Dho Re Baiaa Dho Title Track (From Dho Re Babu Dho) | Abhijit Majumdar,Dipti Rekha,Harihar,Divya

Поделиться
HTML-код
  • Опубликовано: 27 окт 2024

Комментарии • 507

  • @jibanspandan
    @jibanspandan Год назад +107

    ଏତେ ସୁନ୍ଦର୍ ହୋଇଛି ଗୀତଟି, ଆଖିରେ ଲୁହ ନେଇ ଆସିଲା। ବହୁତ୍ ଧନ୍ୟବାଦ୍ ପୁରା ଟିମକୁ।

  • @alokamukut7305
    @alokamukut7305 Год назад +2

    ଜାଣିନି କେଜାଣି କାହିଁ ଏ ଗୀତ ଶୁଣିଲା ପରେ ଆପେ ଆପେ ଛାତି ଭିତରେ କେମିତି ଗୋଟେ ହେଇଗଲା ସତରେ ଆମେ ଆମ ଜାତି. ଭାଷା. ଏବଂ କଳା ସଂସ୍କୃତି ନେଇ ଗର୍ବ କରିବା କଥା ଗୋଟେ ବାପାର କର୍ତ୍ତବ୍ୟ ସଂଗୀତ ମାଧ୍ୟମ ରେ ବୁଝେଇଥିବାରୁ ଧନ୍ୟବାଦ entire team🙏 ଜୟ ଜଗନ୍ନାଥ 🙏

  • @sanjayhembram3021
    @sanjayhembram3021 Год назад +195

    ମୋ ପୁଅର ମା ନାହିଁ, କ୍ଷୀର ଖାଇବା ଛାଡ଼ିନି ତା ମା ତା'କୁ ଦୁଇ ବର୍ଷ ବୟସରେ ଛାଡ଼ିକି ପଳେଇଲା
    ଏବେ ମୁଁ ହିଁ ତା'ର ମାଆ ବାପା। ସେଥିପାଇଁ ଏ ଗୀତଟି ମୋ ହୃଦୟକୁ ଛୁଇଁ ଦେଉଛି ❤️❤️❤️🙏🙏

    • @susantpradhan7001
      @susantpradhan7001 Год назад +5

      🙏🏾🙏🏾🙏🏾

    • @hemantasethy9785
      @hemantasethy9785 Год назад +1

      💕💕💕

    • @gayugayu1311
      @gayugayu1311 Год назад +6

      😢😢😢sir taku gote bhola parborish deiki godhontu......2nd mrg korontuni......nohele se oloda hoijibo......😢😢😢😢 no doubt its will be difficult for you but after mrg it will be double difficult for you....and you will be converted into a toy.....so be happy in your child happiness

    • @indubasisabar9792
      @indubasisabar9792 Год назад +7

      ମୋ ମାଁ ବି ନାହାନ୍ତି । ଏ ଗୀତ ଶୁଣି ମୋ ମାଁ କଥା ମନେ ପଡ଼ିଗଲା।

    • @sankalppurohit9695
      @sankalppurohit9695 Год назад +5

      Mu sindhu nandini
      Mo bi maa nahanti.
      Mu a gita ta sunibaru mote bi mo maa katha mane padigala😂😂

  • @Pkm373
    @Pkm373 Год назад +46

    କମେଡିଆନ୍ ଯେତିକି ହସାନ୍ତି,ସେତିକି କନ୍ଦାନ୍ତି ମଧ୍ଯ 😢❤ Outstanding song ❤

  • @dillipsahoo9541
    @dillipsahoo9541 Год назад

    ଗୀତ ଶୁଣି ଆଖିରୁ ଲୋହ ଆସି ଗଲା ବହୁତ୍ ସୁନ୍ଦର ହେଇଚି ଗୀତ ଟି ବହୁତ୍ ଦିନ ପରେ ଏମିତି ଶୁଦ୍ଧ ଓଡ଼ିଆ ଲେଖା ଗୀତ ଟିଏ ଶୁଣିବା କୁ ମିଳିଲା ହରି ସାର TQ ଏମିତି ଗୀତ ଟିଏ ଆମ ଓଡ଼ିଶା ବାସୀ କୁ ଦେଇଥିବା ରୁ love you sir

  • @tkp8310
    @tkp8310 Год назад +6

    Maa Sina tora rusi jaichhi re Bapa kola re tu so........ heart touching line .. only a father can feel this.

