Thanks sir social media re nangala nacha apekya emiti video asiba darkar nature bahut sundar hele road nahi bijulinahi school nahi sarkar janiba darkar share kara samaste a video
I thank you from my heart because the video that you are showing has never been shown by the media. But how much effort and how much trouble have you taken to make all these videos public, if it means you are doing a great job?
Bhai great job. Apananku mor salute, apana ama Odisha bhitare durgam place ku jai ama mananku sabu se jagara details dei paruchanti , jaha dwara samna wala ku jadi jiba ku hue tahele taku atleast 40 percent Idea ta asi jiba
....... feels good... have a great change... be friendly sensitive nd civilized towards the villagers.. Hon'ble C.M belongs to this district.. requested to focuses on roads education health nd the economic development of the inhabitants Thanks a lot👍🏼👍🏼
I am odia but born and bought up outside odisha..I had always heard except some cities of odisha rest villages dont have proper roads , medicals , electricity etc..aaji dekhi neli ye video ru.. i dont understand odisha government pakhare kan paisa nahi road baneibaku..What main stream media of odisha doing..The owner of this channel i want to thank you for atleast giving a hope to these people..
Khushi lagila amo keondujhar dist ro vlog te kole kintu besi dukho lagila keondujharo bodo bodo neta montri thaeki yeh gaan ku kichhi bi subidha pohonchi parini mu kujineta manonku kohuchhi sarpanch bdo mla .mp wardmember kuade gole jaeki jotha sighro action niyajau gaa proti
ସୁନ୍ଦର ପରିବଶ ଭିତରେ ଗାଁ, ହେଲେ ଏଇ ଉପାନ୍ତ ଅଞ୍ଚଳ କୁ ଯିବାପାଇଁ ରାସ୍ତା ନାହିଁ। ଆପଣ ବହୁତ୍ କଷ୍ଟ ରେ ଯାଇ vdo କରିଥିବାରୁ ବିଶେଷ ବିଶେଷ ଧନ୍ୟବାଦ୍ । ଏହି ଏଇ ଗାଁ ର ଅବସ୍ଥା ସରକାର ଙ୍କ ଦୃଷ୍ଟି ରେ ପଡ଼ିବାକଥା।
❤❤❤
Jouthi sarakar ra najar padichhi seithi durniti au bhrastachar .....semane bhala re achhanti Santi re achhanti...... tension free life....
Bhai hospital nihati darkar subidha lagi@@sdpsamrat3180
Sata kahila bhai@@sdpsamrat3180
ସବୁ ସୁନ୍ଦର ,ହେଲେ ଜୀବନ ଅସୁବିଧା ରେ ପରିପୂର୍ଣ।
ଭାଇ ଆପଣମାନଙ୍କ ସାହସ କୁ ମାନିବାକୁ ପଡ଼ିବ, risk ନେଇ ଇଣ୍ଟରିଅର୍ ଜାଗା କୁ explore କରୁଛନ୍ତି,ବହୁତ୍ ବହୁତ୍ ଧନ୍ୟବାଦ୍,ଆଗକୁ ସଫଳ କାମନା କରୁଛି,
ପଣସନଶା ଗାଁର ସମସ୍ୟା ଲୋକଲୋଚନକୁ ଆଣିଥିବାରୁ ଆପଣଙ୍କୁ ଓ ଆପଣଙ୍କ ପୁରା ଟିମ୍ କୁ ଅନେକ ଅନେକ ଧନ୍ୟବାଦ୍ l ଆଶାକରେ ଏହି ଭିଡିଓ ଦେଖିଲେ ଜିଲ୍ଲାପ୍ରଶାସନ ଓ ସରକାର ଏଥିପ୍ରତି ଧ୍ୟାନ ଦେବେ l ଜୟ ମା ତାରିଣୀ 🙏🏻🚩l
ବିଜୁଳି ଆବଶ୍ୟକ ଏ ଲୋକଙ୍କୁ ରାସ୍ତା ଵି ଆବଶ୍ୟକ ଓଡିଶା ସରକାରଙ୍କୁ ଅନୁରୋଧ ଏ ଗାଁ କୁ ବହୁତ ଜଲଦି ରାସ୍ତା ଓ ବିଜୁଳି ଦରକାର ଆମେ ଯେମିତି ରହୁଛୁ ସେମାନେ ଵି ରୁହନ୍ତୁ
ଅମେବି ଯେମିତି ଭୋଟ ଦଉଛୁ ସେମାନେବି ସେମିତି ଦେଉଛନ୍ତି
ଖୁଵୁ ଶିଘ୍ର ଏ ମାନଙ୍କ ଦୁଃଖ ବୁଝା ଯାଉ 🙏🙏🙏🙏
ଭାଇ ଏମିତି ଭିଡିଓ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤
Keunjhar bahut gan Sundar semiti total nature❤
Thanks brother. Beautiful place.
