ଓଡ଼ିଶାର ପ୍ରଗତି ଓ ଦୁର୍ଗତି ପାଇଁ ଦାୟୀ କିଏ ? | Odisha Government | CMO Odisha | Odisha Reporter
HTML-код
- Опубликовано: 9 окт 2024
- ‘ଓଡ଼ିଶା ଦେଶର ସମ୍ପଦରେ 1-ନମ୍ବର, ମାତ୍ର ଗରିବୀ ଓ ଅନଗ୍ରସରତାରେ ଏକ ନମ୍ବର କାହିଁକି’ ଶୀର୍ଷକ ଆଲୋଚନାରେ ଓଡ଼ିଶାର ପ୍ରଗତି ଓ ଦୁର୍ଗତି ପାଇଁ ଦାୟୀ କିଏ ମତ ରଖିଥିଲେ କିଛି ଚିନ୍ତାଶୀଳ ବ୍ୟକ୍ତି। ‘ଜନ ଅଧିକାର ଅଭିଯାନ’ ପକ୍ଷରୁ ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ଉପସ୍ଥିତ ବ୍ୟକ୍ତିମାନେ କ’ଣ କହିଥିଲେ ଶୁଣନ୍ତୁ….
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Bhubaneswar #odishadevlopment #CMOOdisha #odishagovernment
ଆଶ୍ଚର୍ଯ୍ୟ କଥା ଯେ ପୁଣି ଏ ମୁଖ୍ୟମନ୍ତ୍ରୀ ଏକ ନମ୍ବର ଧନ୍ୟ ରେ ଭାରତବାସୀ
ପ୍ରଗତି ପାଇଁ ସରକାର ଦାୟୀ , ଆଉ ଦୁର୍ଗତି ପାଇଁ ଲୋକେ ଦାୟୀ !!
୨୪ ବର୍ଷରେ ରାଜ୍ୟ ଯଦି ବହୁ ଆଗକୁ ଯାଇଛି, ତେବେ ଲୋକ ଖୁସିରେ BJD କୁ ଭୋଟ ଦେଇ ଦିଅନ୍ତେ ।କିନ୍ତୁ ଭୋଟ ସମୟରେ BJD ଭୋଟରଙ୍କୁ ପ୍ରଭାବାତ ପାଇଁ ମଦ, ମାଂସ ଟଙ୍କା ଦେଉଛି କାହିଁକି?
ବୋଧହୁଏ ବିରୋଧୀ ଶୂନ୍ୟ କରିବାକୁ !
ନବୀନ ପଟ୍ଟନାୟକ ଆମ ଓଡ଼ିଶା ର ଦୂର୍ଗତି ପାଇଁ ଦାୟୀ !
ସତ କଥା ଶୁଣି ଆମ ଓଡ଼ିଆ ଭାଇ ଭଉଣୀ ଖୁସି ତ।ସବୁ ଥାଇ ପଶ୍ଚିମ ଓଡ଼ିଶା ଅବହେଳିତ ବୋଲି ଆଜି କୋଶଳ ରାଜ୍ୟ ଦାବି ଯୁକ୍ତିଯୁକ୍ତ ଅଟେ।ଜୟ ମା ସମଲେଇ।
Every district is underdeveloped under the rule of Naveen Patnaik..Make every district as a new state..
Excellent discussion.
ମୂର୍ଖ ମୁଖ୍ୟମନ୍ତ୍ରୀ
Well come good news
Good news sir , nice speech.
