ମହାପ୍ରସାଦରୁ ମୋକ୍ଷ ପ୍ରାପ୍ତି | Jagannath Mahima | Dr. Srikanta Parija | Odisha365

Поделиться
HTML-код
  • Опубликовано: 1 дек 2024

Комментарии • 327

  • @srikantaparija2054
    @srikantaparija2054 3 года назад +82

    କି ଉତ୍ତର ଦେଇ ମୋ ମହାପ୍ରଭୁଙ୍କ ଲୀଳାର ସତ୍ୟତାକୁ ପ୍ରମାଣିତ କରିବି.?
    କେବଳ ଏତିକି କହି ରହୁଛି...
    ଯଦି ମୋ କାଳିଆର ହସରେ ନିଜ ଦୁଃଖ ଯଦି ଧୋଇ ହେଇଯିବାର ଆସ୍ଥା ଯଦି ସତ୍ୟ,
    ତାର ଦୟଣାର ବାସ୍ନାରେ ଆମ ଆନ୍ଦୋଳିତ ମନରେ ରୋମାଞ୍ଚ ଯଦି ସତ୍ୟ,
    ତା ଅବଢ଼ା ର ମହକରେ ଯଦି ଆମ ଯୁଗ ଯୁଗର କ୍ଷୁଧା ମେଣ୍ଟିଯିବା ସତ୍ୟ,
    ତା ବାଇଶି ପାହାଚରେ ଗଡି ଗଲେ ସବୁ ପାପ ଧୋଇ ଯିବାର ଆସ୍ଥା ଯଦି ସତ୍ୟ,
    ତା ସ୍ୱର୍ଗ ଦ୍ୱାରରେ ଶରୀର ଲୀନ ହୋଇଗଲେ ଆତ୍ମା ମୋକ୍ଷ ପାଇଯିବାର ବିଶ୍ୱାସ ଯଦି ସତ୍ୟ,
    ତେଲ,ଲୁଣ ସଂସାରର ଅଭିମାନ,କୋହ ତା ପାଖରେ ବାଢିବାକୁ ଯାଇଥିବା ମଣିଷ ଟିର ଆଖି ତା ଚକାଆଖିରେ ମିଶିଗଲା ପରେ ସବୁ ଅଳି,ଆଉ ମାଗିବାର ପଣ ଭୁଲିଯିବା ଯଦି ସତ୍ୟ,ତେବେ ସେ କରୁଥିବା ଲୀଳା କଣ କେବେ ମିଛ ହୋଇପାରେ !
    ମହାପ୍ରଭୁ ଯେତିକି ଲୀଳା ନିଜେ ନ କରନ୍ତି ତା ଠୁ ଅଧିକ ବିଚିତ୍ର ଲୀଳା ତାଙ୍କ ନାମ ନେବା ମାତ୍ରେ ହୋଇଯାଏ....
    -ଡ଼ଃ ଶ୍ରୀକାନ୍ତ ପରିଜା

    • @umaagrawal6155
      @umaagrawal6155 3 года назад +4

      Kuch hain jo husn pe naaz karte hain
      Kuch hain jo daulat pe naaz Karte hain
      Par hum gunhagar bande e Prabhu hum
      To Teri rehmat pe naaz karte hain ..

    • @hiteshkumarpradhan254
      @hiteshkumarpradhan254 3 года назад +1

      ଧନ୍ୟ ମୋ ପ୍ରଭୁ ର ଲୀଳା.

    • @sunilmohapatra
      @sunilmohapatra 3 года назад +1

      Jay Jagannath

    • @swagatika5954
      @swagatika5954 3 года назад +1

      Jai jagannath swami 🙏

    • @nivedita7200
      @nivedita7200 3 года назад +2

      Mahaprabhu Shree Jagannath hin eka matra satya..