Bahut badhia bhai
ଏ ପରିବେଶ ପାଣି ପବନରେ ମୁଁ ବଢି ଥିବାରୁ ଗର୍ବିତ
ସେଇ ଗାଁ କୁ ମୋର ଯିବାକୁ ବହୁତ ଇଚ୍ଛା ହଉଛି।
Bhai contact number tike dauna
କୋଉ ଖୁସିରେ ଗର୍ବିତ.... କୋଟି କୋଟି ଟଙ୍କା ଗାୟବ ହେଉଛି ରାସ୍ତା ପାଇଁ.... ଗର୍ଭବତୀ ସ୍ତ୍ରୀ ମାନେ ଖଟିଆରେ ବୁହା ହୁଅନ୍ତି ମେଡିକାଲ ଯିବାକୁ... ଶିକ୍ଷା ନାଁ ମୁଁ ଉଠାଉନି.... ଭାଇ ଖରାପ ଲାଗୁନି ଗର୍ବିତ କହିବାକୁ ? କାରଣ ମୁଁ ସେଇ ଜିଲ୍ଲା ଛୁଆ. ସେ ଭାଇ video କରି ଦେଖାଇଲେ କେନ୍ଦୁଝର ର କେତେ କଦର୍ଯ୍ୟ ଅବସ୍ଥା.... କିନ୍ତୁ ଲୋକେ କହିଲେ ଏଥିପାଇଁ ଆମେ ଗର୍ବିତ... thank you.
Message karantu
Insta re
ମୁଁ ଯିଵି😂
Bhaina ki sin ak dum jabar dast
ଏମିତି ଜାଗାକୁ ନେଇ ଆପଣ ବିଡ଼ିଓ ବନେଇତିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ
ସେଦିନ ଆଜିର ଟେକେକ୍ନୋଲୋଜି ନଥିଲା କିନ୍ତୁ ପଣସ ମଞ୍ଜି, ମହୁଲ, ସିମ୍ବମଞ୍ଜି ଆଉ ଜଙ୍ଗଲ ଜାତ ଋତୁର ଫଳ ଖାଇ ଏ ମଣିଷ ମାନେ କେମିତି ବଂଚୁଥିଲେ କୁହନ୍ତୁ l ଯଦି ଆଜି ଗାଦି ଯାଉନି ସେଦିନ ପାଦରେ ଚାଲି ବିନା ତେଲ ଲୁଣରେ ପାହାଡି ମଣିଷ କେମିତି ଥିଲେ କୁହନ୍ତୁ ll ହେ ମହାମହିମ ମୋହନ ସରକାର ଏହି ଦୁଃଖିଙ୍କ କଥା ଟିକେ ବୁଝିବାକୁ ଚେଷ୍ଟା କରିବେ... ଏତିକି ଅନୁରୋଧ ll
@@mrutyunjaydas484 ଭାଇ ଆପଣ କୁହନ୍ତୁ
Awesome video, focus on these type of village. way to go
Bhai bahut bahut dhanya bad ete sundar video pai au Sei gan loka nka asubidha sarakar nka samna ku aniba pai. 🙏
ଚବିଶ ବର୍ଷ ରେ ଓଡିଶା ସରକାର ଏ ଅଞ୍ଚଳରେ କଣ ଉନ୍ନତି କରିଛନ୍ତି ? ଆଶାକରେ ମୋହନ ସରକାର କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ ରେ ରହୁଥିବା ଜୁଆଙ୍ଗ ଜନଜାତିର ଉନ୍ନତି କରିବେ ।
Bahut sundar Bhai sin
Bhai tume mahan❤
Beautiful Odisha, nice and helpful Odiya people ❤
Plz send this video to our chief minister sir, for helping them 🙏
Bahut sundar vdo tq sir,keonjhar ra ahuri durgama eria dekhantu
@@susantamohanty722 apana thikana diantu sir
Mu jibi
jay sri jagannath bahut sundar video 🎉
୨୪ ବର୍ଷରେ ଥରେ ବି ଦୃଷ୍ଟିରେ ପଡିଲାନି ସରକାରଙ୍କର ଏବେ ନୁଆ ସରକାର କ'ଣ କରିବେ କିଏ ଜାଣେ
ରାଇଟ୍ କହିଛ ଭାଇ
Samaste saman bhai
😂😂😂😂cm rA nija jila se jani parunii....kn kariba pacharucha??
