Thank you so much for refreshing my class 3-5 memories, my father got posted here and I was studying there, after my father got transferred I always wished to visit this place again, but it did not happen. Through ur video I got to see Budheswar temple , Bajirao' s birth place again.
Excellent effort , keep going . All the very best . Manas from Pune. With family we all are watching your video daily at dinner time. You , budhia bhai and hoonda bhai all are now part of our life. Thanks a lot for your beautiful videos. Lots of love to dhana and little. Jay Jaganattha
ଏସିଆର ସର୍ବ ବୃହତ ଗ୍ରାମ
ପବିତ୍ର ଶହୀଦ ବାଜିଆ ଧାମ
ସେ ମାଟି ପାଣି ପବନ ମହାନ
ଭୁବନ ମାଟିକୁ ଶତ ନମନ 🙏
******
ମା'ଙ୍କର କଥା କହିବା ଶୈଳୀ🙏
ମନେ ହେଉଥିଲେ ଭାରି ସଂସ୍କାରୀ
******
ଗରବରେ ପୁରି ଉଠିଲା ହିଆ 🙏🙏
(ଦେଖି ) ତିନି ମୁଣ୍ଡ ଦଶ ଗୋଡ଼ ବାଇଆ
ପିଲାମାନେ ଯାହା ଦେଖିବେ ଛବି
ପ୍ରବୁଦ୍ଧ ଭାଳି ହେଉଥିବେ ଭାବି 🥲
❤❤
Very nice
You have wrong information, Asia's largest village is Gahmar
@@dharanidharsenapati792 no ni Bhuban z largest of asia..gahmar (up) is first largest of asia...but currently largest is Bhuban...
ଭଲ ଲାଗିଲା କିନ୍ତୁ ଟିକେ ଦୁଃଖ ରହିଗଲା ଯଦି ବାଜି ରାଉତ ଙ୍କ ସାହି ଓ ଘର ତାଙ୍କ ପରିବାର କୁ ଦେଖେଇ ଥାନ୍ତ ଆହୁରି ଭଲ ହୋଇଥାନ୍ତା।
ନିହାତି ଦେଖେଇ ବା କଥା
ବହୁତ ଭଲ ଲାଗିଲା ।। ଭୁବନ ର ମନ୍ଦିର ଏବଂ ନୀଳକଣ୍ଠ ପୁର, ସହିଦ୍ ବାଜି ରାଉତ ସମାଧି ସ୍ଥଳ 👍🙏
ଜୟ ଜଗନ୍ନାଥ ସାର୍ 🙏, ଏହି ସୁନ୍ଦର ଭିଡ଼ିଓ ଟି ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍, ଭୁବନ ଏତେ ବଡ ଆଉ ଏତେ ସୁନ୍ଦର ଗାଁ, ଲୋକମାନେ ବି ବହୁତ୍ ଭଲ, ସହିଦ୍ ବାଜି ରାଉତ ଙ୍କ ସ୍ମୃତି ସ୍ଥଳ ଆଜି ଦେଖିବାକୁ ପାଇଲି, ଧନ୍ୟବାଦ୍, ଜୟ ଜଗନ୍ନାଥ 🙏
ମାଡାମ ଆପଣଙ୍କ comment ବହୁତ ଭଲ ଲାଗେ 🙏
@@biswajit7022 ଜୟ ଜଗନ୍ନାଥ 🙏
Madam apan jane vala bakta apan nka coment padhibaku vala lage❤❤
Loka Mane vala nuhe
ମୋ ଜିଲ୍ଲା ଢେଙ୍କାନାଳ ବହୁତ ସୁନ୍ଦର ତା ପାଣି ପବନ ଲାଗେ ମନୋହର
ଭୁବନ ସୁକିନ୍ଦା ସବୁ ଆମ ବାପ ଘର ଏରିଆ, ମୁଁ ଭୁବନ ବାଜି ରାଉତ college ରେ ପଢ଼ୁଥିଲି, ଜୟ ବୁଦ୍ଧେଶ୍ୱର ମହାଦେବ 🙏🙏🙏😭😭😭
ଆମ ଗା
କୁଇଜ୍ ରେ ପଢି ଥିଲି ଆଜି ଦେଖିଲି ଖୁସି ଲାଗିଲା
ବହୁତ୍ ଭଲ ଲାଗିଲା
ଆମ ଗାଁ bhuban ku ଯାଇ ଥିବାରୁ ❤
Bahut din pare aji vlogs ta dekhuchi. ..
Bahut badhia lagila aji ra episode. .
