Manisha ra prakruti thik thile se kebebi tantra..mantra..jantra pari andhabiswash re fasiba nahi...baliru mudhi bahariba katha ti jau bhadra loka kahile...mu bhabuchhi se lokara chhua pila ku kemiti sikhya dauthiba..mate laguchhi amiti patha padhithiba andha biswasi Manisa thibbe setebele paryanta kebe B andhabiswas dura habani...chhi chhi kete murkha loka achhanti....saram b laguni.....
Jagyan hela mantra bola hela 14 jana dampati 22 barsa,17 barsa, dhari emiti nisantan thiba loka santan pain jagyan re sradhara saha ahuti dei 11 jana dampatinka santan hele ..........tebe eha nirarthaka ki......tebe eha andhabiswas ki....mantra kebe saktihin nuhen
Kahila bhai kie kie thakuchhanti,,tume mantra Sadhana karichhanti jadi pratirakhya. Bibhaga ku janao eBM dabi kara tume eka Pakistan' o chains ku kabbu Kari parba ebam tumaku am air,navy army chief nka Tharu Adhikari darama Miliba
ମନ୍ତ୍ର ଅଛି କିନ୍ତୁ ସାଧନ କରିବା ବ୍ୟକ୍ତି ଵିରଳ
Hn bhai tecbigyan channel re amiti mantra ase
Right
Thik
S
Odisa puri dist odia sadka
ଜଗବନ୍ଧୁ ସାରଙ୍କ ଆଲୋଚନା ବିଜ୍ଞାନ ସମ୍ମତ ସାରଙ୍କୁ ଧନ୍ୟବାଦ
ବହୁତ ଭଲ ଲାଗିଲା .. ହେଲେ ମତେ ଗୋଟେ କଥା କୁହନ୍ତୁ since ଆଜିକାର ସମାଜ୍ ପାଇଁ ବା ଲୋକ ମାନଙ୍କ ପାଇଁ କେତେ ଉପଯୋଗି....ଆଉ କଣ ତିଆରି ଯା,, ଦ୍ୱାରା ଲୋକମାନଙ୍କର କେବଳ ଭଲ ହିଁ ହେଇଛି ... ଆଉ ଖରାପ୍ କେବେବି ହୋଇନି.....
ମନ୍ତ ର ଶକ୍ତି ଅଚ୍ଛି, କିଂତୁ ଏମିତି ସେମିତି ଭାବେ ମନ୍ତ୍ର ଉଚ୍ଚାରଣ କରି ହେବ ନାହିଁ, ବିଶ୍ୱାସ, ଏକାଗ୍ରତା ଓ ମାନସିକତା ଆବଶ୍ୟକ, 🙏
Motorola
ଆପଣମାନେ ପୂରା ଅନ୍ଧାରରେ ଅଛନ୍ତି,,ମନ୍ତ୍ରାଧିନ ଜଗତ ସର୍ବମ୍
ଯୁକ୍ତି କରୁଥିବା ଲୋକମାନଙ୍କୁ ଅନୁରୋଧ ମୋ ମନ୍ତ୍ର ଶୁଣନ୍ତୁ ଓ ପରେ କୁହନ୍ତୁ ମନ୍ତ୍ର ର ଶକ୍ତି ଅଛି ନା ନାହିଁ
ruclips.net/video/jG4-6SjaJwY/видео.html
Right
ଆପଣ ମାନଙ୍କ ମୋର ଅନନ୍ତ କୋଟି ପ୍ରଣାମ j। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ବହୁତ ବହୁତ ଧନ୍ୟବାଦ ଦେଲି ତାପରେ ଶୁଭେଚ୍ଛା ଜଣାଉଛି ସୁନାକର ନାୟକ କେନ୍ଦ୍ରାପଡ଼ା ଯାଜନଗର santhapada
ଏ ଶଳା ନାସ୍ତିକ ମାନଙ୍କ ଆଗରେ ମନ୍ତ୍ର ବିଷୟରେ କହିବା ଯାହା ପାପି କୁ ହରିନାମ ବିଷୟରେ କହିବା
ଭକ୍ତ୍ତି ହିଁ ଭଗବାନ ଯିଏ ନିଷ୍ଟା ର ସହିତ ମନ୍ତ୍ର କରେ ସିଏ ହିଁ ଜାଣିଚି
Mantra ra power achi,100%,
ସୂତାର ବାବୁ ଙ୍କ ମୂଲ୍ୟହୀନ କଥା
ଯେଉଁ ମାନେ ମନ୍ତ୍ର ଯନ୍ତ୍ର କୁ ବିଶ୍ୱାସ କରୁନାହଁ ସେମାନେ ମହା ମୂର୍ଖ ଜଣାପଡ଼ୁଛି.....