  • @Targetteachership
    @Targetteachership 3 года назад +18

    ଭାବର ସମୁଦ୍ର ଆପଣଙ୍କ ହୃଦୟରେ ଭକ୍ତି ରୂପକ ପବିତ୍ରନୀରର ତରଙ୍ଗ ସୃଷ୍ଟି କରୁଛି।
    ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ 🙏🙏🙏🙏🙏

  • @jayjagannath2456
    @jayjagannath2456 3 года назад +9

    ହେ ଜଗନ୍ନାଥ ତୁମ ଭାବ ଏବଂ ଭକ୍ତିର କେବେ ଅଧିକାରୀ ହେବି ସେଥି ପାଈଁ ଆକୁଳ ନେବେଦନ। ଡ଼ଃ ପରିଜାଙ୍କ ଅନୁଭୁତି ଅତି ବିଚିତ୍ର। ପ୍ରଭୁ ଜଗନ୍ନାଥଙ୍କର ତାଙ୍କ ପ୍ରତି କରୁଣା ପାଇଁ ଏମିତି ଅଣୁଭୁତିର ଅଧିକାରୀ। ପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ହୋଇଥିବାରୁ ତାଙ୍କୁ ପ୍ରଣାମ। ଆଉ ମୋ ପ୍ରଭୁଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ। ଜୟ ଶ୍ରୀ ଜଗନ୍ନାଥ।

  • @kalashreea6031
    @kalashreea6031 3 года назад +10

    ମହାବାହୁ ଶରଣଂ
    "ଜଗନ୍ନାଥ ମହିମା"
    ଏଥର ର ମହାପ୍ରଭୂ ଙ୍କ ଦିବ୍ଯଲୀଳା ତଥା ମହାଆନନ୍ଦ ଅନୁଭବ ସ୍ମୁତି ଅତି ଭାବପୁର୍ଣ୍ଣ !
    ଜୟ ଜଗନ୍ନାଥ !

  • @pitabasrautaray3312
    @pitabasrautaray3312 3 года назад +18

    So emotional talk!.Tears rolled down as Dr Srikant Parija spoke about the incident in which I was involved.Lord Jagannath is such a powerful God !!Thank you Srikant Babu for highlighting the glory of Lord Jagannath. Incidentally today is the birthday of Dr Srikant Parija.Praying for choicest blessings of Lord Jagannath. Pitabas Rautaray

  • @tapaswinipradhan8084
    @tapaswinipradhan8084 3 года назад +3

    Satare prabhu tume kete mahan..jay Jagannath🙏🙏🙏🙏🙏🙏🙏..prabhu mate tike krupa karantani tumaku tike dekhiba pain,bahut dina hela tumaku dekhibaku mo mana jhuruchi😭😭😭😭😭😭😭😭😭😭.....

  • @manashpalai5238
    @manashpalai5238 3 года назад +3

    ହେ କଳାଠାକୁର ତୁମ ପାଦେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏

  • @jagannathbaba4035
    @jagannathbaba4035 3 года назад +5

    ସାର୍ ପ୍ରଣାମ ମୁଁ କହି ପାରୁନି ଅପୋନ ମୋ କମେଟ ଟିକୁ ଦେଖିବେକି ନାହିଁ। ଯୋଦୀ ପଢ଼ି ବେ ପ୍ଲିଜ ସାର୍ ଏମିତି କାଳିଆର ଅନନ୍ତ ଲୀଳା ଆଉ ଆଠ ଦଶ ଟା ଅପଲୋଡ଼ କରନ୍ତୁ। କାଳିଆ ର ଲୀଳା ଶୁଣିଲେ ମୋତେ ଯେମିତି ଲାଗେ ମୋ ଜୀବନର ସବୁ ସୁଖ ପାଇଗୋଲୀ। ସବୁଦିନ ଅପୋନଙ୍କ ପୋଷ୍ଟ ଅପେକ୍ଷା ରେ ଥାଏ। ପ୍ଲିଜ ସାର୍ ପ୍ଲିଜ ଏତିକି କରନ୍ତୁ। ସାର୍ ମୁଁ ବି ମୋ ଅନୁଭୂତି କଥା ଅପୋନଙ୍କୁ କହି ଥାଆନ୍ତି,କିନ୍ତୁ କେମିତି।

  • @subhalaxmimohanty9085
    @subhalaxmimohanty9085 3 года назад +7

    Wooow nice anuvuti🙏jay Jagannath 🙏

  • @chinmayeepradhan2806
    @chinmayeepradhan2806 3 года назад +1

    Srikant sir apananku sata sata naman karana apana jagannath nka mahima gana Kari koti odia nku suneithibaru au ei sansar jagannath nka bhaba purna Maya heijau Jai jagannath

  • @rajeshsahoo9407
    @rajeshsahoo9407 3 года назад +4

    ଆପଣଙ୍କ ଭାବ ବିହ୍ବଳ ଅନୁଭୁତି ମନରେ ଭକ୍ତି ଭାବର ଆବେଗ ସୃଷ୍ଟି କରୁଛି. ଭାବର ଠାକୁର ସେ ଅଭାବକୁ ଦୂର...

