ଖୋର୍ଦ୍ଧା ଜିଲ୍ଲାର ଶେଷ ଗାଁ | ଆଜିବି ଏଠି ଲୋକ ରୁହନ୍ତି | ଘଞ୍ଚ ଜଙ୍ଗଲ ରେ ୩୦କି. ମି
HTML-код
- Опубликовано: 8 фев 2025
- ଖୋର୍ଦ୍ଧା ଜିଲ୍ଲାର ଶେଷ ଗାଁ | ଅଜିବି ଏଠି ଲୋକ ରୁହନ୍ତି | ଘଞ୍ଚ ଜଙ୍ଗଲ ରେ ୩୦କି. ମି
#berbara
#naturecamping
#khordha
#banapur
#balugaon
#bhagabati
#teakforest
#odisha
#hatigadawaterfall
#jirpadawaterfall
#odishavillagelife
#odishavillage
#villagelifevlogs
Berbera Forest Located at Banpur Tehsil Khordha. It under Khuda Forest Division. It is named as Berbera because of a British officer's wife who was killed by a tiger here. This place have excellent wildlife habitat. Here visitors can see Elephants, Bison, Sambar, Spotted Deer, Barking Deer, Bear, Porcupine, Leopard, lots of giant squirrel and 104 species of birds in the forest. The history of this forest dates back to some of the plantation activities carried out by the British forest officials in the valleys and foothills of Berbera from 1890s. The forest is 2,500 feet above the sea level and is very cool in summer days. The forest also constitute with many rare medicinal plants.
Facebook - / bulilatoka
Instagram - / reels
ଜଙ୍ଗଲ ପରିବେଶ ରେ ଅବସ୍ଥିତ ଗାଁ ର ଦୃଶ୍ୟ ଦେଖାଇଲେ। ଖୁସି ଲାଗିଲା। ଧନ୍ୟବାଦ।
Apana Mane bahut bhala kama karichanti, Odisha government ei video ti ku dekhi ki sei gaan ra unnati pain step neba nihati jaruri
Alaga prakara jaga au alaga prakara anubhuti👌👍 taha puni khordha jilla re
Bahut bhala gaon
ଆହା କି ମନୋରମ ଜଙ୍ଗଲ ଦୃଶ୍ୟ
ଏମିତି ସୁନ୍ଦର ପରିବେଶର ବାସିନ୍ଦାମାନେ
ଶାନ୍ତ ଓ ସରଳ ଜୀବନଯାପନ କରୁଥିବେ ।
ବହୁତ ଭଲ ଲାଗିଲା । ଆପଣଙ୍କୁ ବହୁତ ଧନ୍ୟବାଦ ।❤❤❤
nice video
Thanks for the visit
Nice video
Bahut bhala bhala waterfall video bi channel re achi, dekhantu
Kete Sundar jaga.i love jungle places nd nature.
ଖାଲି କୁହାଯାଇଛି ନା ମାୟାବିନୀ ବନ ଜୋଛନା , ବେଳେ ବେଳେ ଫେରିକି ଆସିବାକୁ ଇଚ୍ଛା ହୁଏନି ଜଙ୍ଗର ପରିବେଶ ଭିତରୁ, କିନ୍ତୁ ଆସିବାକୁ ବାଧ୍ୟ କରିଥାଏ କର୍ମମୟ ଜୀବନ। ବହୁତ ସୁନ୍ଦର video
Bhala lagila
GOOD WORK BEST PLACE
Lst vew rany jnry evening vew nyc ❤
Bhai Bahut badhia kama karuchhany.. Sethy pain apananku.. Bahut Dhanyavaad...
Bahuta bhala lagila ❤
We want to go to enjoy nature pl Govt should fixed Solar system for poorers and.cultivation should. be in latest system by borewell it should developed
Khushi lagila
ଓଡ଼ିଶାର ବିକାଶ ଏଇଠି ହୋଇଛି।
Nic
So much thanks for discover of new villags
Apananka nazar re jadi kichi ameti gaon achi janeibe
Nature is so healing ❤
Indian giant squirrel(Shekaru) and Maharastra state animal. Lovely video.
