Prime Minister Awas Yojana: Separated Sons Also Eligible, Benefits Within 6 Months

Поделиться
HTML-код
  • Опубликовано: 20 ноя 2024

Комментарии • 176

  • @UB77500
    @UB77500 Месяц назад +76

    ଆବାସ ଘର apply online site କେବେ ଖୋଲିବ ଖୋଲିଲେ ପକା ହୁଅନ୍ତା

  • @Babubhai-zv4eu
    @Babubhai-zv4eu Месяц назад +37

    ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ

  • @Satyajitpanda-em2jo
    @Satyajitpanda-em2jo Месяц назад +39

    ଇଏ ସରକାର ଲାଗୁଚି ଇଏ ଏମିତି ଯୋଜନା କଲେଣି ଯେମିତି ଶେଷ କୁ ସବୁ ଭିନେ ହେବେ ଦୟା କରି ଇଏ ଯୋଜନା ବନ୍ଦ କରନ୍ତୁ ନଚେତ ସମସ୍ତେ ଭିନେ ହେଇଯିବେ

    • @msprakash7712
      @msprakash7712 Месяц назад +3

      Sata khil bhai amiti jojana hele sabu baba maa nku alaga rkhibe ...?

    • @odiatokasagar
      @odiatokasagar Месяц назад

      Right bhai

    • @Dipak-j2n
      @Dipak-j2n Месяц назад +1

      Bhai vine nahei bibahita pua ra ration card thile miliba e media ra Munda kharap 😊

  • @manojakumarsahoo2180
    @manojakumarsahoo2180 3 дня назад

    ଧନ୍ୟବାଦ ମୋହନ୍ ସରକାର

  • @purandarmajhi4201
    @purandarmajhi4201 Месяц назад +3

    ମହନ ସରକାର ଙ୍କୁ ଅନୁରୋଧ ଯଦି ଘର ଦେବେ ତାହେଲେ ଗାଁ କୁ ବୁଲି କି ଦେଖନ୍ତୁ ସାର ପ୍ଲିଜ ନହେଲେ ଗରିବ ଲୋକ ଆଉ ପାଇବନି ଯିଏପାଇଛି ସିଏ ଆଉ ଥରେ ପାଇବ ସେଥି ପାଇଁ ସରକାର ଙ୍କୁ ଅନୁରୋଧ କି ଗାଁ କୁ ବୁଲି କି ଦେଖନ୍ତୁ 100% ସତ କଥା ନୂଆପଡା ରୁ

  • @damniksunani7577
    @damniksunani7577 Месяц назад +10

    🙏🙏🙏, ବହୁତ ସୁନ୍ଦର ବ୍ୟବସ୍ତା 🙏🙏🙏

  • @hitter788
    @hitter788 Месяц назад +8

    ମାନନୀୟ ପ୍ରଧାନ ମନ୍ତ୍ରୀ ଘର ସମସ୍ତଙ୍କୁ ମିଳୁ ମନା ନାହିଁ.. କିନ୍ତୁ ଦୟାକରି ଘର complete ହେବାର pressure ଆପଣ ପଂଚାୟତ ରାଜ ବିଭାଗ ର ସରକାରୀ କର୍ମଚାରୀ ଙ୍କୁ କାହିଁକି ଦେଉଛନ୍ତି. ଘର ଟଙ୍କା ମିଳିବ ଲୋକ ଙ୍କୁ ଘର କରିବେନି ଲୋକ ଟଙ୍କା ଖାଇ ଦେବେ ଆଉ ଗାଳି ଶୁଣିବୁ ଆମେ GOVT. employee. Salary ବି ବନ୍ଦ କରି ଦେଉଛନ୍ତି ଏହି କାରଣ ପାଇଁ.. PMAY ra Review meeting ନାମ ରେ ବେଜ୍ଜିତ ହଉଛୁ. Mentally torcher ବି ହଉଛୁ

