୨୦୨୪ ବିଜେପି ବିଜୟରେ ପ୍ରଶ୍ନ ଚିହ୍ନ ଲଗାଇଲା ଏଡିଆର ଓ ଭୋଟ୍ ଫର୍ ଡେମୋକ୍ରାସି, ଓଡ଼ିଶାରେ ୧୮ଟି ଆସନରେ ଗଡବଡ଼ |

Поделиться
HTML-код
  • Опубликовано: 15 сен 2024
  • ୨୦୨୪ ବିଜେପି ବିଜୟରେ ପ୍ରଶ୍ନ ଚିହ୍ନ ଲଗାଇଲା ଏଡିଆର ଓ ଭୋଟ୍ ଫର୍ ଡେମୋକ୍ରାସି, ଓଡ଼ିଶାରେ ୧୮ଟି ଆସନରେ ଗଡବଡ଼ |
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    RUclips: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Комментарии • 725

  • @bathteach..4739
    @bathteach..4739 Месяц назад +98

    ବିଜେପି ସବୁଠାରୁ ବଡ ଠକାମି ,ଆଉ ଥରେ ଗଣତି ବା ଭୋଟ ହେବା ଦରକାର

  • @DeepakKumar-lv4li
    @DeepakKumar-lv4li Месяц назад +249

    ବିଜେପି ହଟାଓ ଓଡ଼ିଶା ବଞ୍ଚାଅ ଦୁଇମାସ ଭିତରେ ଓଡ଼ିଶାର ଜନସାଧାରଣ ଅଣନିଃଶ୍ବାସୀ ହୋଇଗଲେଣି

    • @Rajudakua971
      @Rajudakua971 Месяц назад +6

      Tu marija

    • @anandaelectrical973
      @anandaelectrical973 Месяц назад +3

      କାଖ ରେ ଵାଲ ନାହିଁ କାନ୍ଦୁଛୁ କାହା ପାଇଁ
      କାଖରେ ଵାଲ ଥାନ୍ତା କାନ୍ଦି କି ଲାଭ ଥାନ୍ତା

    • @SwapnaSwain-cr6lu
      @SwapnaSwain-cr6lu Месяц назад +2

      Sata

    • @realloveexpress4640
      @realloveexpress4640 Месяц назад

      😂😂😂😂​@@anandaelectrical973

    • @RIDERPIPU
      @RIDERPIPU Месяц назад

      😮

  • @GeniusAcademii
    @GeniusAcademii Месяц назад +269

    We want vote again
    ପୁଣି ଥରେ ଭୋଟ କରାଯାଉ

    • @LKSOfficial-rd6ri
      @LKSOfficial-rd6ri Месяц назад +4

      😢

    • @niharpalai3774
      @niharpalai3774 Месяц назад +1

      @@GeniusAcademii 🤣Day Dream🤣

    • @BinayakaDas-ph6bg
      @BinayakaDas-ph6bg Месяц назад

      👌

    • @PrakashKumar-ps5md
      @PrakashKumar-ps5md Месяц назад

      ​@GbpDesiamusic-sl6buekdam right 👍

    • @pashupati55
      @pashupati55 29 дней назад

      ହଁ ତୁ ତ ପ୍ରଧାନ ମନ୍ତ୍ରୀ ତୋ କଥା ରେ ଆଉଥରେ ଭୋଟ ହବ ଆଉ😂😂

  • @jullysamal6626
    @jullysamal6626 Месяц назад +13

    ଜୟ ନବୀନ BJD ଓଡ଼ିଶା
    ଆଉ ଥରେ ଭୋଟ ହେଉ

  • @sanjayakumar146
    @sanjayakumar146 Месяц назад +288

    ଆଉ ଥରେ ଭୋଟ କରାଯାଉ

  • @singerbadrinarayan304
    @singerbadrinarayan304 Месяц назад +126

    ଯୋଉପିଲା coppy କରିକି pass କରିଥାଏ
    ଅସଲ ଜାଗାରେ ଧରା ପଡିଥାଏ ଏଥିରେ ସନ୍ଦେହ ନାହିଁ 🙏🙏ଜୟ ଜଗନ୍ନାଥ 🙏🙏

  • @akshyakumarmishra8038
    @akshyakumarmishra8038 Месяц назад +82

    ପୁଣି ନିର୍ବାଚନ କରା ଯାଉ ଭାରତ, ଗଣତନ୍ତ୍ର ରାଷ୍ଟ୍ର, ରାଜତନ୍ତ୍ର ନୁହଁ ଲୋକମାଙ୍କର, ଆସ୍ଥା, ତୁଟି ଯିବ 🙏🙏🙏🙏

  • @user-rh5zt3tz9u
    @user-rh5zt3tz9u Месяц назад +40

    ଜଦି ଜାଲିଆତି କରି ଜିତିଥିବ ବିଜେପି ପ୍ରଭୁ 🙏ଜଗନ୍ନାଥ ତାଙ୍କୁ କେବେ ସହିବେ ନାହିଁ କମ ଦିନ ଭିତରେ ଏ ସରକାର ଭାଙ୍ଗି ଜିବ ଏଇଟା ସତ୍ଯ, ଜଗତର ନାଥ ଜଗନ୍ନାଥ କେବେ ତାଙ୍କ ରାଜ୍ଯ ରେ ମିଛ କୁ ପଶୟ ଦେବେନି ,ଶଳା ଦମ ନାହିଁ ମାଇଚିଆ ଜାଲିଆତି କରି ଜିତୁଛି ବିଜେପି