  • @gsrajatdalei9484
    @gsrajatdalei9484 Год назад +18

    ସୁନ୍ଦର ସଂରଚନା ଏବଂ ସୁନ୍ଦର ଉପସ୍ଥାପନା ❤ ଅତ୍ୟନ୍ତ ହୃଦୟସ୍ପର୍ଶୀ ,, ଓଡ଼ିଆ ଜାତିର ଲୁଚି ଯାଉଥିବା କିଛି କଥା ଆଉଥରେ ନୂତନ ଢଙ୍ଗରେ ସମ୍ମୁଖକୁ ଆଣିଥିବାରୁ ବହୁତ ବହୁତ ଭଲପାଇବା ❤❤

  • @bkpradhan6764
    @bkpradhan6764 Год назад

    ସତରେ ବହୁତ୍ ଦିନ ପରେ ଗୋଟେ ହୃଦୟ କୁ ଛୁଇଁଲା ଭଳି ଗୀତ ଟିଏ। ମୁଁ ବର୍ତ୍ତମାନ ଭିତରେ 20 ଥର ଶୁଣି ସାରିଲିଣି

  • @sarojkumarbisoyi7746
    @sarojkumarbisoyi7746 Год назад +8

    ବହୁତ ଭଲ ଗୀତ।ଧନ୍ୟବାଦ ସିଦ୍ଧାର୍ଥ music।

  • @sudambehera8703
    @sudambehera8703 Год назад +2

    ସତରେ ବହୁତ ସୁନ୍ଦର ହେଇଛି ଗୀତଟା,ଶୁଣିବାକୁବି ବହୁତ ମନ ମୁଧ ହେଇଯାଉଛି....

  • @prakashkumarjena1156
    @prakashkumarjena1156 Год назад +15

    ବହୁତ ସୁନ୍ଦର ଗୀତ ଭାଇ ମୋଆଖିରେ ଲୁହ ଆସିଗଲା ହରି ସାର ଆଉ ଦିବ୍ୟା ଦିଦି ବହୁତ ସୁନ୍ଦର ଅଭିନୟ

  • @bekartoka289
    @bekartoka289 Год назад +107

    ବହୁତ ସୁନ୍ଦର ଗୀତ.ମନ ଦେଇ ଶୁଣିଲେ ହୃଦୟକୁ ଛୁଇଯାଉଛି , ବହୁତ ବଢିଆ ଗୀତ♥️♥️♥️♥️

  • @priyadarshanibarik3761
    @priyadarshanibarik3761 Год назад +3

    ବହୁତ ସୁନ୍ଦର ଭାବରେ ଓଡ଼ିଆ ଭାଷାର ବ୍ୟବହାରରେ ଏପରି ଏକ ଗୀତ କରାଯାଇପାରିଛି 🤩🤩 ହୃଦୟକୁ ଛୁଇଁ ପାରିଲା ପରି ଗୀତଟି ❤️

  • @kariamarandi9397
    @kariamarandi9397 Год назад +3

    ବହୁତ୍ ସୁନ୍ଦର୍ ଗୀତ। ଏତେ ବର୍ଷ ପରେ ଆଜି ଗୋଟେ ଭଲ ଗୀତ ମାନେ ହୃଦୟକୁ ଛୁଇଁଲା ଭଳିଆ 😊😊😊

  • @jitadehuri
    @jitadehuri Год назад +9

    ଆଜି ପୁଣି ସେଇ ଛୋଟ ବେଳର ଦିନ ସବୁ ମନେ ପଡିଗଲା ...........ଆଖିରୁ ଲୁହ ଆସିଗଲା ❤❤❤ଆଶା କରୁଛୁ ଏମିତି ଗୀତ ସବୁବେଳେ ଆସିଥାଉ....

