ଆମେ ବହୁତ କ୍ଷତି ସହିଲୁଣି, ଯାତ୍ରା ଚଲେଇବା ଆମ ପକ୍ଷରେ ସମ୍ଭବ ହୋଇପାରିବ ନାହିଁ,ଯାତ୍ରା ରେଟ ବଢ଼ିବାରେ ଲାଗିଲାଣି

Поделиться
HTML-код
  • Опубликовано: 3 июл 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Комментарии • 389

  • @ODISHABHAI-eq8jq
    @ODISHABHAI-eq8jq 27 дней назад +78

    ବହୁତ୍ ଭଲ ପଦକ୍ଷେପ 🙏🏻🙏🏻 ଯାତ୍ରା କମିଟି ଙ୍କ ଏକତା ନାହିଁ ବୋଲି ଯାତ୍ରା ମାଲିକ, ମାନେ ମନ ଇଚ୍ଛା ରେଟେ ନେଉଛନ୍ତି 👍🏾

  • @manoranjansingh5209
    @manoranjansingh5209 26 дней назад +79

    ଯାତ୍ରା ବନ୍ଦ ହଉ . ଆଗ ଭଳିଆ ସପରିବାର ସହିତ ଯାତ୍ରା ଦେଖିବା ସମ୍ଭବ ନୁହଁ.. ଖାଲି ଅଶିଳତା ନଗ୍ନତା ଭରୀ ରହିଛି....

  • @giridharisahu9387
    @giridharisahu9387 26 дней назад +29

    ଯାତ୍ରା ମାଲିକ ମାନଙ୍କ ଏକତା ଅଭାବ । କାରଣ ବିନା ବୁଝାମଣା ରେ ମାଲିକ ମାନେ କଳାକାର ମାନଙ୍କୁ ମାସିକ ଲକ୍ଷ୍ୟା ଧିକ ଟଙ୍କାର ଦରମା ଚୁକ୍ତି କରି ଯାତ୍ରା ଜଗତ କୁ କ୍ଷତି ପହଞ୍ଚ ଉ ଛନ୍ତି ।

  • @rabindranathjena6052
    @rabindranathjena6052 27 дней назад +35

    ବହୁତ ଭଲ କଥା, ଯାତ୍ରା, ସିନେମା ରେ ଏବେ ଯାହା ଦେଖାଉଛ ନିଶା ମହାରଣା ରାଣୀ ପଣ୍ଡା ଭଳି ନାଟୁଆ ଙ୍କ ସଂଖ୍ୟା ବଢିବ !!

  • @uttamkumardas9409
    @uttamkumardas9409 26 дней назад +26

    ଯାତ୍ରା ପାର୍ଟି ବିଲକୁଲ book କରନ୍ତୁ ନାହିଁ ଦେଖିବେ ଯାତ୍ରା ଆପେ ଆପେ ବନ୍ଦ ହେଇଯିବ

  • @user-rh5zt3tz9u
    @user-rh5zt3tz9u 26 дней назад +23

    ବହୁତ ଭଲ କଥା ,ଏ ଯାତ୍ରା ବାଲା ମନ ଇଛା ଦର ବଢୁଛନ୍ତି ତାର ଅଙ୍କୁଶ ଲାଗିବା ଦରକାର

  • @prafullanayak9729
    @prafullanayak9729 27 дней назад +75

    ଯାତ୍ରାପାର୍ଟି ଯଥାଶୀଘ୍ର ବନ୍ଦକର,

  • @prakashsahoo336
    @prakashsahoo336 26 дней назад +11

    ସ୍ୱାଗତଯୋଗ୍ୟ ପଦକ୍ଷେପ। ଏକତା ରହିଲେ ଯାତ୍ରା ପାର୍ଟି ଗୋଡତଳକୁ ଆସିବେ।

  • @brajakishorepadhi4022
    @brajakishorepadhi4022 27 дней назад +63

    ସଂପୂର୍ଣ୍ଣ ଯାତ୍ରା ପାଟି ଖତମ୍ ହେଉ। ଶଦ୍ଦ ପ୍ରଦୁଷଣ। ଆଲୁଅ ପ୍ରଦୁଷଣ, ଚରିତ୍ର ପ୍ରଦୁଷଣ ହେଉଚି। ଯାଅ ଚାଷବାସ, ବେପାର ବଣିଜ କର। ୟୁଟ୍ୟୁବ ଯୁଗ ରେ ତୁମ ର ମୂଲ୍ଯ କିଛି ନାହିଁ।

