ବିଜେଡି ଛାଡିଲେ, କାରଣ କହିଲେ...| Odisha Reporter

Поделиться
HTML-код
  • Опубликовано: 9 окт 2024
  • ବିଜେଡି ଛାଡିଲେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରକାଶ ବେହେରା । ଛାଡିବା ପରେ କାରଣ କହିଲେ...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #PrakashBehera #SalepurExMLa #BJDLeader #QuitBJD #NaveenPatnaik #OdishaReporter

Комментарии • 195

  • @rakeshsahoo4597
    @rakeshsahoo4597 3 часа назад +48

    ଏଥର ଅପ୍ ରେ ମିଶିଯା, ଆଉ ତ କିଏ ନେବେନି

  • @rajanikantabiswal2669
    @rajanikantabiswal2669 3 часа назад +42

    ଆପଣ ଜଣେ ସୁବିଧା ବାଦୀ ବ୍ଯକ୍ତି

  • @RameshChandraBarik-l8y
    @RameshChandraBarik-l8y 3 часа назад +29

    ଏହି ନେତା ସୁବିଧା ବାଦି, ଏମାନଙ୍କର ଟଙ୍କା ଦରକାର। ଟଙ୍କା ପାହାଡ ଉପରେ ବସିବା ଏମାନଙ୍କର ଲକ୍ଷ୍ୟ ।

  • @bishwaranjanmohanta1417
    @bishwaranjanmohanta1417 3 часа назад +60

    ସ୍ବର୍ଥ୍ୟ ବାଦୀ ନେତା ( ବିଜେପି ହାରିଯିବ ଭାବି ବିଜେଡି କୁ ଗଲା ହରିଲା ଏବେ ପୁଣି ବିଜେପି କୁ ଯିବି ଭାବୁଥିବ, ଏଇ କଥା ମୁଁ ଜାଣି ପାରୁନି ଏଇ ବିଜେପି ରେ ଥିଲେ ସାଲେପୁର ରେ ଜିତିଥାନ୍ତା

  • @dayanidhibej652
    @dayanidhibej652 3 часа назад +14

    ଆଉ କିଛି ହବନି।

  • @priyadarshanrout2740
    @priyadarshanrout2740 3 часа назад +21

    ୱାର୍ଡମେମ୍ବର ଜିତିବା କଷ୍ଟହବ କେବଳ ସ୍ୱାର୍ଥପର ପାଇଁ ବିଧାୟକ ଲଭ ନିଜର ଉର୍ନତି ପାଇଁ ଏମିତି ଚେଷ୍ଟା... ଟାଉଟର ମାଫିଆ ଙ୍କୁ ଆଉ ଲକେ ଭରସା କରୁ ନାହାନ୍ତି କେମିତି ବିଧାୟକ ହବ ରାଜୁତି କରିବ ସେ ଚିନ୍ତା ଘାରୁଛି.... ଏ ଦଳ କାଲି ସେ ଦଳ ଯିଏ ଡିଆଁ ମାରେ ସେ ଜୀବନରେ କିଛି କରି ପାରିବନି.. ଇଏ ଚାହୁଁଛନ୍ତି କେମିତି power ରେ ରହିବେ ରାଜୁତି କରିବେ... ତମ ପ୍ଲାନ ଆଉ କାମ କରିବନି ଲକେ ଜାଣି ସାରିଲେଣି ତମେ କେବଳ ପଇସା ବିଧାୟକ ଲଭ ପାଇଁ ଏମିତି ନାଟକ...

