CM Naveen Irks | Stop Overstating Sensitive Issues | Odisha

Поделиться
HTML-код
  • Опубликовано: 6 сен 2024

Комментарии • 422

  • @birendranayak1473
    @birendranayak1473 2 года назад +94

    CBI enquiry କରିବା ପାଇଁ ନିର୍ଦ୍ଦେଶ ଦେଇଦେବା ଦରକାର ,,,, ଓଡିଶା ର Cm

  • @kaliadas8174
    @kaliadas8174 2 года назад +14

    ନବୀନ ମୁହଁ ଖୋଲିବାର କିଛି ଗୁପ୍ତ ରହସ୍ୟ ଅଛି, ଏଥିରେ ଖୁସି ହବା ମୂର୍ଖାମୀର ପରିଚୟ, କାରଣ, ସେପଟେ ଗୋବିନ୍ଦ ର ଜାମିନ ପାଇଁ ଆବେଦନ ହେଇଛି,ହୁଏତ ଦିବ୍ୟଶଙ୍କର କୁ କିଛି ଦିନ ବସିବାକୁ ପଡିପାରେ, ନହେଲେ ଗୋବିନ୍ଦ କୁ ବାହାର କରିବାରେ ଅସୁବିଧା ହେଇପାରେ, ଏ ଚକ୍ରାନ୍ତକେବଳ ବୁଦ୍ଧିଜିବି ମାନେ ହିଁ ଜାଣିପାରିବେ,

  • @anubhapanda9761
    @anubhapanda9761 2 года назад +20

    ଦୁଇ ମାସ। କୋଉଠି ଥିଲେ

  • @surajgurug.9698
    @surajgurug.9698 2 года назад +4

    କାଥାରେ ଅଛି ବାଞ୍ଝ କି ଜାଣିବ ପ୍ରସବର ବେଦନା
    ଠିକ୍ ସେହିପରି ନବୀନ କିପରି ଜାଣିବ ବାପାମାଆଙ୍କ ଦୁଃଖ......

  • @manojbhoi2461
    @manojbhoi2461 2 года назад +24

    ମୁଖ୍ୟମନ୍ତ୍ରୀ ନୁହେଁ ମୂର୍ଖ ମନ୍ତ୍ରୀ.... ବିଜେଡି ଏତେ ସଚୋଟ ତାହା ହେଲେ cbi ତଦନ୍ତ କହିଁକି କରୁନାହାଁନ୍ତି...

  • @kahnumishra4508
    @kahnumishra4508 2 года назад +4

    ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ କାହାକୁ ନ୍ୟାୟ ଦେଇଛନ୍ତି କହିପାରିବେକି

  • @rasmikantasenapati5855
    @rasmikantasenapati5855 2 года назад +110

    ଯା ହଉ ବହୁତ ଯୋଗ୍ୟ ମୁଖ୍ୟମନ୍ତ୍ରୀ.. ମମିତା ହତ୍ୟାକାଣ୍ଡ ର ଦି ମାସ ପରେ ପାଟି ଖୋଲିଲେ ! ଶୋଇ ପଡ଼ିଥିଲେ ବୋଧେ ? ଶ୍ରୀବିଷ୍ଣୁ ବୋଧେ ଏତେ ସମୟ ଅନନ୍ତ ଶୟନରେ ଶୋଉ ନଥିବେ ! କି ଶାସନ ଚାଲିଛି ଇଏ ?

  • @laxmanbari3407
    @laxmanbari3407 2 года назад +2

    🙏

  • @ashishmahanta7963
    @ashishmahanta7963 2 года назад +21

    ମୁଖ୍ୟ ମନ୍ତ୍ରୀ ଙ୍କ ମୁଁହ ରୁ କାଇଁ ଆମେ ଶୁଣିନୁ?? ତମେ ତ କହୁଛ... ମୁଖ୍ୟ ମନ୍ତ୍ରୀ ଙ୍କ ପାଟି ନାହିଁକି

