BJD Playing A Double Game | Nirbhay Gumara Katha

Поделиться
HTML-код
  • Опубликовано: 2 окт 2024
  • BJD Playing A Double Game | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 502

  • @jayalaxmi5517
    @jayalaxmi5517 3 месяца назад +42

    ଓଡ଼ିଶାର କିଛି ବିଜେପି ର ପଦପଦବୀ ରେ ଥିଲେ କିନ୍ତୁ ନିର୍ବାଚନ ପୂର୍ବରୁ ଜୟନାରାୟଣ ମିଶ୍ର ଯୋଗୁଁ ଓଡିଶା ର ଲୋକେ ଜାଣି ପାରିଲେ ଯେ ଏଭଳି ଦମ୍ ଥିବା ନେତା ବିଜେପିରେ ଅଛନ୍ତି, ଆଉ ବିଜେପିରେ ଯଦି ଗୋଷ୍ଠୀ କନ୍ଦଳ ବଢେ ତା ହେଲେ ନିକଟ ଭବିଷ୍ୟତରେ ଓଡ଼ିଶା ରେ ଆଉ କେବେ ମଧ୍ୟ ବିଜେପି ଉପରେ ଭରସା କରିବେ ନାହିଁ

  • @bidhubhusandas4146
    @bidhubhusandas4146 3 месяца назад +50

    ଆପଣଙ୍କ ବିସ୍ଲେଷଣ ଅତି ଚମତ୍କାର 🎉🎉

  • @soumyajitpradhan8042
    @soumyajitpradhan8042 3 месяца назад +14

    ବହୁତ୍ ଭଲ ବିଶ୍ଳେଷଣ କରୁଛନ୍ତି।
    ସାହାସ ମାନିବାକୁ ହେବ ।
    ସଦାବେଳେ ଏମିତି ବିଶ୍ଳେଷଣ ଚାଲୁଥାଉ ।
    ଧନ୍ୟବାଦ୍ 🎉🎉🎉🎉।

  • @surendrakumarsethy8816
    @surendrakumarsethy8816 3 месяца назад +29

    ସାର
    ସବୁ ନାଟକ ର ଯବନୀକା ପଜିବ !
    ଜଦି ମୋହନ ସରକାର ମଜୁବୁତ ହେବ।
    ED CBI should reach Odisha as soon as possible!ଚା ପରେ ଖେଳହେବ ।

    • @jullysamal6626
      @jullysamal6626 3 месяца назад

      Mohan nai ଯାଇଛି
      ମୋଦି b ସେଣ୍ଟର୍ ରେ ନି ଯାଇଛି

  • @bhubanmohanty3853
    @bhubanmohanty3853 3 месяца назад +13

    BJD ସରକାର ଥିଲା ବେଳେ ଦରଦାମ ପାଇଁ କଣ କରିଥିଲେ

  • @maheswarparihari5189
    @maheswarparihari5189 3 месяца назад +29

    ଦଳ ଭିତରେ ଦଳର ନେତାକୁ ଦଣ୍ଡ ମିଳିବା ଉଚିତ

  • @sanjayadebta8681
    @sanjayadebta8681 3 месяца назад +30

    ନିର୍ଭୟର ଚାରି ବର୍ଷ ପୂର୍ତ୍ତିର ଅଗ୍ରୀମ ଅଭିନନ୍ଦନ, ପ୍ରଭୁ ଜଗନ୍ନାଥ ନିର୍ଭୟକୁ ଓ ଆପଣଙ୍କୁ ଆଶୀର୍ବାଦ ଓ ସାହସ ଦିଅନ୍ତୁ

    • @jullysamal6626
      @jullysamal6626 3 месяца назад +2

      ନିର୍ଭୟ ନବୀନ ଚୁଟିଆ ତା bjp ku ସୁହାଇଲା ଭଳି କଥା ଗୁଦେ ଗପୁଚି ହାରାମି
      ମାରାତ୍ମକ a ଲୋକଟା

    • @NirmalSahu-p3r
      @NirmalSahu-p3r 3 месяца назад

      ତୁ ମାଦର ଚୁତ କଣ ପାଇଁ ଦେଖୁଛୁ ଓ ଶୁଣୁଛୁ କି ? ତୋ ଗାଣ୍ଡି ପୋଡ଼ୁଛି ତ ଯାଆ ବରଫ ସେକ ଦେବୁ... ପୁଅ ଭାଷା କହନା ।​@@jullysamal6626

  • @prananathpati9976
    @prananathpati9976 3 месяца назад +14

    କୋଇଲା ଚୋର ଧର୍ମେନ୍ଦ୍ର ପ୍ରଧାନ ଏ ଖେଳ ଖେଳୁନି ତ! କାରଣ ସେଇ ଶଳା ଟାର ପାଣ୍ଡିଆ ବବି ସହ ଭଲ ସମ୍ପର୍କ ଅଛି।

  • @prananathpati9976
    @prananathpati9976 3 месяца назад +19

    ମୋହନ ମାଝି ଓଡ଼ିଶା ଲୋକଙ୍କର ସ୍ୱାର୍ଥ ପାଇଁ କାମ କରିବେ ନା ବିଜେଡି ଲୋକଙ୍କୁ ବଞ୍ଚେଇବାକୁ କାମ କରିବେ? ସ୍ପଷ୍ଟ କରନ୍ତୁ।

