Respect ! You are a Saviour . I would request this video should be circulated with the Odisha Police Department, CM ,Odisha and if possible let it reach every individuals . Thanks for your support and help . Love You Basudev Bhai 🙏🏻❤️
I had not heard about your channel or you.. But today my friend showed me this video and I'm here to thank you for your novel deed and I myself am a girl so i can understand the situation... Our thankful words can't amount to what you have done there... You are like a Messiah.... God bless you and your family... Jai jagannath... Bhai 🙏🙏🙏🙏
I can't tell you how much I respect you for this, bhai. I have been staying out of odisha since last few years. I can't imagine anything like this happen in our place. What a shame!!!!! I got tears in my eyes looking at this...Thank God you were there to save her...
Sei jhio tama ku dekhaa gola ki camera re kemiti jaanilo se jhioo sange hoichi boli Khali ra tone kintu ta face pacha Pata bi bhai dekhrileni then seita actual ghatnq boli krmiti janiloo ????
Emiti case re loka buliki Palanti. Amara kn jaichi, amara kn miliba kahiki palanti. But u proved today that you as a youtuber are here not just for content but to make a change. I always respected you but today I respect you even more 🙌🙏
People like you are very rare in this world..thank you isn't enough for you..As a girl I am very happy to see such protective man like you.. Whatever I would like to say Thank you for save that girl 🙏🏻. God bless you sir ..
Basudeb, you have done a great job. The courage that you have shown and saved the girl proves your humanity. Please inform police high commission so that they can be arrested.
Apana gale boli semananku bancheidele nahele aji se jhiara aji abasta kharap amanankara jiba bhul jao ghara lokanka saha jao but amti jaoni apana thik kahichanti thank you bhai ate bhala kamati karile ❤
Share this video guyz as much as possible it should reach near the police and action should be taken Thank you basudev vai for bringing it in to public and helping them
Bashudev Bhai I salute you for your bravery, courage and concern for saving that innocent girl and humanity...People now a days hardly cares for others. Please handover the details & video of those bastards.
First time your video got popped up on my screen. You were an angel for those couples Bhai. Nothing but praying for your success and prosperity. You saved a life 🙏🙏
Bhai tama dwara se Jhia ra au pua manankara bi jiban banchigala ,,dhanyvad jagannath nku dhanyavad tamaku.hats off for this great work.dunia re kichhi bhala lokanka pain dunia ta chalichi ..u r the example. 🎉
Thanx to you Bashudev for your helping hand 🙏🙏but you have to careful.. After saw this video I'm speechless.. I'm also a mother of a daughter... Now I'm feeling very nervous how to brought up my daughter on our society
ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ, ଟୋଟାଲ ରେପ୍ ଆଉ ମଡ଼ର କେଶ୍ କର ଯାଉ। ଆପଣ ଙ୍କୁ ବହୁତ ବହୁତ୍ ଧନ୍ୟବାଦ ନିଜର ସତ୍ ସାହାସ ପାଇଁ, ବହୁତ୍ ଲୋକ ଙ୍କର ସାହାସ ହୁଏନି। ଯଦି ଆପଣ ଠିକ୍ ଟାଇମ୍ ରେ ପହଞ୍ଚି ନ ଥାନ୍ତେ ତା ହେଲେ !!?? ଥରେ ଚିନ୍ତା କଲେ।ସେମାନଙ୍କ ପାଇଁ ଦଣ୍ଡ ନିହାତି ଜରୁରୀ।
ବହୁତ ବହୁତ ଧନ୍ୟବାଦ ଭାଇ , ଝିଅ ର ଇଜତ କୁ ଭଗବାନଙ୍କ ରୂପରେ ଆସି ରକ୍ଷା କଲେ ❤️❤️
ଆଉ ସେ ଶଳାଙ୍କୁ ଆଇନ ଅନୁସାରେ ଦଣ୍ଡ ହେଉ ନ ହେଲେ ବେଆଇନ ଅନୁସାରେ ମହା ଦଣ୍ଡ ମିଳୁ
ଭାଇ ଆଜି ତୁମ ପ୍ରତି ସମ୍ମାନ ବହୁତ୍ ବଢ଼ିଗଲା.. ପ୍ରକୁତ ମଣିଷପଣିଆ ଆଜି ଦେଖେଇଲ ଭାଇ.. ଭାଇ ଏମାନଙ୍କୁ ପୋଲିସ ରେ ଧରେଇଦିଅନ୍ତୁ..
