ନେତା ନମ୍ବର ୱାନ୍ | Neta Number One | NandighoshaTV
HTML-код
- Опубликовано: 10 мар 2020
- nandighoshatv.com
Available On:
Dish TV : Channel Number 1367
D2H: Channel Number 840
Airtel Digital TV: Channel Number 611
Tatasky: Channel Number 1776
Ortel : Channel Number 707
Hathway: Channel Number 728
Stay tuned with us for all the breaking news !
Visit Our Website :nandighoshatv.com/
RUclips: ruclips.net/user/dashboard?o=U
Facebook: / nandighoshatv
Twitter: / nandighoshatv
Instagram: / nandighoshatv
My hero👍👍❤❤❤🙏🙏🙏
Our hero
My hero
Good novin no 1
Very good,our Navin sir.
Naveenbabu is a heartful person
GREAT NABIN BABU
No1 neta Navin patnayak sir
Good.nabinababu.you.ar.gredy
Navin.babu.gold.land.ruse.velu.saiprasada.microfinece.sahara.india.amiti.kete.finece.compani.achhi.se.paisa.ferauna.kn.panyi.sarakara.heicha.apana.jemitikaibe.semitihaba.tanka.ferao.setanka.ka.bapara.tanka.nuhya.amitikhai.le.dhrama.saibani.hariba.lukara.tankagerao.sar.sabudinapanyi.apana.dusiheitahibe.sar
Thank you very much Navin pattnaik sir.
ନବୀନ ବାବୁ ଜିନ୍ଦାବାଦ 🙏🎉🎉🎉🎉
oil achi na auu naba..
Dhanyabad
My King amar rahay Sir 🙏🙏💖👑
Ok
Bjd
Great Navin sir🙏🙏
ଭଲ ପଇସା ଦେଇଛି ନନ୍ଧିଘୋଷ କୁ ନବୀନ ସରକ। 20 ବର୍ଷ ଭିତରେ ଓଡ଼ିଶା କୁ ଭାରତର ସବୁଠୁ ପଛୁଆ ରାଜ୍ୟ ଭାବରେ ଗଣା ହେବ ନବୀନ ସରକାର ଲାଗି । ସେତବଳେ ବଞ୍ଚିଥିବା କି ନାହିଁ ନବୀନ । ଦେଖିବା କୁ।
Bnnbbbbbbbbbbbbbbbbbbvbbbvbbbbbbnniiiiiijkoono
Are bhai nandighos TV hewchhi bjd channel
Tome kn janinoki
ହଁ ମ ଭାଇ ଏଇ ଚ୍ୟାନେଲ ଟା ବିଜେଡି ପଇସାରେ ଚାଲିଛି ବୋଧେ...
@@laltudigal1641 chalichhi bodhe nuho
Bjd channel
Tu kou bandaku dekhuthilu kiii
ପିଲା ଚୋର ରେ ନଂ1
ନାବାଳିକା ବଳାତ୍କାର ରେ ନଂ1
ନାରୀ ନିର୍ଯାତନା ରେ ନଂ1
ମଦ ରେ ନଂ1
Thik
❤❤
Naveen Patnaik long live
ଅନ୍ଧକୁ ଦର୍ପଣ ଦେଖାଇବାରେ ନମ୍ବର ୱାନ ।
👌
କିଡିନୀ ଠକ.......???
କାହିଁ ସେ ଅଇଲା କାହୁଁ ସେ ଅଇଲା
କାହା ପାଇଁ କାଳ ହେଲା???
