Odisha Politics: Jay's popularity is on rise, bad phase for BJD! | Nirbhay Gumara Katha

Поделиться
HTML-код
  • Опубликовано: 20 окт 2024
  • Odisha Politics: Jay's popularity is on rise, bad phase for BJD! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / nirbhaytube

Комментарии • 321

  • @sidharthasutar5272
    @sidharthasutar5272 Год назад +39

    ଓଡ଼ିଶା ରେ ଅଣଓଡ଼ିଆଙ୍କ ଶାସନ ଚାଲିଛି ଯାହା ଓଡ଼ିଶା ପାଇଁ ଏକ ଲଜ୍ୟାଯନକ କଥା।

    • @pratimaparida4510
      @pratimaparida4510 Год назад +1

      Ea,ti,Pandian,raj,chli,chi, right sar 🙏🙏🙏🙏🙏

  • @dollymohanty4449
    @dollymohanty4449 Год назад +15

    ଆଜ୍ଞା ନମସ୍କାର।ସମୟ ବଡ଼ ବଳବାନ।ଏ ସରକାର ନିହାତି ଯିବା ଦରକାର।ବେଶି ଦିନ
    ଶାସନ କ୍ଷମତା ରେ ରହିଲେ ଉତ୍ପାତ ହେବା
    ମାତ୍ରାଧିକ ହେଇଯାଇଛି।

  • @swarajmohanty2742
    @swarajmohanty2742 Год назад +47

    ଆମେ ଓଡିଆ ଲୋକ କେବେ ବୁଝିବା ଯେ ଏ ସରକାର ଆମ ଓଡିଆ ଲୋକ ମାନଂକୁ ଭିକାରି କରିସାରିଲେଣି। ଆତ୍ମ ନିର୍ଭର ହେବାର ସମସ୍ତ ରସ୍ତା ବନ୍ଦ କରିସାରିଲେଣି, କେବଳ ଗରିବ ହେବା ଲାଗି ଆମ ଭିତରେ competition କରାଉଛନ୍ତି। ଏବେ ପ୍ରକ୍ରୁତ ସମୟ ଆସିଛି ସୁଧୁରିବା ଲାଗି। ଜୟ ଜଗନ୍ନାଥ।

  • @gayadharpatra3233
    @gayadharpatra3233 Год назад +23

    The Nirbhay news channel is the best among of all news channel in Odisha.Sir , you are great .Thanks.

  • @batakrishnaswain1949
    @batakrishnaswain1949 Год назад +14

    "ବିଜେଡିର ଖରାପ ବେଳା"ବିଷୟରେ ଆଲୋଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଗ୍ରହଣୀୟ। କିନ୍ତୁ ଦୁଃଖର କଥା ଗାଁ ଗହଳିର ଭୋଟର ଭାଇଭଉଣୀ ମାନେ ଏ ସବୁ ବିଷୟରେ କିଛି ଜାଣୁ ନାହାନ୍ତି। ସେମାନଙ୍କୁ ଏ ସବୁ ବିଷୟ ଅବଗତ କରିବା ପାଇଁ ବିରୋଧୀ ଦଳର ଭୂମିକା ନିହାତି ଆବଶ୍ୟକ। ଭୋଟର ମାନେ ତ ମାଗଣା ଯୋଜନାକୁ ଚାତକ ପରି ଚାହିଁ ବସିଛନ୍ତି।(ବୁଦ୍ଧିଜୀବୀ ଭୋଟରଙ୍କୁ ଛାଡି)

  • @purunachandrabehera2373
    @purunachandrabehera2373 Год назад +15

    ବିଜେଡି ନେତା ଏ ନିଜ ଗୋଡ଼ରେ ନିଜେ କୁରଡି ମାରୁଛ ନ୍ତି।

  • @NirbhayOdisha
    @NirbhayOdisha  Год назад +28

    thank u all for ur valuable comments ..jay jaganatha

  • @hariharbishi7144
    @hariharbishi7144 Год назад

    Namaskar sir Correct news

  • @laxmidharnayak4191
    @laxmidharnayak4191 Год назад

    Ati sunder Bislesan __ antarika dhanyabad 🙏

  • @bijayashankartripathy8748
    @bijayashankartripathy8748 Год назад

    Nirat Satya Katha. Voters of odisha should consider the matter during 2024.