  • @Kapilishharam-dg8on
    @Kapilishharam-dg8on Месяц назад +248

    ଚୋର ଶଳା ବିଜେପି ଏଇଟା ଆଗରୁ ଜାଣିଥିଲୁ

    • @bijaypradhan7051
      @bijaypradhan7051 Месяц назад +7

      Sarkar re Thae bi BJD . Evm chori hela kemoti

    • @JagamohanNaik-x5o
      @JagamohanNaik-x5o Месяц назад +1

      Right

    • @kuanrtudu9960
      @kuanrtudu9960 Месяц назад

      ଗାଣ୍ଡୀ ମୋରେଇହୁଓ । ଲେଖାଶ୍ରି ପୋଷ୍ତଇହୋଉଛି ।

    • @subhransudalai8360
      @subhransudalai8360 Месяц назад

      ନିର୍ବାଚନ କମିଶନ କେନ୍ଦ୍ର ସରକାରଙ୍କ ନିକଟରେ ନତମସ୍ତକ ହେଉଥିଲେ ​@@bijaypradhan7051

    • @bijaykumarmarandi4047
      @bijaykumarmarandi4047 Месяц назад +1

      Jete sobu Staff Thile sobu BJP Bala Thile ​@@bijaypradhan7051

  • @Baby33824
    @Baby33824 Месяц назад +9

    ଆଉ ଥରେ ଭୋଟ ହେବା ଦରକାର
    ଧୋକାବାଜ ବିଜେପି ଦଳ।

  • @SanatanchattarChattar
    @SanatanchattarChattar Месяц назад +20

    ଆଉଥରେ ଭୋଟ କରା ଯାଉ,,,,ବାଲଟ ପେପର ରେ ଦେଖିବ ,bjd bjp ହାରିବା କଂଗ୍ରେସ ଆସିବ

  • @subhransudalai8360
    @subhransudalai8360 Месяц назад +25

    ନେତା ଜନମତ କୁ ସମ୍ମାନ କଥା କହିଲେଣି ବିଜେପି ଜନମତକୁ କେତେ ସମ୍ମାନ ଜଣାଏ ତାହା ସମସ୍ତଙ୍କୁ ଜଣା ,ଭୂତ ଭୋଟ ପାଇ ଭୂତ ସରକାର ହୁଏ ଏବେ ଜାଣିଲି

  • @MunaBhai-qh9fl
    @MunaBhai-qh9fl Месяц назад +6

    ଜୟ ଜଗନ୍ନାଥ🙏🏻 ଆଉଥରେ ଭୋଟଗଣାଯାଉ ବିଜେପି ହଟାଅ ଓଡ଼ିଶା ବଞ୍ଚାଅ 😭😭

  • @MadanMohan-q4p
    @MadanMohan-q4p Месяц назад +7

    18ସିଟ ରେ ଗଡ଼ ବଡ଼ ମୋଦିଜୀ କରିଛି

  • @user-ks2ey1rx5h
    @user-ks2ey1rx5h Месяц назад +100

    ଠିକିକଥା କହିଛନ୍ିଲେଖାମାଡାମ ବିଜେପିଦଳ ଜୁମୁଲାଦଳ ୨୦୨୯- ର ଭାରତରିଲୋପପାଇିଜିବ

  • @padhanBILEISUNI
    @padhanBILEISUNI Месяц назад +75

    ବିଜେପି ର ଦମ ଅଛି ଯଦି ବାଲାଟ ପେପର ରେ ଭୋଟ ହେଉ କେମିତି ଜିତିବ ବିଜେପି EVM ହ୍ୟାକ କରି ଜିତୁଛି

    • @nandankumardash3160
      @nandankumardash3160 Месяц назад +2

      Ba ba kn kahila Bhai super

    • @niharpalai3774
      @niharpalai3774 Месяц назад +4

      Balat paper re tame her fer kari ଜିତିଥିଲ 24 barsa , ମୁହଁରେ ଲାଗି ଯାଇଛି😂

    • @kamalakantapatra5521
      @kamalakantapatra5521 Месяц назад

      BJD jete bele jitu thila seta bele sabu thik thila

    • @TusarDas-tn5ct
      @TusarDas-tn5ct Месяц назад

      Bjd ❤❤

  • @dumarbhatra7910
    @dumarbhatra7910 Месяц назад +5

    ECI ଓ ଓଡ଼ିଶାର ସବୁ IAS OFFICER ମାନେ ସାମିଲ ଅଛନ୍ତି ବିଜେପିକୁ ଜିତାଇବାରେ ଜାଣିଶୁଣି ମଧ୍ୟ ସୁପ୍ରିମକୋର୍ଟ ପଦକ୍ଷେପ ନେହୁ ନାହିଁ ଚିନ୍ତାର ବିଷୟ।