ତୁ ଶଳା ଟି ପଣ୍ଡିତ ଟା
@@bkgamer..4093 ତୋର ଆୟା କେ ନେବି ତୁଇ କେ ରେ ପଟକାର....
ସୂତାର ଟା ମ୍ଲେଛ ଆଗ ସଂହାର ହବ🗡️🕉️☸️🚩✊🔱 ଓଁ କ୍ଲିଁ କଳ୍କୀ ଦେବାୟ ନମଃ
ଯେଉଁ ମାନେ ମନ୍ତ୍ର ଶକ୍ତିର ସାଧନ କରିଛନ୍ତି ସେମାନଙ୍କ ସହିତ ଆଲୋଚନା କରନ୍ତୁ ,କିଛି ଜାଣିପାରିବେ,
ମନ୍ତ,ତନ୍ତ୍ର ସାଧକ ମନେ ଅଛନ୍ତି।କିନ୍ତୁ
କେତେକ ଅଯଥା ୟୁକ୍ତି କୁ ଡରନ୍ତି।
ମନ୍ତ୍ର ଯନ୍ତ୍ର ସବୁ ଠିକ ଅଛି
Grateful sutar sir
ଗଣେଷ ଜଦି କଳ୍ପନା ତା ହେଲେ ଏ ବ୍ୟକ୍ତି ଯଦି କେବେ କୌଣସି ମନ୍ଦିର ଗଲେ ବାରଣ କର
Thik ta
ମନ୍ତ୍ର ଗୁପ୍ତ ଓ ରହସ୍ୟ ପୂର୍ଣ୍ଣ ଏହା ସାମୁହିକ ପ୍ରଚାର କରାଯାଏ ନାହିଁ ।
No
ମନ୍ତ୍ର ର ବହୁତ ଶକ୍ତି ଅଛି
Tk
Tk
ମନ୍ତ୍ର ଦ୍ବାରା ସମାଜର କେହି ଉନ୍ନତି କରାଇ ପାରୁଛନ୍ତି କି ? ମୋ ଦୃଷ୍ଟିରେ ମନ୍ତ୍ର ଦ୍ବାରା କିଛି ଫଳପ୍ରଦ ନାହି ।
ଏହା ପୂଜାରୀ ମାନଙ୍କର ବ୍ଯବସାୟ ମାତ୍ର ।
ମଣିଷର ପ୍ରକୃତି ଠିକ୍ ଥିଲେ ମନ୍ତ୍ର କାମ କରିବ
🙏🙏
Manisha ra prakruti thik thile se kebebi tantra..mantra..jantra pari andhabiswash re fasiba nahi...baliru mudhi bahariba katha ti jau bhadra loka kahile...mu bhabuchhi se lokara chhua pila ku kemiti sikhya dauthiba..mate laguchhi amiti patha padhithiba andha biswasi Manisa thibbe setebele paryanta kebe B andhabiswas dura habani...chhi chhi kete murkha loka achhanti....saram b laguni.....
