ସୀତା ଲୋ | Sita Lo | Full Video Song | Odia Movie | Sita | Humane | Debjani | Sad Song | Odia Song

Поделиться
HTML-код
  • Опубликовано: 19 окт 2024

Комментарии • 3 тыс.

  • @DebjaniActress
    @DebjaniActress Год назад +1078

    I personally went through all comments by my audiences,truly inspirational comments on my performance which boosted me to make more such intense acting oriented movies in future Regards 🙏

    • @fullmoonbehera5753
      @fullmoonbehera5753 Год назад +58

      U have acted outstanding in this vedio..and one of the milestone u created after original song

    • @Samir-Creation.7
      @Samir-Creation.7 Год назад +32

      Heart touching video mam literally 🥺.what a comeback I personally share this video to my friends and many groups.

    • @pc64667
      @pc64667 Год назад +19

      After a long time I'm blessed to watch a natural artist in an odia music video after the era of Sidhant Mohapatra etc.. No extra drama... Nothing... Just pure professionalism... May Lord Jagannath bless u young lady.. ❤️🙏

    • @rajdj-pm8zv
      @rajdj-pm8zv Год назад +2

      D

    • @yashobantadash6670
      @yashobantadash6670 Год назад +2

      awesome song!!All the best!

  • @IswarPrasadJena
    @IswarPrasadJena Год назад +687

    ଗୋଟେ ଝିଅ ଜୀବନ ର ପ୍ରଥମ ହିରୋ ତା ବାପା ଅମର ଚଳନ୍ତି ଭଗବାନ ବାପା ବି ଝିଅ ଙ୍କୁ ତା ଜୀବନ ଠୁ ଅଧିକ ଭଲ ପାଏ ବାପା ମା ଙ୍କ ପାଇଁ ଗୋଟେ ଲାଇକ 🙏🙏🙏🙏🙏🙏🙏🙏🙏 ବହୁତ ସୁନ୍ଦର ହେଇଚି ଗୀତ ଟା ❤❤❤❤

    • @saratchandra1532
      @saratchandra1532 Год назад +6

      Right

    • @sankardakua8868
      @sankardakua8868 Год назад +3

      Au pua mane kn papo kariki asithauchanti

    • @IswarPrasadJena
      @IswarPrasadJena Год назад +1

      @@sankardakua8868 Sankar Bhai laguchi apana deha ku neigale semti kichi bhabi mu cmnt lekhini but mu gote pua 👍maa bapa nka pain pua jhia samaste saman 👍jhia ti bapa nku besi Bhala pae boli kahichi .kahinki na bapa b gote pua agyan... dhanyawad cmnt dei thibaru 🙏

    • @smilemakerkapu5301
      @smilemakerkapu5301 Год назад +1

      Hmmm right

    • @benudharmalik-qj4bb
      @benudharmalik-qj4bb Год назад +2

      ​@@IswarPrasadJena 😊. L. ... O ..,

  • @sumantasamantaray1810
    @sumantasamantaray1810 Год назад +455

    ଜୀବନରେ ଅମୁଲ୍ୟ ଶବ୍ଦ ବାପା 🙏🙏🙏
    ଜୟ ଜଗନ୍ନାଥ 🙏🙏🙏
    ଅତି ସୁନ୍ଦର ଗୀତ କୁ ଅତି ସୁନ୍ଦର ଅଭିନୟ 👌👌👌👌i lov you bapa 🙏🙏🙏

  • @rmkcreative4283
    @rmkcreative4283 Год назад +188

    ଦୁନିଆରେ ଚେଷ୍ଟା କଲେ ସବୁ କିଛି ମିଳିଯିବ କିନ୍ତୁ ଦୁନିଆରୁ ବାପା ମା ଚାଲିଗଲେ ଆଉ କେବେ ମିଳିବେ ନାହିଁ ସବୁଦିନ ପାଇ ସେ ସ୍ଥାନ ଖାଲି ରହିଯିବ ତେଣୁ ମା ବାପାଙ୍କୁ କେବେ ଅଣଦେଖା କରନ୍ତୁ ନାହିଁ❤❤ pleaseଭଲ ଲାଗିଲେ ଲାଇକ୍ ଗୋଟେ କରନ୍ତୁ

    • @Prerit224
      @Prerit224 5 месяцев назад

      I am feeling very deeply so sad. My sweet mother is no more now. But, proud of being a son with my father still with me.

