ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା || CM Mohan Majhi || Grievance Cell || VK Pandian || OR

Поделиться
HTML-код
  • Опубликовано: 30 июн 2024
  • ମୋହନ ମନେ ପକାଇଦେଲେ ନବୀନଙ୍କ 5T ସଚିବଙ୍କ କଥା || CM Mohan Majhi || Grievance Cell || VK Pandian || OR
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaReporteronRUclips
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #Odisha #OdishaReporter #OdishaCM #GrievanceCellOdisha #MohanMajhi #grievancecell #mohanmajhi #VKPandian #NaveenPatnaik #bjd #bjp #OdishaPolitics #Bhubaneswar

Комментарии • 452

  • @dineshlovemaster4853
    @dineshlovemaster4853 8 дней назад +153

    ମୋହନ ସାର ଙ୍କ ଏ ପଦେକ୍ଷପ ସ୍ବାଗତ ଯୋଗ୍ଯ ❤

    • @DurgaHansdah-wb7rr
      @DurgaHansdah-wb7rr 7 дней назад +2

      ମୋହନ ସରକାର ନୂଆ ଅଛି ବୋଲି ବୁଲୁଛି ପୁରୁଣା ହୋଇଗଲେ ମୂଷା, ସାପ ଭୋଳି ଗାତ ଭିତରେ ରହିବ

    • @KalpanaMangaraj
      @KalpanaMangaraj 7 дней назад +2

      sabu lokandekhania

  • @LovemyyBharat
    @LovemyyBharat 8 дней назад +173

    ନବୀନ ବାବୁ ରହୁଥିଲେ ନବୀନ ନିବାସ ରେ , ମୋହନ ବାବୁ ରହୁଛିନ୍ତି ଜନତାଙ୍କ ଗହଳରେ 🙏

    • @akashlenka3213
      @akashlenka3213 8 дней назад +16

      ନବୀନ ବାବୁ ଜଣେ ବଡ଼ କୋକ
      ମୋହନ ବାବୁ ଜଣେ ଜନତା ର ଚାକର ❤

    • @KapileswSahu
      @KapileswSahu 7 дней назад

      .
      ​@@akashlenka3213

    • @Pandu_Premi
      @Pandu_Premi 7 дней назад

      ​@@akashlenka3213😂😂😂 ବାଲା ନା କୁକୁର

    • @akashlenka3213
      @akashlenka3213 7 дней назад +4

      @@Pandu_Premi ନବୀନ ବାବୁ କୁକୁର🤔🤔🤔 ହେ ନବୀନ ବାବୁ ଆପଣ ହିଁ ଗାଣ୍ଡୁ

    • @kapurasoren6392
      @kapurasoren6392 7 дней назад

      ​@@akashlenka3213Bhagwan amo dako sunanti mean Bhagwan amo chakara!?

  • @jayantkumarjena2507
    @jayantkumarjena2507 8 дней назад +134

    ଏ ହେଉଛି ଜନତା ଦ୍ୱାରା ନିର୍ମିତ ଜନତା ଜନାର୍ଦ୍ଦନ ଙ୍କ ସରକାର ଜୟ ଜଗନ୍ନାଥ

    • @akashlenka3213
      @akashlenka3213 8 дней назад +8

      ଏହା ହେଲା BJP ସରକାର ❤
      ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱୟମ ନିଜ ହାତରେ ଶାସନ ଧରିଛନ୍ତି

    • @santas4334
      @santas4334 8 дней назад +2

      ​@akashlejay jagannath 🙏

    • @RajeswariSa-lq5dk
      @RajeswariSa-lq5dk 8 дней назад

      ​Lillllp # ####🎉😅❤

    • @pritampolei7087
      @pritampolei7087 8 дней назад +1

      Jai jai shree ram Jai jagannath

  • @raghumaninayak9593
    @raghumaninayak9593 8 дней назад +63

    ନୂଆ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି।

  • @chandanswain6556
    @chandanswain6556 8 дней назад +195

    ହେଲିକେପ୍ଟର ଉଡ଼ିକି ଲୋକ ଙ୍କ ସମସ୍ୟା ର ସମାଧାନ କରାଯାଏନି , ବେଲଜ୍ୟା ବିଜେଡ଼ି ଦଳ ଟିକେ ସିଖୁ