  • @tukunanaik1921
    @tukunanaik1921 2 часа назад +9

    ଏମାନେ ସବୁବେଳେ ନିଜ ସ୍ୱାର୍ଥ ପାଇଁ ହିଁ ଦଳ ଚେଞ୍ଜ କରନ୍ତି

  • @aloksahu5659
    @aloksahu5659 2 часа назад +10

    ରାଜନୀତି ର ଗୋଟିଏ ବେଶ୍ୟା 😂😂😂

  • @PratapMangaraj-l8y
    @PratapMangaraj-l8y 3 часа назад +23

    ସାରୁ କେବଳ ଘାଣ୍ଟ

  • @pravatkumarsutar2431
    @pravatkumarsutar2431 Час назад +5

    BJP କୁ ଅନୁରୋଧ ଏ ନେତାଙ୍କୁ ଦଳରେ ମିସନ୍ତୁନି।
    BJP ର ବିପଦ ବେଳେ ହାତ ଛାଡ଼ିଦେଇଥିଲା।

  • @samratashok4812
    @samratashok4812 2 часа назад +6

    ନିଜର ସ୍ଥାୟୀ ଦଳ ନଥିଲେ ସେ ନେତା ଶକ୍ତିଶାଳୀ କେବେ ବି ନୁହଁ କି ଲୋକ ଙ୍କ ସେବା ପାଇଁ ନୁହଁ ନିଜ ସ୍ୱାର୍ଥ ପାଇଁ ରାଜନୀତି କୁ ଆସନ୍ତି

  • @dearstudent8139
    @dearstudent8139 3 часа назад +12

    ନିର୍ଲଜ୍ଜ

  • @ArunChhotaray-l6q
    @ArunChhotaray-l6q 2 часа назад +4

    ବେଇମାନି ରାଜନେତା ପ୍ରକାଶ ବେହେରା, ବିଜେପି ଦଳରେ ସ୍ଥାନ ନ ମିଳୁ

  • @chittaranjansahu8113
    @chittaranjansahu8113 Час назад +3

    ଜାତୀୟ ଦଳର ଚିନ୍ତାଧାରା ର ବ୍ୟକ୍ତି l ଦଳ ଡିଆଁ...ୟେ ଲୋକଙ୍କର ସେବା କରିବ?

  • @gobindasahoo3222
    @gobindasahoo3222 2 часа назад +9

    ଆରେ ଭାଇ ବିଜେପି ଜିତିଥିଲେ ସତ କିନ୍ତୁ ବିଜେଡି ସରକାର ଥିଲା କିନ୍ତୁ ସିଏ ଦେଖିଲେ କିଛି ମିଳିଲା ନାହିଁ ଦେଖିଲେ ୨୦୨୪ରେ କାଳେ ବିଜେଡି ସରକାର ଗଢ଼ିବ ସେଇଥି ପାଇଁ ଡେଇଁ ପଡ଼ିଲେ ହେଲେ କଣ୍ ହବ ପୁଣି ଏଇନା ହରିଗଲେ ପୁଣି ଢମଣା ବୁଲି ବୁଲି ସେଇ ଅଗଣା

  • @priyadarshanrout2740
    @priyadarshanrout2740 3 часа назад +4

    ଯୋଉ ଦଳକୁ ଯିବ ସେ ଦଳର ପିପଦ ଆସିବ ଇଏ ସ୍ୱାର୍ଥବାଦୀ ମଣିଷ ବିଧାୟକ ଲଭ ଲକଙ୍କ ଚିନ୍ତା ନାହିଁ କେବଳ ନିଜର ପତିଆରା ପାଇଁ ଏମିତି ନାଟକ... ଆଙ୍କ ଠୁ ଦୁରେଇ ରୁହ ଇଏ ଯୋଉ ଦଳକୁ ଯିବ ଭୟଙ୍କର ଏବଂ ଜଟିଳ ପରିସ୍ଥିତି ହବ ଲକେ ଆଙ୍କୁ ପ୍ରତ୍ୟଖାନ କରିଲେ.. ନିଜର ସ୍ୱାର୍ଥ ପାଇଁ ଇଏ ସବୁ କରିବେ...

