ଧର୍ମ ନାମରେ କିଛି ଲୋକ ଭାଣ୍ଡାମି କରୁଛନ୍ତି || Sanchar Live

Поделиться
HTML-код
  • Опубликовано: 24 ноя 2024

Комментарии • 345

  • @adumallick2027
    @adumallick2027 10 дней назад +20

    ରଥ ସାର୍ ଏକଦମ୍ ଠିକ୍ କହିଛନ୍ତି ଧନ୍ଯବାଦ

  • @cherunayak967
    @cherunayak967 10 дней назад +18

    ମିଡିଆ ଭାଇ ଙ୍କୁ ଧନ୍ୟବାଦ୍ ଏଭଳି ଲୋକ ଙ୍କୁ ଆଗକୁ ଆଣିଲେ ଓଡ଼ିଶାର କିଛି ଲୋକମାନେ ପରିବର୍ତ୍ତନ ହେବେ ଧନ୍ୟବାଦ୍

  • @sudhansucreativeworld2418
    @sudhansucreativeworld2418 7 дней назад +3

    You are right sir ☺️ u r my idol 🙏

  • @ashutoshpattnaikofficial6622
    @ashutoshpattnaikofficial6622 3 дня назад +2

    ❤ ପ୍ରତାପ ସାର୍ , ଆପଣଙ୍କ ପରି ସମାଜ ସୁଧାରକ ଙ୍କ ଆବଶ୍ୟକତା ଅଛି। ଆପଣଙ୍କ କଡା କଥା ହିତକର।

  • @prafullakumarsahoo2639
    @prafullakumarsahoo2639 11 дней назад +25

    ମନୁ ସଂହିତା ସହ ମନୁବାଦୀମାନଙ୍କୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍।

    • @magunicharanpatra5863
      @magunicharanpatra5863 11 дней назад +2

      ମନୁ ସଂହିତା=ମନୁ ସଂକୀର୍ଣ୍ଣତା

    • @anupmahapatra2391
      @anupmahapatra2391 10 дней назад

      ବ୍ରହ୍ମା ଙ୍କ ଠୁ ସରସ୍ଵତୀ ସୃଷ୍ଟି। ସରସ୍ବତୀ ବ୍ରହ୍ମା ଙ୍କ Sexual ଝିଅ ନୁହଁ କି bio logical ଝିଅ ନୁହଁ। ଗୋଟେ ପୁଅ ଝିଅ ହେବା ପାଇଁ ଗୋଟେ ସ୍ତ୍ରୀ ଆବଶ୍ୟକ। ବ୍ରହ୍ମା ଙ୍କ ସରସ୍ଵତୀ ଙ୍କ ବ୍ୟତୀତ ଆଉ କେହି ସ୍ତ୍ରୀ ରହି ନାହାନ୍ତି। ସରସ୍ବତୀ ଙ୍କ ମା ବି କେହି ନାହାଂତି। ତେଣୁ ବ୍ରହ୍ମା ନିଜ ର ସୃଷ୍ଟି ଜ୍ଞାନ (ସରସ୍ୱତୀ) ଙ୍କୁ ଭଲ ପାଇ ବସିଲେ ଆଉ ତାଙ୍କୁ ଵିଵାହ କରି ଏ ସଂସାର ର ସୃଷ୍ଟି କରି ପାରିଲେ ।ମୁଁ ଗୋଟେ ଜିନିଷ କୁ ସୃଷ୍ଟି କରି ତାକୁ ବାହା ହେଲି। ଏଥିରେ ଅସୁବିଧା ନାହିଁ।
      ସୃଷ୍ଟି କରିବା ର ଶକ୍ତି କୁ ବ୍ରହ୍ମା କୁହାଯାଏ, ଆଉ ସିଏ ସବୁ ବେଳେ ଜ୍ଞାନ କୁ ଖୋଜି ଜ୍ଞାନ କୁ ଆଧାର କରି ଆଗକୁ ଆଗକୁ ବଢ଼ି ଥାଏ। ଆଜି ର ମଣିଷ ମଧ୍ୟ ଆଜି ଜ୍ଞାନ କୁ ଧରି ଆଗକୁ ଆଗକୁ ବଢ଼ି ଚାଲିବା ଉଚିତ୍।

  • @Punidhar-t2s
    @Punidhar-t2s 11 дней назад +14

    ଯେଉଁ ଦିନ ପର୍ଯ୍ୟନ୍ତ ବହୁଜନ ଲୋକ ଅର୍ଥାତ, ଏସଟି,ଏସସି, ଏବଂ ଓବିସି ମନ୍ଦିର, ଜିବା, ଅନ୍ଧବିଶ୍ଵାଷ, ବ୍ରାହ୍ମଣ ମାନଙ୍କ କଥାରେପଡ଼ିବା ତାହେଲେ ଆଗକୁ ହଜାର ହଜାର ବର୍ଷ ଧରି ଗୁଳା ମ ହୋଇ ରହିବା. ତେଣୁ ବହୁଜନ ଭାଇ ତମେ ହିନ୍ଦୁ ନୁହଁ ଆପଣମାନେ ସଂପୂର୍ଣ୍ଣ ବୃଦ୍ଧିଷ୍ଟ ଅଟ. ଶିକ୍ଷିତ ହୁଅ, ସଂଘଠିତ ହୁଅ, ସଂର୍ଘର୍ଷ କର, ଦେଖିବ ଆଗକୁ ସବୁ ଠିକ୍ ହୋଇଯିବ, ନମୋଃ ବୁଦ୍ଧାୟ

  • @bipinmalik9965
    @bipinmalik9965 11 дней назад +17

    100% Right Pratap Sir

  • @santoshnayak4157
    @santoshnayak4157 11 дней назад +12

    ରଥସାର୍ ବାସ୍ତବ ଓ ଯୁକ୍ତିଯୁକ୍ତ କଥା କହିଛନ୍ତି। ଏ ଚିନ୍ତା ଧାରା ଯଦି ଭାରତରେ ଚାଲେ ତେବେ ଭାରତର ଲୋକମାନେ ବହୁତ ଉପକୃତ ହୁଅନ୍ତେ।

