Это видео недоступно.
Сожалеем об этом.
Manoranjan Mishra Live: Akash Pathak, Son Of IFS Abhay Kant Pathak Reached Bhubaneswar
HTML-код
- Опубликовано: 25 ноя 2020
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
#ManoranjanMishraLive #KanakNews
For the latest Odisha News Follow us:
Visit: kanaknews.com/
Watch Live : ruclips.net/user/KanakNewsLive...
RUclips: / kanaktvonline
Twitter: / kanak_news
Facebook: / kanaknews
ଦେଶର ଅର୍ଥନୈତିକ ବିକାଶ ଏମାନଙ୍କ ପାଇଁ କେବେ ଆଗକୁ ବଢିପାରିଵ ନାହିଁ ଆମେ କେବଳ ଆମେରିକା ଆଉ ଚୀନ ଭଳି ଦେଶକୁ ପଇସା ଦେଇ ବୁଲିବାକୁ ଯିବା ସିନା କିନ୍ତୁ ସେମାନଙ୍କ ଭଳି ଆମ ଦେଶକୁ କେବେ ବିକଶିତ କରିପାରିବା ନାହିଁ,, ୧୦୦ ଟଙ୍କାରୁ ୮୦ ଟଙ୍କା ତ corruption ରେ ଗଲା ଆଉ ଦେଶର ବିକାଶ କଣ ହବ
କୋଟି କୋଟି ଟଙ୍କା ଦୃନିତି କରି ଲୋକ ଖସି ଯାଉଛନ୍ତି
ଆଉ ଗରିବ ଲୋକଙ୍କୁ ସରକାର ଦେଇ ଥିବା କାଳିଆ ଯୋଜନରୁ ୫୦୦୦ ଦରକାର ପଡିଲେ ସରକାର ମାଗୁଛି
ବହୁତ୍ ଭଲକଥା। ଏଇପରି ଭାବରେ ଭଜିଲାନ୍ସମାନେ ଏପରି ଧୃତ ସମ୍ପତ୍ତିର ଧୃତ ବ୍ୟକ୍ତି ମାନଙ୍କୁ ଧରି କଠୋର ଦଣ୍ଡ ଦେଇ ସମସ୍ତ ସମ୍ପତ୍ତିକୁ ସିଜ୍ କରନ୍ତୁ। ଏପରି ଲୋକ ସାରା ଭାରତରେ ଭର୍ତ୍ତି ଅଛନ୍ତି। କିନ୍ତୁ, ଆମ ଓଡିଶା ଏଥିପାଇଁ ଖାସ୍।
ଏହି ଭଳି ଲୋକଙ୍କୁ ମଣିଷ ମାନେ ବାଟକୁ ଆଣିପାରିଲେ ନାହିଁ ବୋଲି ଏବେ ଭଗବାନ୍ ତାଙ୍କୁ ଧରାଇ ଦେଲେ ।
କେହି ଟିକେ ଭାବି ପାରୁ ନାହାନ୍ତି ଯେ ଏଥିରେ ନେତା ମାନେ ସାମିଲ ଥିବେ, ପଇସା ଦେଇ ନ ଥିବାରୁ ନେତା ପ୍ରତିଶୋଧ ନେଲା କିମ୍ବା ଲିମିଟ୍ ବାହାରକୁ ଯାଇ କାହା ସହିତ ଲାଗୀ ଥିବାରୁ ଶେଷରେ ଧରା ପଡିଲେ
ଏଇଥିରେ କାହାର ଆଶୀର୍ବାଦ ଅଛି, ଧରନ୍ତୁ.