    • @bhimasensethi3136
      @bhimasensethi3136 26 дней назад +1

      ତୋର ଫାଟୁଚି କାହିଁକି

    • @rayentartainment6682
      @rayentartainment6682 22 дня назад

      ​@@bhimasensethi3136 ଆରେ ଭାଇ 300ଦେଇ ଆଉ ଯାତ୍ରା ଦେଖି ହଉନି

    • @ashutoshsatapathy5066
      @ashutoshsatapathy5066 13 дней назад

      Apana jaha job karuchanti chadidiantu

    • @littlefuntoon
      @littlefuntoon 13 дней назад

      Nije nija chakira chhadi de sasoor pua

    • @brajakishorepadhi4022
      @brajakishorepadhi4022 13 дней назад +1

      @@ashutoshsatapathy5066 ମୁଁ ଘର ଭଡା ଦେଇ ମାସକୁ ୬୫ ହଜାର ପାଏ। ମୁଁ କାହାରି ପାଖରେ ମୁଣ୍ଡ ବିକି ନାହିଁ। ଚାଷ ୨ଏକର ଜମି ଧାନ। ପରିବା ମାଛ ଚାଷ କରେ। ପୂଜା ବି କରେ।

  • @funnyy9120
    @funnyy9120 26 дней назад +22

    ଯାତ୍ରା ରେ ଏମିତି କଣ ଅଛିଯେ ଲୋକ ମାନେ ୩୦୦-୩ ୫୦ଟଙ୍କା ଦେଇକି ଦେଖିବେ,କିଛି ଷ୍ଟୋରି advacnce ନାହିଁ ସେହି ପୁରୁଣା ଷ୍ଟାଇଲ ରେ ଚାଲିଛି ଯାତ୍ରା,ରାତି ଅନିଦ୍ରା ହେଇକି ପେଟ ଗରମ ହୋଇଯାଉଛି,ଧାତୁ ମେହ ପଡୁଛି,ସକାଳୁ ପରିସ୍ରା ପୋଡ଼ା ହଉଛି,ଆଖି କୋରଡିଆ ହୋଇଯାଉଛି,ଯାତ୍ରା ପର ଦିନ ଘରେ ସୋଇ ଶୋଇକୀ ଗୋଟେ ଦିନ ବେକାର ରେ ଯାଉଛି,ଅଫିସ ଯାଇ ହଉନି,, ସେଦିନ ର ଦରମା କଟିଲା,ତା ଅପେକ୍ଷା ଘରେ ବସିକି ମୋବାଇଲ ରେ ମାଗଣା ରେ ଗୋଟେ ଫିଲ୍ମ ଦେଖିବା ଟା ବହୁତ୍ ଭଲ,ନହେଲେ ସିନେମା ହଲ ରେ AC ରେ ଫିଲ୍ମ ଦେଖିବା ବହୁତ୍ ଭଲ , ଏ ଯାତ୍ରା ଟିକେଟ ଅତି ବେଶୀ ରେ ୧୦୦ ଟଙ୍କା ହେଲେ ଠିକ୍,ତାଠୁ ଅଧିକ ହେଲେ କେହି ନଦେଖିବା ଟା ଭଲ

    • @user-ds3bq9nx1x
      @user-ds3bq9nx1x 23 дня назад +2

      😂😂😂😂😂

    • @susantakumar1147
      @susantakumar1147 23 дня назад +1

      @@funnyy9120 ଠିକ କଥା ଖାଲି ବହିର ନା ବଦଳେଇକି ଷ୍ଟୋରୀ ମିଳେଇ ଗୁଲେଇକି ଗୋଟେ ବହି କରି ଦେଉଛନ୍ତି...ଆଉ ଯାଉ କମେଡି ଦେଉଛନ୍ତି ବେଶୀ ଆଡା ଚଉଡା....ଖାଲି ଗେଟ ନୂଆଁ,ଲାଇଟ,,ଏମିତି ସାଜସଜା କରିକି ଗୋଟେ ଫାର୍ସ...

  • @parvakarnayak645
    @parvakarnayak645 27 дней назад +19

    Bandha Kari Diya best dicisan

  • @trilochanjena9614
    @trilochanjena9614 26 дней назад +7

    ଯାତ୍ରା ବନ୍ଦ ହେବା ସମାଜ ପାଇଁ ମଙ୍ଗଳ ଓ ସମ୍ମାନ କାରଣ ଯାତ୍ରା ରେ ବେଶି ଭାଗ ଚରିତ୍ର ମହିଳା ମାନଙ୍କୁ ଧର୍ସଣ ଓ ନିର୍ଯାତନା ରହୁଛି। ଏଇଟା ବାସ୍ତବ ନୁହେଁ ତଥାପି ସମାଜ ପ୍ରତି ଭଲ ପ୍ରଦର୍ଶନ ନୁହେଁ ।

