ବାର ହଜାର ବାର ଶହ ବାର କେମିତି ଲେଖିବେ || 121212
HTML-код
- Опубликовано: 4 фев 2025
- ବାର ହଜାର ବାର ଶହ ବାର କେମିତି ଲେଖିବେ || 121212
How to write twelve thousand twelve hundred twelve
Bara hajara bara saha bara
Twelve thousand twelve hundred twelve
Baraharajarabarasahabara kemity lekha heba
Kemity lekha beba barahajara barasaha bara
121212 kemity lekha heba
Baro hajaro baro so bar
12k12hundred12
12hajaro12so12 kaise lekhe in odia
Can you write twelve thousand twelve hundred twelve
Twelve thousand twelve hundred twelve write in number
Number sequence in odia
Math curiousity in odia
Intresting math in odia
12hazar12so12
12 hajaro 12 sau 12
Twelve thousand twelve hundred twelve in number
Bara hajara barasaha bara kemity lekha heba
#121212 #maths #freetimewithnitu
In this video you find that how to write twelve thousand twelve hundred twelve in number
Thank you
ପ୍ରଶ୍ନ ଭୁଲ,ବାର ହଜାର ବାର ଶହ ବାର,କହିବା ଲେଖିବା ଭୁଲ,
Yes
12212 ok right answer@@freetimewithnitu
13212
ପ୍ରଶ୍ନ ଠିକ୍ ଅଛି
13212
Didi tamanku thank you kahiparunu karana tume loka manaka time nasta karucha tama vidio tame rakha
ଏମିତି ପାଗଳାମି ହୁଅନା କି ଅନ୍ୟ ମାନଙ୍କୁ ମଧ୍ୟ ପାଗଳ କରନା ❤️❤️❤️
ମୁର୍ଖମାନେ ଏଭଳି ପ୍ରଶ୍ନ କରନ୍ତି
Correct Ans-13212 heba
I love you madam❤
ଆପଣ କୋଉ କଲେଜରେ ପଢିଥିଲେ ।ତୁମେ ଭିଡିଓ କରି ଟଙ୍କା ରୋଜଗାର କରିଵା ଇଛା ନା ପିଲାଙ୍କୁ ଭଲ ଶିଖ୍ୟା ଦେଵା ଇଛା ।ତେଣୁ ଏପରି ଭୁଲ୍ ପ୍ରଶ୍ନ କରି ଲୋକ ମାନଙ୍କ ମୂଲ୍ୟ ବାନ ସମୟ ନଷ୍ଟ କରନାହିଁ । ଧନ୍ଯବାଦ ।
Right sir 👍👍👍👍👍
ଭାଇ ଦିଦି ଟ୍ୟୁସନ କରି ପଇସା କମେଇ ଦେଲେ ଆମେ ବୋକା ଚୋ.. ଟ୍ୟୁସନ ହେଇଗଲେ 😄
ହାଁ ମଉସା
Se thik hin kahichanti
ଧନ୍ୟବାଦ ଦିଦି, ଆପଣଙ୍କ କହିବା କଥା 100% ଠିକ ଅଟେ ।
Math Funny 😊 video. Love you Mam.
୧୩୨୧୨ ଠିକ୍ ଉତ୍ତର
ନା । ଏହା ଭୁଲ ଉତ୍ତର ।
ଠିକ୍ ଉତ୍ତର : 1201212
ନା । ଉତ୍ତର ଭୁଲ ।
ଠିକ୍ ଉତ୍ତର : 1201212
1201212 ea hauchi bara lakhya bara saha bara 13212 hauchi thik answer@@saratchandrapatra8919
I love you for your Math knowledge.