  • @subashmishra5616
    @subashmishra5616 3 месяца назад

    ବିଜୁ ଜନତା ଦଳ କଂଗ୍ରେସ ଦଳ ରେ ଲୀନ ହେବାକୁ ଯାଉଛି ଜୟ ଜଗନ୍ନାଥ

  • @kastucharansahu6656
    @kastucharansahu6656 3 месяца назад +20

    ବିଶ୍ଳେଷଣ ଅତି ସୁନ୍ଦର

  • @anupamanayak8568
    @anupamanayak8568 3 месяца назад +9

    ନମସ୍କାର ସାର ।ଆଜି ର ଆଲୋଚନା ଖୁବ୍ ଭଲ ଲାଗିଲା ।ଜୟ ଜଗନ୍ନାଥ ।

  • @sasikantkant4780
    @sasikantkant4780 3 месяца назад +32

    ମରିବା ଆଗରୁ ଲୋକ ବାଚାଳିଆ ଚରିତ୍ର
    ଦେଖାଯାଏ,
    ଏଣୁ ଆପଣ ବୁଝନ୍ତୁ

  • @PURNA7382
    @PURNA7382 3 месяца назад +7

    ଗଣତନ୍ତ୍ର ରାଷ୍ଟ୍ରରେ ଗଣ ବା ଲୋକ ମାନଙ୍କର ଜାଗ୍ରତ ହେବା ନିତାନ୍ତ ଆବଶ୍ଯକ। ଏଥିରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ବୋହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ବିଶ୍ଲେଷଣ ଓ ନିର୍ଭୀକ ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କ କଲ୍ୟାଣ ହେଉ, ମଙ୍ଗଳ ହେଉ ।

  • @chhabindramansingh73
    @chhabindramansingh73 3 месяца назад +28

    କେହିତ ନାଁହାନ୍ତି ଲୋକସଭାରେ bjd ର ଫାଳେ ଅଧେ ରାଜ୍ୟସଭାରେ ଅଛନ୍ତି, bjd ହେଉଛି ନିର୍ମୁଳି ତାର ନିହାତି ଗୋଟିଏ ଆଶ୍ରା ଦର୍କାର ଆଗରୁ bjp ଏବେ କଂଗ୍ରେସ ସାହାରା ହୋଇପାରେ, ସିଧାତ କହୁନି bjd ହୋହୋ ହେଉଛି ଆମକୁ bjp ରେ ମିଶା ଧିକ ନିର୍ଲଜ

    • @jullysamal6626
      @jullysamal6626 3 месяца назад +2

      To gjare jou bsky,ani rasta to bopa କରିଚି
      ସାଢ଼େ ୪କୋଟି ଓଡ଼ିଆରେ ୪କୋଟି ଓଡ଼ିଆ BJD,au jaha bjp କଂଗ୍ରେସ ର ବୁଝିଲୁ
      କଣ evm tampering lagi bjp jitichi boli kan seta jan samrthan , mechine ସମଠାନରେ BJP ରାଜ ଆଉ gundaraj କରୁଚି

    • @manojdash2036
      @manojdash2036 3 месяца назад

      ​@@jullysamal6626gata 20 year hela Naveen sarkar bi EVM tampering kariki sarkar karithila ki.

  • @durgaprasadsamantaray7084
    @durgaprasadsamantaray7084 3 месяца назад +29

    ଅନ୍ୟ କୁ ଏକ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ଆଡକୁ ଚାରୋଟି ଆଙ୍ଗୁଳି ଦେଖାଯାଇଥାଏ, ଏହା ମନେ ରଖିଥାନ୍ତୁ।

    • @santoshpattnayak2589
      @santoshpattnayak2589 3 месяца назад +1

      ସବୁ ଠିକ୍ ଅଛି କିନ୍ତୁ ମୋଦି କଣ ଠିକା ନେଇଛନ୍ତି କି କାହାକୁ ବୁଢ଼ା, କୁଇନି, ଛୋଟା , ପୋଡ଼ା ଟ୍ରାନ୍ସଫର ଇତ୍ୟାଦି ଇତ୍ୟାଦି କହିବାକୁ ?

    • @manojdash2036
      @manojdash2036 3 месяца назад +2

      Rahul Gandhi kan thika neichhi ki Chay wala, Mat ka soudagar, Chowkidar , Hindu Hinsa karanti emiti kahibaku.

    • @omsahoo4370
      @omsahoo4370 3 месяца назад

      @@santoshpattnayak2589 Bikul chirstian neta nabin , rahul corruption kari olta sidha kahile , bikul kahi ba darkar . National herald case re rahul 2013 ru bail re achi . bikul jail re purei ba darkar . Army ku olta sidha kahichi , desh ku ulta sidha kahichi , third grade dia hau

  • @prananathpati9976
    @prananathpati9976 3 месяца назад +5

    ମୋହନ ମାଝି ଯଦି ବିଜେଡି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ କରି ପାରିବେ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡି ଦିଅନ୍ତୁ। ତଦନ୍ତ ଆଦେଶ ନଦେଇ ଅପେକ୍ଷା କରିବାର ମାନେ କଣ? କିଛି ଭିତିରି ବୁଝାମଣା ଚାଲିଛି କି?

