍ଟନାୟକ ଓଡ଼ିଆ , ଗଣ ମାଧ୍ୟମରେ ବାଇଟ ଦିଅନ୍ତୁ ।ଏଇଟା ଓଡିଶା ଫରେନ ନୁହେଁ। ଓଡ଼ିଆ ଲୋକ ସମସ୍ତେ English ବୁଝନ୍ତି ନାହିଁ। ଓଡିଶାରେ କଣ ଗଣ ମାଧ୍ୟମ ନାହିଁ। ନା ଓଡିଆ ଗଣ ମାଧ୍ୟମ ପାଣ୍ଡିଆ ର ପୋଲ୍ ଖୋଲିଦେବା ଭୟ।

    • @sopanabadek5696
      @sopanabadek5696 4 месяца назад

      ଉଚିତ୍ ଯୁକ୍ତି ରଖିଛନ୍ତି ଭାଇ । ଯେଉଁ ଭାଷାରେ ଓଡିଆ ଜନସାଧାରଣ ବୁଝି ପାରିବେ ଓ ଯେଉଁ ଲୋକ ଓଡ଼ିଆ ର ଭାବକୁ ବୁଝି ପାରୁଥିବ, ସେମିତି ଲୋକ, ଖାଣ୍ଟି ଓଡିଆ ହୋଇଥିବ , ସେମାନେ ଓଡ଼ିଆଙ୍କ ମୁଖିଆ ହେବା କଥା ।

  • @trinathsinghmahapatra5032
    @trinathsinghmahapatra5032 4 месяца назад +8

    4 ତାରିଖ ପରେ ଗିତ ଗାଇବୁ

  • @pallimadhuriodiafolksong2771
    @pallimadhuriodiafolksong2771 4 месяца назад +2

    ଅର୍ଗସ୍ ସତ କହେ , ଅଲାଜୁକ ମାନେ ଲୋକ ଶୁଣିଲେ ଓ ଦେଖିଲେ ଡରମାଡୁ ଛି ।

  • @surukumbhar
    @surukumbhar 4 месяца назад +2

    BJP ❤

  • @binayakumarsethi6114
    @binayakumarsethi6114 4 месяца назад +2

    ବିଜେଡି ରେ ହିଁ ଏମିତି ଚାଟୁକାର ମାନଙ୍କର ସୃଷ୍ଟି ହୋଇଥାଏ , ଆପଣ ଆଉ କୌଣସି ଦଳରେ ଏମିତି ଭୂଷପଣ୍ଡିତ ଦେଖିବାକୁ ପାଇବେନି । ସତେ ଯେମିତି ପାଣ୍ଡିଆ ବିଦା ହେଲାବେଳେ ଏମାନଙ୍କୁ ସାଙ୍ଗରେ ନେଇ ଚନ୍ଦ୍ରରେ ରଖିବ ଯାଗା କିଣିକି ।

  • @naikbabu5533
    @naikbabu5533 4 месяца назад +1

    ଗାଲୁଆ Bjd ନେତା ଙ୍କ କଥା ଶୁଣ

  • @baradaprasannabhuyan4723
    @baradaprasannabhuyan4723 4 месяца назад +4

    ଏ ଗଣେଶ କେଡେ ବଡ ଗଲୁଆ ଟା କିରେ, ଶଳା କାହାକୁ କଥା କହି ଦଉନୀ।

  • @samalak8335
    @samalak8335 4 месяца назад +5

    Pandian next jail jiba june last re

  • @rameshchandranayak8974
    @rameshchandranayak8974 4 месяца назад +1

    BJD + BJP = BJ ( D+ P)
    D + P = Dharmendra Pradhan.

  • @harekrishnasahoo9741
    @harekrishnasahoo9741 4 месяца назад

    Thanks Argus.

  • @ranjankumarmohanta2003
    @ranjankumarmohanta2003 4 месяца назад +1

    ଛିଃ ଛିଃ ଓଡ଼ିଶାର ନେତା ଗୁଡାକର ଅବସ୍ଥା ଦେଖିଲେ ହସ ଲାଗୁଛି ଏମାନେ ଖାଲି ପାଦଚଟା କ୍ରୀତଦାସ ହେଇ ଶିଖିଛନ୍ତି😂😂😂😂😂