    • @chabiguru2161
      @chabiguru2161 2 месяца назад

      Right

    • @ChandanaDhal-r6w
      @ChandanaDhal-r6w Месяц назад

      Thik kahila
      Bapa maa nka jaga apuraniya 😢

  • @basantamajhi9240
    @basantamajhi9240 Год назад +319

    Miss u bapa, ଭଗବାନ ସମସ୍ତଙ୍କ ବାପା ମା ଙ୍କୁ ଭଲ ରେ ରଖି ଥା 😢

    • @dulari917
      @dulari917 Год назад +2

      Miss you baba😭

    • @tutumantu1495
      @tutumantu1495 8 месяцев назад

      ଭଗବାନ ତୁମ ର ମଙ୍ଗଳ କରନ୍ତୁ
      🙏🏼🙏🏼🙏🏼

    • @narayanipradhan8487
      @narayanipradhan8487 7 месяцев назад

      😂😂😂miss ubapa mu bi hata vhaini tya I love you bapa😂😂❤❤❤

    • @aishwaryanayakdas9344
      @aishwaryanayakdas9344 День назад

      Jaha baba nahantii

    • @barsharanisahu1873
      @barsharanisahu1873 6 часов назад +1

      🙏🙏🔥🔥Jay jagannth

  • @tapangaming093
    @tapangaming093 Год назад +61

    Human bhai ଆପଣ ଏତେ ସୁନ୍ଦର ଗୀତ କେମିତି ଗାଉଛନ୍ତି ଭାଇ ଶୁଣିଲା ବେଳକୁ ଆଖିରେ ଲୁହ ଫୁଲ ହେଇଯାଉଚି ଭାଇ ଗ୍ରେଟ୍ ଭାଇ ...😢😢 ଏମିତି ମହାପ୍ରଭୁ ଆପଣଙ୍କୁ ଭଲରେ ରଖିଥାନ୍ତୁ ଭାଇ ❤

    • @deskiliysoch9660
      @deskiliysoch9660 2 месяца назад +1

      kumara bapi bhai gai thile ahuri bhala thanta....... ❤❤❤

    • @ganeswarpradhanyoung
      @ganeswarpradhanyoung 20 дней назад

      Rraccuastic song ta dekha pare kahiba kahar better😂heichi

  • @satyanayakodiavlogs
    @satyanayakodiavlogs 6 месяцев назад +16

    ସତରେ ଏତେ ଦିନ ପରେ ଓଡ଼ିଆରେ ଗୋଟେ ଗୀତ ଶୁଣିବାକୁ ମିଳିଲା 😭😭

  • @Localtonybai-Yt
    @Localtonybai-Yt Год назад +402

    I really so sad music
    ଶୁଣିଲେ ମୋ ଆଖିର ଲୁହ ଜରି ଯାଉଛି 😭 ଆଉ ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି ❤️😭 ଯଦି ଆପଣ ମାନଙ୍କୁ ଏଇ comment ଭଲ ଲାଗିଲା😭 👍music କୁ like ଦେବେ ❤ ଜୟ ଜଗନ୍ନାଥ 🙏

  • @sureshswain2592
    @sureshswain2592 Год назад +103

    ଦେବଯାନୀ ଦିଦି ଙ୍କ ଆକ୍ଟିଂ ଆଖି ରେ ଲୁହ ଆଣିଦେଲା।😭😭😭😭😭😭😭

  • @AchyutanandaPattanayak-s3w
    @AchyutanandaPattanayak-s3w Год назад +94

    ଲେଖକ ମହାଶୟଙ୍କର ଲେଖନୀ ମୁନ ଆଉ ତାଙ୍କର ହୃଦୟ ଶ୍ବର୍ଷୀ ଶଦ୍ଦ କୁ କୋଟିଏ ପ୍ରଣାମ।
    ଏହି ଗୀତ ଟି ହୃଦୟ କୁ ଛୁଇଁ ଯାଉଛି।

  • @sambunathnayak7975
    @sambunathnayak7975 Год назад +103

    ଗୀତ ସହ ଅଭିନୟ ଅତ୍ୟନ୍ତ ହୃଦୟ ବିଦାରକ... ବାପା ଶବ୍ଦ ହିଁ ଅମୁଲ୍ୟ ❤️❤️❤️
    ମୋ ବାପା ❤️❤️❤️❤️
    ମୁଁ ଭାବୁଛି ଏ ସିନେମା ଟି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ମୂଳଦୁଆ ରୂପରେ କାମ କରିବ lll

  • @trueheart3629
    @trueheart3629 Год назад +245

    Where are you before Debjani..... Salute of ur act.. ❤❤❤❤❤❤❤

  • @leafcreation5312
    @leafcreation5312 7 месяцев назад +3

    Satare khub hrudaya sparshi gita ❤❤❤❤❤❤❤❤love you devjani didi very imotional song😭😭😭😭