    • @anupmahapatra2391
      @anupmahapatra2391 10 дней назад

      ବ୍ରହ୍ମା ଙ୍କ ଠୁ ସରସ୍ଵତୀ ସୃଷ୍ଟି। ସରସ୍ବତୀ ବ୍ରହ୍ମା ଙ୍କ Sexual ଝିଅ ନୁହଁ କି bio logical ଝିଅ ନୁହଁ। ଗୋଟେ ପୁଅ ଝିଅ ହେବା ପାଇଁ ଗୋଟେ ସ୍ତ୍ରୀ ଆବଶ୍ୟକ। ବ୍ରହ୍ମା ଙ୍କ ସରସ୍ଵତୀ ଙ୍କ ବ୍ୟତୀତ ଆଉ କେହି ସ୍ତ୍ରୀ ରହି ନାହାନ୍ତି। ସରସ୍ବତୀ ଙ୍କ ମା ବି କେହି ନାହାଂତି। ତେଣୁ ବ୍ରହ୍ମା ନିଜ ର ସୃଷ୍ଟି ଜ୍ଞାନ (ସରସ୍ୱତୀ) ଙ୍କୁ ଭଲ ପାଇ ବସିଲେ ଆଉ ତାଙ୍କୁ ଵିଵାହ କରି ଏ ସଂସାର ର ସୃଷ୍ଟି କରି ପାରିଲେ ।ମୁଁ ଗୋଟେ ଜିନିଷ କୁ ସୃଷ୍ଟି କରି ତାକୁ ବାହା ହେଲି। ଏଥିରେ ଅସୁବିଧା ନାହିଁ।
      ସୃଷ୍ଟି କରିବା ର ଶକ୍ତି କୁ ବ୍ରହ୍ମା କୁହାଯାଏ, ଆଉ ସିଏ ସବୁ ବେଳେ ଜ୍ଞାନ କୁ ଖୋଜି ଜ୍ଞାନ କୁ ଆଧାର କରି ଆଗକୁ ଆଗକୁ ବଢ଼ି ଥାଏ। ଆଜି ର ମଣିଷ ମଧ୍ୟ ଆଜି ଜ୍ଞାନ କୁ ଧରି ଆଗକୁ ଆଗକୁ ବଢ଼ି ଚାଲିବା ଉଚିତ୍ ।
      କିଛି ନଜାଣି ଆଇଛି ଏଇ

  • @Ashishyt07910
    @Ashishyt07910 3 дня назад +1

    Right 🙏

  • @rubymaansaheb7936
    @rubymaansaheb7936 10 дней назад +9

    ଓଡ଼ିଶାର ପେରିଆର ରାମା ସ୍ୱାମୀ "ରଥ ବାବୁ

  • @cherunayak967
    @cherunayak967 10 дней назад +6

    ରଥ ସାର୍ ସବୁବେଳେ ସେ ଠିକ୍ ମତ ଦିଅନ୍ତି ଆପଣଙ୍କୁ ଅଭିନନ୍ଦନ ବା ବହୁତ୍ ଧନ୍ୟବାଦ୍

    • @Lovely-Krishna
      @Lovely-Krishna 10 дней назад

      ବାଳ ନା, ତୁ ବି କେତୁ ବାଦୀ, ତୁମ ମା, ବାପା ଙ୍କୁ machine କୁହନ୍ତୁ ମା କଣ ପାଇଁ କହୁଛନ୍ତି, ବୈଜ୍ଞାନିକ ଚିନ୍ତାଧାରା ରେ ପ୍ରଡକସନ୍ means machine, ତୁମ ମା ଜଣେ machine, ଏଇଟା ବିଜ୍ଞାନ ସମତ.

  • @parikhitanaik2173
    @parikhitanaik2173 11 дней назад +28

    ରଥ ସାର ଜିନ୍ଦାବାଦ 🙏

    • @anupmahapatra2391
      @anupmahapatra2391 10 дней назад

      ବ୍ରହ୍ମା ଙ୍କ ଠୁ ସରସ୍ଵତୀ ସୃଷ୍ଟି। ସରସ୍ବତୀ ବ୍ରହ୍ମା ଙ୍କ Sexual ଝିଅ ନୁହଁ କି bio logical ଝିଅ ନୁହଁ। ଗୋଟେ ପୁଅ ଝିଅ ହେବା ପାଇଁ ଗୋଟେ ସ୍ତ୍ରୀ ଆବଶ୍ୟକ। ବ୍ରହ୍ମା ଙ୍କ ସରସ୍ଵତୀ ଙ୍କ ବ୍ୟତୀତ ଆଉ କେହି ସ୍ତ୍ରୀ ରହି ନାହାନ୍ତି। ସରସ୍ବତୀ ଙ୍କ ମା ବି କେହି ନାହାଂତି। ତେଣୁ ବ୍ରହ୍ମା ନିଜ ର ସୃଷ୍ଟି ଜ୍ଞାନ (ସରସ୍ୱତୀ) ଙ୍କୁ ଭଲ ପାଇ ବସିଲେ ଆଉ ତାଙ୍କୁ ଵିଵାହ କରି ଏ ସଂସାର ର ସୃଷ୍ଟି କରି ପାରିଲେ ।ମୁଁ ଗୋଟେ ଜିନିଷ କୁ ସୃଷ୍ଟି କରି ତାକୁ ବାହା ହେଲି। ଏଥିରେ ଅସୁବିଧା ନାହିଁ।
      ସୃଷ୍ଟି କରିବା ର ଶକ୍ତି କୁ ବ୍ରହ୍ମା କୁହାଯାଏ, ଆଉ ସିଏ ସବୁ ବେଳେ ଜ୍ଞାନ କୁ ଖୋଜି ଜ୍ଞାନ କୁ ଆଧାର କରି ଆଗକୁ ଆଗକୁ ବଢ଼ି ଥାଏ। ଆଜି ର ମଣିଷ ମଧ୍ୟ ଆଜି ଜ୍ଞାନ କୁ ଧରି ଆଗକୁ ଆଗକୁ ବଢ଼ି ଚାଲିବା ଉଚିତ୍।

