ଗରୁଡ଼ ପୁରାଣ ଅନୁସାରେ ମାଂସ ଖାଇବା ପାପ ନା ପୁଣ୍ୟ - ହିନ୍ଦୁ ଧର୍ମ ଏ ବିଷୟରେ କ'ଣ କହେ • A Story by Sri Krishna

Поделиться
HTML-код
  • Опубликовано: 15 янв 2025

Комментарии • 32

  • @santoshkumarmishra2620
    @santoshkumarmishra2620 Год назад +4

    ମହାଭାରତ ଯୁଗରେ ପାଣ୍ଡବ ମାନେ ଗଣ୍ଡା ମାରି ଶ୍ରାଦ୍ଧ ଦେଉଥିଲେ. ସେତେବେଳେ କଣ ଜୀବେଦୟା ଭାବ ନଥିଲା କି ? ଭୀଷ୍ମ ଦ୍ରୋଣ ଆଦି କଣ କରୁଥଲେ ?

    • @jeetendroid6663
      @jeetendroid6663 Год назад

      ମଣିଷର ଚିନ୍ତାଧାରା ଓ କର୍ମ ହିଁ ତାର ଭବିଷ୍ୟ ନିର୍ଦ୍ଧାରିତ କରେ, ଯଦି ଆପଣ ଅନ୍ୟ କାହାରି ଦ୍ଵାରା କରାଯାଇଥିବା କର୍ମ ର ଯଥାର୍ଥତା କୁ ପ୍ରମାଣ କରିବାକୁ ଯାଇ ନିଜେ ଖରାପ କର୍ମ କରିବେ, ତେବେ ଫଳ ସ୍ୱରୂପ ଆପଣକୁ ହିଁ କର୍ମର ଫଳ ଭୋଗିବାକୁ ପଡ଼ିବ, ତାଙ୍କୁ ନୁହେଁ।
      ଏହା ମୋର ଚିନ୍ତାଧାରା, ଏଥିରେ ଆପଣ comment କରିପାରିବେ। 😊

  • @ghanashyamnaik7640
    @ghanashyamnaik7640 Год назад +2

    ଏ ପରିମନ୍ତବ୍ୟ ଦେଇ ଜଗତକୁ ପଥ ପ୍ରବ୍ରାତାଇ ଥିବାରୁ ଆପଣଙ୍କୁ ଅଶେସ ଧନ୍ୟବାଦ

  • @patitakumarchoudhury9855
    @patitakumarchoudhury9855 Год назад +1

    ଯାହାକୁ ଯେମିତି ସଜ, ରାମ ନାମ ଭଜ,🙏ନିଜ ଅତିରଂଜିତ ଜ୍ଞାନ ପ୍ରଦର୍ଶନ କରି ବ୍ୟାଖ୍ୟାକାର, କବି, ପଣ୍ଡିତ, ବ୍ରାହ୍ମଣ ମନେ ସନାତନ ଧର୍ମ କୁ ତଳି ତଳାନ୍ତକରିଦେଲେ.ଅତି ସୁନ୍ଦର ଉପସ୍ଥାପନା 🙏

  • @MadhuDev-u1v
    @MadhuDev-u1v Месяц назад

    Thankyou sar👍👍👍👍❤❤❤❤❤ 8:29 8:31

  • @MonalisaSwain-uk9dt
    @MonalisaSwain-uk9dt Год назад

    Thank you so much bhai

  • @santilatasantilatajena8462
    @santilatasantilatajena8462 Год назад

    Radhe Krishna,Amanisha mananku tike sadbudhi diantu prabhu

  • @NarendraSingh-hj8su
    @NarendraSingh-hj8su Год назад

    ଗାଇଯଦି ମାତା ତାହେଲେ ଶଣ୍ଢ ଆପଣଙ୍କ ପିତା
    ବାଇବଲ ପଢ଼ ସତ୍ୟ ଜାଣିପାରିବ
    ଆଉ ସତ୍ୟ ଇଶ୍ୱର କୁ ଜାଣିପାରିବେ god bless you