  • @Dashrusabar22
    @Dashrusabar22 Месяц назад +24

    ଆମ ପଟେ ପଇସା ବାଲା ଲୋକ ପାଇଛନ୍ତି ହେଲେ ଗରୀବ ପାଇ ନାହାଁନ୍ତି

  • @pabitracreation2449
    @pabitracreation2449 Месяц назад +5

    35 ବର୍ଷ ହେଲାଣି ଜଣେ ବିବାହ କରିନାହିଁ ତାକୁ ଆବାସ ମିଳିବ କି ନାହିଁ।

  • @Mr.Naresh949
    @Mr.Naresh949 Месяц назад +4

    ଆଜି ଯାଇ ଆମ ଅଜାକୁ ମିଳିଲାନି ଘର କି ଆମ ବାପାଙ୍କୁ ବି ଆଜି ଯାଇ ମିଳିନି ଆମ ବାପା ବର୍ତ୍ତମାନ ବୟସ ହେଲାଣି 55 ହେଲେ ବି ମିଳିନି ଏବେ ବି apply karichu Dekha ଯାଉ ମିଳୁଚି ନା ନାହିଁ j

  • @patanpatan3757
    @patanpatan3757 Месяц назад +3

    ସାର୍ ମୋତେ ଗୋଟିଏ ଆବାସ ଘର ଦିଆଯାଉ

  • @RabiRabi-x4c
    @RabiRabi-x4c Месяц назад +1

    ମୋଦି 🙏🙏🙏🙏🌹🌹🌹

  • @RaghunathGond-ge7og
    @RaghunathGond-ge7og Месяц назад +1

    ଆବାସ ଘର ତ ନିର୍ବାଚନ ଆଗରୁ ମିଳିଛି କ'ଣ ପାଇଁ ବେକାର ରେ ବିଡିଓ କରୁଛ ଦୁହି ହଜାର 29 ପହଞ୍ଚିବା କେମିତି ସାର୍

  • @kulamanibiswal7499
    @kulamanibiswal7499 Месяц назад +1

    Thankyou sir

  • @Sanamsona389
    @Sanamsona389 Месяц назад

    Bahut bhal...

  • @Amaodishanabinodisha-y5r
    @Amaodishanabinodisha-y5r Месяц назад +3

    ଭାଷଣ ଆଗରୁ କାମକରି ଦେଖାଇଲେ ଶେହାକୁ ବାହାଦୁରି କୁହାଜାଏ କାମ ନକରି ଭାଷଣ ଦେଲେ ଅପାରଗ ଆଉ ହେଞ୍ଜଡା ର ଆକ୍ଷପ ଦିଆଜିବ ଶରକାର ଜେତିକି କହୁ ନାହାନ୍ତି କନକ ନିୟୁଜ ଅଧିକା ଟିକେ କହୁଛି ଏ ସାମ୍ବାଦିକ ମାନେ କୁକୁର ଠାରୁବି ହିନ ହୋଇ ଗଲେଣି

  • @alokvideos6045
    @alokvideos6045 Месяц назад +5

    ଲାଗୁଛି ଏଥର ବାପ ପୁଅ ଆଉ ଏକାଠି ରହିବେନି ସମସ୍ତଙ୍କୁ ଅଲଗା କରିଦେବ ବିଜେପି

    • @PramodKumar-12345
      @PramodKumar-12345 Месяц назад

      ବିଜେପି ତତେ ଗେହିବ ବେଧ ଛୁଆ

    • @alokvideos6045
      @alokvideos6045 Месяц назад

      @@PramodKumar-12345 ଏଥିରୁ ଜଣାପଡୁଛି ତୁ ଶଳା ତୋ ବାପା ମା ଠାରୁ ଅଲଗା ଏ ବିଜେପି ବୁଦ୍ଧି ନା ତୋ ସ୍ତ୍ରୀ ବୁଦ୍ଧି

    • @PramodKumar-12345
      @PramodKumar-12345 Месяц назад

      @@alokvideos6045 ବିଜେପି ତମକୁ ,,,,ମାରୁଛି ଜୟ ଶ୍ରୀ ରାମ

  • @anandameher8717
    @anandameher8717 Месяц назад

    Thank you sir

  • @Praneeth383
    @Praneeth383 Месяц назад

    ଲାଲଚି ଦେଖାଅନ୍ତୁ ନାହିଁ ପ୍ରଥମେ ବାର୍ଦ୍ଧକ୍ୟ ଭତ୍ତା 3000 ଦିଅ ଆଉ କୁଆଡେ ଭୁଆ ବୁଲାଉଛ, ଭୋଟ ଏବଂ ଲାଳଚି କରିବା ଆଉ କେତେ କହିବା । 2025 ଆସିଲାଣି ପ୍ରତିଶୃତି ସବୁ କେବେ ପୁରଣ କରିବା ?