  • @Uttamdihudi
    @Uttamdihudi 3 месяца назад +10

    ସାର୍ BJD ଟାଉଟର ମାନେ କେବଳ ମୋହନ ସରକାର କୁ ବ୍ଲେମ କରିବା ପାଇଁ ସୁଯୋଗ ଖୋଜୁଛନ୍ତି

    • @AshokPanda-qt4qn
      @AshokPanda-qt4qn 3 месяца назад +2

      Semane Birodhi dala Taha semankar kama

    • @jullysamal6626
      @jullysamal6626 3 месяца назад

      Mohan handia pi କିଅଟଳ ମୋଦି airport dah ଓଡ଼ିଶାକୁ ବିକିବାକୁ deal କରିଚି ଅମ୍ବାନୀ କୁ ତୋ ma bhauniku ଗୁଜୁରାଟ ରେ chhadiluni କିରେ

    • @jullysamal6626
      @jullysamal6626 3 месяца назад

      Mohan ta କିଛି କରିପାରିବ ନାହିଁ copy kari padhichi handia khai ଗୁଟଖା ଖାଇ ରଙ୍ଗ ନବୀନ ଗାଡିରୁ କାଈ change karichi mohan ଗାଣ୍ଡିରେ ଦମ୍ ନାହିଁ ଗୋଟେ ଯୋଜନା ନିଜ ନରେ କରିବାକୁ କି

  • @sureshdehury8199
    @sureshdehury8199 2 месяца назад

    Exelent analysis sir, thank you.

  • @madanlohar8284
    @madanlohar8284 3 месяца назад

    ଦଳର ମୁଖ୍ୟ ମୋହନ ଭାଇ ଙ୍କୁ ଅନୁରୋଧ ଏ ସବୁ କଥା ଅକ୍ଷର ଅକ୍ଷର ରେ ପାଳନ କରିବାକୁ ଅନୁରୋଧ କଲି

  • @tilottamasahoo8973
    @tilottamasahoo8973 2 месяца назад +1

    sir apanankudhanyabad

  • @swadhikarbetaj3768
    @swadhikarbetaj3768 3 месяца назад +21

    ବିଜେଡିର ନେତ୍ରୀ ଜଣେ କହିଥିଲେ ଦଳର କେହି ବାଳବଙ୍କା କରିପାରିବେନି ବୋଲି। କିନ୍ତୂ ଓଡ଼ିଶାର ଭୋଟରଗଣ ବିଜେଡିର କି ପ୍ରକାର ବାଳ ନିର୍ମୂଳ କଲେ ତାହା ସମସ୍ତଙ୍କୁ ଅବଗତ।ଏଣୁ ଏଥର ଭାଜପା ଖୂର ରେ ବିଜେଡି ଲଣ୍ଡା ହେବା ଥୟ।

    • @jullysamal6626
      @jullysamal6626 3 месяца назад

      ସତ କହିଲେ bjd ନେତ୍ରୀ କାରଣ ୨ ନମ୍ୱର EVM BJP jitichi ୮୦ mla au mp ୨୦ ta,bjp netri bi u tube re bite ଦେଇଥିଲେ କିଏ କହୁଥିଲେ ଵୁଝୁଥିବ

    • @manojdash2036
      @manojdash2036 3 месяца назад

      ​@@jullysamal6626lasr 20 year Naveen EVM tampering karuthila ebe BJP jadi kaka tahele jan heigala? Tampering khali BJD kariba na kan?

    • @jullysamal6626
      @jullysamal6626 3 месяца назад

      @@manojdash2036EC ନିକୁଞ୍ଜ ଧଳ bjp agent ,ta ସେମିତିରେ ଲୋକ ଭୋଟ ଦିଅନ୍ତି ନବୀନ ବ୍ରାଣ୍ଡ,ସେ କହାଠି ଏମିତି କଥାରେ ପ୍ରେଷ୍ଟିଜ ହରାଇବେନି ଜମା
      ଏଥର ବିହାରୀ ନିକୁଞ୍ଜ ଧଳ ସହ ଲଟ ର ପଟର ହୋଇ a kam କରାଇଛି
      ତୁ କିଏ କିରେ ବେଶି କହୁଚୁ ଗୁଜରାଟୀ ମରାଠୀ
      ଆହୁରି ମୋଦି ପ୍ରେମ ଆରେ ଓଡ଼ିଆ ଏଡେ ମୂର୍ଖ
      ବାପାକୁ bopa na kahi ମଉସାଙ୍କୁ ବାପା କହୁଚ
      ଇଣ୍ଡିଆର ସବୁ ରାଜ୍ୟ ମୋଦି ଚିଂହିଲେ ଓଡ଼ିଆ bjp ma ଭଉଣୀକି ଆସି ପିଚା ମାରି ଗଲେ ବୁଝିପାରି e ଯାଏ

    • @jullysamal6626
      @jullysamal6626 3 месяца назад

      @@swadhikarbetaj3768 bjp ra ୨୪ barsa jou ଉପଡ଼ିଥିଲ kie

  • @srinibastripathy5938
    @srinibastripathy5938 3 месяца назад

    ଧର୍ମେନ୍ଦ୍ର ପ୍ରଧାନ ଯୋଉ CM, Dy CM ଙ୍କୁ ଜଗନ୍ନାଥ, ବଳଭଦ୍ର ସୁଭଦ୍ରା ବୋଲି କହିଲେ ସେ ବିଷୟ ରେ କିଛି କୁହନ୍ତୁ
    ଖାଲି BJD BJD ....
    ।।

  • @jeetendrakumarmohanty2963
    @jeetendrakumarmohanty2963 3 месяца назад

    ଅତି ସୁନ୍ଦର ବିଶ୍ଳେଷଣ ଓ ବର୍ଣନା, ସଠିକ୍ ଓ ଭବିଷ୍ୟତ ବାଣୀ ଭଳି ଲାଗୁଛି, ଧନ୍ୟବାଦ୍।

  • @duryodhanmahanta7766
    @duryodhanmahanta7766 3 месяца назад

    ଭଲ ଉପସ୍ଥାପନା।

  • @kumarmitanofficial9631
    @kumarmitanofficial9631 3 месяца назад +1

    ହଇଓ ନିର୍ଭୟ ବାବୁ ଆପଣ ବର୍ତ୍ତମାନ ସରକାରଙ୍କ ବିରୁଦ୍ଧରେ ଖବର କେବେ ପ୍ରସାରଣ କରିବ. ନା ତମେ ବି ବିକ୍ରୀ ହୋଇଯାଇଛ 😂😂😂

