LIVE | Independence Day | Quiz Competition | ସ୍ଵାଧୀନତା ଦିବସ କୁଇଜ | Kuna Tripathy | Odia News

Поделиться
HTML-код
  • Опубликовано: 14 авг 2022
  • Independence Day | Quiz Competition | ସ୍ଵାଧୀନତା ଦିବସ କୁଇଜ | Kuna Tripathy | ସ୍ଵାଧୀନତା ଦିବସ କୁ ନେଇ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ | Odia News
    #independenceday #quizcontest #kunatripathy #News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
    Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates
    News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
    News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y46bt2fm
  • РазвлеченияРазвлечения

Комментарии • 705

  • @rajatsir3520
    @rajatsir3520 Год назад +97

    ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ କାହିଁକି ସୁଯୋଗ ଦିଆଗଲାନି, ନା ଏ ବିଦ୍ୟାଳୟ ଗୁଡିକର ଵିଜ୍ଞାପନ କରିବାକୁ ମୋଟା ଅଙ୍କ ପାଇଛନ୍ତି, ଧିକ ତମ କାର୍ଯ୍ୟକ୍ରମ କୁ

  • @Smileplz09
    @Smileplz09 Год назад +127

    ଇଏ କାଳେ କୁଆଡେ....... ଆମ ଓଡ଼ିଶା, ଯେଉଁଠି ଓଡ଼ିଆ ଭାଷା ଅପେକ୍ଷା English ଭାଷା ଅଧିକ ପ୍ରୟୋଗ ହେଉଛି...........।
    ଏହା ପରେ ବି ସମସ୍ତେ କହନ୍ତି..... ଆମ ଭାଷା ଓଡ଼ିଆ କେତେ ବଢିଆ

    • @bharatidas6005
      @bharatidas6005 Год назад +11

      Are eta sabu English medium students 🤣🤣🤣🤣🤣🤣🤣🤣sethi pai English to English in our independence day😰😰😰😰😰😰😰😰

    • @minuteshorts5880
      @minuteshorts5880 Год назад +10

      ଖାଲି ବଡ ସ୍କୁଲରେ ପଢିଲେ ପାଠ ହବନି,ଏଥିପାଇଁ ବହୁତ ପରିଶ୍ରମ ଦରକାର, ଦଶମ ଏକାଦଶରେ ପଢୁଛ କଣ ପଢୁଛ କେଜାଣୀ,ଅତି କମରେ 6 ଟା ପ୍ରଶ୍ନର ଉତ୍ତର ଦେଇହୋଇ ଥାନ୍ତା ।👍👍

    • @sasmitavlog1532
      @sasmitavlog1532 Год назад +6

      Thik katha ....

    • @pravakarmahanta7637
      @pravakarmahanta7637 Год назад +14

      ପୁରା ଓଡ଼ିଆ ରେ ହେଇଥିଲେ ଭଲ ହେଇଥାନ୍ତା

    • @barunadjuad6723
      @barunadjuad6723 Год назад +2

      ଇଂଲିଶ medium ବାଳ କୁ ଯଦି govt ସ୍କୁଲ ରେ exam କଲେ 40% cross କରି ପାରିବେ ନାହିଁ

  • @friendshipstatus2925
    @friendshipstatus2925 11 месяцев назад +41

    ଏତିକି ଖରାପ୍ ଲାଗିଲା କୋଉ ବି ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରଙ୍କୁ ବାଛି ନାହାନ୍ତି ❤

    • @VK-NANDA67
      @VK-NANDA67 5 месяцев назад +1

      Write amiti hua Ama gareba loka nka sahita 😂

  • @gurukul2234
    @gurukul2234 Год назад +93

    ଭଳ କାର୍ଯ୍ୟକ୍ରମଟି ଥିଲା । କେବଳ ପ୍ରଥମେ ଓଡ଼ିଆରେ ପରେ ଇଂରାଜୀରେ ପ୍ରଶ୍ନ କରିଥିଲେ ଭଳ ହୋଇଥାନ୍ତା । ବନ୍ଦେ ଉତ୍କଳ ଜନନୀ।