Proud as a Jagatsinghpuria
Bhai police nuhe sala ranku totally mada Darkar bhai
Emana nka maa bhauni nahanti bodhe
@@diptichakra5255 q
Jail re achii ebe
Bhai tama gan ki @@sudhirswain4161
ଭାଇ ତୁମେ ଆଜି ସେଇ ଜାଗା ରେ ଠିକ ସମୟରେ ପହଁଚି ତାଙ୍କ ଜୀବନ ବଞ୍ଚେଇଦେଲ ବହୁତ ବହୁତ ଧନ୍ୟବାଦ 🙏🙏🙏
ସେ ପିଲାଙ୍କୁ ଭଗବାନ ବଂଚେଇ ଦେଲେ ଆପଣ ଙ୍କ ଦ୍ୱାରା 🙏ଜୟଜଗନ୍ନାଥ 🙏
ଆଜି ମୁଁ ମୋ ଆଖିରେ ଜୀବନ୍ତ ଭଗବାନ ଦେଖିଲି.... 🙏🙏 ପ୍ରଭୁ ଜଗନ୍ନାଥ ତୁମର ଆଉ ତୁମ ପରିବାରର ମଙ୍ଗଳ କରନ୍ତୁ...
Tama sanare heithila ki
Choda bhalia
Aha kete bhala loka ta tu, jhia nku dekhile khali ta bhauni chada aau kichi bahari nathiba
Sei dam ra loka bi Tama Priya pravu jaganatha nka dwara tiyari, ta dharma re Sanskara aau culture chaliba ta ei sabu hebani ta kan heba
Mg ghare thare ta b dhupa ta b deunathibu thakura nku
Thank god
Great job brother ❤️
Bhai your vlog is very amazing❤️❤️❤️
Please bhai mote tike support karantu please sidharth bhai tama video mu dekhe tama family bahut bhala aau chhotu bhai sabutharu majalia pila aau missing pila please bhai mote tike support karantu please bhai reppaly deantu
Bhai tuma pari bhai ae duniare sabu bhauniku miliba darkar. Thank u so much bhai
Bopa lo prrma mo pela ne kha
କୋଟି କୋଟି ଧନ୍ୟବାଦ ଆପଣଙ୍କୁ ଭାଇ ଗୋଟିଏ ଝିଅର ଜୀବନ ବଞ୍ଚାଇ ଥିବାରୁ ନବରାତ୍ରି ରେ ବହୁତ ପୁର୍ଣ୍ଣ୍ୟ କାମ କରିଲ 🙏 🕉ମାଁ ଦୁର୍ଗତିନାଶିନୀ ମାଁ ଦୁର୍ଗା ଙ୍କୁ ଆଉ ସେ ପୀଠରେ ଅବସ୍ଥାନ କରିଥିବା 🕉 ମାଁ ଡମ ଡମଣୀ ଙ୍କୁ ମୋର ବିନତି ମାଁ ସମାଜର କଲ୍ୟାଣ ନିମନ୍ତେ ଏହି ନବରାତ୍ରିରେ ଆପଣଙ୍କ ତ୍ରିଶୁଳରେ ଦୁଷ୍ଟ ପାପି ମାନଙ୍କୁ ନାଶ କର ହେ ମାଁ🚩🔱🙏
ଭଗବାନ ଆପଣଙ୍କୁ ରକ୍ଷକ କରି ପଠାଇଥିଲେ। ଧନ୍ୟବାଦ୍ ଭାଇ ଝିଅଟି ର ଜୀବନ ବଞ୍ଚେଇଥିବାରୁ । Respect 🙏
Pranam Bhai and Thank you...
Apana se jhia pai Bhagaban...🙏🙏
ମାନବିକତା ପାଇଁ ଧନ୍ୟବାଦ ମହାନ କାମ କଲ ଭାଇ 🙏🙏ବୁଦ୍ଧିମତା ସହିତ, ଲିଖିତ ଅଭିଯୋଗ ହେବା ଦରକାର 🙏🙏
ଭାଇ ସତରେ ଆପଣ ବହୁତ ଭଲ କାମ କଲ, ଆପଣ ଙ୍କ ପାଇଁ ଗୋଟେ ଝିଅ ର ଜୀବନ ବଞ୍ଜି ଗଲା. ଆଉ ସମସ୍ତ ଙ୍କୁ ଅନୁରୋଧ କେହି ସେଠାକୁ ଏକୁଟିଆ ଯାଆନ୍ତୁ ନାହିଁ...... 🙏🙏🙏
ଭାଇ ଯେତେ ସମ୍ମାନ ଦେଲେବି ତୁମକୁ କାମ ହେବା,ଭଗବାନ ସବୁବେଳେ ତୁମକୁ ଆଉ ତୁମ ପରିବାର କୁ ଖୁସି ରେ ରଖନ୍ତୁ🙏🙏🙏🙏
Bahut bahut Dhanyawad Bhai.....we need people like you more in this cruel world....