  • @akupatro8802
    @akupatro8802 2 года назад +19

    CBI enquiry କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କରନ୍ତୁ।

  • @kshetrisingh5931
    @kshetrisingh5931 2 года назад +8

    ନବୀନ ତ ଓଡ଼ିଆ ବୁଝନ୍ତିନି,,,ସେ ଆମ ଓଡ଼ିଆମାନଙ୍କ ଦୁଃଖ ବୁଝିବେ କେମିତି,,,

  • @SunilNayak-mc6db
    @SunilNayak-mc6db 2 года назад +2

    Good dession

  • @narottamkanungo8935
    @narottamkanungo8935 2 года назад +68

    ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ଯ ଓଡିଶା ବାସୀଙ୍କୁ ଉପହାସ
    ଏତେ ପାଠପଢି ଏତେବର୍ଷ ରାଜନୀତି କରି ଶେଷକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶିଖିଲେକଣ !!

    • @sanghamitradas371
      @sanghamitradas371 2 года назад +6

      Sikhichina gotiye katha apana mane khusita...ta chada kichi janeni

    • @thirdeye9492
      @thirdeye9492 2 года назад +1

      ସବୁ ସେଇ ଗାତ (chair) ର ଦୋଷ ଆଜ୍ଞା

    • @surajsahu9549
      @surajsahu9549 2 года назад

      ତୋ ବୋଉକୁ ଗେହିବା ଶିଖିଲେ ରେ ଶଳା ମାଗିହା

    • @narottamkanungo8935
      @narottamkanungo8935 2 года назад

      @@surajsahu9549 ତୋ .........
      ଟିକିଏ ଦବୁ ?

    • @narottamkanungo8935
      @narottamkanungo8935 2 года назад

      ତମ ନେତାର ବାଣ୍ଡ ନାଇଁ ତାକୁ ପାଣ୍ଡିଆନ ଗାଣ୍ଡି ମାରୁଚି
      ତୋ ଗାଣ୍ଡି ସଲୁଚି ବେ?
      ଶଳା ଘୁସୁଡିଗିହା ବେଧଛୁଆ ଫୋନ କରୁନୁ

  • @khirodhota1440
    @khirodhota1440 2 года назад +5

    ମୁଖ୍ୟ ମନ୍ତ୍ରୀ ବୋଧେ ଜାଣି ନାହାଁନ୍ତି mamita ର ବାପା ପ୍ରଥମେ କଣ କହିଥିଲେ?

  • @sanjayseerjansamong4502
    @sanjayseerjansamong4502 2 года назад +42

    ବେଲଜ୍ୟା ,, ରାଜନୀତି କରି ଓଡ଼ିଶାକୁ ଋଣ ଭାରରେ ବୁଡ଼େଇ ଦେଲୁ ,, ପୁଣି ନିଜକୁ ସାଧୁ ଭାବୁଛି

    • @sridharpradhan8241
      @sridharpradhan8241 2 года назад +2

      Odissa ku bikiki khaisailla pare nijaku sadhu ko huchhu tora ta maipa jhea nahee tuu jhea maipa mahima kan janibu

    • @prashantasethi9922
      @prashantasethi9922 2 года назад +1

      Bjd

    • @pratapranjansahoo2295
      @pratapranjansahoo2295 2 года назад

      kau dalo kini pariba bjp na congress kahari gandi re dom nai

  • @prasantapanda1703
    @prasantapanda1703 2 года назад +5

    ଏ ମାଗିହା ନବୀନ କଣ କହିବ, ଏ ମାଗିହା ର ସବୁ ହତ୍ୟା, ଧର୍ଷଣ, ଚୋରି, ଦୁର୍ନୀତି ରେ ହାତ ଅଛି

    • @surajsahu9549
      @surajsahu9549 2 года назад

      କଉ ଦିନ ତୋ ବୋଉକୁ ଗେହିବ ଦେଖିବୁ ଶଳା ମାଗିହା ତୋ ମା ଭଉଣୀ କୁ ଗେହିବି ଯେ ନାନିନୁ ମାଗିହା ଟାଉଟର ଶଳା

  • @byangamanbalaram5651
    @byangamanbalaram5651 2 года назад +42

    🌹ବ୍ୟାଙ୍ଗ ବାଣ 🌹
    ବୁଢ଼ା ମୋହୁଲି ପିଇକି ସୋଇଥିଲେ
    ଆଜି ନିଦ ଭାଙ୍ଗିଲା
    ବାଃ ବାଃ ରେ ନବୀନ🤫
    ଜିଇ ରହିଥାଅ ସବୁଦିନ 🤫
    🙏🙏🙏🙏🙏