  • @Satyendra-o3u
    @Satyendra-o3u Месяц назад +1

    Good news ❤

  • @prafullamohantakumar8941
    @prafullamohantakumar8941 Месяц назад

    ଜୟ ମୋହନ ସାର୍ ❤❤❤❤❤

  • @mohinibhoi6394
    @mohinibhoi6394 Месяц назад +2

    ସବୁ ମିଛ ଆଏ ମୁଇଁ ତ ବିଶ୍ଵ କର୍ମା ଅନ ଲାଇନ କରି ଥିଲି ଯେ ସେଥିର ଦେଖା ନାଇ ସୁଭଦ୍ରା online କଲି ଯେ ଇଟା ଭି ଦେଖା ନାଇ, ଲାଇନ ବିଲ୍ ଫ୍ରୀ କହିଲେ ସେ ଦିନୁ ତ ବିଲ୍ ଆଉ ବଢ଼ୁ ଛେ, ଭତ୍ତା 3000 ମିଲବା କହିଲେ ଲୁକେ କେତେ ଆଶା କାରି ଥିଲେ ସେଟା ଭି ଦେଖା ନାଇ ସବୁ ମିଚ ଆଏ ହୁଁ ,

  • @saratkumar-1981
    @saratkumar-1981 Месяц назад +1

    ପ୍ରଥମେ ଗାଁ ବୁଲି ସର୍ଭେ କରାଯାଉ କାହାର ଚାଳ ଘର ଅଛି । ସେ ବହୁତ ଦିନ ଧରି ଚାଳ ଘରେ ରହୁଛନ୍ତି ତାଙ୍କୁ ଦିଆ ଯାଉ। କିଛି ଲୋକ ଅଛନ୍ତି ଆବାସ ଯୋଜନା ପାଉଛନ୍ତି ୧୨୦୦୦ଟଙ୍କା ଘର କରୁଛନ୍ତି ୧୦୦୦୦୦୦ଟଙ୍କା ଯଦି ତା ପାଖରେ ଟଙ୍କା ଥିଲା ଆବାସ ଯୋଜନା ପାଉଛନ୍ତି କେମିତି

  • @AjuBeherakaramhibagabanbandu
    @AjuBeherakaramhibagabanbandu Месяц назад

    Tankyou sir ok👍❤️

  • @Prakash-u8w7p
    @Prakash-u8w7p Месяц назад

    Very good

  • @Uttam-sf4tg
    @Uttam-sf4tg Месяц назад

    Very nice

  • @pareshdahari3147
    @pareshdahari3147 Месяц назад +2

    ଆମୋକୁ ଏପୋଜ୍ୟନ୍ତ ଘର ମୀଳୁ ନାହିଁ

  • @prakashbarik4233
    @prakashbarik4233 Месяц назад +1

    all line date kene haba

  • @kartikasiya3128
    @kartikasiya3128 Месяц назад +1

    Good morning sir 🌞🌞🌞🌞🌞😅😅😅

  • @GkQuizGyanKey
    @GkQuizGyanKey Месяц назад

    ଗାଁ ରେ apartment କଲେ ଗାଁ ଲୋକ ଘର ବାରି ପଟେ ଯେଉଁ ପନିପରିବା ଗଛ ଲଗାଉ ଥିଲେ ସେଇଟା ଆଉ କରି ପାରିବେନି। ବିକାଶ ନା ରେ ଗାଁ ର ପରିବେଶ ଆଉ ଗାଁ ଭଳି ଅନୁଭବ କରି ହେବନାହିଁ।