  • @saubhagyaranjandas6691
    @saubhagyaranjandas6691 26 дней назад +6

    ବହୁତ୍ ବଢିଆ
    ଭଲ କଥା
    କଥା ରେ ନୁହେଁ କାମରେ କରିବା ନିହାତି ଜରୁରୀ ଅଟେ

  • @pranabpattajshi5545
    @pranabpattajshi5545 26 дней назад +7

    ବନ୍ଦ କରିଦିଅନ୍ତୁ
    କ୍ଷତି ସହି ବେପାର କରିବା ଦରକାର ନାହିଁ

  • @singerupendrapadhi2761
    @singerupendrapadhi2761 26 дней назад +9

    ଯାତ୍ରା ବନ୍ଦ ହେବ ଦରକାର।

  • @giridharirana6467
    @giridharirana6467 26 дней назад +6

    ହଁ ବାଳ ଯାତ୍ରା ନ ଚାଲିଲା କଣ ଅସୁବିଧା ଟିଭି ଦେଖ

  • @deepakkumarsau433
    @deepakkumarsau433 27 дней назад +9

    Jay jaganath🙏🙏🙏 sir good decision 2024 re night ku 300000 lakhs 2025 karibe night ku 500000 lakhs banda kari dabata thik

  • @kkcreation2236
    @kkcreation2236 24 дня назад +5

    ଉତ୍ତର ବାଲେଶ୍ଵର B grade,party ର ନାଟକ ଏମାନଙ୍କ ଠାରୁ 100% ଭଲ
    ଆପଣ ମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ

  • @kumargauravmohapatra7694
    @kumargauravmohapatra7694 27 дней назад +12

    JATRA KU SAMPURNA BAND KARA BIRAT BIRAT GHARA KARU CHANTI JATRA ARTIST

  • @silubarik8018
    @silubarik8018 27 дней назад +14

    Right katha

  • @jayasen4796
    @jayasen4796 26 дней назад +5

    ଉଚିତ୍ ପଦକ୍ଷେପ । ଏମିତି ସବୁ ଜିଲ୍ଲା ରେ ହେବା ଦରକାର।

  • @nityanandadehury5416
    @nityanandadehury5416 26 дней назад +18

    ଯଉ କଳାକାର ଅଧିକ ଦରମା ମାଗୁଛି ତାକୁ ଯାତ୍ରାରେ ନିଅନ୍ତୁ ନାହିଁ

  • @Akshyadas-mt9fq
    @Akshyadas-mt9fq 27 дней назад +14

    Thik katha

  • @pramodkumarvlogs4429
    @pramodkumarvlogs4429 26 дней назад +15

    ଯାତ୍ରା ପାର୍ଟି ତୁରନ୍ତ ବନ୍ଦ କର. ଏ ସଭ୍ୟ ସମାଜରେ ଏ ଅସଭ୍ୟ ଯାତ୍ରା ପାର୍ଟିରେ ଯେଉଁଭଳି ଭାବରେ ଚାଲିଛି ଲୋକମାନେ ଧିରେ ଧିରେ ଅସଭ୍ୟ ହୋଇଗଲେଣି. ଦୟାକରି ଏ ବାଜ୍ୟ ନାଟ ତାମସା ତୁରନ୍ତ ବନ୍ଦ କରନ୍ତୁ. ଓଡିଶାରୁ ଯାତ୍ରା ପାର୍ଟିକୁ ସବୁଦିନ ପାଇଁ ବନ୍ଦ କରନ୍ତୁ.ଯାତ୍ରା ଦେଖିବା ଦ୍ବାରା ଲୋକମାନେ କଳୁଷିତ ଆଡକୁ ଗତି କଲେଣି.
    ଜୟ ଜଗନ୍ନାଥ

    • @devdilwale6166
      @devdilwale6166 25 дней назад +2

      ଆଉ କଣ movie ରେ ଅର୍ଦ୍ଧ ଲଙ୍ଗଳା ନାଚ.... ଭଲ ଲାଗୁଛି କି.... Hollywood Bollywood ରେ ଯୋଉ ବିକିନି ପିନ୍ଦା ଦେଖୁଛ.... କଣ ଆଖି ପବିତ୍ର ହୋଇ ଯାଉଛି କି.... ସେଗୁଡା କଣ ସଭ୍ୟ

    • @pramodkumarnayak2323
      @pramodkumarnayak2323 23 дня назад

      Right 👍

  • @pradeeppalei2250
    @pradeeppalei2250 27 дней назад +4

    Kichhi dina jatra band heijau sabu thiki heijiba

  • @thesb3481
    @thesb3481 27 дней назад +8

    Good step

  • @SanjayNaik-oy8rd
    @SanjayNaik-oy8rd 27 дней назад +4

    Government kamo karuchhi bhalia katha kahuchhi M.L.A aau M. P bhalia pension darkaar badhe taku

  • @susantakumar1147
    @susantakumar1147 23 дня назад +1

    ମୁଁ ଗୋଟେ ଦର୍ଶକ ହିବାରେ କହୁଛି ଏ ସଭା ଆଲୋଚନା ପାଇଁ ମୁଁ ଖୁସି...ଆଉ ସବୁ ଜିଲ୍ଲା ର କମିଟି ମାନେ ଏମିତି ଆନ୍ଦାଳନ କରିକି...ଯାତ୍ରା ବନ୍ଦ କରିଦେଲେ କେମିତି ରୋଜଗାର କରିକି ମନ ଇଛା ଦରମା ଦେବେ ଦେଖିବା..

