ଜାଗାର ପଟ୍ଟା ନକରିଥିଲେ ହରାଇବେ ଜମି ! । Land Registration। Odisha। Bhubaneswar। ।

Поделиться
HTML-код
  • Опубликовано: 19 дек 2024

Комментарии • 6

  • @patitakumarchoudhury9855
    @patitakumarchoudhury9855 2 месяца назад +7

    ରେଜିଷ୍ଟେସ ପଟ୍ଟା ଗୋଟିଏ ଦିନରେ ହେଉ, ରେଜିଷ୍ଟେସ ପୂର୍ବରୁ ଡେ଼ମାରକେସନ ହଉ, ଟଙ୍କା ମାଗଣାରେ ପଡିନି, ଆଇନ ଚୋର,

  • @ashutoshsasmal3839
    @ashutoshsasmal3839 2 месяца назад

    ଜାଗ କିଣିବାକୁ ଇଚ୍ଛୁକ ବ୍ୟକ୍ତି , ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ରୁ EC ବାହାର କରନ୍ତୁ । ସଠିକ୍ EC ଚେକ୍ କରନ୍ତୁ । ROR ରେ ନାମ ଥିବା ବ୍ୟକ୍ତି ଯଦି ମୂତ ଥିବେ ତାଙ୍କର LEGAL HEIR CERTIFICATE ବାହାର କରନ୍ତୁ। ସଠିକ୍ ଡକ୍ୟୁମେଣ୍ଟ verification କରି ଜାଗା କିଣନ୍ତୁ ।

  • @kumardeepak4402
    @kumardeepak4402 2 месяца назад

    ପଟା ପାଇଁ ତହସିଲ ଅଫିସ ଯାଇ ଯାଇ ଚପଲ ଛିଡିଗଲା ହେଲେ ଆମ ଠାକୁବାପାଙ୍କ ତାଙ୍କ ବାପା ଅମଳରୁ ରହିଛୁ, ପଟାପାଇଁ ବହୁତ ଟଙ୍କା ଠକାମିରୁ ହେଇଚୁ,

  • @rajkishorrout1851
    @rajkishorrout1851 2 месяца назад +1

    Settlement anajau