    • @akashlenka3213
      @akashlenka3213 8 дней назад +10

      BJD ର ବିସର୍ଜନ ହେବ ଏବେ

    • @santas4334
      @santas4334 8 дней назад

      Right 👍 ​@@akashlenka3213

    • @Natabar16
      @Natabar16 8 дней назад +1

      କେତେ ଲୋକଙ୍କ ସମାଧାନ ହେଲା କି ଆଜି

    • @_mr___rajput
      @_mr___rajput 8 дней назад +2

      ​@@Natabar16 hnn bahut jananka ra hoichhi

    • @Saratofficial3423
      @Saratofficial3423 8 дней назад

      BJD samas heba darkar​@@akashlenka3213

  • @subhashreemajhi9658
    @subhashreemajhi9658 8 дней назад +70

    ଅଭିଯୋଗ ଶୁଣାଣି ପାଇଁ ସଜେସନ ଦେଇଥିବା ଆଜ୍ଞାଙ୍କୁ ଅନେକ ଅନେକ ଧନ୍ୟବାଦ l

  • @user-he5bb2mk4j
    @user-he5bb2mk4j 8 дней назад +22

    ଧର୍ମ ର ନିଶ୍ଚିତ ଜୟ ହେଇଛି,,, ବିଜେପି ନିଶ୍ଚିତ ଲୋକଙ୍କ ଦୁଃଖ ବୁଝିବେ ଜୟ ଜଗନ୍ନାଥ

  • @SnehalataPradhan-gw1lc
    @SnehalataPradhan-gw1lc 8 дней назад +31

    ଧନ୍ୟବାଦ ମହାଶୟ ଏହି ଦିନକୁ ଅପେକ୍ଷା ଥିଲା 👍👍🙏🙏🙏🙏

  • @bijayapppradhan4563
    @bijayapppradhan4563 8 дней назад +57

    ଯିଏ ଗରିବ ଘରୁ ଆସିଛି ସେ ଗରିବ କଥା ବୁଝିପାରିବ। ରାଜା ପୁଅ କେବଳ ଇଂଲିଶ ଫାସୁ ଫାସୁ କହିଲେ କଣ ଲାଭ। ବଡ ପାଠୁଆ ମାନେ ପିତା ମାତାଙ୍କୁ ଵୃଦ୍ଧାଶ୍ରମ ରେ ପଇସା ଦେଇ ରଖିଲା ଭଳି।

    • @manojdas1374
      @manojdas1374 5 дней назад

      Are Bhai murkha nabin kn bujhiba

  • @kailashrana5820
    @kailashrana5820 8 дней назад +30

    ଅତି କମରେ ଗୋଟିଏ ବର୍ଷ ଲଗାତାର ଅଭିଯୋଗ ଶୁଣିବା ଦରକାର ଏବଂ ଯଥା ଶୀଘ୍ର ସମାଧାନ ହେବା ଆବଶ୍ୟକ ।ଏପରି ହେଲେ ପ୍ରଶାସନ ସଜାଗ ହେବ ଏବଂ ଧୀରେ ଧୀରେ ଅଭିଯୋଗ ସଙ୍ଖ୍ଯା କମ୍ ହୋଇ ଶୂନ ହୋଇ ଯିବାର ସମ୍ଭାବନା ବି ଅଛି ।କିନ୍ତୁ ଧ୍ୟାନ ଏହି ଶୂନ ପର୍ଯ୍ୟନ୍ତ ହେବାର ଅଛି ।ଧନ୍ୟବାଦ।

  • @sukantaalatia738
    @sukantaalatia738 8 дней назад +16

    ମୋହନ ସାରଙ୍କୁ ଧନ୍ୟବାଦ ଅସଲ ନେତା ଓଡିଶା କୁ ରାମ ଭଗବାନ ଆସିଛନ୍ତି କି ଆନନ୍ଦ ଲାଗୁଛି ବିରୋଧୀ ଦଳ ଛାନିଆ ଜୟ ଶ୍ରୀ ରାମ

  • @anupbanchhor7390
    @anupbanchhor7390 7 дней назад +3

    ମୋତେ ଯାହା ଲାଗୁଛି ସବୁ ବିଧାୟକ ମନ୍ତ୍ରୀ ମାନଙ୍କୁ ଶିକ୍ଷା ଦିଆଯାଇଛି ସମସ୍ତେ ଲୋକ ମାନେ ଯୋଉ କାମ ପାଇଁ ଗଲେ ବହୁତ୍ ସୁନ୍ଦର ଆଉ ଶୀଘ୍ର ଗୁରୁତ୍ଵ ଦେଉଛନ୍ତି