  • @debadattadash580
    @debadattadash580 3 года назад +1

    ଅନନ୍ତ ମହିମାର ଆଧାର ମହାପ୍ରଭୁ।ମହାପ୍ରସାଦ ତାଙ୍କରି ଅନ୍ନ ରୂପ।ଜୟ ମହାପ୍ରସାଦ।ଜୟ ଜଗନ୍ନାଥ।🙏🙏🙏

  • @bkbarik2322
    @bkbarik2322 3 года назад +1

    ମହାପ୍ରଭୁଙ୍କ ର ଜୟ ହେଉ🙏🙏🙏🚩🚩🚩
    ମହାପ୍ରଭୁଙ୍କ ମହାପ୍ରସାଦ ମହିମା ଶୁଣି ମନରେ ମହାଆନନ୍ଦ ଖେଳିଗଲା ଆଜ୍ଞା
    ଆପଣ ବି ସତରେ କେତେ ମହାନ ଆଜ୍ଞା ମହାପ୍ରଭୁ ଆପଣଙ୍କ ଦ୍ଵାରା କେତେ କେତେ ମହାନ କାର୍ଯ୍ୟ କରାଉଛନ୍ତି।ଆପଣଙ୍କ ଭକ୍ତି ଆଗରେ ଆପେଆପେ ମୁଣ୍ଡ ନଇଁ ଯାଉଛି ଆଜ୍ଞା👏👏

  • @jharanamohanty7432
    @jharanamohanty7432 3 года назад +1

    Jay Jagannath,sheekant sir,apanank anubhuti Katha suni ama akhiru luha bohijauchhi,kete Lucy apan,prabhunk Krupa ama update sarbada achhi,ame anubhaba kariba hela bada Katha.

  • @prasantsethi2066
    @prasantsethi2066 3 года назад +5

    Bhai aji kahila mahaprabhu upare bahut khusi lagila tame bhagwan samiti asibad diantu jay jaganath

  • @gopalagrawal8200
    @gopalagrawal8200 3 года назад +10

    हरि अनंत हरि कथा अनंता। कहहिं सुनहिं बहुबिधि सब संता॥. Jai Jagannath 🙏

  • @suvenduray3889
    @suvenduray3889 3 года назад +4

    My heart melted hearing your experience of MAHAPRASAD. You are really very fortunate being served MAHAPRASAD by MAHAPRABHU himself. Its not a case of stroke of good luck. Moved by your pristine devotion and undiluted love, MAHAPRABHU himself appeared and served you MAHAPRASAD. MAHAPRABHU hankers for true love. He served you and even lifted your MAHAPRASAD left over leaf....is just a case in point what extent MAHAPRABHU goes to serve his devotee. The divine leela of MAHAPRAHU is beyond the limits of human understanding. Its true that MAHAPRABHU is bound by true love only. We shouldn't detach ourself from MAHAPRABHU at any cost for a single moment. By clinging to him eternally, we can thrive in any situation. Please keep updating us with us divine telling of MAHAPRAPHU. To have this divine nectar, we are ready to hear your divine naration all day and all night. Thanks a lot for giving me the opportunity to hear your narration of MAHAPRAPHU and MAHAPRASAD. Both MAHAPRABHU and MAHAPRASAD are indistinct and inseparable. We are very fortunate being born in the land of MAHAPRABHU. Jay Shri Jaganatha.