Good Explain 👌👍💯✅
ତୁ ସ୍କୁଲରେ ପଢିଥିଲୁ ଝିଅ
Good idea
ସୁନ୍ଦର୍ ଅତି ସୁନ୍ଦର୍,ଦିଦି🙏
Teaching method very simple
Thanks for liking
ଆପଣ ଟିକେ ଆପଣଙ୍କ ପାଗଳାମି ବନ୍ଦ୍ କରନ୍ତୁ ଏବଂ ଏହାପରେ ଏମିତି ଅଯଥା ପାଗଳାମି କରନ୍ତୁ ନାହିଁ। ନଚେତ୍, ଆମେ ବାଧ୍ୟ ହେବୁ ଆପଣଙ୍କୁ ଖରାପ୍ କମେଣ୍ଟ କରିବାକୁ।
ଆଚ୍ଛା ଆପଣଙ୍କ ପାଗଳାମି ଯଦି ଏତେ ସୁନ୍ଦର ତେବେ ଆପଣ ବାରହଜାର ବାରଶହ ବାର କେମିତି ଲେଖିଲେ ଏବଂ ଅନ୍ୟକୁ ବୁଝାଇଲେ ଆମ ମାନଙ୍କ ସହ Share କରନ୍ତୁ ....... ଆମେ ବି ଜାଣୁ ଆପଣ କେତେ ବୁଦ୍ଦିମାନ ଓ କେତେ ବଡ ପଣ୍ଡିତ
୧୩୨୧୨
Ans 13212
Right tame kuha jadi ata bhul tame send kara comment kara 13212 jadi na hue tebe tume kuha
13212@@freetimewithnitu
Madam, you are right.
ମୋର ପାଠ ପଢିବାର ଇଛା ନାହିଁ ମୁଁ କେବଳ ଏ Madamଙ୍କୁ ଦେଖିବାପାଇଁ ଏ ଭିଡିଓ ଦେଖୁଛି😂
😂😂😂😂
ଦିଦି କେତେ ବୟସ ପର୍ଯ୍ୟନ୍ତ ଛାତ୍ର ଙ୍କୁ ଟ୍ୟୁସନ କରୁଛନ୍ତି, ଆଉ ଦରମା କେତେ
Super 👌
Thank you
Mamyouaremathquen❤❤❤❤❤
Bholo bujhei parucho au ame bi thik bujhi jae chu😮😮😮
Right 👍
Good work
ମାଡାମ ଆପଣଙ୍କ ଗଣିତ ଜ୍ଞାନ ନାହିଁ ଏଭଳି ପ୍ରଶ୍ନ ପଚାରି ନିଜର ମୂର୍ଖାମୀର ପରିଚୟ ଦିଅନ୍ତୁ ନହ୍ନି ସାଧାରଣ ହଜାର ସଂଖ୍ୟା ପରେ ଶତକ ସଂଖ୍ୟା ଆସେ ଶତକ ତିନ ଅଙ୍କ ହୁଏ
ତେଣୁ ବାର ହଜାର ପରେ ସର୍ବାଧିକ 999ଲେଖି ହବ ତେଣୁ ବାର ଶହ କୋଉଠୁ ଆସିବ ଯାହା କି ଚାରି ଅଙ୍କ ବିଶିଷ୍ଟ
13212 hebo
Oh Amity katha
Video re kn aau M.I.L padha heichi ki
Apana jaha kahuchanti seiaa hi padha heichi
Video nadekhi bekar comment Kain karuchanti
13212 ok
Very good explanation.
Nic mam bahut sahajare concept clear hela 😊
Thanks for your liking
ଏହି ପ୍ରଶ୍ନର ଉତ୍ତର ତ ସହଜ ।
ପ୍ରଶ୍ନଟି ଏମିତି ହେବା କଥା , ବାଇଶି ହଜାର ବାଇଶି ହଜାର ବାଇଶି ।
@@saratchandrapatra8919 su4 coment bro.....