  • @binayakumarsethi6114
    @binayakumarsethi6114 4 месяца назад +2

    ଆଜ୍ଞା ଆପଣ ଏ ଗଣିଆ ବାବୁଙ୍କୁ କାହିଁକି ବାରମ୍ବାର ଡାକୁଛନ୍ତି, ତାଙ୍କୁ ଲଜ୍ଜା ନାହିଁ, ସେ କଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି, ସେ ଲୋକଟା ବି ସେମିତି ବାରମ୍ବାର ଆସି ଲଜ୍ଜିତ ହେବାକୁ ଆଗ୍ରହ ର ସହିତ ଯେମିତି ଚାହିଁ ବସିଛନ୍ତି । ଏମିତି କେତେଟା ଲୋକ ମିଶିଲେ ପୃଥିବୀକୁ ଓଲଟା ଘୁରେଇଦେବେ ହୋ ।

  • @kalyanpanda5885
    @kalyanpanda5885 4 месяца назад +5

    ଶଳା ବଦଲାମ କହୁଛି, କି ଭାଷା ଜ୍ଞାନ ଗଣିଆ ର

  • @kalyanpanda5885
    @kalyanpanda5885 4 месяца назад +5

    ଶଳା dress ଭଡାରେ ଆଣି ପିନ୍ଧିକି ଆସିଛି

  • @trinathpenthia6446
    @trinathpenthia6446 4 месяца назад +3

    ଏମାନଙ୍କ ମୁଣ୍ଡହିଁ ସେତିକି,

  • @trinathpenthia6446
    @trinathpenthia6446 4 месяца назад +2

    ଗୃହ ଶତ୍ରୁ ବିଭିଷେଣ.

  • @mahendrapradhan4945
    @mahendrapradhan4945 4 месяца назад +1

    Ganesh sahu no 1 GALUA

  • @cooledits715
    @cooledits715 4 месяца назад +1

    ANI has got good money from BJD

  • @trilochanpatnaik6321
    @trilochanpatnaik6321 4 месяца назад +2

    ଗଣେଷ ସାହୁ ଓଡ଼ିଆ ବାପ ର ପୁଅ ତ? ଆଗ ଦୂର୍ଗଶିଷ ବାବୁ ତାହା ଭଲ ଭାବରେ ବୁଝ ଓ ତାହା ପରେ ତାଙ୍କୁ ଆଲୋଚନା କୁ ଡାକିବ। ତାଙ୍କ ଦେହରେ ଓଡ଼ିଆ ରକ୍ତ ଥିବା ପରି ଲାଗୁ ନାହିଁ।

  • @bibhunikumarmahapatra9809
    @bibhunikumarmahapatra9809 4 месяца назад +4

    ଈରେଯ ବିରୁଧରେ ଯେମିତି ସଂଗ୍ରାମ କରି ଥିଲା ସେମିତ ପୁଣିଥେରେ ପାଣିଆ ବିରୁଦ୍ଧେର ୟୁଦ୍ଧ ଦେହି ଡକରା ଦିଅ

  • @cooledits715
    @cooledits715 4 месяца назад +1

    ANI is paid good amount by Pandian

  • @mahanbaliyarshingh6313
    @mahanbaliyarshingh6313 4 месяца назад +1

    Very good jankisa babu

  • @dillipkumarswain5649
    @dillipkumarswain5649 4 месяца назад +1

    Ganesh Sahu heuchhi Charan Pattanaik, British Govt. thile Nimakharami jagirdari paithanta

  • @bipinbihariswain3511
    @bipinbihariswain3511 4 месяца назад +2

    Is Ganesh a krita Das.?

  • @PramodMishra-sv1zl
    @PramodMishra-sv1zl 4 месяца назад +1

    Ganesh babu, pandian babunka ghare basan majanti.nihati Ganesh babu tankara sisya.

  • @mamatamohanty9774
    @mamatamohanty9774 4 месяца назад +2

    A Ganesh ku kn pai dakicha debete ku.se chora pari dekhajauchi.

  • @jitu143asha8
    @jitu143asha8 4 месяца назад +1

    ଗଣେଶ ବାବୁ 4 ତାରିଖ ରେ ଗୀତ ଗାଇବ ଛି ଛି BJD ନେତା

  • @PrakashkumarPradhan-wf6ko
    @PrakashkumarPradhan-wf6ko 4 месяца назад +2

    Jete black money rakhi cha sabu bahariba jeal jiba sethi pnai bauli hauchanti

  • @gobindakishan2922
    @gobindakishan2922 4 месяца назад +2

    ତୁ ଜାରଜ ପୁଅ ଗଣେଶ ସାହୁ ପୂର୍ବରୁ କହୁଥିଲ ନା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରି v k ପଣ୍ଡିଅଣ ବୋଲି,