    • @anupmahapatra2391
      @anupmahapatra2391 10 дней назад

      ବ୍ରହ୍ମା ଙ୍କ ଠୁ ସରସ୍ଵତୀ ସୃଷ୍ଟି। ସରସ୍ବତୀ ବ୍ରହ୍ମା ଙ୍କ Sexual ଝିଅ ନୁହଁ କି bio logical ଝିଅ ନୁହଁ। ଗୋଟେ ପୁଅ ଝିଅ ହେବା ପାଇଁ ଗୋଟେ ସ୍ତ୍ରୀ ଆବଶ୍ୟକ। ବ୍ରହ୍ମା ଙ୍କ ସରସ୍ଵତୀ ଙ୍କ ବ୍ୟତୀତ ଆଉ କେହି ସ୍ତ୍ରୀ ରହି ନାହାନ୍ତି। ସରସ୍ବତୀ ଙ୍କ ମା ବି କେହି ନାହାଂତି। ତେଣୁ ବ୍ରହ୍ମା ନିଜ ର ସୃଷ୍ଟି ଜ୍ଞାନ (ସରସ୍ୱତୀ) ଙ୍କୁ ଭଲ ପାଇ ବସିଲେ ଆଉ ତାଙ୍କୁ ଵିଵାହ କରି ଏ ସଂସାର ର ସୃଷ୍ଟି କରି ପାରିଲେ ।ମୁଁ ଗୋଟେ ଜିନିଷ କୁ ସୃଷ୍ଟି କରି ତାକୁ ବାହା ହେଲି। ଏଥିରେ ଅସୁବିଧା ନାହିଁ।
      ସୃଷ୍ଟି କରିବା ର ଶକ୍ତି କୁ ବ୍ରହ୍ମା କୁହାଯାଏ, ଆଉ ସିଏ ସବୁ ବେଳେ ଜ୍ଞାନ କୁ ଖୋଜି ଜ୍ଞାନ କୁ ଆଧାର କରି ଆଗକୁ ଆଗକୁ ବଢ଼ି ଥାଏ। ଆଜି ର ମଣିଷ ମଧ୍ୟ ଆଜି ଜ୍ଞାନ କୁ ଧରି ଆଗକୁ ଆଗକୁ ବଢ଼ି ଚାଲିବା ଉଚିତ୍।

  • @subashbaraj
    @subashbaraj 10 дней назад +2

    Excellent interview by Dr, Pratap Tatha, Thanks a lot,

  • @bihancreation2951
    @bihancreation2951 10 дней назад +5

    Ratha sir great 👍

  • @upendrakumarmallick2086
    @upendrakumarmallick2086 11 дней назад +5

    Ratha sir great man❤❤❤

  • @basantakumarsahoo2147
    @basantakumarsahoo2147 11 дней назад +15

    ନିରାଟ ଅପ୍ରୀୟ ସତ କଥା

  • @satyasovonsingh6612
    @satyasovonsingh6612 11 дней назад +5

    100% ଠିକ୍ କଥା କହୁଛନ୍ତି ରଥ ସାର୍ ।

  • @mahendraluha9456
    @mahendraluha9456 10 дней назад +4

    100%Right sir

  • @abinashcomedyandmotivation816
    @abinashcomedyandmotivation816 9 дней назад +3

    Sir right

  • @santoshkumarmishra2620
    @santoshkumarmishra2620 11 дней назад +24

    ଠିକ୍ କଥା ରଥ୍ ସାର୍ କହିଛନ୍ତି.

  • @arjungamango8543
    @arjungamango8543 11 дней назад +13

    💯👍 ରଥ sir ହୃଦୟବାନ ମଣିଷଟିଏ... l

  • @RanjanMukhi-q9r
    @RanjanMukhi-q9r 11 дней назад +3

    Right sar

  • @biranchinarayanbehera3614
    @biranchinarayanbehera3614 11 дней назад +9

    Perfect katha kahichanti sir

  • @nimaicharanmajhi8366
    @nimaicharanmajhi8366 10 дней назад +2

    Dhany bad । ଆପଣ ଏ କଥା ପାକିସ୍ତାନ ରେ କହି ପାରିବେ ନାହିଁ ନା ଆପଣ କିଛି ଜାଣି ନାହାଁନ୍ତି।। ମୁସଲମାନ ଏକଥା କହନ୍ତି ନାହିଁ ଆପଣ ଙ୍କ କଥା ଅନୁସାରେ ଦଶ ବର୍ଷ ଭିତରେ ସବୁ ହିନ୍ଦୁ ମୁସଲମାନ ହୋଇ ଯିବେ।

    • @badboyfacts1999
      @badboyfacts1999 5 дней назад

      Majhi thare kau brahman sasan bhitaraku jaeki pani glass pieki dekha
      Kukura ku pani debe hele tate pani debeni bujhilu

  • @AkshayKumar-ze8ok
    @AkshayKumar-ze8ok 10 дней назад +4

    ଦୟାକରି ଇସଲାମ ଧର୍ମ ବାବଦରେ ପ୍ରଶ୍ନ କରନ୍ତୁ ।ଯଦି ଇସଲାମ ବିରୋଧରେ କିଛି କହିବେ, ପିଠିରୁ ଛାଲ ବାହାରି ଯିବ।

    • @srupdate6681
      @srupdate6681 7 дней назад

      Right

    • @badboyfacts1999
      @badboyfacts1999 5 дней назад

      Semane gandi mareile amara kan gala bew
      Ame hindu bhagawan premi
      Andha biswasa sabu band haba

  • @ananda6789
    @ananda6789 10 дней назад +4

    ଧର୍ମ ଅର୍ଥ ସତ୍ୟ ଶାନ୍ତି ଦୟା କ୍ଷମା
    ସବୁ ଧର୍ମ ଏକ

  • @PrasannaMallick-bv7ms
    @PrasannaMallick-bv7ms 11 дней назад +5

    Ratha sir zindabad

  • @rabinseth8023
    @rabinseth8023 11 дней назад +5

    Right Ratha sir 🙏🙏🙏🙏❤️❤️❤️❤️

  • @Jagamohan6666
    @Jagamohan6666 11 дней назад +5

    I love your thought process sir ❤❤❤

  • @bishnusethi7034
    @bishnusethi7034 11 дней назад +3

    100% ସତ କଥା 👍

  • @KulamaniBehera-y7h
    @KulamaniBehera-y7h 11 дней назад +4

    Reporter and ratha sir both are great.