  • @MaheswarDas-xf6kf
    @MaheswarDas-xf6kf 27 дней назад +6

    Maheswar sir.JAJPUR ZILLA JATRA PRESIDENT

  • @user-kl9vp2gy4w
    @user-kl9vp2gy4w 27 дней назад +4

    ବନ୍ଦ ହେଉ ଭଲ ହେବ

  • @satyajeetjena2390
    @satyajeetjena2390 27 дней назад +4

    Band kari dia 😂 kehi chahun mahanti dekhibaku😂 RUclips re ta same content free re miluchi 😂

  • @SudhirKumar-gb8ig
    @SudhirKumar-gb8ig 27 дней назад +3

    ବହୁତ୍ ସୁନ୍ଦର୍

  • @sanjaysahoo2198
    @sanjaysahoo2198 24 дня назад +2

    ଗୋଟେ ଗୋଟେ କଳାକାର ର ଦରମା ବର୍ଷ କୁ 25 ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦରମା ଏତିକି ନଥିବ

  • @sanjibakumardash7246
    @sanjibakumardash7246 27 дней назад +3

    Rectify the caption of the video.

  • @user-co8kp4tj6c
    @user-co8kp4tj6c 26 дней назад +2

    ସାର, ଚଳିତ ବର୍ଷ ଜୁଲାଇ 25 ତାରିଖ ଠାରୁ ଏଇ ପଦକ୍ଷେପ ନେବେ ନା ଆସନ୍ତା 2025 ଜୁଲାଇ 25 ରୁ ପଦକ୍ଷେପ ନେବେ ଦୟାକରି ସ୍ପଷ୍ଟ କରନ୍ତୁ। ଆପଣଙ୍କ ପଦକ୍ଷେପ କୁ ସ୍ୱାଗତ କରୁଛି।

  • @sakhilatadas8080
    @sakhilatadas8080 27 дней назад +3

    bhai right katha kou chanti

  • @ajayrout3940
    @ajayrout3940 26 дней назад +1

    ଯାତ୍ରା ମାଲିକ ମାନଙ୍କୁ ଅନୁରୋଧ 🙏
    କଳାକାର ମାନଙ୍କ ଦରମା ଟିକେ କମାନ୍ତୁ per night 1,50,000 ରୁ 2,00,000ଭିତରେ ରହିଲେ ଭଲ ହୁଅନ୍ତା,
    ଏପରି ହେଲେ ଯାତ୍ରା କାମ୍ମିଟି ବନ୍ଧୁ ମାନଙ୍କ ଉପରେ ଆର୍ଥିକ ପ୍ରେଷୋର
    ପଡନ୍ତାନାହିଁ
    (କାଳିଆ ବାବୁ, ନାଣ୍ଡୁ ବାବୁ, ପବିତ୍ର ବାବୁ )

  • @parthasarathimallick5767
    @parthasarathimallick5767 26 дней назад +2

    ଯାତ୍ରା ବନ୍ଦ କରିବା ଉଚିତ୍

  • @entertainmentplus3766
    @entertainmentplus3766 6 дней назад

    ବହୁତ୍ ବଢିଆ ଯାତ୍ରା ସମ୍ପୂର୍ଣ ବନ୍ଦ ହେବା ଦରକାର ।ଆମର ପୁରୁଣା ପରମ୍ପରା ପାଲା ଦାସକାଠିଆ ,ଧୁଡୁକି ରାମଲୀଳା ଆଦି ପୁଣି ବଞ୍ଚି ଉଠିବ।

  • @gajendrasahoo4870
    @gajendrasahoo4870 25 дней назад +1

    ବହୁତ ଭଲ.. ଅତି ସୁନ୍ଦର

  • @samirkumarmuduli4142
    @samirkumarmuduli4142 25 дней назад +2

    ଯାତ୍ରାପାଟିତୁରନ୍ତ ବନ୍ଦକରାଜାଉ
    ଏମିତି ହେଲେ। କେମିତି ହେବ

  • @samir4500
    @samir4500 9 дней назад

    ସୁନ୍ଦର ପଦକ୍ଷେପ ❤️🙏

  • @ganeshchandramishra2893
    @ganeshchandramishra2893 27 дней назад +3

    Very good decision

  • @user-gv3pl6bm9t
    @user-gv3pl6bm9t 26 дней назад +2

    ଜଲଦି ବନ୍ଦ୍ କରି ଦିଅ, ତମ - ରେ କେତେ ପାଣି ଅଛି ଦେଖିବା

  • @odishajunglechanel1804
    @odishajunglechanel1804 27 дней назад +1

    Jatra industry odia film industry bhalia budiba ye monomukhi rate pain

  • @vigyapantrack2881
    @vigyapantrack2881 3 дня назад

    Kala କାର ଙ୍କ ଦରମା ବହୁତ୍ ଅଧିକ ରହୁଛି, ଆଗ ଭଳି ଆଉ ନାହାନ୍ତି , ଏବେ କଳାକାର ବହୁତ ଭଲ ସ୍ଥିତିରେ,,