  • @bapisadangi3373
    @bapisadangi3373 8 дней назад +84

    ହାରାମି ନବୀନ ପଟ୍ଟନାୟକ ଧୁଆଁ ପାକିସ୍ତାନ ଶାସନ ପାଣ୍ଡୁପେଳଚଟା,ଅଳିଆଗଦା ବିଜେଡିଦଳ, ଓଡ଼ିଶାରେ ବିଜେପି ସରକାର କାର୍ଯ୍ୟ କେମିତି ଲାଗୁଛି ଏ ହେଉଛି ଗରିବ ଜାତି ଚାଷୀ ଜାତି ଆଦିବାସୀ ଜାତି ଶ୍ରମିକ ଜାତି ର ସରକାର ବିଜେପି 🎉 ଅତି ସୁନ୍ଦର

  • @littlequeenrakhi
    @littlequeenrakhi 8 дней назад +21

    ମୋହନ ହେଲେ କୃଷ୍ଣ ହେଲେ ଏଭଳି ସବୁବେଳେ ରହିବା ଉଚିତ୍

  • @jchoudhury274
    @jchoudhury274 8 дней назад +30

    ଅଣ ଓଡ଼ିଆ ତାମିଲ ମୁଖ୍ୟ ମନ୍ତ୍ରୀ ଙ୍କ ରାଜ ସରିଲା ଆମ ସାଧାରଣ ଲୋକଙ୍କ ମୁଖ୍ୟ ମନ୍ତ୍ରୀ ମୋହନ ସାର୍ ଜୟ ଜଗନ୍ନାଥ

    • @koilihota6354
      @koilihota6354 8 дней назад

      Mohan sabu chhodibe

    • @mitalipriya7813
      @mitalipriya7813 8 дней назад

      ​@@koilihota6354 correct bro .khali dekhania katha . avijog sunibe but kintu solution milibani.

    • @pritampolei7087
      @pritampolei7087 8 дней назад +1

      Chhodibe ki nahi se ta samay kahiba babu.athara khali mp-0 hoichi,ara tharaku MLA -0 heba dekhiba baki rahila

    • @Pandu_Premi
      @Pandu_Premi 7 дней назад

      ​@@pritampolei7087😁😁🫣🫣🤣👌👌

  • @amrjitbiswal7243
    @amrjitbiswal7243 8 дней назад +49

    ବିଜେଡିଠାରୁ ବିଜେପି ବହୁତ ଗୁଣରେ ଭଲ

  • @chandankumarnaik4456
    @chandankumarnaik4456 8 дней назад +7

    ଆଜି ମୋ ମନ ପବିତ୍ର ହେଇଗଲା ଧର୍ମର ଜୟ ହେଇଛି ଧନ୍ୟବାଦ ମୋହନ୍ ସାର୍ ଗରିବଙ୍କ ସାହାରା ବିଜେପି ସରକାର୍

  • @somendusatapathy6538
    @somendusatapathy6538 8 дней назад +23

    ବୁଢା ମୁଖ୍ୟମନ୍ତ୍ରୀ ନଥିଲା ଯେ ଅୟସ କରୁଥିଲା। ଓଡ଼ିଆ ନଜାଣିବା ଅଭିନୟ ସାହାଯ୍ୟ କରୁଥିଲା।

  • @krushnasahu7514
    @krushnasahu7514 8 дней назад +14

    ଏବେ କ୍ରୀତଦାସ ଆଖି ଖୋଲି ଦେଖ ପ୍ରଜାଙ୍କ ଦୁଃଖ କେମିତି ଶୁଣାଯାଏ. ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ.

    • @suryanarayan136
      @suryanarayan136 8 дней назад

      plZ ,,sarvagila କୁମ୍ଭକର୍ଣ୍ଣ ଏବେ ସୋଇଛି, ଉଠିବ aau sidha CBI PAKHAKU

  • @SatrughanNayak-qf1rt
    @SatrughanNayak-qf1rt 8 дней назад +53

    କେଉଁ ଗରୀବ ପାଇଁ କଣ କରିଛି ପାଣ୍ଡିଆନ୍, ଅଭିଯୋଗ ପତ୍ର ପାଇଁ ହେଲିକ୍ୟାପଟର ରେ କୋଟି କୋଟି ଟଙ୍କା ଫୁଙ୍କି ଦେଲେ କିନ୍ତୁ କାହାରି କୁ କିଛି ସାହାଯ୍ୟ କରି ନାହାଁନ୍ତି, ଆଜି ଯାହା ଦେଖିଲୁ ଜନସାଧାରଣ ଉପକୃତହେବେ, ଏମିତି ଜନ ଶୁଣାଣି ଚାଲିଥାଉ ଜୟ ଜଗନ୍ନାଥ