  • @umaagrawal6155
    @umaagrawal6155 3 года назад +9

    Teri yaad me rone ka jisme kissa hai
    Wo hi meri umra ka behterin hissa hai ..
    Hey Mahaprabhu🙏🙏🙏

  • @reemasahoo7447
    @reemasahoo7447 3 года назад

    ଧନ୍ୟ ମହାପ୍ରଭୁ,,,, ଧନ୍ଯ ଆପଣଙ୍କ ଲୀଳା....... ଜୟ ଜଗନ୍ନାଥ...... ମହାପ୍ରସାଦ କଥା ଶୁଣି ବହୁତ ଭଲ ଲାଗିଲା..... ଶୁଣିଛି ପ୍ରତିଦିନ ମହାପ୍ରଭୁଙ୍କ ନିକଟକୁ ଶହ ଶହ ଚିଠି ପଠାନ୍ତି ତାଙ୍କର ପ୍ରିୟ ଭକ୍ତ ମାନେ....... ସେଇ ଚିଠି କୁ ନେଇ ମହାପ୍ରଭୁଙ୍କର ଅପୂର୍ବ ଲୀଳା..... ଚିଠିର ଉତ୍ତର ବି ଦିଅନ୍ତି ସେ...... ମୁଁ ବି ଗୋଟିଏ ଚିଠି ଲେଖିଥିଲି କିନ୍ତୁ ଉତ୍ତର ବେଳେ ବେଳେ ଲାଗୁଛି ମିଳିଛି ଆଉ ବେଳେ ବେଳେ ଲାଗୁଛି ମିଳିନାହିଁ....... ଜାଣିନି ମୋ ସହିତ ଏପରି କାହିଁକି ହେଉଛି..... ଉତ୍ତର ପାଇକି ବି ମୁଁ ପାଉନାହିଁ କାହିଁକି..... ତାଙ୍କର ଲୀଳା ସେ ହିଁ ଜାଣିଥିବେ..... ମୋର ବୁଝିବା ବାହାରେ ସେ କଥା..... ଜୟ ଜଗନ୍ନାଥ...... ଜଗତ ତୁମ କୃପା ପାଇଁ ଆକୁଳ ମହାପ୍ରଭୁ ଆଉ ମୁଁ ବି.......... କୃପା କରନ୍ତୁ ମହାପ୍ରଭୁ.......... ତ୍ରାହିମାମ.........

  • @tejarajsahu1501
    @tejarajsahu1501 Год назад

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🌹🌹
    ଧନ୍ୟ ପ୍ରଭୁ ତୁମେ 🙏🙏🙏🌺🌺
    ଧନ୍ୟ ତୁମରି ଲୀଳା 🙏🙏🙏🌹🌹
    ଧନ୍ୟ ପ୍ରଭୁ ଧନ୍ୟ 🙏🙏🙏🌹🌹
    ଧନ୍ୟବାଦ ଆଜ୍ଞା 🙏🙏🙏🌹🌹

  • @babitadehury7166
    @babitadehury7166 3 года назад +9

    Jay Jagannath swami ji ki jai 🙏🏽🙏🏽😭🙏😭🙏😭😭🙏😭🙏😭😭🙏😭

  • @rabindranathpradhan4378
    @rabindranathpradhan4378 3 года назад +5

    Jay jagganatha swami nayana patha gami bhaba tume prabhu 🙏🙏🙏🙏🙏

  • @shantilatadas4419
    @shantilatadas4419 3 года назад +2

    Jagannath swami nayanapathagami bhabatume many thanks

  • @MithunJagadala-sr8cd
    @MithunJagadala-sr8cd 2 месяца назад

    ମୋ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🏵️🌹🍎🌷🌺🍓🍇🏵️🌹🍎🌺🌺🌷🍓🍇🏵️🌹🍎🌷🌺🍓🍇ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕🙏🏻🙏🏻🙏🏻

  • @chinmayadas6630
    @chinmayadas6630 Год назад

    ସତରେ ଅଜ୍ଞ୍ୟା ଆପଣ ବହୁତ ମହାନ, ଆପଣ ଙ୍କ ପାଇଁ ଆମେ ମାନେ ବି ଧନ୍ୟ, ଭଗବାନ ଙ୍କୁ ଡାକୁଛି ତାଙ୍କ ସେବା କରିବାର ସୁଯୋଗ ଦେଲେ ମୁଁ ଧନ୍ୟ ହେବି, ଆଉ ମହାପ୍ରସାଦ କଥା ସେ ତ ଭାଗ୍ୟ ର କଥା, ସମସ୍ତ ଙ୍କ ଭାଗ୍ୟରେ ନ ଥାଏ, ଜୟ ଜଗନ୍ନାଥ 🙏🙏🙏