  • @AshokaMahananda
    @AshokaMahananda Месяц назад

    Great thanks to govt

  • @gourigouda264
    @gourigouda264 Месяц назад

    Jay shree jagannath

  • @Satyajit-w3x
    @Satyajit-w3x Месяц назад +2

    ବାଳ ହୋବ,

  • @SubratKumarLenka-cn3bl
    @SubratKumarLenka-cn3bl Месяц назад

    Very good step

  • @SeemaNaik-kz1wp
    @SeemaNaik-kz1wp Месяц назад +5

    ପୁରା ମିଛ

  • @Parida40
    @Parida40 Месяц назад

    ନିହାତି ଆବଶ୍ୟକ ଯାହା ସେସବୁ କରନ୍ତୁ, ଆଡୁ ସାଡୁ ଯୋଜନା କାହିଁକି ବାହାର କରୁଛନ୍ତି 😢

  • @jalandharbemal9304
    @jalandharbemal9304 Месяц назад

    Nice 👍👍👍👍

  • @pratapbal6448
    @pratapbal6448 Месяц назад

    Good step,but that should be proper way,jai majhi sir

  • @nilamadhabasamantaray3509
    @nilamadhabasamantaray3509 Месяц назад

    ଯୋଜନା ମାଳ ମାଳ ଲୋକ କିନ୍ତୁ ଦୂର୍ବଳ କିସ୍ତି ବାଲା କରୁଛନ୍ତି ହଟଗୋଳ

  • @JayJagannathSwami-q5h
    @JayJagannathSwami-q5h Месяц назад +1

    Kemiti apply heba

  • @RatnaBag-r3u
    @RatnaBag-r3u Месяц назад

    Good

  • @sewanayak945
    @sewanayak945 Месяц назад

    Yes🙏

  • @sureshchandranaik5521
    @sureshchandranaik5521 Месяц назад +1

    ସରକାର ତୋ ବୋହୁତ ଭଲ କମକରୁଛି କିନ୍ତୁ ପଞ୍ଚାୟତ ରେ ଯିଏ ଚାକିରି କରୁଛି ସିଏ ତୋ ହିତାଧିକାରୀଙ୍କୁ। ହଇରାଣ ରେ ପକାଉଛନ୍ତି,,,,,,,

    • @sureshchandranaik5521
      @sureshchandranaik5521 Месяц назад

      ଘର କାମ ସଂପୂର୍ଣ୍ଣ ହେଲା ପରେ ବି ବିଲ କରୁନାହାନ୍ତି ବୋହୁତ ହଇରାଣ ରେ ପକାଉଛନ୍ତି

    • @sureshchandranaik5521
      @sureshchandranaik5521 Месяц назад

      ଆଉ କଣ କହିବି ଆଜ୍ଞା ଖାସ କରି MGNREGA ବିଲ ପାଇଁ grs ମୋହାଦୟୋ ଏତେ ଧୁଁଆଁ ବୁଲାଉଛନ୍ତି ଘର କାମ ସଂପୂର୍ଣ୍ଣ ଶେଷ ,ହେଇଗଲା ମାତ୍ରେ 1ବର୍ଷ ହେଇଗଲେ ମଧ୍ୟ ବିଲ ହେଉନାହାନ୍ତି ମୋ ନିଜକଥା କହୁଛି ମୁଁ

    • @sureshchandranaik5521
      @sureshchandranaik5521 Месяц назад

      ଯଦି ଏମିତି କରିବେ ପଞ୍ଚାୟତ ର କାର୍ଯ୍ୟକାରୀ ମହାଦୋୟ ମାନେ ହେଲେ ଗରିବ ଲୋକ ମାନେ କିଛି କରିପାରିବେ ନାହିଁ

    • @mightypilu9640
      @mightypilu9640 Месяц назад

      ସାର ମୋର ଘର ନାହିଁ କି ଜାଗା ନାହିଁ husband ବି ମୋ ପାଖରେ ନାହିଁ ମୁଁ ଛୋଟ ପିଲା କୁ ନେଇ ବହୁତ ଅସୁବିଧାରେ ଅଛି ମୋତେ ଯଦି ଘର ଗଟେ ମେଳିଵ ତା ହେଲେ ମୁ ସରକାର ଙ୍କୁସବୁଦିନ ପୁଜା କରିଵି ତଥ୍ୟ

  • @ନିର୍ବାଚନ
    @ନିର୍ବାଚନ Месяц назад

    କଳିଯୁଗ ଶେଷର ଲକ୍ଷଣ ଏସବୁ ବିନାଶ କାଳେ ବିପରୀତ ବୁଧି

  • @UB77500
    @UB77500 Месяц назад +8

    Online site pm awas site kholiba darkar
    Apply kemiti kariba

  • @RanjitKumarSethiRanjitKumarSet
    @RanjitKumarSethiRanjitKumarSet Месяц назад

    Good 👍👍👍

  • @Biggestgem-d2f
    @Biggestgem-d2f Месяц назад

    ଏମିତି sc st କୁ ଆଗରେ ରଖ। Partiality କର। ଆଉ vaccancy ବାହାର କରିକି post ବିକ୍ରୀ କର। ପିଲା ଚାକିରି ନ ପାଇକି ଦାଦନ ଯାଆନ୍ତୁ। ତା ପରେ automatic ବାପା ତା ପୁଅ କୁ ଭିନ୍ନ କରିଦେବ।। ତା ପରେ ' ଆବାସ ' ମିଳିବ 😂😂😂😂 ସେ ଆବାସ kn ହବ।।
    ସେଇଥିରେ ପାଇବା ଲୋକ ବି ପାଇବେନି।। ଯୋଉ ମାନେ ସରପଞ୍ଚ ତା ପେ ଳ ଚାଟିବେ ସେଇ ମାନେ ହିଁ ପାଇବେ 😂😂😂 ଏଇସବୁ ରାଜନୀତି ଆଉ shikhaoni।।।