  • @bimalasethy7095
    @bimalasethy7095 26 минут назад

    ଏ ହେଉଛନ୍ତି ଜଣେ ରାଜନୀତିର ବେଶ୍ୟା ବ୍ୟକ୍ତି,

  • @puspanjalirout116
    @puspanjalirout116 2 часа назад +2

    ଏ ଭସା ବାଦଲ

  • @bjpppp1234
    @bjpppp1234 3 часа назад +5

    ବାରବୁଲା

  • @AshutoshSarangi-qm2bw
    @AshutoshSarangi-qm2bw 2 часа назад +2

    ଆଉ କିଏ ନେବେନି 😂😂😂😂😂

  • @sangrambehera5727
    @sangrambehera5727 27 минут назад

    ଏ ମହାଶୟ କେବଳ କ୍ଷମତା ଲୋଭି କିଛି ଲୋକ ସେବା ନୁହେଁ ମ ଭାଇ

  • @SIALFARMING
    @SIALFARMING 12 минут назад

    ସୁବିଧା ବାଦି

  • @sudeepkumardian1548
    @sudeepkumardian1548 2 часа назад +1

    ଦଳ ଛାଡିଲାବେଳେ ଲୋକ କଣ କହିଥିଲେ ବିଜେଡିକୁ ଯିବାକୁ? ଲୋକ ଆପଣଙ୍କୁ ଚିହିଁଲେ ଏବେ ଜାତୀୟ ଚିନ୍ତାଧାରା ମନେପଡ଼ିଲା. ବୋଧେ ପୁଣି ବିଜପିର ଉନ୍ନତି ଦେଖି ଲୋଭ ଲାଗୁଛି ବୋଧେ. ସାଲେପୁର ବାସି ଚିହ୍ନି ରଖନ୍ତୁ

  • @debasissahu2637
    @debasissahu2637 Час назад +1

    BJP ରୁ କେତେ ଟଙ୍କା ପାଇଲେ ?

  • @Manoranjan-t9c
    @Manoranjan-t9c 10 минут назад

    ଫାଇନାଲ ସବୁ ଗ୍ରାମ ରେ ନିଷ୍ପତି ଲୋକ ନେଅଛନ୍ତି

  • @EngineersChoiceAnyday
    @EngineersChoiceAnyday 2 часа назад +1

    ସୁବିଧାବାଦୀ.

  • @malkangiribhahujantv.5696
    @malkangiribhahujantv.5696 2 часа назад +2

    ଛି ଛି... ଦଳ changer

  • @SidharthPrasadDas
    @SidharthPrasadDas Час назад +1

    ଅଲଜ୍ୟା କୁ ନାହିଁ ଲାଜ ଚାଲୁଣି ରେ ବିରି ଭାଜ, ବୁଲ ବୁଲ ଆଉ ଭାରତ ରେ 23 ଦଳ ଅଛି

  • @rakeshsahoo4597
    @rakeshsahoo4597 3 часа назад +8

    ଲଜ୍ଜ୍ୟା ଲଜ୍ଜ୍ୟା

  • @manojswain9715
    @manojswain9715 14 минут назад

    ଇଏ ହଉଛି ସ୍ୱାର୍ଥପର ନେତା

  • @Manoranjan-t9c
    @Manoranjan-t9c 11 минут назад

    ଏଥର ସାଲେପୁର ଅରିନ୍ଦମ

  • @snodisha1996
    @snodisha1996 46 минут назад

    ଏହି ଭଳି ନେତା ଙ୍କୁ ଜନତା ମାନେ ପ୍ରତ୍ୟାଖାନ କରିବା କଥା । ସେ ଯେଉଁ ଦଳ କୁ ଗଲେ ବି ହାରିବା ଦରକାର 😂

  • @dkmdkm7480
    @dkmdkm7480 Час назад

    super

  • @sanjaynath6217
    @sanjaynath6217 21 минуту назад

    ଘର ବାହୁଡ଼ା ହେଲେ ଭଲ ହେବ

  • @Chagala43
    @Chagala43 2 часа назад +1

    Aeita param galua ta. Total gandi ki gandi sekiba katha. Sala tautor ethara wardmember re thia hele bhi haribu. Lekhiki rakh

  • @tapanrout6857
    @tapanrout6857 46 минут назад

    Congress ରେ join କରିବେ

  • @AshutoshSarangi-qm2bw
    @AshutoshSarangi-qm2bw 2 часа назад +6

    ଅଳିଆ କୁ ସଫା କର, ନିସ୍ଵାର୍ଥପର ନେତା ଙ୍କୁ ଭଲପାଆନ୍ତୁ

  • @bistusamanta8840
    @bistusamanta8840 Час назад

    ନଂ-୧ ସୁବିଧାବାଦୀ ଏହା ତୁମର ହବି। ଏହାପରେ କଉଥିରେ ମିଶିବ ?