  • @rasmilata8438
    @rasmilata8438 Год назад +99

    ୟେ ଗୀତ ଇତିହାସ ଠୁଁ କିଛି କମ୍ ନୁହେଁ, ଓଡ଼ିଶା ଇତିହାସ ରେ ଚୀର ଅମର ହୋଇ ରହିବ l 🙏😥❤

  • @Snpande3459
    @Snpande3459 Год назад +57

    ବହୁତ ଦିନ ପରେ ଖାନ୍ଟି ଓଡ଼ିଆ ଗୀତ ସୁନିବାକୁ ମିଲିଲା ମୋତେ ବହୁତ ଭଲ ଲାଗିଲା ।।

    • @SoumyaTN
      @SoumyaTN Год назад

      Hna

    • @kdschemistry1023
      @kdschemistry1023 Год назад

      Semiti kichhi bi kharap heini .......Chaiba au tike Vala heiparithanta t souri gaithile

  • @gyanaranjansahoo8539
    @gyanaranjansahoo8539 Год назад +30

    ଏତେଦିନ ପରେ ଗୋଟେ ଗୀତ ଶୁଣିଲା ଭଳି ଲାଗିଲା 🙏

  • @ranjanbadatya8092
    @ranjanbadatya8092 Год назад +57

    ଭାଇ ବହୁତ ସୁନ୍ଦର ହେଇଚି ଗୀତ ଆଉ ଗିତିକାର ,ତପୁ ନାୟକ କି ସୁନ୍ଦର ଗୀତ ଲେଖିଛ ଭାଇ। ବହୁତ ଦିନ ପରେ ଏମିତି ଗୀତ ଗୋଟେ ଶୁଣିବାକୁ ପାଇଲି।

    • @ripakcreations3441
      @ripakcreations3441 День назад

      କିନ୍ତୁ ଭାଇ ଗୀତର ଦ୍ୱିତୀୟ ଅନ୍ତରା ଟା ଠିକ ସେ ମେଳିଲା ନାହିଁ but ଆଉ ସବୁ outstanding 👌👌👌

  • @anilkumarofficial7036
    @anilkumarofficial7036 Год назад +22

    ଭାଇ ବଢିଆ singing ଟିକେ ଝଲକ ରହିଲା ଟି ସୌରୀ sir ଙ୍କ ସେଥିପାଇଁ ଗୀତ ଟି ଭଲ ଲାଗିଲା ଧନ୍ୟବାଦ ହ୍ୟୁମାନ ସାଗର ଅରିଜିନାଲିଟି ରଖିଥିବାରୁ

  • @pritiranjandash5077
    @pritiranjandash5077 Год назад +96

    ଜୀବନରେ ଗୋଟିଏ ଅମୂଲ୍ୟ ଶଦ୍ଦ ହେଉଛି ବାପା,କିଛି କହିବା ପାଇଁ ଶଦ୍ଦ ନାହିଁ ❤️❤️❤

  • @soumya8516
    @soumya8516 Год назад +61

    ସତରେ ଗୀତ ବହୁତ ସୁନ୍ଦର ହେଇଛି ଆଉ ଅଭିନୟ ମତେ କନ୍ଦେଇଦେଲା
    ବହୁତ ସୁନ୍ଦର ଅଭିନୟ
    Last scene is heart-touching
    Real acting

  • @riderdeepupapulu
    @riderdeepupapulu Год назад +72

    ଭାଇ ଆପଣଙ୍କ voice 👌👌👌👌👌 ବହୁତ୍ ସୁନ୍ଦର ଦେଇଛନ୍ତି ମନ କିଣି ନେଲା ଅପେକ୍ଷା କରିଛି ଫୁଲ୍ ଗୀତ ଆସିବା ପାଇଁ ❤❤❤❤❤❤❤❤❤

  • @mithunscreation9755
    @mithunscreation9755 Год назад +33

    ଏତେ ସୁନ୍ଦର ଅଭିନୟ ଦେଖିକି ଆଖିରୁ ଲୁହ ଝରି ପଡ଼ୁଚି 😢😢😢😢 ଅତି ସୁନ୍ଦର ଅଭିନୟ ଦେବଜାନୀ ଙ୍କର... ବାପା ମା ହେଉଛନ୍ତି ଚଳନ୍ତି ଠାକୁର ଭଗବାନ ସମସ୍ତଙ୍କ ବାପା ମା ଙ୍କୁ ଭଲରେ ରଖନ୍ତୁ .....

