Priyadarshan Patnaik's Reaction To Odisha Govt's Statement About Entry of Foreigners Into Srimandir

Поделиться
HTML-код
  • Опубликовано: 12 янв 2023
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha

Комментарии • 1,4 тыс.

  • @bhaisahabff4
    @bhaisahabff4 Год назад +117

    ବହୁତ୍ ବଢ଼ିଆ ଭାବେ ପଟ୍ଟନାୟକ ବାବୁ ବୁଝାଇଲେ । ଯାହା ଆମ ଜଗନ୍ନାଥ ସଂସ୍କୃତି ତାକୁ ଆମେ ସମ୍ମାନ ଦେବା ନିହାତି ଦରକାର ।🙏

  • @hdvlogs9390
    @hdvlogs9390 Год назад +290

    ଜୟ ଜଗନ୍ନାଥ 🙏🙏🙏
    ସୁଦର୍ଶନ ପଟ୍ଟନାୟକଙ୍କୁ ଆମର ପ୍ରଣାମ 🙏
    ଗୋ ହତ୍ୟା ବନ୍ଦ ହେବା ନିହାତି ଦରକାର।
    ବ୍ରହ୍ମହତ୍ୟା କରି କେହି କେବେ ସୁଖୀ ହୋଇପାରିବ ନାହିଁ।

  • @mrsantuodiavlogs7187
    @mrsantuodiavlogs7187 Год назад +142

    ଆପଣଙ୍କ କଥା ମୋ ହୃଦୟ କୁ ପୁରା ଛୁଇଁ ଗଲା ....
    ଆପଣଙ୍କ କଥା ରେ ମୁଁ ସହମତ...
    ଆମ ଓଡ଼ିଆ ସଂସ୍କୃତି ପରମ୍ପରା କୁ ଆମେ ବୁଡେଇ ଦେବା ନାହିଁ ...ପ୍ରଭୁ ଜଗତର ନ୍ନାଥ ଜଗନ୍ନାଥଙ୍କ ପାଖରେ କେହି ଭିଆଇପି ନୁହନ୍ତି ସବୁ ସମାନ .
    ଜୟ ଜଗନ୍ନାଥ 🚩

    • @mousumiswain5611
      @mousumiswain5611 Год назад +1

      👌👌👌👌👌👍

    • @aproudjagannathbhaktkaling6054
      @aproudjagannathbhaktkaling6054 Год назад

      ଜୟ ଜଗନ୍ନାଥ
      ଜଗା ସେଇଠି ବସିବ ତା ପାଖୁ କେବଳ ହିନ୍ଦୁ ଶିଖ ବୌଦ୍ଧ ଜୈନ ହିଁ ଯାଇ ପାରିବେ କଥା ସାରିଲା ବାକି ସବୁ ଯାହାର ଇଛା ରଥଯାତ୍ରା ରେ ଦେଖ

    • @Inner.divinity
      @Inner.divinity Год назад +1

      @@aproudjagannathbhaktkaling6054 are gaja murkha..Buddhist o Jain mane kaunsi hindu devi, devta nku puja karanti nahin ki jagannath nku thakur boli mananti nahin , tanku kahinki allow Kara jauchi ?

    • @naraharipujari7755
      @naraharipujari7755 Год назад

      Jayjagananth..hum.hindu.hai.

  • @nityanandasahoo4719
    @nityanandasahoo4719 Год назад +30

    ଜୟ ଜଗନ୍ନାଥ 🙏
    ପ୍ରିୟଦର୍ଶନ ପଟ୍ଟନାୟକ ଆପଣଙ୍କୁ ଭଗବାନ ଜଗନ୍ନାଥ ଭଲରେ ରଖିଥାନ୍ତୁ ସବୁ ସମୟରେ ଆପଣଙ୍କ ଭଳି ଲୋକ ପାଇଁ ଆଜି ହିନ୍ଦୁ ସୁରକ୍ଷିତ ।

  • @pk5993
    @pk5993 Год назад +212

    🙏🙏🙏🙏🙏ଶ୍ରୀମାନ patnayak is ମହାନ, ଏଭଳି ଆହୁରି କିଛି ଜଗନ୍ନାଥ ସଂସ୍କୃତି ରକ୍ଷକ ବାହାରିବା ଦରକାର. 🙏🙏🙏🙏🙏🙏

    • @hemantanaik6166
      @hemantanaik6166 Год назад +2

      Jay jagannath bahut sunder kathha kahile sir

    • @sibu695
      @sibu695 Год назад +2

      ଭାଇ ତୁମେ ଯାହା କହୁଛ ଗୋଟେ ଭାଷା ରେ କୁହା ଏମିତି ଇଂରାଜୀ ଓଡିଆ ମିଶେଇ କହି ଓଡ଼ିଆ ଭାଷା କୁ ଅପମାନ କରନ୍ତୁ ନାହିଁ।