Tamara kahara gyana nahi sabu murkha
Tk
ପଣ୍ଡିତ୍ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦ୍ଵାରା ରଚିତ ଗାୟତ୍ରୀମହାବିଜ୍ଞାନ ପଢନ୍ତୁ ଓ ମତାମତ ଦିଅନ୍ତୁ।
Jagyan hela mantra bola hela 14 jana dampati 22 barsa,17 barsa, dhari emiti nisantan thiba loka santan pain jagyan re sradhara saha ahuti dei 11 jana dampatinka santan hele ..........tebe eha nirarthaka ki......tebe eha andhabiswas ki....mantra kebe saktihin nuhen
Debendra Sutar Sir salute to u , U r absolutely right Sir
ସୂତାର sir ଙ୍କୁ ମେର ବିଶେଷ ଅନୁରେଧ ସିଏ ଏଠିକି ନ ଆସି ଘରେ ବସି ଭାଗବତ ପାଠ କରନ୍ତୁ ଜୟ ଜଗନ୍ନାଥ
😀😀😀😀
କହଇ ଜଗନ୍ନାଥ ଦାସ ମୁଳ ଟି ଅଟଇ ଵିଶ୍ଵାସ
ଯେଉଁ ବିଷୟରେ ଆଲୋଚନା କରାଯାଏ ସେ ବିଷୟର ଅଭିଜ୍ଞ ବ୍ୟକ୍ତି ମାନଙ୍କୁ ନେଇ କରାଯାଏ । ଏଇ ଆଧ୍ୟ୍ୟlୟ ଧlର୍ମିକ ପ୍ରସଙ୍ଗ ଉପରେ ଆଧାରିତ । ଧ୍ଵର୍ମର ମର୍ମ ଶାସ୍ତ୍ରରେ ତଥା ସାଧନାରେ ନିହିତ । ଏଣୁ ଏଥିରେ ଭାଗ ନେଉଥିବା ବ୍ୟକ୍ତି ମାନେ ଶାସ୍ତ୍ରଜ୍ଞ ତଥା ଅନୁଭବୀ ହୋଇଥିବା ନିତାନ୍ତ ଆବଶ୍ୟକ । ସାଧାରଣ ଲୋକ ମାନଙ୍କୁ ନେଇ ଏ କାର୍ଯ୍ୟକ୍ରମ ଚାଲୁଅଛି ଯାହାକି ଅତ୍ୟନ୍ତ ରୁଚିହୀନ ଲାଗୁଅଛି ଏବଂ ଅନଭିଜ୍ଞ ବ୍ୟକ୍ତି ମାନଙ୍କର ବେପରୁଆ ମତାମତ ସାଧାରଣ ଜନତାଙ୍କ ମନରେ ଅନେକଗୁଡ଼ିଏ ଭ୍ରାନ୍ତ ଧାରଣା ସୃଷ୍ଟି କରୁଅଛି , ଯାହା ଆମ ସମାଜ ପାଇଁ ଅତ୍ୟନ୍ତ କ୍ଷତି କାରକ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ସତ୍ୟଜିତ ବାବୁ ଜଣେ ବୁଦ୍ଧିମାନ ବ୍ୟକ୍ତି । ଆଶାକରୁଛୁ ସେ ଏଥିପ୍ରତି ବିଶେଷ ଯତ୍ନବାନ ହେବେ । 🙏
Sambhavami juge juge aarogya sambhavami
Mantra has power it May usedforsocial well fare
ମନ୍ତ୍ର ନଥିଲେ ପୁରୀ ଜଗନ୍ନାଥ ମନ୍ଦିର ଟିକୁ ସମ୍ପୂର୍ଣ ବନ୍ଦ କରନ୍ତୁ ଏବଂ ବିବାହ ବ୍ରତ ସଂକୀର୍ଣ୍ଣ ମଧ୍ୟ୍ୟ ବନ୍ଦ କରନ୍ତୁ
ମନ୍ତ୍ର ବିଷୟରେ ଏମାନଂକୁ କିଛି ଜଣା ନାହିଁ
ସୁତର ବାବୁ ଯେବେ ୟହ ଧାମ୍ ତ୍ୟାଗ କରିବେ..ସେତେବେଳେ ରାମ ନାମ ସତ୍ୟ କହିବ ନାହିଁ....ଜୟ ବିଜ୍ଞାନ କହି କି ନେବେ...
