Conspiracy Against Mohan Within The Party!

Поделиться
HTML-код
  • Опубликовано: 11 сен 2024
  • Conspiracy Against Mohan Within The Party! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 630

  • @sushantpattanayak3907
    @sushantpattanayak3907 21 день назад +79

    ଆପଣଙ୍କ ଦିଗଦର୍ଶନ ମୋହନ ସରକାରଙ୍କୁ ପାଦେ ପାଦେ ଜଗିବା ନିମନ୍ତେ ସହାୟକ ହେବ
    ଆପଣଙ୍କ ନିର୍ଭିକ ସାମ୍ବାଦିକତାକୁ ଯେତେ ପ୍ରଶଂସା କରିଲେ ବି କମ୍ ଲାଗୁଛି। ଆପଣ ଏହି ସରକାରଙ୍କ ପ୍ରକୃତ ହିତେଶୀ। ବହୁତ ବହୁତ ଧନ୍ୟବାଦ।।

  • @bijoykumarnayakcongratulat5733
    @bijoykumarnayakcongratulat5733 21 день назад +20

    ମୋହନ ସରକାର ଯଦି କାହାରି ଚାପ ରେ ପଡି ନିଷ୍କ୍ରିୟ ହେଉଥାନ୍ତି ତା ହେଲେ ପାଞ୍ଚ ବର୍ଷ ରେ ଓଡ଼ିଶାରେ ବିଜେପି ର ଖେଳ ଖତମ। ଯଦି କୌଣସି ଷଡଯନ୍ତ୍ର ହେଉ ଥାଏ ତେବେ କେନ୍ଦ୍ରୀୟ ନେତୃତ୍ୱ ଏଥିପ୍ରତି ଦୃଷ୍ଟି ପକାଇବା ନିହାତି ଦରକାର।

    • @narendrapanda5452
      @narendrapanda5452 15 дней назад +1

      ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ପରିଣାମ ଟା ଶୁନ କାରଣ ଯେ ମୁଖ୍ୟମନ୍ତ୍ରୀ ହୋଇ ନିଜର ପରିବାର ଅର୍ଥାତ୍ ମାତ୍ର କୋଡ଼ିଏ ରୁ ତିରିଶ ମନ୍ତ୍ରୀ ମାନଙ୍କୁ ଚଲାଇ ପାରୁନାହାନ୍ତି ସେପରି ବ୍ୟକ୍ତି ଓଡ଼ିଶା ର ସାଢ଼େ ଚାରି କୋଟି ଜନସାଧାରଣଙ୍କୁ ଚଲାଇବା ଅସମ୍ଭବ , ଅତଏବ ଆଶାବାଦୀ ବ୍ୟକ୍ତି ମାନଙ୍କପାଇଁ ମରିଚିକା ସଦୃଶ ଜୟ ମାଁ ସମଲେଶ୍ଵରୀ

    • @UmakantMohanty-p8r
      @UmakantMohanty-p8r 14 дней назад

      ​@@narendrapanda5452🎉

  • @sudarsandalai7001
    @sudarsandalai7001 21 день назад +17

    ମୁ ଭାବୁଥିଲି ଆପଣ କେବଳ ବିଜଡି କୁ ବିରୋଧ କରନ୍ତି କିନ୍ତୁ ନରିଭିକତାର ସହ ବିଜେପି କୁ କହିଲେ 🙏

    • @hardworkneverdies5679
      @hardworkneverdies5679 20 дней назад

      500 video bjd birodhi hele 1 video bjp ra reality check..aeita gote bjp kuta

  • @pabitramohanpattanayak5611
    @pabitramohanpattanayak5611 20 дней назад +11

    ଆପଣ ଏମିତି ଖବର ଦେଉଥାଆନ୍ତୁ । ମୋହନ ସାରଙ୍କ ଅନଭିଙ୍ଗତାସର ସୁଜୋଗ ଅନେକ ଉଠାଇବାକୁ ଚେଷ୍ଟିତ ।ଏହାର ପରଦାଫାସ ଜରୁରୀ ।ଧନ୍ୟବାଦ ।

  • @lokanathdas5326
    @lokanathdas5326 21 день назад +13

    ଏଇ ମୋହନ ସରକାର ଯେ କେଉଁ କାମକୁ ନୁହେଁ,
    ମନ ଭିତରେ ଏଇଭଳି ଏକ ଧାରଣା ଦିନକୁଦିନ ଦୃଢରୁ ଦୃଢତର ହେବେରେ ଲାଗିଲାଣି..!!
    କାରଣ ନବୀନ ସରକାର ସମୟରେ ହେଇଥିବl ଦୁର୍ନୀତି ଆଉ ଭ୍ରଷ୍ଟାଚାର ଉପରୁ ଯେ ପରଦା ଉଠିବ ଏଇ ଆଶା କେଜାଣି କାହିଁକି ମାଉଲିଯିବାକୁ ବସିଲାଣି.

  • @badmashcompany7697
    @badmashcompany7697 21 день назад +24

    କେନ୍ଦୁଝର, ମୟୂରଭଞ୍ଜ ର ଭାଇ ମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମ ଆଦିବାସୀ ମାଡ଼ ଦରକାର।

  • @HappyBadminton-qq3qt
    @HappyBadminton-qq3qt 21 день назад +52

    ମାନ୍ୟଵର ମୁଖ୍ୟମନ୍ତ୍ରୀ ସରଳ ଏବଂ ଅମାୟିକ, କାଳିଆ ଠାକୁର ତାଙ୍କୁ ନିଶ୍ଚୟ ସହାୟ ହେବେ ଆଉ ଆମ ଓଡ଼ିଶାର ଉନ୍ନତି ନିଶ୍ଚୟ