  • @tyo6847
    @tyo6847 2 года назад +3

    ଏତେ ଦିନ କଣ ପ୍ରମାଣ ନଷ୍ଟ କରୁଥିଲ
    ପାଟିରେ କଣ ସିଙ୍ଗାପୁର କଦଳୀ ପୁରାଇଥିଲ

  • @deepanjalidehuri5588
    @deepanjalidehuri5588 2 года назад +10

    BIJU PATTNAIK HEUCHHANTI ONE TYPE OF OUR GOD, AND NEED AND CLEAN LEADER.

  • @benarsinghkumber9659
    @benarsinghkumber9659 2 года назад +2

    Give justice to mamita

  • @Rudra-qo8dx
    @Rudra-qo8dx 2 года назад +9

    ନବୀନ ପଟ୍ଟନାୟକ ଏବେ ତୋ ନିଦ ଭାଙ୍ଗି ଯାଇଛି। ଦିବ୍ୟାସଙ୍କର ର ସବୁକିଛି ତଦନ୍ତ ପାଇଁ ନିର୍ଦ୍ଦେଶ କରେ , ଯଦି ତୁ ଆଦର୍ଶ ମନ୍ତ୍ରୀ। ତୋ ପାଟିରେ ଏତେ ମିଛ କଥା କାହିଁକି ଆସୁଛି।

  • @sanjayseerjansamong4502
    @sanjayseerjansamong4502 2 года назад +22

    ପାଗଳ, ସେ ଅଭିନୟ କରିବାରେ ମାଷ୍ଟର

  • @dhabaleswarnayak4387
    @dhabaleswarnayak4387 2 года назад +28

    Kanaka=BJD

  • @surajgurug.9698
    @surajgurug.9698 2 года назад +6

    1st ଓଡ଼ିଆ ଜାଣିନଥିବା ଲୋକଙ୍କୁ ଓଡିଶାର ମୁଖ୍ୟ ମନ୍ତ୍ରୀ କାହିଁକି କରାଗଲା ?
    ଏହା ପାଠ ଜାଣିନଥିବା ଶିକ୍ଷକ ସହିତ ସମାନ.
    2nd. ନିଜ ଝିଅ ହେଇଥିଲେ ଏତେ ଡେରି କରିଥାନ୍ତେ କି ?

  • @pravaskumarsenapaty7941
    @pravaskumarsenapaty7941 2 года назад +11

    ମୋ ..... ଟା କହିଲେ , ଶଳା ହିଞ୍ଜଡ଼ା ମୁର୍ଖମନ୍ତ୍ରୀ... କିଏ ଆଉ ଶୁଣୁଛି କଣ କହିଲେ ନକହିଲେ !!

  • @jagannathdash1015
    @jagannathdash1015 2 года назад +2

    ଏତେ ଦିନ ପରେ ମୁହଁ ଖୋଲିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।ରାଜ୍ୟର ମୁଖିଆ କେବଳ ନିଜ ଦଳର ମୁଖିଆ ନୁହଁନ୍ତି ବିରୋଧୀଙ୍କ ମୁଖିଆ ମଧ୍ୟ, କିନ୍ତୁ ଏତେ ଦିନ ପରେ ମlହୋଲ ଥଣ୍ଡା ହେବା ପରେ ଆଉ ପ୍ରମାଣ ଲିଭିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ବିରୋଧୀ ବିରୋଧ କରିବେ କିନ୍ତୁ ମୁଖ୍ୟମନ୍ତ୍ରୀ ଏମିତି ଚୁପ୍ ରହିବା ଠିକ୍ ହେଇ ନାହିଁ, ଅଞ୍ଜନା ମିଶ୍ର କେସ ରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଣ ନୀରବ ରହିଥିଲେ

  • @manojakumardash1907
    @manojakumardash1907 2 года назад +7

    Chief minister ku lajya laguni, jete murder case heichhi chief minister kahaku nyaya deichhanti