  • @abhimanyunayak151
    @abhimanyunayak151 Год назад

    ଏତେ ସୁନ୍ଦର ଗୀତିକାର ଲେଖିଛନ୍ତି । ହୃଦୟସ୍ପର୍ଶୀ ହୋଇପାରିଛି ଗୀତ ରଚନା ।
    ଓଡ଼ିଆ ଶବ୍ଦ କେତେ ସୁନ୍ଦର ହେଇପାରେ ଆମ ଓଡ଼ିଶା ଲୋକ ବୁଝିବା, ଜାଣିବା ଦରକାର ।❤❤❤❤😢

  • @pramodsethi9189
    @pramodsethi9189 Год назад +8

    ହୃଦୟସ୍ପର୍ଶୀ ଗୀତ.... ଅନେକ ଅନେକ ଧନ୍ୟବାଦ ଅଭିଜିତ ସାର ❤

  • @madromeosanjay
    @madromeosanjay Год назад +1

    Odia industry re bahut din pare puni eka hrudaya sparsi gita te asichhi ❤️i hope movie b setiki damdar heithiba❤️au movie ra story pura no1 thiba🔥tq so much dho re baya dho ra all team🙏

  • @rkproductionofficial9993
    @rkproductionofficial9993 Год назад +21

    😭😭😭ଆଖିରୁ ଲୁହ ଝରେଇ ଦେଉଚି ଏହି ଗିତ ଏତେ ଶୁଦ୍ଧ ଓଡ଼ିଆ ମୋ ଭାଷା ,ସତରେ ଯଦି ଏହି ପରି ଆରିଜିନାଲ ଓଡ଼ିଆ ଭାଷା ରେ ସବୁ ଗିତ ଲେଖା ହୁଅନ୍ତା ତେବେ fire 🔥🔥🔥🔥

  • @Bk.Foodeass
    @Bk.Foodeass Год назад +1

    Bahot dina pare amiti gitate suni bahot bhala lagila...... Odia industry ku bahot bahot dhanyabad

  • @VijayKumar-cv5cs
    @VijayKumar-cv5cs Год назад +2

    Single father pain aiye Gita ta pura heichhi bahut sundar Gita ta thank you ❤❤❤❤❤❤❤ Love thi song

  • @rkproductionofficial9993
    @rkproductionofficial9993 Год назад +44

    ପୁରୁଣା ନିର୍ଦ୍ଦେଶକ ,ପୁରୁଣା ଗୀତିକାର ପୁରୁଣା ସଙ୍ଗୀତ ନିର୍ଦ୍ଦେଶକ ପୁରୁଣା କଣ୍ଠ ଶିଳ୍ପୀ ,ପୁରୁଣା ଏକ୍ଟର୍,ଅସଲି କାହାଣୀ what a combination 😮😮😮 ପୁଣି ଆରମ୍ଭ ହେଲା ଓଡ଼ିଆ ସିନେମା ର ଅଧ୍ୟାୟ ।ଏହି ପରି ସିନେମା ହେଲେ ପୁଣି ସିନେମା ହଲ କୁ ବାଧ୍ୟ ହେବେ ଯିବା ପାଇଁ ଓଡ଼ିଆ ଦର୍ଶକ ❤❤❤❤

  • @ranjitaroul9361
    @ranjitaroul9361 Год назад

    ବହୁତ ଆନନ୍ଦ ଲାଗିଲା.. ଗୀତିକାର ଯେଉଁ ଗୀତ ଟି ଲେଖିଛନ୍ତି super ହେଇଚି...