    • @brpalai9015
      @brpalai9015 17 дней назад +1

      Se ta jagannath taku kie kn kariba 😂😂😂

    • @arunaprasad341
      @arunaprasad341 17 дней назад

      ଭାଇ ପୁରା ଠିକ୍ କହିଛନ୍ତି 😂😂😂😅​@@brpalai9015

    • @srabankanhar4956
      @srabankanhar4956 13 дней назад +1

      ସେ ନିଜେ ଜଣେ ଜଗନ୍ନାଥ ପୁ ତାକୁ ଆଉ କଉ ଠାକୁର ସହାହେବେ ପୁଣି ପାଖରେ ପ୍ରଭାତୀ ପରିଡ଼ା ସୁଭଦ୍ରା ଭଉଣୀ ଅଛନ୍ତି

  • @RanjanBehera-ge1kf
    @RanjanBehera-ge1kf 21 день назад +42

    ଆପଣଙ୍କ ବିଶ୍ଳେଷଣ ଅତି ଚମତ୍କାର...♥️ ☀️💙☀️🧡☀️💚☀️🖤☀️💙 ☀️♥️.... ବିଜେପି ରେ ଥାଇ ବିଜେଡି ପ୍ରିତୀ ଦେଖାଉଥିବା ଗୋଟେ ଗାତୁଆ ମୂଷା ପାଇଁ ଏ ପ୍ରକାର ର ସବୁ ଅସ୍ଥିରତା ଦେଖାଯାଉଛି.......

  • @gadadharpradhan411
    @gadadharpradhan411 21 день назад +5

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
    ଏହି ଭଳି ଉପଦେଶ ହୁଏତ ମୋହନ
    ମାଝିଙ୍କ ମୁଖ୍ୟମନ୍ତ୍ରୀ ଅବଧି ବହୁତ କାମରେ
    ଆସିବାବୋଲି ମୋର ମନେ ହେଉଛି
    🎉🎉🎉

  • @manoranjangoswami5299
    @manoranjangoswami5299 21 день назад +6

    ଅତି ସୁନ୍ଦର ଭାବରେ ଉପସ୍ଥାପନ କଲେ , ଜଗନ୍ନାଥ ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ 🙏

  • @prafullasenapati6517
    @prafullasenapati6517 21 день назад +9

    ନିଶ୍ଚୟ କିଛି ଗୋଟେ ଚାଲିଛି ଯଦି ମୁଖ୍ୟ ମନ୍ତ୍ରୀ ଦୃଢ ପଦକ୍ଷେପ ନିହାତି ଦରକାର ।ଆମେ ମୁଖ୍ୟ ମନ୍ତ୍ରୀ ଙ୍କ ସାଥିରେ ଅଛୁ

  • @sangramkishoredasdas2424
    @sangramkishoredasdas2424 21 день назад +22

    ମହାପ୍ରଭୁ ଆପଣଙ୍କୁ ଶକ୍ତି ଦିଅନ୍ତୁ ଆପଣ ସତ୍ୟ କୁ ସାରଥୀ କରି ଚାଲନ୍ତୁ ।

  • @anantacharandas4600
    @anantacharandas4600 21 день назад +7

    Many many thanks for your information.

  • @user-rz9gj6yj9b
    @user-rz9gj6yj9b 21 день назад +26

    ଓଡ଼ିଶାର ଭବିଷ୍ୟତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ।

  • @anjananayak3971
    @anjananayak3971 21 день назад +6

    Bahut upadeya upastapana Satare apana nirbhaya 🙏

  • @sukumarrana9091
    @sukumarrana9091 21 день назад +18

    ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉପସ୍ଥାପନା । ଧନ୍ୟବାଦ୍ ।

  • @narendrapanda5452
    @narendrapanda5452 15 дней назад +3

    ନବୀନ ବାବୁ ଆପଣଙ୍କ ଚେନାଲ ର ନାଁ ଟା ନିର୍ଭୟ ନା ଭୟ ଜଣାପଡ଼ୁଛି, ଯଦି ନିରପେକ୍ଷ ଥାଆନ୍ତେ ତ ଓଡ଼ିଆ ଅସ୍ମିତା ର କଥା ରାଜ୍ୟପାଳଙ୍କ ପୁଅର ଗୁମର ଖୋଲିଥାନ୍ତେ ତେବେ ନିର୍ଭୟର ନାମ ଟା ସାର୍ଥକ ହୋଇଥାନ୍ତା, ଆପଣଙ୍କ ସାମ୍ବାଦିକତା ରେ ଏକ ତରଫା ରହୁଛି, ତେଣୁ ଦୁଃଖର ସହିତ କହିବାକୁ ପଡୁଛି ଆପଣ ଜଣେ ଗେରୁଆ ଅନ୍ଧ ଭକ୍ତ

  • @swadhikarbetaj3768
    @swadhikarbetaj3768 21 день назад +8

    ନୂଆ ନୂଆ ଝୁଣ୍ଟିବେ ସତ କିନ୍ତୁ ଏହା ଦୀର୍ଘ ସମୟ ଯଦି ଚାଲେ ତେବେ କଥା ସାଂଘାତିକ।

  • @prasantakumarswain3419
    @prasantakumarswain3419 21 день назад +30

    ପୃଥ୍ବୀରାଜ ହରିଚନ୍ଦନ ଛୁଆଙ୍କ ଭଳିଆ ହେଉଛନ୍ତି କାହିଁକି ? ମୂଳରୁ ବାଚଳାମି, ରାଜନୈତିକ ପରିବାର ରୁ ଆସିଛନ୍ତି ବୋଲି ଜଣା ପଡୁନାହାନ୍ତି ।

  • @surendranathlenka3599
    @surendranathlenka3599 21 день назад +9

    ଆପଣଙ୍କ ନିରପେକ୍ଷତାକୁ ଶତ ନମସ୍କାର। ପୂର୍ବରୁ ବିଜେଡିର ତ୍ରୁଟିକୁ ସାମନାକୁ ଆଣୁଥିଲେ, ଏବେ ବିଜେପିକୁ ଦର୍ପଣ ଦେଖେଇଲେ। ତଥାପି ଯଦି ବିଜେପି ନେତୃତ୍ୱ ନିଜ ମୁହଁ ଦେଖି ନ ପାରିବେ ତେବେ ଫଳ ଭୋଗିବେ।

  • @bcpradhan3874
    @bcpradhan3874 21 день назад +4

    Sir,
    We would like to request an honorable CM of Odisha for regular study of GITA for half an hour for taking good decisions for the sake of people of Odisha

  • @duryodhankhatua1809
    @duryodhankhatua1809 21 день назад +4

    ମୁଖ୍ୟମନ୍ତ୍ରୀ ଦୃଢତାର ସହିତ କାର୍ୟ କରନ୍ତୁ ଏବଂ ନିଜ ମନ୍ତ୍ରୀ ମାନଙ୍କ ଉପରେ ଲଗାମ ଲଗାନ୍ତୁ।

  • @sidhakatha_2021
    @sidhakatha_2021 21 день назад +4

    Sri Mohan Majhi will be replaced by another person as CM of odisha in very near future .