  • @kichigapa..kichistory...3628
    @kichigapa..kichistory...3628 2 года назад +4

    MAMITA Ku NYAYA DABA...
    ODISHA BASI EAK HABA...✊✊✊

  • @kichigapa..kichistory...3628
    @kichigapa..kichistory...3628 2 года назад +11

    MAMITA PAI DAYI KIYE...✊✊✊
    MANTRI , CM AAU KIYE...👇👇👇

  • @dkstechnology1490
    @dkstechnology1490 2 года назад +2

    ନବୀନ କହି ନଥିବେ ଏହି କଥା ପାଣ୍ଡିଆନ କହିଥିବା ଏ ପର୍ଯ୍ୟନ୍ତ ଜାଣି ନ ଥିବା ନବୀନ

  • @tarangmeher6323
    @tarangmeher6323 2 года назад +6

    ହେ ମା ଭବାନୀ ଇଏ ପାପୀ ପୋଲିଶ ଓ ସୈତାନ ମନ୍ତ୍ରୀ ଡିପାର୍ଟମେଣ୍ଟ କୁ ଓ ଇଏ ପାପୀ ପରିବାର କୁ ଅକାମି କରି ଦିୟ ମା, ହେ ମା ମୋ ସୁନା ମା ଭବାନୀ ମା ମମିତା ର ଦୋଷୀ କୁ ବିନାଶ କର ମା ପୁରା ବି ଜେ ଡି ଶରକାର କେ ଦଣ୍ଡ ଦିୟ, jai ମା ଭବାନୀ, jai ମମିତା ର ଆତ୍ମା

    • @surajsahu9549
      @surajsahu9549 2 года назад

      ତୋ ଗାଣ୍ଡି ଫାଟୁଛି

  • @netranetra4111
    @netranetra4111 2 года назад +6

    ବହୁତ୍ ଦିନ ପରେ ଧୃତରାଷ୍ଟ୍ର ଜାଣିଲେ ହେଲେ କ'ଣ ହେବ ନିଜେ ତ ଅନ୍ଧ ତେଣୁ ସେ ତାଙ୍କ ରାୟ ରେ ଶୁଣାଣି କଲେ ଯେ କୌରବ ମାନେ ଜାହା କରିଛନ୍ତି ସବୁ ଠିକ୍ ଆଉ ପାଣ୍ଡବ ମାନେ ଯେତେ ପାଟି କଲେ ମଧ୍ୟ ସେ ସବୁ ଭୁଲ୍ । ଜୟ ଜଗନ୍ନାଥ

  • @sunilhelp5087
    @sunilhelp5087 2 года назад +2

    ଏଥିରେ ନବୀନ ପଟ୍ଟନାୟକ ହାତ ଅଛି

  • @pravatsahoo2612
    @pravatsahoo2612 2 года назад +3

    ଶୀତ ଅଧିବେଶନ ହୋଇ ନ ଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟି 👄 ଖୋଲିନଥାନ୍ତା
    ଯୟଓଡିଶା ଧନ୍ୟବାଦ ତୁଣ୍ଡିଦିଆ ଓଡ଼ିଆ ମୂଖ୍ୟମନ୍ତ୍ରୀ

  • @readytohelp30
    @readytohelp30 2 года назад +2

    ଏବେ ନିଦ ଭାଙ୍ଗିଲା

  • @sanjayseerjansamong4502
    @sanjayseerjansamong4502 2 года назад +3

    ସ୍ୱଚ୍ଛ ଶାସନ କରିବାର ଯଦି ଅଛି ,, 22 years re କେତେ କୋଉ development ନାଁ ରେ ଅର୍ଥ ହଡ଼ପ କରିଛ ଆଉ କୋଟି କୋଟି ଟଙ୍କା ନିଜ account re saving କରିଛ ,, ଦରମା କେତେ ଯେ ,, କହିବ tk ଆମେ ଶୁଣିବୁ,,