  • @ashutoshharichandanjena2458
    @ashutoshharichandanjena2458 Год назад +179

    ଏହା ଅତି ଲଜ୍ଜ୍ୟା ଜନକ କଥା ଯେ ଆମେ ଯେଉଁ ବିଦ୍ୟାଳୟ ର ପିଲା ମାନଙ୍କୁ ଅତି ଚତୁର, ଜ୍ଞାନୀ, ବୁଦ୍ଧିମାନ୍ ଭାବୁଛନ୍ତି...ପ୍ରକୃତରେ ଏହା ନୁହଁ.... ଗ୍ରାମାଞ୍ଚଳ ର ସରକାରୀ ମାଗଣା ଅଣ୍ଡା ଛତୁଆ ବିଦ୍ୟାଳୟର ପିଲା ମନେ ଏମାନଙ୍କ ଠାରୁ ବହୁତ ଅଧିକ ଜ୍ଞାନୀ ଓ ବୁଦ୍ଧିମାନ....ଏହା ଦୃଢତାର ସହ ମୁଁ କହିପାରିବି...

    • @afsheenchoudhry0123
      @afsheenchoudhry0123 Год назад +2

      ଏଗୁଡା ବାଳ ପାଠ ପଢ଼ୁଛନ୍ତି

    • @satapathymamali5677
      @satapathymamali5677 Год назад +4

      Right 👍👍👍

    • @gurupadhan9717
      @gurupadhan9717 Год назад +3

      Right

    • @laxmipriya7291
      @laxmipriya7291 Год назад +3

      Right

    • @user-cy1zt1yq9h
      @user-cy1zt1yq9h Год назад +9

      ଏତେ ଶିକ୍ଷିତ ହେଇ ଗଲେଣି ଯେ, ଓଡ଼ିଆ କହିବା ପାଇଁ ଲାଜ ଲାଗୁଚି।
      ଅଥଚ ସାଧାରଣ ଜ୍ଞାନ ନାହିଁ କି ଏଠାରେ କେହିବି ଇଂରେଜ ନାହାନ୍ତି। ତଥାପି ଶିକ୍ଷା ନାଁ ରେ ନାଟକ ଚାଲିଛି 😂😂

  • @amagkqna8212
    @amagkqna8212 Год назад +88

    ଏଇ comment ଯିଏବି ପଢୁଛନ୍ତି ହେ ଭଗବାନ୍ ଆପଣ ତାଙ୍କୁ ଆଉ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ..ତାଙ୍କ ଜୀବନରେ ସବୁବେଳେ ଖୁସିରେ ଆଉ ଭଲରେ ରୁହନ୍ତୁ..ଏତିକି ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି..ଜୟ ଜଗନ୍ନାଥ 🙏🙏🙏

  • @bkprusti8091
    @bkprusti8091 Год назад +22

    ଓଡ଼ିଆ ରେ ପ୍ରଶ୍ନ ଏବଂ ଉତ୍ତର ହୋଇଥିଲେ ଭଲ ହୋଇ ଥାନ୍ତା

  • @munichhatoi483
    @munichhatoi483 Год назад +38

    କୁନା ଭାଇ ଓଡ଼ିଆ କଥା କହୁ ଥିବାରୁ ତୁମକୁ 🙏🙏🙏🙏 ଜୟ ଜଗନ୍ନାଥ 🇮🇳

  • @biswajitmahakud1360
    @biswajitmahakud1360 Год назад +4

    ବହୁତଭଲ କାର୍ଯ୍ୟକ୍ରମ କିନ୍ତୁଓଡିଆଭାଷାରେପ୍ରସ୍ନଉତ୍ତର କରିଥିଲେଭଲହେଇଥାନ୍ତା ଜଏଜଗନ୍ନାଥ

  • @surendrakumarsahoo2521
    @surendrakumarsahoo2521 Год назад +33

    ଏହି କୁଇଜ୍ କୁ ଓଡିଆ ରେ କରିବାକୁ ଅନୁରୋଧ।କାହିଁକି ନା ଏମାନେ ସବୁ ଓଡ଼ିଆ ଆମ ରାଜ୍ୟ ଓଡ଼ିଶା।

    • @swagatikarautaray5929
      @swagatikarautaray5929 10 месяцев назад +2

      Odia bi kahuchhanti

    • @user-el8ml9oy2i
      @user-el8ml9oy2i 5 месяцев назад

      Self devlope pai odia laguase jothesto nuhe . sethipai missrone laguase heichhi sobu laguase .