Choor Pathak
Choor pani grahi
Manoranjan sir your speach always interesting,, it attract us , God bless you sir
ସେଇଭଳି ଲୋକଙ୍କୁ ଆମ ସରକାର ବହୁତ ପସନ୍ଦ। ଆମେ ମାନେ ସବୁ ଗରିବ। ଚାଉଳ ୫କିଲ ଗହମ ୨କିଲ ଡାଲି ୧କିଲ ମିଳିଗଲେ ଆମ୍ଭେମାନେ ସବୁ ଭୁଲି ଯିବୁ।
🙏ଜୟ ଜଗନ୍ନାଥ 🙏ଜୟ ଉତ୍କଳ 🙏
Pathak family nkara durniti ra fardafas Nabin sarkar karithibaru dhanyabad.Kintu dukhara bisaya durniti grasta sarakari bykti nka prati kathna action turanta nele anyamane adhikaru adika
ଶଳା କୁ ହାତକଡି ପକେଇ ନେବା କଥା, ଏଇ ପଇସା ସାଧାରଣ ଜନତା ଙ୍କ ପଇସା..ଏମିତି ଅନେକ ଚାକିରିଆ ଅଛନ୍ତି... ଶଳା ଙ୍କୁ ଧରାଯାଉ
.
Karate 👍🏻
First Region Odisha CM Navin Patnyak.....
Right
Nooooooooooooooooooooooooooooooooooooooooooooooooooooooooooooo😡😡
@@prasantkumarpradhan4504 azmae mss
ଏହି ଦୁର୍ନୀତି ରେ ପ୍ରଦୀପ ସହିତ ନବିନ ବି ସାମିଲ ଅଛି ମା ରାଣ ଭାଇ ଖୋଲ୍ ତାଲ କର ସବୁ ବାହାରିବ
ଏଇଥି ପାଇଁ ଓଡିଶା ତଳକୁ ତଳକୁ ଯାଉଛି
Odisha government apkya central government ra besi dhanyavaad... Central government yaku akhi agaku anile...
ବହୁତ ବଡ ଜଙ୍ଗଲ ସୃଷ୍ଟି କରିଛି,,,,
Jangalaku Nia Lagei de
ମନୋରଞ୍ଜନ ମିଶ୍ର l ସମ୍ୱାଦ ଉପସ୍ଥାପନା କରିବା ସମୟରେ ଠିକ ଠିକ କରନ୍ତୁ l ଷ୍ଟାଇଲ ରେ କହିବା ଛାଡ l
ପଇସା ଗରିବଙ୍କ account ରେ ଦିଅନ୍ତୁ ସେମାନେ ଗଛଲଗାଇବେ
ସରକାରଙ୍କ ସବୁ ଖର୍ଚ୍ଚ ପ୍ରଦାନ ହେବାର 24 ଘଣ୍ଟା ମଧ୍ୟରେ ଉକ୍ତ ବିଭାଗର website ରେ ପ୍ରକାଶ ହେଉ।ଏଭଳି ବ୍ୟବସ୍ଥା ହେଲେ ଏଭଳି ଲୂଟ ୮ ୦% ବନ୍ଦ ହୋଇ ପାରିବ।
Right 100%
😊
Kalia jojona dia jau..mo account ru anukula heu
ଗରିବ ମାନେ ମଦ ପିଇକି ବେହାଲ ହୋଇଯିବ
We the normal people have no opportunity for employment.no medecine for corona time,no manufacturing unit in Odisha.But our Non Odiya officer enjoying a lot in crores travel in charted flight.What a Govt.in Odisha.
ଏ ସବୁ ଦେକିଲେ କେହି କହିବେନି ଯେ, ' ଆମ ରାଜ୍ୟ ଓ ଦେଶ ଗରିବ ବୋଲି ' !😄😄😄
How we Odiya people eat 5 rs.Ahar.Where as Non Odiya officer stay in Taj hotel in crores.
Naveen ka Kamal..
Because we've a non odia cm...
Sir, odia officers are no less in corruption.