    • @chitaranjanghadai3714
      @chitaranjanghadai3714 Год назад +2

      Jay jagannathe 🙏🙏🙏😍 koti koti 🙏🙏🙏mu Odisha Puri ku 🙏🙏🙏🙏

    • @purnachandrameher475
      @purnachandrameher475 Год назад +1

      ଚମତ୍କାର ଭାଇ ,ଜୟ ଜଗନ୍ନାଥ

    • @satyapirapaschimkabat5751
      @satyapirapaschimkabat5751 Год назад

      B
      Kkkkkp

  • @Ashish55342
    @Ashish55342 Год назад +131

    ରାଜ୍ୟପାଳ କଣ ଓଡ଼ିଆ,ସେ କେମିତି ଜାଣିବେ ଓଡ଼ିଆଙ୍କ ଆସ୍ଥା ଓ ଭକ୍ତି।

    • @arupakumarimohanty7946
      @arupakumarimohanty7946 Год назад +1

      Right

    • @debasispradhan7604
      @debasispradhan7604 Год назад

      Correct 💯

    • @b.v.prasadrao3579
      @b.v.prasadrao3579 Год назад

      ଠିକ୍ 👌

    • @gayatrisabar7135
      @gayatrisabar7135 Год назад +1

      Odia katha nuha bhai mandir bhitar ku alaga religion ku entry deba katha nuha mu gote video re dekhithili shivling thila gote muslim couple ta upare rahiki mansa kahuthile toh semanku bhitraku entry deba katha nuha

    • @krushnamohansahoo5633
      @krushnamohansahoo5633 Год назад +1

      ସେ ଗୋଟିଏ ମାଘିଆ ମାରୁଆଡି।

  • @mrganulolodia1491
    @mrganulolodia1491 Год назад +9

    ମୂର୍ଖ ମାନେ ଜଗନ୍ନାଥ ❤🙏🏻 ଙ୍କ ମହତ୍ୱ କୁ ବୁଝିବେ କେମିତି...
    ସେ ରାଜ୍ୟପାଳ ନୁଁହ ରାଜ୍ୟବାଳ ସିଏ...

  • @suryamanibehera6208
    @suryamanibehera6208 Год назад +66

    Our Culture
    Our Pride
    Our Life
    Jai Jagannath

  • @jagannathpanigrahi5286
    @jagannathpanigrahi5286 Год назад +123

    ରାଜ୍ୟ ପାଳ ଧର୍ମ ଗୁରୁ ନୁହନ୍ତି ରାଜ୍ୟରେ ଯେତେ ଅନ୍ୟାୟ ହେଉଛି ଆଖି ବୁଜି ବସିଛନ୍ତି। ସେ କଣ କହିବେ। ବର୍ତ୍ତମାନ ଉପରାଷ୍ଟ୍ରପତି ପଶ୍ଚିମ ବଙ୍ଗ ରାଜ୍ୟ ପାଳ ଥିବା ସମୟରେ ମମତାଙ୍କ ସହ ପାଟି ତୁଣ୍ଡ। ଆମ ରାଜ୍ୟ ପାଳ ପାଟିରେ ତୁଣ୍ଡି ବାନ୍ଧି ବସିଛନ୍ତି କିଛି କହୁନାହିଁନ୍ତି। ତାଙ୍କ କାମ ଯଦି ସୁଚାରୁ ରୁପେ ତୁଲେଇ ପାରିବେ ତାପରେ ଅନ୍ୟକାମ।

  • @chandramadhabdash6908
    @chandramadhabdash6908 Год назад +47

    ଗୋଟେ କଥା କହିବି
    ମୁଁ ସବୁବେଳେ ମନ୍ଦିରକୁ ଯିବା ପୂର୍ବରୁ କିଛି ମାଗିବି ବୋଲି ଭାବେ କିନ୍ତୁ ଠାକୁରଙ୍କୁ ଦେଖିଲା ବେଳେ ସବୁ ଭୁଲିଯାଏ
    ପରେ ଦେଖି ବାହାରକୁ ଆସିଲା ପରେ ମନେପଡ଼େ 😅😅😅🤦🤦🤦🤦

  • @pnkknp2539
    @pnkknp2539 Год назад +22

    ପଟ୍ଟନାୟକ ବାବୁ ଙ୍କ କଥାରେ ମୁ ସହମତ ......,. ଜୟ ଜଗନ୍ନାଥ 🙏🙏🚩

  • @sumithota1370
    @sumithota1370 Год назад +11

    ନ ଅହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ, ମଦ୍ ଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। 🙏🙏 ଜୟ ଜଗନ୍ନାଥ ।।