  • @purnimamohanty4270
    @purnimamohanty4270 3 года назад

    ଜୟ ଜଗନ୍ନାଥ। ଧନ୍ୟବାଦ। ଆପଣଙ୍କୁପ୍ରଣାମ। ମୁଁ ପୁରୀ ରଜିଅବହାହେଇଚିବାଲେଶ୍ଵରେସବୁବେଳେଖୋଜିବୁଲେଏପରିକଥାଶୁଣିବାକୁ।

  • @sashikantanayak6354
    @sashikantanayak6354 3 года назад +2

    Hari Hari Bol Hari Hari Bol. 🙏🙏🙏🙏 Tears rolling out from eyes

  • @smrutipatra1013
    @smrutipatra1013 3 года назад +1

    Thank you sir ! Jay Jagannath 🙏🙏🙏

  • @jkpanda3267
    @jkpanda3267 3 года назад +4

    ଜୟ ଜଗନ୍ନାଥ 🙏
    Tq ଓଡିଶା 365👍

  • @jayjagannathbhajan5819
    @jayjagannathbhajan5819 3 года назад +4

    🌷🌷🌺🌺🌺🙏🏼🙏🏼Jay jagannath swami nayan patha gami bhaba tume seta bhakata bhabare bandha kalathakura 🌷🌷🌺🌺🌺🌺🙏🏼🙏🏼

  • @jagannathbaba4035
    @jagannathbaba4035 2 года назад

    ମୋ ମହା ପ୍ରଭୁ ଜଗନ୍ନାଥ ହେ,,, କହାକୁ ସାର୍ ଅଭିମାନ କରିବେ ,ଯେତେ ଅଭିମାନ କରିବେ ସେତେ ମୋ ମହା ପ୍ରଭୁ ଜଗନ୍ନାଥ ଆପଣେଇ ନେବେ ,କିନ୍ତୁ ମୁଁ କେବେ ମୋ ବାବା ଜଗନ୍ନାଥ ଙ୍କ ଶ୍ରୀ ମହା ପ୍ରସାଦ ପାଇନି ହେଉ ତାଙ୍କରି ଇଛା ଜୟ ଜଗନ୍ନାଥ

  • @chandananayak4429
    @chandananayak4429 3 года назад

    🙏🙏 ଜୟ ଜଗନ୍ନାଥ ସାର୍ 🙏🙏 ମୋ ମହାପ୍ରଭୁ ଙ୍କ ମହିମା ସତରେ ଭାରି ନିଆରା । ସାର୍ ମୁଁ ଛୋଟ ପିଲା। ମୋ ମହାପ୍ରଭୁ ଙ୍କୁ ଚିନ୍ତା କଲେ ରୋମ ଟାଙ୍କୁରି ଉଠେ। ଜୀବନ ରେ ଖୁସି ଭରିଦିଅନ୍ତି🙏 ମନ ଭିତରେ କୋହ ଭରି ଆଖିରୁ ଲୁହ ଝରି ଯାଏ।😅ନିଜକୁ ସମ୍ଭାଳି ହୁଏନି🙏 ମୋ ମହାପ୍ରଭୁ ଙ୍କୁ ଦର୍ସନ କଲେ ନିଜର ଅସ୍ତିତ୍ୱ ଭୁଲିଯାଉ 🙏🙏
    🙏ଆହେ କ୍ଷମାମୟ ମହାପ୍ରଭୁ ମୋର କିଛି ଭୂଲ ଥିଲେ ମୋତେ କ୍ଷମା କରିବେ🙏🙏
    🙏🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ 🙏🙏ରହୁଛି ସାର୍,,,,,,,🙏🙏

  • @rajeshsahoo9407
    @rajeshsahoo9407 3 года назад +3

    ଜୟ ଜଗନ୍ନାଥ. ବିଶ୍ବାସେ ମିଳଇ ହରି....🙏🙏🙏🙏

  • @asitkumarparija4776
    @asitkumarparija4776 3 года назад +3

    Dhanya Jagannath Dhanya Tama Mahima 🙏🙏🙏

  • @gourishankaracharya542
    @gourishankaracharya542 3 года назад +1

    He maha prabhu bichitra apana nka lila ....dhanya bhakta dhanya jagannath 🙏🙏🙏🙏

  • @hiteshkumarpradhan254
    @hiteshkumarpradhan254 3 года назад +7

    Jay Jagannath

  • @adi-eshaforpeace9966
    @adi-eshaforpeace9966 3 года назад

    Bahut badia katha kahile.akhire luha asijauchhi. mana hauchhi apananka pakharu maha prabhunka katha amiti sunibaku.🙏🙏🙏🙏🙏