  • @Engineer_Parivar
    @Engineer_Parivar Год назад +3

    A khali ama pain gute normal song nuhe. A ama jiban ra ghati jauthiba gute niyara story. So great yarr sidharth team

  • @Cine_Pratidhwani
    @Cine_Pratidhwani Год назад +2

    ଆଜି ଶୁଭମୁକ୍ତି
    ଓଡ଼ିଆ ଚଳଚ୍ଚିତ୍ର " ଧୋରେ ବାବୁ ଧୋ "
    ଯେଉଁ ଥିରେ ଭରି ରହିଛି ଓଡ଼ିଆ ମାଟିର ବାସ୍ନା, ସୁନ୍ଦର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ସାଙ୍ଗକୁ ଆପଣଙ୍କ ପ୍ରିୟ ଅଭିନେତା କମେଡି କିଙ୍ଗ ହରିହର ମହାପାତ୍ର ଓରଫ ହରି ଭାଇଙ୍କୁ ଆପଣ ଏଥିରେ ହାସ୍ୟ ଅଭିନେତା ଭାବରେ ନୁହଁ, ବରଂ ଜଣେ ମୁଖ୍ୟ ଚରିତ୍ର ଅଭିନେତା ଭାବରେ ରୂପେଲି ପରଦାରେ ଦେଖିବାକୁ ପାଇବେ | ଏଥିରେ ଭରି ରହିଛି ଜୀବନର ସବୁ ତକ ରସ, ଭାବ ଓ ରଙ୍ଗ | ଆପଣଙ୍କୁ ହସେଇବ, ରାଗେଇବ, କନ୍ଦେଇବ ଓ ଇତ୍ୟାଦି | ତେବେ ଆଉ ଡେରି କାହିଁକି ଏବେହିଁ Tickets book କରି ନିକଟସ୍ଥ ପ୍ରେକ୍ଷ୍ୟାଳୟ ଦେଖନ୍ତୁ ଚଳଚ୍ଚିତ୍ର "ଧୋରେ ବାବୁ ଧୋ " |

  • @SivamahankudaSiva
    @SivamahankudaSiva 10 месяцев назад +1

    Great sir❤❤

  • @mihirsahoo8538
    @mihirsahoo8538 Год назад +6

    ❤❤❤❤ hrudaya ku chuinla bhalia song

  • @ENTERTAINMENT303
    @ENTERTAINMENT303 Год назад +2

    So heart ❤️ touching song ଏମିତି ଗୀତ ବହୁତ୍ ଦିନ ପରେ ଶୁଣିବାକୁ ମିଳିଲା। ଏଇ ଭୋଳି ଗୀତ କୁ ମୁଁ କେମିତି ପ୍ରଶଂସା କରିବି ମୁଁ ବୁଝି ପାରୁନି । ମୋ ମନ ର କଥା କହି ପାରୁନାହିଁ। I love you all Tim members ଯେଉଁ ଏଇ ଗୀତ କୁ ତିଆରି କରିଛନ୍ତି।❤❤❤❤❤❤❤❤❤❤❤❤❤❤❤❤❤❤❤😢😢😢

  • @brajamohansahoo6305
    @brajamohansahoo6305 Год назад +12

    Soothing music......wonderful lyrics....proudly now we can say it is my odia song

  • @annapurnabarik9556
    @annapurnabarik9556 Год назад +1

    Bahut sundar song.heart touching

  • @moodiastyle4693
    @moodiastyle4693 Год назад +1

    Abhijit bhai nka composition must
    Sabu type ra gita pai bhai perfect. I like u 👌

  • @dasarathamadhi932
    @dasarathamadhi932 Год назад +4

    ଏମିତି ଗୀତ ମୁ ଜୀବନରେ କେବେ ସୁନିନୋଟିଲି
    ଏମିତି ଗୀତ ମନକୁ ସୁହିଲା

  • @sipunrout7682
    @sipunrout7682 Год назад

    ବହୁତଖୁସି ଲାଗୁଛି ଆମ ଓଡିଶା ର ଓଡିଆ ସିନେମା ବହୁତ୍ ଆଗକୁ ଜାଉଛୀ❤️❤️❤️❤️❤️❤️🔥

  • @soumyaranjansahoo1007
    @soumyaranjansahoo1007 Год назад +1

    Super song,really Akhire luha asigala....