Jay maa samalei
ଘର କିମ୍ବା ରାସ୍ତା ଦେଖିଲେ ସହର ଭଳି ମନେ ହେଉଛି ... ଲୋକଙ୍କୁ ଦେଖିଲେ ଜଣା ପଡ଼ୁଛି ଗାଁ ପରିବେଶ ପରି ସରଳ ହୃଦୟ ତାଙ୍କର 🎉
ସହରୀ ଲକଙ୍କ ପରି ସ୍ୱାର୍ଥି ନୁହନ୍ତି 🙏
ବହୁତ ବହୁତ ଧନ୍ୟବାଦ ଜଣାଉଛି, ଜୟ ଜଗନ୍ନାଥ ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ❤❤
ଵହୁତ ସୁନ୍ଦର ଲାଗିଲା। ଧନ୍ୟବାଦ।
ସତରେ,,, ବହୁତ୍। ସୁନ୍ଦର। ଭୁବନ,,,,, ବଡ଼। ଗାଁ। ମୋତେ।ବହୁତ୍।ଭଲ। ଲାଗିଲା,,, ଏ। ଗାଁରେ। ଓଡ଼ିଆ। ଚଳ ଚିତ୍ର। ବି।ସୁଟିଂ। ହୋଇଛି
Jay ବାବା ବୃଧେଶ୍ୱର
Wel come to bhuban
Bahut Sundar.Jay.Jagannath.🙏🙏🙏🙏🙏
ଆପଣ ଭୁବନ ର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖାଇ ଥିବା ରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ।
ସହିଦ ବଜିରାଉତ୍ ..ଆମର ରହେ...👌👌🙏🙏🙏🙏🇮🇳🇮🇳🇮🇳🇮🇳🇮🇳
Many many thanks for your valuable information about Bhuban village. Waiting for new videos.
ସାର୍ ମୁଁ ବି ଢେ଼ଙ୍କାନାଳ ର
ବହୁତ୍ ବଢିଆ ଭାଇ ଆପଣଙ୍କୁ ଧନ୍ୟବାଦ
Jay jagannath swami nayana path grami bhava tume🙌 👏🙏🙏🙏🙏🙏🥥💐
Thanks for information share our social public awareness 🥰🤝👍 Jay Jagannath
ସବୁ vlog ଠୁ ନିଆରା. ବହୁତ ଖୁସି ଲାଗିଲା
ଖୁବ୍ ସୁନ୍ଦର ଲାଗିଲା। ଏମିତି ଭିଡିଓ ଵହୁତ୍ ଭଲ ଲାଗେ।
ଭାଇ ଆପଣଙ୍କ ର ଉପସ୍ଥାପନ ବହୁତ ସୁନ୍ଦର ଲାଗିଲା। ମୁଁ ଭୁବନ ରୁ
Thank you so much for refreshing my class 3-5 memories, my father got posted here and I was studying there, after my father got transferred I always wished to visit this place again, but it did not happen. Through ur video I got to see Budheswar temple , Bajirao' s birth place again.
Bhutu vala lagila video dekhi ki
ଜୟ ବାବା ବୁଦ୍ଧେଶର🙏🙏
Bahut bhala lagilaa
ବହୁତ ସୁନ୍ଦର ଭାଇ ଏମିତି ଓଡ଼ିଶାର ଗାଁ ଗୁଡିକ ବୁଲି ଦେଖାନ୍ତୁ।
Absolutely awesome always ❤
Thanks again!
Soo nice blog..❤
ବହୁତ ଭଲ ଲାଗିଲା ମୋ ଗାଁ ର ମୋ ସହର ର vedeo.. Thank u so much
ଭୁବନ ବିଷୟରେ ଭିଡିଓ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଥିବାରୁ ଖୁସି ଲାଗୁଛି ଓ ଏଥିପାଇଁ ଆପଣଙ୍କୁ ଧନ୍ୟବାଦ |ଏହିପରି ଭିଡିଓ କରି ଜଣାଇବାକୁ ଅନୁରୋଧ |
ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା ର ଅତ୍ୟନ୍ତ ମନୋରମ ଦୃଶ୍ୟ...👌👌🥰
Jai jagannath swami ❤️ excellent 👍🙏🏾 dhanyawad you
Jay jaganath gouranga vai bahut vala lagila apanaka video dakhi
Fantastic and Chamatkar.
Jai shree jaganath Bhai
Beautiful place 😍😍😍
❤❤❤ ଜୟ ଜଗନ୍ନାଥ। Proud to be Odia.❤❤❤
ବହୁତ୍ ଭଲ ଲାଗିଲା
ବହୁତ୍ ଭଲ ଲାଗିଲା ଧନ୍ୟବାଦ୍।
Bahut bhala lagi la ei video ti
Bahut sundar video bhai. Jaha hau bhuban gan aponka dyara dekhi hela
ବହୁତ ସୁନ୍ଦର ଲାଗିଲା ଭାଈ ଆପଣ ଆସି ଆମ ଗାଁ କୁ।
ଆଜିର Videoଟି ବହୁତ ଭଲ ଲାଗିଲା ।ଏହାର 2ଟି part ହୋଇଥଲେ ଆହୁରି ଭଲ ହୋଇଥାନ୍ତା ।
Love from bhubaneswar... ❤ gote dina jibi travel re bhubna
ଅଭିନନ୍ଦନ ଭୁବନ ଗାଁ ଓ nac
Awesome vlog......