ଯିଏ ମୂର୍ଖ ସେ ଏହିଭଳି ପ୍ରଶ୍ନ ପଚାରିବ।ଆଉ କହିବେ,,,1- ଅଣlବନ
2-ତେଇଁ ତିରିଶି
ବାର ହଜାର ବାର ସହ ବାର ect,,,,,,,,,,
11:07 thank u madam
ଅନ୍ୟ ଉପାୟ ରେ , ପ୍ରଶ୍ନ ଅନୁସାରେ
୧୨,୦୦୦
୧୨, ୦୦୦ ଏଠାରେ ବାର ହଜାର ଦୁଇ ଥର ଲେଖା ହୋଇଛି
............ ଏହିପରି ୧୨୦୦ ବାର (ଥର )
ଲେଖିଲେ ହେଵ.😮
ଖାଲି ଦେଖେଇ ହେବା କଥା l ଆଉ କିଛି ନୁହେଁ l
Tame satiki dakhi hai parucha ki
ହଁ କି ଆପଣଙ୍କୁ କିଏ ମନା କରିଛି କି ଦେଖେଇ ହେବାକୁ | ଆପଣଙ୍କର ଯଦି ସେତେକି ଯୋଗ୍ୟତା ନାହିଁ କାହିଁକି ଅଯଥାରେ କାହାକୁ ଖରାପ ବୋଲି କହୁଛନ୍ତି |
The way you teach it seems you aren't a teacher at all just trying to earn money through social media
୧୨୨୧୨ (ଠିକ୍ ଉତ୍ତର)
ବାଜେ କଥା.. ଭାବୁଛି ତମ ପାଇଁ ଅଙ୍ଗନବାଡି ନଥିଲା. ତମେ ଏକାଥରେ ଡିଗ୍ରୀ କରିଛି ସେଥିପାଇଁ ଏତେ ବୁଦ୍ଧି.???
Hnn apana semity padhithibe
Govt. Of india should refer your name to novel prize selection committee.
Okay.....
Very nice
Dhanyabaad
Most welcome
Actually mam mote math patha aseni😢 but bujhibaku try kalebi hoeni suddenly bujhipareni l am unhappy in math subject
Madam good 13212 is right answer mu bi math teacher 12000+1200+12= 13212
ସାର ଆପଣ କୋଉ ସ୍କୁଲରେ teacher ଅଛନ୍ତି.😂😂😂😂😂😂😂
ମେକପ ଲଗେଇ ଖାଲି ଦେଖେଇ ହେଉଛି,
ହେଲେ ଗଣିତ ଜ୍ଞାନ ଟିକେ ବି ନାହିଁ
Make up is the Beauty of face
Not the Beauty of talent
So don't compare makeup with mathematics
And I have enough mathematics knowledge so I teaching you ....
Let us thank God for the beautiness both in talent and physical appearance.
Badhe te gyaan dela go mor maa ...!
ବା ବା ରେ ନନୀ 😢😢😢
12ହଜାର 12ଶହ 12
12000+1200+12
=10000+2000+1000+200+10+2
ଏହି ପରି ବିସ୍ତାରିତ ଥିଲେ ସମ ଘର ର ସଂଖ୍ୟା ମିଶି ଯିବ l ସମୟ ଗଣନା ଯେପରି କରାଯାଏ ସେହିପରି ହେବ l
ବାସ୍ତବରେ ସଂଖ୍ୟା ଟି =10000+(2+1)000+200+10+2
=10000+3000+200+10+2
=13212
Wow nice
ମୋହନ ମାଝୀ sir ପାଖରେ ମୁଁ ବୁଝିବି ଆଉ ଥରେ ଏ ଠିକି ନା ଭୁଲ
13212❤
ମୁଁ ଭାବି ଥିଲି ୟାର Salution କରି ଦେବେ କିନ୍ତୁ madam ବି ଫାଇଲ
Hn solution ta heichi
13212houchi thik ans😂
Wrong answer 12000,1200,12 ku kahile 13212 aeta kana thik laguchhi.....
13212 ଏଇଟା ତମ ans.... right 👍
Wrong
Bank deposit form ra denomination lekhila pare total amount re kan lekhiba
ଯାହା ପ୍ରଶ୍ନ ଆରମ୍ଭ କଲ ଉତ୍ତର ତାହା ହେଲାନାହିଁ ।ତେଣୁ ଭୁଲ କହି ଲୋକଙ୍କୁ ଠକନ୍ତୁ ନାହିଁ ।ଆପଣଙ୍କ ଉତ୍ତର ର ମୂଲ୍ୟ 000
Aree athire thakibara kn achi
ଠିକ୍ ଅଛି ଭଲ କଥା
Sister thank s hints fr social
ଏଇଟା ପାଗଳ ଆଉ ମୂର୍ଖ ଶାଳୀ ରାଞ୍ଚିରୁ ଲୁଚିକି ପାଳିଆସିଛି ଶୀଘ୍ର ପାଗଳଖାନାକୁ ଫୋନ କର ତାକୁ ନେଇଯିବେ ଆସିକି
😂😂😂😂😂😂
ତମେ ଯେବେ cheque ରେ ଲେଖିବ 121212 କୋଉ ବ୍ଯାଙ୍କ ବାଲା ଏଇ ଚେକରେ ଟଙ୍କା ଦେଉଛି ଜାଣିବ l
121212 ଲେଖାଯାଏ ନାହିଁ ,
Good idea .Actually OK .