ସରକାର ସଚେତନ ହୁଅନ୍ତୁ, ଭିଜିଲାସନ୍ସ ବିଭାଗ ଦୁଇ ବର୍ଷ /3ବର୍ଷ ରେ ଥରେ ଶୋଇକି ଉଠନ୍ତୁ ନାହିଁ, ସବୁବେଳେ ଜାଗ୍ରତ ରୁହନ୍ତୁ.
Education dept ku tike dhyana dele bhala huanta.
BJD ଲୋକଙ୍କ ହାତ ଥିବ ଏହାକୁ ଫାଶି ଦିଆଯାଉ
ଏଇ ସବୁ ଓଡିଶା ଗରିବ ଲୋକ ମାନଙ୍କ ପଇସା
Sir nkara samachaar padhiba style
Jabardast.. I like it
# ସମସ୍ତଙ୍କୁ ଖଜି ଖଜି ବାହାର କରି ଜୀବନ ସାରା ଜେଲରେ ରଖନ୍ତୁ,।
ଗରିବ 300 ଟକାରେ ଚଳୁଚି ଏଠି କୋଟି କୋଟି ଖାଇକି ହଜମ କରୁଛନ୍ତି , ସଳା ନବୀନ ପଟ୍ଟନାୟକ କଣ କରୁଚି
Home quaretin
ଶଳା କେ ବିଷ ଦେଇ maaridia
@Anonymous Lays bhai se odisha re job karuchi na state government kichi ta action neita pariba na
Anta chormane bahut achhanti cakriabale
Bjd Hatao odisha banchao next win b. J. P. Are me right
Our system is currupted.......
We are make this govt.
Sha Bola appnay sala sab chor hay Odisha may aur ye salay bap,baytay ko to jail Hona chahihay
Cv@@dharmishra8776
Property sieze heb ki?
Sir kana kahile ba sir mu khhusi achhi sir nkara anchoring re mu bahut khushi achhi
Long chain working.Not only this officer but also many leaders and officers are involve.
ବିରମହାରାଜପୁର୍ ଫରେଟର୍ ବାବୁକେ ଦେଖ ସେବି ଗଛଲଗାଇ ଲଗାଇ କେତେ ମାଲ୍ ଅଛେ
Jago public jago
ତୁମେ ମନୋରଞ୍ଜନ ବାବୁ ହେଲ ସବୁଠୁ ବଡ଼ ଚୋର, ନିଜକୁ ବିକ୍ରି କରିଛ କନକ ଟିଭି କୁ। ଆଉ ଏଠୀ ଭ୍ରଷ୍ଟାଚାର ବିଷୟରେ ଭାଷଣ ଦଉଚ, ଲଜ୍ଜ୍ୟା ଲାଗୁନି ତୁମକୁ।
Sala m chora
🤓
Bhai tame sat kahicha.
Chora ta , somyaranjan Pattnaik ra chela
So what he should do? To stay in OTV??
Ete dina vigilance jani nathila kemiti ?
Kana karuthila IT department ?
All are connected
ଆଉ ଏମିତି କେତେ ଥିବେ,ସମସ୍ତ ଙ୍କୁ ରେଡ କର।
ବାବୁ ଟଙ୍କା ଗଛ ଲଗଉଥିଲେ ବୋଧେ.....