  • @gobindasahoo3222
    @gobindasahoo3222 2 часа назад +1

    ତୁ ଆଉ କୋଉ ଜାଗାରେ ସ୍ଥାନ ନାହିଁ

  • @Education-yd1mv
    @Education-yd1mv Час назад

    ସୁବିଧାବାଦୀ ସ୍ୱାର୍ଥପର ନେତା ସବୁବେଳେ ନିଜ ସ୍ୱାର୍ଥ ପାଇଁ ଦଳ ପରିବର୍ତନ କରନ୍ତି

  • @RANJANKUMAR-jb1xw
    @RANJANKUMAR-jb1xw 2 часа назад

    ସାର୍ ଆପଣ ଠିକ୍ କରିଛନ୍ତି ଜୟ ଜଗନ୍ନାଥ

  • @susantkumar6085
    @susantkumar6085 2 часа назад +1

    Ea baba palturaam.
    Thik time re paltijibe .
    Nija swartha lagi Salipur basinku dhoka diajaethila

  • @somsah3559
    @somsah3559 3 часа назад +2

    ତତେ କିଏ ନବ

  • @SantoshDas-o1p
    @SantoshDas-o1p Час назад +2

    ଇଏ ଜଣେ ସ୍ୱାର୍ଥପର ନେତା.ତାଙ୍କର ଦଳ ବଦଳ ନିତି ଦିନିଆ କାମ. ଯେତେ ଯାହା କହିଲେ ବି ତମର ହଳଦୀ ବସନ୍ତ ଚେହେରା ଜଣା ପଡ଼ୁଛି.ପ୍ରିୟ ଭୋଟର ଭାଇ ଭଉଣୀ ଙ୍କୁ ଅନୁରୋଧ ଏହି ଭଳି ନେତାଙ୍କୁ ପ୍ରତ୍ୟାଖାନ କରନ୍ତୁ

  • @swadhikarbetaj3768
    @swadhikarbetaj3768 3 часа назад +6

    ଆଉ କେତେ ରଂଗ ମାଖିବୁରେ ଗୌରଦାଶ।

  • @Samar-papun
    @Samar-papun 2 часа назад

    ମାଗିଆ କୁ ବିଜେପି ରେ ଆଉ ମିଶାନା

  • @sudhirkumarbhoi6760
    @sudhirkumarbhoi6760 Час назад

    Ok

  • @subhrajyoti7809
    @subhrajyoti7809 3 часа назад +3

    ଭାଇ ତମେ ରାଜନୀତି ଛାଡିଦିଅ 🙏

  • @chhabindramansingh73
    @chhabindramansingh73 51 минуту назад

    ଏ ନେତାଙ୍କର ଦୂର ଦୃଷ୍ଟି ଅଭାବ, bjp ଜିତିବ ଏଥର କଳି ପାରିଲେନି, କମେଇବା ନିଶାରେ bjd ଜାଉଛନ୍ତି, bjd ରେ ଥାଇ ଲୋକଙ୍କ କାମ କରି ହୋଇ ନଥାନ୍ତା କି

  • @MaheswarKar-z8g
    @MaheswarKar-z8g 2 часа назад

    ବାରବୁଲା କୁତା କାଇଦା କୌଶଳ କରି ଗୋଟେ ଘରେ ପଶି ହାଣ୍ଡି ମାରେ, ତା ପରେ ଅନ୍ୟ ଘରେ ପଶି ହାଣ୍ଡି ମାରେ, ଏହା ବାରବୁଲା କୁକୁର ର ନିୟମିତ ଅଭ୍ୟାସ କିନ୍ତୁ ପୋଷା କୁକୁର ନିଜ ଘରେ ରୁହେ ତାର ମାଲିକ ପ୍ରଭୁ ଭଳି ମାନେ ଓ ମାଲିକ ପ୍ରତି ଚିର କୃତଜ୍ଞ ରହେ।