  • @pc64667
    @pc64667 Год назад +113

    1st time I'm going through one of those best lyrics of present time. OMG. ❤️ Can't imagine how one can write a lyrics with so much feel!! I personally congratulate the lyricist of this masterpiece.
    A request to my odia fellows- Please Please Please... Don't let this masterpiece die in future... ❤️🙏

  • @TheBadatyaFamily
    @TheBadatyaFamily Год назад +21

    ଗାଁଉଲି ଜୀବନର ନିଛ୍ଥକ କଥା🥺ବାପା ପରି କିଏ ହେବ😞Miss u my father

  • @letzgodesi2685
    @letzgodesi2685 Год назад +4

    ବହୁତ ଦିନ ବେବଧାନ ପରେ ଜାପାନୀ ଭାଇ ଙ୍କ ସଂଗୀତ ନିର୍ଦ୍ଦେଶନା ସହିତ ହ୍ୟୁମାନ ଭାଇଙ୍କ କଣ୍ଠ ମିଶିଲା. ବହୁତ ସୁନ୍ଦର ଗୀତ ଓଡିଆ ଭାଷା ବୁଝିଥିବା ଲୋକ ମାନଙ୍କୁ ମିଳିଲା.❤

  • @archanadalai4144
    @archanadalai4144 Год назад +68

    ଏହି ଗୀତ କୁ ଯେତେ ଦେଖିଲେ ବି ଆଖି ରୁ ଲୁହ ଆସି ଯାଇଛି କେଜାଣି😭😭😭😭

  • @Rakeshcreation031
    @Rakeshcreation031 Год назад +48

    ଭାଇ ମତେ ଗୀତ ବହୁତ ଭଲ ଲାଗିଲା ପିଲା ଦିନ ଗୀତ ମନେ ପଡିଗଲା ଭାଇ love you human sagra ଭାଇ ❤️❤️❤️

  • @SabitaSingh-nw8xn
    @SabitaSingh-nw8xn Год назад +3

    ଏଇ gita suni ki ଦେହ ଶୀତେଇ ଉଠିଲା।ସତରେ ମନ କୁ ଛୁଇଁ ଗଲା

  • @sabitri8526
    @sabitri8526 Год назад +9

    ସତରେ କେତେ ସୁନ୍ଦର ହେଇଚି ଗୀତ ଆଖିରେ ଲୁହ ଆସି ଜାଉଛି😢

  • @sambitcreativeepic6815
    @sambitcreativeepic6815 Год назад +32

    First time ever I have seen odia song is very realistic and very natural acting and very emotional .. I can feel this song because I went through the situation. You cant believe my tears came into my eyes ..Miss u Bapa 😢. Thanks to the director & writer for making this video ... ❤

  • @alekhasahoo1416
    @alekhasahoo1416 Год назад +1

    ଏତେ ଦିନ ପରେ ଲାଗିଲା ଗୋଟେ ଏମିତି ଓଡ଼ିଆ ଗୀତ ଯାହାକୁ ଯେତେ ଥର ଶୁଣିଲେ ବି ନୂଆ ଲାଗୁଛି 🥰
    Thank you so much to all team members 🙏
    Audio & video Both are amazing & speach less 👌
    ମୁଁ Already ଏ song କୁ 100 ରୁ ଅଧିକ ଥର ଶୁଣି ସାରିଲିଣି 🥰
    ଆମେ ଆଶା କରୁଛୁ ଆମ ଓଡ଼ିଆ ଗୀତ ଏମିତି ହୃଦୟ ସ୍ପର୍ସି ହଉ 🙏
    ଜୟ ଜଗନ୍ନାଥ 🙏🙏🙏🙏🙏🙏

    • @DaliaNayak
      @DaliaNayak 3 месяца назад

      Love❤ yu bapa
      Mo pakhaku feri asaa😭😭😭😭😭😭

  • @srikantaraula5560
    @srikantaraula5560 Год назад +7

    ବାପା ଛୁଆ ପାଇଁ ତା ଦୁନିଆ ,ବାପା ନଥିଲେ ଦୁନିଆ ଅନ୍ଧାର ହେଇଯାଏ ,ଆଉ ବଞ୍ଚିବା ବହୁତ୍ କଷ୍ଟ ସେହି ଅନ୍ଧାର ରେ 😢😢❤

  • @Sashirekhajena9658
    @Sashirekhajena9658 Год назад +528

    ହତ ଭାଗିନି ମୁଁହି ପିତା ସ୍ନେହରୁ ବଞ୍ଚିତ,କପାଳରେ ପିତା ସୁଖ ମୋର ଥିଲା କିଞ୍ଚିତ😭😭😭😭🙏miss you bapa......ଆର ଜନ୍ମରେ ମୋ ପାଖକୁ ବାପା ଫେରି ଆସନ୍ତୁ 😢