Now I understood why Girl's are curious to marry Government job holder 😂
@Marcos 🤣😂😂😂😂I'm MBA graduated
ଯାହା ହେଲେ ଵି ଏହା ଏକ ମୂର୍ତ୍ତି ଗଢିବାରେ ୩ ହଜାର କୋଟି ଖର୍ଚ୍ଚ ଅଧିକ ଗହିର୍ତ ନୁହେଁ
ଆଗକୁ ସବୁ ଯୁବ ସମାଜ ଦୁର୍ନିତୀ କରିବୁ, ପାଠ ପଢି ପଢି ବୁଢ଼ା ହୋଇଗଲେ ବି ଗୋଟେ 8000 10000 ଟଙ୍କା ର govt, ଚାକିରି ଟିଏ ମିଳୁନି,ଆଗକୁ ମୁ ବହୁତ୍ ଭୟାନକ ପରିସ୍ଥିତି ସୃଷ୍ଟି କରିବି
Sabu juba pidhi agaku asantu sarkar nka sahita ladhei karantu nahale odisa baharu asithiba officer sabu khaigale ni
ବାପ ପୁଅକୁ ଲଂଗଳା କରି ଛିଡ଼ା କର ଲୋକ ମାନେ ଦେଖିବେ।
😜😅😅😅
Please please please govt should take immediate steps to save Odisha people
Ete plz plz kuhani mausa.. Kharap laguchi.. Bdw UP ama agare achi
Dhanyabad
ଏ ଏତେ ବାଟ ଆଗେଇ ଗଲେ ଗମେଣ୍ଟ ପଛରେ ସରକାରଙ୍କ ସପଟ ଦେଇଛନ୍ତି। ଏ ସରକାର ଦୁର୍ନୀତିରେ ଜଡ଼ିତ। ସାରା ଓଡିଶା ବାସୀ ଏ ସମୟରେ ବୁଝିବା ଦରକାର। କୋଟି କୋଟି ଟଙ୍କା ଆତ୍ମସାତ ଏ ବାବୁ ହରିଲୁଟ୍ କରିଛନ୍ତି। ପ୍ରତ୍ଯେକ ଡିପାର୍ଟମେଣ୍ଟ ଯାଞ୍ଚ କରାଯାଉ।
There are lots of MP, MLA those who are keeping large amount of money but the government has done nothing to imprison them.Tell something about them
Outstanding anchoring....
ଶଳା ହାରିମ୍ କୁ ଚପଲ ସେ କିବା କଥା
Please please please do not sleep Odisha Govt. All heavy curruption done highest in India. All are Non Odiya do curruption in Odisha.
Great Kanak😍😍😛
ତାକୁ ଆଜୀବନ ଦିଅନ୍ତୁ, ଆଉ କିଏ ସାମିଲ ଅଛି
ଧରନ୍ତୁ.
Raid Kale Kan heba . Puni kichi dina pare khod vigilance kichi mall pakei a loka nku khaseideba.
Investigation should be done through all angles.All people linked should be found out.
Please give facts instead of doing drama and repeating the same things again and again
Kindly bring all officers and minister's personal property on public domain and vigilance kindly check all the forest department officials... odisha will definitely get more big timi like Pathak sir
ଶଳା ବାପ ପୁଅ ଖାଇଗଲେ ରେ
ବାବୁ ବିରାଟ ଜଙ୍ଗଲ ସୃଷ୍ଟି କରି ସବୁଜ ବନୀକରଣ କରିଛନ୍ତି ।
Manoranjan babu nka anchoring pura bala bhalia
Odissa government re all department Ra all officer
very nice and extensive coverage
What is the role of vigilance inteligency deptt ?
🙏👍
Grateful kanak news, Grateful vigilance Team
Thanks to KANAK NEWS
Jai Jagannath
Thanks kanak news
Is that back ground music necessary?
This is the total expenditure of only within 6 months..just think how much had he been expensed ..this time before ....
Pradip nayak talking about pc manorajan babu kindly answer this question
It is a team work
Many Baboos may be doing the same thing in the state of poor Odisha ! Is there anything or anyone to stop the process of curruption and help odias become true achievers ? How come such things continue and only show up when it is too delay ! Bande Utkal Janani.... Please save our dear land from thie ves !
Now the officers and their family
in fear because of raid
Keep an watch on officers, who are instrumental in controlling pollution and environment deptt in govt. Haftawasuli from big industrial units is common in industrial belt.
Good atempt
I hope his good dealing with previous govt
It is our system, thanks our politicians & media reporter.
Nice
Wwaaaoo very good...pathak babu.....care on .....odisha govt soe chhi tome jaha karibar acchi kari chala.