ଭାଇ ତମ କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜେ ତମକୁ ଭଗବାନ ପଠେଇଛନ୍ତି ଜୟ ଜଗନ୍ନାଥ 🙏 🙏🙏🙏
ତମର ଇଚ୍ଛା ନଥିଲା ଯିବା ପାଇଁ ସେ ଜାଗା କୁ.. God ତମକୁ ଡାକି ଥିଲେ.... ତମ ଦ୍ଵାରା ଭଲ କାମ କରିବା ପାଇଁ.... Love u Big Bro
ଭାଇ ତମ ପ୍ରତି ତ ଭଲ ପାଇବା ଥିଲା, କିନ୍ତୁ ଆଜି ତମେ ଯେଉଁ ୨ଟି ଜୀବନ ବଞ୍ଚାଇଲ ହୃଦୟରୁ 🙏 love u basu bhai ❤️❤️❤️❤️
Bhai please police ku share koro social media power dekha oo Bhai please
Kotii kotiii pranam bhaiii🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Thank you bhai
Very nyc
@@babulkrishnapriyavlog 🙏
Jay Jagannath 🙏
ହୃଦୟ♥️ ରୁ ଧନ୍ୟବାଦ 🙏ଭାଇ ଆପଣ ମାନଙ୍କ ଭଳି କିଛି ଲୋକ ଙ୍କ ପାଇଁ ଏ ଦୁନିଆ ଟା ଚାଲିଛି 🙏
ପିଲା ଦୁଇଜଣଙ୍କ ପାଇଁ ତୁମେ ଦେବଦୂତ ହୋଇ ପହଞ୍ଚିଗଲ । ହୃଦୟ ରୁ 🙏
Bhai apana mananka paen aji e duniya thik se chalichi... Thank you so much bhai... Real hero of our society
Bhai dil khus karidela,bhagawan tamaku aau tama paribaraku sabubele khusire rakhithsntu,satare bhai sei dui jana pain tame bhagawan
ଜଗନ୍ନାଥ ତୁମକୁ ଭାଇ ପଠେଇଛନ୍ତି । ଜଗନ୍ନାଥ୍ ତମକୁ ଘଣ୍ଟ ଘୋଡେ଼ଇ ରଖନ୍ତୁ🙏🙏 u are the real Hero all times ❤️❤️
Are bhai police case kara ... Nhele semane sudhiribeni .. funi kaha sahita haba... Bhai tame nihati kichi action nia
@@RajatSarangi01 hm ryt bhai
Good bhai 🥰🥰🥰
🤣🤣🤣😂
Kotiii kotiii pranam bhaiii
ବହୁତ୍ ବହୁତ ଧନ୍ୟବାଦ୍ ଭାଇ 🙏🙏❤️🙏🙏 ଆପଣଙ୍କ ପାଇଁ ଗୋଟେ ପୁଅ ଆଉ ଝିଅ ର ଜୀବନ ବଞ୍ଚାଇଚ ଭାଇ ,ଭଗବାନ ଆପଣକୁ ଭଲ କାମ ପାଇଁ ସେଠାକୁ ପଠାଇଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ🙏🙏🙏🙏🙏🙏🙏
Respect ! You are a Saviour . I would request this video should be circulated with the Odisha Police Department, CM ,Odisha and if possible let it reach every individuals .
Thanks for your support and help . Love You Basudev Bhai 🙏🏻❤️
kadali Kariba police rape hela pare ta investigation karunahanti
Chhodiheijiba
Hamara sarkar l***de ka sarkar
I totally support.....who knows tomorrow something will happen with our sisters .
@@gamroscre3386just like Manipur and modi sarkar
Apana nka maa aue bapa nku aneka dhanyavaad, se aapna nku uchita sanskaar Deichhanti . Se jhia tira jibana aapana bancheile , aapana nka valia loka samaaj pai bahut jaruri.