  • @sanjayakumar2137
    @sanjayakumar2137 20 дней назад

    ହେ ପ୍ରଭୂ ଜଗନ୍ନାଥ ଏ ଯାତ୍ରା ଟୋଟାଲ ବନ୍ଦ କରିଦିଆ ଯାଉ, ଯାତ୍ରା କଳାକାର ବର୍ଷକୁ 20ଲଖ୍ୟ ରୋଜଗାର, ଶଳା ଆମେ ଦର୍ଶକ ଦେଖିବୁ, ଆମର ମାସକୁ 60ହଯାର ରୋଜଗାର

  • @rasanandasethy
    @rasanandasethy 12 часов назад +1

    ତମକୁ କିଏ କହୁଚି ନାଚ ପାଟି କରିବାକୁ ହଉ ଯୁଦୀକା କରୁଛ ଭଲରେ କର ଦୁଧ ବିଆ ଗେହାଗୁହୀ ଦେଖା ପଇଶା ଉଠୀଯାଉ ତୁମର

  • @pratapsahoo1574
    @pratapsahoo1574 26 дней назад +1

    କଳାକାର ମାନଙ୍କୁ ଏତେ ଏତେ ଦରମା ଦେଲେ । ଅବସ୍ଥା ସେଇଆ ହବ

  • @banamalidhal1155
    @banamalidhal1155 26 дней назад

    Thik kotha....Amara ago bhalia jatra darkar.....paribarik story, simple melody, and gentle light and sound........
    Ebekar light sound dorkar nahi.....
    I am from Mayurbhanj....emiti continue hele apanaka zila pore ama zila re bi koreidebuni....jodi korile amme loka manaku bujheibu ratri ujagar rahiki asila racodance and story no dekhina pai

  • @chittaranjansahu8113
    @chittaranjansahu8113 13 дней назад

    ଯାତ୍ରା ଜଗତର ଦୁର୍ଦ୍ଦଶା ଆରମ୍ଭ ହେଲା ଯେବେ ଠାରୁ ସୌମ୍ୟ ରଂଜନ ପଟ୍ଟନାୟକ ଭଳି ପୁଞ୍ଜିପତି ବ୍ୟକ୍ତି ର ପ୍ରବେଶ ହେଲା l ହଠାତ୍ କଲାକାରଙ୍କ ପାରିଶ୍ରମିକ ବହୁଗୁଣିତ କରିବା ଅନେକ ପୁରୁଣା ଯାତ୍ରା ପାର୍ଟୀ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଗଲା l

  • @prasantasahoo4703
    @prasantasahoo4703 26 дней назад +1

    ବହୁତ ଭଲ ପଦକ୍ଷେପ

  • @RanjanKumar-mx1ki
    @RanjanKumar-mx1ki 26 дней назад +1

    ଯାତ୍ରା ଓଡିଶାରୁ ସମ୍ପୂର୍ଣ ବଂଦ ହୋଇଗଲେ ଅସୁବିଧା କଣ?

  • @skpal498
    @skpal498 26 дней назад

    ବହୁତ୍ ବଢିଆ ପଦକ୍ଷେପ 👍👍👍

  • @susilkumarbiswal3122
    @susilkumarbiswal3122 27 дней назад +2

    Jatra band Kari dia

  • @niharbapi
    @niharbapi 10 дней назад

    ଖୁବ ସୁନ୍ଦର ପଦକ୍ଷେପ 👍ଓଡ଼ିଶାର ସବୁ କମିଟି ଏଭଳି ନିଷ୍ପତି ନିଅ...ତେଲ, ଜାଳ, ବାଳ ଦିଅ ସବୁ ବନ୍ଦ କର... ତାହାଲେ ଯାଇଁ ସାଇଜ଼ ହେବେ...

  • @mukeshswain3739
    @mukeshswain3739 26 дней назад +1

    Good Dicission

  • @kalpatarudash7891
    @kalpatarudash7891 25 дней назад

    You are saying truth,All jatra committee s in Odisha should be organised on a con firm date by advatiizing on social media,we will coperate you..

  • @bikasnayak7083
    @bikasnayak7083 20 дней назад

    ସୁନ୍ଦର ପଦକ୍ଷେପ, ସବୁଜିଲ୍ଲାର କମିଟି ଭାଇମାନଙ୍କର ଏକତା ଥିଲେ ଯାତ୍ରା ମାଲିକ ଆଉ କଳାକାରଙ୍କ G___ ଫଟା ଚିତକାର ଆରମ୍ଭ ହୋଇଯିବ.