  • @uditnarayanfan8331
    @uditnarayanfan8331 Год назад +10

    ଖୁବ ସୁନ୍ଦର ଭାବରେ, ତଥ୍ୟାତ୍ମକ ଶୈଳୀରେ ନ କହୁ ନ କହୁ ଅନେକ କିଛି କହିଗଲେ ପ୍ରିୟଦର୍ଶନ ସାର
    ଜୟ ଜଗନ୍ନାଥ 🙏

  • @padminikitchen9754
    @padminikitchen9754 Год назад +11

    ଶ୍ରୀ ମନ୍ଦିରକୁ ବିଦେଶୀଙ୍କ ପ୍ରବେଶ ଉଚିତ କାର୍ଯ୍ୟ ହେବନି🙏ଜୟ ଜଗନ୍ନାଥ 🙏

    • @niharranjan1009
      @niharranjan1009 Год назад +1

      Emity hele malika sata haba. Russia srimandira re pasiba🙏🙏🙏

  • @jayjagannathbhajan5819
    @jayjagannathbhajan5819 Год назад +3

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ହରି ବୋଲ 🙏.

  • @dr.purnendutripathy5263
    @dr.purnendutripathy5263 Год назад +29

    ଏବେ ଶ୍ରୀ ମନ୍ଦିର ରେ ଜଗନ୍ନାଥ ଅଛନ୍ତି ତ? ନବୀନ ସରକାର ବିକି ସାରିଲେଣି।

    • @Your_fov
      @Your_fov Год назад

      😂😂😂😂😂😂😂😂😂

    • @mahantydjbalesore4747
      @mahantydjbalesore4747 Год назад

      👍👍👍

    • @drvicky1729
      @drvicky1729 Год назад

      budhi thila bhali katha kuha,,,. kahara etiki aukat nai. mo jaga ku dabei ki rakhiba😁😁. jaga ku kie bikiba???

    • @SidharthMishra99
      @SidharthMishra99 Год назад

      @@drvicky1729 ଏକଥା କିଏ କହିଲେ ବା କେମିତି ଜାଣିଲ।ମୁଁ ବୁଦ୍ଧି ହିସାବ ରେ ନୁହେଁ ବରଂ ୨୦୧୫ ରେ ହେଇଥିବା news ଆଧାର ରେ କହୁଛି।୨୦୧୫ ର କୌଣସି ବି paper ବା news channel ଦେଖ Google କର ଜାଣି ପାରିବ।,Daru fixing heithila ki nahi,tike common sense ra katha kuha kana 3 ta daru gotie jaga Jagatsingh pur ru milila ?

    • @drvicky1729
      @drvicky1729 Год назад

      @@SidharthMishra99 Google😂😂😂😂

  • @bibhukrupapujanusthan4935
    @bibhukrupapujanusthan4935 Год назад +31

    ପ୍ରିୟଦର୍ଶନ ସାର୍ ଠିକ୍ କଥା କହିଛନ୍ତି

  • @susantsahoo9412
    @susantsahoo9412 Год назад +8

    ପଟ୍ଟନାୟକ ବାବୁ🙏🙏 ଆପଣ ଜଗନ୍ନାଥ ସେନାର ସେନାପତି ଆପଣ ଏହାକୁ ଘୋର ବିରୋଧ କରନ୍ତୁ ଆମେ ଆପଣଙ୍କର ସାଙ୍ଗରେ ଅଛୁ ଜୟ ଜଗନ୍ନାଥ

  • @sushreesmitasahoo1053
    @sushreesmitasahoo1053 Год назад +2

    ପଟ୍ଟନାୟକ ବାବୁ ଗଣମାଧ୍ୟମ ସହ ଆପଣଙ୍କର ଅତି ସୁନ୍ଦର ବିତର୍କ

  • @trilochanpatnaik6321
    @trilochanpatnaik6321 Год назад +35

    ଆମ ସମ୍ବିଧାନ ରେ ରାଜ୍ୟପାଳ ସରକାର ର ରବର ଷ୍ଟାମ୍ପ।

  • @biswajitmahakud3870
    @biswajitmahakud3870 Год назад +10

    ତୁ ମେ ହିଁ ଜଗନ୍ନାଥ ଙ୍କର ମୁଖ ପାତ୍ର ସାର୍ 🙏🙏🙏

  • @kabudas8617
    @kabudas8617 Год назад +2

    ମୋ ପ୍ରଭୁ କିଛି ଲେଖିବାର ଶକ୍ତି ନାହିଁ
    ସବୁ ଇଚ୍ଛା ତୋର ଗୋସାଇଁ
    ଭକ୍ତି ଥିଲେ ତୁ ସବୁଠି ଥାଉ
    ମନ୍ଦିର ଦର୍ଶନ ଲୋଡ଼ା କି ଆଉ
    ସବୁ ତୁମରି ଇଚ୍ଛା ହେ ମହାବାହୁ.....🙏🏿😥🙏🏿