  • @munichhatoi483
    @munichhatoi483 Год назад +133

    ପରବତୀ କୁଇଜି ଓଡ଼ିଆ ରେ କରାଇ ବାକୁ ଅନୁରୋଧ ଜୟ ଜଗନ୍ନାଥ 🙏🇮🇳

  • @manoj2122
    @manoj2122 Год назад +6

    Good step by news18 odia

  • @biprananda5816
    @biprananda5816 Год назад +7

    Kuna Tripathi is very very excellent anchoring I likely so much sir

  • @bijayasumitraofficial9021
    @bijayasumitraofficial9021 Год назад +8

    ଵହୁତ ବହୁତ ଭଲ ଲାଗିଲା ଏବଂ
    ଆଗକୁ ଅନେକ ଅନେକ ଏହି ପରି program ନେଇ ଆସନ୍ତୁ

  • @mamatamohapatra6498
    @mamatamohapatra6498 Год назад +15

    Congratulations komya and Deepak of TSG GURUKUL

  • @sorenbiti3480
    @sorenbiti3480 Год назад +16

    ଓଡ଼ିଆରେ ପ୍ରଶ୍ନ ପଚାରିଥିଲେ ଭଲ ହୋଇଥାନ୍ତା , କାହିଁକି ନା ଅଧିକାଂଶ ଲୋକ ଇଂରାଜୀ ଭାଷା ବୁଝି ପାରୁନାହାନ୍ତି।

  • @ashutoshharichandanjena2458
    @ashutoshharichandanjena2458 Год назад +42

    ପ୍ରଶ୍ନ ଗୁଡ଼ିକ ଆମ ମାତୃଭାଷା ଓଡ଼ିଆ ରେ ପଚରାଯାଉଥିଲେ ଅତି ସୁନ୍ଦର ଓ ସର ଓଡ଼ିଶାର ଗୌରବ ହେଇଥାନ୍ତା...ଆଉ ଅଧିକ ରୁ ଅଧିକ ସରକାରୀ ବିଦ୍ୟାଳଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ଏହା ଆମ ଓଡ଼ିଆ ଭାଷା ତଥା ଗରିବ ଦାରିଦ୍ର୍ୟ ପିଲା ମାନଙ୍କ ଦକ୍ଷତା ଲୋକ ଲୋଚନକୁ ଆସିପାରିଥାନ୍ତା

    • @surendrakumarsahoo2521
      @surendrakumarsahoo2521 Год назад +4

      ବହୁତ୍ ସୁନ୍ଦର କଥା। ସର୍ବୋପରି ଗ୍ରହଣୀୟ

  • @loknathdandasena4686
    @loknathdandasena4686 Год назад +7

    ଅଧିକାଂଶ ପ୍ରଶ୍ନ ଓଡିଆ ମିଡିୟମ୍ ନବମ ଓ ଦଶମ ଶ୍ରେଣୀ ବହି ରୁ ପଚାରୁଛନ୍ତି ।।।।

  • @devrajnaik1484
    @devrajnaik1484 Год назад +3

    Love you news 18 for such a beautiful lovely action

  • @tosmanrana550
    @tosmanrana550 Год назад +6

    ଏହି ସବୁ ଉତ୍ତର +୩ କଳା ଇତିହାସ ସମାନରେ ବହିରେ ଅଛି।

  • @rasanandamahanty4955
    @rasanandamahanty4955 Год назад +27

    Sir ଓଡ଼ିଆ ରେ ପଚାରିଲେ ଭଲ ହୁଅନ୍ତା 🙏

  • @santoshgond4281
    @santoshgond4281 Год назад +9

    Nice very interesting and intlegent program by zindal and tata steel and others supporter congratulaton all of u. Thank u

  • @surendromondol3433
    @surendromondol3433 11 месяцев назад +3

    Thank you so much sir you are telling for us everything clear I learnt something this video but I request you sir ask question in Odia🎉 congratulation dear my friends god bless you