  • @dcreative2544
    @dcreative2544 8 дней назад +21

    ସରକାର ଏମିତି ହେବା ଦରକାର

  • @music-world7825
    @music-world7825 8 дней назад +11

    ସେ ବିଜେଡି ହଉ କି ବିଜେପି ଓଡିଶା DEVELOPE ହବା ଦରକାର

  • @KgangaRaut
    @KgangaRaut 8 дней назад +7

    ଏବେ ସମସ୍ତଙ୍କୁ ନ୍ୟାୟ ମିଳିବ, ଜୟ ଜଗନ୍ନାଥ 🙏🏻🙏🏻ମୋହନ ସାରଙ୍କୁ ମୋର କୋଟି 🙏🏼🙏🏼

  • @saleskumargiri6187
    @saleskumargiri6187 8 дней назад +5

    ଯାହା ହେଉ, ମୋହନ ସାର୍ ସମସ୍ତ ଙ୍କ ଦୁଃଖ ବୁଝିଲେଣି ।ପ୍ରଭୁ ଜଗନ୍ନାଥ ଙ୍କୁ ନ ଡାକିଲେ ବି ଚଳିବ ।ଶାନ୍ତି ରେ ପ୍ରଭୁ ଭାଇ ଭଉଣୀ ଙ୍କ ସହ ପୂଜା ପାଉଥାଅ ଶ୍ରୀ ମନ୍ଦିର ରେ ।

  • @PrakashchandraPanda-nn3tg
    @PrakashchandraPanda-nn3tg 7 дней назад +3

    ଓଡିଶା ର ମୁଖ୍ୟ ମନ୍ତ୍ରୀମୋହନ ବାବୁଙ୍କୁ ଧନ୍ଯବାଦ୍ ଦେଉଛି ।

  • @UpendraKumar-gt6yp
    @UpendraKumar-gt6yp 7 дней назад +3

    କର୍ମ ହିଁ ଭଗବାନ । ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ।

  • @brajakishorepadhi4022
    @brajakishorepadhi4022 8 дней назад +16

    ନବୀନ ଭଳି ମୁରଦାର କୁ ଲୋକେ ଭୋଟ ଦେଇ ସାଆନ୍ତ ଗେହି କରେଇ ଥିଲେ। ୟେବେ ମୁରଦାର ନବୀନ ସଫା

  • @rishikesh4340
    @rishikesh4340 8 дней назад +5

    ଶକ୍ତିଶାଳୀ ବିଜେପି ଶକ୍ତିଶାଳୀ ଭାରତ 🙏

  • @ALLINONE-wm3dr
    @ALLINONE-wm3dr 8 дней назад +5

    ଗ୍ରହଣ ଯୋଗ୍ୟ ପଦକ୍ଷେପ... କିନ୍ତ ଦୀର୍ଘ ସମୟ କାର୍ଯ୍ୟ କାରିତା ରହିବା ଦରକାର 🙏🏻

  • @PradipkumarRoutray-yr9ic
    @PradipkumarRoutray-yr9ic 8 дней назад +5

    DHANYABAD TO ODISA REPORTER FOR GOOD REPOERTING

  • @JogeswarMajhi-lt7hj
    @JogeswarMajhi-lt7hj 8 дней назад +2

    କ୍ରୀତଦାସ ଙ୍କ ଭକ୍ତ ମାନେ ଏ ସବୁ ଜଣ ଶୁଣାଣି ଦେଖି କି ହଜମ ହେବା ଅତି ସହଜ ହେବ ନାହିଁ

  • @saraswatidas7719
    @saraswatidas7719 5 дней назад

    ଜୟ ଜଗନ୍ନାଥ ଆମ ର ଏହି ଭଳି ରାଜ୍ୟ ମୂଖ୍ୟ ଦରକାର ଥିଲା ବିଜେପି ସରକାର ଦୀର୍ଘ ଜୀବି ହେଉ ସାରା ଦେଶରେ ଧର୍ମ ର ଜୟ ହେଉ ଏହା ହିଁ ଆମର ର କାମନା

  • @tusarkantasahu1064
    @tusarkantasahu1064 8 дней назад +1

    ମୋହନ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ, ମୋ ଗୋଟେ ଅନୁରୋଧ ରହିବ,.. Sir ସବୁଦିନ ଏହି କାର୍ଯ୍ୟକ୍ରମ ସମ୍ଭବ ନୁହେଁ କାରଣ ଆଗକୁ ପ୍ରବଳ ଭିଡ ଦେଖିବାକୁ ମିଳିବ, ଲୋକେ ସାକ୍ଷାତ କରିବାକୁ ସୁଯୋଗ ନପାଇ ଅଶାନ୍ତି ହେବେ ତେଣୁ ଏହାକୁ ଅନ୍ ଲାଇନ୍ ବୁକିଂ ବ୍ଯବସ୍ଥା ହୋଇ ସାକ୍ଷାତ ସମୟ ଓ ତାରିଖ ଧାର୍ଯ୍ଯ ଦିଆ ଯାଉ ଏବଂ ଗୋଟିଏ ଦିନରେ ସର୍ବାଧିକ 100 ଜଣ ଙ୍କ ଗୁହାରି ଶୁଣନ୍ତି ତେବେ ଏହା ଚିର ସ୍ଥାୟୀ ହେବ.. ❤🙏

  • @nareshpanda8586
    @nareshpanda8586 8 дней назад +1

    Appreciate such a CM. Too proud of our Odisha CM.