  • @kanhadalei6752
    @kanhadalei6752 Месяц назад +40

    ଓଡ଼ିଶା ବାସୀ ଆର ଘୋର ବିରୋଧ ପ୍ରଦର୍ଶନ କରିବା ଦରକାର୍। ଆଉ ସବୁ ଜିଲ୍ଲାରୁ ଯୋଉ ବିଧାୟକ ମାନେ ହାରିଛନ୍ତି। ସେମାନେ ସମସ୍ତେ ମିଶିକି ସୁପ୍ରିମ୍ କୋର୍ଟଙ୍କ ରେ ଯାଇ କେଶ୍ କରନ୍ତୁ। ନଚେତ୍ ସବୁ ଜିଲ୍ଲା ରେ ବିରୋଧ ପ୍ରଦର୍ଶନ କରନ୍ତୁ। ନହେଲେ ୫ ବର୍ଷ ପର୍ଜନ୍ତ୍ ଓଡ଼ିଶା ବାସୀ ବିଜେପି ନେତା ମାନଙ୍କ ର ଯୁଲୁମ୍ ସହିବାକୁ ପଡ଼ିବ, ମିସନ୍ ଶକ୍ତି ମାଆ ମାନେ ବିରୋଧ ପ୍ରଦର୍ଶନ କରନ୍ତୁ। ଆମର କୋଟି କୋଟି ଓଡିଆଙ୍କ ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସଂଶଦ୍ ରେ ବିରୋଧ ପ୍ରଦର୍ଶନ କରନ୍ତୁ।

  • @debasissahu2637
    @debasissahu2637 Месяц назад +6

    BJD supreme court ଯିବା ଦରକାର। ଓଡ଼ିଶାରେ ଆଉ ଥରେ ନିର୍ବାଚନ ହେଉ।

    • @PrakashKumar-ps5md
      @PrakashKumar-ps5md Месяц назад

      Bjd ra sahas nahi a sabu Kariba karana a sabu kale bjd ra sabu neta jell jibe nabin babu janichanti😂😂😂

  • @Anupyourmail
    @Anupyourmail Месяц назад +91

    🥇Win BJD

  • @dillipcreation
    @dillipcreation Месяц назад +122

    EVM chora bjp

  • @Kailashsutar121
    @Kailashsutar121 Месяц назад +208

    100% evm ହେରଫେର ହେଇଛି

    • @LuckyPujari-el4os
      @LuckyPujari-el4os Месяц назад

      Chodi hayegala sethu 😂

    • @rajeshbag4453
      @rajeshbag4453 Месяц назад +2

      ଗଣତିରେ ହେର ଫେର ହୋଇଛି ବୋଧେ 😮😮

    • @jitubehera8947
      @jitubehera8947 Месяц назад +1

      R8

    • @manojkumarsi5364
      @manojkumarsi5364 Месяц назад +1

      Jetebele BJD jituthila sete bele haunothila Alajugia

    • @PrakashKumar-ps5md
      @PrakashKumar-ps5md Месяц назад

      Right jemiti 24 year hela bjd karuthila😂😂😂

  • @arjunkumarDas-mb3lr
    @arjunkumarDas-mb3lr Месяц назад +65

    Jay bjd

  • @Tulachandbariha
    @Tulachandbariha Месяц назад +80

    Balet pepar ଭୋଟ କରାଗଲେ bjp 4 ପା ର୍ ବି ହେବନି

  • @ChhabilataRoutray
    @ChhabilataRoutray Месяц назад +13

    ଆଉ ଥରେ ଭେଟ କରାଯାଉ

  • @reemamaohapatra9821
    @reemamaohapatra9821 Месяц назад +55

    Jay Nabin patnayak

  • @rinamantri2469
    @rinamantri2469 Месяц назад +31

    ଆଉ ଥରେ ଭୋଟ କରାଯାଉ।

  • @HrusikeshDehury
    @HrusikeshDehury Месяц назад +50

    ଆଉ ଥରେ ଗଣା ହଉ ଭଲ ହେବ 🤦‍♂️🤦‍♂️

  • @JuguMajhi-oq1vg
    @JuguMajhi-oq1vg Месяц назад +22

    ବିଜେପି ଜାଲିଆତି କରିଛି

  • @AbhijitSahoo-s3d
    @AbhijitSahoo-s3d Месяц назад +4

    ବିଜେପି ହଟାଅ ଓଡ଼ିଶା ବଞ୍ଚାଅ ୫୦ ଦିନ ମଧ୍ୟରେ ଓଡ଼ିଶା ବାଶି ଅଣନିଶ୍ୱାସି ହେଇଗଲେଣି ପୁନର୍ବାର ଭୋଟ ଗଣତି ହେଉ.......

    • @PrakashKumar-ps5md
      @PrakashKumar-ps5md Месяц назад

      Tame sabu bjd chamcha tamaku semiti hi lagiba baki sabu loka bahut khusi achanti😂

  • @sumantakumarvlogs123
    @sumantakumarvlogs123 Месяц назад +37

    ଆଉ ଥରେ ଗଣତି ହଉ ଜୟ ଜଗନ୍ନାଥ 🙏

  • @gudubadajenagudu8750
    @gudubadajenagudu8750 Месяц назад +23

    ଲୋକେ ଝା ହା ଭାବୁ ଥିଲେ ସେଆ ହେଲା ନାହିଁ ମଦ ବନ୍ଦ ହେଲାନି କିନ୍ତୁ ଯେ ଚୋରା ମଦ ବିକିବ ସେ ଧରା ହବ କାଇଁକି ନା ସେ ମଦ ରେ ଟ୍ୟାକ୍ସ ନାହିଁ ଆଉ କାଉଣ୍ଟର ମଦ ରେ ଟ୍ୟାକ୍ସ ଛାଡ ଆଉ ସେ ମଦ ରେ ଆପି ମିଶିଚି