    • @jeetendroid6663
      @jeetendroid6663 Год назад

      Jemiti amaku janma jie kare se amara maa... Au jadi jie pali posiki bada kala sie bhi amara maa..... Ta seibhalia... Amaku gai bhi sabu jagare pali posiki bada karei thae..... Gai bina manisha adhura bahut sara scientific reasons bhi achhi ye regarding..... Seithi pain gai ku ame mata sadrushya boli kahichu sanatan dharma re.....
      Au jadi bible bisayare kahibi tebe suna "bible ama sanatan dharma ra chhua au baap baap hota he beta beta hota he....."

  • @BIBHUDUTTADASH
    @BIBHUDUTTADASH Год назад

    ଅତି ସୁନ୍ଦର୍ ଉପସ୍ଥାପନା

  • @niashasahoo2562
    @niashasahoo2562 Год назад +1

    ହରି ହରି ବୋଲ 🙏🙏🙏🙏

  • @niashasahoo2562
    @niashasahoo2562 Год назад +4

    ମାନବ ଧର୍ମ ପାଳନ କରନ୍ତୁ, ଜୀବେ ଦୟା କରନ୍ତୁ । 🙏🙏🙏

    • @jagathmali4548
      @jagathmali4548 Год назад

      Right

    • @NarendraSingh-hj8su
      @NarendraSingh-hj8su Год назад

      ଜୀବେ ତ ଆପଣ ମାନେ ଦୟାକରନ୍ତି
      ହେଲେ ମଣିଷକୁ କଣ ପାଇଁ ଦାୟା କରୁନାହାନ୍ତି
      ହିନ୍ଦୁ ଧର୍ମ ରେ କଣ ପାଇଁ ହଣା କୋଟା ହଉଛି ଟିକେ କହିବେ

  • @somanathkhara8368
    @somanathkhara8368 Год назад +2

    ମାଗ୍ୟା ଶଳା ମଣିଷ ସମାଜକୁ ମୁଁ ଫସନ୍ଦ କରେ ନାହିଁ ଏଇଥିପାଇଁ କି ପ୍ରାଣି ହତ୍ଯାକାରୀ ମଣିଷ ସମାଜ, ସେଇଥିପାଇଁ।

  • @bapunpradhan9763
    @bapunpradhan9763 Год назад +1

    Mansahara papa😊

  • @googleplaystore9428
    @googleplaystore9428 Год назад

    Hnn mote bhala lagila

  • @gayatrisahoo6584
    @gayatrisahoo6584 Год назад

    Ekdam thik

  • @DhanumarpachiH-qu7tk
    @DhanumarpachiH-qu7tk Год назад +2

    I like your chanal sir thanks

  • @exdgamer6263
    @exdgamer6263 Год назад

    Jay sri sachidananda bhai

  • @chunuramhansdah2525
    @chunuramhansdah2525 Год назад +1

    Rogagrota monisomane mangso khanti nahi gorudo konsakahari thila

  • @BivashBhoi-kf6lq
    @BivashBhoi-kf6lq Год назад

    😅😅

  • @damodarreddy8172
    @damodarreddy8172 Год назад +1

    Sakahari khadya best kadya

  • @gayatrisahoo6584
    @gayatrisahoo6584 Год назад

    So nice

  • @budhuramtechnical1671
    @budhuramtechnical1671 Год назад

    💯%

  • @saisubhranshpradhan7499
    @saisubhranshpradhan7499 Год назад

    𝓣𝓱𝓪𝓷𝓴𝓼 𝓰𝓸𝓭

  • @bhabani7941
    @bhabani7941 Год назад +1

    ẞanatñ dharma útàma dharm

  • @SNG125
    @SNG125 Год назад

    ThakurLioncreaterwhatyoucando

  • @SNG125
    @SNG125 Год назад

    masyadesamodissapandamanefishintakeTheyknow