  • @RajendraRaju-qs7hf
    @RajendraRaju-qs7hf 8 дней назад +4

    Thank you Cm sir thank you sir

  • @laxmikantachoudhury8843
    @laxmikantachoudhury8843 6 дней назад

    ସରକାର କାମ କରିବା ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଜଗତର ଆଶୀର୍ବାଦ ନିଶ୍ଚୟ ମିଳିବ

  • @subhashreebarik6661
    @subhashreebarik6661 8 дней назад +2

    Thank you sir 🙏🙏🙏🙏🙏 God bless you sir 🙏🙏🙏 ସାର୍ ମୋ ମନର କଥା ଆପଣ କରିକି ଦେଖେଇ ଦେଲେ ଜୟ ଜଗନ୍ନାଥ ପ୍ରଣାମ ସାର୍

  • @shibasing5084
    @shibasing5084 8 дней назад +30

    ପାନ୍ଡିଆନ୍ କୁ ଏବେବି ସାର୍ ଡାକୁଛ ସଳଟା ଆମ ଓଡିଶା କୁ ଲୁଟିଛି ଯିଏ ତାକୁ ପୁଣି ସାର୍ ତାକୁ ପାନ୍ଡିଆନ୍ ଚୋର କୁହ

  • @ashokkhatoi9861
    @ashokkhatoi9861 8 дней назад +4

    Mohan sir, we salute you

  • @ramachandramurmu6108
    @ramachandramurmu6108 8 дней назад +2

    Love you Odisha Mohan Majhi New CM Sir Or Ham Vi Keonjhar dist Se Hu........

  • @pratapratha8456
    @pratapratha8456 8 дней назад +1

    ଓଡ଼ିଶା ଲୋକଙ୍କ ସlହl ଭରସା ମୋହନ ସରକାର । ଜୟ ହିନ୍ଦ୍

  • @prafullachandramohanty7096
    @prafullachandramohanty7096 8 дней назад +8

    Sir apana sadharana ମଣିଷ ନୁହଁନ୍ତି ।🎉🎉🎉🎉🎉ଯୋଗଜନ୍ମା ପୁରୁଷ କହିଲେ ବି କମ୍ ହେବ ।

  • @gobinda5528
    @gobinda5528 8 дней назад +5

    No 1CM.

  • @subhasishmallick6183
    @subhasishmallick6183 8 дней назад +3

    ମୋହନ ମାଝୀ best cm

  • @user-fx6cf8ro4s
    @user-fx6cf8ro4s 7 дней назад +2

    ମୁଖ୍ୟମନ୍ତ୍ରୀ ମହାଶୟ କୁ ଅନୁରୋଧ ପରେ ଆପଣ କାମ ବ୍ୟସ୍ତ ରେ ତ ସବୁଦିନ ଅଭିଯୋଗ ସୁନିପରିବେ ନାହିଁ ହେଲେ ଚେଷ୍ଟା କରିବେ ସପ୍ତାହ କୁ ଗୋଟେ ଦିନ ହେଲେ ବି ଜନତା ଙ୍କ ଅଭିଯୋଗ ଶୁଣିବେ ଆଜ୍ଞା , ଓଡ଼ିଶା ବାସୀ ଓଡ଼ିଆ ମନ୍ତ୍ରୀ ପାଇଁ ବହୁତ୍ ଖୁସି। ଗୋଟେ ସମସ୍ୟା ଦୁର କଲେ ଓଡ଼ିଶା ବାସୀ ଖୁସି ରେ ରଖିବେ ସେଇଟା ହେଲା ମଦ ଦେଶୀ ଓ ବିଦେଶୀ ଏଟା ବନ୍ଦ ହେଲେ ଆପଣଙ୍କ ଥରେ ଓଡ଼ିଶା ବାସି ଚିରରୁନି ହୋଇ ରହିବେ