  • @jayarammalla6393
    @jayarammalla6393 Месяц назад +41

    Right Jay jagannatha Jay nabin Jay Bjd

  • @mithunapradhan2321
    @mithunapradhan2321 Месяц назад +8

    Modi 10 ବର୍ଷରେ କଣ କରିଛନ୍ତି ତୁ କଣ କହିବୁ ଜନତା କହୁଛନ୍ତି ଶୁଣ 😮
    1 ,ଦର ବୃଦ୍ଧି ହୋଇଛି 😂
    2, ଗ୍ୟାସ୍ ସିଲିଣ୍ଡର୍ 400 ରୁ 1200😂
    3, education ରେ ସବୁଠୁ ଅଧିକ gst😂
    4, ଚୁଡ଼ା ମୁଢ଼ିରେ gst😂
    5, electrol bond 😂
    6, ଗୋ ମାଂସ କମ୍ପାନୀ ରୁ ଚାନ୍ଦା ଆଦାୟ କରିଛି 😂
    7,ପେଟ୍ରୋଲ diesel ⛽ 110 ପାର 😂
    8,ସବୁ କମ୍ପାନୀ କୁ ଆଦାନୀ କୁ ବିକୁଛି😂
    9,2 cor ଚାକିରି ମିଳିନି 😂
    10 ,15 laks ଟଙ୍କା ମିଳିନି 😂
    11,ହିନ୍ଦୁ ମୁସଲିମ ପରିବାର ବାଦ କହି ଲୋକଙ୍କୁ ମଧ୍ୟରେ ମାଡ଼ ଗୋଳ କରନ୍ତି 😂
    12,kishan କୁ ବିରୋଧ କରି ବାଟରେ କଣ୍ଟା ବାଡ ରଖିଛ 😂
    13,kishan ଆୟ 2022 ସୁଦ୍ଧା 2 ଗୁଣ ହବ କାହିଁ ହେଉନି 😂
    14,8500 cor ଟଙ୍କା ର ପ୍ଲାଇନ୍ ରେ ଉଡୁଛି ,3 lak ଟଙ୍କା ର ବ୍ଲେଜର 😂ଆଉ 2 lak ra pen 🖊️ ଧରୁଛି 😅
    15, ସ୍ୱଚ୍ଛ ଭାରତ ଅଭିଯାନ ରେ ସବୁ ଅଳିଆ ନେତା କୁ ନିଜ waising messine ରେ ସଫା କରୁଛି 😂
    16, ସବୁ godi media ku ନିଜ ଦଳ ରେ ସାମିଲ କରୁଛ 😂
    17, ଲୋକୁଙ୍କ ED,CBI KAHI ଡରୁଛ😂ଆଉ ନିଜ ଦଳ ରେ ସାମିଲ କରୁଚ 😂
    18 ,ଦୁନିଆ ର ସବୁ ତୁ ଭ୍ରଷ୍ଟଚର୍ କୁ ନିଜ ଦଳ ରେ ରଖିଚ 😂 ହେମନ୍ତ ବିଶ୍ୟ ଶର୍ମା ,ଅଜିତ ପାୱାର,ନବୀନ ଜିନ୍ଦଲ , ଶିବ ରଜ ସିଂ ଚୱନ୍, ଏପରି ନେତା ମାନେ କୁ ନେଇ ନିଜ ଦଳ ରେ ରଖିଚ 😂
    ଆଉ ତୋର ଯଦି ସାହାସ ଅଛି JAY SHREE RAM ଙ୍କ ସହିତ JAY JAGANNATH କହ 🙏

    • @BNayaKVLOG
      @BNayaKVLOG 26 дней назад +1

      ❤❤❤❤❤❤❤

  • @subhashreemajhi9658
    @subhashreemajhi9658 Месяц назад +2

    ଆମର ନୂଆପଡା ଜିଲ୍ଲାର ଦୁଇଟି ବିଧାନ ଆସନରୁ ଆମେ ବିଜେଡିକୁ ଭୋଟ ଦେଇଥିଲୁ ଓ ଦୁଇଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହେଲେ ଆମର ତ ଭୋଟ ହେର phଫେର ହେଲାନି l ସତ କଥା ହେଲା ମୁଁ ମାର୍ଚ୍ଚ ମାସରେ ଭୁବନେଶ୍ୱର , ପୁରୀ ଯାଇଥିଲି ଓଡିଶା ରାଜନୀତିରେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଥିବାରୁ ପୂର୍ବ ଓଡିଶା ବାସୀ ବିଜେଡିକୁ ଟାର୍ଗେଟ କରିଥିଲେ ଓ ଏଥର ଓଡ଼ିଶାରେ ବିଜେପି ବୋଲି ସବୁଠାରେ ଚର୍ଚ୍ଚା କରୁଥିଲେ l EVM ମେସିନର କାରସାଦି ଥାଇ ପାରେ କିନ୍ତୁ ଓଡ଼ିଶାରେ ଲୋକଙ୍କର କାରସାଦି ପାଇଁ ବିଜେପି ନୁହେଁ
    ଜୟ ଜଗନ୍ନାଥ ❤❤