  • @sujatachinara832
    @sujatachinara832 3 года назад

    Bahut bada bhagya sir apankara..pravu nka bahut krupa apnkaa upare rahichi..jay jagnnath...

  • @pipitripathy8961
    @pipitripathy8961 3 года назад +3

    Jay Jagannath. Jay Jagannath. Bhaba ra thakura se koha ra thakura
    Jay Jagannath.

  • @sumitamahapatra9251
    @sumitamahapatra9251 3 года назад +6

    Mo prabhu Jagannatha 🙏🙏🙏

  • @adityarath3108
    @adityarath3108 3 года назад

    Sir, Namaskar , Mahaprabhu nka dibya Lila oti hrudaya sparsi ,Sir, sabubele apono amo mono atma ku Jagannath maya karuthantu .......Jay Jagannath

  • @devidattasahoo325
    @devidattasahoo325 3 года назад +5

    He Narayan mahaprabhu.

  • @pramodbal1
    @pramodbal1 3 года назад +3

    Jay jagannath bhai really heart touching

  • @bhagyalatapanda2910
    @bhagyalatapanda2910 3 года назад +1

    Jay jagannath swami nayan path gami vaba tuma

  • @lalitendubag4783
    @lalitendubag4783 2 года назад

    Jai Jagannath..🙏🙏🙏Mahaprabhu apanka sricharane koti koti pranam prabhu..mahaprasada kebe khaithili prabhu mane bhi nai au agaku kebe khaibi bhi janini prabhu..prabhu ete durare re achi kie bhi aniba mo pain prasada tike..prabhu sabu apanka asirbada prabhu..mahaprasada tike khai baku bahut icha hauchi prabhu..pranam tie karuchi grahan karantu Manima..🙏🙏🙏

  • @prakritisvideo19
    @prakritisvideo19 3 года назад

    Shreekant sir apana nk charana re sat sat pranam jai shree jagannath

  • @swatisucharita3755
    @swatisucharita3755 3 года назад +2

    Jay jagannath swami nayana patha gami bhaba tume

  • @pradeshkumarsahoo1877
    @pradeshkumarsahoo1877 2 года назад

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏

  • @chandutheboss7547
    @chandutheboss7547 2 года назад

    Jay jagarnath..jay jagarnath.jay jagarnath.jagatara natha tume he maha pravu tame...saburi nila Tamara...Odisha lokanku aapana khusire rakhantu....jaya jagarnath..

  • @girishchandradas1375
    @girishchandradas1375 3 года назад

    Annirbachanya..Tathaapi sunu sunu maha maha basnare peta vari uthey.🙏🏼🎉🌹🌹🌹🎉🙏🏽

  • @chinmayparida5039
    @chinmayparida5039 3 года назад +6

    Jay jagannath🙏🙏🙏🙏

  • @chinmayadas6630
    @chinmayadas6630 Год назад

    ସେ ପରା ଭାବ ର ଠାକୁର, ଜୟ ଜଗନ୍ନାଥ 🙏🙏🙏

  • @parmeshkarmakar6298
    @parmeshkarmakar6298 2 года назад

    Koti koti pranaam sir🙏,Jay Jagannath Mahaprabhu 🙏🙏🙏🙏

  • @rajlaxminayak235
    @rajlaxminayak235 3 года назад

    Jai Jagannath swami Nayan pathgami bhaba tumey🙏🙏🙏🌺🌼🌺💐

  • @purusottamreddy2992
    @purusottamreddy2992 3 года назад +1

    ଆପଣ ବହୁତ୍ ଭାଗ୍ୟବାନ ।

  • @manaspradhan4168
    @manaspradhan4168 3 года назад

    ମୁଁ ମହାପରଭୁଂକ ପାଇଁ କିଛି ଲେଖିବିନି। ସେ ମୋର ଜନ୍ମ ଜନ୍ମ ର ଆରାଧନା ର ଠାକୁର। ଜୟ ଜଗନ୍ନାଥ ମହାପରଭୁ