  • @HarmohanNath-bc3sj
    @HarmohanNath-bc3sj Год назад +18

    One of the masterpiece of odia film industry. One of the great actor Hari sir

  • @indubasisabar9792
    @indubasisabar9792 Год назад +6

    ଏ ଗୀତ ଟି ମୋ ଜୀବନ ସହ ମିଶି ଯାଉଛି। ମୋ ମାଁ ନାହାନ୍ତି। ମୁଁ ବାପା କଳରେ ଵଢୀଛି।

  • @punyabratapanda538
    @punyabratapanda538 Год назад +16

    "Dho re Babu dho" on fire🔥🔥

  • @akshyakumarbhuyan7566
    @akshyakumarbhuyan7566 Год назад +1

    Super👍👍👍👍

  • @rixo108
    @rixo108 Год назад +17

    Noone can replace abhijit majundar❣️

  • @muodiavlog4070
    @muodiavlog4070 Год назад +1

    Abhijit sir kn composition karichanti ma pura evergreen ❤️❤️❤️

  • @mrdashvloger
    @mrdashvloger Год назад

    Ati sundar gita tia. Gote chotia sayeri tia lekhi baku badhaya heli..
    मुझे रख दिया छाँव में खुद जलते रहे धूप में,
    मैंने देखा है ऐसा एक फरिश्ता अपने पिता के रूप में।
    ~~~~~~~~~मेरे प्यारे पापा ❤️🥰~~~~~~~

  • @tusharmohapatra7704
    @tusharmohapatra7704 Год назад +4

    Great lyrics,well done..Jay Jagannath 🙏

  • @sumanmohanta1062
    @sumanmohanta1062 Год назад

    ଅନେକ ସୁନ୍ଦର ଲେଖା, ହୃଦୟକୁ ଛୁଇଁ ଯାଉଛି ଏବଂ ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି, ଆଖିରେ ଲୁହ ଆସିଯାଉଛି l

  • @babuparida223
    @babuparida223 Год назад +1

    Mind blowing song.....Dil ku touch kala bhali song

  • @sandhyaslifestyle7
    @sandhyaslifestyle7 Год назад

    ବହୁତ୍ ବଢିଆ ଗୀତ ଟି ପୁରା ଓଡ଼ିଆ ଭାଷା ର ନିଛକ କାହାଣୀକୁ ନେଇ ଏହି ସିନେମା ଟି ଓଡ଼ିଶା ରେ ଥିଲେ ନିଶ୍ଚେ ଯାଇଥାନ୍ତି ଦେଖିବାକୁ ।ବହୁତ୍ ବଢିଆ ଏମିତି ଓଡ଼ିଆ ସିନେମା ଆହୁରି ଆଗକୁ ଯାଉ

  • @madhusmitapattajoshi4408
    @madhusmitapattajoshi4408 Год назад +4

    I think after so many years such a powerful lyrics it has the ability to connect our emotions.....superb outstanding