  • @nnbb339
    @nnbb339 Год назад +39

    ବିଜେଡ଼ି & ବବି & ପାଣ୍ଡିଆ ଜାଣି ସାରିଲେଣି 2024 ରେ ବିଜେପି ସରକାର ଗଢ଼ିବ ସେଥିପାଇଁ ସେମାନେ ପାଗଳ ହେଲାଣି ଏବେ ଠୁ

  • @rbcreation5170
    @rbcreation5170 Год назад +73

    ପ୍ରତେକ ଆରମ୍ଭରେ ଅନ୍ତ ନିଶ୍ଚିତ ଥାଏ ହୁଏତ ବିଜେଡି ସରକାର ର ଶାସନ ଅନ୍ତ ଆଡକୁ ଅଗ୍ରସର ହେଉଛି 🙏

  • @dhirendraparida8003
    @dhirendraparida8003 Год назад +1

    Jay Sri jagannatha sir

  • @pramodkumarpanda3222
    @pramodkumarpanda3222 Год назад

    Great

  • @shankarsahoo3527
    @shankarsahoo3527 Год назад +8

    ବିରୋଧୀ ଦଳ ନେତା ଏବଂ ବିରୋଧ ଦଳ ଠିକ୍ ହେଲେ ଏ ଭ୍ରଷ୍ଟ ସରକାର ର ପତନ ନିଶ୍ଚିତ

    • @bimbadharjena1572
      @bimbadharjena1572 Год назад +1

      କେବଳ ବିରୋଧୀଦଳ ନେତା ଏବଂ ବିରୋଧୀ ଦଳ ହେଲେ ଚଳିବ ନାହିଁ, ଏମାନଙ୍କ କଥା ଏ ଭ୍ରଷ୍ଟ ସରକାର ଶୁଣିଲେ ତ ? ସେଥିପାଇଁ ଆମ ରାଜ୍ୟର ଜନସାଧାରଣ ଏକ ହେଲେ ତାଙ୍କର ପତ୍ତନ ନିଶ୍ଚିତ । ଭଗବାନ ରାଜ୍ୟବାସୀଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।

  • @santoshdakua6698
    @santoshdakua6698 Год назад +11

    ବିନାଶ ବେଳେ ବିପରୀତ ବୁଦ୍ଧି ଆପଣ ମାନେ ଖୁସି ତ 🤣🤣🤣🤣

  • @chittatripathy4461
    @chittatripathy4461 Год назад +5

    ଯାଦୁ ବଂଶ ପରି ଧ୍ଵଂସ ପାଲଟିଯିବ

  • @rabindrabehera7244
    @rabindrabehera7244 Год назад +5

    ଅତି ଗର୍ବେ ହତଃ ଲଙ୍କା

  • @bulusethy9220
    @bulusethy9220 Год назад +6

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @santoshkumarsethi5567
    @santoshkumarsethi5567 Год назад +4

    ବିରୋଧୀ ଦଳ ନେତା ମାନେ ଅତୀତ ରେ ମ୍ୟାନେଜ୍ ହେଇ ଥିବାରୁ ବିଜେଡି ଦଳ ର ବେଳା ଭଲ ଚାଲୁ ଥିଲା।

  • @sunadhargadaba7212
    @sunadhargadaba7212 Год назад +5

    Good job sir

  • @manojkumarsaint7803
    @manojkumarsaint7803 Год назад

    Jay Jagannath 🙏🙏🙏

  • @prashantpalei361
    @prashantpalei361 Год назад +5

    ଶଙ୍ଖ ଭିତରେ ପାଣି ଗୋଳିଆ ହୋଇସାରିଲାଣି

  • @sukanyapriyadarshinimishra8018
    @sukanyapriyadarshinimishra8018 Год назад +2

    Exactly !!

  • @trilochanpatnaik6321
    @trilochanpatnaik6321 Год назад +5

    Jay Narayan Babu ଙ୍କ ଯୁକ୍ତି କୁ ବିଜେଡି ନେତା point by point ଯୁକ୍ତି ଯୁକ୍ତ ଉତ୍ତର ରଖିବେ କି?

  • @santoshpurohit7553
    @santoshpurohit7553 Год назад +3

    Pranam Dash sir.