  • @Kancha_Lanka
    @Kancha_Lanka 21 день назад +4

    ମୋହନ ସରକାରରେ ସମସ୍ତେ ଜଣେ ଜଣେ ମୁଖପାତ୍ର , କୌଣସି ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଖାତିର କରୁନାହାଁନ୍ତି,ଯିଏ ଯାହା ପାରିଲା ମିଡ଼ିଆ ଆଗରେ କହିଲା । ବିଜେପିର ଶତ୍ରୁ ବିଜେଡ଼ି ନୁହଁ, ବିଜେପିର ଶତ୍ରୁ ନିଜେ ବିଜେପି ।।

    • @mohansahu831
      @mohansahu831 21 день назад

      ଅତି ସୁନ୍ଦର ଆପଣଙ୍କ କଥାକୁ ନେଇ ବିଜେପି ଟିକିଏ ତର୍ଜମା ଓ ଖୋଳତାଡ କରି ଦୋଷୀ କୁ ଦଣ୍ଡ ଦେବା କଥା ତାସହ ନିଜ ବିଭାଗ ମନ୍ତ୍ରୀ ନିଜ ବିଭାଗ ବୁଝି କହିବା କଥା ଯଦି ଏବେଠାରୁ ବନ୍ଧକୁ ଜଗିବେ ନାହିଁ ତାହାହେଲେ ଗଲିଆ ପଡ଼ିଯିବ ପାଞ୍ଚ ବର୍ଷ ଚଳାଇବା ଏତେ ସହଜ ନୁହଁ କାରଣ ୨୪ ବର୍ଷିଆ ସରକାରଙ୍କୁ ଗାଡିରୁ ଉଲ୍ଲାଇ ଚଢ଼ି ଛନ୍ତି always be careful to the BJD leaders & also your ଚୌକି ଲାଳାଇତ ବଜେପି ଦ୍ରୋହି ନେତା ।

  • @laxmidharapanda6086
    @laxmidharapanda6086 21 день назад +5

    ଦୃଢ଼ତା ଦେଖାଇବାକୁ ପଡ଼ିବ ମୋହନ ମାଝୀଙ୍କୁ ! ବିଜେପିର ଜୟଚନ୍ଦ୍ର ମାନଙ୍କୁ ଦଣ୍ଡିତ କରିବାର ଶକ୍ତି ଦେଖନ୍ତୁ ଆପଣଙ୍କ ପଛରେ ସମସ୍ତ ସ୍ୱାଭିମାନୀ ସାଧାରଣ ଜନତାଙ୍କ ସମର୍ଥନ ଅଛି ! ଦଳଦ୍ରୋହୀମାନେ ମୋହନ ମାଝୀଙ୍କୁ ବିରୋଧ କରିବା ସହିତ ପରୋକ୍ଷରେ ବିଜେପି ଦଳର ଓ ଓଡ଼ିଶାର ବିକାଶର ବିରୋଧ କରୁଛନ୍ତି !

  • @bijayanandasatpathy9488
    @bijayanandasatpathy9488 21 день назад +12

    ଆଜ୍ଞା ନମସ୍କାର । ମୁଖ୍ୟ ମନ୍ତ୍ରୀ ଜଣେ ଅତି ସରଳ ବ୍ୟକ୍ତିତ୍ଵ ତେଣୁ ଆଜିକାଲି ଏତେ ସରଳ ବ୍ୟକ୍ତିତ୍ଵ ରାଜନୀତିରେ ବେଶୀଦିନ ତିଷ୍ଠି ପାରିବେନି ଶ୍ରେଷ୍ଠ ପଦପୀ ରେ ରହି ।ତେଣୁ ଆପଣ ଯାହାବି ନିର୍ଭିକରେ ବିଶ୍ଳେଷଣ କଲେ ତାହା ନିରାଟ ସତ କଥା ।ଆପଣ ଏମିତି ନିରାଟ ସତ୍ୟକୁ ଲୋକ ଲୋଚନକୁ ଆଣୁଥିବା ରୁ ମୋ ତରଫରୁ କୋଟି କୋଟି 🙏🙏

  • @deepakkumarmohapatra5056
    @deepakkumarmohapatra5056 21 день назад +6

    ଖେଳ କରୁଛି ଧରମା, ସିଏ ତ କାହାରି ନୁହେଁ। ସିଏ ବି ତ ପାଣ୍ଡୁର ଗେଣ୍ଡୁ ବୋଲି ମୁଁ ବହୁତ ପୁର୍ବରୁ ଜାଣିଛି, କାରଣ ବ୍ଲାକ୍ ରୋଜ୍ ଜାହାଜ ଘୋଟାଲାର ତଦନ୍ତ କରିବାକୁ କୌଣସି ଦୃଢ ପଦକ୍ଷେପ ନେଇ ନଥିଲେ। ଜୟେ ଜଗନ୍ନାଥ୍ ସ୍ୱାମୀ 🙏🙏🙏

  • @PurnachandraBehera-if5tu
    @PurnachandraBehera-if5tu 21 день назад +15

    ବହୁତ ସୁନ୍ଦର ଉପ୍ଥାପନା। BJP ସରକାର ସତର୍କ ରହିବାକୁ ଅନୁରୋଧ।

  • @kedarnathnayak7680
    @kedarnathnayak7680 16 часов назад

    ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ଆପଣଙ୍କୁ ଧନ୍ୟବାଦ

  • @sureshchandradash6900
    @sureshchandradash6900 21 день назад +3

    100% ସବୁ fixing. 2014-2024 ସବୁ ଦୁର୍ନୀତିର main hero ପାଣ୍ଡୁ ଓ ନୂଆ ସରକାରଙ୍କ ଭିତିରି ପରାମର୍ଶ ଦାତା ତେଣୁ କୌଣସି ଦୁର୍ନୀତି ତଦନ୍ତ ଆଉ ସମ୍ଭବ ନୁହେଁ ଓଡ଼ିଶାବାସୀ ଭକୁଆ, ଆମର ଭଦ୍ର CM ସଜାଗ ହେବା ଜରୁରୀ.