ଭାଇ ,ତମ ନାଁ ଯେମିତି କାମ ବି ସେମିତି। ବାସୁଦେବ, କୃଷ୍ଣଙ୍କର ଅନ୍ୟନାମ। ଭଗବାନ ସଦୃଶ ଅସହାୟ ର ସାହଯ୍ୟ କରିଲ।🙏🙏🙏
Kotiiii kotiiiii. Pranam bhaiiii
I had not heard about your channel or you.. But today my friend showed me this video and I'm here to thank you for your novel deed and I myself am a girl so i can understand the situation... Our thankful words can't amount to what you have done there... You are like a Messiah.... God bless you and your family... Jai jagannath... Bhai 🙏🙏🙏🙏
ଆପଣଙ୍କୁ ଧନ୍ୟବାଦ ଭାଇ ଆଜି ଗୋଟେ ଝିଅ ର ଜୀବନ ରକ୍ଷା କଲେ ଅଶେଷ ଅଶେଷ ଧନ୍ୟବାଦ୍
se jhia kn pain jungle ku jaethila... gandi mareiba pain... ta
Hele bhai tama bhauni ku dhariki bulibaku jibani ki jadi ba see ta boyfriend saha jaichi ta bhula kn ta boli see jhia ku misbehave kariba
@@Dineshkumarswain2004 Tu bedhua v smt
nije se toki paethile khela karidabu re tu Nalua sala...
Movie ରେ ଦେଖିଥିଲି ଆଜି ସତରେ ଦେଖିଲି tq so much bhai 🙏🙏🙏 ଭଗବାନ ତମର ମଙ୍ଗଳ କରନ୍ତୁ ଯେତେ ଧନ୍ୟବାଦ ଦେଲେ ବି କମ ହେଇଯିବ 🙏🙏
ଭାଈ ଆମେ କହୁ ଭଗବାନ କଉଠି, କେମିତି ଅଛନ୍ତି, ଭଗବାନ ଏମିତି କୌଣସି ରୂପ ରେ (ଯେମିତି ତୁମେ) ଠିକ୍ ସମୟ ରେ ଆସିକି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି
Kotiiii kotiiii pranam bhaiii
I can't tell you how much I respect you for this, bhai. I have been staying out of odisha since last few years. I can't imagine anything like this happen in our place. What a shame!!!!! I got tears in my eyes looking at this...Thank God you were there to save her...
you are write
ଆମ ଜଗତସିଂହପୁର ଟୋକା
ସବୁକାମ ଚୋଖା 🙏🙏🙏
Thiki bhai
ବହୁତ ବହୁତ ଧନ୍ୟବାଦ ଭାଇ ବହୁତ ଭଲ କାମ କରିଛନ୍ତି ଭଗବାନ ଆପଣ ଙ୍କୁ ସବୁ ବେଳେ ସୁରକ୍ଷିତ ଓ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻
ଭାଇ ହୃଦୟରୁ ବହୁତ ଧନ୍ୟବାଦ... ଝିଅ ର ଜୀବନ ବଂଚେଇ ଥିବାରୁ.. କିନ୍ତୁ ସେ ପୁଅ ଝିଅ ସେ ଭଳି ଜାଗା କୁ ଯିବା ଜମା ଠିକ ନୁହେଁ
Umm bia naa
@@mantubaral8679arae sala thu kn pine khrap bhasa kahucho
Abe kie kahan jibono bcheila😅😅😅😅😅
ଦାଦା 🙏, ମାଆ ଡମଡମଣି ଆପଣଙ୍କୁ ପଠେଇଲେ ସେ ଦୁଃଶାସନ ମାନଙ୍କ କବଳ ରୁ ସେ ଦ୍ରୌପଦୀ କୁ ରକ୍ଷା କରିବାକୁ 😭, ସେଠାକୁ କେହି ଯାଆନ୍ତୁନି, ବାସୁଦେବ ଦାଦା ଆପଣଙ୍କୁ ଧନ୍ୟବାଦ 💐
ଧନ୍ୟବାଦ ଫ୍ରେଣ୍ଡସ୍ 💐
ଧନ୍ୟବାଦ ଫ୍ରେଣ୍ଡସ୍ 💐
Kotiiii kotiiii pranam bhaiiiii
Bhai buliba jagaku taboli gh loko ku nebuni ଆମେ କାଇଁ ଡରିବୁ ସେ mg ଲୋକୋ ମାନକୁ ଏମିତି ଶାସ୍ତି darkar ଯେମିତି ସେମାନେ ଡରିବା ଦରକାର ଆମେ ନୁହଁ. ଭୁଲ କରି ସେମାନେ ଡରି ବେନି ଆଉ ଆମେ ଡରିବା...