  • @bireswarbishi7980
    @bireswarbishi7980 5 дней назад +1

    କାହିଁ ଗଲ ରେ ପାଠୁଆ ଦଳ କାହିଁ ଗଲା ତୁମର 5T ମାଧ୍ୟମରେ ଅସୁବିଧା ପାଇଁ ଯେଉଁ ନେଉଥିଲ ବିଡ଼ା ବିଡ଼ା କାଗଜ କାହିଁ ଗଲା ପାଣ୍ଡୁ ନେଇଗଲା ନାଁ ପୋକୋଡି ବିକା ହେଉଛି ସେହି କାଗଜରେ। ସଲା ସବୁ ଲୁଟୁ ଥିଲ ଏବେ ମଜୁରୀ କରିବ ସବୁ ବିଧାୟକ ସାଂସଦ।

  • @ramanathsingh5815
    @ramanathsingh5815 8 дней назад +2

    Thanks CM sir continue serve people

  • @bharatvlogs9077
    @bharatvlogs9077 8 дней назад +1

    ଏଠି ତଥାପି ପାଗଳ ବିଜେଡି ଲକ ଅଛନ୍ତି ବିଜେପି ଦେଖ କଣ କରୁଛି ୨୦ ଦିନମାତ୍ର ତାପରେଦେଖ 😂😂😂

  • @birabratasahoobulu4240
    @birabratasahoobulu4240 8 дней назад +4

    Jay Jagannath 🙏

  • @srisaidesignvastu9209
    @srisaidesignvastu9209 8 дней назад +1

    ବିଜେଡ଼ି ବାଲା ରାଜ୍ୟ କେମିତି ଚଳାଯାଏ ବିଜେପି ଠାରୁ ଶିକ୍ଷା କରନ୍ତୁ ! କାମ ଅପେକ୍ଷା ପ୍ରଚାର ଅଧିକ ଥିଲା ,ଏବେ ଦେଖ ଅଫିସର ନଶୁଣି ଲେ ଚାକିରି ଗୋଲ ! ଅଫିସର ରାଜ ଶେଷ ଲୋକଙ୍କ ଶାସନ ଆରମ୍ଭ !

  • @kshirodkumarpanda8133
    @kshirodkumarpanda8133 8 дней назад +1

    You are 💯 correct Akshya Babu.

  • @birenjena3758
    @birenjena3758 8 дней назад +2

    ନବୀନ ମୁଖ୍ୟ। ଦାୟୀ ,

  • @trinathsahu6938
    @trinathsahu6938 7 дней назад

    Mohan sir is a well disciplined and empathetic person. I feel proud to be a inhabitant of Odisha

  • @santoshkumaracharya7325
    @santoshkumaracharya7325 6 дней назад

    Jagannath ଯାହା କୁ ମୁଖ୍ୟ ମନ୍ତ୍ରୀ କରିଛନ୍ତି ସମସ୍ତ ଙ୍କ ମଙ୍ଗଳ ପାଇଁ

  • @satya2456
    @satya2456 7 дней назад

    ସ୍ୱାଗତ୍ ଯୋଗ୍ୟ...ଆଶା ଏହି ଗରିବ ମାନଙ୍କର ଅଭିଯୋଗ ନିଶ୍ଚୟ ପୂରଣ ହେବ...ଆଉ ସମସ୍ତ ଲୋକ direct CM ଙ୍କ ପାଖେ ପହଁଞ୍ଚିବା ସମୟ ସାପେକ୍ଷ କଷ୍ଟକର..ତେଣୁ ସବୁ mla ମାନେ bbsr ରେ ନରହି ଅଭିଯୋଗ ଶୁଣାଣି କରନ୍ତୁ..ଯାହା ଅଧିକ ଫଳପ୍ରଦ ହେବ.

  • @PTBehera
    @PTBehera 7 дней назад

    Vala Katha Gohana sir odisha ku bahut agei neantu

  • @kbseducation4725
    @kbseducation4725 7 дней назад

    Excellent Mo mohan sarkar❤❤❤❤❤❤

  • @JanakiJena-my5cr
    @JanakiJena-my5cr 8 дней назад +1

    Jai jagannath 🙏🙏

  • @kamalakantadas6050
    @kamalakantadas6050 8 дней назад +2

    ମନ୍ତ୍ରୀ ମାନେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ନିଜ ନିଜ ଜିଲ୍ଲା ରେ ଖୋଲନ୍ତୁ । ଭୁବନେଶ୍ଵର ରେ କେବଳ ମୂଖ୍ୟମନ୍ତ୍ରୀ ଶୁଣାଣି କରନ୍ତୁ ।ଏହା ଏକ ଉତ୍ତମ ପଦକ୍ଷେପ ହେବ ।