  • @user-wb4ep7tr8v
    @user-wb4ep7tr8v 26 дней назад

    ସବୁ ଯାତ୍ରା ମାଲିକ ମାନଙ୍କୁ ମୋର ଅନୁରୋଧ ଯେ କମିଟି ବଞ୍ଚିଲେ ଯାତ୍ରା ବଞ୍ଚିବ କମିଟି ମରିଲେ ଯାତ୍ରା ମରିବ ଏବେ ରେଟ ବାଡ଼ିଛି ବୋଲି ସମସ୍ତେ ଅସୁବିଧା ରେ କିଏ ବି ଯାତ୍ରା ଦେକିବାକୁ ଆସୁନାହାନ୍ତି ସେଥିପାଇଁ ବଉତ ଲସ ହେଉଛି ସେଥିପାଇଁ ଆଗାମୀ ଦିନରେ ଯାତ୍ରା କରିବା ଅସମ୍ଭବ

  • @rahashyakatha9028
    @rahashyakatha9028 26 дней назад +1

    ଯାତ୍ରା ବନ୍ଦ କର

  • @user-dz9wb2dp9h
    @user-dz9wb2dp9h День назад

    Odisha re au yatra ku au kehi ete dhyano deunahanti boli Sarkar bi kichhi kahunahanti

  • @odishatourist523
    @odishatourist523 26 дней назад +1

    Jatra hero villian mane masaku...2 lakhs ru adhika pauchanti....ias oas ips ops govt chakiri bala bi setiki darama paunathibe.....

    • @banamalidhal1155
      @banamalidhal1155 26 дней назад

      Apanku irsa houchhi ki? Tankara talent achhi semane pauchhanti.....ias and ips kete pauchhanti tankara dekhiba dorkar nahi....
      Gote answer diantu....... Je kounasi khelali kori kori tanka pauchhanti kanhiki? Semane kon sachhibo pakharu kon higher rank re achhanti?
      Auto matic jatra comitte book na korle semankar salary komijibo......agaru kemiti kom poisare kama koruthile????

  • @maheshchandra1767
    @maheshchandra1767 22 дня назад

    Bohut sunder katha khali nayaka ନାୟିକା ବଡ଼ ଲୋକ ହେବେ

  • @user-zl3ly7hj5u
    @user-zl3ly7hj5u 26 дней назад

    4:12 ଯାତ୍ରା ଅନୁଷ୍ଠାନ ମାନଙ୍କର ଏକତା ନାହିଁ ଯାହା ଫଳରେ ଯାତ୍ରା ର ଛୋଟ କଳାକାର ଙ୍କୁ ବାଦ ଦେଲେ ବାକି କଳାକାର ମାନେ ନିଜକୁ ମନ ଇଛା ରେଟ ରେ ନିଲାମ କରୁଛନ୍ତି ଯାହା କି ଜଣେ ଭାରତୀୟ ସୀମା ରେ କାର୍ଯ୍ୟରତ ସେନା ର ଦରମା ଠାରୁ ବି ଯଥେଷ୍ଟ ଅଧିକ ତେଣୁ ଯାତ୍ରା ମାଲିକ ମାନେ ସଜାଗ ହୁଅନ୍ତୁ ଅନୁଷ୍ଠାନ ଭିତରେ ବୁଝାବଣା ରହୁ ଓ ଏହାର ବିରୋଧ କରନ୍ତୁ ସବୁ ଠିକ ହୋଇଯିବ ତା ସଙ୍ଗେ ସଙ୍ଗେ ନୁଆ କଳାକାର ମାନଙ୍କୁ ମଧ୍ୟ ସୁଯୋଗ ଦିଅନ୍ତୁ.ଓଡିଶା ର ସବୁ ଜିଲ୍ଲା ର ଯାତ୍ରା କମିଟି ଏକତ୍ର ହୁଅନ୍ତୁ ଓ ଯାତ୍ରା ଗୋଟେ ବର୍ଷ ବନ୍ଧ କରିଦିଅନ୍ତୁ ଦେଖିବେ ସବୁ ଅନୁଷ୍ଠାନ ମାଲିକ ଓ କଳାକାର ଠିକ ହୋଇଯିବେ ଜୟ ଜଗନ୍ନାଥ.

  • @PitambarCTC
    @PitambarCTC 7 дней назад

    9lac+permission expenses almost 10 lacs.....but we the committee members earn maximum 4lacs to 5lacs... think about it.