  • @jagannathbhagwan9385
    @jagannathbhagwan9385 Месяц назад +72

    ବିଜେପି ର ପୁରା ହେରଫେର

  • @damodarmajhi4897
    @damodarmajhi4897 Месяц назад +17

    Vote ବେବଧାନ ହେଇଛି ମାନେ ଜଣେ ମୂର୍ଖ ବି ଜାଣି ପାରିବ ଯେ evm vote ra ଲୁଟ ହେଇଛି।BJP ଏତେ ତଳକୁ ଯାଇପାରେ। କୁକୁର ଠୋ ବି ହିନ। ଯଦି ବଜପି ସତ ରେ ଆଛି।election commission ସ୍ପଷ୍ଟ କରିବା ଦରକାର। ପାଣି ପାଣି କ୍ଷୀର କ୍ଷୀର ହେଇଯିବ।

  • @SAIKanhaofficel
    @SAIKanhaofficel Месяц назад +8

    Right

  • @BadalKumar-tn9ce
    @BadalKumar-tn9ce Месяц назад +13

    Joy BJD

  • @gaganbehera5412
    @gaganbehera5412 Месяц назад +1

    ଖାଲି ଭାଷଣ ଦେଲେ ହବନାହିଁ II ସବୁ ବିରୋଧୀ ଦଳ ମିଶିକି ELECTION COMMISSION ବିରୁଦ୍ଧରେ SUPREME COURT ରେ COMPLAIN CASES FILE କରୁନ କାହିଁକି II ଯେତେ ଶୀଘ୍ର ହବ କର II ଏହା ସମ୍ଭିଧାନ ବିରୁଦ୍ଧରେ ପଦକ୍ଷେପ ନିଆଯାଇଛି II

  • @antaryamimishra449
    @antaryamimishra449 Месяц назад +3

    ଗଣତି ଆଉ ଥରେ ହେଉ ଜୟ ଜଗନ୍ନାଥ

  • @BishwanathSethiBishwa
    @BishwanathSethiBishwa Месяц назад +22

    ବେଲେଟ ପେପର ରେ ଭୋଟ କର କେତେ ଦମ ଅଛି ଜଣା ପଡିବ ।

  • @anandaelectrical973
    @anandaelectrical973 Месяц назад +10

    ଯାହାକୁ ଲାଗୁଛି କି ଵିଜେପି ଭୋଟ ଚୋରି କରିଛି .... ସେମାନେ ସରକାରୀ ସହାୟତା ନିଅନ୍ତୁ ନାହଁ .....ମନା କରି ଦିଅନ୍ତୁ .....ଆଉ ନିଜ ନିଜ ପଞ୍ଚାୟତ ରେ ଧାରଣା ଦିଅନ୍ତୁ ...... ଆଉ ସବୁ ତକ ଚାଉଲ ଗହମ ଜାହା ଭି ଅଛି ସରକାର ଙ୍କୁ ଫେରେଇ ଦିଅନ୍ତୁ ..ଦେଖିବା ଜିତୁଛି କିଏ ହାରୁଛି କିଏ

    • @technicalsalim5999
      @technicalsalim5999 Месяц назад

      Kene bjp kon douchu ki chauda gahama.
      Re election hau ...Jana padi jibo bjp kiye

    • @Rxxxxxccxxccfcff
      @Rxxxxxccxxccfcff Месяц назад

      @@anandaelectrical973 ପୁରା ଠିକ୍ କଥା

    • @KrupasindhuPadhan-it7sp
      @KrupasindhuPadhan-it7sp Месяц назад +1

      ବିଜେଡି ସରକାର ଥିଲା ବେଲେ କାଣା ବିଜେପି ବାଲେ ଫେରାଉ ଥିଲେ

    • @jyotsnaranipanda2613
      @jyotsnaranipanda2613 Месяц назад

      କୋଉ ସରକାର ତା ବାପା ପକେଟରୁ ରାଜ୍ୟ ବାସୀଙ୍କୁ ଦାନ କରୁନି, ସବୁ ଆମରି ମାନଙ୍କ ଠାରୁ ନେଉଛନ୍ତି, , ଟିକସ, gst ଆଦି

    • @sairamsukun1851
      @sairamsukun1851 Месяц назад

      Kn pain phereibe .. BJP govt kn ta gharu aniki deuchi sabu... Loka manank thu nei loka nku deuchi... BJP govt nuha ta GST govt

  • @BishwanathSethiBishwa
    @BishwanathSethiBishwa Месяц назад +5

    Ekdam thik katha.

