ବହିଷ୍କାର ନ କଲେ ଗୋବର ପାଣି ପକେଇବୁ | ଘରେ ଶୋଇଥିଲେ ଅଣଓଡିଆ ଅଫିସର | Dinanka TV |

Поделиться
HTML-код
  • Опубликовано: 10 июл 2024
  • ବଡ ଠାକୁର ବଳଭଦ୍ର ଚାରମାଳରୁ ଖସି ପଡିବା ଘଟଣା | ସିଂହଦ୍ୱାର ଥାନାରେ ଏତଲା ଦେଲେ ଜଗନ୍ନାଥ ସେନାର ଆବାହକ ଓ ସଦସ୍ୟ | ଅଭିଯୋଗ ଅନୁସାରେ ଘଟଣା ସ୍ଥଳରେ ନରହି ଘରେ ଶୋଇଥିଲେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ବିର୍ ବିକ୍ରମ ଯାଦବ | ଅଣ ଓଡିଆ ଅଫିସରଙ୍କୁ ଜଗନ୍ନାଥଙ୍କ ଦାୟିତ୍ୱ ଦେଇଥିବାରୁ ଏପରି ଅଘଟଣ ଘଟିଥିବା କଥା ଦାବି ହେଉଛି | ଯଥାଶୀଘ୍ର ଏହାର ତଦନ୍ତ କରାଯାଉ ଏବଂ ସରକାର ମହାପ୍ରଭୁଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ | #balabhadra #rathayatra #puri #incidentreport #dinankatv #priyadarsanpatnaik #jagannathsena #virvikramyadav #chiefadministrator #jagannathtemple #afair #cmoodisha #mohanmajhi #odishapolitics #odishapoliticalupdate #elctionnews #2024election #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Комментарии • 27

  • @user-hd6de6ei8n
    @user-hd6de6ei8n 19 дней назад +2

    B j p sarkar hotiba darkar.

  • @pramodkumarnayak6370
    @pramodkumarnayak6370 19 дней назад +1

    ସିଏ ତା ଘରେ ନ ଶୋଇକି କଣ ତୋର ସ୍ତ୍ରୀ ପାଖରେ ସୋଇଥାନ୍ତା? ଆଗରୁ ତାଙ୍କୁ କହିଲୁନି ତମ ଘରେ ନ ସୋଇ ମୋ ଘରେ ସୁଅ, ଅଲାଜୁକ ଶଳା

  • @jhunumandal6864
    @jhunumandal6864 20 дней назад +3

    sabu bad panda mane pap kale sethi pane pravu ragichhanti

  • @reetap4008
    @reetap4008 19 дней назад +1

    ମୁଁ day one ରୁ ହିଁ କହି ଆସିଛି , ଅନ୍ଧ ଭକ୍ତ ମାନେ ଆଖି ପରୀକ୍ଷା କରି ନିଅ ଆଗକୁ ଓଡ଼ିଶାର ଦୁର୍ଦ୍ଦଶା ଦେଖି ବା ପାଇଁ, ଆହୁରି ଅଛି ବ୍ୟସ୍ତ ହୁଅନି,ଲୋକେ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ଖୋଜିବେ ଲେଖି ନିଅ 😢😢

  • @Drgghjjnvxssdfvv
    @Drgghjjnvxssdfvv 19 дней назад +2

    Where are sleeping ଓଡ଼ିଆ ଅସ୍ମିତା

  • @ranginodia
    @ranginodia 19 дней назад +1

    Jay Jagannath 😢

  • @aduniamodunia6550
    @aduniamodunia6550 19 дней назад +1

    କେବଳ ବହିଷ୍କାର ନୁହେଁ ତାଙ୍କଠୁ ଜୋରିମାନା ଆଦାୟ କରାଗଲେ ଠିକିବେ.........

  • @rajkishorebiswal7640
    @rajkishorebiswal7640 19 дней назад

    You are now in right way.

  • @ChandanPatra-gg1dk
    @ChandanPatra-gg1dk 20 дней назад +1

    Right

  • @sachitradas6257
    @sachitradas6257 20 дней назад +1

    Tadanta karantu sarakara

  • @kalyanpanda5885
    @kalyanpanda5885 20 дней назад +1

    ବାଳ ବିକ୍ରମ ଯାଦବ ଗଲେ, ଅରବିନ୍ଦ ପାଢ଼ୀ ଆସିଲେ

  • @amitmulia733
    @amitmulia733 19 дней назад

    jagannath sena patiru bala bhaharu cheee j

  • @abhiramacharya7574
    @abhiramacharya7574 19 дней назад

    Mo bichar re odia offecer adhika durniti khor

  • @umakantabaut6806
    @umakantabaut6806 19 дней назад

    Manoj ahuja kebe baharibe

  • @RabiPatra-yu1od
    @RabiPatra-yu1od 19 дней назад

    Odia nonodia ra kichhi nuhe odìa officer b ta anya state re karya karuchanti..

  • @hemantadash6520
    @hemantadash6520 20 дней назад +2

    Tume pa jane BJP ra bada agent 😂

  • @bhagabanpradhanbhagabanpra5497
    @bhagabanpradhanbhagabanpra5497 20 дней назад

    Vir Vikram Yadav is sleeping, bald man. Must be out from there.

  • @chinmayamaharana4735
    @chinmayamaharana4735 20 дней назад +3

    କାହିଁକି ମୁଖ୍ୟମନ୍ତ୍ରୀ କି ଆଇନ ମନ୍ତ୍ରୀ ବହିସ୍କାର କଥା କହୁନ

  • @balgopalsarangi
    @balgopalsarangi 20 дней назад

    Nonodia officer ?? Are odia asmita kuade gala ?? Srimandir mukhya prasasaka nonodia officer ?? Hau Argus otv kuade gale

  • @sureshdash8597
    @sureshdash8597 20 дней назад

    Ana odia officer ku suspend hau puri re rathyatra daitwa re thiba

  • @user-wg8zl5wp3c
    @user-wg8zl5wp3c 19 дней назад

    Direct kahiba BJP govt dae😂😂😂

  • @prabhagiri1111
    @prabhagiri1111 20 дней назад +2

    Bjp sarkar Change heba Darkar..

  • @deepakacharya3892
    @deepakacharya3892 20 дней назад +1

    ଆଇନ ମନ୍ତ୍ରୀ ଏବଂ ପ୍ରଭାତୀ ପରିଡ଼ା ର ମନ୍ତବ୍ୟ ସାରା ରାଜ୍ୟବାସୀ ଙ୍କୁ ଘୋର ଆଘାତ ଦେଇଛି। ସେମାନଙ୍କ ବିରୁଦ୍ଧରେ ପାଟି ଚୁପ୍ କଣ ପାଇଁ? କେଉଁ ସ୍ୱାର୍ଥରେ ପିକୁ ପଟ୍ଟନାୟକ ? ବଡ଼ ଠାକୁର ଙ୍କ ପାଇଁ ଜଗନ୍ନାଥ ସେନା କଣ ଏତିକି କରି ପାରିବ ନାହିଁ ???