ରାମ ନାମ ସତ୍ୟ ନ କହିଲେ ଅସୁବିଧା କୁଟି ରହିଲା
Thik
Thik kahile bhai
ଭଲ
@@kulamanibhoi9508 Except Black magic rest all are my Balls.
ପ୍ରାର୍ଥନା ଚାନେଲ ରେ କଳିଯୁଗ ଭାଇ ଏତ ସତରେ କଳିଯୁଗ ଏଠି ଆଗ ଅବିଚାର, ଆଗ ଅନ୍ୟାୟ, ଆଗ ଅଧର୍ମ ଆଗ, କଳି, ମନ୍ତ୍ର ଜପ କରିବାର ଯୋଗ୍ୟତା ଆସିବ କୋଉଠୁ ଫଳ ମିଳିବ କୋଉଠୁ ! ଯିଏ ଅନୁଭବ କରିଚ ଜପ କରିଚାଲ କୋସଳା ସାଗ ଖାଇବାକୁ ଇଛା ହେଲେ 15 ଦିନରେ ବୁଣିଲେ ତୋଳି ଖାଇପାରିବ ହେଲେ ସଜନା ସାଗ ନୁେହେଁ ଛୁଇଁ ପାଇଁ ବି ଅଲଗା ଟାଇମ୍ ସେଓ ଖାଇବାକୁ ଇଛା ହେଲେ କତେଦିନ ଅପେକ୍ଷା କରିବାକୁ ପଡ଼ିବ ହିସାବ କର ଫଳ ଜେତିକି ମିଠା ସେତିକି ଅପେକ୍ଷା ଦରକାର ଜୟ ଜଗନ୍ନାଥ🚩🙏🙏🙏
ବିଶ୍ୱାସ ମୂଳେ ଏ ଜଗତ
ବିଶ୍ୱାସେ ମିଳେ ଜଗନ୍ନାଥ 🙏🙏🙏
Right
ଏ କଳିଯୁଗରେ ମନ୍ତ୍ର ର ସତ୍ୟ ତା ନାହିଁ ,ସତ୍ୟ ଯୁଗରେ ରାମ , ଲକ୍ଷ୍ମଣ ,ସୀତା, ରାବଣ, ଏମାନେ କେଉଁ ଟାଇଟେଲ ର ଥିଲେ
ବିଜ୍ଞାନ ମଣିଷକୁ ଆମର ବନେଇ ପାରିବକି
Good
ପ୍ରାଣପ୍ରତିଷ୍ଠା କେତେ ଦୂର ସତ ମଣିଷ ମରିଗଲା ପରେ ବି ମନ୍ତ୍ର ଦ୍ୱାରା ବଞ୍ଚେଇ ହୁଅନ୍ତା ହେଲେ ହଉନି କାହିଁକି
କଣ୍ଟାକ୍ଟ କରନ୍ତୁ ବେଦ ମନ୍ତ୍ର ର ଅର୍ଥ ବୁଝେଇ ଦେବି ମନ୍ତ୍ର କଣ ମହାମନ୍ତ୍ର କଣ ଜଣେଇ ଦେବି 🤔🤔🤔🤔🤔🤔🤔🤔🤔
ଦେଖନ୍ତୁ ମୁଁ ଏଠି କହିବା ପାଇଁ ଚାହୁଁଛି ମନ୍ତ୍ର ର ଶକ୍ତି ଅଛି | ମୁଁ ପ୍ରମାଣ କରିପାରିବି, ଏବଂ ମନ୍ତ୍ର ନାମରେ ଠକୁ ଥିବା ବ୍ୟକ୍ତି ମାନଙ୍କ ଠାରୁ ଦୁରେଇ ରହିବା ପାଇଁ କହିବି |
Kahila bhai kie kie thakuchhanti,,tume mantra Sadhana karichhanti jadi pratirakhya. Bibhaga ku janao eBM dabi kara tume eka Pakistan' o chains ku kabbu Kari parba ebam tumaku am air,navy army chief nka Tharu Adhikari darama Miliba
ସୂତାର ସାର right ବିଜ୍ଞାନ ଠୀକ
ଜୟ ଜଗନ୍ନାଥ 🙏🙏
Mantra ek swtantra pranali ra dhwni tatwa ate . Jaha ithara madhyama re Mantra dhwni ra motion ,(gati)
"Mantranm matrika Devi sabdanam
Gyanarupini .