  • @KartikDas-fh7vg
    @KartikDas-fh7vg Месяц назад

    ନିତ୍ୟ niranjan

  • @odiadesiblog9565
    @odiadesiblog9565 Месяц назад

    ଯିଏ ବାପା ସାଙ୍ଗରେ ଥିଲେ ,ବାପା ମାଆଙ୍କ ସାଙ୍ଗରେ ଗୋଟିଏ ଘରେ ପୁଆବୋହୁ ଶୋଇବେ

  • @odiadesiblog9565
    @odiadesiblog9565 Месяц назад

    ଘର ଭଙ୍ଗା ସରକାର ଯିଏ ବାପା ମା ଙ୍କୁ ପାଖରେ ରଖିବ ତାକୁ ଆବାସ ମିଳିବ ନାହିଁ କଳିଯୁଗରେ କି ବିଚିତ୍ର ନିୟମ ।

  • @himanshusahukar4134
    @himanshusahukar4134 Месяц назад

    Very. Good👍

  • @sharattarai8730
    @sharattarai8730 Месяц назад

    ସେଇଟା ଆଗରୁ ଥିଲା

  • @sldcreation7988
    @sldcreation7988 Месяц назад

    Bala

  • @udaycreative523
    @udaycreative523 Месяц назад

    ରେଡି

  • @Ksrs520
    @Ksrs520 Месяц назад

    ଆଘେ 300 ୟୁନିଟ ବିଦ୍ୟୁତ ମାଗଣା କୁଆଡେ ଗଲା ସେଇଟା କଣ 2029 ଭୋଟ ଗୋଟେ ଦିନ ଥିବ 300ୟୁନିଟ ମିଳିବ

  • @jagannathatanla7270
    @jagannathatanla7270 Месяц назад

    Good 👍🏼 sir

  • @sarojkumarsahu183
    @sarojkumarsahu183 Месяц назад

    Very good Jay shree Ram

  • @nilambarabehera
    @nilambarabehera Месяц назад

    Keebe aply karibe au kouthi

  • @Iamherofromdandikasole
    @Iamherofromdandikasole Месяц назад

    ଆଗରୁ ବିଜେଡି ସମୟରେ ବି ଦେଇଛନ୍ତି ତୁମେ ବାଳ ନୁଆଁ ଯୋଜନା ଦେଖାଉଛ😂😂😂😢😢😢😮😮👎👎👎👎

  • @neelsworld4867
    @neelsworld4867 Месяц назад +1

    2 ବେଚ 3 ବେଚ୍ ଘର କଣ ବେ ମନ୍ତ୍ରୀ 😅😅😅😅

  • @kesharisanta4266
    @kesharisanta4266 Месяц назад

    👌👌👍👍👍

  • @telipilamamubhanjasat8407
    @telipilamamubhanjasat8407 Месяц назад

    Kebe amaku miliba sir amar sarbe sarichhi dayakari kuhantu ame bahut asubidha sahiluni sir sarakar September 17 re debu kahile kintu aparjant Paisa account ku asinahi dayakari PMAY jaldi diajau dhanyawad sir

  • @KabitaNayak-cn9sq
    @KabitaNayak-cn9sq Месяц назад +1

    Bahut bhala katha.ebe jou pua alaga na heithila ebe jaladi alaga heijao aaabasa ghara paiba😮