  • @bijayanaik7315
    @bijayanaik7315 11 дней назад +4

    I like logic of Ratha sir
    So, i salute him

  • @TribalSomanjavlog
    @TribalSomanjavlog 11 дней назад +4

    ରଥ ସାର୍ ନମସ୍କାର❤❤

  • @Rajesh_Kumar629
    @Rajesh_Kumar629 11 дней назад +5

    Right Ratha sir 👍

  • @Raja-c9j
    @Raja-c9j 11 дней назад +10

    ରଥ sir thank you ଅପଣ rights

  • @RatnakarRout-kw4ur
    @RatnakarRout-kw4ur 11 дней назад +3

    sir thanks you for your true katha

  • @baishnabcharansahoo9119
    @baishnabcharansahoo9119 11 дней назад +29

    ହିନ୍ଦୁ କିଏ?
    ବ୍ରାହ୍ମଣ ହିନ୍ଦୁ?
    କ୍ଷତ୍ରିୟ ହିନ୍ଦୁ?
    ବୈଶ୍ୟ ହିନ୍ଦୁ?
    ଶୁଦ୍ର ହିନ୍ଦୁ?
    ଯଦି ଚାରି ବର୍ଣ୍ଣ ହିନ୍ଦୁ ଅଟନ୍ତି।ତାହାହେଲେ ହିନ୍ଦୁ ମାନେ ପରଷ୍ପର ମଧ୍ୟରେ ସାମାଜିକ ଭାବେ ପୁଅ, ଝିଅ, ମାନଙ୍କର ବାହାଘର କରି ପାରୁ ନାହେଁ କାହିଁକି?
    କାରଣ ଆମେ ୩୫୦୦ ବର୍ଷ ପୂର୍ବରୁ ଚାରି ବର୍ଣ୍ଣ ଓ ୬୭୪୮ ଜାତି ରେ ବିଭାଜିତ ହୋଇ ଯାଇଛେ।

    • @bijaypatra9105
      @bijaypatra9105 11 дней назад

      ବ୍ରହ୍ମଣ ପୁଅ ଅନ୍ୟ କାଷ୍ଟ ଝିଅ ବିଭା ଘର ହେଲେ ଶଙ୍କର ଛୁଆ ଜନମ

    • @Punidhar-t2s
      @Punidhar-t2s 11 дней назад +1

      ରାଇଟ-ଦ୍ଭାଇ

    • @baishnabcharansahoo9119
      @baishnabcharansahoo9119 11 дней назад +4

      @Punidhar-t2s ଧନ୍ୟବାଦ ଭାଇ,ଯେଉଁମାନେ ଗର୍ବରେ ହିନ୍ଦୁ ବୋଲି ନିଜକୁ ପ୍ରମାଣିତ କରୁଛନ୍ତି।ସେମାନଙ୍କୁ ପଚାରନ୍ତୁ ଆପଣ ହିନ୍ଦୁ କିପରି? ଧର୍ମରେ,କର୍ମରେ ନା ଜାତିରେ?
      ଆମେ କେବଳ ଭୋଟ ଦେବା ପାଇଁ ହିନ୍ଦୁ, ମୁସଲମାନ।

    • @umashankardash5425
      @umashankardash5425 10 дней назад +4

      କେବେ ଆରମ୍ଭ ହେବ କଣ , ଆରମ୍ଭ ହୋଇଗଲାଣି । ବର୍ତମାନ ସମୟରେ ସମସ୍ତେ ସମାନ । ଉତ୍ତମ ଶିକ୍ଷା କୁ ଗ୍ରହଣ କରନ୍ତୁ ସମାଜ ନିଶ୍ଚୟ ପରିବର୍ତନ ହେବ ।

    • @baishnabcharansahoo9119
      @baishnabcharansahoo9119 10 дней назад +1

      @@umashankardash5425 ବର୍ତ୍ତମାନ ସୁଦ୍ଧା ଠିକ ଭାବେ ଆରମ୍ଭ ହୋଇ ନାହିଁ।କାରଣ ମଣିଷ ଯେତେବେଳ ପର୍ଯ୍ୟନ୍ତ ସେ ବୁଝି ନାହିଁ ହିନ୍ଦୁ ର ଅର୍ଥ କଣ?
      ସେତେଦିନ ପର୍ଯ୍ୟନ୍ତ ସେ କେବଳ ଏକ ଗୋଷ୍ଠୀ ପାଇଁ ସମୟ ନଷ୍ଟ କରୁଥିବ।
      ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ଦରକାର ଯେ,କଣ ମୋର ଧର୍ମ ହିନ୍ଦୁ?
      ମୋର କର୍ମ ହିନ୍ଦୁ?
      ନା ମୋର ଜାତି ହିନ୍ଦୁ?
      ବାସ୍ତବରେ ଏହା ଏକ ଭୋଟର ର ନାମ ଅଟେ।
      ଧର୍ମ ନିରପେକ୍ଷତା ଦେଶରେ ,ଧର୍ମ ନାମରେ ରାଷ୍ଟ୍ର ନିର୍ମାଣ ହେବା ଅସମ୍ଭବ ଅଟେ।
      ଧନ୍ୟବାଦ।

  • @Graciay-v6x
    @Graciay-v6x 11 дней назад +23

    ଓଡ଼ିଶାରେ ଏତେ ଭଲ ଭଲ ଚିନ୍ତାଧାରା ବିଶିଷ୍ଟ ବିଜ୍ଞମାନେ ଏବେ ସମାଚାରରେ ଆସୁଥିବାର ଦେଖି ଭଲ ଲାଗିଲା।