Gyananam chinmayatita sunyanam sunya rupini "
Hetubadi ku kanhiki aanuchhanti?
ଆରେ ଭାଇ ଆମ ଓଡିଶା ରେ ମନ୍ତ୍ର ତନ୍ତ୍ର ଗୁଣିଗାରେ ଡି, ଟଁଢେଇ, ଭୁତ, ପ୍ରେତ, ମୋହିନୀ ମନ୍ତ୍ର, ବଶୀକରଣ ସବୁକିଛି ଅଛି, ଯାହାକୁ ଏ ମନ୍ତ୍ର ଭେଦ କରିଛି, ତାହା ସିଏ ହିଁ ଜାଣିଛି, ତା ବାରିବାର ହିଁ ଜାଣିଛି 🙏🙏🙏
🙏🙏🙏
ଏ ମୂର୍ଖ ମାନଙ୍କୁ ଏ କଥା ବି ଜଣା ନାହିଁ
ଯଦି ଭଗବାନ୍ ଙ୍କୁ ନେଇ ଯୁକ୍ତି କରା ଯାଏ
ଯଦି ଭଗବାନ୍ ଙ୍କ ପୁରାଣ କୁ ନେଇ ଯୁକ୍ତି କରା ଯାଏ
ଭଗବାନ୍ ସେ ଜାଗାରୁ ଦୂରେଇ ଯାଇ ଥାନ୍ତି ,
ତମେ ସବୁ ଶିକ୍ଷିତ ମୂର୍ଖ ମୁଁ ବୁଝି ପାରିଲି
କାରଣ ମୂର୍ଖ ମାନେ ହିଁ କହି ଥାନ୍ତି, ଯେ ରାମ ନାମ ରେ କିଛି ଶକ୍ତି ନାହିଁ ବୋଲି,
🇮🇳🌹🙏🌹🇮🇳Dhanya 🌷♦️🌷Bada 🙏🌹🙏 Kali🙏🏽💘🙏🏿 Juga 🌹🙏🌹Pogram 🙏🏽🙏🏿Ku🇮🇳🌹🙏🌹🇮🇳
ଜଗବନ୍ଧୁ ପାଣି ସାର୍ ମନ୍ତ୍ର ର ଅନେକ ଶକ୍ତି ଅଛି. ଆପଣ ଥରେ ଭଲଭାବରେ ପରୀକ୍ଷା କରନ୍ତୁ. ଜୟ ଜଗନ୍ନାଥ
Na bhai a manisa kari pariba nahi
ମୁଁ ଏଠି ଗୋଟେ କଥା ପରିଲକ୍ଷିତ କଲି ଯୋଉ ଚାନେଲ ଭାଇ ପ୍ରଶ୍ନ କରୁଥିଲେ ସିଏ ପ୍ରକୃତରେ ବହୁତ ଜ୍ଞାନୀ ଆଉ ବହୁତ କଥା ମଧ୍ୟ ଜାଣିଛନ୍ତି ନହେଲେ ଏତେ ସବୁ କଥା କହିଲେ କେମିତି?. ଯାହା ବି ହୋଉ ଗୋଟେ କଥା କହିବି l ମହାପୁରୁଷ 600 ବର୍ଷ ତଳେ ଯାହା କହିଥିଲେ ଆଜି ତାହା ସତରେ ଦେଖିଲି l
ଜୟ ଜଗନ୍ନାଥ 🙏🙏🙏
Kaun si Katha
Sata Katha kahila bhai e loka besi Gyani pari hauchi yaku matra 40Barsha habaki nai bahut kahuchi
ଋଷୟୋ ମନ୍ତ୍ର ଦ୍ରଷ୍ଟାର । ମାଙ୍କଡ ହାତରେ ଶାଳଗ୍ରାମ ।