  • @brajakishorepadhi4022
    @brajakishorepadhi4022 27 дней назад +1

    ବାଳ ଚିହ୍ନ ଲଗେଇ ଲା। ବୁଢା ଯେତେବେଳେ ଜିତୁଥିଲା ସବୁ ଠିକ୍ ଥିଲା। ବୁଢା ଯେତେବେଳେ ହାରିଗଲା ସେତେବେଳେ ସବୁ ଭୁଲ। ୟେ ତମାସା କିଛି ଫଳପ୍ରଦ ହେବନି। ବଂର ନବୀନ ସମସ୍ତ କୁଂ କିଣି ବାରମ୍ବାର ଜିତୁଥିଲା। ଏଥର ନିରବାଚନ କମିସନର କଂ ଶାଣିତ ଆକସନ ବୁଢା ନବୀନ କୁ ହାମୁଡେଇ ଦେଲା।

  • @SsSwain-wx9ww
    @SsSwain-wx9ww Месяц назад +11

    Rahul Gandhi ta hele thik kahuchhi.... BJP chora.... recounting swar jora dar hau

  • @odiadreammoney
    @odiadreammoney Месяц назад +24

    ଆଉଥରେ ଭୋଟ ହେଉ, ଓଡ଼ିଶା ରେ

  • @maushumisoy904
    @maushumisoy904 Месяц назад +1

    ସମସ୍ତେ ଜାଣିଛନ୍ତି, ଭୋଟ ଚୋରି କଲେ, ଭିଜିଲାନ୍ସ ଚଢ଼ାଉ କି ତଦନ୍ତ ହୁଏ ନାହିଁ, ତେଣୁ ଚୋରି କରିବାର ମଜା ନିଆରା,

  • @AkashkumarMbc
    @AkashkumarMbc Месяц назад +1

    ଆଗରେ ବିଜେଡି ଜିତୁଥିଲା ଆଉ ସେ କଣ ଏମିତି ଗୋଡ଼ବଡ଼ କରିକି ବିଜେଡି ଜିତୁଥିଲା କି କୁହନ୍ତୁ

  • @beautifulvideo0203
    @beautifulvideo0203 Месяц назад +1

    ଓଡ଼ିଶା ରେ ନିର୍ବାଚନ ପରିଚାଳନା BJD ସରକାର କରୁଥିଲା। ତେଣୁ ୟେ ଭୋଟ BJD କୁ ଯାଇନି ତ? ନହେଲେ ଓଡ଼ିଶା ସାରା ଯେମିତି BJP ହୱା ଥିଲା BJD ୨୫ ଟା ସିଟ୍ ବିଧାନସଭାରେ ପାଇନଥନ୍ତ।

  • @prasantmohanty5250
    @prasantmohanty5250 Месяц назад +12

    ଦୁର୍ନିତି ବିରୋଧରେ ଲୋକମାନେ ଜବାବ ଦେଇଛନ୍ତି,

  • @BanshidharaGiri
    @BanshidharaGiri Месяц назад +2

    ପୁଣି ଥରୗ ଭଟ କରାଯାଉ

  • @gudubadajenagudu8750
    @gudubadajenagudu8750 Месяц назад +3

    Jay shree jagannath 🙏🙏🙏

  • @kuntalakisan3983
    @kuntalakisan3983 Месяц назад +1

    ଆଉ ଥରେ ଭୋଟ ହଉ

  • @MadanMohan-q4p
    @MadanMohan-q4p Месяц назад +1

    ମୋଦିଜୀ କଣ କରୁଛ ଆଉ ଥରେ ଭୋଟ ହେଉ ❤

  • @srikantarauta8200
    @srikantarauta8200 Месяц назад

    ଆଜିପଯ୍ୟନ୍ତ କିଏ କାଏଁ କହୁନଥିଲା କଣ ଗୋଟେ ହୋଉଛି ଯଦି କିଛିକରିନ କମିଶନର କୁହନ୍ତୁ ରିପୋର୍ଟ ଟାଦେଇଦେବେ କଣ ପାଇଁ କଥା ବାତ୍ରା ତାଳମେଳ ଖାଉନିକଣ ପାଇଁ ନା ପଦବୀ ଯିବହେରିବୋଲି ଇଲେକ୍ସନ କମିଶନର କୁ ଭିତିରି ଦେଇଛନ୍ତି ଯଦି ସେମେତି କିଛି ହୋଇଥିବ ତଦନ୍ତ କରାଯାଉ ଭୋଟ ଆଉ ଇଭିମ କୁ ମେଚ କରାଯାଉ ସତଟା ପଦାରେପଡିଯିବ ଆଉ ଯଦି ଏମେତି ହୋଇଥିବ ଏହା ଭାରତର ଗଣତନ୍ତ୍ରର ହତ୍ୟା କରାଯାଉଛି ଆଉ ହତ୍ୟା କାରିକୁ ଗୋଡ଼ାଇ ଗୋଡେଇ ପିଟିବାଦରକାର ଆଉ ଅଣ୍ଡା ଟମାଟ ରେ ସ୍ୱାଗତ କରିବା ଦରକାର

  • @DoremonSipu
    @DoremonSipu Месяц назад +1

    ଆଉ ଥରେ ଭୋଟ ହଉ 😊😊❤❤

  • @SudhansuSwain-cm4gi
    @SudhansuSwain-cm4gi Месяц назад

    ବିଜେଡି ଏମିତି ଜିତେ ବୋଧେ ଆଗରୁ, ସେଥିପାଇଁ ସେ ଏମିତି ଭାବୁଛି

  • @TunaDas-tt7xj
    @TunaDas-tt7xj 27 дней назад

    Bjd 10ଥର ଇଲେକ୍ସନ କଲେବି ହାରିବ। ରେପ୍, ମଡ଼ର୍ର, ଚୋରୀ, ଚାକିରିରେ ଜାଲିଆତି ଏ କଥାର ସ୍ପୋଷ୍ଟ କରନ୍ତୁ।