  • @AshaJali-yo8xz
    @AshaJali-yo8xz День назад +1

    😢😢😢😢 story bahut badhiya hichi ❤❤❤❤

  • @anilsamal5479
    @anilsamal5479 Год назад +62

    What a combination between father and daughter.. Debjani mam u r really super

  • @kajalrout425
    @kajalrout425 Год назад +78

    ଗୋଟେ ଝିଅ ପାଇଁ ତା ବାପା ସବୁ କିଛି ହୋଇଥାଏ ଭଗବାନ କୌଣସି ଝିଅଠୁ ତା ବାପା ମା କୁ ଦୁରେଇ ଦିଅନ୍ତୁ ନାହିଁ 😢miss u ବାପା ବୋଉ ଜଣା ନାହିଁ କେବେ ଘରକୁ ଜିବି ଆଉ ତୁମକୁ ଦେଖିବି

    • @buludakua6663
      @buludakua6663 Год назад +1

      Waite kara se dina asiba

    • @siyonparichha21
      @siyonparichha21 Год назад +2

      ଝିଅ ହେଉ କିମ୍ବା ପୁଅ ଦୁଇଜଣଙ୍କ ପାଇଁ ବାପା ମା ଙ୍କ ମୂଲ୍ୟ ସମାନ ଅଟେ କିନ୍ତୁ ତାହା ଆମେ ତାଙ୍କ ଥିବା ଯାଏଁ ବୁଝପାରୁନାହିଁ 😢😢😢

    • @sasmitamohapatra9351
      @sasmitamohapatra9351 Месяц назад

      😭😭

  • @sonalisahu8355
    @sonalisahu8355 8 месяцев назад +4

    ପିତା ସ୍ବର୍ଗ ପିତା ଧର୍ମ ପିତା ହିଁ ପରମ ତପ🙏🏻🙏🏻
    ହେ ଜଗତର ନାଥ ଜଗନ୍ନାଥଙ୍କ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଆପଣ ବାପା ମା ମୋ ଜୀବନରେ ଚଳନ୍ତି ଭଗବାନ ଦେଇଥିବାରୁ🙏🏻🙏🏻🙏🏻

  • @satyabratapradhan5735
    @satyabratapradhan5735 Год назад +4

    ଅତି ସୁନ୍ଦର ଲେଖା ଏବଂ ଅଭିନୟ ଅତି ଚମତ୍କାର ❤

  • @rajkumarpati9506
    @rajkumarpati9506 Год назад +44

    ହୁମାନ ସାଗର + ଜାପାନୀ ଭାଇ + ଦେବଜାନି 🎉🎉🎉🔥🔥🔥

    • @Zoya45945
      @Zoya45945 Год назад

      +aswin tripathy

    • @saikalyan9651
      @saikalyan9651 Год назад +2

      Japani bhai ku human pa majhire jagannath bhajana pain tarka bitarka lagithila

    • @Zoya45945
      @Zoya45945 Год назад +1

      @@saikalyan9651 compromise heigala

    • @Sakalamedia-h4k
      @Sakalamedia-h4k 4 месяца назад

      ଭାଇ ଗୀତ ଲେଖିଥିବା ତପୁ ନାୟକକୁ ଭୁଲି ଯାଉଛ। ତାଙ୍କ ପାଇଁ ଆଜି ଏଇ ଗୀତ ସୃଷ୍ଟି

  • @prasantanayak4047
    @prasantanayak4047 Год назад +17

    ଲୁହ ମୁଁ କୁ ରୋକି ପାରୁନି. ଯେତେବେଳେ ଏ ଗୀତ ଶୁଣୁଛି. ସେତେବେଳେ କାନ୍ଦୁଚି. ବାପା ଙ୍କ କଥା ବେଶୀ ମନେ ପଡୁଛି. I miss u ବାପା ମୋତେ ତମ ପାଖକୁ ନେଇଯାଅ.

  • @purnachandrabehera9477
    @purnachandrabehera9477 Год назад +62

    What a dramatic scene !😞 Great to see Devjani in such beautiful patriotic song ❤️.