Jago Odisha Jago
ଏମିତି ନୁହେଁ । ଓଡ଼ିଶାରେ ଗୋଟେ ବଡ଼ ଧରଣର ଜନ ଆନ୍ଦୋଳନର ଆବଶ୍ୟକତା ରହିଛି । ଯୁବ ଗୋଷ୍ଠୀ ମାନଙ୍କୁ ନେଇ ଏକ ଆନ୍ଦୋଳନ କରାଯାଉ । ବିଧାନସଭା ଘେରାଉ କରାଯାଉ ।
Pura right 👍👍👍👍👍👍👍
Right 👍
Right
Right katha 👍👍 👍
ଜନସାଧାରଣଙ୍କ ନିରିହତା, ସରଳତା, ଅସଂଗଠିତତା,ରାଜନୈତିକ ଅସଚେତନତା ର ସୁଯୋଗ ନିଆଯାଉଛି।
ଓଡ଼ିଆ ଲୋକମାନେ କିଛି ଜାଣନ୍ତି ନାହିଁ ସେମାନଙ୍କୁ କେବଳ ମାଂସ ଓ ମଦ ଦରକାର
Good
ଆଖି ବୁଜି ବିଜେଡିକୁ ଭୋଟ ଦେବା କାହାକୁ ଦେବା ଦୋଷ।
100%right🎉🎉🎉 all very good (Bjd hatao😠😡😈)
Madam you are 100 percentage correct,
Yes didi
Right madam
Good news
You are correct
Right mam
Yes
Nice madam 👌👌👌🙏🙏🙏👍👍👍👍👍👍👍👍👍
ବେଟା ବଚାଓ ବେଟି ବଚାଓ ବଢାଓ ପଢ଼ାଓ. ଜୟ ଜଗନ୍ନାଥ ନମଃ ଜୟ ମାତୃଭୂମି ଜୟ ମାତ୍ରୁଭାଷା❤❤❤❤❤❤❤❤❤
ବିକାଶ ଲାଗି ଓଡିଶା ର ନବିନ ପଟ୍ଟନାୟକ ବିଜେଡି ବର୍ ବାଦ୍ କରି ଦେଉଛି। ଖଣି, ପାଣି, ଭରପୁର ଫେରବିି୍ ଗରିବ।
We appreciate you
CM
Right......
Right decision all Odisha
Bjd hata
Didi bilkul sahi boli
We are want to industry of Odisha
Very good
ନବୀନ ସରକାର ଓଡ଼ିଶାର ଦୁର୍ଗତି । ଏଠି ରାଜନୀତି ଏକ ବ୍ୟବସାୟ ଯାହା ବିଜେଡି ଦଳ କରିଛି।
ନବୀନ ପଟ୍ଟନାୟକ ଚବିଶ ବର୍ଷରେ ବିକାଶ ଠାରୁ ବିନାଶ ଲୀଳା ଶହେ ଗୁଣ ଅଧିକ
ନବୀନ ପଟନାୟକ ଙ୍କୁ ମୁଁ ପାଙ୍ଗି କି ମୋରେଇଦେବି ତେବେ ଆମ ଓଡ଼ିଶା ବଞ୍ଚିବ
Apana Mane khusi ta
जानकी पटनायक और नवीन सरकार दाई,
କ'ଣ ???
କୃଷକ ସାଥୀ ମନେ ମଣିଷ ହୋଇଗଲେ ।
ସବୁ ଓଡ଼ିଶା ଯୁବା ଯୁବ ମାନଙ୍କୁ ଏକାଠି କରିକି ଲଢ଼ି ବା madam ଆମେ କୋରପୁଟ ର ଛାତ୍ରୀ
ପାଂଡିଆନ୍ କୁଆଡେ ଗଲା ଏହା ର ଜବାବ ଦଉ ତା ଇଛାରେ ଚାଲେ ଓଡିଶା
chor.sarkar
First mam ward eIigible
Superb initiative
ଅଣ୍ଡା ଖିଆ ସ୍କୁଲ ରେ ପଢୁଥିବା ପିଲା ଶହେରୁ ଦଶ ପନ୍ଦର ମଣିଷ ହେଇ ପାରିବେ। ଯେଉଁ ଅଭିଭାବକ ମାନେ ସଚେତନ। ଅବଶିଷ୍ଟ ନବେ ମୂର୍ଖ ହେବେ। ଆଉ ମୂର୍ଖଙ୍କ ଉପରେ ଶାସନ କରିବା ଖୁବ ସହଜ। ଏଣୁ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାରେ ଆମ ସରକାର ପୃଥିବୀରେ ପ୍ରଥମ। ଏଣୁ ଆଗାମୀ ନିର୍ବାଚନ ରେ ପୁଣି ଜିତିବେ ହିଁ ଜୀତିବେ। ମୂର୍ଖ ଲୋକ କିଛି ବୁଝିବେନି ତାଙ୍କୁ ଭୋଟ ଦେବେ ଓ ସେ ପୁଣି ଲୋକଙ୍କୁ ଲୋଟିବେ। ସାଧୁ ସାବଧାନ।
ଠିକ୍ ଆଲୋଚନା
Genda aau bandu dai💯
Odisha ra ଦୁର୍ଗତି ପାଇଁ ନବୀନ ଦାୟୀ
ନବିନ ଦାଇ
ମହାଗିହା କଟକିଆ ମାନେ ଆମ ଜିଲ୍ଲା କୁ ଆସି ଆମ ସାଇଡ ର ପିଲା ମାନଙ୍କର ଚାକିରୀ ଛଡାଇ ନେଉଛନ୍ତି,👍
କଟକିଆ ମାନଙ୍କର ବିଲରେ ବାତ୍ୟା ପାଣି ରେ ଚାଷ ନଷ୍ଟ
ହେଉଛି, ଆମର ଖାଇ ବଞ୍ଚୁ ଛନ୍ତି l
ଜୟ ଜଗନ୍ନାଥ
ମାଗିହା ତୋ ବୋଉ କୁ ଗେହିଁଦେହିଥିଲେ ତ ତୁ ଚାକିରୀ ପାଇଲୁନି ରେ
Farmers of odisha .