  • @chinmayarout3752
    @chinmayarout3752 Год назад +1

    Pattnayak sir...mu aaji thru aapana nka ra faan...... 🙏
    Aama jagannath sanskruti ku rakhya karantu

  • @Sikhya555
    @Sikhya555 Год назад +53

    ପ୍ରତ୍ୟେକ ଧର୍ମ ରେ କିଛି ନିର୍ଦ୍ଦିଷ୍ଟ ନିୟମ ଅଛି ଏବଂ ଆମେ ସେ ନିୟମ କୁ ମାନିବା ଦରକାର
    ଭଗବାନ ଙ୍କୁ ଯେଉଁମାନେ ଦର୍ଶନ କରି ପାରନ୍ତି ନାହିଁ ସେମାନଙ୍କ ପାଇଁ ନିଜେ ଭଗଵାନ ରଥ ଯାତ୍ରା ରେ ବାହାରକୁ ଆସନ୍ତି, ଏ ହେଉଛି ଜଗନ୍ନାଥଙ୍କ ପରମ୍ପରା
    ଯଦି ସରକାର ସେ ନିୟମ ନ ମାନି ନିଜେ ମନ ଇଚ୍ଛା ରେ ଅନ୍ୟ ଧର୍ମ ର ଲୋକଙ୍କୁ ମନ୍ଦିର କୁ ପୁରାଇବେ ତ ଏ ଓଡ଼ିଆ ମାଟିର ପ୍ରତେକ୍ ଲୋକ ଏବଂ ଜଗନ୍ନାଥ ଙ୍କ ଅବମାନନା ଆମେ ଓଡ଼ିଆ ଏହା କୁ ସହିବୁ ନାହିଁ, ଦରକାର ପଡିଲେ ପ୍ରତ୍ୟେକ ଓଡିଆ ରାଜ ରାସ୍ତା କୁ ବାହାରିବ ସରକାର ବିପକ୍ଷ ରେ ,ହେ ସରକାର ସବୁ କରିବା କିନ୍ତୁ ଜଗନ୍ନାଥ ଙ୍କ ପାଇଁ ରାଜନୀତି ଖେଳିବା ନାହିଁ ସେ ରାଜ୍ୟ ହେଉ ଅବା କେନ୍ଦ୍ର କାହାକୁ ସେତେବେଳେ କ୍ଷମା ନାହିଁ।
    ଜୟ ଜଗନ୍ନାଥ 🙏🚩🇮🇳

    • @birakishoresahoo3080
      @birakishoresahoo3080 Год назад

      BJD sasan re Jagannath nkar bahut kichhi nasta helani jepari chaturparsware construction Kari matha badi library adi bhangidele.Ratnabhandar janch heuni emiti kete katha.Prabhu sahaya heuntu .Niza garima nize rakhantu.

    • @Inner.divinity
      @Inner.divinity Год назад

      Bhai aaji ra gote common man ra time acchi ki dharma, mandir paini rasta re andolan kariba ku ? sabu kama , dhanda chhadi ame jadi andolan karibu , ama ghara kana thakur chaleibe na mandir ra panda, pujari ?

    • @sushreesubhasmitanayak4169
      @sushreesubhasmitanayak4169 Год назад

      @@Inner.divinity Bhai Prema, rasa Leela katha kahuna sabu sunibe mana deiki. Dharma ki satya iswara biswas katha jahule. Hungama hei jaye para ethi.. andha desha re darpana bikibara nahi ki kaala aagare mulaa chobeibara nahi

    • @Inner.divinity
      @Inner.divinity Год назад

      @@sushreesubhasmitanayak4169 theek katha kahile

    • @aproudjagannathbhaktkaling6054
      @aproudjagannathbhaktkaling6054 Год назад

      @@Inner.divinity
      ତତେ କିଏ କହୁଚି ବେ ଶଳା ମୂର୍ଖ ତୁ ତୋ ମୂଲିଆ ମଜୁରୀ କରୁନୁ ତତେ କିଏ ଡାକୁଚି

  • @sreejagannatha3588
    @sreejagannatha3588 Год назад +8

    Very very well said....
    Each religion has some sensitivity and culture, that should be respected without any compromise.
    🙏 Jaya SreeJagannatha Swamy 🙏

  • @sontoshsahoo277
    @sontoshsahoo277 Год назад +48

    ଆପଣ ସବୁବେଳେ ଜଗନ୍ନାଥ ସଂସ୍କୃତି ସପକ୍ଷରେ ଅତି ସୁନ୍ଦର ଭାବରେ ଆଉ ସତ୍ୟାସତ କଥା କହିଥାନ୍ତି।ଯେତେବେଳେ ମହାପ୍ରଭୁଙ୍କର କାର୍ଯ୍ୟରେ ପ୍ରସାଶନ ପକ୍ଷରୁ କୌଣସି ବିଭ୍ରାଟ ସୃଷ୍ଟିହୁଏ ଆପଣ ସାହାସର ସହିତ ପ୍ରତିବାଦ କରନ୍ତି।ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।ଏମିତି ଲଢେଇ ସବୁବେଳେ ଜାରୀରହୁ।ଜୟ ଜଗନ୍ନାଥ।

  • @bishnunanda2746
    @bishnunanda2746 Год назад +3

    Kudos to you Mr. Pattnaik. 🤚💯💜👍

  • @swamirameshwarananda8276
    @swamirameshwarananda8276 Год назад +11

    Thanks to Sri Sudarsanji for sincere effort to keep tradition.Hinduu should learn from Jaina people for keeping their Holy place.