  • @biswanathsitha5142
    @biswanathsitha5142 2 года назад +1

    ମମିତା ମେହେରଙ୍କ ମୃତ୍ଯୁ ଘଟଣାରେ ନବିନ ସରକାର କାହିଁକି ଦୁଇମାସ ସମୟ ନେଲେ ?କାହିଁକି ତଦନ୍ତ କରି ବାକୁ ତୁରନ୍ତ ପଦକ୍ଷେପ ନେଲେ ନାହିଁ ।ବିରୋଧି ଦଳ କଣ ଚୁପ ରହି ଥାଆନ୍ତେ କି ? ନ୍ଯାୟ ଦବାପାଇଁ ଯଦି ବିରୋଧି ଦଳ ଅଣ୍ଟା ଭିଡିଲେ ,ତମ ଶାସକ ଦଳ କଣ ପାଇଁ ଅଣ୍ଟା ଭିଡିଲା ନାହିଁ ହେ ନବିନ ପଟନାୟକ ???

  • @smitadas9471
    @smitadas9471 2 года назад +2

    Good CBI

  • @pabitrahati3106
    @pabitrahati3106 2 года назад +4

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ। ଏଥିପାଇଁ ତୁମକୁ ମୁଖ୍ୟମନ୍ତ୍ରୀ କରାଯାଇଛି ଯେ, ଓଡ଼ିଶାକୁ ପରିବାର କହୁଛ ଆଉ ପରିବାର ରେ କାହାରି ହତ୍ୟା ହେଲେ ଦୁଇ ମାସ ପରେ ମୁହଁ ଖୋଲୁଛ। ମୁଁ ଭାବିଥିଲି ମୁକ, ଆଜି ଜାଣିଲି କଥା ବି କୁହନ୍ତି।

  • @rabindrakumarmohanty9415
    @rabindrakumarmohanty9415 2 года назад +7

    no action only reaction.

  • @khirodhota1440
    @khirodhota1440 2 года назад +1

    ନବୀନ ଜଣେ ମହା ହତ୍ୟାକାରୀ।

  • @akupatro8802
    @akupatro8802 2 года назад +4

    ମୁଖ୍ୟମନ୍ତ୍ରୀ ଓଡ଼ିଶାର ଖୁଆଇ ପିଆଇ ରଣଭାରରେ ଉବୁଟୁବୁ କରିରଖିଛି।

    • @surajsahu9549
      @surajsahu9549 2 года назад

      ଆଉ ତୁ ସୁଝିବୁ ଋଣ

  • @D2K2D2
    @D2K2D2 2 года назад +2

    Cm bro , Sabu mayaa r bayaa ...
    She will definitely get Justice from Supreme Power 🙏

  • @srikantalipu9749
    @srikantalipu9749 2 года назад +7

    𝘽𝙟𝙙 𝙜𝙤𝙫𝙚𝙧𝙣𝙢𝙚𝙣𝙩 𝙧𝙖 𝙠𝙖𝙝𝙖𝙠𝙪 𝙟𝙪𝙨𝙩𝙞𝙘𝙚 𝙢𝙞𝙡𝙞𝙗𝙖𝙣𝙞

  • @sanjayseerjansamong4502
    @sanjayseerjansamong4502 2 года назад +2

    ମୂର୍ଖ ,, ଅନ୍ଧ ସେ

  • @tiriababu2089
    @tiriababu2089 2 года назад +3

    ଏତେ ଦିନ ହେଲା ଶୋଇ ପଡ଼ିଥିଲେ ବୋଧେ ନବୀନ ବୁଢ଼ା...

  • @premchandmahanta9398
    @premchandmahanta9398 2 года назад +2

    ନବୀନ ବାବୁ ଆଉ କେତେ ଦିନ ପରେ ତଦନ୍ତ କରିବେ

  • @sureshharpal984
    @sureshharpal984 2 года назад +1

    ମମିତା ମେହେର ଛଡା ଆଉ କାହାର ମର୍ଡର ହୋଇନିକି କାହିଁକି ଏଥିରେ ଘାଣ୍ଟୁଛନ୍ତି ଆଗକୁ ଚିନ୍ତା କରନ୍ତୁ ଧନ୍ୟବାଦ 🙏

