ପୁଅକୁହେଲାଡେଙ୍ଗୁ,ଡାକ୍ତରକହିଲେପୁଅରଶେଷସମୟ,ପ୍ରଭୁଙ୍କୁଡାକିନରେନ୍ଦ୍ରରେଆଣିଗାଧେଇଲିପୁଅକୁ,ଶୁଣନ୍ତୁତା'ପରେ.....

Поделиться
HTML-код
  • Опубликовано: 7 окт 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra
  • РазвлеченияРазвлечения

Комментарии • 20

  • @pranatipradhan1139
    @pranatipradhan1139 4 месяца назад +7

    ଆଜି ର ଅନୁଭୁତି ଦୁଃଖ ସୁଖ ମଜା ମସ୍ତି ର ଅନୁଭୁତି ଥିଲା ଆମେ ବହୁତ୍ ଭର ପୁର୍ ଆନନ୍ଦ ନେଲୁ 🙏🙏🌹🌹ଅନୁଭୁତି ନେଲାବେଳେ ପଣ୍ଡିତ ଜି ମାନଙ୍କ ହାତ କାଟୁଥିବା କଥା ମୋ ମନକୁ ମଧ୍ୟ ଆସେ କିନ୍ତୁ ମୁଁ କହିପରୁନଥିଲି ସେ ମାଆ କହିଲେ ବହୁତ୍ ବହୁତ୍ ଧନ୍ୟବାଦ୍ ପଣ୍ଡିତ ଜି ଆଜ୍ଞା ନମସ୍କାର ଜୟ ଜୟ ଶ୍ରୀ ଜଗନ୍ନାଥ 🛐🛐🛐💐💐💐

  • @aparnatarai8191
    @aparnatarai8191 4 месяца назад +4

    ଆଜି ଭଲ ଅନୁଭୂତି ଥିଲା , ଆପଣଙ୍କୁ ଧନ୍ୟବାଦ୍ 🙏🙏🌹

  • @pradeepsahoo3264
    @pradeepsahoo3264 4 месяца назад +4

    Ate sundor Anubhuti MahaPrabhu nkr aji mana bichalita heigala🙏🏻🛐

  • @TrinathBarik-u4j
    @TrinathBarik-u4j 4 месяца назад

    ଜୟ ଜୟ ଜଗନ୍ନାଥ ଙ୍କ ଦ୍ଵାରା ପ୍ରଭାବିତ ହୋଇ ତାଙ୍କ ହାତକୁ ଧରିଥାଏ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ମୁଃଖ ଅନୁଭବ କରନ୍ତୁ

  • @LaxmipriyaSundaray-lj2xu
    @LaxmipriyaSundaray-lj2xu 4 месяца назад

    Jay jay shree jagannath 🙏🙏🙏⚫‼️⚫ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ

  • @gaganbiharibehera7369
    @gaganbiharibehera7369 4 месяца назад +2

    ପରଦୁଖେ ଯିଏ ଦୁଖୀ ସଦା କାଳେସିଏ ସୁଖୀ ଜୟ ଜଗନ୍ନାଥ

  • @SachidanandaPati-y4g
    @SachidanandaPati-y4g 4 месяца назад +1

    Jay.jagannath mahaprabhu koti namana

  • @pradeepsahoo3264
    @pradeepsahoo3264 4 месяца назад +3

    Shree man pandit ji,,,,,,,, Apnak bisayre kan kahibi kahiba ku kichi word nahi,,,,Jay jay shree Jagannath 🙏🏻 subha ratri 🙏🏻🛐

  • @ANJANABHOI-sx8xr
    @ANJANABHOI-sx8xr 4 месяца назад +1

    Jay shree Jagannath ⭕‼️⭕🙏🙌🙌

  • @KuniLenka-xc8vn
    @KuniLenka-xc8vn 4 месяца назад +2

    Jay shree jagannath ❤

  • @malaydas-r2h
    @malaydas-r2h 4 месяца назад

    Jay jay shree jagannath Jay jay shree jagannath Jay jay shree jagannath 🙏

  • @SatyamMalu
    @SatyamMalu 3 месяца назад +1

    Jay sree jagannath🙏🙏🙏🙏

  • @saraswatisahoo1033
    @saraswatisahoo1033 4 месяца назад +1

    Jay jagannath Pandit mahodayaji pranam chataka pari chaheen rahichhi Apanka bartalpaku

  • @aparnatarai8191
    @aparnatarai8191 4 месяца назад +2

    🙏🙏🙏🙏🙏

  • @SP-Recipe
    @SP-Recipe 4 месяца назад

    Jai jagannath 🙏

  • @pinakamsahu7150
    @pinakamsahu7150 4 месяца назад

    JAY JAGANNATH

  • @pradipkumarbhuyan1991
    @pradipkumarbhuyan1991 4 месяца назад

    Nice channel

  • @AnitaMohanty-tb9od
    @AnitaMohanty-tb9od 4 месяца назад +2

    Jay jagannath pandit jiii apananku pranam

  • @mamabehera2163
    @mamabehera2163 4 месяца назад +2

    🙏⭕‼️⭕🙏