  • @rinarani5431
    @rinarani5431 Год назад +4

    ବହୁତ ସୁନ୍ଦର କାର୍ଯ୍ୟକ୍ରମ 🙏

  • @jayantabarik4386
    @jayantabarik4386 Год назад +12

    A good step to improve competitive thought of students...I

  • @diptipriyadarshinibehera7583
    @diptipriyadarshinibehera7583 Год назад +11

    Yes we need these kind of news

  • @laxmipriyajena6883
    @laxmipriyajena6883 Год назад +18

    Wow what a great 😃 episode....🔥🔥🔥

  • @Sanatani_Lucky502
    @Sanatani_Lucky502 Год назад +23

    ଓଡିଶା ନା England, ଇଂରାଜୀରେ ପ୍ରଶ୍ନ
    Although we know english but you have to ask in odia and show the question in odia. If we dont respect our language then no one can respect our language...

  • @MummaOdia
    @MummaOdia Год назад +5

    Wow level questions.. thank you news 18

  • @shubhashreemallik2275
    @shubhashreemallik2275 Год назад +3

    Ati sundar prachesta.very nice step.

  • @sureshbaienglishclass6709
    @sureshbaienglishclass6709 Год назад +14

    Congratulations SSVM U-8
    CONGRATULATIONS ATMAN and FALGUNI

  • @smrutirekhadas5665
    @smrutirekhadas5665 Год назад +1

    Thank you so much sir

  • @truptimayeesamal7240
    @truptimayeesamal7240 Год назад +2

    Great 👍idea for the program
    News 18 ODISHA thank you

  • @JitendraKumar-ow6sl
    @JitendraKumar-ow6sl Год назад +6

    କୁଇଜ୍ ଓଡ଼ିଶା ରେ ନୁହେଁ ଯେମିତି ଇଂଲଣ୍ଡ ରେ ହେବାଭଳି ଲାଗୁଛି।
    ଆପଣଙ୍କଠାରୁ ଏହିପରି ଆଶା ନଥିଲା

  • @rashmitamallick392
    @rashmitamallick392 Год назад +9

    Congratulations tsg ❣️

  • @nibeditamohanta5559
    @nibeditamohanta5559 Год назад +3

    Minde blowing sir thanks🌹🙏

  • @DreamMoonCreations
    @DreamMoonCreations Год назад +6

    nice episode sir ji🙏

  • @Sonu_vlog.
    @Sonu_vlog. 10 месяцев назад +2

    🎉 congratulations 👏

  • @rajkumarlifestyle1431
    @rajkumarlifestyle1431 Год назад +23

    ଓଡିଆରେ ଏହି ପ୍ରତିଯୋଗିତା ଟି ହୋଇଥିଲେ ଭଲ ହୋଇଥାନ୍ତା ଆମେ ଓଡିଆ ଆମ ରଙ୍ଗ ଓଡିଆ

  • @manasimalik4030
    @manasimalik4030 Год назад +57

    Very good thinking and work,best examples for youth generation...

  • @Srittamchaudhury
    @Srittamchaudhury Год назад +7

    Really this was a valuable show

  • @bhutia1340
    @bhutia1340 Год назад +3

    Good effort... thanks to news 18 Odia and supporter

  • @babulmrsoul2752
    @babulmrsoul2752 Год назад +4

    Excellent program

  • @akmcreation56
    @akmcreation56 Год назад +3

    ଏହା ଆମକୁ ବହୁତ୍ ବାଧିଲା
    ଓଡ଼ିଆ ଚ୍ୟାନେଲ ରେ ଆୟଜନ କରୁଚ
    କିନ୍ତୁ ଇଂରାଜୀ ରେ ପ୍ରଶ୍ନ ପଚାରୁଚ
    କାହିଁ ଓଡ଼ିଆ ରେ ପଚାରି ହେଉନି
    ସେଥିପାଇଁ ଆମେ ଓଡ଼ିଆ ଭାରି ବଢ଼ିଆ ନାରା
    ଲଗାଉଚ।

  • @santoshgond4281
    @santoshgond4281 Год назад +5

    Congratulaton tsg gurukul for your achievement technique silent is the best medicine for mind.