  • @JagannathKadraka-fu3ef
    @JagannathKadraka-fu3ef 2 часа назад

    ଏ ନେତା ମାନେ ପଇସା ପାଇଁ ଦଳ ଛାଡି ଅନ୍ୟ ଏକ ନୂତନ ଦଳ କୁ ଯିବା ପାଇଁ ସେହି ଦଳ ଅଧିକ ପଇସା ଦେବି କହିଲେ ଵଦେ

  • @rasmiranjan31
    @rasmiranjan31 41 минуту назад

    Au vote milibani tangi - salipur ru

  • @samirnayak3768
    @samirnayak3768 2 часа назад

    ଆଜିକାଲି ରାଜନୀତି ଦଳ ସବୁ mnc company ହୋଇଯାଇଛି, ଦରମା ଅଧିକ ମିଳିଲେ ଗୋଟିଏ ଛାଡି ଅନ୍ୟ ଜାଗା join କର.

  • @megharaybaske8373
    @megharaybaske8373 2 часа назад

    ଏବେ ସ୍ଵାଧୀନ ରୁ ଲଢନ୍ତୁ

  • @pradeepbehera6532
    @pradeepbehera6532 Час назад +1

    Bhai Apana nku mu bhabuthili Apana jane swochha juba neta boli,kintu Apana ete talaku khasi jibe boli, mu jani athii,Apana nka career khatam.

  • @sanjaykumarmohanty3513
    @sanjaykumarmohanty3513 22 минуты назад

    ଖାଲି ଡେଉଁଥi😂😂😂

  • @surendrakhadia97
    @surendrakhadia97 2 часа назад

    ସ୍ୱାର୍ଥପର ମଣିଷ ଟା next election re re janiba g

  • @RUDRAPRATAPJATA-nh6qc
    @RUDRAPRATAPJATA-nh6qc Час назад

    Bhai plz come to BJP. Because feature is bright.

  • @rasmiranjan31
    @rasmiranjan31 38 минут назад

    Bhai kanhi ete micha kahucha tame kebe b loka nka pakhku jaina ki loka nka pakhre thia heina.
    Election time re vote magibaku jaicha Sethipain loka vote diantini.

  • @PintuKuldip-z6k
    @PintuKuldip-z6k 3 часа назад +1

    Moro tike seba karantu sir

  • @BudhadebSahu-h5j
    @BudhadebSahu-h5j 2 часа назад

    ଆଉ କି ବାଣ କରି ବୁ

  • @rajbehera1904
    @rajbehera1904 2 часа назад +1

    Sabubele ea bandhu subhechu nka saha alochana kariki dala chhaduchhi dala dian chora ku au bjp re jaga diani nahele ame salepur bjp re bidroha karibu

  • @Manoranjan-t9c
    @Manoranjan-t9c 15 минут назад

    ଲାଇଫ ରେ ahou ଭୁଲ କରିବୁନୁ

  • @KishorPatra-i6i
    @KishorPatra-i6i 2 часа назад

    Congress misi Jaa bhal heba

  • @KunuMishra-vv5gp
    @KunuMishra-vv5gp 2 часа назад +1

    Right decision now

  • @surendrakhadia97
    @surendrakhadia97 2 часа назад

    ନିର୍ଳଜ

  • @technologyritu7409
    @technologyritu7409 53 минуты назад

    Selfish politician

  • @ashit6142
    @ashit6142 3 часа назад +1

    2029 Re AAP RU contest karantu

  • @artatranatripathy7618
    @artatranatripathy7618 16 минут назад

    Great mistake was joining in BJD

  • @ranjanjena6454
    @ranjanjena6454 2 часа назад

    Amiti lokank ku bjp re misantu nahi

  • @abhilashmohanty677
    @abhilashmohanty677 2 часа назад

    Next CPI Or AAP😂

  • @ranjannayak7751
    @ranjannayak7751 2 часа назад

    Selfish character

  • @Manoranjan-t9c
    @Manoranjan-t9c 15 минут назад

    ତମେ ଲାଇଫ ରେ ahou ଜିତେଇବାକୁ ଦବୁନୁ

  • @muodia2002
    @muodia2002 2 часа назад +4

    ତମ ଚିନ୍ତା ଧାରା ଦେଖିଲେ ଜଣାପଢୁଛୀ କଣ ଜାତିୟ ଚିନ୍ତାଧାରା ଏବେ cpim ରେ ମିଶିଜାଓ

  • @chinmaya75
    @chinmaya75 3 часа назад +2

    hatabhaga neta

  • @kailashchandrabehera8609
    @kailashchandrabehera8609 2 часа назад

    Bala karibu.