କିଏ ସେ ଧରିଲା କେମିତି ଧରିଲା
କିଡିନୀ ଠକ ହୋଇଲା??? 1।।
ଅଜବ ଦେଶର ଗଜବ ବ୍ୟବସ୍ଥା
କୋଟି କୋଟି ଧନ ହୀନ।
ଧନର ସଂସାରେ ନିର୍ଦ୍ଧନ ଜୀବନ
ଆହାଃ! କି ମଧୁର ପ୍ରାଣ!!! 2।।
ଧନୀର ଜୀବନ ଅମୂଲ ମୂଲ ସେ
ନିର୍ଦ୍ଧନ ଜୀବନ ଶୂନ।
କାଙ୍ଗଳ କେତେକ ଧନ ପାଇଁ ନିଜ
ହରାନ୍ତି ତ ସନମାନ।। 3।।
ପରାଣ ବଞ୍ଚାଇ ପରାଣ ଲୋଟଇ
ପଇସା କେତକ ପାଇଁ।
ବ୍ୟବସ୍ଥା ଆମର ନୁହେଁ ପରିଷ୍କାର
ବିକେ ଅଙ୍ଗ ଟଙ୍କା ପାଇଁ।। 4।।
ମୋର ପତ୍ର ଏକ ପ୍ରେରିତ ହୋଇଛି
ମୁଖ୍ୟନ୍ୟାୟାଧୀଶ କତି।
ମାନ୍ୟବର ମୋର ଗୁହାରି ଶୁଣିମା
ସଦୟ ହ୍ୱନ୍ତୁ ମୋ ପ୍ରତି।। 5।।
ସୁପ୍ରିମ କୋର୍ଟର ନ୍ୟାୟିକ ବ୍ୟବସ୍ଥା
ବ୍ୟବସ୍ଥିତ ହେଉ ଏକ।
ଆର୍ଥିକ କାଙ୍ଗାଳ ଅନୁମତି ପାଇ
ଅଙ୍ଗ ବିକି ନୋହୁ ଠକ।। 6।।
ନ୍ୟାୟ ଅନ୍ଧ ନୋହୁ ଅଙ୍ଗ ବିକା ମୂଲ
ନୋହୁ ମୂଲହୀନ ଏଠି।
ଧନୀ କିଣୁ ଅଙ୍ଗ ସ୍ଥିର କରି ମୂଲ
ଜୀବନ ଜରୁରୀ ଯୋଠି।। 7।।
ଧନ ଦଉଲତ କେତକ ମାତର
ଜୀବନର ମୂଲ ଆଗେ !!!
ଆଜିର ସଂସାରେ ଜୀବନ କେତକ
ଟଙ୍କା ପଇସାର ଆଗେ!!!8।।
ଦୁଇ ଲକ୍ଷ ଟଙ୍କା ବାଇକ୍ ଚଢଇ
କିଡିନୀ କିଣେ ହଜାରେ।
ଦଲାଲ ସାଜିଣ ଲୁଟନ୍ତି କେତକ
ଲକ୍ଷ ଲକ୍ଷ ବେଉସାରେ।। 9।।
ବିକା କିଣା ଯଦି ନ୍ୟାୟଳୟେ ହୋଏ
ଜୀବନର ହ୍ୱନ୍ତା ମୂଲ।
ଗରିବ ଓ ଧନୀ ପ୍ରାଣ ଧନ ସାଥେ
ନ ହ୍ୱନ୍ତୁ କେ କଲବଲ।। 10।।
ମାଗୁଣି ଏତକ ରଖ ହେ ଗୋସାଇଁ
ଆର୍ଥିକ ସୁଧାରେ ସାହା।
ବିଚାର ପତିଙ୍କ ସୁବିଚାରରେ ମୋ
ବଚନ ପାଇବ ରାହା।। 11।।
ଧନ କି ଜୀବନ ନୋହେଁ ମୂଲ୍ୟବାନ
ବଚନ ହାରିବା ଆଗେ।
ଧନ ଓ ଜୀବନ ଫେରୁ କି ନ ଫେରୁ
ବଚନ ଫେରେ ନା ସାଙ୍ଗେ।। 12।।
ବଚନ ହାରିଲେ ଧନ କି ମିଳଇ
ଧନ ବିନୁ କାହୁଁ ପ୍ରାଣ।
ବିନା ପରାଣରେ କେଉଁ ସେ ପୁରୁଷ
ମଧୁର ସଂସାରୀ ଜନ??? 13।।
ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ମିଶ୍ର
ମୋବାଇଲ -6371589131
12.32 ମଧ୍ୟାହ୍ନ
17.01.2021
ରବିବାର
କୁତା ନମ୍ବର୧
Banda no1
Toa bou Bia
No. 1neta nabini
ବାଳ ନମ୍ବର 1
Sir
ବାଳ ନେତା
Dadan jiba
Subalaxme is god Ankara 1
Congratulations for our CM navin babu, second longest CM in odisha.