  • @odiathinker9915
    @odiathinker9915 Год назад +3

    From Ajay
    ଗତ କିଛି ମାସ ମଧ୍ୟରେ ଓଡିଶାରେ ଘଟିଥିବା କିଛି ଘଟଣାକୁ ଯଦି ଆମେ Connect କରି ଦେଖିବା।। ତା ହେଲେ ଲାଗୁଛି ଯେ ପ୍ରକୃତି ନିଜେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛି।। ପ୍ରକୃତି ହିଁ ସବୁଠାରୁ ଶକ୍ତିଶାଳୀ।

  • @bulusethy9220
    @bulusethy9220 Год назад +9

    #V_K_Pandian କେବଳ ନାମକୁ ମାତ୍ର ସଚିବ
    କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ସବୁ କାମ ତ ସେଇ ଲୋକ ହିଁ କରୁଛନ୍ତି ଏହି କଥା ସବୁଲୋକ ଜାଣନ୍ତି କେହି କହିବାକୁ ସାହାସ ଓଡ଼ିଶାବାସୀ ଙ୍କ ନାହି ।

  • @niharanalinisarangi8558
    @niharanalinisarangi8558 Год назад +4

    CM ଙ୍କ driver ,cook etc.. ଏ ସମସ୍ତେ କଣ CMO ? Official notification ଟିଏ ଦଉନାହାନ୍ତି କାହିଁକି ?

  • @maheswarpujhari4503
    @maheswarpujhari4503 Год назад +5

    କ୍ରିତଦାସ କରିଲେଣି ରାଜ୍ୟବାସୀଙ୍କୁ

  • @AjayKumar-rr2mv
    @AjayKumar-rr2mv Год назад +6

    ବବି ବାବୁ ଠିକ କହିଛନ୍ତି, ପୁରା ରାଜ୍ୟକୁ ଜଣେ ନିୟନ୍ତ୍ରିତ କରୁଛନ୍ତି ଏଣୁ ଭୁଲ କିଛି କହି ନାହାନ୍ତି, ଆମ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି କେବେ କେହି ଅନୁଭବ କରି ପାରୁନାହାନ୍ତି ଯେଉଁଠି ଦେଖିବ ପାଣ୍ଡିଆନ l

  • @santoshsahu3322
    @santoshsahu3322 Год назад

    Right 👍

  • @trilochanpatnaik6321
    @trilochanpatnaik6321 Год назад +5

    କିନ୍ତୁ ଗର୍ବ ଯେତେବେଳେ top ରେ ପହଞ୍ଚି ଯାଏ ତାହାକୁ ଉପର ବାଲା ତର୍ଜମା କରନ୍ତି ଓ ତା ଅନୁଯାୟୀ ରେଜଲ୍ଟ ପ୍ରକାଶ କରନ୍ତି। ଏହାକୁ ବିଜେଡି ଦଳରେ ସମସ୍ତେ ହେଜ କରିବେ ବୋଲି ଆଶା।

  • @prashantkumarbehera8999
    @prashantkumarbehera8999 Год назад +8

    ଦିପ ଲିଭିବା ଆଗରୁ ବହୁତ ଯୋର୍ ରେ ଜଳେ

  • @kishoretripathy5479
    @kishoretripathy5479 Год назад +5

    ସାର୍, ଆପଣଙ୍କ ଚାନେଲ ମାତ୍ର ଦୁଇ ଲକ୍ଷ ଦେଖୁଥିବେ। ଦୁଇ କୋଟି ଭୋଟରଙ୍କୁ ବୁଝାଇବା ତ ବିରୋଧୀଙ୍କ କାମ। ସେମାନେ ଖଟିବାକୁ ପ୍ରସ୍ତୁତ ହେବେକି। ଖାଲି ଟିଭି ଷ୍ଟୁଡିଓ ରେ ମନ୍ତବ୍ଯ ରଖିଲେ ହେବନାହି।

  • @akshayakumarnayak8275
    @akshayakumarnayak8275 Год назад

    100% TRUE

  • @sumitraparida8206
    @sumitraparida8206 Год назад +1

    Right

  • @pabitraswain1273
    @pabitraswain1273 2 месяца назад

    ଜୟ ଜଗନ୍ନାଥ ଶ୍ଵାମି ଜୟ ଶ୍ରୀ ରାମ

  • @manojmurmu5267
    @manojmurmu5267 Год назад +6

    Now Odisha government is not under the control of the Chief Minister .

  • @manoranjanmalla1349
    @manoranjanmalla1349 Год назад +24

    Sir, Jay Narayan Mishra is saying the people voice but BJD is saying only their own party's voice.
    People are now understanding the real issues about BJD propaganda and also it would definitely be appreciated your effort to enlighten us.
    Keep enlightening us.. 🙏
    Jai Jagannath..🙏

  • @ajayanayak947
    @ajayanayak947 Год назад +11

    ବୁଡିଗଲା ଲୋକ ଗୋଡ ତଳକୁ ତଳକୁ

  • @ramchandrahota2430
    @ramchandrahota2430 Год назад +7

    Now Jaya Narayanaji is emerged as the best archer of Odisha to pierce the target invinceable so far keenly.