Manoranjan sir... you are one of best...
ଆଗରୁ ପ୍ରଶାସନ ଓ ଜନସାଧାରଣ କିପରି ଜାଣିପାରୁ ନହାନ୍ତି । ଏହା ପଛରେ କାହାର ହାତ ଅଛି
Excellent explaining
Magya amanka lagi ame garib hei rahichu 2mutha khaibaku paunu 🙏🙏ଧନ୍ୟବାଦ ଭିଜିଲାସନ୍ସ ଟିମ 🙏🙏🙏
O my Good😴😴😴😴😴
G .das babu u talk about absuluty right but hear now inquire immediteal health ,education , panchayat raj department .
ମିନିଷ୍ଟରଙ୍କର ଅଭୟହାତ ଏପରି ଦୁର୍ନୀତୀଗ୍ରସ୍ତ ଅଫିସରଙ୍କ ମୁଣ୍ଡ ଉପରେ ନିଶ୍ଚିତ ଭାବରେ ଅଛି ।। ବିଜେଡିର୨୪ ବର୍ଷର ଶାସନ କାଳରେ ଓଡ଼ିଶାର ଯେତିକି ଅର୍ଥ ହେରଫେର ହୋଇଛି ଯଦି ଧରାପଡେ ତେବେ ସେହି ଅର୍ଥ ବିନିମୟରେ ସମ୍ପୂର୍ଣ୍ଣ ରୂପେ ବେକାରୀ ଦୂରୀକରଣ ହୋଇଯିବ ।
Thousands of akash Pathak and officers in Odisha govt. Sector
Sir, mora question houchi ki, are officer's not allowed to do investment. Kindly answer it.
And if yes Can the profit earned be kept in the officers own account.
Manoranjan Mishra is a best journalist and auditor. I like you Sir
ELEPHANTS,TIGERS,PANGOLINS AND OTHER ANIMALS ARE UNSAFE IN OUR ODISHAS BEAUTIFUL HILLS,FORESTS BECAUSE FOREST DEPARTMENT OF ODISHA ALWAYS HELP AND SAVE ANIMAL HUNTERS JAYA JAGANNATHA
I think it is a chain system
Sir tankara upar officernkun bi bhijilance tadanta karantu ,phuni durniti jana padiba
Bhagaban jaha b karanti praninkara mangala pain karanti
Jay jagannath
Luv you Manoranjan sir your speak
ସମସ୍ତ ଟଙ୍କା ଗରିବଙ୍କ ମଧ୍ୟରେ ବାଣ୍ଟି ଦିଆଯାଉ।।
If the Govt. Have no share in it ,of course thanks to Govt . Can the Govt recover the money which the money of people of Odisha
FOREST DEPARTMENT NAHI SABU DEPARTMENT RE HEUCHI
Odisha ra sabu department adhikarinka ghare chadhau karajau. Jahabi durniti found miliba sabu gariba lokanka khata ku transfer karajau.
Super
Kanak news channel is always right concept
ସବୁ ଗଡ଼ବଡ଼.. ମୋ ମତରେ ଫୈଶଲା on the spot .... complete seize ହଉ ... sambalpur ru cuttack ଜାଏ ଗଛ ଲଗାଯାଉ...
This is why we called Odisha is a Labour State in India. (A mane ta sabu Khaijibe Kan Development Karibe...Kan Nua Industry aanibe....... ) Thanks to Odisha Government.......A mane nuhun Aur Bahut Achanti A manka Pari.........Jaha ki taanka Bank Account re More than 150 crores..............
Father should be dismissed from Govt.Service.Son should be jailed for a long period. All property should be confiscated and the MLA should be removed from the Party,jailed and property confiscated.
There are no minister not raid by any vigilance officer minister is very pure 24 gold
Odisha system is totally corrupted, then I proud to say odisha is no.1 poor state in india