  • @jayjagannathswami42
    @jayjagannathswami42 Год назад +22

    ବହୁତ୍ ସୁନ୍ଦର ଗୀତ ଆଉ ବହୁତ୍ ସୁନ୍ଦର ଅଭିନୟ 👍 ହୃଦୟ କୁ ଛୁଇଁଗଲା । Thanks to all team and Amara muzik 🙏🏻🙏🏻👍👍👍

  • @fakirbaral5313
    @fakirbaral5313 Месяц назад +2

    ସୁନ୍ଦର ଗୀତଟି ଶୁଣିବାକୁ ପାଉନଥିଲି ❤❤❤❤❤

  • @homefilms9689
    @homefilms9689 Год назад +10

    Song b mst & Debjani didi nka acting b superb🥺🥺🥺

  • @odiashortstories3102
    @odiashortstories3102 Год назад +9

    Suupper acting by debjani 👌👌👌💕💕

  • @poojaranidalei6226
    @poojaranidalei6226 Год назад +3

    ବହୁତ୍ କଷ୍ଟ ହୁଏ ନିଜର ଲୋକ ପାଖରୁ ଦୂରେଇ ଗଲେ। I love you bapa.

  • @preetilearningapp7395
    @preetilearningapp7395 Год назад +22

    This is pure odia song. Which is touching to heart 💞

  • @SOMnath_patra
    @SOMnath_patra Год назад +24

    Dear ollywood expectation in top level... Please don't disappointed us ❤❤❤❤

  • @bidyadharapanda2452
    @bidyadharapanda2452 Год назад +4

    ଦେବଜାନୀ ତାଙ୍କ ଜୀବନରେ ଯେତେ ଅଭିନୟ କରିଛନ୍ତି ଏହି ଅଭିନୟ ଟି ମତେ ବହୁତ ହୃଦୟ ସ୍ପର୍ଶି ଆଶୀର୍ବାଦ କରୁଛି ଆଗକୁ ଯାଅ

  • @brahmanchhaivillagefastiva1093
    @brahmanchhaivillagefastiva1093 Год назад +5

    ବହୁ ଦିନ ପରେ ଏମିତି ଏକ ଭିନ୍ନ ଧରଣର ଗୀତ ❤ ସତ କାହାଣୀ ପରି ଲାଗୁଛି ❤
    ସତରେ ସମସ୍ତଙ୍କ ଭାଗ୍ୟ ସମାନ ନଥାଏ 🙏 ନିଜ ଭାଗ୍ୟ କେବଳ ଭଗବାନ ଜାଣିଛନ୍ତି 🙏

  • @pritiranjannayak1314
    @pritiranjannayak1314 Год назад +4

    ହୃୟସ୍ପର୍ଶୀ ସଂଗୀତ ❤

  • @dushasanbehera1828
    @dushasanbehera1828 3 дня назад

    ହୃଦୟକୁ ଛୁଇଁ ଗଲା ଭଳି ଗୀତ.. 😥ଆଖିରୁ ଲୁହ ଝରି ଯାଉଛି ବହୁତ ଭଲ ହୃଦୟପ ପର୍ଷି ଗୀତ 😥😥😥😥😥😥😥😥😥

  • @Odishaaah
    @Odishaaah Год назад +42

    If made well... this film will be a blockbuster... This is what Odia audience looks for.. Amazing. Ashwini delivers unexpected

  • @pritammohapatra2620
    @pritammohapatra2620 Год назад +32

    Heart touching video. Congratulations to whole team. Kudos to Debjani mam. As per her talent and dedication towards acting, I feel she is more underrated in Ollywood. Need more appreciation.

  • @sarojpatra1224
    @sarojpatra1224 2 месяца назад +1

    ଏଏହି ଗୀତ ଟିଏ ଶୁଣିଲା ପରେ ଧର୍ଯ୍ୟ ରହୁନି

  • @fullmoonbehera5753
    @fullmoonbehera5753 Год назад +9

    50 times I have been seeing this heart touching vedio..❤❤❤ acting of devjanee composition of japani bhai lyricist of tapu Nayak direction of aswini bhai everyone has done tremendous job❤

  • @rashmiranjanmohapatra2181
    @rashmiranjanmohapatra2181 Год назад +60

    Debjani you proved You are the album queen ❤

  • @shradhanjalipradhan7864
    @shradhanjalipradhan7864 Год назад +9

    🙏🙏 ଉପରକୁ ପଥର ପରି ଅଭଙ୍ଗା 🙏🙏
    ଭିତରେ ତରଳି ଯାଉଥିବା ମଣିଷଟି ହିଁ ବୋଧେ "ବାପା" 😢😢😢😢❤❤❤❤❤

  • @lipusethi4734
    @lipusethi4734 Год назад +16

    ଆଖିରୁ ଲୁହ ଆସିଗଲା 🙏🙏🙏🙏

  • @tapansahoo-wt9tz
    @tapansahoo-wt9tz Год назад +39

    ଭଗବାନ ଯଦି ଆଉ କଉ ଜନ୍ମରେ ମୋତେ ମଣିଷ ଜନ୍ମ ଦିଅନ୍ତି ତାହେଲେ ମୋ ବାପା ମା ଙ୍କୁ ସବୁ ଜନ୍ମରେ ମୋତେ ଦେବେ Please god🙏