  • @santoshpurohit7553
    @santoshpurohit7553 Год назад +1

    Jay jagannath🚩🚩🚩🙏🙏🙏🌹🌹🌹🚩🚩

  • @ranjankumarkandy206
    @ranjankumarkandy206 Год назад

    Right sir

  • @anilswain1052
    @anilswain1052 Год назад +3

    ମହାଭାଗ , ଆପଣଙ୍କୁ ତଥା ନିର୍ଭୟ ଗୁମର କଥାକୁ ସହୃଦୟ ସାଧୁବାଦ 🙏🏻🙏🏻🙏🏻 | ସମୟ ବଡ଼ ବଳବାନ ଏହା ନିଚ୍ଛକ ସତ୍ୟ କିନ୍ତୁ ଏହା ମଧ୍ୟ ଅନସ୍ବୀକାର୍ୟ୍ଯ ଯେ କର୍ମ କରିବ ନାନା ମତେ ଫଳିବ କର୍ମର ଆୟତ୍ତେ | ସାମ୍ପ୍ରତିକ ସମୟର ଦୁସ୍ଥିତି ବିଜୁ ଜନତା ଦଳର କର୍ମର ପରିଣତି |

  • @soumyaranjan2051
    @soumyaranjan2051 Год назад +16

    JAYA NARAYAN BABU IS THE OBVIOUS AND POPULAR LEADER IN vidhan sabha. The most popular leader of the house now.

  • @jagannathpanigrahi5286
    @jagannathpanigrahi5286 Год назад +2

    Welcome Nirbhaya।

  • @sukanyapriyadarshinimishra8018
    @sukanyapriyadarshinimishra8018 Год назад +22

    Excellent LOP Mr J N Mishra .

  • @kartikkenyuryukarateodisha1804
    @kartikkenyuryukarateodisha1804 Год назад +1

    🙏🙏

  • @surendramishra7947
    @surendramishra7947 Год назад +4

    ସାର, ସାଦର ପ୍ରଣାମ,କଥାରେ ଅଛି, " ନଷ୍ଟସ୍ୟ କାନ୍ୟା ଗତି ""... ବୁଡିଗଲା ଲୋକ ତଳକୁ ତଳକୁ....🙏🙏🙏

  • @balakrushnapatro8814
    @balakrushnapatro8814 Год назад +5

    Mishra babu zindabad.

  • @kabitasahoo8385
    @kabitasahoo8385 Год назад

    🙏👍

  • @niranjansahoo5518
    @niranjansahoo5518 Год назад +2

    ସାର୍ ନମସ୍କାର
    ଶ୍ରୀ ଭାଲୁ ବାହିନୀପତି ମନ୍ତ୍ରୀ ସମୀର ଦଶ ଙ୍କୁ ଯେମିତି ଧୋଇଲେ ଆଉ ଯେଉ ପରି ଧୋଇଲେ, ମୋ କାନ କେବେ ବି ଏମିତି ଜଣେ ଜନ ପ୍ରତିନିଧି ଙ୍କ ଠୁ ବିଧାନସଭା ରେ କହିବାର ଶୁଣିନି
    ଆଶା କରୁଥିଲି ଆଜି ଆପଣ ସେ ବିଷୟରେ କହିବେ
    ଏବଂ ଆଜିର ବିଷୟ ର ଏଇଟା ଗୋଟେ ପୃଷ୍ଟା
    ଅପେକ୍ଷା କରନ୍ତୁ ଆଗକୁ କଣ ହେଉଛି

  • @rbcreation5170
    @rbcreation5170 Год назад +25

    Sir 🙏,
    ଧାମନଗର ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ସେଠି ଙ୍କ ଦଶାହ କିୟା ସରିନଥିଲା କିନ୍ତୁ ନିର୍ବାଚନ କମିଶନର ଉପ ନିର୍ବାଚନ ତାରିଖ ଘୋଷଣା କରିଦେଲେ କିନ୍ତୁ ନବବାବୁଙ୍କ ସ୍ୱର୍ଗ ବାସକୁ ଏତେ ଦିନ ବିତି ଗଲେ ମଧ୍ୟ କାହିଁକି ଉପ ନିର୍ବାଚନ ତାରିଖ ଘୋଷଣା ହେଉ ନାହିଁ?