  • @manoj3712
    @manoj3712 Год назад +15

    Jay jagannath 🙏🙏🙏

  • @sambitsingh5148
    @sambitsingh5148 Год назад +8

    Pattnaik sir, keep it up..
    We are proud of you.

  • @prasantakumargomango8894
    @prasantakumargomango8894 Год назад +6

    I'm proud of u sir..!!
    We need us like u...
    I salute you sir 🙏🙏🙏

  • @Dillipkumar35
    @Dillipkumar35 Год назад +5

    I salute you sir. Your every points are absolutely correct. 🙏

  • @golakbiharisahoo1110
    @golakbiharisahoo1110 Год назад +4

    Good argument, pinku bhai, thanks. Very good bhai.

  • @Varat.nyc99
    @Varat.nyc99 Год назад +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @shikhengetobadhengewithnab1877
    @shikhengetobadhengewithnab1877 Год назад +12

    Exactly who is governer told out of syllabus, reporters are just entertaining it😠🇮🇳

  • @pramodmallik1570
    @pramodmallik1570 Год назад +3

    ଜୟ ଜଗନ୍ନାଥ ଆପଣଙ୍କୁ ଧନ୍ୟବାଦ ଶ୍ରୀ ପଟ୍ଟନାୟକ ଆପଣ ଠିକ୍ କହିଲେ

  • @9xm50
    @9xm50 Год назад +14

    Jay Shree Jagannath Swamy 📿⭕❗⭕🚩🙏

  • @jagamohanjena2314
    @jagamohanjena2314 Год назад +12

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ନମଃ

  • @bideshikumargouda7406
    @bideshikumargouda7406 Год назад +2

    Very very much thanks Sudarshan sir. You are absolutely correct. I like very much that NEWS CHANNEL TRP point.

  • @mr.Rk.creation3756
    @mr.Rk.creation3756 Год назад +25

    ମନ୍ଦିର ର ର ସୁରକ୍ଷା ପାଇଁ ଏହି ପରମ୍ପରା ରହିବା କଥା ।

  • @soumyaranjanbhuyan9081
    @soumyaranjanbhuyan9081 Год назад +8

    ମୋତେ ଲାଗୁ ଚି କନକ ନିୟୁଜ ର ବେଳା ବୁଡିଲା

    • @tapankumarbehera5010
      @tapankumarbehera5010 Год назад

      Kanak news rights way

    • @soumyaranjanbhuyan9081
      @soumyaranjanbhuyan9081 Год назад

      @@tapankumarbehera5010 ମରଣ ସମୟ ଆସେ ଯାହାର ସେ କି ମାନିବ କଥା କାହାର

  • @VladimirPutin00000
    @VladimirPutin00000 Год назад +12

    Jete debate hau !
    Jete sarakar badalu !
    Hindu mananka chada aau kaunasi Dharma ra loka shree mandira re pasi paribe nahi 🙏

  • @rameshchandratripathy817
    @rameshchandratripathy817 Год назад +2

    Priyadarsan Sir, pranam. Your argument on Sri Jagannath culture and tradition is really praise worthy. I do support it 100%

  • @bsagarnial2716
    @bsagarnial2716 Год назад +2

    Thanku sir good speech. Jai Jagannath

  • @alokswain7693
    @alokswain7693 Год назад +8

    ପ୍ରତ୍ୟେକ ଧର୍ମରେ କିଛି ନିୟମ ଅଛି ତାକୁ ମାନିବା ଦରକାର ଜୟ ଜଗନ୍ନାଥ

    • @Inner.divinity
      @Inner.divinity Год назад

      Dharma ra sabu niyam Karichi ki ? Bhagwan na manisha ?