ସେ ଭଉଣୀ କୁ ବଞ୍ଚେଇ ଥିବାରୁ ଧନ୍ୟବାଦ ଭାଇ ତମକୁ କୋଟି 🙏ନମସ୍କାର
Sei jhio tama ku dekhaa gola ki camera re kemiti jaanilo se jhioo sange hoichi boli Khali ra tone kintu ta face pacha Pata bi bhai dekhrileni then seita actual ghatnq boli krmiti janiloo ????
ତୁମକୁ ଭାଇ ବହୁତ ବହୁତ ଧନ୍ୟବାଦ, ଜଗନ୍ନାଥ ତୁମକୁ ଭଲରେ ରଖନ୍ତୁ
Society needs more courageous people like you bro. God bless you. Lets make sure the culprits are punished.
Love you Basu bhai ଜୟ ମା ଶାରଳା 🙏ଜଗତ ସିଂହ ପୁର ମାଟିର ପୁଅ ନା ଆମେ ଆପଣଙ୍କ ପାଇଁ ବହୁତ୍ ଗର୍ବିତ
Emiti case re loka buliki Palanti. Amara kn jaichi, amara kn miliba kahiki palanti. But u proved today that you as a youtuber are here not just for content but to make a change. I always respected you but today I respect you even more 🙌🙏
Bhai 😢❤Bhagaban tamaku jhia ku au bhaujanku sabubele Khushi re rakhantu 🙏
ଭାଇ ଯାହା ହଉ ଭଗବାନ ଆପଣଙ୍କୁ ଠିକ୍ ସମୟରେ ପହଞ୍ଚେଇଲେ❤️
ଭାଇ ତମ ପ୍ରତି ଭଲପାଇବା ଥିଲା କିନ୍ତୁ ଆଜିଠୁ ତମ ପ୍ରତି ସ୍ନେହ ବଢିଗଲା. ମା ତମଙ୍କୁ ସେ ଦୁଇ ଜଣଙ୍କୁ ବଞ୍ଚେଇବାକୁ ପଠେଇ ଥିଲେ ମଣିଷ ରୁପି ଭଗବାନଙ୍କ ରୂପରେ.
ମୋ ବଡ ଭାଇ ତମକୁ ପ୍ରଭୁ ଜଗନ୍ନାଥ ଓ ମା ଦୁର୍ଗା ସାହା ହୁଅନ୍ତା
ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ 🙏 ତୁମକୁ ଯେତେ ଧନ୍ୟବାଦ୍ ଦେଲେ ବି କମ୍ ହେବ 🙏🙏🙏 ଭଗବାନ ତୁମକୁ ରକ୍ଷକ କରି ଠିକ ସମୟରେ ପଠାଇ ଦେଇଛନ୍ତି କାରଣ ଭଗବାନ ଙ୍କ ବିନା ଏ ଦୁନିଆରେ ପତ୍ର ଟିଏ ବି ହଲେନି ! ଆଉ ଯିଏ ଅନ୍ୟକୁ ସାହାର୍ଯ୍ୟ କରେ ତାଙ୍କୁ ଦିନେ ଭଗବାନ ବି ସାହାର୍ଯ୍ୟ କରନ୍ତି ! ତୁମ ପରି ଭଲ ମଣିଷ ମିଳିବା ଆଜି କାଲି ଦୁନିଆରେ ବହୁତ କମ୍ ଭାଇ ! ଭଗବାନ ତୁମକୁ କୋଟି ପରମାୟୁ ଦିଅନ୍ତୁ ! ସବୁବେଳେ ତୁମେ ଆଉ ତୁମ ଘର ଲୋକ ସମସ୍ତେ ଖୁସିରେ ରୁହନ୍ତୁ ! ଭଗବାନ ଙ୍କର ସଦା ସର୍ବଦା ତୁମ ଉପରେ ଆଶୀର୍ବାଦ ଥାଉ 👐 ! ଧନ୍ୟବାଦ୍ ଭାଇ ଧନ୍ୟବାଦ୍ 🙏🙏🙏🙏🙏🙏🙏🙏🙏🙏
ହୃଦୟରୁ ଧନ୍ୟବାଦ ଭାଇ 🙏
A REAL MAN... HATS OFF TO YOU.
The courage you have shown just shows that you are a real genuine person.Salute to you and your bravery....