    • @pradyumnakumarsahoo3844
      @pradyumnakumarsahoo3844 Год назад +2

      ଅଲଗା ରାଜ୍ୟ ରେ ମଧ୍ୟ ଇଲେକ୍ସନ ଥିଲା ସେଥିପାଇଁ ଏକା ସମୟରେ ଧାମନଗର ଇଲେକ୍ସନ ହେଇଗଲା

    • @santoshrout6327
      @santoshrout6327 Год назад +1

      Other state re election nahni

    • @santoshdakua6698
      @santoshdakua6698 Год назад +2

      ବିଜେଡି ସରକାର ଭୟ

    • @pratimaparida4510
      @pratimaparida4510 Год назад +2

      Right sar 🙏🙏🙏🙏🙏

    • @santoshrout6327
      @santoshrout6327 Год назад +1

      Sethebele different state re election thila.abe ko state re election heu6i kahuna,jadi heu6i boli janu6 mention kara.

  • @mnews423
    @mnews423 Год назад +4

    ସାର୍ ଆଗରୁ ବାପା ମହୁ ଖାଇବା ସହିତ ଆମକୁ ବି ଦେଉଥିଲେ କିନ୍ତୁ ଆପଣ ତ ମୋ ବାପାଙ୍କ ମାରିଦେଲେ ଏବେ ମୋତେ ଦିଅନ୍ତୁ ଅବା ମୋ ଭାଇ ଙ୍କୁ ଭାଇଭଉଣୀ ଆମେ ମିଶିକି ଖାଇବୁ।(ଧନ୍ୟ ଏଭଳି ପୁତ୍ର ପୁତ୍ରୀ) ଦୁଇ ଜଣଙ୍କ ମଧ୍ୟରୁ ଯାହାକୁ ମିଳୁ..... ମହୁ ଖାଇଛୁ ମହୁ ଖାଇବୁ।

  • @DeepakKumar-fc5xk
    @DeepakKumar-fc5xk Год назад +3

    ସଚିବ ମାନଙ୍କ ଦରବାରରେ ଯେ
    ବିଧାୟକ ଦ୍ଵାରପାଳ
    ନେତାମାନେ ଏଠି ପୂଜା କରୁଛନ୍ତି
    ସଚିବ ଙ୍କ ପାଦତଳ !!
    ମନ୍ତ୍ରୀ ମାନେ ଏଠି ଅସହାୟ ହୋଇ
    ସଚିବ ଙ୍କୁ ଆଦରନ୍ତି
    ଜନପ୍ରତିନିଧି ଅଯୋଗ୍ୟ ବୋଲି କି
    ସଚିବ ଙ୍କୁ ଯୋଗ୍ୟ ଭାବନ୍ତି !!
    ଚାରି କଡ଼ରେ ଯେ ଠିଆ ହୋଇଛନ୍ତି
    ନେତା ଆଉ ମନ୍ତ୍ରୀ ଗଣ
    ସଚିବ ବସିଣ ପାଠ ପଢାଉ ଛନ୍ତି
    ଶିଷ୍ୟେ କରୁଛନ୍ତି ଶିକ୍ଷା ଅଧ୍ୟୟନ !!
    ହାଏରେ ବିଧାତା କଲୁ ରେ କିକଥା
    ଦେଖିବାକୁ ମିଳେ ଏହା
    ଏମିତି ଦୃଶ୍ୟ ଦେଖିବାକୁ ମୋର
    ମରଣ ହେଲାନି ଯାହା !!
    କବି: ଦୀପକ କୁମାର ନାଏକ
    ଯୁବ ସାମ୍ବାଦିକ

    • @ishwarchandrapatra604
      @ishwarchandrapatra604 Год назад +1

      ବହୁତ ସୁନ୍ଦର 👍

    • @DeepakKumar-fc5xk
      @DeepakKumar-fc5xk Год назад

      @@ishwarchandrapatra604 ଧନ୍ୟବାଦ୍

    • @ishwarchandrapatra604
      @ishwarchandrapatra604 Год назад

      @@DeepakKumar-fc5xk ଦୀପକ ଭାଈ ! ଲୋକେ କେମିତି ସଚେତନ ହେବେ ! ସେଇଭଳି କବିତା ଲେଖନ୍ତୁ ! 👍

  • @trilochanpatnaik6321
    @trilochanpatnaik6321 Год назад +4

    West Bengal Jyoti Basu ଙ୍କ ରାଜୁତି ର ଅବସ୍ଥା କଣ ହେଲା ତାହାକୁ ଟିକେ ସବୁ ରାଜନୈତିକ ଦଳ ଚିନ୍ତା କରିବା ଦରକାର।