Such a lovely Vlog Sir Jay Jagannath 🙏
ବହୁତ ଭଲ ଲାଗିଲା ଭୁବବ ଗାଁ ର ଐତିହ ଆଉ ତାର ପରିପାଟୀ ❤
Bhai namaskar Dhenkanal re ahuri bhala bhala gaon achi bulibaku asantu
ଆମ ଗାଁ.... ଭୁବନ
Jay Jagannath ayi upadeya o sikhya upajogi video bahut bhala lagila
I Love my bhuban ❤(nice performance)
Badhia lage sir nka upasthapana
Jai jagannath sir
ମୋ ଭୁବନ ପାଇଁ ମୁଁ ଗର୍ବିତ 🙏ଜୟ ବାଜିରାଉତ 🙏ଜୟ ଭୁବନ 🙏
Amazing Exploring blog👍👍👍👍👍👍👍👍 keep it up🙏🙏🙏🙏🙏🙏🙏🙏. Jai jagannath❤❤❤❤❤❤.
Atisundar video bhai Jay jagannath
Jaha hau sir...ete dina pare ama dhenkanal ku asile...bahut khusi laguchi
ଅତି ସୁନ୍ଦର ।
ଭୁବନ ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ବହୁତ ଭଲ
Ama Dhenkanal ra loka bahut sarala au melapi.I love my Dhenkanal
ଆମ କଂସାରୀ ବହୁତ ସେଇଠି ଖୋର୍ଦ୍ଧା ପରେ denkanal ରେ ବହୁତ କଂସାରୀ ବହୁତ କଂସା କାମ ହୁଏ
Nice beautiful video
bhai bhala lagila
ଧନ୍ୟବାଦ, ଆପଣକୁ ଅନେକ ଶୁଭେଚ୍ଛା
Sir namaskar ama village ku asithile but dekha heiparila nai miss u
Congratulations Gaurang bhai I love you Dhenkanal
Bhai bhari sundara jaga
ବୀର ପୁତ୍ର ବାଜି ରଉତ ଙ୍କୁ ମୋର ପ୍ରଣାମ 🙏🙏🙏
😅
Sir bohut bohut dhanyabad apana ete duraru parisrama Kari ASI bhabana ku jaithibaru .ebang social midiare pahanchai thibaru
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ 🙏
Bahuta badhia lagila gauranga sir jay jagganath 🙏🙏
ଭଲ ଲାଗିଲା । 🙏
Very good video
Excellent effort , keep going . All the very best . Manas from Pune. With family we all are watching your video daily at dinner time.
You , budhia bhai and hoonda bhai all are now part of our life.
Thanks a lot for your beautiful videos. Lots of love to dhana and little.
Jay Jaganattha
Very good gauranga babu
Beautiful Village Of Odisha
ବୀର ବାଜିଆଙ୍କ ପରିବାରର ବର୍ତ୍ତମାନର ସଦସ୍ୟ ମାନଙ୍କ ସହ ସାକ୍ଷାତକାର ଓ ପୁଣ୍ୟ ଏନ୍ତୁଡ଼ି ଭୂମି ଦର୍ଶନର ଅଭାବ ରହିଗଲା ।
Bahut badhia lagila apanka blog. Dhenkanal ra samasta gaan explore karantu.
Jay Jagannath 🙏 bahut sundar vlog bhaina eswar apananku dirghau karantu🙏
Sir Dhenkanal ra famous bikhyata bara au kapilasa mandira miss karidele
Jay Jagannath Sir
Very Nice
Very good
🎉🎉🎉
Sir ama ghara JAGATSINGHPUR but mo Mamu ghara bhubana❤
Very good village
Bahuta Dina pare apana nka video re dekhibaku mililia ହଳ ଲଙ୍ଗଳ ବଳଦ ପୁରୁଣା ସ୍ମୃତି ମନେପଡ଼େ
ଆପଣଙ୍କୁ ଅଶେଷ ଧନ୍ୟବାଦ
ଦଶହରା ସମୟରେ ଆସିଥିଲେ ବିଶ୍ଵ ପ୍ରସିଦ୍ଧ ପାରମ୍ପରିକ ବଳଦ ଯାତ୍ରାର କିଛି ଝଲକ ମିଲିଥାନ୍ତା।
Thanks for the lovely video.
Au kchi nua gaa❤
apananka bhuban jatra bahut bhala lagila
Ama gaon Bhuban👌👌👌👌
ଆମେ ଢେକାଂନାଳିଆ ଲୋକ ବିବଢିଆ
Sir am gan bahuti badhia
Sir ama jila ku asithibaru apanaku bht bht dhanyabad.... Ama kapilas adaku asantu
Jay jagannath