Jay maa tarini Ghatgaon odisha
i Love You Nabin Patnayak
Mr naveenbabu is great leader of odisha
No-1odishbijujanatadalabjdnabinsarkargaribalakaksahara❤❤❤❤
ଦୁର୍ନୀତି ନମ୍ବର ,1,
ଫାଲତୁ ନେତା ନ ୧
Jia taara aara nei nei chale taaku kuhaajae NETA.
ବାଳ କରୁଛି ୨୦ ବର୍ଷ ତମକୁ ଆଉ କିଛି ନ୍ୟୁଜ୍ ମିଳୁନି
Mayuru no 1
ଓଡ଼ିଶାରେ କେବଳ ବିଜେଡି ହଁ ବିଜେଡି No 1
no1 ନେତା ପଶ୍ଚିମ ଓଡ଼ିଶା ରେ କୋଶଳ ଆଦୋଳନ କାହିଁକି
Maaggia No1
Mo Banda no1
nei ja to boku dabu
Right
Naveen Patnaik real hero Odisha number one chief minister State of Odisha
Naveenno1❤😊
Abe AAU hebani bjd Sarkar by by 👋👋
କେତେ ପଇସା ପାଉଚ ବେ ବିଜେଡ଼ି ସରକାର ଠାରୁ
Madua sarkar ku paisa pai Sabu bhut dau chhanti public sala Sabu chur
ଵାଳ...... ନା😀😀😀😀
ଗାଁ ଗୁଡିକରେ କିମ୍ବା ସହରୀ ଗୁଡିକ ରେ ସାଧାରଣ ଲୋକ ବି କୌଣସି କାମ ଥିଲେ କଥା ବାର୍ତା ବା ଆଲୋଚନା ପାଇଁ ବିଭିନ୍ନ ଗାଁରୁ ବଡ଼ ବଡ଼ ଲୋକଙ୍କୁ ଡକାଇ ଥାନ୍ତି ଓ ସେମାନେ ମଧ୍ୟ ନିଜ ନିଜ ନୈତିକ ବିଚାର ଓ ବିଶ୍ୱାସ ପାଇଁ ଯାଇଥାନ୍ତି
Like
Garibaldi.lukaratankka.ferao.dharam.heba.iloveyou.odisha.au.jaganath.prabhu.rakhya.kara.garibaku.papiku.sahyarakara.jay.janath
🍉
🙏🙏🙏🙏🙏🙏👍👍👍
ଏଇଟା BJD ଟିଭି ଟା ଭାଇ
ମାଗିହା ଚୋରି ଦାରି ରେଫ ମର୍ଡର ଖଣି ଲୁଟ ଗାଲୁଆ କାନୁନ ରେ ଏକ ନମ୍ବର
Tu sala janichhu pela
1990AsiKaBNiA
Choro mo 1
Nabin Babu No_1, but didn't know odia language. It's his minus point. Please don't think me negative.