  • @prafulasingh2267
    @prafulasingh2267 21 день назад +4

    ଜୟ ଜଗନ୍ନାଥ
    ମୁଖ୍ୟମନ୍ତ୍ରୀ ମୋହନ ମାଝି , ବିଜେଡି ଦଳର ଅନାବଶ୍ୟକ ଯୋଜନା ଗୁଡ଼ିକୁ ତୁରନ୍ତ ବନ୍ଦ କରିଦେବା ଉଚିତ ଏବଂ ସାଧାରଣ ଲୋକଙ୍କ ଆବଶ୍ୟକୀୟ ଯୋଜନାକୁ ମନ୍ଥନ କରି କାଣ୍ଟଛାଣ୍ଟ କରି ନାମ ପରିବର୍ତ୍ତନ କରି କାର୍ଯ୍ୟକାରୀ କରିବା ଉଚିତ ।
    ମନ୍ତ୍ରୀମାନେ ନିଜନିଜ ବିଭାଗ ବ୍ୟତୀତ ଅନ୍ୟ ବିଭାଗର ଅନାବଶ୍ୟକ କଥା ନକହିବା ଓ ମୁଣ୍ଡ ନପୁରାଇବାକୁ କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମସ୍ତ ମନ୍ତ୍ରୀ ମାନଙ୍କୁ ପରାମର୍ଶ ତୁରନ୍ତ ଦେବା ଆବଶ୍ୟକ ।
    ୮୦ ଲକ୍ଷ୍ୟ ଟଙ୍କାର କାହାଣୀ ଉପରେ ଗୁରୁତ୍ୱ ଦେଇ ତା'ର ପର୍ଦ୍ଧାଫାଶ ତୁରନ୍ତ କରିବା । ଆବଶ୍ୟକ । ଏବଂ ଷଡ଼ଯନ୍ତ୍ର ବିଷୟରେ ମୋହନ ମାଝି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ । ଷଡ଼ଯନ୍ତ୍ର ପଦାରେ ପଡ଼ିବା ଆବଶ୍ୟକ ।

  • @kamarajjena5461
    @kamarajjena5461 21 день назад +5

    ଆପଣ ଙ୍କ ଅନୁମାନ ସତ. ମୋହନ ବାବୁ ବେଳ ଥାଉ ଯଦି ସତର୍କ ନ ହୁଅନ୍ତି ପରିଣାମ ଭୟବାହ ହେବ

  • @udhabkar3472
    @udhabkar3472 21 день назад +37

    Bjp ସବୁ ବେଳେ RSS ଲୋକଙ୍କୁ top post ଦିଅନ୍ତି

    • @bishnucharantripathy8938
      @bishnucharantripathy8938 20 дней назад +1

      J.P. Nadda said that BJP does not require the help of RSS.

    • @dknaik-b1y
      @dknaik-b1y 17 дней назад

      Rss Bina bjp r kichi bal kari pariba nahi......love RSS

  • @DDLounge
    @DDLounge 21 день назад +4

    I am Debashis Dash from Bangalore. I work in an IT company and every evening after work, I make it a point to watch your news updates. I really appreciate the content you provide-it's always engaging and informative.
    I have a small suggestion. Along with your detailed 25-30 minute videos, it would be great if you could also create 5-minute videos focused on specific topics. I believe your audience would appreciate shorter, to-the-point content as well.
    If possible, please consider trying this out. It could add even more value to your already excellent content.
    Thank you and keep up the great work.

  • @gobindagouda8296
    @gobindagouda8296 21 день назад +3

    ଆପଣଙ୍କ ଚାନେଲ୍ ନାଁ ଯେମିତି ଆପଣ ଓ ଆପଣଙ୍କ ରିପୋର୍ଟର ମାନେବି ସେମିତି ନିର୍ଭୟ ଭୟ କରନ୍ତୁନି ଆଗକୁ ବଢନ୍ତୁ ନମସ୍କାର

  • @KUNJABIHARINAIK-r3h
    @KUNJABIHARINAIK-r3h 21 день назад +3

    ପୂର୍ବତନ ସରକାର ର ଗୁରୁଶିଷ୍ୟ 2ଜଣ ଙ୍କୁ ଯେତେ ଦିନ ଯାଏଁ ମୋହନ ସରକାର କିଛି ଠୋସ ପଦକ୍ଷେପ ନେବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଷଡଯନ୍ତ୍ର ରେ ଫସି ରହିବେ

  • @pradeepsahu792.
    @pradeepsahu792. День назад +1

    ଜନତା ebe confused re ଅଛନ୍ତି ଆପଣ ଙ୍କ ମୂଲ୍ୟବାନ ନିର୍ଭୟ ବାର୍ତ୍ତା ଜଣ ଜାଗରଣ ପାଇଁ ଉଦ୍ଦିଷ୍ଟ ଆଜିର ପ୍ରସଙ୍ଗ ଟା ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ ଅଟେ