    • @anupmahapatra2391
      @anupmahapatra2391 10 дней назад

      ବ୍ରହ୍ମା ଙ୍କ ଠୁ ସରସ୍ଵତୀ ସୃଷ୍ଟି। ସରସ୍ବତୀ ବ୍ରହ୍ମା ଙ୍କ Sexual ଝିଅ ନୁହଁ କି bio logical ଝିଅ ନୁହଁ। ଗୋଟେ ପୁଅ ଝିଅ ହେବା ପାଇଁ ଗୋଟେ ସ୍ତ୍ରୀ ଆବଶ୍ୟକ। ବ୍ରହ୍ମା ଙ୍କ ସରସ୍ଵତୀ ଙ୍କ ବ୍ୟତୀତ ଆଉ କେହି ସ୍ତ୍ରୀ ରହି ନାହାନ୍ତି। ସରସ୍ବତୀ ଙ୍କ ମା ବି କେହି ନାହାଂତି। ତେଣୁ ବ୍ରହ୍ମା ନିଜ ର ସୃଷ୍ଟି ଜ୍ଞାନ (ସରସ୍ୱତୀ) ଙ୍କୁ ଭଲ ପାଇ ବସିଲେ ଆଉ ତାଙ୍କୁ ଵିଵାହ କରି ଏ ସଂସାର ର ସୃଷ୍ଟି କରି ପାରିଲେ ।ମୁଁ ଗୋଟେ ଜିନିଷ କୁ ସୃଷ୍ଟି କରି ତାକୁ ବାହା ହେଲି। ଏଥିରେ ଅସୁବିଧା ନାହିଁ।
      ସୃଷ୍ଟି କରିବା ର ଶକ୍ତି କୁ ବ୍ରହ୍ମା କୁହାଯାଏ, ଆଉ ସିଏ ସବୁ ବେଳେ ଜ୍ଞାନ କୁ ଖୋଜି ଜ୍ଞାନ କୁ ଆଧାର କରି ଆଗକୁ ଆଗକୁ ବଢ଼ି ଥାଏ। ଆଜି ର ମଣିଷ ମଧ୍ୟ ଆଜି ଜ୍ଞାନ କୁ ଧରି ଆଗକୁ ଆଗକୁ ବଢ଼ି ଚାଲିବା ଉଚିତ୍।

  • @babimalliick3348
    @babimalliick3348 10 дней назад +3

    You are right Sir 🙏

  • @girishsir1
    @girishsir1 11 дней назад +13

    Ratha sir,you are absolutely right

  • @nilambarsahu9643
    @nilambarsahu9643 11 дней назад +2

    Right 👍 sir

  • @parshuramdigal6993
    @parshuramdigal6993 10 дней назад +2

    Good is rath sir good

  • @Swainabinash
    @Swainabinash 11 дней назад +11

    Ratha sir is always right

    • @satyajitacharya1238
      @satyajitacharya1238 11 дней назад +1

      Ratha sir pagala ta, pagala loka pagala katha re jibe

  • @ajitakumarsahoo9458
    @ajitakumarsahoo9458 9 дней назад +2

    Buddhist religion ❤

  • @harekrushnabehera3138
    @harekrushnabehera3138 11 дней назад +14

    ରଥ ସାର୍ ନମସ୍କାର ।

  • @NiranjanHimirika-lv4ix
    @NiranjanHimirika-lv4ix 9 дней назад +2

    100.raght

  • @chikujena8422
    @chikujena8422 11 дней назад +15

    ରଥ ସାର୍ ମୁଁ ଆପଣଙ୍କର ସବୁ କଥାରେ ଏକମତ ❤❤❤❤

  • @SURAJ__SURAJ-x4g
    @SURAJ__SURAJ-x4g 11 дней назад +6

    Thank you sir 🙏

  • @parsurambhoi8518
    @parsurambhoi8518 11 дней назад +4

    Jay hetubadi. Love you sir🙏

  • @ManishPande-f7m
    @ManishPande-f7m 11 дней назад +4

    Right sair

  • @JADABART
    @JADABART 19 часов назад

    Right katha

  • @jubeldalabehera7630
    @jubeldalabehera7630 11 дней назад +2

    Right Right...🎉🎉

  • @foodtasteoftribals3614
    @foodtasteoftribals3614 10 дней назад +4

    ❤❤❤sir

  • @Colgateicecream_
    @Colgateicecream_ 11 дней назад +2

    ମହାଶୟ , ଆପଣ କାହା ସାହାଯ୍ୟ ରେ କଥା କହି ପାରୁଛନ୍ତି , ସେ କଥା ଟିକେ କୁହନ୍ତୁ

  • @sukadevdas5376
    @sukadevdas5376 6 дней назад

    Your right prof, Ratha ,

  • @pakhirajkumbhar3381
    @pakhirajkumbhar3381 10 дней назад +1

    U r great Ratha sir🙏

  • @manoranjandash3134
    @manoranjandash3134 11 дней назад +5

    ଏଇଟା ମୂର୍ଖ ଟା ।ସମାଜକୁ ନଷ୍ଟ କରୁଛି ସତେ ଯେମିତି ଠିକା ନେଇଛି।ବିଜ୍ଞାନ ତତ୍ତ୍ଵ ବୁଝିନାହି।

  • @KunalMalik-e5y
    @KunalMalik-e5y 11 дней назад +5

    Right

  • @KulamaniBehera-y7h
    @KulamaniBehera-y7h 11 дней назад +2

    To gunanidhi tini chari dina anasana kala pare ramadeba nkara bhula phiti gala kuade gala joga.

  • @Colgateicecream_
    @Colgateicecream_ 11 дней назад +4

    ବିକୃତ ମାନସିକ ବ୍ୟକ୍ତି ହିଁ , ଭଗବାନଙ୍କୁ
    ଚିହ୍ନି ପାରେ ନାହିଁ ,
    ମଣିଷ ଜନ୍ମ ପାଇ ଭଗବାନଙ୍କୁ ଯିଏ ଚିହ୍ନି
    ପାରେ ନାହିଁ , ସେ ମନୁଷ୍ୟ ପଦବାଚ୍ୟ ନୁହେଁ ....