bahut bahut dhanyawad. Bhai.👍
ଏହି ଗାଁ ପାଇଁ ରାସ୍ତା, 26:35 ବିଦ୍ୟାଳୟ, ଡାକ୍ତର ଖାନା, ଆବାସ ଯୋଜନା, ଆଲୋକ ର ବ୍ୟବସ୍ଥା ତୁରନ୍ତ କରାଯାଉ
Bahut sundar vlogs
Bhai dil khush hei gala ❤❤❤😊😊
Bahut badhia bandhu super
Joy ho bhae
Odisha bahut sundar ,
Beautiful location,weather..
ବହୁତ ସୁନ୍ଦର ଗାଁ ଦେଖାଲ ଭାଇ ମୋର ଅନୁରୋଧ ବର୍ତମାନ ର ବିଜେପି ସରକାର କେ ଓଡ଼ିଶାରେ ଆଉ ଅନେକ ଗାଁ ମାନେ ଅଛେ ଇ ଗାଁର ସମସ୍ୟା ଯେନ୍ତା ଗତି କରୁଛନ ଯଥାଶୀଘ୍ର ଯାହା ଦରକାର ଅଛେ ପୁରା କରାଯାଉ....
Thanks for your effort
Our pleasure!
Thanks sir social media re nangala nacha apekya emiti video asiba darkar nature bahut sundar hele road nahi bijulinahi school nahi sarkar janiba darkar share kara samaste a video
Ok, well-done
I thank you from my heart because the video that you are showing has never been shown by the media. But how much effort and how much trouble have you taken to make all these videos public, if it means you are doing a great job?
Jey gurudev. Sor kar semanoku sahajiyo koriba nihati dorkar.
Thanks for showing the naked reality of Keonjhar. Very good keep it up 👍
dhanyabad bhai
Nice vdo
Thanks a lot bhai... Ebhali undeveloped village discover kariba pai... Govt. Focus kariba katha esabu jaga ku....
Cary on sir 🎉❤
ସବୁ ବିଧାୟକ ମନ୍ତ୍ରିରୀ ମାରିଗଲେ କି ଆଉ ଜୋ ବିରୋଧୀଦଳ ନେତା ସବୁ କୁଆଡେ ଗଲେ ସବୁ କହିଥିଲେ ଜୋ ଏମିତିକା ଗାଁ ସବୁ ଗୁଡ଼ାକ ବିଧାନସଭା ରେ ପ୍ରଶ୍ନ ଉଠାଇଲେ ହୁଅନ୍ତାନି କି ହେଲେ ଏଥିରୁ ଜଣା ପଡୁଛି ଯେ ସବୁ ନେତା ମାନେ ନିଯୋ ଶ୍ୟଥପାହିଁ ନିଜେ ଆହୁରି କହୁଛନ୍ତି ଯେ ମୋ ନିଜ ଅଞ୍ଚଳପାଇଁ ସବୁକିଛି କରୁଚିବୋଲି ଛି ଛି ନିଜକୁ ଖରାପ ଲାଗୁନି ତମକୁ କହିବାପାଇଁ
@@anilpadhy5316 ବଞ୍ଚିବା ବହୁତ୍ କଷ୍ଟ ସେଇ ଗାଁ ରେ
Absolutely awesome ❤😂❤ from jajpur
Bahut sundar parebesa😌😌😌
Bahut bhala video
Very good sir video
ବହୁତ ଭଲ କାମ କରୁଛନ୍ତି ❤🙏✅
Good work bhai
Bhai tuma video mu Dubai re dekhuchi bahut bhala laguchi Bhai ❤❤
Bahut sundar paribesa
Nice video
ଏମାନଙ୍କୁ ମାତା ପିତା ମହେଶ୍ୱର ନମଃ।
Jai shri ram❤
Dhanyabaad bhai dekhithibaaru
ମୋର ବିଶ୍ବାସ ଆପଣ ଆଉଥରେ ସେ ଗାଁ ଗଲାବେଳକୁ ଗାଁ ର ପରିବେଶ ନିଶ୍ଚୟ ବଦଳିଯିଥିବ କାହିଁକି ନା ସିଏ ପରା ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା......