  • @nibeditaswain5133
    @nibeditaswain5133 Год назад +3

    Nice interpretation Pattnaik sir.. thanks a lot

  • @Rudra-qo8dx
    @Rudra-qo8dx Год назад +3

    ବଢ଼ିଆ କହିଲେ ଆଜ୍ଞା। ଆପଣଙ୍କ ଭଳି ସବୁ ଓଡ଼ିଆ ଜାତିକୁ ଏହା ବିଝିବା ଦରକାର।

  • @sukeshbehera2
    @sukeshbehera2 Год назад +1

    Nice say Pattnaik babu
    Universal true
    Jai jagannath 🙏

  • @indianmilitary4038
    @indianmilitary4038 Год назад +15

    ଜୟ ଜଗନ୍ନାଥ 🙏🙏

  • @dailylifestyle420
    @dailylifestyle420 Год назад +8

    ମତେ ଲାଗୁଚି କନକ ନ୍ୟୁଜ ଚାହୁଁଛି ବିଦେଶୀ ମାନେ ମନ୍ଦିର ଭିତରକୁ ଯାଆନ୍ତୁ, କନକ ନ୍ୟୁଜ mg ମାରିଯିବୂ re ,

    • @Inner.divinity
      @Inner.divinity Год назад

      ଆରେ ମୂର୍ଖ , ଯୋଉ ଧର୍ମ ଯେତେ ଉଦାର, ସେ ଧର୍ମ ଦୁନିଆ ରେ ସେତେ ଅଧିକ ପ୍ରସାରିତ ହୁଏ | ଖ୍ରୀଷ୍ଟିଆନ ମାନେ ଚର୍ଚ୍ଚ କୁ ଆସିବା କୁ କାହାକୁ ବାରଣ କରନ୍ତି ନାହିଁ , ତାଙ୍କ ଧର୍ମ ଦେଖ ଦୁନିଆ ରେ କେତେ ଦେଶ ରେ ବ୍ୟାପିଛି|

    • @dailylifestyle420
      @dailylifestyle420 Год назад

      @@Inner.divinity ଆରେ ତୁ ଗଣ୍ଡ ମୂର୍ଖ ଏତେ ଯଦି ଉଦାର ତୋ ମନ ବିଦେଶୀ ଗୋ ହତ୍ୟା କଲେ ତୁ ଚୁପ୍ ହେଇ ବସିବୁ ଆଉ ସେ ମାଂସ ବି ତୁ ଖା ତାପରେ ମନ୍ଦିର କୁ ଆସିବୁ , ଆସିଲା ଏଠି ଭାଷଣ ଦେଲା 😂😂

    • @Inner.divinity
      @Inner.divinity Год назад +1

      @@dailylifestyle420 ଆରେ ମୂର୍ଖ , ଦୁନିଆ ର ସବୁ ବିକଶିତ ଦେଶ କୁ ଦେଖ , ସେମାନେ ଧର୍ମ ଅପେକ୍ଷା ବ୍ୟକ୍ତିଗତ ସ୍ୱାଧୀନତା ଓ ଉଦାରବାଦ କୁ ପ୍ରାଧାନ୍ୟ ଦେଇଥିବା ରୁ ବିକଶିତ ହେଇଛନ୍ତି , ତୁମ ଭଳିଆ ମୂର୍ଖ ଅନ୍ଧ ଭକ୍ତ ମାନେ ଖାଲି ଧର୍ମ , ମନ୍ଦିର, ଗାଈ, ଗୋବର ଠୁ ଆଗ କୁ ଯାଇପାରନ୍ତି ନାହିଁ |

    • @Lifeofdr.soumya
      @Lifeofdr.soumya Год назад

      @@Inner.divinity paid promotion…

    • @Inner.divinity
      @Inner.divinity Год назад

      @@Lifeofdr.soumya who paid you to promote what ?

  • @Truth789
    @Truth789 Год назад +1

    Wonderful Sir. you are a real devotee of lord Jagannath

  • @simanchalpotali5908
    @simanchalpotali5908 Год назад +2

    Jay Jagannathpur 🙏🔔 Right Debate u r right sir 💯💯

  • @rudrabehera5937
    @rudrabehera5937 Год назад +4

    Jay jagannatha

  • @kumarmsdmanas136
    @kumarmsdmanas136 Год назад +2

    Piku Bhaina Is Absolutely Right 👍🏼
    #ଜୟ_ଜଗନ୍ନାଥ😍❤️🙏🏻

  • @debasishmohapatra3444
    @debasishmohapatra3444 Год назад +4

    ଜୟ ଜଗନ୍ନାଥ....ମହାପ୍ରଭୁ ଯାହା ଚାହିଁବେ ତାହା ହବ....ସବୁ ସେଇ କାଳିଆ ଠାକୁର ଙ୍କ ଇଚ୍ଛା 🙏🙏🙏

  • @santoshkumarmishra2620
    @santoshkumarmishra2620 Год назад +8

    ଭାଇ ହରିଜନ ଓ ବିଦେଶୀ ଭିନ୍ନ କଥା.