  • @KiranKumar-es8kq
    @KiranKumar-es8kq Год назад

    Jai jagannath Swami ke

  • @rasanandasahoo1585
    @rasanandasahoo1585 Год назад +1

    ଜୟ ଜଗନ୍ନାଥ ସାର୍

  • @khirodhota1440
    @khirodhota1440 Год назад +5

    ସବୁ ଦିନେ ନାହିଁ ଚାନ୍ଦିନୀ ରାତି।

  • @khirodhota1440
    @khirodhota1440 Год назад +5

    ସବୁ ମିଶନ କେବଳ କାଗଜ କଲମରେ।

  • @DeepakKumar-fc5xk
    @DeepakKumar-fc5xk Год назад +5

    ଅନେକ ଦିନ ପରେ ରାଜ୍ୟ ଜଣେ ଦକ୍ଷ ବିରୋଧୀ ଦଳ ନେତା ପାଇଛି,ଯାହାକି ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଶୁଭଙ୍କର

  • @basantapattnaik7812
    @basantapattnaik7812 Год назад +2

    ସାର ପ୍ରଣାମ 🙏🌹
    ସରକାର ବିଜୁ ପକା ଘର ଏବଂ ଟଙ୍କାକିୟା ଚାଉଳ ଦେଖାଇ ଆପଣ ମାନେ ଖୁସିତ କହି ଦେଲେ ବର୍ତମାନ ବିଜେଡି ର ଗ୍ରହ ନକ୍ଷେତ୍ର ଖରାପ ଚାଲିଛି ମୁଖ୍ୟମନ୍ତ୍ରୀ ବର୍ତମାନ ଆପଣମାନେ ଖୁସିତ କହିଲେ ଆଉ ଲୋକମାନେ ଶୁଣିବେନି ବିଜେଡି ର ଖରାପ ସମୟ ଆସୁଛି

  • @rajatmishra3827
    @rajatmishra3827 Год назад +1

    Sir perhaps your message is educating the people even from nook and corner of Odisha . Hope the people will definitely keep the promise in the comming election.

  • @bhaskarbarik4512
    @bhaskarbarik4512 Год назад

    ❤ you Nabin Das I'm a regular fan of your channel. I expect this channel should be reach at voter level for Well-wishers

  • @bibhutibhusanbanarjee7564
    @bibhutibhusanbanarjee7564 Год назад +4

    ଆଗରୁ ଲୋକ ସ୍ଵାଭିମାନୀ ଥିଲେ କାଳ କ୍ରମେ ଚାକର ହେଲେ ଏବେ କ୍ରୀତ ଦାସ ହେଲାଣି

    • @mmsahu1
      @mmsahu1 Год назад

      Bhala bichara

  • @kshyeerasindhupratappatra5282
    @kshyeerasindhupratappatra5282 Год назад +7

    ସତରେ ବିଜେଡି ବାଲାଙ୍କ ବେଳା ଖରାପ

  • @biswajeetmohanty2337
    @biswajeetmohanty2337 Год назад +1

    ଆଜ୍ଞା ଆପଣଙ୍କ ର କୋଉ ଆକଳନ ଆଜି ପର୍ଯ୍ୟନ୍ତ ଠିକ ହେଲାଣି ନା ହବ, ସେମିତି ଗପୁଥିବେ

  • @dr.surendranathdash
    @dr.surendranathdash 6 месяцев назад

    Time of judgment has. Arrived

  • @Katak_Dk
    @Katak_Dk Год назад

    ଜୟ ନାରାୟଣ ମିଶ୍ର ବିଜେପି କୁ ପୁନଃ ଜୀବନ ଦେଇଦେଲେ ।

  • @khirodkumarpanda4763
    @khirodkumarpanda4763 Год назад +3

    Sir Namaskar Jainarayan Mishra one and only enough for BJD

  • @bimalendumohapatra4418
    @bimalendumohapatra4418 Год назад +1

    ଆପଣଙ୍କର ଉପସ୍ଥାପନା ଅତି ଉଚ୍ଚ କୋଟୀର, ବର୍ତ୍ତମାନ ବିଜେଡିର ଅବସ୍ଥା ମରଣ କାଳେ ବିପରୀତ ବୁଦ୍ଧି ।