Sure change heba
mote laguni
Bala na
This is also present's home
Aagoru dekha jau nothila abe kintu thik dekha jauchi nai re
Jay jagannath
ଭାଇ ତମର ଭଲ ଭିଡିଓ ଯେ କିନ୍ତୁ description ଟା ଆଉ ଟିକେ ଭଲ ହେଲେ ଭଲ ହୁଅନ୍ତା,but after myself hints you, feelings is arrogant
Bhai RUclips re ta bhauta video dekhu hele a video ti bhaut bhala lagila🙏🙏🙏
Bhai aapana bahut bhala kama karuchanti bhagaban aapananku bhala rakhantu
Bhai great job. Apananku mor salute, apana ama Odisha bhitare durgam place ku jai ama mananku sabu se jagara details dei paruchanti , jaha dwara samna wala ku jadi jiba ku hue tahele taku atleast 40 percent Idea ta asi jiba
@@dillipkumarbehera9060 ଧନ୍ୟବାଦ୍ ଭାଇ
ଆଉ ଗୋଟେ ଗାଁ ଅଛି ଦେଖନ୍ତୁ
ପହଡ଼ ରେ ଗଲେ ପଡ଼େ ସେହି ଗାଁ
ରାଇକିଆ ବ୍ଲକ
କନ୍ଧମାଳ ଜିଲ୍ଲା ରେ
One of the best experience ever🎉🎉🎉🎉🎉🎉
Bahut bhala jaga bhai
Thanks brother 👍
Welcome 👍
ଭୁବନେଶ୍ୱର ଆସନ୍ତୁ ଏବଂ ନେତା ମନ୍ତ୍ରୀଙ୍କୁ କହି ଉକ୍ତ ସ୍ଥାନର ସମସ୍ୟା ସମ୍ପର୍କରେ ଅବଗତ କରାନ୍ତୁ.... ଜୟ ଜଗନ୍ନାଥ 🙏🙏🙏
Most I like ur explain village tribal video.happy good .iam sudhansu from khiching . beautiful explain .welldon
Thanx bhai
....... feels good... have a great change... be friendly sensitive nd civilized towards the villagers..
Hon'ble C.M belongs to this district.. requested to focuses on roads education health nd the economic development of the inhabitants
Thanks a lot👍🏼👍🏼
Jay jagannatha 🙏 bhai 🙏
ଧନ୍ୟବାଦ, ମାଡି ଚାଲ
Send this video to all news channel
Neta too b kharap reporters
tomor thumbnail bhala achi bhai..
ଆମ ସରକାରଙ୍କର ଜଯନା ଗ୍ରାମବାସି ମାନଙ୍କୁ କେତେ ସୁବିଧା ମିଳିଅଛି ଏହିଟା ହେଉଛି ପ୍ରମାଣ
Odisha Government should think about them.