  • @pradeeppatra2655
    @pradeeppatra2655 26 дней назад +1

    ଦୟାକରି ଯାତ୍ରା କେହି ଦେଖନ୍ତୁ ନାହିଁ ।

  • @jitendranayak9582
    @jitendranayak9582 26 дней назад

    ଯେବେଠାରୁ ଶିଳ୍ପପତି, ଖଣିମାଫିଆ, ବଡ଼ବଡ଼ ଠିକାଦାର, ରାଜନୀତି ନେତାମାନେ ଯାତ୍ରାଜଗତକୁ ପଶିଆସିଲେ, ସେବେଠୁ ଯାତ୍ରା ଧ୍ବଂସ ଆଡକୁ ଗତିକଲା!ଭଲଭଲ ବଡ଼ବଡ଼ ପାର୍ଟି, ଭଲ ଯାତ୍ରା ଓ ନାଟକ କରୁଥିଲେ, ପରିବାର ଲୋକେ ଏକାଠି ବସି ଯାତ୍ରା ଦେଖୁଥିଲେ ! କିନ୍ତୁ ଏହି ମାଫିଆମାନେ ନିଜ ନିଜର ଅର୍ଥବଳ ବାହୁବଳ ଦେଖାଇ, କଳାକାରମାନଙ୍କୁ ଅଧିକ ଅର୍ଥର ଲୋଭ ଦେଖାଇ ଵୁକ୍ କଲେ! ତେଣୁ ପୁରୁଣା ମାଲିକମାନେ ଏତେ ଅର୍ଥ ଦେଇ କଳାକାର ରଖିପାରିଲେ ନାହିଁ! କାରଣ ତାଙ୍କପାଖରେ କଳାଧନ ନଥିଲା, କିନ୍ତୁ ଯାତ୍ରାର କଳା ଥିଲା, କଳାଧନ ନଥିବାରୁ, ସେମାନେ ପ୍ରତିଯୋଗିତା କରିପାରିଲେନାହିଁ, ଯାତ୍ରାପାର୍ଟି ବନ୍ଦ ହୋଇଗଲା! ଏବେକାର ମାଲିକମାନ କଳାକାରମାନଙ୍କୁ ବହୁତ ବହୁତ ଅଧିକ ଦରମା ଦେଉଛନ୍ତି, ତାର ବୋଝ ଯାତ୍ରାକମିଟି, ଓ ଯାତ୍ରାଦର୍ଶକମାନଙ୍କ ଉପରେ ପଡୁଛି! ଯେଉଁ କଳାରମାନେ ଏତେ ଟଙ୍କା ନେଉଛନ୍ତି, ସେମାନେ ଦରମାର 1/5 ପାଇବାପାଇଁ ଯୋଗ୍ୟ ନୁହନ୍ତି!!!

  • @kedarkumar7570
    @kedarkumar7570 26 дней назад +2

    Bhala nispati naichanti jatra ticket price 150/100 bhitare rahu

  • @BhagabanLenkaNilu
    @BhagabanLenkaNilu 22 дня назад

    Sir🙏100%thik kahile aapana ame sabu Aapnka kathare eka mata

  • @user-su7md3pu9l
    @user-su7md3pu9l 26 дней назад +1

    ସନି ଵାଵା ଯାତ୍ରା କମିଟି ,ଏ ପ😂ଦକ୍ଷେପ କୁ ସୁଆଗତ କରୁଛୁ ?

  • @alekhachandramalika8155
    @alekhachandramalika8155 26 дней назад +1

    ଧନ୍ୟବାଦ୍ ଭାଇ

  • @debarajmanika
    @debarajmanika 26 дней назад +1

    Good decision sir❤❤❤❤

  • @chandrakantsingh4858
    @chandrakantsingh4858 25 дней назад

    Jatra ବନ୍ଦ ହୋଇଗଲେ କଳାକାର ମାନେ କଣ କରିବେ ଫିଲ୍ମ ତ ଆଉ ଚାଲୁନି ମନୋରଞ୍ଜନ କରିବୁ କେମିତି ଅଶ୍ଳୀଳତା ବନ୍ଦ କର ଆଉ ଯାହା ସବୁ ସମସ୍ୟା ଅଛି ତାକୁ ସମାଧାନ କରି ଯାତ୍ରା କରନ୍ତୁ please