  • @DhadubandhuLenka
    @DhadubandhuLenka 3 дня назад

    ରଥ ଭାଇନା ତୁମେଜଣେ ବ୍ରାହ୍ମଣ ଚୁମେଚୀକେନେ ଖାଉଛ ତୁମେ ବ୍ରାହ୍ମଣ ତୁମେ ଜୋଗ୍ୟ ନୁହଁ

  • @pinkumnanda9024
    @pinkumnanda9024 11 дней назад +6

    Jay beem Jay sanbidhan Jay bigyan right right right right right right sir ratha sir

  • @NITYANANDAMALLICK_111.
    @NITYANANDAMALLICK_111. 11 дней назад +5

    You are right sir

  • @SudamNahak-u9l
    @SudamNahak-u9l 11 дней назад +2

    ରଥବାବୁଙ୍କ କଥାକୁ ସାରାଓଡ଼ିଶା ମୁଣିବା ଦରକାର

  • @JeetKiShuruat
    @JeetKiShuruat 2 дня назад

    Ratha sir is really intellectual 👏

  • @Natureloverroshan
    @Natureloverroshan 11 дней назад +1

    ❤❤❤❤❤❤❤❤

  • @dillipkumarpradhan2516
    @dillipkumarpradhan2516 6 дней назад

    ପଞ୍ଚମୁଖୀ ହନୁମାନ

  • @sridhardash6684
    @sridhardash6684 11 дней назад +4

    ତୁତ ବିଜ୍ଞ ଟା

  • @HemasagarSahu-s7x
    @HemasagarSahu-s7x 9 дней назад

    କୌଣସି ଧର୍ମ ଓ ଆସ୍ଥା ବିଷୟ ରେ କହିବାରେ କାହାରି ଅଧିକାର ନାହିଁ, କିନ୍ତୁ ଅନ୍ଧବିଶ୍ୱାସ ରେ କାହାକୁ ଠକିବା କ୍ଷମଣୀୟ ନୁହେଁ,ଆଧୁନିକ ଯୁଗରେ ବିଗ୍ୟାନ ପାଇଁ ତ ବଞ୍ଚିଛେ ତା ବରୋଧରେ କହିବା ମୁର୍ଖାମୀ।

  • @Jainrecips
    @Jainrecips 3 дня назад

    Pratap ratha sir great 🎉🎉🎉🎉

  • @PrasannaMallick-bv7ms
    @PrasannaMallick-bv7ms 11 дней назад +1

    Pratap sir is good

  • @JogenmundaJaga
    @JogenmundaJaga 10 дней назад

    Ek dom thik katha Ratha sir athi dharma kichhi nahin

  • @santoshkumarsatapathy1385
    @santoshkumarsatapathy1385 11 дней назад +3

    ଏ ପ୍ରତାପ ରଥ କୁ ଦୁରାରୋଗ୍ୟ ବ୍ୟାଧି ଗ୍ରାସ କରିଛି ଯାହାର ଉପଚାର ସମ୍ଭବ ନୁହେଁ

    • @Punidhar-t2s
      @Punidhar-t2s 11 дней назад

      @@santoshkumarsatapathy1385ତୁ ସେହି ପଞ୍ଚଗବ୍ଯ ଖାଇବା ବ୍ୟକ୍ତିତ?

  • @minketanbhoi4395
    @minketanbhoi4395 11 дней назад +3

    Right sir

  • @AbedanaPradhan-p6k
    @AbedanaPradhan-p6k 9 дней назад

    ଆଳୁ ଚୁପାଟା ଲୁକେ ପରିବର୍ତ୍ତନ ହେବେ ତମେ ପରିବର୍ତ୍ତନ ହେଉନ ଯେତେବେଳେ ଯୀଶୁ ଖ୍ରୀଷ୍ଟ ଖ୍ରୀଷ୍ଟାନ୍ ଲୁକମାନଙ୍କୁ ସ୍ବର୍ଗକୁ ନେବ ସେତେବେଳେ ତମେ ଭଲରେ ଯାଣିବ ଆମେ ମିଛ କହୁନୁ

  • @Sapan373
    @Sapan373 11 дней назад +4

    Ratha sare dhanybad

  • @arjunsobeautifulsahoo2766
    @arjunsobeautifulsahoo2766 11 дней назад +4

    ଇ ଏ କିଏ ? ମୁଢ଼ ବ୍ୟକ୍ତି ର ମୂଢ କଥା. ପେଚା ସୂର୍ଯ୍ୟ ଙ୍କୁ ଦେଖି ପାରେନା ଗଛ ଖୋଲରେ ରହେ ଦିନସାରା , ରାତ୍ରି ରେ ବୁଲେ. ଇ ଏ ହେଲେ ସେଇ ପେଚା ଗୋଷ୍ଠୀର ଜୀବ. ପେଚା କିପରି ଜାଣିବ ସୂର୍ଯ୍ୟ ଅଛନ୍ତି କି ନାହିଁ? ନମା ମ୍ ଦୁଷ୍କୃତି ନୋ ମୂଢା ପ୍ରପ୍ୟ ଦ୍ୟ ନ୍ତେ ନରଧମା. ଇ ଏ ହେଲେ ସେଇ ନରା ଧମା.

    • @Punidhar-t2s
      @Punidhar-t2s 11 дней назад

      @@arjunsobeautifulsahoo2766 ଣ ପାଖରେ ପ୍ରମାଣ ଅଛି କି? ଅଜ୍ଞାନି ବ୍ୟକ୍ତି

    • @baishnabcharansahoo9119
      @baishnabcharansahoo9119 10 дней назад

      @@arjunsobeautifulsahoo2766 ନମସ୍କାର ସାହୁ ବାବୁ,ଆପଣଙ୍କ Comments ପଢିବା ପରେ ମୋ ମନରେ ଏକ ପ୍ରଶ୍ନ ଉଠୁଛି?
      ଆପଣ ନିଜ ମନକୁ ଥରେ କେବେ ପ୍ରଶ୍ନ କରି ଦେଖିଛନ୍ତି କି?
      ଆପଣଙ୍କ ନାମ ଆଗରେ ସାହୁ ଲେଖା ଗଲା କାହିଁକି?
      ଯଦି ମିଶ୍ର, ତ୍ରିପାଠୀ, ରଥ, ପ୍ରହରାଜ,ଇତ୍ୟାଦି ଲେଖା ଯାଇଥାନ୍ତା କଣ କିଛି ଅସୁବିଧା ହୋଇଥାନ୍ତା କି?