Thank you
ଗଣିତ ଜ୍ଞ
12,12,12
ଏକ - ଦଶ - ଶହ - ସହସ୍ର ....ଅନୁସାରେ ପଢା ହୁଏ , ଲେଖା ହୁଏ ।
୧୦୦୦ କୁ ହଜାର କୁହନ୍ତି , ଦଶ ଶହ କହିବା ଭୁଲ
Bhala kahuchha❤
12ହଜାର 12ଶହ12ଏକଦଶକ ଦୁଇ ଟା ମିଶାଇଲେ ବାରହବ 12.1212
ଏଇଟା ଲେଖନ୍ତୁ...
100 ହଜାର 100ଶହ 1😅😢😂
ପ୍ରଶ୍ନ ହିଁ ପୁରାପୁରି ଭୁଲ୍....
❤❤❤
13212(Source Google)
121212 ଇଏ ବାର ହଜାର ବାର ଶହ ବାର ନୁହେଁ ଇଏ ହେଉଛି ଏକ ଲକ୍ଷ ଏକୋଇଶି ହଜାର ଦୁଇ ଶହ ବାର
Thanks
121212 କହିବା ସହିତ ଲେଖିବା ମଧ୍ୟ ଭୁଲ୍
12.12.12
ବାୟାଣୀଟା!!
12,12,012
Tuma formula bi bhul didi .😂😂😂
13213
ଆଗରୁ ଏହିଟା ଜାଣିଛି, ଅନ୍ୟ method ଭାବିଥିଲି l
Okay
ଧନ୍ୟବାଦ୍ ଦିଦି 🎉
ଆପଣ କହିଲେ ନୟାନବେ କେମିତି ଲେଖାହୁଏ।😂
😂ନୟାନବେ ନୁହେଁ ବୟାନବେ (୯୨)
ଭୁଲ ଲେଖୁଛ
Briefly explain what is wrong?
@@freetimewithnitu ସବୁ coment ଦେଖିଲା ପରେ ଜାଣିଲି ସତରେ ତମେ ଜଣେ ପାଗଳ
13212
👍
ମୂର୍ଖ ପ୍ରଶ୍ନ
So sweet.. Happy New year 2025 love you..
Happy new year
13,212 /- ok 14,000 pai 788 /- shot achi jadi tamaku isap thikk se asuni tebe 788 dia 212 re mise 1000 karidebi au 13,000 re +1000 kari debi hare manisa ku puni emiti questions ⁉️
Base less question n solution
Ok
13,212 Emiti heba madam
ଏହାର ଉତ୍ତର ହେଲା ଯିଏ କହୁଚି ସିଏ ଲେଖୁ
🤣
13.212
Very nice madam❤❤❤
Question ସହିତ answer ସମ୍ପର୍କ ନାହିଁ
I love you 🌹 ତୁମ ଗଣିତ ଜ୍ଞାନରେ ଫିଦା ହେଇଗଲି
@@AnandBiswal-m3r 🤷🫣
ପାଗଳାମି ଦେଖାଇ ବାକୁ ଭଲ ଜୀବଟିଏ
Right answer =13212
Yes
13213 heba
Thank you mam
Most welcome
କୁଶ୍ଚିନ୍ (ପ୍ରଶ୍ନ ଭୁଲ)
Question 12thousand 12 hundred 12
13212 right
୧୨୦୦୦
୧୨୦୦
୧୨
-------------------
୧୩ ୨୧୨
Ok madem
12.1212
Madam 13 saha padha jae nahin a ki patha
ଆଉ ଗଣିତ ପଢ଼ାନି ବହୁତ ହୋଇଗଲା
କାହିଁକି କ'ଣ ଗଣିତ ରେ PHD certificate ମିଳିଗଲା କି ?
12000 1200 12Emiti lekha jaye apana lekhiba katha kahithila
ଏଇଟା ଆମର ପୁରୁଣା ପାଠ.
13212.
It's value is 13212
Not wrong for speak
Don't confuse