  • @chitraguptadas2921
    @chitraguptadas2921 Год назад +1

    ଓଡିଶା ଜନସାଧାରଣଙ୍କ ଭାଗ୍ୟ ଖରାପ, ଲୋଭାସକ୍ତ ହୋଇ ଏକ ଅପାରଗ, ଦୁର୍ନୀତିଗ୍ରସ୍ତ, ଅପରାଧୀ ସମର୍ଥକ ସରକାରକୁ ଭୋଟ ଦେଇ ଚାଲିଛନ୍ତି I ଦେଖାଯାଉ ଆଉ କେତେ ବର୍ଷ ଓଡିଶାବାସୀଙ୍କ ବେଳା ଖରାପ ରହିବ I ଜଣେ ସରକାରୀ ଅଧିକାରୀ ଦଳୀୟ ଚାନ୍ଦା ଆଦାୟ, ଦଳୀୟ ପ୍ରାର୍ଥି ଚୟନ, ଦଳୀୟ ପ୍ରାର୍ଥିଙ୍କୁ ପାଣ୍ଠି ହସ୍ତାନ୍ତର, ମୁଖ୍ୟମନ୍ତ୍ରୀଙ୍କ ସଭାରେ ସର୍ବଦା ଉପସ୍ଥିତ ରହି ତାଳି ମାରିବା ଏକ ଦୁର୍ଲଭ ଘଟଣା ଓବଂ ରାଜନେତା ଓ ବରିଷ୍ଠ ଅଧିକାରୀଙ୍କ କନିଷ୍ଠ ଅଧିକାରୀଙ୍କୁ ବିପୁଳ ସମ୍ମାନ ବିଜେଡି ସରକାରର ସ୍ୱରୂପ ଦର୍ଶାଉଛି

  • @subhransumaharana3691
    @subhransumaharana3691 Год назад

    ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମା ସରସ୍ଵତୀ ଙ୍କର୍ ନିହାତି ବିଶ୍ୱାସ ରହିଛି ଯେବେ ଅଧିକ କହିବା ଓ ଅଧିକ ବିଶ୍ୱାସ କରିବାର ପ୍ରତିଫଳନ ଅହଂକାର ପ୍ରଭୁଙ୍କ ଠାରୁ ଅଧିକ ହେଲେ ପ୍ରଭୁ ଜଗନ୍ନାଥ ସଠିକ୍ ସମୟରେ ସଠିକ୍ ଔଷଧ ଦିଅନ୍ତି 🙏🙏🙏🙏

  • @manoranjanpanda5536
    @manoranjanpanda5536 Год назад

    Jayanarayan, is, gretof, odisha

  • @aswinibehera7181
    @aswinibehera7181 Год назад +7

    BJP ku tk boost karantu emiti ...jemiti election jitiba... (Expect unbiased news from you sir..)

  • @sairajpradhan9411
    @sairajpradhan9411 Год назад +1

    sir you are saying 100% right

  • @trilochanpatnaik6321
    @trilochanpatnaik6321 Год назад +4

    ବୋଧେ ବବି ବାବୁ ଭିତିରିଆ ଭାବେ ଜାଣିଛନ୍ତି pandian Babu CM ହେବାକୁ ଯାଉଛନ୍ତି ଏହା ପରେ। ତେଣୁ ସେ ଭାବ ବିହ୍ୱଳ ହୋଇ ସତ ଟା ପାଟିରୁ ବାହାରି ପଡ଼ିଲା ଓ ସେ ପ୍ରକାଶ କରିଦେଲେ।

  • @rabindrarath1070
    @rabindrarath1070 Год назад +2

    Jagannath is our pride, pride of Odisha and adias.

  • @sajankaudi
    @sajankaudi Год назад

    2024 medam must cm

  • @trilochanpatnaik6321
    @trilochanpatnaik6321 Год назад +1

    ସୂର୍ଯ୍ୟ ପାତ୍ର ବାବୁ ନବୀନ ବାବୁ ଙ୍କ ଚାକର ବୋଲି କହିଥିଲେ କିନ୍ତୁ ଏବେ ବବି ବାବୁ କହିଲେ BJD ବିଧାୟକ ମାନେ ଧଳା ହାତୀଙ୍କ କ୍ରୀତଦାସ। ନିଜେ ସେ ଯଦି କ୍ରୀତଦାସ ହେଲେ ଅନ୍ୟ ମାନଙ୍କୁ ମଧ୍ୟ ଲୋକେ ତାହାହିଁ ଭାବିବେ।

  • @ManojDas-ix9vj
    @ManojDas-ix9vj Год назад +4

    Too late for BJP to introducing Jay Babu as LOP... But a valid interlink question raised among us .. If 5-T is a concept in Bhubaneswar , then how it become a CMO in Nabrangpur ? Either 5-T and CMO are same or confused statements given in the floor of the house ... We are far behind in developmental works after seeing the style of working of CMs like UP and Assam ... It gives a feeling that these are all for eye washing and bureaucrats are running the state .