  • @lilamayasahu6669
    @lilamayasahu6669 21 день назад +9

    Jadi jharkhand ହାରିଲେ
    Mohan Majhi out

  • @shankarshanmishra3858
    @shankarshanmishra3858 21 день назад +7

    ନମସ୍କାର, ସୁନ୍ଦର ଉପସ୍ଥାପନା ହୋଇଥିବାରୁ ଧନ୍ଯବାଦ। ଆପଣଙ୍କ ନିର୍ଭୀକ ମତାମତ ପ୍ରଶଂସନୀୟ। ଦିନେ ନ ଶୁଣିଲେ ବ୍ୟାକୁଳ ଲାଗେ।ଏମିତି କହି ଓଡିଆଙ୍କ ମନକୁ ଜାଗ୍ରତ ଓ ଦିଗଦର୍ଶନ ଦେଉଥିବେ।ବଡ ଠାକୁର
    ଆପଣ ଙ୍କୁ ସହାୟ ହୁଅନ୍ତୁ।

  • @Odiaclasic
    @Odiaclasic 21 день назад +11

    ସବୁ ପ୍ରଧାନ ବାବୁଙ୍କ ଖେଳ, ସଖି କଣ୍ଢେଇ ସଜେଇବା ଲକ୍ଷ୍ୟ

  • @asishdas3031
    @asishdas3031 21 день назад +3

    ଆମ cm govt ବିରୋଧରେ ଯେଉ under current ଚାଲିଛି ତାହା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିୟନ୍ତୁ

  • @jagannathmohanty2777
    @jagannathmohanty2777 8 дней назад

    ଆପଣ ତ, ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକ, ତାଙ୍କୁ କେମିତି ସମାଲୋଚନା କରୁଛନ୍ତି । Salute to your Journalism ✊

  • @vidyafoundation2160
    @vidyafoundation2160 21 день назад +7

    @nabin das... ଆଜ୍ଞା ଆପଣ ଆଜି ଏକଥା ଖୋଲିକି କହିଲେ.. ହେଲେ ଏକଥା ଆମେ କିଛିଦିନ ହେଲା ଉଧାରଣ ସହ ଦେଖି ପାରୁଛୁ..
    କିନ୍ତୁ ଆପଣଂକ ସାହାସିକତା ପାଇଁ ଧନ୍ୟବାଦ.

  • @apap5606
    @apap5606 21 день назад +3

    ଆପଣଂକ ଆଲଚନା ଭଉତ ସୁନ୍ଦର ଭଲଲାଗେ 🙏❤️❤️

  • @narendranathswain3981
    @narendranathswain3981 21 день назад +2

    Your daring presentations are commendable.where do you get this inspiration? Hats off to your guts Navinji.N.N.SWAIN,MAYURBHANJ.

  • @dhamirona8662
    @dhamirona8662 21 день назад +2

    ମୋହନ ମାଝି ଙ୍କୁ ଜଣେ ଅଯୋଗ୍ୟ ନେତୃତ୍ବ ବୋଲି ଓଡିଶାରେ ଏକ ନେରେଟିଭ୍ ତିଆରି କରାଯାଇଛି, ଖୋଦ୍ ତାଙ୍କ ଜିଲ୍ଲା ର ଜଣେ ବ୍ୟକ୍ତି ମଧ୍ଯ ଏକଥା କହିବା ମୁଁ ଶୁଣିଛି କିନ୍ତୁ ବିଜେପିର ନେତା ମାନେ ଏହାକୁ ଭୂଲ୍ ପ୍ରମାଣିତ କରିବା ବଦଳ ରେ ବରଂ ଖୋଦ୍ ସେହିମାନେ ଇନ୍ଧନ ଜଗାଉଛନ୍ତି। କ୍ଷମତା କନ୍ଦଳ ରେ ବିଜେପି ଓଡ଼ିଶାରେ ପୁଣି ମାଟି କାମୁଡି ପାରେ।

  • @kshitishpanda5288
    @kshitishpanda5288 21 день назад +15

    ଯାହା ଲାଗୁଛି bjd ର ୨୪ ବର୍ଷ ବଜେପି ର ୨୪ ମାସ ହେବକି ନାହିଁ?

    • @anandamohakuda4943
      @anandamohakuda4943 17 дней назад +1

      24 mass re khela khatam😅😅

    • @narendrapanda5452
      @narendrapanda5452 15 дней назад +1

      ବିଜେଡ଼ି ର ୨୪ ବର୍ଷ ନୁହେଁ କେବଳ ୧୪ ବର୍ଷ ୧୦ ବର୍ଷ ଏଇ ଗେରୁଆ ଦଳ ଭାଈ ଭାଗ ଖାଇଛନ୍ତି ତେଣୁ ମାତ୍ର ଚଉଦ ମାସରେ ଶେଷ ହେଇଯିବେ

  • @udayalima9094
    @udayalima9094 21 день назад +6

    ଜୟ ଜଗନ୍ନାଥ🙏

  • @bipinbihariswain3511
    @bipinbihariswain3511 21 день назад +2

    CM should not be soft. Immediate steps to be firm.

  • @purnachandramaharana6803
    @purnachandramaharana6803 21 день назад +9

    Mohan babu ! Be strict on administration and focus on development of Odisha.

  • @basantapattnaik7812
    @basantapattnaik7812 21 день назад +6

    ସାର ପ୍ରଣାମ 🙏🌹

  • @sarojkumarsethysethy7442
    @sarojkumarsethysethy7442 18 часов назад

    ବଦଳି ଥିବା କାଠ ଘରଟି କାଚ ଘରହେବକି ତେବେ ବିପଦ ସୁନିଶ୍ଚିତ, ଜନସାଧାରଣ ଭାବୁଛନ୍ତି ଆଗକୁ କିଅଣ ହେବକି ,

  • @suryakantamohanty8276
    @suryakantamohanty8276 21 день назад +15

    BJP ର ଜଣେ ସାଂସଦ ଙ୍କ ର ଭାରି ଲାଳସା ମୁଖ୍ୟମନ୍ତ୍ରୀ ଚୌକି ପାଇଁ ସେ ପଶ୍ଚିମ ଓଡ଼ିଶା ର ସାଂସଦ ଆଉ ଷଡ଼ଯନ୍ତ୍ର ର ମୁଖ୍ୟ ଖଳନାୟକ ବି ସିଏ ତାଙ୍କର ଭାରି bjd ପ୍ରେମ