  • @mahaveercreation8587
    @mahaveercreation8587 4 дня назад

    ନବୀନ କୁ ଓଡ଼ିଆ ଆସୁଥିଲେ ତ ଲୋକଙ୍କ ଅଭିଯୋଗ ଶୁଣିଥାନ୍ତା

  • @jagnyeswar
    @jagnyeswar 7 дней назад

    Bahut Khushi Mohan Sarkar

  • @manoranjanmullick3487
    @manoranjanmullick3487 7 дней назад

    ❤ mohan Bhai cm ❤️ jay odisha 🙏

  • @amitkumarnag950
    @amitkumarnag950 7 дней назад

    Bahut vala aramva emiti haba ta hele odisha jitiba

  • @lilusenapati4392
    @lilusenapati4392 7 дней назад

    ବହୁତ୍ ଖୁସି ଲାଗିଲା

  • @fagulakra520
    @fagulakra520 5 дней назад

    Jay odisha jay jagannath

  • @hrusikeshnath6347
    @hrusikeshnath6347 8 дней назад +1

    ଯାହା ଲୋକ ଚାହୁଥିଲେ ପାଇଲେ ମୁଖ୍ଯମନ୍ତ୍ରୀ ଙିକ ଛାଇ ଦେଖୁ ନଥିଲେ ଏବେ ସାମ୍ନାସାମ୍ନି କଥା ସହ ଅଧିକାରୀଙ୍କୁ ନିର୍ଦେଶ ଦେଲେ ସମୟ କହିବ କେତେ ଫଳବତୀ ହେଉଛି କି ନିର୍ଦେଶ ପାଇ ଦେଖାକରି ଖୁସିହବାସୀର ହେଉଛି। ନିର୍ଦେଶ ସେହିଭଳି ହେଉଛି ନିଜ ଅମଳର ଅଧିକାରୀଙ୍କୁ ସିଧା ପ୍ରଶ୍ନହେଉ ତମ ଅଂଚଳରୁ ମୋ ପର୍ଯନ୍ତ ଅଭିଯୋଗ ଆସିଲା କାହିକି କୈଫୟତ ତଲବ ମଗୀଯାଉ ତାପରେ କାମ ହେବ ବେଲି ଜଣାପଡିବ।

  • @Defence-lover-Sanuja6261
    @Defence-lover-Sanuja6261 7 дней назад

    ମୋହନ Sir ଖାଲି ନୂଆ ନୂଆଁ ନୂଆଁ ଟିକେ ରେକର୍ଡ଼ରେ ଦେଖା କରିବାପାଇଁ ଆସିବେ ବୋଲି ମୋର ଆଶା କିଛି ଦିନ,ମାସ, ଗୋଟିଏ ବର୍ଷ ବିତି ଯାଉ ଫୁର୍ କିନା କୁଆଡେ଼ ଯିବେ ଖାଲି TV, ଆଉ ମୋବାଇଲରେ ଦେଖିବା,,ଆଗକୁ ଦେଖାଯାଉ କଣ ହେଉଛି,,,,,,,?

  • @gourangakar4729
    @gourangakar4729 8 дней назад

    ବିଜେଡି ଦଳ ବୁଝିବା ଦରକାର ଏଇଟା ହେଉଛି ଓଡ଼ିଆ ଅସ୍ମିତା।

  • @rabindrabiswal2241
    @rabindrabiswal2241 7 дней назад +1

    Thanks to Mohan Majhi Sir.

  • @aswinisahu8052
    @aswinisahu8052 6 дней назад

    Jay Jagannath 🙏🙏

  • @ManojNahak-rs8ox
    @ManojNahak-rs8ox 4 дня назад

    Great mohan sir love you

  • @subashmajhi2341
    @subashmajhi2341 7 дней назад

    ମୋହନ ସାର ଗୋଟେ ମାଝୀ ପରିବାର ରୁ ଆସିଛି
    ନବୀନ ପାଣ୍ଡିଆନ ପରିବାରୁ ରୁ ଆସି ଥିଲେ
    ମାଝୀ ପରିବାର ନସ୍କାର ଓଡିଶା... 🙏🙏