  • @mamithkumar5891
    @mamithkumar5891 Год назад

    ମୁଁ ନିଶ୍ଚିନ୍ତ ୟେ ଫିଲ୍ମ ହଲ ରେ ଦେଖିବି... ବହୁତ ସୁନ୍ଦର ଫିଲ୍ମ 👍👍👍

  • @JayashreeMallick-ff4ry
    @JayashreeMallick-ff4ry Год назад +8

    This is heart touching song
    Thanku for this song .. ABHIJIT SIR

  • @shiningboyalok...5497
    @shiningboyalok...5497 Год назад +1

    ଅତି ସୁନ୍ଦର ଟିଏ ହେଇଛି ଗୀତ ବାରମ୍ବାର ଶୁଣିବା କୁ ଇଚ୍ଛା ହଉଚି

  • @manoramabiswal1280
    @manoramabiswal1280 Год назад +148

    ମାତୃହରା ଅସହାୟ ଶିଶୁ ପାଇଁ ବାପା ମନର ଦରଦ କେତେ ଭରିଥାଏ ,ଏଇ ଗୀତ ରୁ ବୁଝିହୁଏ । ଚମତ୍କାର ଲେଖା, ଭାବନା,ଭାଷା ର ମିଶ୍ରଣ । ଧନ୍ୟ ଆପଣ । କଲମ ଚାଳନା ଏମିତି ଜାରି ରଖନ୍ତୁ ପ୍ରଭୁ ।

    • @gitanjlihembram9867
      @gitanjlihembram9867 Год назад +3

      Right odisha basi... Jaha khajuthile asila.. Ok

    • @bhagabanbehera4193
      @bhagabanbehera4193 Год назад

      Right

    • @jbautomotive2445
      @jbautomotive2445 Год назад

      ନିଶ୍ଚୟ ଗୀତ ଟି ସମ୍ପୂର୍ଣ ହୂରଦ୍ୱୟ କୁ ଛୁଇଁଲା ଭଳି ହେଇଛି ଆପଣଙ୍କ ଲେଖା ଭି ବହୁତ ସୁନ୍ଦର ହୋଇଛି ଜୟ ଜଗନ୍ନାଥ

    • @tapasranjanmohanty5344
      @tapasranjanmohanty5344 Год назад

      Pp

    • @babunpradhan846
      @babunpradhan846 9 месяцев назад

      Ohhh de❤❤❤​@@bhagabanbehera4193

  • @sulekhabijaylifestyle7749
    @sulekhabijaylifestyle7749 Год назад

    Very beautiful song..... 👍👍👍👍👍👌👌👌👌👌ବହୁତ ସୁନ୍ଦର ହୋଇଛି ଗୀତ

  • @9xm50
    @9xm50 Год назад +2

    Ati Sundar Song 📀🎵🎙️📻👌

  • @sunitabehera9122
    @sunitabehera9122 Год назад +2

    bahut sundar song pura heart touching ❤

  • @Sanjay1993palai
    @Sanjay1993palai Год назад

    Ete Dina pare prathame dekhili pura odia bhasare ehi Gita bahut bhala laguchi akhiru luha asuchi Gita sunile thanks@Namita mam @Abhijit da @sitaram Sir @Shidhart Tv

  • @biranchirout472
    @biranchirout472 Год назад +1

    ବହୁତ ସୁନ୍ଦର ଗୀତ ❤❤❤❤❤❤ love you 💕💕

  • @Artbysandhya01
    @Artbysandhya01 Год назад +10

    *This is the one of the best song of 2023 🥰🥺.*

  • @sanghamitrapollai8882
    @sanghamitrapollai8882 Год назад +6

    Heart touching song👌👌Nice singers with excellent actor and actress 🙏🙏

  • @milimoharana7495
    @milimoharana7495 Год назад

    ବାପା ମା ମାନେ ନିଜ ପିଲା ମାନଙ୍କୁ ଯାହା ପାଖରେ ରଖିଲେ ବି ସେମାନଙ୍କ ସେଇ ଭଲ ପାଇବା ଟା ହିଁ ରହେ କେବେ କମେ ନାହିଁ ? ବହୁତ୍ ଦିନ ପାରେ odia indastri କୁ ଗୋଟେ ଭଲ ଗୀତ ଆସିଚି 🎉🎉❤❤❤ 💖💖🥰🥰 ବହୁତ୍ sundar laguchi 🤩🤩Love this song ❤