  • @sanjayseerjansamong4502
    @sanjayseerjansamong4502 2 года назад +19

    ଆଇନଶୃଙ୍ଖଳା କୁ ଭଙ୍ଗ କରି ବାରେ ମାଷ୍ଟର

  • @sonapradhan3810
    @sonapradhan3810 2 года назад +1

    ଭଲ କୁ ଭାଲ କହିବା ଲୋକ କେବେ କଣ ବୁଝି ପାରିବ ଗୋଟିଏ ପରିବାରର ଦୁଖଃ ଆଉ କଷ୍ଟ

  • @lovely628
    @lovely628 2 года назад +2

    💗

  • @sanjayseerjansamong4502
    @sanjayseerjansamong4502 2 года назад +4

    ଖାଲି ତ virtual mode re ବିବୃତି,, ,, ଆଉ BSKY ବାଣ୍ଟିଲେ ଉଡ଼ି କି ଯିବୁ ନା ,, ଉଡ଼ିକି ଯିବାର ଯଦି ଅଛି ନିଜ ପଇସାରେ ହେଲିକପ୍ଟର ଭଡ଼ା କରି ଯିବୁ total 30 DIST. ku ,, କେତେ ମିଛ ଯୋଜନା ର ପ୍ରଚାର୍ କରିବୁ ଆମେ ଦେଖିବୁ,,

  • @bibhupradhan1875
    @bibhupradhan1875 2 года назад +1

    କଣ ପି କି saithila କି ନବୀନ ବାବୁ କଣ ମାଲ ପିକି ପଡ଼ିଥିଲା କି

  • @lucalpodalski2239
    @lucalpodalski2239 2 года назад +6

    ୟେ କିଭଳି ମୁଖ୍ୟମନ୍ତ୍ରୀ ଯିଏ କି ଦୁଇ ମାସ ପରେ ଆଜି ସମୟ ପାଇଲେ ମମୀତା ଙ୍କ ବିଷୟରେ କିଛି କହିବାକୁ, ୟାଙ୍କୁ ତ ପଣ୍ଡିୟନ ଙ୍କ ସହ ରହିବାକୁ ସମୟ କମ ପଡୁଛି, ତା ଉପରେ ନବୀନ ବାବୁ ପ୍ରତିଦିନ ମଦ ବି ପିଅନ୍ତି, ସମୟ ମିଳିଲେ ତ କିଛି କହିବେ

  • @sudeepms143
    @sudeepms143 2 года назад +1

    ଶିକ୍ଷା ମନ୍ତ୍ରୀ ନିଜର ମହତ୍ବ ରଖନ୍ତୁ ।
    ନିମାପଡା କୈଳାସ ଦାସକୁ କହିଲେ ସବୁ ବୁଝାଇଦେବ ସମୀର ଦାସ କୁ ।

  • @manojkumarnaik5229
    @manojkumarnaik5229 2 года назад +8

    Why virtual ..he should come in pshyical ..no no ..it's just drama ..of bjd govt. Why he is unable to understand about mamita ..today Why he open his mouth ..that to online ..Why Why..Why...Why..... don't give excuses . Just saw the result. Keep in mind ..bjd sarakar ,Dont make fool to odisha .

  • @foundationservices2890
    @foundationservices2890 2 года назад +2

    Mind doesn't allow to trust by the past experience..why not CBI? Is there any problem?

  • @pramod5559
    @pramod5559 2 года назад +1

    CBI enquiry

  • @maheswarpradhan4247
    @maheswarpradhan4247 2 года назад +1

    The greatest of 2021 lie

  • @khirodhota1440
    @khirodhota1440 2 года назад

    ଏ ହେଉଛି ନବୀନଙ୍କ ପାଗଳାମି।

  • @aashrittabla
    @aashrittabla 2 года назад +2

    LAGE Raho ,, Lage Raho,, Lage Raho
    MADICHALA,, GHANTIDIA,

  • @FF_SOMYA_YT
    @FF_SOMYA_YT 2 года назад +1

    Good jub

  • @villageallin1tv
    @villageallin1tv 2 года назад +1

    ମୁଖ୍ୟ ମନ୍ତ୍ରୀ କଣ ଉଲା ରାଜନୀତି ମାନେ କୋଣ ଜାଣି ଛନ୍ତି ନା ନାହିଁ ବିରଦୀ କିଛି କହିବେନି ଖାଲି bjd ଵାଲା କହିବେ ଛାଡ଼ ବା ତୋମୋର ଭାଷଣ ଶୁଣି ଶୁଣି 26 ବର୍ଷ ହେଇଗଲା ଓଡ଼ିଆ ଭାଷାରେ କଥା କହିପାରିଲନି ଆଉ କିଏ ଶୁଣିବ