  • @santanurout877
    @santanurout877 7 дней назад

    Pura right

  • @somanayak3543
    @somanayak3543 8 дней назад +2

    Akhaya mahanti is one of the best analyst as a senior journalist

  • @user-lm6hj4yj7k
    @user-lm6hj4yj7k 8 дней назад +2

    କାମ ହେବାର ଅଛି ଲୋ ବିଆ ଛୋଡ଼ି କହିଲେ କ'ଣ ହେବ

  • @dasdas4677
    @dasdas4677 8 дней назад +1

    Right

  • @user-zv2ux4tj1e
    @user-zv2ux4tj1e 7 дней назад

    Tq shir

  • @sadashibadasshiva143youtub3
    @sadashibadasshiva143youtub3 8 дней назад

    Thank you sir jay jagannath

  • @KabitaBhoi-yk8sn
    @KabitaBhoi-yk8sn 6 дней назад

    mohan sir jindabad

  • @DebashishNayakofficial
    @DebashishNayakofficial 7 дней назад

    ନୂଆ ସରକାର ଏବେ ସବୁ ନୂଆ, ଏବେ ଭଲ ଲାଗିବ ଏ ସବୁ, but ସବୁଦିନ ଏମିତି ଶୁଣିବା ଦରକାର,

  • @saurabhastravelvlog8088
    @saurabhastravelvlog8088 8 дней назад

    Bring the change Our dear CM sir. Enough is enough

  • @tinyarcher2048
    @tinyarcher2048 6 дней назад

    Good job mohan sir

  • @Majhi997
    @Majhi997 7 дней назад

    Thanks to cm sir, exlant job people service thanks thanks 👌👌👌👌👌🌹🌹🌹🌹🌹🌹❤️❤️❤️❤️❤️❤️

  • @sundamisabar3881
    @sundamisabar3881 8 дней назад +2

    All odisha ଲୁକ୍ ଙ୍କ ଅବିଯୁଗ ପୂରଣ ହେବ ତ

  • @user-ez1et6og9d
    @user-ez1et6og9d 7 дней назад

    Supar katha Odisha Odisha cm ku Jagannath Bhalara Rakhantu DuryodhanNayak ❤️

  • @susanta659
    @susanta659 6 дней назад

    Mohan sar the great cm

  • @srikanta671
    @srikanta671 8 дней назад

    ପାହାଡ଼ ଉପରେ ସମୁଦ୍ର,, ଭିତରେ ଶଙ୍କର
    ଶଙ୍ଖ ଭିତରେ ନବୀନ ପଟ୍ଟନାୟକଙ୍କ

  • @prakashbehera3159
    @prakashbehera3159 8 дней назад +1

    ନୂଆ ମୁଖ୍ୟମନ୍ତ୍ରୀ ତ ନୂଆ ନୂଆ ଅଭିଯୋଗ ଶୁଣିବେ ଆମେ ଜାଣିଚୁ ମିଡ଼ିଆ ଵାଲା ଦିନକୁ ଆଠ ଥର ଦେଖାଇବେ ସେକଥା ବି ଆମେ ଜାଣିଚୁ

  • @basantabadatya926
    @basantabadatya926 7 дней назад

    Jay jaganatn

  • @pitambarkhamari5572
    @pitambarkhamari5572 8 дней назад

    ମୋହନ ସରକାର ମୋର୍ ଅନୁରୋଧ ପ୍ରତିଟି ବ୍ଲକ ର bdo କୁ ତାଗିଦ୍ କଲେ ସବୁ ସମାଧାନ ହୋଇଯିବ ଧନ୍ୟବାଦ୍ my cm

  • @upendrakumardas5650
    @upendrakumardas5650 8 дней назад +1

    Excellent step.

  • @gadadhrnyk8168
    @gadadhrnyk8168 8 дней назад +1

    Very nice news

  • @ranjansamal6157
    @ranjansamal6157 8 дней назад +5

    Right ସବୁ mal ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଦରକାର

  • @sakuntalaprusty3830
    @sakuntalaprusty3830 7 дней назад

    Jay Jagannath bharasa 🙏

  • @GuraKisku-sd9vl
    @GuraKisku-sd9vl 8 дней назад +1

    Grand salute

  • @sudhanshumohapatra4901
    @sudhanshumohapatra4901 8 дней назад +1

    Jay Jagannath

  • @arunkumarjena4944
    @arunkumarjena4944 8 дней назад

    I Salute Sir

  • @prasantkumarmallick5636
    @prasantkumarmallick5636 6 дней назад

    ସବୁଦିନେ ଏହିଭଳି ହେଲେ ହେଲା,

  • @harekrushnadash6672
    @harekrushnadash6672 8 дней назад

    God bless you sir

  • @BLPlus6940
    @BLPlus6940 7 дней назад

    ଦର ବୃଦ୍ଧି, ବେକାରୀ ସମସ୍ୟା, ଚାଷୀ ଅବହେଳା,Neet UG ଘୋଟାଲା। 300 ୟୁନିଟ୍ ବିଜୁଳି ମିଳିଲା ନାହିଁ, ଆଉ କେତେ ଦିନ ମୋଦୀ ସରକାର ଦେଶକୁ ଲୁଟିବ