    • @specialserious859779
      @specialserious859779 7 дней назад

      Well said bro....mo front re padile seki dianti....

  • @bhabanishankarpati466
    @bhabanishankarpati466 4 дня назад +1

    What a surprise advertising you are saying all that & criticising ours God & Goddess.. Godess Saraswati was the MANAS KANYA of lord Brahma only for creating the creatures of world .she was Not his wife...but why you are saying the false statement here .stop all that things

  • @HironKhosla
    @HironKhosla 9 дней назад

    ଆପଣ ଯାହା କହୁଛନ୍ତି sir ନିରାଟ ସତ୍ୟ ସ୍ବାଧିନ ଭାରତରେ ଅଶ୍ଵାଧିନତା ଏହା ଦୁଃଖ ର ବିଷୟ you are right 👍

  • @pravatkumarmishra9760
    @pravatkumarmishra9760 11 дней назад +5

    ଏଇଟା ଗୋଟେ ପାଗଳ କୋଉ ଶାସ୍ତ୍ର ଉପରେ ଜ୍ଞାନ ନାହି ବିଜ୍ଞାନ ରେ ବି କିଛି ଜ୍ଞାନ ନାହି ମେଡିକାଲ ସାଇନସ୍ ଭଗବାନ ଙ୍କୁ ମାନୁ ଥିଲା ବେଳେ ଏମାନେ ଅମାନିଆ ଏମାନେ ତାଙ୍କ ବାପ ମା କୁ କିମ୍ବା ଗୋଟେ ଶୃଙ୍ଖଳାକୁ ବି ମନତି ନାହି ଏମାନଙ୍କ ଗୋଷ୍ଟି କୁ ଆପଣ ମାନେ ଦେଖନ୍ତୁ ସମସ୍ତଙ୍କ ଆଚରଣ ପାଗଳ ପରି

    • @PrakashNaik-s9y
      @PrakashNaik-s9y 11 дней назад

      ତୁ ନିଜ ପିଢ଼ିକୁ ବଞ୍ଚେଇ ବା ପାଇଁ ଚେଷ୍ଟା କରୁଛୁ

    • @baishnabcharansahoo9119
      @baishnabcharansahoo9119 10 дней назад

      @@pravatkumarmishra9760 ମିଶ୍ର ବାବୁ,ଆପଣଙ୍କ Comments ପଢିବା ପରେ,ମୋ ମନରେ ଏକ ପ୍ରଶ୍ନ ଉଠୁଛି?
      ୨୦୨୦ କରୋନା ସମୟରେ ଆପଣ କେଉଁ ସ୍ଥାନକୁ ଯାଇଥିଲେ? ଡାକ୍ତରଖାନା ନା ମନ୍ଦିର?

    • @abhilashdwivedi95
      @abhilashdwivedi95 10 дней назад +2

      Au tu gote bedha chhua!

    • @baishnabcharansahoo9119
      @baishnabcharansahoo9119 10 дней назад +1

      @abhilashdwivedi95 ଦ୍ବିବେଦୀ ତୁମ ଭାଷା ହିଁ ତୁମ ମୂର୍ଖାତା ର ପରିଚୟ ପାଇଁ ଯଥେଷ୍ଟ ଅଟେ।ତଥାପି ଯଦି ବିଶ୍ବାସ ହେଉନି ନିଜ ମାତା ଠାରୁ ପଚାରି ବୁଝି ପାର,ତୁମର ବାପା କିଏ?

  • @ebanitadas7234
    @ebanitadas7234 11 дней назад +1

    Paribesana bhala laguchi 🎉

  • @Colgateicecream_
    @Colgateicecream_ 11 дней назад +3

    ବ୍ରହ୍ମା , ହେଉଛନ୍ତି ବାଲ୍ ବ୍ରହ୍ମଚାରୀ , ତାଙ୍କ ଝୀଅ କେମିତି ହେଲା , ମହାଶୟ ଙ୍କୁ ଟିକେ
    ପଚାରନ୍ତୁ

  • @maheshprasadmahanta9614
    @maheshprasadmahanta9614 11 дней назад +5

    ଏ ବାଧୁଛି ମନୁବାଦକୁ

  • @bhagabansadangi1996
    @bhagabansadangi1996 11 дней назад +4

    Tike Santanu Acharya nka saha apanankara gote debate heba darkar.

  • @akshayakumarbehera7036
    @akshayakumarbehera7036 11 дней назад +5

    Ratha sir thik kahichanti

  • @rajendrakumarsethy1637
    @rajendrakumarsethy1637 11 дней назад +2

    Rt

  • @SANGRAMBEHERA-j4f
    @SANGRAMBEHERA-j4f 11 дней назад +3

    କିଛି କଥା ଭ ଲ ଲାଗୁଚି 🙏

  • @believescience6870
    @believescience6870 11 дней назад +1

    ❤❤🎉

  • @HironKhosla
    @HironKhosla 9 дней назад

    ଆମେ ଭାରତୀୟ ଭାରତୀୟ ସମ୍ବିଧାନ ଅନୁସାରେ ବଞ୍ଚିବା ଆମର ଅଧିକାର ଜୟ ଭାରତ ଜୟ ଭାରତୀୟ

  • @DhadubandhuLenka
    @DhadubandhuLenka 3 дня назад

    ସାମ୍ବାଦିକ ଭାଇ ତୁମର କିଛୀ କାମନାହୀ କୁଳାଙ୍ଗାର କୁ ପଚାରୁଚ ଛି

  • @sunitabehera2782
    @sunitabehera2782 11 дней назад +2

    Right sir hindu gote banchiba saili very very thanks ,ajibi manisha ku manisha chhuan khojuchi ,se hin prakrutare murka

  • @anilbhai..9139
    @anilbhai..9139 11 дней назад +7

    ଖାଇବୁ ମାଡ ଶଳା ବୁଢ଼ା. ବହୁତ ଭାଷଣ ଦଉଚୁ.. 🚩🚩ଜୟ ଶ୍ରୀ ରାମ

    • @priyadamishra2639
      @priyadamishra2639 11 дней назад +1

      👍👍👍👍👍

    • @pinkumnanda9024
      @pinkumnanda9024 11 дней назад

      Sala murkha tu kn buda katha bujhi paribu chhapiri ta tu

    • @freefear6346
      @freefear6346 11 дней назад +3

      Maghia Buda khaibu mada

    • @satyajitswain6994
      @satyajitswain6994 11 дней назад

      Jetebele musalman Mane stage re open birodh karuchhanti Ama dharma ku, setebele tama kana re kn Banda mada heichhi

    • @satyasovonsingh6612
      @satyasovonsingh6612 11 дней назад +1

      ରଥ ବୁଢ଼ା ଠିକ୍ କହୁଚି 🎉

  • @GobindaChandraPanda-s5m
    @GobindaChandraPanda-s5m 11 дней назад +1

    Mr.Rath should tell against other religion and see the consequence.