  • @sankargouda1428
    @sankargouda1428 Год назад +5

    ଠିକ୍ ସତକଥା କହିଛନ୍ତି ସାର ଜୟ ଜଗନ୍ନାଥ

  • @genkamma8182
    @genkamma8182 Год назад +16

    Pranam odisha ❤️🙏, i pray to all the people those who organise picnic spot at temple or our historical place 🛕 don't call it picnic pls..... Teach students and your childrens that's not picnic for enjoyment ❤️🛕 teach them tirth Yatra 🚩🚩🚩 🙏. This is our responsibility to recognise our culture 🙏.
    JAI JAGANNATH 🙏🕉️🕉️🕉️🔱🔱 🔱

  • @chitaranjanbhuyan3131
    @chitaranjanbhuyan3131 Год назад

    Pattnayak sir.🙏🙏 Last re jau katha ta kahile... Right Osm au mind-blowing

  • @lokanathsethi4203
    @lokanathsethi4203 Год назад +3

    Jay Jagannath 🙏

  • @dweepayannanda6552
    @dweepayannanda6552 Год назад +3

    Jai Jagannath 🙏

  • @susantaparida1216
    @susantaparida1216 Год назад +2

    ପଟ୍ଟନାୟକ ବାବୁ ଯାହା ସବୁ କହିଛନ୍ତି ସବୁ ଠିକ କଥା ହିନ୍ଦୁ ଧର୍ମରେ ଗୋ ମାଂସ ଖାଇବା ମନା କରାଗଲେ ବହୁତ ଭଲ ହେବ ବାରଣ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @Bhinna_Eka_Jibana
    @Bhinna_Eka_Jibana Год назад +1

    Sampurna thik kahichhanti apana ❤️🙏❤️ Jay Jagannath swami

  • @gopinathsahu9510
    @gopinathsahu9510 Год назад +5

    👍👍👍 ପୁରା ଠିକ 🙏🙏🙏

  • @natabardasdas9876
    @natabardasdas9876 Год назад +1

    ହେ ପ୍ରଭୁ ଜଗନ୍ନାଥ 🙏 🙏 ଜାହା ଆପଣଙ୍କ ଇଚ୍ଛା 🙏🙏🙏🙏

  • @desitoka9918
    @desitoka9918 Год назад +2

    Sir right kahichanti jay Jagannath 🙏🙏🙏🙏

  • @debamadkami9232
    @debamadkami9232 Год назад +5

    Jay Jagannath

  • @purnachandrasahoo4780
    @purnachandrasahoo4780 Год назад +3

    Right Answer Nana.

  • @mishraswagat....3573
    @mishraswagat....3573 Год назад +1

    First culture... Jay Jagannath ❤️🙏🙏🙏

  • @CHAKA_NAYANA_TV
    @CHAKA_NAYANA_TV 6 месяцев назад

    ପ୍ରିୟଦର୍ଶନ ପଟ୍ଟନାୟକ ଆପଣଙ୍କୁ ହଜାର ନୁହେଁ କୋଟି ଏ ପ୍ରଣାମ ତୁମ କଥା ହୃଦୟ ସ୍ପର୍ଶ କରି ଛି ମୁଁ ଆଉ ଆମେ ଜଗନ୍ନାଥ ପ୍ରେମୀ ତୁମ ସାଥିରେ ଅଛୁ🙏🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ 🙏🌹🌹

  • @gsantoshachary8046
    @gsantoshachary8046 Год назад +3

    U r telling right .

  • @Bapun-updates
    @Bapun-updates Год назад +7

    ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ କରିବାକୁ କେହି ନାହାନ୍ତି । ବିପଦ ଆସିବ ସମୟକୁ ଅପେକ୍ଷା କର କେହି ସାହାରା ହେବେ ନାହିଁ । ରାଜନୀତି ର ରଙ୍ଗ ଛାଡ଼ିବ

    • @tapankumarbehera5010
      @tapankumarbehera5010 Год назад +2

      Naveen patnaik au Pandian di jana chhaka, semane chhaka, se. Kan janiba cow kana. Behia Djd Government

  • @biswaprandash7202
    @biswaprandash7202 Год назад +1

    I salute you Priya darsana Pattnaik . Jagannath culture sustain only for you like persons in every time

  • @ajayroul4835
    @ajayroul4835 Год назад +2

    Jai shree jagannath 👏👏👏

  • @Anupama12385
    @Anupama12385 Год назад +3

    ଆପଣ ସମ୍ପୂର୍ଣ୍ଣ ଠିକ୍ କହୁଛନ୍ତି ସୁଦର୍ଶନ ବାବୁ

  • @sibu2507
    @sibu2507 Год назад +3

    Jay Jagannath 🙏🚩

  • @asishkumar604
    @asishkumar604 Год назад +1

    People wait for 20-25 hour to get darshan of Tirupati Balaji whereas you can get same darshan in 2-3 hour by paying 300 rs. But in Puri everyone can get darshan freely without any vip accommodation Jay Jagannath

  • @baikunthanathbadamundi2020
    @baikunthanathbadamundi2020 Год назад

    Jai jagannath 🙏🙏🙏🕉🕉🕉💪💪💪🕉🕉🕉💕💕💕❣️❣️💞💞💗💗🥰🥰from gajapati

  • @ajayarout8392
    @ajayarout8392 Год назад +4

    JAI JAGANNATH🙏

  • @kaibalyatripathy6037
    @kaibalyatripathy6037 Год назад +11

    Jay Jagannath ❤️🙏

  • @pragyanparamitanayak7562
    @pragyanparamitanayak7562 Год назад +2

    Patnyak sir u are always right ✅, Jay jagannath

  • @prakashpatra8936
    @prakashpatra8936 Год назад +1

    Jay jagannath..🙏🙏...