  • @mdsdancegroupbhadrak2870
    @mdsdancegroupbhadrak2870 Год назад +7

    Very heart touching song iam waiting this film

  • @SINGOLIAVLOG
    @SINGOLIAVLOG Год назад

    ବହୁତ ସୁନ୍ଦର ଗୀତ ଗାଇ ମନକୁ ପ୍ରଫୁଲ୍ଲିତ କଲା।

  • @kalingafilms4985
    @kalingafilms4985 Год назад +4

    ମଞ୍ଚୁଆ ଗୀତ ଅତି ସୁନ୍ଦର ଗୀତ ♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️🙏♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️

  • @SmrutiDarpana
    @SmrutiDarpana Год назад +2

    ବହୁତ୍ ସୁନ୍ଦର ❤ ଅନେକ ଅନେକ ଶଭେଚ୍ଛା ଓ ଶୁଭ କାମନା ପୁରା ଟିମ୍ କୁ

  • @indianvoicetak3162
    @indianvoicetak3162 Год назад

    ସତରେ ଗୀତ ଟି ବହୁତ୍ ହୃଦୟ ଜିଣିବା ପରି ଲେଖା ଅଛି

  • @jibanjyotisahoo5856
    @jibanjyotisahoo5856 Год назад

    ମନ ଛୁଆଁ ଗୀତ ମନ ଖୁସି ହେଇଗଲା ଏତେ ସୁନ୍ଦର ଭାବନା ଆସିଲା

  • @sushilsanghamitra3858
    @sushilsanghamitra3858 Год назад +1

    Really heart touching song🙏

  • @kjsksongchannel7162
    @kjsksongchannel7162 Год назад +3

    Excellent....i love this song... lyrics... music..
    Very meaningful.......

  • @Ambika_Prasad
    @Ambika_Prasad Год назад

    Gita ti Bahut sundara heichi, akhiru luha bahigala , hruday ku chuinla

  • @chintu2436
    @chintu2436 Год назад +1

    Very nice song❤Heart touching and mind blowing

  • @dadgameing7943
    @dadgameing7943 Год назад +1

    Samasta odia cine premi mananku mu anurodh karuchi a bhalaia film ku niscita thare dekhibaku jantu aku kebe bi miss karantuni plz

  • @NarhariAnju
    @NarhariAnju Год назад +1

    Bahut sundar gito ❤❤❤❤❤
    Thank you Abhijit sir

  • @MrChinuDas-hj8dp
    @MrChinuDas-hj8dp Год назад +7

    Really, Heart touching ❤ Song..

  • @rajprakashstudypoint4772
    @rajprakashstudypoint4772 Год назад +2

    It's an amazing song.

  • @Littleprincessricha12
    @Littleprincessricha12 Год назад

    Song ti sunidele akhiru luha asijauchi.. Bahut bhaa heichi

  • @devd1548
    @devd1548 Год назад

    Ati sundar heichhi gita ti. ❤❤❤

  • @purnnachandrasethy3250
    @purnnachandrasethy3250 Год назад +2

    Superb ❤❤❤

  • @gitalaxmipriya68
    @gitalaxmipriya68 Год назад +1

    ବହୁତ୍ ସୁନ୍ଦର୍ ଗୀତ❤

  • @YsPrince520
    @YsPrince520 Год назад

    Bohut vala Gita tie 👌🙏emitika Gita tie apekhya re odia loka thile 👌

  • @m.s.creation8232
    @m.s.creation8232 Год назад +1

    ବହୁତ ସୁନ୍ଦର ଗୀତ ଟିଏ ❤

  • @loveyoubaby43
    @loveyoubaby43 Год назад +1

    Bahut sundar ଗୀତ ❤

  • @samitpradhan4091
    @samitpradhan4091 Год назад

    Rumku-jhumana odia vala movie pare au gote bhala film dei-chanti Hari-Bhai. Thank bahut dhanyavad odisha taraf ru