  • @p4hhh5
    @p4hhh5 3 года назад +1

    He PRABHU CHAKADOLA🙏🙏🙏🙏🙏🙏🙏🙏🙏🙏🙏.I m just speechless after watching this video

  • @Q-uee
    @Q-uee 3 года назад +2

    🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @rajkishorebehera8746
    @rajkishorebehera8746 3 года назад

    Jay jagannath, se amar pindar pran. Apan really anubhab karichanti.

  • @yogaranjanbehera654
    @yogaranjanbehera654 3 года назад +2

    Sir many many many thanks to you❤️🙏🙏🙏🙏😭😭😭 🙏🙏🙏🙏🙏

  • @somyaranjanpuhan5946
    @somyaranjanpuhan5946 3 года назад +4

    Jai jagannath

  • @gitapradhan2346
    @gitapradhan2346 3 года назад +3

    , ମହାପ୍ରଭୁ ହେ ମହାବାହୁ
    ଭକ୍ତ ଯେ ଖାଲି ଆପଣଙ୍କୁ ଅପେକ୍ଷା କରେ ତାହା ନୁହେଁ,ଆପଣ ମଧ୍ୟ ତାକୁ ଅପେକ୍ଷା କରନ୍ତି, ତା'ର ମାନ ଅଭିମାନ କୁ ପୂରଣ କରିଥାନ୍ତି। ମହାପ୍ରସାଦ ର ଅମୃତ ବାସ୍ନା ରେ ଚିରକାଳ ମହକେଇ ଦିଅନ୍ତି। ମହାପ୍ରସାଦ ର ଅମୃତ କଣିକାରେ ମୋକ୍ଷ ପ୍ରାପ୍ତି କରେଇ ଦିଅନ୍ତି। ସର୍ବ ମହୋଷଧି ରେ ପରିପୂର୍ଣ, ସ୍ନେହ ପ୍ରେମ ବନ୍ଧନ ର ଅମୁଲ୍ୟ ସେତୁ ଟିଏ ହୋଇ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ର ର ଅମୃତ କୈବଲ୍ୟ ନିର୍ମାଲ୍ୟ ମହାପ୍ରସାଦ ତୁମକୁ ଶତ ଶତ ପ୍ରଣାମ 🙏🙏🙏🙏🙏🌹

  • @sujatalenka1879
    @sujatalenka1879 3 года назад

    ଆପଣ ଧନ୍ୟ sir ଧନ୍ୟ ଆପଣଙ୍କ ଭକ୍ତି l

  • @sarojpradhan1830
    @sarojpradhan1830 3 года назад +3

    Jay guru

  • @biswanathchoudhary7463
    @biswanathchoudhary7463 3 года назад

    Jay Jagannath, Prabhu koti koti naman 🙏🙏🙏🙏🙏🙏

  • @birakishoresahoo3080
    @birakishoresahoo3080 3 года назад +1

    Sir Pranam.pitabas sir nku mandhya pranam.

  • @prakritisvideo19
    @prakritisvideo19 3 года назад

    Shree jagannath apana nku koti paramayu diantu

  • @bharatidhir7454
    @bharatidhir7454 3 года назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @sunilkumarpadhi36
    @sunilkumarpadhi36 3 года назад +2

    Jai Jagannath...🙏🙏🙏

  • @snigdharoutfullyhdnetwork8978
    @snigdharoutfullyhdnetwork8978 3 года назад +3

    Jay jagannatha

  • @asishkumarmahapatra975
    @asishkumarmahapatra975 3 года назад +1

    Mahaprabhu

  • @kumarjaydev3179
    @kumarjaydev3179 3 года назад +2

    ଜୟ ଜଗନ୍ନାଥ 🙏🙏🙏🙏

  • @dipakmondal9893
    @dipakmondal9893 3 года назад

    Joy Jagannath Mohaprobhu 🙏🌺🙏

  • @ଗୁରୁକୃପା
    @ଗୁରୁକୃପା 3 года назад

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @himanshusekhar7918
    @himanshusekhar7918 3 года назад +2