  • @LALITGURU-o4p
    @LALITGURU-o4p Месяц назад

    Good disson

  • @amildevi.news.tech.7981
    @amildevi.news.tech.7981 Месяц назад

    House onlineportal kebe kholib

  • @sanjaya8001
    @sanjaya8001 Месяц назад

    Jaga nahi sir kemiti ghara karibu

  • @SangramKumar-wz2yl
    @SangramKumar-wz2yl Месяц назад

    Mohan majhe sir really hero 🎉🎉🎉🎉

  • @JayantiKhatua-nn7xv
    @JayantiKhatua-nn7xv Месяц назад +1

    Bishnudharkhatua

  • @jagatanandapal4468
    @jagatanandapal4468 Месяц назад

    Bilkul acinahi

  • @ranjitabiswal4860
    @ranjitabiswal4860 Месяц назад

    Good mohan sarkar

  • @dukhapadhan1077
    @dukhapadhan1077 Месяц назад

    ସମସ୍ତକୁ ମିଲିଲେ ଭଲ

  • @SuvaDas-ot6db
    @SuvaDas-ot6db Месяц назад

    Ama gare kichhi nahi😢

  • @LaxmidharJena-wr1gj
    @LaxmidharJena-wr1gj Месяц назад

    This is not the right way to develop our state by providing all free things or to give money.
    Only education and health care needed free and to empower the youth is the right approach

  • @asishdas7386
    @asishdas7386 Месяц назад

    Sir mahila manaku subhadra yojana dela au male manaku government job dia...

  • @Highschoolclasses-o2n
    @Highschoolclasses-o2n Месяц назад

    Kahuchha ta

  • @ranjankarna4045
    @ranjankarna4045 Месяц назад

    abedan kebhe heba??

  • @narayan6595
    @narayan6595 Месяц назад

    Ghara.miluni.odisha.chadilani.bahu.garibi.loka.au.kaba.miliba

  • @sashibhushanbhoi5286
    @sashibhushanbhoi5286 Месяц назад

    Ration card alaga hounahi ta awas kana haba .

  • @originalmovies496
    @originalmovies496 Месяц назад

    Agaku ahuri kete ghara vangiba

  • @UmakantaBinat
    @UmakantaBinat Месяц назад

    Orphan pila manku b house provide karajau

  • @NiranjanMalik-c4z
    @NiranjanMalik-c4z Месяц назад

    NIRAJAN Malik

  • @indiancitizen3013
    @indiancitizen3013 Месяц назад

    Married haba darkar ki pua ?

  • @OfficialbyArun
    @OfficialbyArun Месяц назад

    😮😮😮😮

  • @saratmaharana6315
    @saratmaharana6315 Месяц назад +1

    Age puruna diajou

  • @pravatkumar6016
    @pravatkumar6016 Месяц назад

    Kebe haba khali basana marantuni news ta ku two months tale sunithili puni thare sei news

  • @SagarmalikSagar-x4n
    @SagarmalikSagar-x4n Месяц назад

    Kou dina

  • @sanjulatagiri8117
    @sanjulatagiri8117 Месяц назад

    Jeu hitadhikari paibakatha semane pau nahanti

  • @kulamanibadatya2435
    @kulamanibadatya2435 Месяц назад

    Jahaku total milini taku kan miliba

  • @bulunag613
    @bulunag613 Месяц назад

    Mora nahi

  • @Jagannathmahanati143
    @Jagannathmahanati143 Месяц назад

    2014 se naam hai Aawas Yojana ki list mein 2024 aagaya par abhi thak nhi mila aawas

  • @prakashchandraparida8268
    @prakashchandraparida8268 Месяц назад

    SIR. MU JANE. DIBYANGA. MU. ROURKELA. RE. RAHE. MARA. REKAD. JAMI. NAHI. MATE. ABASA. GHARA. MILIPARIBAKI. NAHI

  • @narayan6595
    @narayan6595 Месяц назад

    Au.kaba.miliba.c0llter.ku.avijog.kari.kari.halia.

  • @subhansigouda6712
    @subhansigouda6712 Месяц назад

    କହି କହି ବିଜେଡି ସରକାର ଗଲା, ଆଗକୁ

  • @tz_banty7745
    @tz_banty7745 Месяц назад

    Bala Aga bhumi hina mananku 4 decimal jaga dia

  • @SanaMali-qp2hj
    @SanaMali-qp2hj Месяц назад

    Mor Sarkar BJP Sarkar

  • @PramodPradhan-n7c
    @PramodPradhan-n7c Месяц назад

    Koudin meleba awas

  • @pradeepbehera2696
    @pradeepbehera2696 Месяц назад

    Athi BJD sarakar calici bjd aml bengunia dau nahati

  • @narendramallick1300
    @narendramallick1300 Месяц назад

    Puo bapa pakharu alaga hela pare .rasana kard alaga bahara karini . Se pua kn a yojana paipariba ???????

  • @VimsenDehuri
    @VimsenDehuri Месяц назад

    Mohansarkarmategharkhandediya

  • @radheshyammeher5754
    @radheshyammeher5754 Месяц назад

    120 badalare 180 dia