ଜଗନ୍ନାଥ ତମକୁ ସାହାର୍ଯ୍ୟ କରିବେ 🙏🏻🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
ଧନ୍ୟବାଦ ଭାଇ ଆପଣଙ୍କ ଏପରି କାର୍ଯ୍ୟ ଲାଗି ଆପଣକୁ କଣ କହି ଧନ୍ୟବାଦ ଦେବି ଜାଣି ପାରୁନି 🙏
Right bro thanks Bhai God bless you
Great job Basudev. Pls inform this incidents to local PS. Also to all media channels.. It should be highlighted..
Video re ପକେଇ ଥିବାରୁ ଆପଣଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ sir🙏❤️ଆପଣଙ୍କ ପାଇଁ ସେ ଦୁଇ ଜଣଙ୍କ ଜୀବନ ବଞ୍ଚିଲା। ବିଧାତା ଆପଣଙ୍କୁ ଦୂତ କରି ପଠେଥିଲେ.....🥺❤️
ଭାଇ ତମ ପ୍ରତି ବହୁତ ଭଲ ପାଇବା ଥିଲା କିନ୍ତୁ ତମେ ଆଜି ଯେଉଁ
୨ ଟି ଜୀବନ ବଞ୍ଚେଇଲ ହୃଦୟରୁ ଭଲ ପାଇବା ଆହୁରି ବଢ଼ି ଗଲା
love you bhai ❤️❤️❤️
emti agaku jauthao🙏🙏🙏
Kotiiii kotiiii pranam. Bhaiiii
Bhai,sabu jhianka jibana re Tama bhali Jane bhai bapa ,Swami au sanga milu ,etiki bhagaban jaganntahanka pakhare mo prarthana .🙏
ଭାଇ ଆପଣଙ୍କୁ ବହୁତ ଧନ୍ୟବାଦ
ଭାଇ ତମେ ଯାହାକଲ ଠିକ କଲ କାହିଁକି ନା ଜଣେ ଭଲ ମଣିଷହିଁ ପରିସ୍ଥିଥି କୁ ବୁଝି ସବୁ କାମ କରିଥାଏ, ସେମିତି ଆଗକୁ ଯାଅ ଭାଇ ଆମ ଭଲପାଇବା ତମ ସାଙ୍ଗରେ ଅଛି ❤
Kotiiii kotiiii pranam bhaiiiiii🙏🙏🙏🙏🙏🙏🙏
Ur great 👍
ଯାହା ବି କରିଛନ୍ତି ଠିକ୍ କାରଣ ଯଦି ଭାଇଙ୍କର କିଛି ହେଇଥାନ୍ତା ତାହେଲେ ସେ ଝିଅ ସହ ଆଉଥରେ ଅଭଦ୍ରାମି କରିବାକୁ ପଛେଇନଥାନ୍ତେ 🙏🙏🙏🙏🙏🙏🙏🙏🙏🙏🙏
Earned my respect..bro you are greater than Avengers.. you just saved two lives....
Bahut bahut DHANYABAAD BHAI...Khali etiki anurodh...Police re case te diantu
ଜଣେ ପ୍ରକୃତ ମଣିଷର କାମ କରିଛନ୍ତି ଭାଇ । ଆପଣଙ୍କୁ ଈଶ୍ୱର ଖୁବ୍ ଆଶିର୍ବାଦ ଦିଅନ୍ତୁ । ସାଧୁବାଦ💐 ଜୟ ଜଗନ୍ନାଥ 🙏
ଭାଇ ସେ ଝିଅ ଟା ନୂଆ ଜୀବନ ପାଇଲା 🙏🙏🙏
Great job..proud to be a Jagatsinghpuria ....This is called humanity ....you are great brother 🙏🙏🙏🙏 👍👍👍👍
Very good sir mein ve odisha ka hun par ap ne jo kiya very or vedio offload kiya or ve acha kiya par in logo ko police station mein ho nahi chahiye...
ମାଗିଆ ଛୁଆ କୁ ଗୁଳି କରି ମାରି ଦିଆ ଯାଉ 🙏🙏🙏🙏🙏
ଭଗବାନ ଆପଣଙ୍କୁ ପଠେଇଛନ୍ତି ଭାଇ 🙏😍❤️
People like you are very rare in this world..thank you isn't enough for you..As a girl I am very happy to see such protective man like you..
Whatever I would like to say Thank you for save that girl 🙏🏻. God bless you sir ..
Thanks vai
You are a Saviour for them, More respect to you and lots of love to your channel and your family.
U did great bhaina. Jai Jagganatha bless u always...
Basudeb, you have done a great job. The courage that you have shown and saved the girl proves your humanity. Please inform police high commission so that they can be arrested.