  • @BirendraNayeak
    @BirendraNayeak 3 месяца назад

    BJD କଣ ଟାର୍ଗେଟ କରିବ,,, BJD ଦୁର୍ନୀତି ରେ ବୁଡି ରହିଛି,,,, ବିଧାୟକ ସାଂସଦ ସରପଞ୍ଚ ମାନେ ଓଡ଼ିଶା କୁ ଲୁଟି ଛନ୍ତି,,,, ସେମାନଙ୍କ କଥା ଶୁଣୁଛି କିଏ,,, 100%

  • @nabinbeura3225
    @nabinbeura3225 3 месяца назад +3

    ଦୁଃଖିନୀ ଘରଣୀ

  • @dayanidhipatra6375
    @dayanidhipatra6375 3 месяца назад

    ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚେ ଜଗର୍ନାଥ ଏମାନେ ଅତିଶୀଗ୍ର ଧୂନ୍ସ ପାଇବେ

  • @sushantadas2518
    @sushantadas2518 3 месяца назад +1

    Khub bhalo

  • @bijaypanda2274
    @bijaypanda2274 3 месяца назад

    Critical apriciation exactly

  • @raghumaninayak9593
    @raghumaninayak9593 2 месяца назад

    🙏🙏🙏 ଜୟ ଜଗନ୍ନାଥ 🙏🙏🙏

  • @manojkumarswain4835
    @manojkumarswain4835 2 месяца назад

    Bahut sundar

  • @ajitkumarpanda6388
    @ajitkumarpanda6388 3 месяца назад +1

    ଆପଣଙ୍କ ବିଶ୍ଳେଷଣ ପୁରା ପୁରି ଠିକ୍ ଲାଗୁଛି,,,,,,,,ଓଡ଼ିଶା ରେ ବିଗତ ଦିନରେ ହୋଇଥିବା ଦୁର୍ନିତୀ ର ପେଡ଼ି ଖୋଲିବା ପାଇଁ କେନ୍ଦ୍ର କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ହେବ,,,,,,,ତେବେ ଯାଇ ସେମାନଙ୍କ double game fail ମାରିବ,,,,,,,

  • @nareshdash3796
    @nareshdash3796 3 месяца назад

    ବିଜେଡି ଇଣ୍ଡି ମେଣ୍ଟ ରେ ମିଶିବାକୁ ଯାଉଛି । ବୁଡିବା ଅବସ୍ଥା ରେ । ମୋହନ ମାଝି ବିରୁଦ୍ଧରେ ଷଡଯନ୍ତ୍ର କରନାହିଁ ବିଜେଡି ବାଲା ।

  • @pramodbehera607
    @pramodbehera607 3 месяца назад

    ସିର ଆପଣ ଟିକେ neet ବିଷୟରେ କହିଲେ ଟିକେ ଭଲ ହୁଅନ୍ତା

  • @ramchandrahota2430
    @ramchandrahota2430 3 месяца назад

    Mind blowing and political Awaking News for Amelirating mistakes that may weaken b.j.p's position in Odisha .

  • @RANJITKUMAR-wq4ox
    @RANJITKUMAR-wq4ox 3 месяца назад +1

    ସେଥିରେ ଧର୍ମେନ୍ଦ୍ର ବାବୁ ଅଛନ୍ତି

  • @ishwarchandra3980
    @ishwarchandra3980 3 месяца назад +2

    100%ଠିକ କଥା କହିଲେ !

  • @stonlinekui
    @stonlinekui 3 месяца назад +2

    B J D କୁ ଶାସନ କରିବା ପାଇଁ ଜାଗା ଙ୍କ
    ଆସିର୍ବାଡ ଥିଲା ,କିନ୍ତୁ b j d ଜଗାଙ୍କୁ ଅପମାନ କରିଛନ୍ତି ତେଣୁ ଆଜି ଠାକୁର ଜାନିକି b j p କୂ ସମର୍ପଣ କରିଛି ହେଲେ
    ଆଜି ସରଳ ମୁଖ୍ୟମନ୍ତ୍ରୀ କୁ ବଦନାମ ଷଡଯନ୍ତ୍ର କରିବାଟା ମଧ୍ୟ ସବୁ ଦେଖୁଛନ୍ତି

  • @prafullamohanty5557
    @prafullamohanty5557 3 месяца назад

    BJD ର ବିନାଶ କାଳେ ବିପରୀତ ବୁଦ୍ଧି।
    BJD ଦୁର୍ନୀତି କୁ ଲୁଚାଇ ବା ପାଇଁ INDI କୁ ସପୋର୍ଟ କରୁଛି। କାଳେ ଭବିଷ୍ୟତ ରେ INDI ପାୱାର କୁ ଆସି ପାରେ।