Khordha jilla re Eimiti gote gaan thiba boli kalpana bahare…ascharya lagila sata kintu paribesha khub nirmala auu santi…full natural auu clean place…❤❤🎉❤🎉❤🎉❤🎉
Nice video 🎉🎉😊😊 Sir
Vala lagila
6:09 ଚୋରା କାଠ ନୁହଁ ତ
ବହୁତ ସୁନ୍ଦର ଜାଗା
ହଁ ଭାଇ
Excellent video ❤
so beautiful, so natural.
Great coverage
ଜୟ ଶ୍ରୀ ରାମକୃଷ୍ଣ ଗୋପାଳ ଜୟ 🙏🙏🙏🙏🙏🥀🌹❤️💙🥀🌹🥰🥰👍👌
ଏ ଶଳା ଅଣ ଓଡିଆ ସରକାର ର ଦୃଷ୍ଟିରେ ପଡୁନି ଏ ଗାଁ ଲୋକେ କେତେ କଷ୍ଟ ଜିବନ ଯାପନ କରୁଛନ୍ତି ଲାଜ ଲାଗିବା କଥା ଭୋଟ ପାଖେଇଲେ ମାଳ ମାଳ ଯୋଜନା କରୁଚ ତା ଭିତରୁ ସର୍ବସ୍ବ ତମ ନେତା ମନ୍ତ୍ରୀ ଖାଇଲ ଆରେ କିଛିଟା ତ ବ୍ୟବସ୍ଥା କର ଏ ଗାଁ ପାଇଁ ଶିକ୍ଷା ବ୍ୟବସ୍ଥା ତ ଭୁଷୁଡି ଯାଇଛି ତା ର ପୁନରୁଦ୍ଧାର ଏବଂ କରେଣ୍ଟ ଓ ହସପିଟାଲ ତା ସଙ୍ଗେ ସଙ୍ଗେ ପକା ରାସ୍ତାର ନିହାତି ଆବଶ୍ୟକ ରହିଛି ଏଣୁ ମୋର ଅନୁରୋଧ ପ୍ରଶାସନ ଏବଂ ଜିଲ୍ଲା ପାଳଙ୍କୁ ଏ ଗାଁ ପ୍ରତି ଧ୍ୟାନ ଦିଅନ୍ତୁ 🙏
ଏକ ଦମ୍ ଠିକ୍ କହିଲେ ଭାଇ
Bhai thik katha je kintu se kan khalitare jituchi 1st ame thik rahiba abasyaka vote prathame dei pare tanka dosa dele kan heba.. Vote deba band kale thik heba.
Thanks for this video 👍👍👍...
Satare Bhai amiti abasta achhi a samyare
Jangal paribesa dekhi khusi lagila ❤❤❤❤❤❤❤❤❤❤❤😂
Jadi au tk tanka bisayare bujhitanta ba katha heithant vl lagithanta❤
Welcome. A. Vedio to swagat. Nua Kari dakhilu. Salut
Mo Gaon❤
Thanks for wonderful service u 🙏 people giving.
Thank u sir
This is Barbara forest. British officer Barbara had conserved and managed this silvicultùre Teak forest landscape . Manoj Mohapatra , Anil Mohapatra from Banapur and Snehalata Mohanty from Tangi had done very good work here . Forest Dept was exploiting the villagers . This is ideal landscape for Teak smuggling by politicians and dacoits of Banapur , Khurdha , Nayagarh , Ranpur and Bhubaneswar.
Sundar paribesa
They are living in natural pure atmosphere.....but you are right.....this place is far far better than Bhubaneswar... Cuttack.