  • @sarojrout9173
    @sarojrout9173 2 года назад +1

    Please CBI enquiry Naveen Babu 🙏

  • @bijayashankartripathy8748
    @bijayashankartripathy8748 2 года назад +2

    It is not right on the part of C M to hold public meeting by giving green signal to D. Mistra to sit with C M. It is also a bad thing

  • @soosootv9864
    @soosootv9864 2 года назад

    ନଂ 1cm of Odisha

  • @subaschandrasethy3264
    @subaschandrasethy3264 2 года назад +3

    Retired judge is retired it is fesion system of cm Naveen Patnaik , Orissa

  • @narottamkanungo8935
    @narottamkanungo8935 2 года назад +10

    ମମିତା ହୁଅନ୍ତା ଆର ଜନମକୁ ଓଡିଶାର ମୁଖ୍ୟମନ୍ତ୍ରୀ*
    ମମିତା ହୋଇକି ଜନମ ଲଭନ୍ତା ମୁଖିଆ ସାବିତ୍ରୀ ସତୀ*
    ଦିବ୍ଯଶଙ୍କରିଆ ଜାତି*
    ଫୁଟିବା ଆଗରୁ ତା କୁଆଁରୀ କଢି
    ଚୋବେଇ କରନ୍ତେ ବାନ୍ତି*

  • @manasparamanik6748
    @manasparamanik6748 2 года назад +1

    Tameta kahucha pani khaila khani khaila sabu khaila je ate bhota pauchanti kemiti 🔥🔥🔥

  • @anupamasahu8170
    @anupamasahu8170 2 года назад +4

    *Jai Jai..
    What I can tell the.....
    Shreeman bhaiji/ CM ji...
    Oddisa....
    *** Jai ho.

  • @manojkumarsahoo3743
    @manojkumarsahoo3743 2 года назад

    Right narsing sire

  • @pabitramohanpradhan4619
    @pabitramohanpradhan4619 2 года назад +3

    Naveen, It's time for you to go himalaya and chant harekrishna, why unnecessary keep on holding chief minister chair.

  • @aryavartrishilifestyle493
    @aryavartrishilifestyle493 2 года назад +1

    ଅନ୍ୟାୟୀ ସରକାର

  • @jyotishjenags
    @jyotishjenags 2 года назад +3

    Shame on them who are supporting to bjd .
    That's why education is important looks at Arvind kejriwal

  • @dibyaranjansenapati8147
    @dibyaranjansenapati8147 2 года назад +7

    ସେ ଜଣେ ପାଗଳ ଲୋକ ଅଟେ ସେ କଣ କହିବ

  • @kaliashsatapaty3779
    @kaliashsatapaty3779 2 года назад +1

    ନବୀନ ପଟ୍ଟନାୟକ ମଲାବେଳକୁ ଏବୁଧି ଧରିଲେ ।

  • @ashoknayak1524
    @ashoknayak1524 2 года назад +3

    Bala CM

  • @srinathsarkar7120
    @srinathsarkar7120 2 года назад +15

    Naveen is crime master

  • @arupbehera555
    @arupbehera555 2 года назад

    Kanak news sarkarer

  • @bideshipradhan7955
    @bideshipradhan7955 2 года назад

    Vote

  • @sarojmohanty1617
    @sarojmohanty1617 2 года назад +3

    BIDHAN SABHA KU KAEI KAHINKI MANTABYA DELENI ? BAHARAKU BAHARILE KORONA HAEIJIBA

  • @rajeshrockrajeshrock5854
    @rajeshrockrajeshrock5854 2 года назад +1

    Bjp au congress nku odisha basi taraf ru bahut bahut dhanyabad mamita ku nyaya na miliba jae birodh jorjar jari rahu

  • @mithunkhillo9645
    @mithunkhillo9645 2 года назад

    ନ୍ୟାୟମିଳୁ

  • @jagannathswain4211
    @jagannathswain4211 2 года назад +2

    We r such a state where CM absent in Assembly, only one man safe in Odisha!