Good newes
Seta No. 1
ଆମ ଠାକୁର ମହାନ୍, ଆମ ରାଜ୍ଯ ମହାନ୍, ଆମ ମୂଖ୍ଯ ମନ୍ତ୍ରୀ ମହାନ୍, ଜୟ ଜଗନ୍ନାଥ🙏🙏🙏🙏
79
Mo bala no1
Thanks Nabina Babu
ରିଅଲ HERO NAVIN ବାବୁ 🙏🙏🙏🌹🌹👍👍❤️❤️
Banda nomber 1
Right bro
Election Asile Kalia jojona puni pilaka pain school re dress 👗 hele Odisha Ra Sabu Yuba bahare 😭😭 kama Karu chain dekha jauni
Odisha pai kn karichhi ,rajiya re loka mone nija rajiya chadi bahare kama KAruchhi dekha jauni ।kahuchhI odisha ra no 1 mukhiya mantri kemiti ।।
no 1naveen no1bjd
Neta nomber 1 nija. Rajya ra gariba mana nku kama jogai na pari bahara rajya ku pathau chhanti dadan. Odisha sarakara nku laja. Lagiba katha
ଧନ୍ୟବାଦ
ନବୀନ ଜଦି ଏକ ନବର ତେବେ ଓଡିଶା କାହିଁକି ପଛୁଆ ରାଜ୍ୟ
Nabin babu jete bhala kama kale bi sarakar thare badaliba darakar
Ethara Jiba, Bahut Kheligalaa odisha re
Dekha Kia jauchi
Mo __no1
ବାଲ ନେତା ବାଲ 1
Hmm tamari news channel manuchi neta no1
Naveen No1
Hajare nuhan 10. Hajara nuhan. Lakhya nuhan koti sankhya re. Bahara rajya ku khati jauchhanti. Dadana tike ta saram karo sir. Naveena
Thaka no1
Forest environment department re dirga 25 ru30 barsa kama Kari regular nahi Forest environment department re kendu leave re dirga 25 ru30 barsa kama Kari regular nahi bahuta dukhar bisaya sar kenta No1 hela nabin dhanya ho nabiñ Babu kenta helaNo1
🔥ଜୟ ନବୀନ ପଟ୍ଟନାୟକ 🔥
Backwash chief minister in 20 yrs completely nothing development only doing votebank
👌👌👌👌👌👌🌹🌹🌹🌹🙏🙏🙏🙏🙏
No 1..nuhe 000000000000%
Odisha Ra Desi Sandha 👍🏻
Naveen is Grate man of my Odisha
Kan dela re tate
Mo banda man
Black Period of Odisha
Nvinraja. Or. Sarkr. Balkfind. Iindia
Istest going to poor State in Odisha
NETA AGARU N THILE AGAKU
RAHIBE NAHI SUBIDHA MILIGALA
KHUB ANANDA
No-1ନୁହେଁ no-0