Amara Barbara sir thanks
Jay mahuliya
ଆମେ ସେ ଜାଗାରେ ଶିକ୍ଷକତା କରିକି ଆସିଛୁ. Motorcycle ରେ ଗଲେ ଦୁଇ ନମ୍ବର ଗୀୟର ରେଗାଡି ଯିବ. ସେଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଅଛି. ଜଙ୍ଗଲ ର କର୍ମଚାରୀ ଙ୍କ ପାଇଁ କ୍ୱାଟର ଅଛି. ଗାଁ ରେ ସୋଲାର ଲାଇଟ ଲାଗିଛି. ବିଦ୍ୟାଳୟ ଟି ତିନି ବର୍ଷ ହେଲା ବନ୍ଦ ହୋଇଗଲାଣି. ତାପାଖରେ ନାଂଡୁରୁ ଗାଁ ଅଛି. ସେଠାରେ ବ୍ରିଟିଶ ବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ଅଛି. ପାହାଡ ଆରପଟେ ନୟାଗଡ ଜିଲ୍ଲା ର sarankul ଅବସ୍ଥିତ. ଝରଣା, ପାହାଡ, ପଶୁ, ପକ୍ଷୀ, ସବୁ ଦେଖିବା କୁ ମିଳିବ. ସେଠାରେ ଆମେ ଭୋଜିଭାତ କରିକି ଆସିଛୁ. ସେଠାରୁ ଫେରିଲା ବେଳେ ଗାଡି 40kilometer ସ୍ପୀଡ଼ ରେ ଗାଡି ଗଡେ. ବାଲାନ୍ସ ରେ ବସିଥିବ. ନହେଲେ ଦୁଇଶହ ଫୁଟ ତଳକୁ ଖସିପଡିବ.
ସାର ପ୍ରଶାନ୍ତ ନନ୍ଦ ଙ୍କ ଚଳଚିତ୍ର ଏଇ ବାଣପୁର ଜଙ୍ଗଲ ରେ ସୁଟିଙ୍ଗ ହେଇ ଥିଲା ନା ମା ଓ ମମତା । ଦୟାକରି ଉତ୍ତର ଦେବ
Super👌
Thanx
ହଉ ହଉ ଆମେ ଅଛୁ ଏଠି
Final
ଭାଇ ସେମାନେ ଅନ୍ତତଃ ଶାନ୍ତି ରେ ରହୁଛନ୍ତି
ସହର ରେ ରୋଗ ବାଗ ଅଧିକ , ସେ ଗାଁ ଲୋକଙ୍କୁ ପଚାରିଲେ ନି ସେମାନେ କେତେ ବିମାରି ରେ ପଡନ୍ତି
ଅତ୍ୟନ୍ତ ଶାନ୍ତ ଜାଗା
ନିଶ୍ଚନ୍ତ
Apanku bahut bahut dhanyawad Bhai nija jibanu baji lagei emiti video upload karuchhnti, andhari barsha rati re 40km return heba bahut risky thila
Bhai jaichi jetebele jaha hele bi feribu na
Bhai video to bahut bhal lagila Barbara jangal dekhiki
Thanx ଭାଇ
ଭାଈ ପାଣି ଶୋଷ ପାଖକୁ ଯିବା ଠିକ୍ ନା ଶୋଷ ପାଣି ପାଖକୁ ଯିବା ଠିକ୍ । ସେମାନଙ୍କୁ ମୁଖ୍ୟସ୍ରୋତର ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଜଙ୍ଗଲ ଛାଡ଼ି ବାହାରକୁ ଆସିବାକୁ ପଡ଼ିବ । ଅଧୁନା ଜଙ୍ଗଲ ସମ୍ପତି ର କ୍ଷୟ ହୋଇଅଛି । ଉନ୍ନତିକରଣ ଓ ସୁବିଧା ଦେବା ଆଳରେ ଗୁଡ଼ିଏ ଗଛ ଓ ପ୍ରାକୃତିକ ପାରିବେଶ ବଳି ପଡ଼ିଯିବେ।
ଏକ ଦମ୍ ଠିକ୍ କହିଲେ ଭାଇ
ସେମାନେ ତାଙ୍କ ଭିଟା ମାଟି ଛାଡ଼ି ଆସିବା ପାଇଁ ନାରାଜ
@@BulilaToka ଭାଈ ଆପଣ ଯେବେ ବି ସେପଟେ ଯାଉଛନ୍ତି ,ଗୋଟିଏ ଗଛ ଲଗାନ୍ତୁ ଆଉ , ଜଙ୍ଗଲ ରେ ବୁଲିବା ବେଳେ horn ମାରନ୍ତୁ ନାହିଁ।
ହଉ ଭାଇ ନିଶ୍ଚିନ୍ତ
ଭାଇ ଥରେ ଜଙ୍ଗଲ ରେ ରହି ଦେଖ ଆସିବାକୁ ଇଛା ହେବନି
Perfect logical statement.