ମନ୍ତ୍ର ତନ୍ତ୍ର ଏସବୁ ପଛରେ ରହିଛି ଆମର ଅନ୍ମୁନତ ଚିନ୍ତାଧାରା ଏବଂ ମାନସିକତା। ଯେପରି ମୋ ଜେଜେ ବାପା,ବାପା ପୂଜାପାଠ କରୁଥିଲେ।ତାଙ୍କୁ ଦେଖି ମୁଁ ସେହିଆ କରୁଛି।କିନ୍ତୁ ମୁଁ କହିକି ଏସବୁ କରୁଛି ତାହା ମୁଁ ଜାଣିନି। ସବୁଠାରୁ ଶ୍ରେଷ୍ଠ ହେଲା ସଦାବେଳେ ସତ୍ ପଥରେ ଚାଲିଲେ କୌଣସି ମନ୍ତ୍ର ତନ୍ତ୍ରର ଆବଶ୍ୟକତା ନାହିଁ।
Mantra achi sabubela rahibo o
ନିଜର ସାଧନା ସହକାରେ ନିଜର ତଥା ସାମୁହିକ ଭାବେ ଅଶେଷ ମଙ୍ଗଳ ସାଧିତ ହେଉଛି ।
ହରି ନାମ ନାହିଁ ବୋଲି ଅନେକ ଲୋକେ କହନ୍ତି, କିନ୍ତୁ ନିଜେ ମରି ଗଲେ ଦାହ, ଦଶାହ, ଅସ୍ଥି ଗଙ୍ଗାରେ ପକାଇ ହୁଅନ୍ତି କାହିଁକି ? ହରି ଓଁ..... ରାୟଗଡା.
Birendra pandanku sabu episode ra dakantu bhala heba
thank u tripathy babu for good decision
ମନ୍ତଶକ୍ତି ଅଛି ପ୍ରମାଣନ ଅଛି
Tk
Sir Amen ଗୋଟେ ମନ୍ତ୍ର ନୁହଁ ମିଛ କାହିଁକି କହୁଛ।
AMEN ର ଅର୍ଥ ବାଇବଲ ପଢ଼ ଜାଣିବ।
Devender sir is best evergreen
Jay jagannth🙏🙏🙏🙏
Om
ହରେକୃଷ୍ଣ ମହାମନ୍ତ୍ର ନୁହଁ
ଆଗ କାଳରେ ଲୋକମାନେ ମୁର୍ଖ ଥିଲେ ବୋଲି ମନ୍ତ୍ର ତନ୍ତ୍ର ନାମରେ ଅନ୍ଧବିଶ୍ୱାସ ପ୍ରଚଳିତ ଥିଲା।
Jagannathnku joumatrare pujakarajauchi kana pujarimane murkha
Ilikeit
Mantra ra energy achi mantra realy work 👍🏻👍🏻
ଆରେ ଭାଇ ତମେ ଯେଉଁ ମନ୍ତ୍ର କୁ ନିନ୍ଦା କରୁଛ କିନ୍ତୁ ଗୋଟିଏ କଥା ମନ୍ତ୍ର ପାପଡ ଭାଙ୍ଗିବା ପାଇଁ ନୁହେଁ ମନ୍ତ୍ର କେବଳ ଜନ ମଙ୍ଗଳ ପାଇଁ ମନ୍ତ୍ର କୌଣସି ପିଳା ଖେଳ ନୁହେଁ ମନ୍ତ୍ରକୁ ସିଦ୍ଧି କଲେ କାମକରେ ତନ୍ତ୍ରକୁ ତିଥି ବାର ନକ୍ଷତ୍ର ରେ କାମକରେ ଜନ୍ମ ନିୟମ ନିତି ପୂଜାରେ
Sutar sir is a great man and all are sarathi baba students
👍
ସୁତାର ବାବୁଙ୍କ ସହ ତିପାଠୀ ପଣ୍ଡିତେ
ଏବଂ ଆର୍ତ୍ତତ୍ରାଣ ବାବାଙ୍କୁ ଡାକନ୍ତୁ ।