  • @dr.kapileswarmallick6195
    @dr.kapileswarmallick6195 Год назад

    ଗୀତଟି ଖୁବ୍ ସୁନ୍ଦର ହେଇଛି।। କୁଲଦିପ ପଟ୍ଟନାୟକ ଗାଇଥିଲେ ଆହୁରି ସୁନ୍ଦର ହେଇଥାନ୍ତା। 😊

  • @biren.official7888
    @biren.official7888 Год назад

    ଆଖିରୁ ଲୁହ ଆସିଗଲା 😭❤️ lovli song movie pura super haba

  • @Meenoalishavlog
    @Meenoalishavlog Год назад

    ବହୁତ ଭଲ ହେଇଚି ❤️❤️❤️❤️

  • @sanupatra01
    @sanupatra01 Год назад +2

    ଅତି ସୁନ୍ଦର ।

  • @subarnikanayak9526
    @subarnikanayak9526 Год назад +1

    କେତେ ସୁନ୍ଦର ହେଇଛି ❤️❤️❤️ ଗୀତ ଟି

  • @priyabratabehera2616
    @priyabratabehera2616 Год назад +7

    Ebe jou lable ra movie asuchi audiance seteta pasand karunanhanti

  • @bhishmadilwala3652
    @bhishmadilwala3652 Год назад

    Super song thank u so much . Odisha culture need this type of song.khanti odai song

  • @romanticboysasi164
    @romanticboysasi164 Год назад +1

    Evergreen heiki rahiba aei song ❤❤❤❤❤

  • @sanjuli2022
    @sanjuli2022 Год назад

    Heart touching 💯 most beautiful songs 😔😔😔😔😔😔aaji mun ei gito ti 10 ru 15 thoro suni sarili jete sunile v aau sunibaku ichha hauchi bahut bahut emotional gito ti 💔

  • @nityanandajena7031
    @nityanandajena7031 Год назад

    ଭୋଉତ୍ ସୁନ୍ଦର ଏତେ ଦିନ ପରେ ଆଜି song ମସ୍ତ୍

  • @status.hero6098
    @status.hero6098 Год назад

    Thanks 🙏 Abhijit bro ate dina pare pura full odia re song ta heichi jou song re na tike Telugu na Hindi na English kichhi bi misini song re khanti odia song jaha ku kuhanti sei bhali song te karicha bohutu sundar heichi song ti my favourite music 🎵 director Abhijit bro

  • @Papunkujena-pe4vz
    @Papunkujena-pe4vz Год назад +1

    Super song ❤❤❤

  • @sabitridehury9748
    @sabitridehury9748 Год назад +1

    It's really amazing ❤❤& heart touching song 💗🥰🥰

  • @bisikesanpradhan9031
    @bisikesanpradhan9031 Год назад +1

    ବହୁତ ସୁନ୍ଦର ଅଭିନୟ କରିଛନ୍ତି ହରି ଭାଇ ଓ ଦିବ୍ଯା

  • @jagannathtuduofficial1322
    @jagannathtuduofficial1322 Год назад +7

    Heart touching song ❤

  • @manaromamishra5841
    @manaromamishra5841 Год назад

    ଆହାଃ, ଖୁବ୍ ହୃଦୟସ୍ପର୍ଶି

  • @dharmendrasahoo1469
    @dharmendrasahoo1469 Год назад +10

    Wow super song ❤️❤️

  • @bishnuprasadpatra1561
    @bishnuprasadpatra1561 Год назад +1

    ମନକୁ ଛୁଇଁଲା ପରି ଗୀତ ଟିଏ ❤❤

  • @grismantamahapatra9772
    @grismantamahapatra9772 Год назад +1

    ଶତରେ ହୃଦୟକୁ ଛୁଇଁଲା ପରି ଏ ଗିତ ହେଇଚି 😢😢😢

  • @deepakdash8015
    @deepakdash8015 Год назад

    Wow 100%feeling asuchi 😢😢😢😢 song sunila pare Nichaka lekha