  • @RenubalaBehera-e8i
    @RenubalaBehera-e8i 3 месяца назад +10

    ବିଜେଡି ସରକାର ବେଳେ ପରିବା ଆଳୁ ପିଆଜ ତେଲ ଆହୁରି ବେଶୀ ଦମ ଥିଲା

  • @MrutyunjayaRath-c2g
    @MrutyunjayaRath-c2g 3 месяца назад

    ଦଳ ଭିତରେ ଦଳ ଏଭଳି ଚରିତ୍ର ଗୁଡ଼ିକୁ ପଦାରେ ପକାଇବା ଉଚିତ।

  • @panditnilamanipanda6638
    @panditnilamanipanda6638 3 месяца назад

    ବିଜେଡି କଣ ବିଜେପି କୁ ସମର୍ଥନ କରିବା ଉଚିତ। 4ମାସରେ ରାମ ମନ୍ଦିର ଫଟା। ଏଇଟା ପାଇଁ ନିର୍ଭୟ ର ଭୟ କାହିଁକି। ବିଜେଡି ଅପାରଗ ପାଇଁତ ଲୋକେ ରାୟ ଦେଲେ। ବିଜେପି କଣ ରଙ୍ଗ ବଦଳାଇବା ପାଇଁ ରାଜ୍ୟ ସରକାର ଗଠନ କରିଛି। ବିନା ପିସି ରେ କଣ ଏମାନେ ଦଶ ବର୍ଷ ଏକାଠି ଥିଲେ। ସାର୍ ନିରପେକ୍ଷ ତା ବଜାୟ ରଖନ୍ତୁ।

  • @LaxmikantaPradhan-h1d
    @LaxmikantaPradhan-h1d 3 месяца назад

    ମୂଖ୍ଯମନ୍ରୀ ମୋହନ ବାବୁଙ୍କୁ ଅନୁରୋଧ ସେ ଆଦୌ ବିଚଳିତ ନହୋଇ ଏହି ଚକ୍ରାନ୍ତ କାରୀ ଦଳ ଭିତରେ ଦଳ ଗୋଷ୍ଠୀଙ୍କୁ କଠୋର ହସ୍ତରେ ଦମନ କରନ୍ତୁ ଏବଂ ଓଡ଼ିଶାକୁ ପାଣ୍ଡିଆ ସିଷ୍ଟମର ପ୍ରଶାସନରୁ ଶିଘ୍ର ମୁକ୍ତ କରନ୍ତୁ। ପ୍ରଭୁ ଜଗନ୍ନାଥଙ୍କ ଅର୍ଶୀବାଦ ଆପଣଙ୍କ ଉପରେ ରହିଛି ଓ ରହିଥିବ। ଜୟ ଜଗନ୍ନାଥ।

  • @routranjit5027
    @routranjit5027 3 месяца назад +3

    ଆଜ୍ଞା ନମସ୍କାର ପୁରୁଣା ସରକାରଙ୍କ ଠାରୁ ଆହୁରି ବିପଥଗାମୀ ହେବାକୁ ଯାଉଛନ୍ତି ମୋହନ ମାଝୀଙ୍କ ସରକାର। ସେ ଯେମିତି ଅଦରକାରୀ ଭାବେ ମୋ ବସ ମେଞ୍ଚାଏ ଛାଡିଛନ୍ତି ଥରେ ଦେଖନ୍ତୁ କଟକ CDA ରୋଡ ରେ କେତେ ବସ ରାସ୍ତାକଡ଼ରେ ଥୁଆ ହୋଇଛି । ଗୋଟେ ବସରେ ୪/୫ ଜଣ ଲୋକ ଆସୁଛନ୍ତି ପ୍ରତି ୧୦ /୧୫ ମିନିଟ୍ ରେ ଗୋଟେ ବସ କୋଉଥିରେ ଲୋକ ଆସୁଛନ୍ତି ମାତ୍ର ୧/୨ ଜଣ । ଏ ସରକାର ପୁଣି ୨୦୦ ବସ କଟକ ଭୁବନେଶ୍ବର ପାଇଁ ଘୋଷଣା କରିଛନ୍ତି । ଏହର ମାନେ ସିଏ ଯେମିତି ବର୍ବାଦ କରିଛନ୍ତି ଆମେ ତାଠାରୁ ଅଧିକ କରି ଦେଖେଇବୁ

  • @bharatpatra1068
    @bharatpatra1068 3 месяца назад

    Best wishes.,.to u

  • @prafullamohanty5557
    @prafullamohanty5557 3 месяца назад

    ଏ ଦି ଜଣ ମାଇକିନିଆ ପଣ୍ଡିଆଁ ର ରକ୍ଷିତା ଯାହା କାନ୍ତ କହିଛନ୍ତି ସେ ସେଇଆ କଲେ।

  • @nirmalbehera2741
    @nirmalbehera2741 3 месяца назад +10

    Pandian କୁ ଭାଜପା ଭଲ ଭାବରେ ବୟବହାର କରିଛି

  • @BasudevNayak-in1si
    @BasudevNayak-in1si 3 месяца назад

    ଆଗାମୀଦିନରେ ସ ତା ହରାଇବେ ବିଜେଡି କହିଁକିନା ବ୍ଲକମେଲ ଲେଖାରେ. ନବୀନବ୍ୟବସାଇଙ୍କଠାରୁ ଚଣ୍ଡାଉଠାଇ ସବୁଦ୍ରବଢ଼େଇଛନ୍ତି

  • @lokeswarpadhan4307
    @lokeswarpadhan4307 3 месяца назад

    Top level analysis. Thanks Nirvay

  • @sureshchandradash6900
    @sureshchandradash6900 3 месяца назад +10

    2023 ମସିହା june, july, august ପରିବା ଦର କେତେ ଥିଲା BJD ବ୍ୟକ୍ତିଙ୍କୁ ପଚରା ଯାଉ, କଣ ପାଇଁ କେନ୍ଦ୍ର ଏପର୍ଯ୍ୟନ୍ତ ED କାର୍ଯ୍ୟକ୍ରମ ଆରମ୍ଭ କରୁ ନାହାନ୍ତି, ଓଡିଶାଵାସୀ ଅପେକ୍ଷାରେ

  • @rout-family3030
    @rout-family3030 3 месяца назад +5

    ଏକ ମାସ ମଧ୍ୟରେ ଭେଣ୍ଡି , କଲରା ‌ ଉତ୍ପାଦନ କ'ଣ ସମ୍ଭବ ?