Hats off to you Bhai....bahut loka Aliya re pada dabaku chahantini...tame sei jhia ra izzat bancheidela
ଯାହା ହେଉ ଭାଇ ତମ କୁ ଭାଉତ୍ ଭଉତ୍ ଧନ୍ୟବାଦ୍ ଜୀବନ ରଖ୍ୟା କରିଲ 🙏🙏
ବାସୁଦେବ କହିଲେ ଆମେ ଶ୍ରୀ କୃଷ୍ଣଙ୍କୁ ବୁଝି ଥାଉ। ଆଜି ଭାଇ ତୁମେ ଭଗବାନ ଶ୍ରୀକୃଷ୍ଣଙ୍କ ପରି ସେ ଦୁଇ ଜଣଙ୍କର ଜୀବନ ବଞ୍ଚାଇଛ। ସେଥି ପାଇଁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ଆଉ ନିରାପଦରେ ରଖି ଥାନ୍ତୁ। ଜୟ ଜଗନ୍ନାଥ🙏🏽🙏🏽🙏🏽
Kotiiii kotiiii pranam bhaiiii
Right 💯
Bhai bahuttt dhanya bad
Bhai dhanyavad
ଏ ଭାରତ କେବେ ସୁଧୁରିବ ଜଣା ନାହିଁ। 🙏🏻🙏🏻🙏🏻🙏🏻🙏🏻
Apana gale boli semananku bancheidele nahele aji se jhiara aji abasta kharap amanankara jiba bhul jao ghara lokanka saha jao but amti jaoni apana thik kahichanti thank you bhai ate bhala kamati karile ❤
ଭାଇ ଆପଣଙ୍କ ଦ୍ବାରା ସେମାନଙ୍କ ଜୀବନ ରକ୍ଷା ହେଲା, ନହେଲେ କିଛି ବି ହୋଇ ଯାଇଥାନ୍ତା, ଭଗବାନ ଆପଣଙ୍କର ମଂଗଳକରନ୍ତୁ, ସମସ୍ତ ଙ୍କୁ ଆପଣଙ୍କର ପରି ହେବା ଉଚିତ୍ 🙏🙏🙏
Share this video guyz as much as possible it should reach near the police and action should be taken
Thank you basudev vai for bringing it in to public and helping them
ଭାଇ ତୁମେ ବୋଲି ଛାଡ଼ି ଦେଲ ହୁଏତ ମୁଁ ମରିଯାଇଛନ୍ତି କିନ୍ତୁ ସେ ମାଘୀୟା ଙ୍କୁ ସବୁ ମାରିଦେଇ ଥାଆନ୍ତି 😡 ବହୁତ୍ ବଢିଆ କାମ କଲ ଭାଇ 🙏 ଦୁଇଟା ଜୀବନ ବଞ୍ଚି ଗଲା❤️❤️❤️ ପ୍ରଭୁ ଭଲରେ ରଖନ୍ତୁ ତୁମକୁ 🙏🙏🙏
Sm2u bro
Right bro 😡😡😡
Mu se maghia ku jouti vi dekhivi se manunku Mari dei thanti 😡😡
Only Jagatsinghpur toka hin emti kariparibe tq bro jaan 💕
Ame king 👑 bhai mo ghara bi jagatasinghapur ree
You are a saviour for her...like God send you..Thanku Basudev bhai for being there to save her..
Bashudev Bhai I salute you for your bravery, courage and concern for saving that innocent girl and humanity...People now a days hardly cares for others. Please handover the details & video of those bastards.
My respect for you have increased immensely, such people should be behind bars. One should not go to that place alone.