Good. Bhai
ଏହି ଗାଁ ରେ କଣ ଗ୍ରାମୀଣ ଆୱାସ ରେ ଗୋଟିଏ ବି ଛାତ ଘର ମିଳିନି କି। ଦୁଃଖର କଥା।😢
@@sisirmohan7517 ନା ଭାଇ
ନବୀନ ବାବୁ ଆର ଥର ଜିତିଲେ ସାନସ୍ତଙ୍କୁ ପକ୍କା ଘର ଦେବେ...ପୂର୍ବରୁ 25ବର୍ଷ ସେ ଜାଣିଥିଲେ କିନ୍ତୁ ତାଙ୍କର ମାନେ ନାହିଁ ।
ନବୀନ ବାବୁ ଆର ଥର ଜିତିଲେ ପକ୍କା ଘର କରେଇଦେବେ 25ବର୍ଷ ରେ ଜାଣିଥିଲେ କିନ୍ତୁ ଭୁଲିଯାଇଛନ୍ତି ଆଉ ଏଥର ଦେବେ ବା
Sundar village
Treasure of odisha
ଭାଇ ଜଗା ଦେଖି ମନ ଖୁସି,,,,,,,
Bahut bholo paribesa
ନୁଆ ସରକାର ଙ୍କୁ ଆବେଦନ ଏହି ଗାଆଁଟି କୁ ରାସ୍ତା ପକ୍କା କରନ୍ତୁ ଏବଂ ବିଜୁଳି ଶକ୍ତି ଦିଅନ୍ତୁ
So beautiful bhai❤❤❤❤
Bahut sundar ģantie hele subidha kichhi nahin
ବାରବାଙ୍କ ଏଇଟା... ଆପଣ ବୋଧେ ନୂଆ... ମୁଁ ସେଇବାଟ ଦେଇ ସାଇକେଲ ରେ ଯାଇଛି ୧୯୮୩ ମସିହାରେ... ଆଜି ଯଦି ଏମିତି ଅଛି ତା ହେଲେ ସେଦିନ କେମିତି ଥିବ କୁହନ୍ତୁ ll ପଣସନସୁଆ କୁହନ୍ତୁ ll
I am odia but born and bought up outside odisha..I had always heard except some cities of odisha rest villages dont have proper roads , medicals , electricity etc..aaji dekhi neli ye video ru.. i dont understand odisha government pakhare kan paisa nahi road baneibaku..What main stream media of odisha doing..The owner of this channel i want to thank you for atleast giving a hope to these people..
Love u bhai
Amo Ghar keonjhar re😊❤
Butyfull video ❤❤❤❤
Khushi lagila amo keondujhar dist ro vlog te kole kintu besi dukho lagila keondujharo bodo bodo neta montri thaeki yeh gaan ku kichhi bi subidha pohonchi parini mu kujineta manonku kohuchhi sarpanch bdo mla .mp wardmember kuade gole jaeki jotha sighro action niyajau gaa proti
Keonjhar is a mineral rich State.But still people are going outside for livelihood. Hope current CM will definitely take worthy Action on this.
ଭାଈ ତୁମକୁ ବୋହୁତ ଧନ୍ୟବାଦ୍ । ଦୁଃଖ ଲାଗୁଛି ।କିନ୍ତୁ ନୂଆ ଜାଗା ଦେଖିକି ଭଲ ଲାଗିଲା । ମୁଁ ସବୁବେଳେ ଶୋଇବା ପୁର୍ବରୁ ତୁମ video ଦେଖୁଚି 🎉❤❤❤
What is doing administration of keonjar district.....,.?
Thanks 🙏🏻
Bulila Toka hoichhu jadi jaa tu buli jaa re.....😂❤
Apanankara Channel name saha apanankara vlog b bhala lagila. And apanankara work b ♥️🌱🙏🏼
Very nice video ❤
Top class video.
Thanq vai gariba lokanka dukha share Kariba pni
Thanks bro
CM is from keonjhar. Still keonjhar re e gaon change hei jiba katha . Basic facilities hei jiba katha. Kan au kahiba e govt ku.
Beautiful
One day..we will be there for onecday
Bhai Bargarh dist ku kebe asiba hau
ae pakha re b kete gaon achhi.buli ki dekhiba
@@chandraDahita apananka contact details diantu