  • @munakumar5538
    @munakumar5538 3 месяца назад

    ଏହି ଦଳ ଭିତରେ ଦଳ କିଏ ବିଜେପି ରେ??

  • @BrundabanDadh
    @BrundabanDadh 2 месяца назад

    ଆଳୁ ଦର ୧୦୦ଟଙ୍କା କେବେ ହୋଇଥିଲା କୁହନ୍ତୁ |

  • @GeetajiBehera
    @GeetajiBehera 3 месяца назад +1

    ସାରେ, ସେଇଟା ଇଂଡିଆ ମେଣ୍ଟ .... ଇଂଡିଆ. ନାଁ ଟା କଂଗ୍ରେସ ପାଇଛି ତୁମ ମନ ଦୁଖଃ

  • @mamatamahali7030
    @mamatamahali7030 3 месяца назад

    Next time vote for Congress Odisha

  • @subodhakumardash6750
    @subodhakumardash6750 3 месяца назад

    ଆପଣ ଙ୍କ କଥା ସତ ହେଲେ ସାଙ୍ଘାତିକ, ଯିଏ ଏପରି କରିବାର ଉଦ୍ଦେଶ୍ଯ ରଖିଛନ୍ତି, ତାଙ୍କୁ ଜଗନ୍ନାଥ କ୍ଷମା କରିବେ ନାହିଁ ।।
    ବିଜେପିର ସରକାର ଆସିବା ପରେ ଏମାନେ ଅନୁଭବ କରିବା କଥା ଯେ ଜନସାଧାରଣ ହିଁ ସର୍ବଶକ୍ତିମାନ। ।

  • @Jagannath-oc9ht
    @Jagannath-oc9ht 3 месяца назад +1

    ଲେଖା ନାନିଙ୍କ ଲେଖା ଛିଣ୍ଡି ଗଲା। ଏଦଳ ଭିତରେ ଯେଉଁ ଦଳ ଅଛି ଯଦିଓ ସେମାନେ ଦଳ ଛାଡି ଦେବେ ତଥାପି ଭୟ ନାହିଁ ମୋହନଙ୍କୁ। କାରଣ ସେମାନେ ଦଳ ଛାଡୁ ଛାଡୁ ଡିଜେଡି ଘରଭିତରେ ଥିବା ଦଳ ଆସିଜିବେ। ଏମାନଙ୍କ ଲେଖା ମଧ୍ୟ ଛିଣ୍ଡି ଜିବ
    ତାପରେ ପିଟା ପିଟି ମରା ମରି ହେବେ। ସେଥିପାଇଁ ମୋହନ ଭାଇ କିଛି ମନ୍ତ୍ରୀ ପଦ ଖାଲି ରଖିଛନ୍ତି ।

  • @binayamishra3723
    @binayamishra3723 3 месяца назад

    Excellent analysis sir

  • @basantapattnaik7812
    @basantapattnaik7812 3 месяца назад

    ସାର ସିବିଆଇ ଇଡି ରୁ ତ୍ରାହି ପାଇବା ପାଇଁ ସବୁ ନାଟକବାଜି କରୁଛି ବିଜେଡି ଦଳ ଓଡିଶା ରେ l ଖଳ ନାୟକ ଭୈରବ କାର୍ତିକେୟନ ପାଣ୍ଡିଆନ ଏବଂ କ୍ରୀତଦାସ ବବି ଦାସ କୁ ବଞ୍ଚାଇବା ପାଇଁ l ଏମାନେ କେବେଗିବେ ଝାରପଡା ଜେଲ.....????

  • @AshokBehuria-ou6tu
    @AshokBehuria-ou6tu 3 месяца назад

    ତମେ ନୁଆ କଥା କଣ କହୁଚ ଏ କଥା ତମେ କହିବ ଆଗରୁ ସମସ୍ତେ ଜାଣିଛନ୍ତି

  • @BapunNayak-o8i
    @BapunNayak-o8i 3 месяца назад

    Right sir

  • @heroic_nilko0001
    @heroic_nilko0001 3 месяца назад +3

    ଯିଏ ହିନ୍ଦୁଙ୍କ ବିରୋଧ ରେନୁହେଁ, ଅନ୍ୟ ଧର୍ମ ବିରୋଧରେ କହିବ ସେ ସାମ୍ପ୍ରଦୟିକ ଦଳ। କହୁଥିବା ଲୋକମାନେ କେଉଁ ଧର୍ମ ର? ଏଇଟା କି ରାଜନୀତି।

  • @snigdhabaxipanigrahi3304
    @snigdhabaxipanigrahi3304 3 месяца назад

    ଓଡିଆ ଗରିବ ମାନେ ଯାହା ବୁଝିବେ ସେଇ ପରି ବିରୋଧ

  • @saratmishra7100
    @saratmishra7100 3 месяца назад +2

    Jay Jagannath.
    ସତ କହିବାକୁ ଗଲେ Pandian ପୁରା active ଅଛନ୍ତି। ଯାହା ସବୁ ହେଉଛି, କିମ୍ବା ଯେଉଁମାନେ front କୁ ଆସୁଛନ୍ତି, ସେସବୁ Pandian ଙ୍କ ଇସାରରେ।
    କିନ୍ତୁ ଏହା ସତ୍ୟ ଯେ BJD 2029 ବେଳକୁ ଚାରି ଫାଳ ହେଇ ଯାଇଥିବ।