gr88 going
Jay shree jagannath 🙏
Sar bahut bhala lagila🙏🙏🙏🙏
Bahut unknown places sabu channel re achi, dekhantu apana
ଭାଈ ଏଇ ଟା ରାଣୀ କୋଟି ଜଙ୍ଗଲ କି?
ଆଜି ବି ଦେଶ ସ୍ବାଧୀନ ତା ର 77 ବର୍ଷ ଅମ୍ବୂତ୍ ମହଛେଵ ପାଳନ କରୁଛି କିନ୍ତୁ ଆଜି ବି ଓଡ଼ିଶା ର ରାଜଧାନୀ ଭୁବନେଶ୍ଵର ଖୋର୍ଦ୍ଧା ଜିଲ୍ଲା ଅବହେଳିତ ଆଉକେବେ ଲୋକ ଙ୍କ ର ଜୀବନ ରେ ପରିବର୍ତନ ଆସିବାକୁ ବାକି ଅଛି
ଏକ ଦମ୍ ଠିକ୍ କଥା ଭାଇ
Please explore such kind of places Bhai ❤❤
Sure
Apananka pakha pakhi jadi ameti kichi jaga achi janantu mote
ଜଙ୍ଗଲ ରେ କାଠ ଚୋରି ବି ଚାଲିଛି ଏହା ଉପରେ ବି ଧ୍ୟାନ ଦେଉନାହାନ୍ତି।
ଭାଇ ରଥ କାଠ ନୁହଁ ୟେ ହେଉଛି ଚୋରି କାଠ ଏହା ମାଫିଆ ଙ୍କ ରାସ୍ତା,,,
Ye vedio neiki Sp office re complaint karajau
@@ashokkumardash9308ei video ro copy forest deptt. au Nabin babunku pathai dio bro.
OFDC (Odisha Forest Development corporation) ra log load chalichi ,kichi naa jani chora katha, puspa truck, SP nku kuhantu bekar bakbas kale kaan haba. Bhalase bujha tapere coment diantu. Jay Jagannath.