  • @chandanaparija9813
    @chandanaparija9813 Год назад +4

    Thik kahichanti Mr pattnaik.eita tanka pain hauchi last ku foreign loka ku pureiba malika re lekha achi.dhwansa dhwansa nabin pandian odisa ku dhwansa karibe.

  • @educationalknowledgetips3685
    @educationalknowledgetips3685 Год назад +6

    ଜଗନ୍ନାଥ କେଵଳ ମାନୁଥିବା ଲୋକ ମାନଙ୍କ ଠାକୁର 👍 ଜଗତର ଠାକୁର କଣ ତମ ମନକୁ ମନ

    • @Inner.divinity
      @Inner.divinity Год назад

      Kaha vishwas re Jesus jagat ra thakur , kaha biswas re jagannath.
      Parameswaer ta gote, rupa bhina, bhina

  • @TIKUKAR
    @TIKUKAR Год назад +2

    ଧନ୍ୟବାଦ ପଟ୍ଟନାୟକ ମହୋଦୟ

  • @myprayas6155
    @myprayas6155 Год назад +1

    Kya sir kya bat he mind bloing you are great

  • @smadl4626
    @smadl4626 Год назад +3

    Jay ho patnaik sir Jay ho...

  • @maniramsabar4263
    @maniramsabar4263 Год назад +6

    ସମସ୍ତେ ସମାନ୍ ହେବା ଉଚିତ

  • @biswambarnayak361
    @biswambarnayak361 Год назад +2

    Jay Jagannath 🙏🙌

  • @jyotiranjan4338
    @jyotiranjan4338 Год назад +2

    We most think of thousands of ISKCON followers coming from overseas

  • @sri1047
    @sri1047 Год назад +8

    You are right sir

  • @srikantaharichandan1464
    @srikantaharichandan1464 Год назад +3

    Jati bhitare Veda Kariba pain anchor kichi najani kahuchanti

  • @luckypanda1401
    @luckypanda1401 Год назад +2

    ଜୟ ଜଗନ୍ନାଥ ଜୟ ପଞ୍ଚ ଶାଖା🙏🎪

  • @pk5993
    @pk5993 Год назад +6

    ଗଣେଶ ଲାଲ ଙ୍କର ଚିନ୍ତା ଧାରା ବିଲକୁଲ ଭୁଲ.

  • @rohitcreativitykuna5672
    @rohitcreativitykuna5672 Год назад +5

    ମିଡ଼ିଆ ବାଲା କଳି ଲଗାଇବାରେ no.1

    • @aniketmishra5600
      @aniketmishra5600 Год назад

      ଓଃ ଆପଣଙ୍କୁ ଶତ ଧନ୍ୟବାଦ
      ମିଡ଼ିଆ ବାଲା ବର୍ତ୍ତମାନ ଗୋଟିଏ ଇତର ଘର ର ସ୍ତ୍ରୀ ଲୋକ ଙ୍କ ଭଳି

  • @binodinikarua7236
    @binodinikarua7236 Год назад +1

    Apana jaha kahile sampurn thik thank you sir

  • @basantamanjarinayak5232
    @basantamanjarinayak5232 Год назад

    ବହୁତ୍ ସୁନ୍ଦର୍ କଥା ଶୁଣି ବହୁତ ଖୁସି ଲାଗିଲା 🙏🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @raghunathmohanty2951
    @raghunathmohanty2951 Год назад +4

    ରକ୍ତ ନଦୀ ଭାସିବା ବେଳ ପାଖେଇ ଆସୁଛି

  • @JS-jp7yb
    @JS-jp7yb Год назад +3

    ସରକାରୀ କର୍ମଚାରୀ ଧର୍ମଗୁରୁ ନୁହନ୍ତି ତାହେଲେ ମନ୍ଦିର ତିଆରି କରିବାପାଇଁ କାହିଁକି ଟଙ୍କା ମାଗୁଛ ଏବଂ ଉଦ୍‌ଘାଟନ ପାଇଁ କାହିଁକି ମନ୍ତ୍ରୀମାନଙ୍କୁ ଡାକୁଛ

  • @adisanatan8621
    @adisanatan8621 Год назад +2

    Well said. Jay Jagannath