  • @krishnaprusty8660
    @krishnaprusty8660 Год назад +5

    Ssvm is unstoppable ❤️💞💞

  • @sureshkathar4885
    @sureshkathar4885 Год назад +2

    75th republic Day

  • @sampadkumarbehera5312
    @sampadkumarbehera5312 Год назад +18

    ମୁଁ ଦେଖୁଛି ବେଳେବେଳେ ଇଂରାଜୀ ପ୍ରଶ୍ନକୁ ଓଡ଼ିଆରେ ଅନୁବାଦ କରିବାକୁ ପଡୁଛି l ତେବେ ପ୍ରଥମରୁ ହିଁ ଓଡ଼ିଆରେ ପ୍ରଶ୍ନ ରଖିଥିଲେ କ'ଣ ହୋଇଥାନ୍ତା ? ଆଉ ଆମେ ବାହାରି ପଡିବୁ ଓଡ଼ିଆ ଭାଷାକୁ ବୋଞ୍ଚାଇବା ପାଇଁ l ଏହା ଠୁ ବଳି ଲଜ୍ଜା ଆଉ କିଛି ନାହିଁ ।ଆଉ ଗୋଟେ କଥା ହେଲା ଏଠି ଭାଗ ନେଇଥିବା ବିଦ୍ୟାଳୟଗୁଡ଼ିକ ଅଧିକାଂଶ ଇଂରାଜୀ ମାଧ୍ୟମ l ଏଇଠି ମଧ୍ୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ ନୀଚ୍ଚ କରାଯାଇଛି ।

  • @rashmiranjanroul8641
    @rashmiranjanroul8641 Год назад +23

    First time you creat Excellent program .All the students can show and Express their internal Quiz activities through ur chanell.

  • @rajesh.360
    @rajesh.360 Год назад +2

    Good thinking by news 18

  • @darling44828
    @darling44828 4 месяца назад

    Thank you sir

  • @mr_arun98
    @mr_arun98 Год назад +2

    Thanks you so much news 18 India Tim, 🙏🙏🙏🙏🙏

  • @pranabandhubhoi9251
    @pranabandhubhoi9251 10 месяцев назад +1

    Very very nice 🙏🏾🙏🏾🙏🏾

  • @akleshbisoyi5138
    @akleshbisoyi5138 Год назад +7

    The unique style GOVERNMENT school 😍😍😍🥰

  • @barunadjuad6723
    @barunadjuad6723 Год назад +18

    ନା ମ govt ସ୍କୁଲ ପିଲା କାହିଁ ଦେଖିବେ ।କେବଳ english medium ସ୍କୁଲ ପିଲା ଦେଖିଛନ୍ତି। କୁନା ବୁଢା ତତେ ଟିକେ ଲାଜ ଲାଗିବାକଥା।

  • @sailabalabehera1294
    @sailabalabehera1294 Год назад +68

    It should be organised not only in bbsr but in all districts to encourage the students of every part of Odisha.

  • @bideshi7508
    @bideshi7508 Год назад +2

    I am from gajapati district paralakhemundi sir

  • @rajkumarmerli8827
    @rajkumarmerli8827 Год назад +2

    Thanks 🙏🏽

  • @NLrakesh
    @NLrakesh Год назад +4

    Excellent program !!

  • @Arunamina
    @Arunamina Год назад +5

    🙏🏻🇮🇳💭👨‍👨‍👧‍👦APJ KALAM MY INSPIRATION 🙏🏻

  • @barunadjuad6723
    @barunadjuad6723 Год назад +5

    ତମ କ୍ୱଇଜ଼ ର answer ଆସୁଛି mika sing
    But ପ୍ରକୃତ answer ଟା ହେଉଛି milkha sing।frist ତମେ ନିଜେ ଟିକେ ପାଢ଼ୀକି ଆସ

  • @priyambadasharma3929
    @priyambadasharma3929 Год назад +2

    Thanks kuna sir

  • @amiyadhal2951
    @amiyadhal2951 9 месяцев назад +1

    Very nice video ❤🎉

  • @pksislive7651
    @pksislive7651 Год назад +20

    The winner tsg gurukul was changed the game by silent 😂👍👍good strategy tsg keep it up 🎉🎉