    🙏 Pravu Jagannath 🙏 Jay Jagannatha 🙏

  • @upamadas1137
    @upamadas1137 3 года назад +1

    ଜୟ ଜଗନ୍ନାଥ 🙏❣️🙏

  • @s27735
    @s27735 3 года назад +3

    I love my Jaggu❤️❤️❤️❤️❤️

  • @Q-uee
    @Q-uee 3 года назад +4

    ଅଦାତା ଦାନି ସେ ଅଟନ୍ତି
    କର୍ମେ ନଥିଲେ ଜାଚିଦ୍ୟନ୍ତି

  • @sukantkumarsethy1507
    @sukantkumarsethy1507 2 года назад

    Jay Jagannath jay mahaprabhu kalia saanta 🙏🙏🙏🙏🙏

  • @animaparida700
    @animaparida700 3 года назад +1

    Apana nku koti koti pranam....
    Mohaprabhu na lila Kia bujhiba

  • @prasnnaswain7108
    @prasnnaswain7108 3 года назад

    He mahaprabhu apananka krupa heu🙏🙏🙏🙏

  • @sangramkesharisahoo1180
    @sangramkesharisahoo1180 3 года назад +2

    Jay Jagannath Swami

  • @basantabehera4416
    @basantabehera4416 3 года назад

    Thank you Srikanta Bhai

  • @amitmallick2150
    @amitmallick2150 3 года назад +2

    Kripa Kariba Prabhu 🙏

  • @kalyankumarlenka6606
    @kalyankumarlenka6606 2 года назад

    JAY shree jaganatha 🙏🙏⚫❗⚫ ପର୍ଭୁ

  • @paras1prihan
    @paras1prihan 3 года назад

    ଏହା ଶୁଣି ଆଖିରୁ ଯେଉଁ ଲୁହେ ଝରେ ତାହା ଜୀବନର କେତେଯେ ପାପ କ୍ଷୟ କରେ ତାହା
    କଳ୍ପନା ବାହାରେ
    ମୋ କାଳିଆ ସାଆନ୍ତ ମୋ ପ୍ରାଣନାଥ
    ଅନନ୍ତ ବ୍ରହ୍ମାଣ୍ଡ ର ସ୍ଵାମୀ

  • @shivarampatnaik4138
    @shivarampatnaik4138 3 года назад +2

    Jai Jai jaganath

  • @mukeshmahapatra2171
    @mukeshmahapatra2171 3 года назад +1

    Jay sri Jagannath

  • @pranabtripathy4899
    @pranabtripathy4899 3 года назад +2

    Apana nka katha suni akhiru luha baharigala

  • @sarojkumarapatta7212
    @sarojkumarapatta7212 3 года назад

    Jai jagannatha sir apanku moro pranamo

  • @manaswiniseth7953
    @manaswiniseth7953 3 года назад +2

    🙏🏻Jay Jagannath🙏🏻

  • @kumarshakti610
    @kumarshakti610 2 года назад

    Apananka katha suni mo ankhiru luha asijauchi

  • @rajkishorpatra3019
    @rajkishorpatra3019 3 года назад

    Jay shree Jagannath 🙏🙌🤗
    Jay shree radhe krishna 🙏🙌
    💞🌼🥀🌾🌷🌻🌹💐🌺💞

  • @kanhascreation49
    @kanhascreation49 3 года назад

    Sir namaskar l am speechless please send ur all vajan in u tube u r a great personality

  • @nachiketapurohit9921
    @nachiketapurohit9921 3 года назад +1

    JAYA JAGNATH,JAYA JAGNATH
    NACHIKETA PUROHIT

  • @rajlaxminayak235
    @rajlaxminayak235 3 года назад

    Kori kori pranam🙏🙏🙏

  • @yogaranjanbehera654
    @yogaranjanbehera654 3 года назад +5

    🙏🙏🙏🙏🙏🙌🌼🙏🌼🙌

  • @madhurimishra9198
    @madhurimishra9198 3 года назад

    JayJagannath🙏

  • @suchitrabanerjee1961
    @suchitrabanerjee1961 3 года назад

    Apurbo katha

  • @drpandapk
    @drpandapk 2 года назад

    Jai shree jagannath mahaprabhu 🙏🙏🙏