  • @dilsankumar9751
    @dilsankumar9751 52 минуты назад

    Money joade Se seiade ... money pachhare dauduchi

  • @munamishra9760
    @munamishra9760 16 минут назад

    Ethara Salipur re Arindam Ray

  • @soumyasamal7322
    @soumyasamal7322 2 часа назад

    Subhidha badi person

  • @rojaleenadalai8504
    @rojaleenadalai8504 3 часа назад +1

    BJP right thila but kn pain bjd ku asile

  • @lokanath1225
    @lokanath1225 2 часа назад

    Tu rajaniti karani

  • @daspriya7861
    @daspriya7861 Час назад

    Sabu Image Apnka ra gala Aou kichhi nahi,loka janigaleni,
    Prasanta bhai nka sathire loka achhanti. thick jitila bele chhadaidele bahut bada bhul kale bhai

  • @BijayBehera-eh2lq
    @BijayBehera-eh2lq Час назад

    Selfish

  • @bipinbihariswain3511
    @bipinbihariswain3511 Час назад

    Cuttack people will never accept u. Whether Salepur will ask u or not will be a question.

  • @KuluBhau-n2y
    @KuluBhau-n2y 3 часа назад

    ❤Bhai swadhin ra stand kara

  • @santoshkubehera6778
    @santoshkubehera6778 2 часа назад

    😂😂😂😂😂😂😂

  • @debendramaharana7431
    @debendramaharana7431 Час назад

    Jatra actor ta , Barsha ku Barsha party change 😂 chhi chhi re

  • @biswaranjanthatoi1417
    @biswaranjanthatoi1417 12 минут назад

    Aap re join kara 😂😂😂😂

  • @TITILI500
    @TITILI500 Час назад

    Dahara

  • @nidhiramjena2398
    @nidhiramjena2398 2 часа назад

    Au kichhi kariparibani. Political life spoil hela boli jana.

  • @laxmikantapadhi7947
    @laxmikantapadhi7947 2 часа назад

    Bhai dui mundi sapa

  • @debendramaharana7431
    @debendramaharana7431 Час назад

    Congress ku pala

  • @srisai2566
    @srisai2566 Час назад

    Ete sabu example samnare asilani,eithiru sadharana janata bujhiba katha ki gote dala dian neta nku kebe bi vote deba katha nuhe

  • @janmejayajena5934
    @janmejayajena5934 Час назад

    Only bjd bharasa

  • @anantapadhan8179
    @anantapadhan8179 2 часа назад

    🐕

  • @srisai2566
    @srisai2566 Час назад

    Naveen nku dhanyabad dele kana tara achara heba kharap time re party ku chaducha ,baki karhara kichhi mulya nahi.

  • @prasantanayak1613
    @prasantanayak1613 2 часа назад +1

    ସେ ଶଳାକୁ କେଉଁ ଦଳବି ନିଅ ନାହିଁ.ସେ ଯେଉଁ ଦଳକୁ ଯିବ ସେ ଦଳ ତଳକୁ ଯିବ.ସେ ଶଳା ସ୍ବାର୍ଥ ଓ ଶାସନ ଲୋଭି ସ୍ବାର୍ଥବାଦି ନେତା.ସବୁ ବେଳେ ହାରିବ

  • @csahoo5619
    @csahoo5619 2 часа назад

    Nisha ta samastanku khaila

  • @santoshpurohit8540
    @santoshpurohit8540 Час назад

    😂 Nirlajatara gote sima rahe, Odisha ra neta mane simahina😂😂😂😂Aya... Gaya

  • @MsBijay2009
    @MsBijay2009 3 часа назад

    Barabula jauchanti ye loka