  • @harashchandraswain
    @harashchandraswain Месяц назад +1

    Right 👍

  • @ranjankumarsahoo8418
    @ranjankumarsahoo8418 Месяц назад +1

    Right mam

  • @bairagibiswal855
    @bairagibiswal855 Месяц назад +9

    Evm chori

  • @Paramananda853
    @Paramananda853 Месяц назад +2

    ହାରିଗଲେ ସବୁ ଏମିତି କହିଥାନ୍ତି

  • @mfm3540
    @mfm3540 Месяц назад

    1000% correct

  • @JagannathSwain-y1c
    @JagannathSwain-y1c 28 дней назад

    ବାବୁ ସିଙ୍ଗୀ ବାବୁ bjp ର କାହିଁକି ଫାଟୁଚି ଜଦି ତମର ଦମ୍ ଅଛି ଆଉଥରେ ରି କାଉଣ୍ଟିଙ୍ଗୀ କରେଇଦୀୟ ଜନତାଙ୍କ ପାଖରେ bjp ଗେଲା ପୁଅ ହେବ ଯଦି ତୁମେ କାଉଣ୍ଟିଙ୍ଗି ନକରିବାକୁ ଚାହୁଚ ତା ହେଲେ ତୁମେ ଉପରେ BJD ଯୋଉ ଅଭିଯୋଗ ଆଣିଛି ଠିକ୍ କଥା

  • @hareshsahoo.1236
    @hareshsahoo.1236 Месяц назад +1

    Please vote again.

  • @deepakranjan1736
    @deepakranjan1736 Месяц назад

    ବିଜେପି ଦଳ କ୍ଷମତା ପାଇଁ ଦିନେ ଦେଶକୁ ବି ବିକ୍ରି କରିଦେବ

  • @Janayasabar-wg9gx
    @Janayasabar-wg9gx Месяц назад +2

    Nice

  • @A...B..Aggarwal..306
    @A...B..Aggarwal..306 22 дня назад

    ହାରିଗଲା ପରେ ସହି ପାରୁନାହାନ୍ତି BJD

  • @LilenBiswalodishaindia
    @LilenBiswalodishaindia Месяц назад

    ଯଦି ଏହା ତା ହେଲେ ଏହାକୁ ସମୀକ୍ଷା କରାଯାଉ ଓ ପୁନର୍ବାର ଗଣତି କରାଯାଉ

  • @Damo587
    @Damo587 Месяц назад +41

    Evm hatao desh bachao modi hatao desh bachao

  • @SangramBeuria
    @SangramBeuria Месяц назад

    ଏମିତି ବି ଜିତି ଥିଲା ବିଜେଡି

  • @krushnachandrapatra5656
    @krushnachandrapatra5656 Месяц назад

    Next. Vote.

  • @the_amit.
    @the_amit. Месяц назад +6

    ବିଗତ 25 ବର୍ଷ ବିଜୁ ଜନତା ଦଳ ଅପ୍ରତିଦ୍ୱନ୍ଦୀ ଭାବ ରେ ବିଜୟୀ ହୋଇ ଆସୁ ଥିବ ସମୟ ରେ EVM ହେରଫେର ହଉନ ଥିଲା 🤣

  • @AshishKumarsabatAshishsabat
    @AshishKumarsabatAshishsabat Месяц назад

    Naveen sarkar jindabad jindabad

  • @bipinkumarsamant5793
    @bipinkumarsamant5793 Месяц назад +1

    Right.

  • @shibshankarmohanty9709
    @shibshankarmohanty9709 Месяц назад

    ବିଜେଡି ଆଉ କଂଗ୍ରେସ ର କାମ କିଛି ନାହିଁ, ଜିତିଲେ ଗଡବଡ ନାହିଁ, ହରିଗଲେ ଗଡବଡ,।।ସେ ଲେଖାଶ୍ରୀ ଦୋମୁହାଁ ନୀତି ସବୁବେଳେ କରେ, ଖାତିର ନାହିଁ। ।।।।

  • @KalpanaOjha-ug6mm
    @KalpanaOjha-ug6mm Месяц назад +1

    Punithare vote karajau🙏🏻🙏🏻

  • @pratapsahoo1574
    @pratapsahoo1574 Месяц назад

    ଜୟ ଶ୍ରୀରାମ

  • @pashupati55
    @pashupati55 29 дней назад +2

    ହାରିଲା ପରେ BJD ର ମୁଣ୍ଡ ଆଉ କାମ ଦେଉନି। ଖାଲି ବିଲିବିଲାଉଚି 😂😂😂

  • @akshayabhoi2802
    @akshayabhoi2802 Месяц назад

    ଆଉଥରେ ଗଣତି ହେଉ ତମର ବିଜେପି ବାଲା କାହିଁକି ଫାଟୁଛି

  • @AnilKhara-kr7bu
    @AnilKhara-kr7bu Месяц назад +14

    BJP hotao desh bachao

  • @murmuthakur7573
    @murmuthakur7573 21 день назад

    ଆଗ କାଳରେ ଯେମିତି ଷ୍ଟାମ୍ପ ଭୋଟ ଦେଇଥିଲେ ସେମିତି ହେଲେ ଠିକ୍ ବାହାରିବ ରେଜଲ୍ଟ l

  • @salegramkar3029
    @salegramkar3029 Месяц назад

    ଜନଗଣନା ନହୋଇ କେମିତି ଭୋଟହେଲା

  • @केदारनाथमिश्रा

    ଭୋଟ ମେସିନ୍ ,ଭୋଟ ଗ୍ରହଣ ବିଷୟରେ ନେତାଙ୍କର ଧାରଣା ନାହି।।

  • @tapaswiniojha8832
    @tapaswiniojha8832 Месяц назад +10

    BJP chora 😂jumla, michhua sarkar 😂

  • @DebiGoud440V
    @DebiGoud440V Месяц назад +5

    ଲଜ୍ୟା ନିୟୁଜ୍ ଚେନେଲ୍ .ଲେଖା ଙ୍କୁ ପଇସା ଦରକାର୍ .