  • @rabindarnathdash2512
    @rabindarnathdash2512 21 день назад +21

    ସେ ଦିଦି କଂ ଆଳୁ ହେଉ ବା ଯୋଗୀ କଂ ଆଳୁ ହେଉ, ପଇସା ଦେଇ କିଣିବାକୁ ପଡିବ, କିଂତୁ ରାଜନୀତି ନହେଉ ।

    • @jagannathpatnaik8409
      @jagannathpatnaik8409 21 день назад

      40 ଦେଇ କିଣନ୍ତୁ, ଆଠୁ ଶସ୍ତା ମିଳିବ ନାହିଁ

    • @AchyatmohantyAchyatmohanty
      @AchyatmohantyAchyatmohanty 21 день назад

      ଆଳୁ ଭଜା ଖାଇବାକୁ ଏଇଟା ବାଉଳା ହେଉଚୁ

    • @rabindarnathdash2512
      @rabindarnathdash2512 20 дней назад

      @@AchyatmohantyAchyatmohanty ନିଜେ ଆଳୁ ଭଜା ଖାଇବା ପାଇଂ ବାଉଳା ଚାଉଳା ହଉସିନ୍ତି କି ନାହିଂ ଆତ୍ମସମିକ୍ଷା କର ।

    • @rabindarnathdash2512
      @rabindarnathdash2512 20 дней назад

      @@jagannathpatnaik8409 ମାଗଣା ମିଳିଲେ ଖୁସି ତ ?

  • @maheswarparihari5189
    @maheswarparihari5189 21 день назад +10

    ଆପଣଙ୍କ ଆଲୋଚନା ଏବଂ ତୀକ୍ଷ୍ଣ ସାମ୍ବାଦିକତା ଉଚ୍ଚକୋଟୀର କିନ୍ତୁ ଭୁଲିଯାଉଛନ୍ତି ଯେ ରାଜ୍ୟରେ ସବୁ ଅଫିସରଙ୍କ ଶିରା ପ୍ରସିରାରେ ବିଜୁ ଜନତା ଦଳର ରକ୍ତ ବହୁଛି ।

  • @jatindrabarik9271
    @jatindrabarik9271 21 день назад +3

    ମୋହନ ଚରଣ ମାଝି ଯେପର୍ଯ୍ୟନ୍ତ ନିଜ ଆସନର ମୋହ ତ୍ୟାଗ କରିବେ ନାହଁ, ସେପର୍ଯ୍ୟନ୍ତ ସେ ନିଜ ଦଳର କୁଚକ୍ରିଙ୍କର ଶୀକାର ହେଉଥିବେ।

  • @geetanjalikarna8616
    @geetanjalikarna8616 21 день назад +7

    କି ପ୍ରକାର କୋରଖ ଏବଂ କେଉଁ ବିଭାଗ ଦ୍ବାରା ?

  • @chandipadapanda4707
    @chandipadapanda4707 21 день назад +23

    ମୋହନ ବାବୁ ଦୃଢ ମନା ହୋଇ କାର୍ଯ୍ଯ କରି ଚାଲିଲେ ଷଡଯନ୍ତ୍ର କାରୀ ମାନେ ନିଷ୍କ୍ରିୟ ହୋଇଯିବେ ।

    • @dmohanty5003
      @dmohanty5003 19 дней назад

      BJP ku aau vote daba katha nuha

  • @brajasundarsahoo9344
    @brajasundarsahoo9344 21 день назад +3

    ପ୍ରଶଂସନୀୟ ଉଦ୍ୟମ

  • @sibasaktisatapathy7545
    @sibasaktisatapathy7545 21 день назад +2

    ଆପଣଙ୍କ କଥା ରୁ ଜଣା ପଡୁଛି କି law minister ବୋଧେ cm ହେବାକୁ ଚାହୁଁ ଥିଲେ।🙏

  • @sadasibamishra1442
    @sadasibamishra1442 13 дней назад +1

    ମୁଖ୍ୟମନ୍ତ୍ରୀ ନିଜକୁ ଏତେ ଟା ସରଳ ହେବା ଅନୁଚିତ.

  • @Vinood900
    @Vinood900 21 день назад +3

    କିଏ ସେ ବିଧାୟକ ଯିଏ ଝିଅ କାଣ୍ଡ କରୁଛି, ଦୟା କରି ପ୍ରଘଟ କରିବେ କି, କିଏ ସେ

  • @pradeepnandi804
    @pradeepnandi804 17 дней назад

    Your video/presentation definitely save the BJP party from it's downfall.And Sri Majhi CM will be vigilant,who is a good and dedicated leader. Thank U for this valuable presentation.

  • @pramodmohapatra8796
    @pramodmohapatra8796 2 дня назад

    Sir, 100% right. Keep it up

  • @DeonarayanKalundia
    @DeonarayanKalundia 4 дня назад

    Aapka baktabya bahut hi saral our doordristi haipura pura Dil chune layak samajhane layak

  • @subashmishra5616
    @subashmishra5616 21 день назад +11

    ❤ ଚମତ୍କାର ଓଡ଼ିଶା ରାଜନୀତି ବିଶ୍ଳେଷଣ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଶୁଭ କାମନା ଜୟ ଜଗନ୍ନାଥ