    • @jullysamal6626
      @jullysamal6626 3 месяца назад

      Bjp kie kaha thi ପଡ଼ିଛି କେବେ ଦେଖିଛୁ
      Evm tampering କରି bjp ଜିତିଛି ରାଜ au gundaraj କରୁଚି କେତେଦିନ
      ଅନ୍ଧ ଭକ୍ତ
      ମୋଦି ଆସନ ଟଳମଳ

  • @sureshchandradash6900
    @sureshchandradash6900 3 месяца назад +5

    ତାମାନେ ଓଡ଼ିଶାରେ ଚୋର ଧରାଯିବ ନାହିଁ, ନବୀନ ବାବୁ ସାନମାନୀୟ ବୋଲି

  • @TigerDon420
    @TigerDon420 3 месяца назад

    BJP jindabad Modijee Jindabad BJP jindabad Modijee Jindabad

  • @rabinarayanamishra2606
    @rabinarayanamishra2606 3 месяца назад

    ଆପଣ BJP ସରକାର ଠୁ କେତେ ନେଇ ଛନ୍ତି

  • @sureshrout9311
    @sureshrout9311 3 месяца назад

    All right

  • @sujatadash_73
    @sujatadash_73 3 месяца назад +4

    ବିରୋଧୀ ଦଳ ହେଲେ। ତେଣୁ ସେମାନେ ତାଙ୍କ କାମ କରିବେନା

  • @gayadhargiri6258
    @gayadhargiri6258 3 месяца назад

    Wise analysis thank you

  • @santoshsahoo6523
    @santoshsahoo6523 3 месяца назад +1

    Dear Naveen Babu,
    Could you please discuss about NEET Exam Scam once, else we will take you as Godi media

  • @amitakar948
    @amitakar948 3 месяца назад +1

    ଆପଣ ଭଲ ଉପସ୍ଥାପନା କଲେ ବିଜେଡି ଚାହୁଁନି ବିଜେପି ସରକାର କରୁ

  • @sachidanandagochhayat2805
    @sachidanandagochhayat2805 3 месяца назад +2

    ରାଜ୍ୟ ସରକାର ଙ୍କ ଗୃହଭେଦି ବିବିଷଣ ଙ୍କୁ ଖୁବ ଶୀଘ୍ର ଲୋକ ଲୋଚନକୁ ଅଣାଯାଉ l ଆପଣଙ୍କ ସତସହାସ କୁ କୋଟି କୋଟି ପ୍ରଣାମ 🙏🏼

  • @mrutunjayapanda7477
    @mrutunjayapanda7477 3 месяца назад

    Sir ସେ ଗୋଷ୍ଟି ତି କିଏ ମୁ ଜାଣିପାରୁନି ମୋର ତାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା ହେଉଛି

  • @supriyasahoo4400
    @supriyasahoo4400 3 месяца назад +2

    Bjd ବାଲା ନିର୍ଲଜ ହୋଇଯାଇଛନ୍ତି

  • @AjitKumar-fb9dw
    @AjitKumar-fb9dw 3 месяца назад +1

    Nirbhay Mausa BJD ku sabudin target karila election time re bahuta bhala katha , Laxmi bus jadi ghutala thila BJP kahinki taku color kari puni chalauchi? 300 unit bijuli free ? Rationn chaula? Kalia Paisa? Ring Road? coastal Highway? kuade gala BJP ra sabu jojana, Remote sarkar kahuchanti mada band karibe bhala katha kintu Chura re jaun mada asiba taku roki paribe ta desi mada roki paribe ta, police au neta manaku roki paribe ta, bihar re kan mada miluni? baki rahila rojagar ambhe wait karichu 5barsa ama anchala re kete loka rojagar pauchanti dekhibaku...

  • @TirtharajPanda
    @TirtharajPanda 3 месяца назад +7

    Jai Jagannath
    Very true analysis
    Proud of U Sir

  • @udayalima9094
    @udayalima9094 3 месяца назад

    Good discussion thanks Nobin sir. Jay jagannath🙏

  • @rameshchandrabehera9435
    @rameshchandrabehera9435 3 месяца назад

    The leader of the inside party should be punished

  • @AchintyaBiswal
    @AchintyaBiswal 3 месяца назад +3

    That person is none other than Dharmendra and Sameer mohanty group. That is the party inside the party.

  • @satishchandrabehera7291
    @satishchandrabehera7291 3 месяца назад

    ସମାଜର ପ୍ରତି କ୍ଷେତ୍ରରେ ବିଭିଷଣ ଓ ମନ୍ଥରା ଚରିତ୍ର ଏବେବି ଜୀଇଁ ରହିଛି। ସେମାନେ ତାଙ୍କ କାର୍ଯ୍ୟ ଅବଶ୍ୟ ବଜାୟ ରଖିବେ। ବିଭିଷଣ ପଟ୍ଟ ପରିବର୍ତ୍ତନ କରୁଥିବେ ଆଉ ମନ୍ଥରା ମନ୍ତ୍ରଣା ଦେଇ ଚାଲିଥିବେ।।
    ଜୟ ଜଗନ୍ନାଥ!!!