ଓଡିଶା ରାଜ୍ୟ ର ବିକାଶ ପାଇଁ BJD ସରକାର ଏବଂ ନନ୍ଦିଘୋଷ ଚ୍ୟାନେଲ କୁ ତୁରନ୍ତ ହଟାଇବାକୁ ପଡିବ। ଏହି ଚ୍ୟାନେଲ ଟି BJD ଠାରୁ କିଛି ଟଙ୍କା ପାଉଛନ୍ତି ବୋଧେ।
Kn karicha jagatsingpur pain kichi nahni khali bekari jaha karicha ta Jana paduchi Surat pheranta loka nku dekhi chi chi
Bjd asiba
Atankar main loka nabina patnayak
Bibhu
Subalaxmi. Is. Good ankar
No 1 neta harithile pila baharaku sadana khatibaku jaunathante
First type Sikh ta pare kama magibu
@@Veerappan_2332 haire mg kete patha padhichu kire
@@Veerappan_2332 mg chhodi pua
ହେ ନନ୍ଧିଘୋଷ ସାରେ ଭାରତରେ କୋଉ କ୍ଷେତ୍ରରେ ନମ୍ବର ୱାନ୍ ଓଡିଶା ??? (1)ଓଡ଼ିଶାରେ ଲେବର କାମ ଦିନକ ମଜୁରୀ 150 ଥିଲା ବେଳେ ଅନ୍ୟ ରାଜ୍ୟ ଗୁଡିକରେ 300 / 400 ରୁ ଅଧିକ, ସେହିପରି (2)ଓଡ଼ିଶାରେ ମାସିକ ବାର୍ଦ୍ଧକ୍ୟ ଭତ୍ତା 300 ବେଳେ ଅନ୍ୟ ରାଜ୍ୟରେ 500 ରୁ ଅଧିକ ଥିଲା (3) ଓଡ଼ିଶାରେ ରୋଜଗାର ପାଇଁ ବ୍ୟବସ୍ଥା ନ ଥିବା ବେଳେ କେରଳ ଗୁଜୁରାଟ ଆନ୍ଦ୍ର ରେ ନିଜ ନିଜ ବ୍ୟବସାୟିକ କମ୍ପାନୀ ଅଛି ଯେଉଁଠି ଓଡିଶା ଲୋକ ଦାଦନ କାଟିବାକୁ ଯାଆନ୍ତି, (4) ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କଥା କହିବାକୁ ସକ୍ଷମ ଥିବା ବେଳେ ଓଡ଼ିଶାରେ କିନ୍ତୁ ଦୁର୍ବଳ ଯାହା ଦୁର୍ନୀତି ନେତାଙ୍କୁ ସୁବିଧା ହୋଇପାରେ, (5) ଓଡ଼ିଶାରେ private ଚାକିରୀ 4000/5000 ରୁ ଆରମ୍ଭ ବେଳେ ଅନ୍ୟ ରାଜ୍ୟରେ 18,000 ରୁ ଅଧିକ,(6) ଓଡ଼ିଶାରେ ସରକାରୀ ଚାକିରୀ ଗୁଡିକରେ ବି 7,000 କିମ୍ବା 8,000 ଥିଲା ବେଳେ ଅନ୍ୟ ରାଜ୍ୟରେ କିନ୍ତୁ 18,000 କିମ୍ବା 25,000 ରୁ ଆରମ୍ଭ
ହେଲେ କୋଉ କାମ ପାଇଁ ନମ୍ବର ୱାନ ହେଲେ ଟିକେ କହିବେକି?? (7) ନା କୁଜିନେତା ମାନେ ଲୋକଙ୍କୁ ଠକିବାରେ ନା ଚାକିରୀ କ୍ଷେତ୍ରରେ ଲାଞ୍ଚ କlରବାରରେ ନମ୍ବର ୱାନ, ଘର ନ ଥିବା ଲୋକଙ୍କୁ ଇନ୍ଧିରା ଆବାସ କାଟି ଦେଇ ନିଜ ଲୋକଙ୍କୁ ଦେବାରେ ନମ୍ବର ୱାନ (8) ନା ହଜାର ହଜାର ଉଚ୍ଚ ଶିକ୍ଷିତଙ୍କୁ ବେକାର କରିବାରେ ନମ୍ବର ୱାନ, ନା କିଣା ସାର୍ଟିଫିକେଟ ଧାରିଙ୍କୁ ଅଧିକ ପ୍ରତ୍ସାହନ ଦେଇ ନିଜ କଠିନ ପରିଶ୍ରମରେ ଉଚ୍ଚ ଶିକ୍ଷିତ ଲୋକଙ୍କୁ ବେକାର କରି ବୟସ ବୃଦ୍ଧି କରିବାରେ ନମ୍ବର ୱାନ,ଏମିତି ଅନେକ ଅଛି ସାରେ ହେଲେ କେଉଁଠି ନମ୍ବର ୱାନ ଓଡିଶା???
Banda adu eka number... Daha michhua Navin Buddha..
Only thard class navni
bala.1
Nobin babu great mantry
CUTTACK