  • @amentertainment6998
    @amentertainment6998 15 дней назад

    ଆମ ଓଡ଼ିଶା ପାଇଁ ସମ୍ପୂର୍ଣ ଯୋଗ୍ୟ ମୁଖ୍ୟମନ୍ତ୍ରୀ

  • @umakantachoudhury4537
    @umakantachoudhury4537 21 день назад +3

    ସତ୍ୟର ରଥରେ ଆପଣ ନିର୍ଭୟ ସାରଥୀ

  • @jagannathpatnaik8409
    @jagannathpatnaik8409 21 день назад +2

    ନବୀନ ଦାସ ମୂଖ୍ୟମନ୍ତ୍ରୀ ହୋଇଗଲେ ଭଲ ହେବ।

  • @user-yv4vw4sm7o
    @user-yv4vw4sm7o 21 день назад +1

    ଆପଣଙ୍କ ଉପସ୍ଥାପନା ଅତ୍ୟନ୍ତ ଲୋକପ୍ରିୟ ହେଉଛି।ପ୍ରୟାସ ଜାରି ରହୁ।ଆମର ଶୁଭ କାମନା।

  • @arjunpradhan5615
    @arjunpradhan5615 21 день назад +3

    ଜାଗ ଜାଗ ମୋହନ ସରକାର ଜାଗ ଚକ୍ରାନ୍ତ କୁ ଖୋଜି ବାହାର କର।

  • @kishorepatnaik8467
    @kishorepatnaik8467 11 дней назад

    ସାର୍ ପ୍ରଣାମ। ଆପଣଙ୍କ ସନ୍ଦେହ ଠିକ୍ ବୋଲି ମୋ ମତ। ଆପଣ ଦଳୀୟ ବ୍ୟକ୍ତି ମାନଙ୍କ ବିଷୟରେ ଅନୁଶୀଳନ କରିଛନ୍ତି। ଆଉ ବ୍ୟୁରକ୍ରକ୍ରେଟ ମାନଙ୍କ ବିଷୟରେ ମଧ୍ଯ ଭାବିକଭାବିବାକୁ ପଡ଼ିବ।

  • @PRATYUSHPATTNAIK-gu6zb
    @PRATYUSHPATTNAIK-gu6zb 3 часа назад

    ମୋହନ ମାଝି ଙ୍କ ନାମ କୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି , ଏବେ ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ଅନୁସାରେ ଶାସନ ଚାଲିଛି।
    ଆପଣ ବହୁତ୍ ଭଲ ସାମ୍ବାଦିକ ହେଲେ ବହୁତ୍ ବଲାଂଶ କରି ଚାଲୁଛନ୍ତି ।

  • @chhatishmohanta4282
    @chhatishmohanta4282 21 день назад +2

    If cm Mahan Majhi quickly not takenn action against Pandian his cm. Power finish by BJP party.

  • @minatimohapatra4861
    @minatimohapatra4861 13 часов назад

    ବହୁତ ସୁନ୍ଦର କଥା। ବିଶ୍ୱାସ ନାହିଁ ଅପରାଜିତା ମାମ ବିଜେପି ଛାଡିବେ ଏବଂ ଏକ ସଂଘ ପରିବାର ତଥା ସରସ୍ଵତୀ ଶିଶୁ ଓ ବିଦ୍ୟା ମନ୍ଦିରର ଛାତ୍ର ତଥା ଶିକ୍ଷକ ଯେ ନିଜ ଦାୟିତ୍ୱ ରୁ ପଛରେ ପଡିବେ ଏହି ବିଶ୍ୱାସ ମଧ୍ୟ ନାହିଁ। କିନ୍ତୁ ଦଳରେ ଯଦି କିଛି ଷଡ଼ଯନ୍ତ୍ର ଚାଲୁଛି ତେବେ ସେମାନେ ସାବଧାନ ରୁହନ୍ତୁ। ନଚେତ ଆଉ ୫ ବର୍ଷ ପରେ ନିଜ ଗାତରେ ନିଜେ ହିଁ ପଡିବେ। ତେଣୁ ମଉକା ମିଳିଛି କାମ କରି ଦେଖାନ୍ତୁ।ପଦବୀ ର ଲାଳସା ଛାଡି ମୁଖ୍ୟମନ୍ତ୍ରୀ ଙ୍କ ହାତ ଟାଣ କରନ୍ତୁ। କାରଣ ଶିଶୁ ବିଦ୍ୟାମନ୍ଦିର ଏକ ଏଭଳି ଏକ ସଂସ୍ଥା ଯିଏକି ଲୋକଙ୍କ ମାନସିକ ତା କୁ ବୁଝି ପାରିବ। ଆଉ ଅପରାଜିତା ମାମ ଯଦି ବିଶ୍ୱାସ ତ ନାହିଁ କିନ୍ତୁ ଯଦି ଦଳ ବଦଳ କରିବେ ଆମ ସ୍ୱାର୍ଥ ନଥାଇ ଆମେ ଯେପରି ଗଳି କନ୍ଦିରେ ଅପରାଜିତା ମାମ ଙ୍କୁ ଜିତାଇବା ପାଇଁ ସମସ୍ତ ଙ୍କୁ କହିଥିଲୁ ବହୁତ ଦୁଃଖ ଲାଗିବ।

  • @minadas292
    @minadas292 21 день назад +6

    ଧନ୍ୟବାଦ ଆପଣଙ୍କୁ ,ଏତେ ଗୁଢ ରହସ୍ୟକୁ ଆପଣ ନିର୍ଭୟରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିବାରୁ।ତା ସହିତ ଅତି ଉପାଦେୟ ପରାମର୍ଶ ଦେଇଛନ୍ତି

  • @knbiswal3084
    @knbiswal3084 21 день назад +3

    Very good analysis Sir
    Regards

  • @bijaypanda1843
    @bijaypanda1843 21 день назад +21

    ଯୋଗୀ ଆଳୁ ଖାଇବୁ 100ହଉ ପଛେ

  • @urmilamohanty8131
    @urmilamohanty8131 21 день назад +2

    Bahut-bhagyaban-apana

  • @prasannakumarpati4723
    @prasannakumarpati4723 17 дней назад

    ଠିକ୍ ସମୟ ରେ ସଠିକ୍ ସମୀକ୍ଷା, ଆପଣଙ୍କର ନିରପେକ୍ଷ ଦୃଷ୍ଟିକୋଣ ବର୍ତ୍ତମାନ ର ସରକାର କୁ ଉପଯୁକ୍ତ ମାର୍ଗ ଦର୍ଶନ କରିବ।