  • @subratkumardas6836
    @subratkumardas6836 Месяц назад +14

    Bjp h to ghotala hoga

  • @naraharisethi2880
    @naraharisethi2880 Месяц назад

    Yes good decision

  • @lipasahoo2812
    @lipasahoo2812 Месяц назад +1

    ତା ହେଲେ ଆଗରୁ BJD ଚୋରି କରୀକି ଜିତୁ ଥିଲା ସେଥି ପାଇଁ ସେ ଏମିତିକା କଥା ବାର୍ତ୍ତା କରୁ ଛନ୍ତି ଆଉ ଇଏ ଗୋଟେ ବୁଢ଼ୀ ଚୋରଣୀ BJP ରୁ BJD କୁ ଯାଇଛି ଇଏ ତା ହେଲେ ଆଗରୁ ଚୋରି କରୁଥିଲା

  • @sanyasibiswal3340
    @sanyasibiswal3340 Месяц назад +1

    We want by election 🙏❤️

  • @sarojbehera0416
    @sarojbehera0416 26 дней назад

    Remove BJP ❌

  • @user-jo8nu9qw1k
    @user-jo8nu9qw1k 23 дня назад +1

    ଲେଖା ଶ୍ରୀ ତୁମେ ଜାଣି ବା କଥା ବିଜେଡି କୁ ଲୋକ ଗୃ ଣ କଲେ ପାଣ୍ଡିଆନ ପାଇଁ ବିଜେପି କୁ ଲୋକ ବା ଛି ନେଲେ ତୁମେ କୁକୁର ପରି ଗର୍ଜି ଲେ ମଧ୍ୟ ବିଜେପି ର କିଛି କରି ପାରି ବ ନାହିଁ ବରଂ ଚୁପ ରହ ପାଞ୍ଚ ବର୍ଷ 29 ରେ ଲୋକ ବା ଛି ଵେ କଂଗ୍ରେସ କୁ ସିଓର ବିଜେଡି ବିଜେପି ବୟ ଜୟ କଂଗ୍ରେସ

  • @adikandasahoo5169
    @adikandasahoo5169 Месяц назад

    Suprime court ଯାଅ

  • @tilachandrameher608
    @tilachandrameher608 Месяц назад +17

    ହାରୀଗଲେ ମେସିନ ର ଦୋଷ... କଂଗ୍ରେସ ବି ଦୁଇଥର ଦୋଷ ଦେଇଥିଲା ହେଲେ ଏଥର କଂଗ୍ରେସ ଅଧିକା ଶିଟ ଜିତିଯିବାରୁ ମେସିନ୍ ଠିକ୍ ହେଇଗଲା......ବା କି କଥା

    • @SauravKumar-ck6cr
      @SauravKumar-ck6cr Месяц назад +4

      Andhabhakta spotted 😂

    • @technicalsalim5999
      @technicalsalim5999 Месяц назад +2

      Odisha ru bjp hotibo Aau andhavakta ra odisha ru bidai hobo😢😢😢😅😅😅😅😅

    • @PrakashKumar-ps5md
      @PrakashKumar-ps5md Месяц назад +1

      Kan karibe Bhai poda jala hele malam laganti hele emane pagal bhalia nachuchanti 😂😂😂

  • @newtonpradhan8955
    @newtonpradhan8955 Месяц назад

    ଆଉ ଥରେ ଭୋଟ ହେଲେ, ଵାଲାଟ ପେପର ରେ ଭୋଟ ଦେଲେ ଭଲ ହୁଅନ୍ତା

  • @narayanpanigrahi1987
    @narayanpanigrahi1987 Месяц назад

    25 ବର୍ଷ ଯାଏଁ BjD ସରକାର ଜିତି ଆସୁଥିଲା ସେତେବେଳେ କିଛି ପଚାରୁ ନଥିଲେ...ଏବେ ନୂତନ ଦଳ ସରକାର ଆସିବାରୁ ଦେହକୁ ବାଧୁଛି....ବୋଧହୁଏ ହଜମ ହଉନି....UP re କାହିଁକି BJP 60 ସିଟ jitiparilaa ନାହିଁ

  • @bikashbehera2618
    @bikashbehera2618 Месяц назад

    ଆଉ ଥରେ ଭୋଟ୍ ଦିଆଯିବ କଥା

  • @PramodKisan-on7qi
    @PramodKisan-on7qi Месяц назад +1

    Fir se election karna chahie

  • @Crp-2000
    @Crp-2000 Месяц назад +1

    ଆଉ ଥରେ ଭୋଟ ହଉ ବିନା EVM ରେ