ଭାଗ୍ୟ ଭଲ ସେଠି କାହା ଦୃଷ୍ଟି ପଡ଼ିନି; ନ ହେଲେ ସେତିକି ଜଙ୍ଗଲ ବି ନ ଥାଆନ୍ତା। ବିକାଶ ଓ ଆଧୁନିକତା ନାମରେ ପ୍ରକୃତି ଉପରେ ଯେଉଁ ଅତ୍ୟାଚାର ଚାଲିଛି ସେତିକି ସେଠି ହୋଇନି। ବାକି ରହିଲା ଲୋକ ଖୁସିରେ ରହିବା କଥା। ଅଳ୍ପରେ ସନ୍ତୁଷ୍ଟ ରହୁଥିବା ଲୋକ ମାନେ ସର୍ବଦା ସୁଖୀ।
ଏକ ଦମ୍ ଠିକ୍ କହିଲେ ଭାଇ
7:41 gaint squirrel 🐿️
( Aasa bulijiba ) family style
Bhai mor bi banapur ehi video taku RUclips re dekheithibaru mu bahut Khushi
ନବିନ ମଲା କଙ୍କଡାର ନୂଆ ଓଡିଶାରେ ଏହି ଜାଗା ତ
Jay Jagannath 🙏🙏🙏
Bhai bahutu sundar video bahutu sundar place 👌👌👌👌👌 tike dukha lagila se gnaku corant nahi😢😢😢
Bhai mu apananka ra channel new subscriber 🙏
ଭାଇସେଇଟା ପାଟ ମୁଷା
Vai apananku thankyou
Welcome sir
Khordha re emiti western odisha ku tike jantu loka kemiti rahuthile explore karantu
ସୁବିଧା ହେଲେ ନିଶ୍ଚୟ ଯିବି
Bro khordha Village ka video banao please
Which village
Details plz
@@BulilaToka bro kusami Village ka video banao
@@DeepakChaurasiy location details address diantu apananka contact details diantu
Very good video thanks
𝐵ℎ𝑎𝑖 𝑚𝑢 𝑗𝑎𝑖𝑐ℎ𝑖
DHANYABAD BHAI
Sir , ee jangal drusya atyanta manorama..ee kuschyata manisa manka pain jangal nasta hauchi..tree kata hauchii elephant nku mara jauchii..emanku kathor danda deba abasyaka❤
Thik kahile bhai
Ame jaichhu
Semank bisayare auri adhik kichhi janeithile bhala heithanta,
Bhai barsa jor asila
Feribaku badhya helu
Jungle re hati bhya bi achi
Sei pakhare aau gote gaon achi samaya hele pura details cover karibi
Bhai kiye kiye dekho chati like kara
Navina marile sabu heba
Bhai mu Nanduri jaichhi .hele mahulia and Sibida dekhi nathili Thank you all.,🙏🙏🙏🙏
Puspa track
Gaunli style chhad bhai smart re reel banao sabuthu fast. Jou jagaku jauchh tahara wedar temperature kete kuha fer sabu jagara bhala bhala point dekhao like kete miliba fekha
❤👍
Bhai Jay Shree Ram. Video vala hauchi. Madichala. New subscriber from JAJPUR.❤
ଧନ୍ୟବାଦ୍ ଭାଇ
ଏଥି ପାଇଁ ଆମେ ସମସ୍ତେ ଦାଇ, ଆମେ ଗୋଟିଏ ସରକାର କୁ ବାରମ୍ବାର ବାଛିଛନ୍ତି, କେବେ ପରିବର୍ତନ ଚାହିଁ ନାହାନ୍ତି, ପରିବର୍ତନ ହେବ କେମିତି , ପରିବର୍ତନ ନହେଲେ ଉନ୍ନତି ହେବ କେମିତି,କିନ୍ତୁ ଏଥର ପରିବର୍ତନ ନିହାତି ଦରକାର, ଓଡ଼ିଶାରେ ବିଜେପି ସରକାର.
Video bhala achi,kintu kichi edit kori video ta besi l amba karantu nahi. Baki thik achhi. Thank you.
ନବିନ ତ ସେ ନିଜେ ଓଡିଆ ଭାଷା ଜାଣିନି ଓଡ଼ିଶା ବାସୀ ଙ୍କ ଦୁଖଃ କଣ ବୁଝିବ ସିଏ ହିଜେଡା ସରକାର ?????.
Mu duty ru aasi sabu dina gotiye gotiye video dekha aapanakara aau mate bahut bhala lage. Aau mu mora ga'an (Village) ku bahut mane karuchi even kandi pakaye 😢
@@roshankhan6446 bhai
ଆମ ଗାଁ ରେ ବି ଲଙ୍ଗଳ ଅଛି, ତମେ VIP ଲୋକ ତମ ଘରେ ନଥିବ
Best places 🫡🫡
Bouta bhala lagila bhai video ta
Good job ❤❤
ଖୋର୍ଦ୍ଧା ଜିଲ୍ଲାର ଶେଷ ଗାଁ। ତାପରେ ଗଂଜାମ ଜିଲ୍ଲା ନା ନୟାଗଡ଼ ଜିଲ୍ଲା ?