    • @jullysamal6626
      @jullysamal6626 3 месяца назад

      ଏଇ ନବୀନ ଦାସ ଚାନ୍ଦ ବିଭୀଷଣ ,ମନ୍ଥରା
      ଏତକୁ ଲଜ୍ଜ୍ୟା ଲାଗୁନି bjd ବିରୁଦ୍ଧରେ ବକୁଚି

  • @sushantasahoosahoo4222
    @sushantasahoosahoo4222 3 месяца назад +2

    ବାର୍ଷିକ ଜନ୍ମ ଦିବସ ଉପଲକ୍ଷେ ନୀର୍ଭୟ ଗୁମର କଥା କୁ ଅନେକ ଅନେକ ଶୁଭେଚ୍ଛା।ଆଉ ନବୀନ ସାର୍ କୁଂ ମୋର ପ୍ରଣାମ। ଆପଣଙ୍କ ବିଶ୍ଳେଷଣ ବହୁତ ଉଚ୍ଚକୋଟୀର। Thank you sir.👃👃

  • @Manoranjansahoo34680
    @Manoranjansahoo34680 3 месяца назад +2

    ସାର ନମସ୍କାର, ଆପଣଙ୍କ ଆଲୋଚନାରୁ ଜଣାପଡିଲା ଯେ ବିଜେପିରେ "ଢୋଲ ଭିତରେ ମୂଷା "ଏହା ତ ସାଙ୍ଘାତିକ ବ୍ୟାପାର, ଧନ୍ୟ କହିବ, ଜୟ ଜଗନ୍ନାଥ ଜୟ ଶ୍ରୀରାମ 🙏🌺🙏🌺w🌺

  • @gangadhardash3430
    @gangadhardash3430 3 месяца назад +2

    ମୋହନ ସରକାର ଙ୍କ ଆଗରେ ପ୍ରଭୁ କଳା ଘୋଡା ଉପରେଖଣ୍ଡାଧରି ସତର୍କ ଅଛନ୍ତି

  • @santoshpurohit8540
    @santoshpurohit8540 3 месяца назад

    🙏 Namaskar,BJD Party ku Achanak...Bijuli Chadak Darkar ...

  • @mamatasoren8469
    @mamatasoren8469 3 месяца назад

    Very good sir

  • @hardworkneverdies5679
    @hardworkneverdies5679 3 месяца назад +7

    ଜଉ ଗୁଡ଼ା କହୁଥିଲେ ନିର୍ଭୟ ଗୁମର କଥା odisha politics ପାଇଁ ଜନ୍ମ ହେଇଚି ତେଣୁ ସେ neet ବିଷୟରେ ସ୍ୱର ଉଠେଇବନି 😅😅😅
    କାହିଁକି ଆଜି ରାଜ୍ୟ ସଭା ବିଷୟରେ ଚର୍ଚ୍ଚା??

  • @akshayabehera1086
    @akshayabehera1086 3 месяца назад +6

    Namaskar sir

  • @pravashmishra1178
    @pravashmishra1178 2 месяца назад

    ତୁମେ କିଆଁ ଏମିତି ବିଜେଡ଼ି କୁ ସମାଲୋଚନା କରୁଛ ଲୋକେ ଉପଲବ୍ଧି କଲେଣି ତୁମ ବିଜେପି ପ୍ରୀତି କୁ ପ୍ରଭୁ ଜଗନ୍ନାଥ ହିଁ ବୁଝିବେ

  • @JayakrushnaDehury-es4hb
    @JayakrushnaDehury-es4hb 3 месяца назад

    ଗୋଦାରୀ ଲୋ ଆପଣା ଗୋଡ଼ କୁ ଦେଖ. ତୁମ ସମୟରେ ଦରଦାମ ବଢିନଥିଲା କି? ଦରଦାମ ବଢିଲା ବୋଲି ଏଵେ କାହିଁକ ପାଟି ଖୋଲୁଛ. ତୁମଙ୍କୁ ଲଜ୍ୟା ଲାଗୁନି କି?

  • @PradeepKumarPradhan-rt7th
    @PradeepKumarPradhan-rt7th 3 месяца назад

    You are right sir

  • @MNDIGITALSARAKANA
    @MNDIGITALSARAKANA 3 месяца назад

    ଦାସ ବାବୁ ଜନେ ଫାଳିକିଆ ଲୋକ 😂

  • @BirendraNayeak
    @BirendraNayeak 3 месяца назад

    BJD ଆଳୁ ପୋଟଳ ଶିମ୍ବ କାଙ୍କଡ଼ ଜହ୍ନି ସାରୁ କନ୍ଦମୂଳ,,, ବେପାର କରିବେ,,, ହା ହା ହା,,, ଏଭଳି ଅବସ୍ଥା

  • @pabitramohandas6943
    @pabitramohandas6943 3 месяца назад +4

    ଦଳ ଭିତରେ ଦଳ, ଦଳକୁ ହେବ କାଳ !

  • @chakradharsahoo3684
    @chakradharsahoo3684 3 месяца назад

    You are very correct sir. Please tell the names of those leaders.

  • @satyanandananda9853
    @satyanandananda9853 3 месяца назад

    God bless you

  • @prananathpati9976
    @prananathpati9976 3 месяца назад +1

    ଦଳ ଭିତରେ ଦଳ! ସେମାନେ କିଏ? ତାଙ୍କ ମୁଖା ଖୋଲନ୍ତୁ। ଆମେ କଣ ବିଜେପିକୁ ଭୋଟ ଦେଇଥିଲୁ ଏଇ କୁକର୍ମ ଦେଖିବାକୁ।

  • @PrasantKumarSwain-f5t
    @PrasantKumarSwain-f5t 3 месяца назад

    ବିଜେପିରେ ଢୋଲକ ଭିତରେ ମୂଷା । ଏଇ ଢୋଲକ ଭିତରେ ମୂଷା ଯୋଗୁଁ ଭବିଷ୍ୟତରେ ବିଜେପି ଓଡ଼ିଶାରେ ନିର୍ମୁଳ ହେବ ।