  • @s_i_t_u__m_i_t_u
    @s_i_t_u__m_i_t_u 5 месяцев назад +2

    ସବୁ ଜନମରେ ତମେ ମୋ ବାପା ହେଇ ରହିଥାଅ ବାପା I miss you bapa😭😭😭😭

  • @sunilkumarbehera5139
    @sunilkumarbehera5139 Год назад +17

    ବହୁତ ସୁନ୍ଦର ଅଭିନୟ... ପୁରୁଣା ସ୍ମୃତି ଟିକେ ମନେ ପଡେ...

  • @guddubhaskar3500
    @guddubhaskar3500 Год назад +28

    Special Thanks to the Director & Choreographer Aswin. U did well done. U have the sense of emotion . The visualization & lyrics so sweetly merge . Loved a lot always your work Aswin.

  • @siddharthpatnaikodialive
    @siddharthpatnaikodialive Год назад +1

    akasha luha re pruthibi oda, kandi kandi jhia kare bapaku bida....what a lyrics ...hats off... act of Devjani is top class ..reminds of old memories of T Souri's Sita lo song..

  • @manojnayak3130
    @manojnayak3130 Год назад +9

    I'm speechless. What a combination of lyrics and acting totally involved

  • @bharatadalai542
    @bharatadalai542 Год назад +5

    What a lyrics ... It's touching my heart again and again ......🙏

  • @raja-pradan
    @raja-pradan Месяц назад +2

    ଆମ ବାପା ଆମପାଇଁ ଅମୁୟ ଗୀତଟି ବହୁତ ସୁଦର ହେଇଚି ❤❤❤❤❤

  • @alokbeheravlogs
    @alokbeheravlogs Год назад +7

    ବାପା ଦୁନିଆରେ ସବୁଠୁ ବଡ (ଏ ଗୀତ ଶୁଣି ବାପା ପିଲାଦିନେ ଯାହା ସବୁ କରିଥିଲେ ମନେପଡ଼ିଗଲା 😢😢😢😢salute sir ଏମିତି ଗୀତ ଲେଖିଥିବାରୁ )weare lov u ❤️❤️❤️❤️❤️

  • @sanjaynayak9081
    @sanjaynayak9081 Год назад +9

    Ohh bhai ... really heart touching song .. Debjani did the wonderful character...❤❤❤ Now she will be called really acting queen

  • @fakirmohansahoo2079
    @fakirmohansahoo2079 Год назад +1

    ବହୁତ ଯନ୍ତ୍ରଣା ଦାୟକ ଗୀତଟି, ଆଖିରେ ଲୁହ ଆସିଗଲା, ଓଡ଼ିଶା ରେ ସବୁ ଦିନ ପାଇଁ ଏ ଗୀତଟି ଇତିହାସ ହୋଇ ରହିବ,ଜୟ ଜଗନ୍ନାଥ 🙏🙏🙏🥲🥲🥲❤❤❤

  • @himanshusekharpalei8697
    @himanshusekharpalei8697 Год назад +4

    Literally, my tear can't stop for 4 mins.🥺🥺..

  • @deepakbehera9606
    @deepakbehera9606 Год назад +2

    ସୁନ୍ଦର ଅଭିନୟ miss u bapa😢😢😢😢😢

  • @Papufunny292
    @Papufunny292 Год назад +3

    ଏତେ ସୁନ୍ଦର ଗୀତ ❤❤❤ ବହୁତ୍ ଭଲ ❤❤❤

  • @subhashreeroul9164
    @subhashreeroul9164 Год назад +4

    I'm just tearing, really mind blowing voice with artists...

  • @rojismitasahoo4831
    @rojismitasahoo4831 Год назад +1

    akhi re luha anideuchi ei song😢😢😢😢😭😭😭😭😭

  • @monalishapradhan583
    @monalishapradhan583 Год назад +28

    Acting best❤, Singer b best😊.... But no one can beat T-Shourie sir ❤❤❤❤❤❤❤ in this song,

  • @padmitajayasingh2718
    @padmitajayasingh2718 Год назад +7

    miss you papa 😭😭😭mo bapa world ra best bapa❤❤❤❤

  • @sushantkumar-7447
    @sushantkumar-7447 3 месяца назад +2

    ଗୀତରେ ପୁରା ଦମ୍ ଅଛି mast song best wishes all the Team members

  • @chandanswain4632
    @chandanswain4632 Год назад +5

    Really very heart touche, it's make me cry😢, speechless acting ♥️, thanks for full teams who is made this heart touching song n to remind me of my childhood time 🥹♥️♥️