ନୟାଗଡ଼ ଜିଲ୍ଲା
ଗାଁ ସାରା ଯୁଆଡ଼େ ଦେଖ ଖାଲି ଗଞ୍ଜେଇ ଗଛ ରେ ଭରପୁର @@BulilaToka
send the video to Sura Rputray, pandian, naveen, Pradee jena,
Samastanku mora gote Anurodha social media re odisha sarkar ku tag kara Hueta se gna re light,pani rasta, samastanku paka ghara milipariba.... asakaruchi nischta apanamane sahajoga karibe a video ku adhika ru adhika shear kara ,jay jagannath
ଭାଇ ଏଇଠି ତ ଏତିକି କେଉଁଝର ଜିଲ୍ଲା ର ତେଲକୋଇ ବ୍ଲକ କୁ ଟିକେ ଅସିକି ଦେଖନ୍ତୁ ମୁଣ୍ଡ ପୁରା ଚକ୍କର ମାରିବ , ୨୦ ବର୍ଷ ରୁ ଅଧିକ ସମୟ ଧରି ଶାସନ କରିକି ବି ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚି ପାରୁନି 😢 । ଟିକେ ଭାବିଲେ ଏଇ ଲୋକ ମାନେ କେତେ ବର୍ଷ ପଛରେ ରହି ଯାଇଛନ୍ତି।
Tama number dia bhai
Mote message kara
Tulia sahita 4 thara bhoji heisarilani se jungle re, last time scropio re bhala off roading karidela 😂
ଭାଇ ଭିଡିଓ କଲ ଭଲ କଲ ଜେ କିନ୍ତୁ ଆଉ କିଛି ଦିନ ପରେ ଦେଖିବ ପାଣ୍ଡୁ ତାମିଲ୍ ମାଫିଆ ସାହାଯ୍ୟରେ ଜଙ୍ଗଲ ସଫା କରି ସବୁ ଲୁଟି ନେବ। ଏଇଟା ନବୀନ୍ ସର୍କାରର guaranty....
Ha ha ha
ବାଂଲାଦେଶୀ କିମ୍ବା ରୋହିଜ୍ଞା ହେଇଥିବେ. ଦେଖ l
ଆରେ ଭାଇ, start କେଉଁଠୁ କଲ, କେଉଁ ଜାଗାରୁ
ହାତୀ ଗଡା ଜଳପ୍ରପାତ ପାଖରୁ
ପୂର୍ବ ଭିଡିଓ ଦେଖିଲେ ଜାଣି ପାରିବେ
"ଇତିହାସ ଏକ ଜଙ୍ଗଲର"
ଏଟା ପୁରୁଣା ଭିଡିଓ ର ନା
ପାଣ୍ଡୁ ଶାସନ କରିବ କାରଣ ଓଡ଼ିଶାର ଲୋକ ମାନଙ୍କୁ ସେ ମାପି ଦେଇଛି ଜାଗ୍ରତ ହୁଅ ଓଡିଆ ମାନେ
Sibilaa mahuliaa naduruu
ଓଡ଼ିଶା ସରକାର ଙ୍କୁ ପଚାର ଏହି ଗାଁ କୁ ଦେଖିବା ତ ଦୂର କଥା ଶୁଣିଛନ୍ତି କି? କଣ ନା ନୂଆ ଓ.... 😂😂😂😂😂😂
ଭାଈ ଷ୍ଟେସନ କୁ ଜଙ୍ଗଲ କୁ କେତେ କିଲୋମିଟର ଦୂର
କଉ ଷ୍ଟେସନ
ଭାଇ ବାଟରେ ଠେକୁଆ ଟିଏ ବି ଦେଖିପାରିବେ ନାହିଁ ଘଞ୍ଚ ଜଙ୍ଗଲ କହୁଛନ୍ତି କିପରି