  • @AjayakumarMishra-m7d
    @AjayakumarMishra-m7d 4 месяца назад +3

    Kukura too hina

  • @dhamirona8662
    @dhamirona8662 4 месяца назад

    ଜୁନ୍ ଚାରି ରେ ଶଙ୍ଖ ଭବନ ଓ ନବୀନ ନିବାସ ରଣକ୍ଷେତ୍ର ପାଲୋଟି ଯିବ

  • @bhukabulari
    @bhukabulari 4 месяца назад +2

    ganesh gotie chora chora muhan tan

  • @jaydhanraj8864
    @jaydhanraj8864 4 месяца назад +1

    ୟେ ଗଣେଶ କୁ ଆଗ ବିଦାୟ କଲ..... ନହେଲେ ୟେ ଲାଇଭ ଭିଡିଓ କେହି ଦେଖିବେ ନି ଆଗ ଉଠାଅ ଗଣେଶ କୁ

  • @rangaballavrout8226
    @rangaballavrout8226 4 месяца назад +1

    Ganesa.au.gote.charana.patanaik

  • @parsuramadaaajkyunnehidala9963
    @parsuramadaaajkyunnehidala9963 4 месяца назад +1

    Ganesh ku au kebe programme ku au kebe dakibe nahi

  • @rabindrapatel1016
    @rabindrapatel1016 4 месяца назад +1

    ANI pandian tharu CM nka interview pai. samaya paile, jaha heu

  • @krishnanaik2453
    @krishnanaik2453 4 месяца назад

    ପାପ ର ବିନାଶ ଧର୍ମର ହେବ ଜୟ

  • @SwayamSantosh4u
    @SwayamSantosh4u 4 месяца назад

    ଯାହାହେଲେ ବି ଏଥର ଏ ଶଳାଙ୍କୁ ହଟେଇବାକୁ ପଡିବ। ୨୪ ବର୍ଷ ଶାସନରେ ରହିକି ଏ ବିଜେଡ଼ି ବାଲାଙ୍କର ଚର୍ବି ବଢ଼ିଗଲାଣି। ଆଉ ଯାହା ବି ହେଉଛି ଏ ସବୁ ନାଟର ଗୋବର୍ଦ୍ଧନ ଏ ଏ ନବୀନ ପଟନାୟକ

  • @tikumeher9365
    @tikumeher9365 4 месяца назад

    Aaabe Ganesh

  • @dhirendrapanigrahi7303
    @dhirendrapanigrahi7303 4 месяца назад

    Govt development karibani ta ame karibu

  • @rananak
    @rananak 4 месяца назад +1

    Jankisa sir right

  • @akshayakumarnayak8275
    @akshayakumarnayak8275 4 месяца назад +1

    DHANYA HO GANESH SAHU.LAGGYA JANAKA BITE DIAA NAHI. PADADHILI NEBE TUME ODIAA BASIUNKA ISGAT SAHITA KHELILA HALI KAHUCHANTI. TUMARA BITE SUNI ODISHA BASI TATHI JIBE.

  • @swadhikarbetaj3768
    @swadhikarbetaj3768 4 месяца назад +1

    ଲୁଚିଛି ନା ଗୋଡ ଦି'ଟା ଦିଶୁଛି।

  • @madanpradhan3521
    @madanpradhan3521 4 месяца назад +3

    ଭାଇ ଏ ଗଣେଶ ସାହୁ ମାଗିହା କୁ କଣ ପାଇଁ devat ରେ add କରୁଛ

  • @prakashdas9229
    @prakashdas9229 4 месяца назад +1

    ghor lagya

  • @krushnasamal7485
    @krushnasamal7485 4 месяца назад +2

    Nirlajara sesa simare pahanchichhi.

  • @nababisoi4834
    @nababisoi4834 4 месяца назад +1

    ଗନେଶବାବୁ ତମିଲଛୁଆ ଅ ଲା ଜୁକ ଛି ଛି

  • @Jatratoka
    @Jatratoka 4 месяца назад +1

    ଆରେ ଗଣେଷ ପାଣ୍ଡୁ ____କୁ ପାଟିରେ ପୁରେଇ କି ରହ 24ଘଣ୍ଟା 😄😄😄

  • @KukuaryVibhar
    @KukuaryVibhar 4 месяца назад +1

    ଏବେ ପାଣ୍ଡୁର ପାଦୁକା ପାଣି ପିଉଥିବା କୁକୁର ମାନଙ୍କ କ'ଣ ହବ

  • @harisankardebata7081
    @harisankardebata7081 4 месяца назад

    Very good durgasis

  • @RanjanMohanta-jd2vg
    @RanjanMohanta-jd2vg 4 месяца назад

    My vote is for BJP Odisha India 🎉🎉🎉❤❤❤

  • @gadadharsahoo7997
    @gadadharsahoo7997 4 месяца назад +2

    Ganesha Sahoo pandian pandu ra pada dhoi Gandi dhoi sakale Sandhya re Pani piyu chi bodhe? Pura Mafia Ganesh Sahoo