  • @arunkumarswain2419
    @arunkumarswain2419 21 день назад +8

    ମୁଖ୍ୟମନ୍ତ୍ରୀଙ୍କ ପଛରେ ଯଦି ଦଳ ସଡଜନ୍ତ୍ର କରେ ତାହା ଦଳ ପାଇଁ ଭବିଷତରେ ମହଙ୍ଗା ପଡ଼ିପାରେ ।

  • @gayatridash3566
    @gayatridash3566 21 день назад +2

    Aparajita Sarangi is fit for C.M. Odisha

  • @pinkipanda3143
    @pinkipanda3143 21 день назад +8

    Only aparajita madam is fit
    And only CM candidate fit for odisha.otherwise BJD s popularity grown heavily.centre should look it on emergency basis

  • @arucharanpradhan5502
    @arucharanpradhan5502 21 день назад +2

    ଆଜ୍ଞା ନମସ୍କାର,ଆପଣ ଆଗ ଗୋଟିଏ ଭିଡିଓରେ କହୁଥିଲେ ମୋହନ ମାଝିଙ୍କ ସମସ୍ତ କଥା ନବୀନ ପାଖକୁ ଯାଉଛି କିପରି? ପ୍ରକୃତରେ ମୋହନ ସାରଙ୍କର ସରଳତା ନେଇ ନିଜ ଦଳରେ କେତେକ କୁଚକ୍ରୀ ନେତା ଷଡ଼ଯନ୍ତ୍ର ନିଶ୍ଚିତ କରୁଥିବାର ଅନୁମାନ ହେଉଛି।

  • @BabitaMishra-yx2hr
    @BabitaMishra-yx2hr 21 день назад +1

    ପାହାଡି ଛୁଆ , ଏତେ ଶୀଘ୍ର ହାର୍ ମାନିବନି । ସେ ସରଳ ମାତ୍ର ଦୃଢ ।

  • @simitapatnaik8202
    @simitapatnaik8202 21 день назад +2

    It seems leaders of Odisha have lost d leadership quality.Now they are used to pandian's rule n take order from him.How unfortunate n sad it is.This govt seems directionless n lost .Will Pandian have last laugh😢😢

  • @Dakshita2017
    @Dakshita2017 7 дней назад

    At last apna this time something important kahile ..which is relevant to Odisha future 😊

  • @pratapchandrasamal2396
    @pratapchandrasamal2396 21 день назад

    ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ ବହୁତ୍ ଦିନ ପରେ ଏକ ସୁନ୍ଦର , ଉପଯୋଗୀ ଆଲୋଚନା କଲେ। ମୂଳ କଥା ହେଉଛି ଯେଉଁମାନଙ୍କର ବିଧାୟକ ଜିତିବାର ଆଶା ନଥିଲା ସେମାନେ ମନ୍ତ୍ରୀ ହୋଇଗଲେ। ଆଉ ନୂଆ ନୂଆ ମନ୍ତ୍ରୀ ହେଲା ପରେ ଉତ୍ପାତ କରିବା ଆରମ୍ଭ କରିଛନ୍ତି। ବିଶେଷ କରି ଆଇନ ମନ୍ତ୍ରୀ ସବୁ କଥାରେ ମୁଣ୍ଡ ପୁରାଉଛନ୍ତି, ବାଚାଳଙ୍କ ପରି ଗପୂଚନ୍ତି, ମୁଖପାତ୍ର ଭଳିଆ କଥା କହୁଛନ୍ତି। ମୋହନ ମାଝି ମୋହରା ମାତ୍ର, କେଉଁଝର ଜିଲ୍ଲାର ଖଣି, ଆଗାମୀ ଝାରଖଣ୍ଡ ବିଧାନସଭାକୁ ଆଖି ଆଗରେ ରଖି ଆଦିବାସୀ ଚେହେରା ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରା ଯାଇଛି। ତାଙ୍କ ସରଳତାକୁ ବାଜୀରେ ଲଗା ଯାଉଛି।

  • @thirdeye9492
    @thirdeye9492 21 день назад +7

    ଯେଉଁ କେତେଜଣ ରାଜନୀତିକୁ ବେପାର ଭବେ ଗ୍ରହଣ କରିଛନ୍ତି.... ସେମାନେ ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାନ୍ତି.... ମନ୍ତ୍ରୀ ମୁଖ୍ୟମନ୍ତ୍ରୀର ପଦବୀ ଏବଂ ଅର୍ଥ କ୍ଷମତା ର ମୋହରୁ ମୁକ୍ତ ହୋଇ ପାରୁନାହାନ୍ତି.....😭😭

  • @RakeshRout-v6q
    @RakeshRout-v6q 21 день назад +1

    Good Analysis

  • @bibekkumarMk
    @bibekkumarMk 13 дней назад

    Good opinion thankyou navinn das ji.

  • @trilochandhada21
    @trilochandhada21 21 день назад +3

    😂😂😂 ଗପ ଭଲ ଲାଗିଲା

  • @ananyaabhilipsasahoo-ny1ms
    @ananyaabhilipsasahoo-ny1ms 21 день назад +34

    Bjp ରେ ସବୁପାଇଁ ଦାୟୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.

  • @Art_8work
    @Art_8work 17 дней назад

    Critical analysis !! Your highlight means much! Can the state progress with these?

  • @netfresh1505
    @netfresh1505 21 день назад +3

    Dharmendra Pradhan nka pai Odisha BJP budijiba

  • @sashibhusanmahanta617
    @sashibhusanmahanta617 21 день назад +1

    Thank you for your political review.

  • @atulkumarsahoo4086
    @atulkumarsahoo4086 21 день назад

    Exactly 100. Percent correct.

  • @pravatnayak8466
    @pravatnayak8466 День назад

    ଏମାନେ କଣ କହୁଛନ୍ତି, ନିଜେ ବୁଝି ପାରୁନାହାନ୍ତି, କିଛି କରିବେ ବୋଲି ଆଶା ଅଛି, କିନ୍ତୁ କରି ପାରିବେ ନାହିଁ।

  • @globaltvindialive
    @globaltvindialive 19 дней назад

    Well Analyse for the Odisha CM. The Minister needs to Speak only for their department.

  • @dhananjaydas5035
    @dhananjaydas5035 18 дней назад

    Right ✅️