  • @skjofficial5076
    @skjofficial5076 10 дней назад +2

    ମୂର୍ଖ ପଣ୍ଡିତ ରଥ sir, କୌଣସି ବିଷୟରେ ଜ୍ଞାନ ନାହିଁ,

  • @ppsahufreelitun116
    @ppsahufreelitun116 11 дней назад +1

    ପ୍ରଭୁ ଶ୍ରୀ ଚୈତନ୍ୟ କୁ କିଏ କେଉଁଠି ମାରିଲେ ? ? ? ଓଡ଼ିଆ ଜାତି ଗର୍ବ କରିବା କଥା ISCON ପ୍ରଭୁ ଜଗନ୍ନାଥ ଙ୍କ ରଥଯାତ୍ରା କୁ ପୃଥିବୀ ର ବଡ଼ ବଡ଼ ସହର ରେ ପହଞ୍ଚାଇଛନ୍ତି. ଏହି ବାବୁ ଜଣକ କୀର୍ତ୍ତି ଭଙ୍ଗା . ଦେଉଳ ତୋଳିଲେ ନାଁ, ରାସ୍ତାରେ ହଗିଲେ ନାଁ. ୍ଏ ବାବୁ ବାଟରେ ----.

  • @satyasovonsingh6612
    @satyasovonsingh6612 11 дней назад +1

    ହିନ୍ଦୁ ଶବ୍ଦ ର ଅର୍ଥ ଏକ ଆପତି ଜନକ ଶବ୍ଦ ବୋଲି ସୁପ୍ରିମ୍ କୋର୍ଟ ସୁଚେଇ ଦେଲା ପରେ ବି ନିଜକୁ ହିନ୍ଦୁ ବୋଲି କହିବା କେତେଦୂର ଠିକ୍ ।

  • @prafullakumarsahoo2639
    @prafullakumarsahoo2639 11 дней назад +6

    ଆଜ୍ଞା, କାର୍ଯ୍ୟର କାରଣ ପାଖରେ ପହଞ୍ଚିବା ହେତୁ ବାଦ। ମଣିଷ ସମାଜକୁ ନଷ୍ଟକରିଥିବାଏଗୋଷ୍ଠୀଟାର ନାଁ ଧରନ୍ତୁ ନାହିଁ।ଆପଣ ଆପଣଙ୍କ ଆଦର୍ଶରେ ଆଗାନ୍ତୁ। ଆପଣଙ୍କ ପୃଷ୍ଠଭାଗରେ ଭାରତର ସମ୍ବିଧାନ ହିଁ ରହିଛି। ଧନ୍ୟବାଦ୍ ଆଜ୍ଞା।

    • @baishnabcharansahoo9119
      @baishnabcharansahoo9119 10 дней назад

      @@prafullakumarsahoo2639 ପ୍ରିୟ ସାହୁ ବାବୁ,ଥରେ ନିଜ ମନକୁ ପ୍ରଶ୍ନ କରି ଦେଖନ୍ତୁ ଯେ,ମୋର ନାମ ଆଗରେ ସାହୁ ଲେଖା ଅଛି କାହିଁକି?
      ଯଦି ମିଶ୍ର, ତ୍ରିପାଠୀ, ରଥ, କର, ଇତ୍ୟାଦି ଲେଖା ଯାଇଥାନ୍ତା,କଣ କିଛି ଅସୁବିଧା ହୋଇଥାନ୍ତା କି?

  • @AbedanaPradhan-p6k
    @AbedanaPradhan-p6k 9 дней назад

    ହିନ୍ଦୁ ଧର୍ମ ଆମେ ଆଗରୁ ଯାଣିକି ଏବେ ପର୍ଯ୍ୟନ୍ତ ସଥ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ବାସ କଲୁ ତମେ ଆମକୁ ଯେତେ ତାଡ଼ନା ଦେଇକି ମରେଇଲି ବି ଯୀଶୁ ଖ୍ରୀଷ୍ଟ ଆମକୁ ଉଠାଇବ ଆମର ସେଥିକି ବିଶ୍ବାସ ଅଛ

  • @UditakumarBhuyan
    @UditakumarBhuyan 11 дней назад +2

    ରଥ ସାର୍ ନିଜେ bhandami ଅସୁର ସୈତାନ୍❤❤❤❤❤

    • @Punidhar-t2s
      @Punidhar-t2s 11 дней назад +1

      ରଥ ସାର ଠିକ୍ କହଛନ୍ତି,

    • @Punidhar-t2s
      @Punidhar-t2s 11 дней назад +1

      @@UditakumarBhuyan ପାଠ ପଢିଲେ ତ ଜାଣିବୁ

  • @DdasNag
    @DdasNag 10 дней назад

    ଭାଇ ମନେଭ ଭଗ ବାନକଥା କହୁଛନ୍ତି ପୁରୀ ମନ୍ଦିର ର ବଡ଼ ପଣ୍ଡାମାନେ କେବେ ଭଗ୍ ବନ୍ ଦେଖୀ ଛନ୍ତି କି ଭଗବାନ ଉପରେ ଅଛନ୍ତି ବୋଲି କହୁଛନ୍ତି ମଣିଷ ଚନ୍ଦ୍ରକୁ ଗଲାଣି ସେଠୀ ତୋ ଭଗବାନ ଦେଖି ନାହିଁ ସବୁ ରଙ୍ଗ ନମ୍ବର