  • @chittaranjansau2295
    @chittaranjansau2295 26 дней назад +1

    Good Decision

  • @ChintamaniMahapatra-qc1hr
    @ChintamaniMahapatra-qc1hr 12 дней назад +1

    Good advice

  • @Balaramsahu1997
    @Balaramsahu1997 15 дней назад

    ସବୁ ବଡ଼ ବଡ଼ କଳାକାର ଠାରୁ tax ନିଆଯାଉ

  • @gyanaranjanrout5826
    @gyanaranjanrout5826 26 дней назад +1

    ଭଲ କଥା

  • @mmnewsodia
    @mmnewsodia 14 дней назад

    ଯାତ୍ରାପାର୍ଟି ଅଧିକ ଟଙ୍କାଦେଇ ବୁକିଂ କରନ୍ତୁ ନାହିଁ ସବୁ ବନ୍ଦ ହେଇଯିବ

  • @jitendrapuhan7863
    @jitendrapuhan7863 10 дней назад

    dhire dhire odisha ra bahut jatra committee bhangiba ku basilani amiti barsa ku barsa jatra malika mane manmukhi paisa demand karile jatra kariba asambhabpara hoijiba dhire dhire jatra jagat ru jatra premi manankara manabhabha tutijiba plz more jatra party ra malika mananku more atiki request j apanamane jatra committee mananka sangare katha hoi aka nirdisht paisa final karantu tahale jatra banchiba jatra committee banchiba Or jatra kalakarmane banchibe Jay jagannath🙏🙏

  • @ASwriterAkash
    @ASwriterAkash 21 день назад

    ବହୁତ ବଢିଆ.. ଯାତ୍ରା ରେଟ୍ କମ୍ କରାଯାଉ

  • @priyaranjansatapathy3980
    @priyaranjansatapathy3980 3 дня назад

    Bahut vala au satya katha

  • @amarendraparida5599
    @amarendraparida5599 26 дней назад +1

    Right Disison 👌

  • @saimusic6313
    @saimusic6313 21 день назад

    ବହୁତ ଭଲ ପାଦପକ୍ଷ୍ୟ

  • @sushildas2644
    @sushildas2644 12 дней назад +1

    Kendrapara re pura jatra band

  • @user-kj7wc1sx9b
    @user-kj7wc1sx9b 26 дней назад

    Bahuta bhalo kotha samesthea akotha sobu komety maniba dorakar

  • @bklsahoo7397
    @bklsahoo7397 26 дней назад +1

    Good disission

  • @Kalpataruyatratadka
    @Kalpataruyatratadka 26 дней назад +1

    Correct sir

  • @dds8244
    @dds8244 21 день назад

    ଭଲ ବନ୍ଦ ହେଇ ଯାଉ ଏତେ ଟଙ୍କା କରୁଛନ୍ତି ଯେ ଯାତ୍ରା ଆମେ କରି ପାରୁନୁ

  • @rudranarayansahoo2212
    @rudranarayansahoo2212 24 дня назад

    ତୁମକୁ କିଏ କହୁଛି ଯାତ୍ରା କରିବାକୁ। ତମେ ଯେମିତି ହଉଛ ଯାତ୍ରା ଦେଖିବାକୁ ଯେମିତି ଯାତ୍ରା ନଦେଖିଲେ ତମ ଜୀବନ ଛାଡ଼ି ଯିବ। ତମକୁ ଦେଖି ସେମାନେ ରେଟ ବଢାଇଲେ ଏଥିରେ ଅସୁବିଧା କଣ

  • @pradeeppalei2250
    @pradeeppalei2250 27 дней назад +1

    Right bhai

  • @AshisSahoo-e4q
    @AshisSahoo-e4q 26 дней назад +1

    Right sir

  • @singerupendrapadhi2761
    @singerupendrapadhi2761 26 дней назад

    VERY GOOD DISSIPATION

  • @dusamantakumardalai9520
    @dusamantakumardalai9520 25 дней назад

    Jatra ticket bohuta houchi mu 1barsare 20ru 25 rati dekhe abe 2ru 3rati dekhuchi mu akanunhe mor 5 goti sangabi ame au dekhunu

  • @BabuliBehera-zs2ko
    @BabuliBehera-zs2ko 26 дней назад +1

    କଳା କାରକୁ ପଇସା କାହିଁକି ଏତେ ଦଉଛ କମେଇ ଦଉନ

  • @shusilabalaawwchhotagadi1036
    @shusilabalaawwchhotagadi1036 25 дней назад

    Bhai bhala katha kahichha I my self Sridhar Mallik an active member of Kusunpur Jatra commitee Jajpur with you

  • @anshumanbehera6307
    @anshumanbehera6307 10 дней назад

    ଲୋକଙ୍କ ଟଙ୍କା ନେଇ ନେଇ ଲକ୍ଷ ଲକ୍ଷ ଟଙ୍କା ଯାତ୍ରା ପାର୍ଟି ଵାଲା ଲୁଟୁଛନ୍ତି ତେଣୁ ଯାତ୍ରା ସମ୍ପୂର୍ଣ ବନ୍ଦ କରାଯାଉ

  • @abhayagachhayat9237
    @abhayagachhayat9237 27 дней назад +1

    କିଏ କହୁଛି ଯାତ୍ରା କରିବାକୁ

  • @pratapsahoo1574
    @pratapsahoo1574 26 дней назад +1

    ଶୀଘ୍ର ବନ୍ଦ କରିଦିଅ

  • @piush.biswal3615
    @piush.biswal3615 24 дня назад +1

    ଟିକେଟ କମିଇ ଦିଅ