  • @FF_SOMYA_YT
    @FF_SOMYA_YT 2 года назад

    Ttinku for news

  • @pratyusranjanbehera6968
    @pratyusranjanbehera6968 2 года назад

    Aapana mane khusi ta. Mu b bahut khusi

  • @chandanmallick172
    @chandanmallick172 2 года назад

    ଏ ମୁଖ୍ୟ ମନ୍ତ୍ରୀ ମଦ ପିଇ ସୋଇଛି ରାଜ୍ୟ ରେ କ'ଣ ହେଲା ସେ ଜାଣିନି

  • @labjeebag3903
    @labjeebag3903 2 года назад

    Kanaka news is Naveen news michha

  • @susantpanigrahy1620
    @susantpanigrahy1620 2 года назад

    Next cm Rani panda heithile vala huanta

  • @Bhojanajatra123
    @Bhojanajatra123 2 года назад +2

    CM of Odisha Naveen Patnaik is suppressed Mamita Mehar" skiller CM Naveen Patnaik is involved Mamta Mehar cases

  • @sarojkantadas986
    @sarojkantadas986 2 года назад +5

    Naveen Pattnayak is unmarried and he doesn't have family. How he can fill the pain of losing a daughter.

    • @a.sgamming5077
      @a.sgamming5077 2 года назад

      Mana ichha jia dosi ta jail puni kana BJP Bala jahaku kahibe se kana jail jibaku badhya

  • @mamataparida2685
    @mamataparida2685 2 года назад

    CM starting samayare sasanaku asi bahu neta netrinku mantri padaru bahiskara karithile matra ebe kanna se jhia murder case re dibyashankar nkanaa asuni

  • @nalininag4557
    @nalininag4557 2 года назад

    Naven cm sir jaganatha ketra Ru chakra nichaya asiba dibya ra dhansa heba

  • @anirudhamohanty3826
    @anirudhamohanty3826 2 года назад

    I think it's cry in wilderness.

  • @pabitrahati3106
    @pabitrahati3106 2 года назад

    କନକ ଟିଭି ବୋଧ ହୁଏ ସରକାରଙ୍କ ହାତ ବାରିସି।

  • @gagansamantaray9780
    @gagansamantaray9780 2 года назад +1

    After so long days?

  • @rojalinmishra8123
    @rojalinmishra8123 2 года назад

    Politically party power

  • @biswajitmoharana761
    @biswajitmoharana761 2 года назад

    Bhagaban kebebi khyama karibeni prabhu jagannatha hin varasa odisha ku kebala se hin rakhya karibe

  • @karamchandsahu6755
    @karamchandsahu6755 2 года назад +2

    ବିଜୁ କାଡ୍ ପାଇଁ ସମଗ୍ର ରାଜ୍ୟ ଗମନ,ବିଧାନସଭା କୁ ନ ଆସି ଏ କି ଶାସନ !

    • @sanjayseerjansamong4502
      @sanjayseerjansamong4502 2 года назад +2

      ଖାଲି ଓଡିଶାର ଅର୍ଥ ରେ ହେଲିକପ୍ଟର ରେ ଉଡି ବୁଲନ୍ତି,, ଅ ଆ ,,କି ଓଡ଼ିଶାର 30 ଟା ଜିଲ୍ଲା ର ନାଁ ମଧ୍ୟ ଜଣା ନାହିଁ,, actual murkhamantri ର ଉଦାହରଣ ନୁହେଁ କି ,,

    • @sanghamitradas371
      @sanghamitradas371 2 года назад

      Bhai purapuri thik katha

    • @sanghamitradas371
      @sanghamitradas371 2 года назад

      @@sanjayseerjansamong4502 are bhai sabu ade bulichi kintu mamita Mehar gharaku jaeiparuni..
      Bjd hataooo orissa banchaooo

  • @risingstarjojo84
    @risingstarjojo84 2 года назад

    Kahinki CBI KU Daunahanti