Great 👍. Thanks
ଭାଇ ବହୁତ ବହୁତ ଧନ୍ଯବାଦ, ଗୋଟିଏ ଝିଅର ଇଜ୍ଜତ କୁ ସେଫ୍ କଲେ, ଏବଂ ସବୁ ପୁଅ ଝିଅଙ୍କୁ ଅନୁରୋଧ କଲେଜ ଯାଇକି ପାଠ ପଢୁଛ, ଭଲ ପାଅ ଠିକ୍ ଅଛି ବାପା ମାଆଙ୍କ ବିନା ଅନୁମତି ରେ କଲେଜ ବାହାନା କରି କେଉଁଠିକୁ ଯାଆନ୍ତୁ ନାହିଁ, ଯଦି ସେହି ଅଭଦ୍ର ମାନେ ଏହି ବାସୁଦେବ ଭାଇଙ୍କ ଭିଡିଓ ଏବଂ ଭିଡିଓ ର କମେଣ୍ଟ ପଢୁଥାଅ, ତ ତମର ଝିଅ, ଭଉଣୀଙ୍କ ସହ ଏମିତି ହୋଇଥିଲେ କେମିତି ଲାଗି ଥାଆନ୍ତା, ତମ ପରି ଚିନ୍ତାଧାରା ରଖୁଥିବା ଅଭଦ୍ର ଲୋକ କୁ ପ୍ରବଳ ମାଡ ଦରକାର 😡😡😡😡😡 ଆଉ ବାସୁଦେବ ଭାଇ ଆପଣଙ୍କୁ ଭଗବାନ ପଠେଇ ଲେ ଉଧାର କରିବା ପାଇଁ,, ଯୋଗ କେମିତି ଦେଖନ୍ତୁ,,,, ଯାହାକୁ ରଖିବେ ଅନନ୍ତ, ତାକୁ କି କରି ପାରେ ବଳବନ୍ତ,, ସବୁ ଜଗନ୍ନାଥଙ୍କ ଇଛା ଥିଲା,,, ଚକାଡୋଳା ସବୁ ଦେଖୁଛି, 🙏
ଭାଇ ତୁ ଆମ ଜଗତସିଂହପୁର ଟୋକା ଜଗତ୍ ଭିତର ଶଣ୍ଡ ଟୋକା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Bhai apana nka presence of mind and patience ku mu respect karuchi..... always emiti kind nature rakhantu and safe ruhantu 🙏
Bhagaban tamaku bhalare rakhantu Bhai🙏
:ମା ଏହି ଦଶ ଦିନ ତମେ ପଦାରେ ଥିବା ଯାଏଁ ଏମିତି ଅତ୍ୟାଚାର ହେବନି🥺🥺🙏।
:ମା,ଭଉଣୀ ଙ୍କ ଇଜ୍ଜତ ରକ୍ଷା କର🥺।
#ଡମ_ଡମଣୀ_କେସ
:ବାସୁ ଭାଇ ଙ୍କ ଦେହରେ ଲାଗି ତମେ ଆସି ରକ୍ଷା କଲ।
🥺🙏
ଜୟ ମାତା ଦି🙏
କଥା ପଦେ କହିଲ ଭାଇ ❤
@@swayam2308 ସବୁ ତାଙ୍କରି କୃପା ପରା 🙏🙌
Maa nku tk kuha ae 10 dina nuha sabudina bhala lokanku rakhya karibe🙏🙏
@@pretatma_9 Han bhai
🙏Tame bi kuha 🙌🙏
Jay maa durga
The true influencener in real and reel life.God bless u bro
ଭାଇ ଭଗବାନ ତମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ
Thanks Bhai💐 .bhagaban apananka saha achanti .apananku bhagaban patheichanti help kariba pani 🙏🙏🙏🙏🙏 Apana sabubele amiti help karuthantu
Respect from the bottom of my heart.God bless you bro.Thank you for rescue the girl.Again respect.🙏
ଭାଇ ଆପଣ ବହୁତ୍ ଭଲ କାମ କରିଛନ୍ତି
ଏ ଭଳିଆ ଲୋକ ମାନଙ୍କର ବଞ୍ଚିବା କିଛି ଦରକାର୍ ନାହିଁ
🙏🏻 ଭାଇ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ
JAI SHREE JAGANNATHA.
🕉️🕉️🕉️🕉️🙏🙏🙏🙏
First time your video got popped up on my screen. You were an angel for those couples Bhai. Nothing but praying for your success and prosperity. You saved a life 🙏🙏
Bhai tama dwara se Jhia ra au pua manankara bi jiban banchigala ,,dhanyvad jagannath nku dhanyavad tamaku.hats off for this great work.dunia re kichhi bhala lokanka pain dunia ta chalichi ..u r the example. 🎉
Thanx to you Bashudev for your helping hand 🙏🙏but you have to careful.. After saw this video I'm speechless.. I'm also a mother of a daughter... Now I'm feeling very nervous how to brought up my daughter on our society
U came like basudev (lord Krishna)...save droupadi ...u r avtar of God...u deserve respect,award for ur great effort 🙏🙏🙏🙏🙏🙏🙏
Well said bro also the the culprit should be punished
App farista bangyi ho basudev bro ji
You are a real heart ful person ❤️🙏
Great job bhai👍
my respect for u has increased 🙏💕💕u r a god sent person to save those kids from trouble....❤️❤️