  • @deepikapanda8553
    @deepikapanda8553 Год назад +7

    Pure odia song...nd heart touching
    Missing you Bapa........😥
    Debjani your acting❤ 👌

  • @kirtanswara1843
    @kirtanswara1843 24 дня назад

    ବହୁତ୍ ସୁନ୍ଦର୍ ଅଭିନୟ ଓ ସ୍ଵର ସଂଯୋଜନା ବାପ ଝିଅ ର ଅତୁଟ ସଂପର୍କର ବନ୍ଧନ ର ଡୋରି ଅତି ନିଖୁଣ ଭାବରେ ଉପସ୍ଥାପନା କରାଯାଇଛି ❤❤❤❤❤

  • @happyending8532
    @happyending8532 Год назад +4

    Bahut sunder lyrics. Bahut badhiya concept 👍🙏🙏

  • @odishanews57
    @odishanews57 Год назад +4

    Debjani ❤❤❤❤ Best acting😢😢🎉

  • @BabitaDas-n5d
    @BabitaDas-n5d 3 месяца назад +1

    I love you bapa ❤❤❤❤❤

  • @bilasinidas7990
    @bilasinidas7990 Год назад +4

    What a song yrrrr ❤ excellent nd i really miss you my papa❤️😭😭😭😭😭🙏🙏🙏🙏🙏 debjani dii active is superb 💐💐💐

  • @GeethaBiswal
    @GeethaBiswal Год назад +5

    I miss you bapa 😭😭😭😭😭

  • @pradyumnabehera4802
    @pradyumnabehera4802 Год назад +1

    ଗୀତ ଯେମିତି ସୁନ୍ଦର ହେଇଚି ଅଭିନୟ ବି ସେମିତି ସୁନ୍ଦର 👌👌

  • @amitgochhayat3542
    @amitgochhayat3542 Год назад +9

    After a long time i saw Debjani mam with her excellent act ..... Really Outstanding 🔥🔥🔥

  • @ashiskumarchhotaray8216
    @ashiskumarchhotaray8216 Год назад +5

    Love you so much bapa Tama runa mu kebe suji paribini.. love you so much bapa ❣️🥺🫶🥹😭❤️🙏

  • @ErTapas-nz1vw
    @ErTapas-nz1vw 3 месяца назад

    ଦେବଜାନୀ ମୋତେ ଲାଗୁଛି ଏପରି ଜୀବନ୍ତ ଅଭିନୟ ମୁଁ ତୁମ୍ଭର କେବେ ଦେଖି ନାହିଁ really I'm speech less i salute you🙏🙏🙏

  • @surajsd7846
    @surajsd7846 Год назад +10

    Ohh Fabulous singing human bro 🌹❤️
    Maa Sarala blessed you 🙏🌹

  • @SCDartsandcrafts
    @SCDartsandcrafts Год назад +3

    ଦୁନିଆରେ ସବୁଠାରୁ ସୁନ୍ଦର ଶବ୍ଦ ଦୁଇଟି ମାଆ ବାପା

  • @sunusonali
    @sunusonali 2 месяца назад +1

    I miss you bapa 😭🥺😭🥺😭🥺🥺🥺

  • @SubhadrikaBiswal-g4i
    @SubhadrikaBiswal-g4i Год назад +4

    Miss you bapa😢😢😢😢😢 I love you bapa

  • @manobabu5046
    @manobabu5046 Год назад +34

    Marvelous 🎉
    Congratulations to whole team 👏👏👏
    Kudos to Debjani mam ❤

  • @leafcreation5312
    @leafcreation5312 6 месяцев назад +1

    Satare Bapa au maa nkra runa kehibe sujhi paribebi Maa peta hele bapa pithi ❤❤❤❤❤love you❤❤❤ my baba maa

  • @smrutiranjanmahapatra5119
    @smrutiranjanmahapatra5119 Год назад +5

    I literally got tears in my eyes after listening this long ...

  • @shradhanjalipradhan7864
    @shradhanjalipradhan7864 Год назад +8

    Love you bapa❤❤🙏🙏🙏 god samastnk bapa nku vala re rakhantu❤️‍🩹🙏

  • @BabluBadmashhh
    @BabluBadmashhh 5 месяцев назад

    Mu Ea Song ku 20 thara suni sarilini .. speechless ❤️ Acting v Jabardast....Emiti song bahut kam Suniba pain milithaye......

  • @yashobantadash6670
    @yashobantadash6670 Год назад +4

    enchanting!Great job chaudhri sir and Debjani 👏👏👏👏👏👏