  • @basantasabar7107
    @basantasabar7107 Год назад +2

    ଉପସ୍ଥାପନା ଭଲ ନାହିଁ।,,ପିଲାମାନେ ଡରି ଯାଉଛନ୍ତି। 🇮🇳 🇮🇳 🇮🇳 🇮🇳

  • @aniture7094
    @aniture7094 Год назад +26

    Great initiative by news 18 👍

  • @udayalima9094
    @udayalima9094 8 месяцев назад

    Kuna Tripathy is a Excellent ankering. କୁନା ତ୍ରିପାଠୀ ଜଣେ ମେଧାବୀ ଆଦର୍ଶ ଉପସ୍ଥାପକ. कुना त्रिपाठी एक आछी अंकेरिंग धन्यवाद 🤝

  • @soumyashreedas6366
    @soumyashreedas6366 Год назад +10

    Just love this programme 😍😍😍😍

  • @santoshkumardas720
    @santoshkumardas720 Год назад +2

    Ete dinake gote bhala initiative..great

  • @sandeepkumarnayak3569
    @sandeepkumarnayak3569 Год назад +10

    53:30 ରେ ପିଲା ଭୁଲ answer ଦେଲା, କିନ୍ତୁ କୁନା ତ୍ରିପାଠୀ ଜାଣିପାରିଲେନି,
    Statue of unity କହିଲା କିନ୍ତୁ answer statue of Liberty show କରିଦେଲେ।
    ଦେଖନ୍ତୁ ଠିକ୍ ସେ ସମସ୍ତେ

    • @kkgk_
      @kkgk_ Год назад +3

      Also 56:30

    • @Pradeepwriterin
      @Pradeepwriterin Год назад +2

      Yess brohh

    • @devaryandas8195
      @devaryandas8195 Год назад +1

      Wrong ans re 10 mark

    • @tapansahu3782
      @tapansahu3782 Год назад +5

      Pila thik answer deichanti.. Chhanel bhul answer re green signal deichi

    • @mylittleoratorshayna7865
      @mylittleoratorshayna7865 Год назад +1

      Bhai comment dea agaru google kari niantu..apana ta mane jantinini statue of unity Indiara sardar ballabhai patelnkara 182 mtr ra narmada nadi upare gujurat re achhi..largest statue in the world

  • @lalitanayak8983
    @lalitanayak8983 Год назад +2

    Appreciated programme

  • @ashutoshharichandanjena2458
    @ashutoshharichandanjena2458 Год назад +5

    ବିଶ୍ୱାସ କରିବେନି...ଆମ ଗାଁ ସ୍କୁଲ୍ ପିଲା ଏହାଠାରୁ ବହୁତ୍ ଭଲ ଉତ୍ତର ଦେବେ... ଆଉ ଏମାନେ ତ ସ୍ମାର୍ଟ୍ ସିଟି ର ସ୍ମାର୍ଟ୍ ଇଂରାଜୀ ବିଦ୍ୟାଳୟ ର ପଇସା ଦିଆ ପାଠ ପଢା ଛୁଆ...ଏତେ ସହଜ ଏବଂ ଗୁରୁତ୍ୱପୂର୍ଣ୍ଣ ସାଧାରଣ ଜ୍ଞାନ ପୁଣି ଆମ ଦେଶ ବିଷୟରେ ଏମାନେ କହିପାରୁନାହାନ୍ତି....ତାହେଲେ ଏତେ ଉଚ୍ଚ ତାରକା ପ୍ରାପ୍ତ ବିଦ୍ୟାଳୟ ରେ ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢ଼ିବାର ମୂଲ୍ୟ କଣ 🤭🤭

    • @afsheenchoudhry0123
      @afsheenchoudhry0123 Год назад

      ଏଗୁଡ଼ା ବାଳ ପାଠ ପଢ଼ୁଛନ୍ତି

  • @sailabalabehera1294
    @sailabalabehera1294 Год назад +2

    Nice competition

  • @Sultan0.7
    @Sultan0.7 Год назад +15

    How many princely states were there in the country "before" independence ? Is 584 but "after" Independence is 565. Because before Independence princely states of Pakistan were also included in India. Kindly look at such errors in future.