  • @bijaykumarbehera455
    @bijaykumarbehera455 Год назад +1

    ଭାରତୀୟ ଜନତା ଦଳରେ ଜା୍ୟନାରାୟଣ ମିଶ୍ର ଙ୍କୁ ବାଦ ଦେଲେ ଓଡିଶା ର ସବୁନେତା ତୋସାମ୍ୱାଦିଆ ନବୀନ ବାବୁଙ୍କର

  • @DamodarDebata
    @DamodarDebata Год назад

    ଅନ୍ୟକୁ ସାହାଯ୍ୟ କଲେ, ନିଜର ଏପରି କ୍ଷତି ହୋଇଥାଏ ।

  • @tksahu-wc9hq
    @tksahu-wc9hq Год назад +1

    Kouthi problem achi 5t dekhiparuni

  • @yudhisthirkundu4180
    @yudhisthirkundu4180 Год назад

    ରାଜ୍ୟରେ ଅନ୍ଧାକାନୁନ୍ ଚାଲିଛି ।

  • @ffsoumyagamingxyz395
    @ffsoumyagamingxyz395 Год назад +1

    ୨0୨୪ରେ ବିଜେଡି ଫୁଣିଥରେ ଆସିବ

  • @NirbhayOdisha
    @NirbhayOdisha  Год назад

    thank u all for your valuable comments

  • @ratanrajsinghdeo
    @ratanrajsinghdeo Год назад +4

    In USA 5T and Japan 5S usually implemented to increase productivity. But 5S is regulated by a statutory body which has very very stringent rules. Almost all Public sectors have these rules , but they are definitely accountable and monitored annually.

  • @subasnayak1510
    @subasnayak1510 8 месяцев назад

    ଆପଣଂକ ସମୀକ୍ଷା ର ସତ୍ୟାସତ୍ୟ
    ନିର୍ବାଚନ ପରେ ଜଣାପଡିବ

  • @bipinbihariswain3511
    @bipinbihariswain3511 Год назад +1

    You are right. Kehi rahinahin rehibbe nahin ae bhabaranga bhumi tale.........

  • @sadhudas2758
    @sadhudas2758 Год назад

    People feel there is a opposition leader in odisha now.
    Thanks to Jayanarayan

  • @drpanda9462
    @drpanda9462 Год назад +5

    Internal support and inefficiency of opposition account for the great victory of BJD..

  • @sudarshandas6127
    @sudarshandas6127 Год назад +2

    Sir l request you.plz .jau recruitment hauchhi odishare money londring hauchhi corrouption hauchhi ame garib medhabi student kn Kariba .tike ta upare gote episode karantu plz.Amo village amo gp re ghare ghare tanka asiki maguchhanti au rich pila Mane deiki bi pauchhanti plz gote episode karantu sir .plz plz plz

  • @adsucessforallcontent8387
    @adsucessforallcontent8387 Год назад +3

    Emti analysis haba darkar.sueprb ..emti cahlu

  • @dhrubaraja6413
    @dhrubaraja6413 Год назад

    Very good information and discussion and analysis of the matter of odisha government and rajniti. Jay Narayan Mishra is not a man he is a true man and a tiger of odisha bidhan sabha. Jay Jagannath

  • @thirdeye9492
    @thirdeye9492 Год назад +1

    କ୍ଷୀର ଉତୁରିଲେ ଚୁଲିକି.. ମଣିଷ ଉତୁରିଲେ ନଈ ବାଲିକି
    ଦୁର୍ଗ ପତନ ର ବେଳ 😭😭 ଶେଷ ଯବନିକା 😭😭

  • @DamodarDebata
    @DamodarDebata Год назад

    ନିଜ ବାହୁବଳେ ଯେ ସବୁ କର୍ମ କରାଯାଏ, ସେ କର୍ମ ନିଶ୍ଚୟ କୀଚକ ବାହୁବଳେ ହୋଇଥିବା କାର୍ଯ୍ୟ ଠାରୁ ଅଧିକ ସ୍ଥାୟୀ ।

  • @ashwinisahu6584
    @ashwinisahu6584 Год назад

    Jaynarayana sir sabu Bahar kariparile ...

  • @sarojsahu9275
    @sarojsahu9275 Год назад

    Leader of opposition Jayanaran Mishra zindabad 🙏🇮🇳🚩