You are right 👍👍 athi sarakar chora BJP jindabad 🌷🌷🌷🌷♥️♥️🇮🇳🙏
ଗଜାମ େଲାକ ମୂଖ
ବିଜେଡି ହଟାଓ ଓଡ଼ିଶା ବଞ୍ଚାଓ। ନବୀନ ଓଡ଼ିଶା କୁ ଦୁର୍ନୀତି କରିସାରିଲାଣି
ମତେ ଛଅ ମାସ ଦିଅ ଶାସନ କରିବା ପାଇଁ ମୁଁ ଓଡିଶା ରାଜ୍ୟକୁ ଭାରତର ଏକ ନମ୍ବର ରାଜ୍ୟରେ ପରିଣତ କରିଦେବି
CM. Iis. Responsible
Jay..kosal
Naveen
Aaji nahele kali koshal rajya nischaya heba jai koshal
ଆରେଭାଇ ଓଡ଼ିଆକାନିପାତି ମାଗଣା ଖାଇଵାଶିଯିଗଲଣି
ବିଜେଡି go back
Jay koshal
ଆମର ସମ୍ପତି ନିଜର ଥାଇ କି ବି ଆମ ଅବସ୍ଥା କଣ ହେଲାଣି 😂😂
Bjd dai
Jay kosam
Nabin patnayak dayi
Dadan khusito
ନବୀନ ବାବୁ ।
Odissa. People....,, khusi. Ta. Govt. Is. 24.years
Hii
Jay koshal.
Sadharana janata
B J D AND B J P GVT RESPONSIBLE FOR UNDE VELOPMENT.
Mr Jena
Kindly clarify your property & not only yours but also your family members also . What Mr Jena contribution as a ex cabinet minister to Odisha
Odia loka murkha sethipai
ଆପଣଙ୍କ ମୁହଁରେ ବିରୋକ୍ରେଟିକ ଶବ୍ଦର ଓଡ଼ିଆ ଅର୍ଥ ଜଣାନାହିଁ କି ?
ଏହି ଭାଷଷଣରେ ସାଧାରଣ ମଣିଷ କଣ ପ୍ରଭାବିତ ହେବେ ? କଣ ଭୁଝିବେ ?
Naveen patnayak Death dik dik
BJD down 👇👎👇 hariba 2024
BJP & CONGRESS WIN 2024
It is true that the problem of odisha is the ruling party
Bjd
Present bhrstachar rulling party
Government change hele odisha banchiba
Baby nice
Odisha durniture ek obaer
ଗୋଟିଏ ବି Tvଚେନାଲ ପଶ୍ଚିମ ଓଡିଶା ର ମହାବଂଦ କୁ କାହିଁକି ଦେଖାଉ ନାହାଁନ୍ତି କାହିଁକି? ??????? ଆଲୋଚନା କର ,,,,ଡରୁଛ କାହିଁକି ?????ଆମକୁ ଦେଖାଅ ! ସବୁ ଚେନାଲ ତ ଚୁପ କାହିଁକି ?
Sir a sarkar prathame dadan rakantu
Keonjhar District is rich in minerals. But Keonjhar is neglected.
ଏଠି ଆଲୁଅ ମାଳ ମାଳ ଅନ୍ଧାର କିଟି କିଟି.
Odishara maa Mane chahinle odia jati. Banchiba.
Gopd
Jay Koshal 🚩🚩🚩💪💪💪💪
Balashol
Srikant..jena.kendrare.minister..thhiba.samyre.ki.unati.karithhile..kahu.nahanti
Mendha Odia😊
Koshal rajya hele ame Odisha ru bi adhika pragati karibu jai koshal
ବିଜୁ ବଂଚିଥିଲେ କହି ଥାନ୍ତା
A sarakaraaaaa raaa durgatiiii adhika.....kintu pragatiiii 0000000
Bjd hatao baas