  • @rashmiranjanmishra1179
    @rashmiranjanmishra1179 Год назад +1

    Happy independence day

  • @papdam8842
    @papdam8842 Год назад +2

    Good Step Sir... It's a Best programm

  • @phoenixcrazy8767
    @phoenixcrazy8767 Год назад +2

    I like this quiz. Fantastic

  • @user-cy1zt1yq9h
    @user-cy1zt1yq9h Год назад +6

    ଆଜି ସମସ୍ତଙ୍କୁ ଓଡ଼ିଆ କହିବାକୁ ଲାଜ ଲାଗୁଛି!

  • @naturalkosal6233
    @naturalkosal6233 Год назад +3

    ଓଡ଼ିଆ ଚେନାଲ୍ ରେ ଇଂଲିଶ ଦେଖିକି ଓଡ଼ିଆ ଭାଷାର ଭବିଷ୍ୟତ....ଓଡ଼ିଆ ବିଦ୍ୟାଳୟ ର ଦୟନୀୟ ସ୍ଥିତି ଜଣାପଡୁଛି ।

  • @sanatanapania9085
    @sanatanapania9085 Год назад +7

    Actually our govt schools students are better than anyone else.

  • @user-lq1dz5kj8j
    @user-lq1dz5kj8j 6 месяцев назад +1

    Super 👌

  • @shreetamputelsritam582
    @shreetamputelsritam582 Год назад +1

    Best video

  • @swagatikarautaray5929
    @swagatikarautaray5929 10 месяцев назад

    You're great sir

  • @GobindaNDA-hz8pg
    @GobindaNDA-hz8pg 10 месяцев назад

    Jay jagannath mera Bharat mahan

  • @ganeshbhr5352
    @ganeshbhr5352 3 месяца назад

    ଜୟ ଜଗନ୍ନାଥ 🙏🙏🙏.....

  • @hyperedege1271
    @hyperedege1271 Год назад +20

    Thank for organizing such Program 🙏🙏🙏✨

  • @galleryofentrainmenthub2203
    @galleryofentrainmenthub2203 Год назад +4

    Continued sir this show

  • @user-ni7wb2ls5q
    @user-ni7wb2ls5q 11 месяцев назад

    Wow very good thinking knowledge

  • @bhagabanadhibar9841
    @bhagabanadhibar9841 3 месяца назад

    Aati sundar

  • @padminibarik-xf1ft
    @padminibarik-xf1ft 6 месяцев назад

    नमो नमः 🙏🙏

  • @GobindaNDA-hz8pg
    @GobindaNDA-hz8pg 10 месяцев назад +12

    This quiz programme should be wide spread

  • @shibshankardas2149
    @shibshankardas2149 Год назад +11

    Odia scl pila esabu kahiparibe..eie English medium pila kichi kahiparinahati.easy question sabu

  • @pratyusasahoo2693
    @pratyusasahoo2693 Год назад +1

    Really kuna tripaathi sir is great Pearson

  • @ashutoshharichandanjena2458
    @ashutoshharichandanjena2458 Год назад +62

    ଜୟ ସରକାରୀ ବିଦ୍ୟାଳୟ... ଜୟ ଭାରତ ମାତା 🇮🇳✊🏻

  • @papdam8842
    @papdam8842 Год назад +2

    I Like it.....🙏🙏🙏🙏🙏

  • @SANTOSHKUMARMALIK-kd4dy
    @SANTOSHKUMARMALIK-kd4dy Год назад +1

    It's knowledge beautiful performance

  • @krishsempire5024
    @krishsempire5024 Год назад +2

    Very informative

  • @lifestylewithsaheena9818
    @lifestylewithsaheena9818 Год назад +3

    Very good program 👍🙂

  • @kunmunsahoo8419
    @kunmunsahoo8419 Год назад +1

    Kunmun

  • @bharatipradhan7379
    @bharatipradhan7379 Год назад +2

    Excellent👏👏