ମନ୍ତ୍ର ର ପ୍ରଭାବ ଯୁଗେ ଯୁଗେ ଅଛି ଓ ରହିବ l ଆମ ପାଖରେ ଜଣେ ବ୍ୟକ୍ତି ଅଛି ଆସନ ସ୍ତମ୍ବନ ମନ୍ତ୍ର ରେ ସିଦ୍ଧି ଲାଭ କରିଛନ୍ତି l ଏହି ମନ୍ତ୍ର ପ୍ରୟୋଗ କଲେ ସେହି ଜାଗାରେ ବସିଥିବ ଉଠିପାରିବ ନାହିଁ l ଏହି ଆପଣଙ୍କ show ରେ ଏପରି ଜଣେ ସିଦ୍ଧ ମାନ୍ତ୍ରିକ ଙ୍କୁ ଡକାନ୍ତୁ ତାର ଚମତ୍କାରିତl ସଂଗେ ସଂଗେ ଲୋକେ ଜାଣିପାରିବେ ଓ ସୁତାର ବାବୁଙ୍କ ଦେହରେ ପରୀକ୍ଷା ମଧ୍ୟ କରିଦେବେ l
Thik bro
Mantra sakti a6i bhai
ସୂତାର ବାବୁ ଓ ଜଗବନ୍ଧୁ ବାବୁ ଓବିଶ୍ବାସୀ ଲୋକ
Abiswasi nuha Nastika loka
ବିଶ୍ୱାସ ମିଲୟେ ହରି ତର୍କେ ବହୁଦୂର।
Right
BICHAR PURBAK BISWAS KALE SUPHAL MILIB.BICHAR NA KARI BISWAS KALE ANDHHA BISWASI HEBA SARA.SO PL. FIRST THINK THETRUTH THEN BELEIVE
ସେହି ସବ୍ଧ ତରଙ୍ଗ କଣ
ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟମାନଙ୍କର ବୈଦିକ ଞାନ ବିଜ୍ଞାନ ସମ୍ପର୍କରେ ସାଧାରଣ ଞାନ ନାହିଁ। ପ୍ରକୃତ ଞାନୀ ବ୍ୟକ୍ତିଙ୍କୁ ବସାଇ ଆଲୋଚନା କରାଯାଉ। ଏମାନଙ୍କ କଥନ ଶୁଣି ସାଧାରଣ ଲୋକଙ୍କ ବୈଦିକ ବିଦ୍ୟା ପ୍ରତି ସନ୍ଦେହ ସୃଷ୍ଟି ହେଉଛି
🪔🪔🪔ମନ୍ତ୍ର ର ଶକ୍ତି ଅଛି.🪔🪔🪔 ଯଦି ମନ୍ତ୍ର ରେ ଶକ୍ତି ନ ଥାନ୍ତା ତା ହେଲେ ଆଜିକୁ ହଜାର ହଜାର ବର୍ଷ ପୂର୍ବେ ମୁନିଋଷି ମାନେ ହିମାଳୟ କୈଲାସ ପର୍ବତରେ ସାଧୁ ସନ୍ଥ ମାନେ ମନ୍ତ୍ର ଜପ karuna ଥାନ୍ତେ. ଏମାନଂକୁ ଦଇ ବ ଛାଡିଲାନି.... ସେଥିପାଇଁ ଭାଗବାନ ଙ୍କ ବୀଜ ମନ୍ତ୍ର କୁ ମିଛ ବୋଳି କହୁଛନ୍ତି 🪔🪔🪔🏹🏹🏹
Good nana
Vedam is Gyanam.
ଯଦି ମନ୍ତ୍ର ନଥିଲେ ସେହି ଶବ୍ଦ ତିଆରି ହେଇ ନଥାଏ ଆମ ପାଖରେ ଯାଉ ଶବ୍ଦ ଅଛି ତାହା ଅଛି
ମନ୍ତ୍ର ଶକ୍ତି ଥିଲା ଅଛି ରହିବ ଏହା ସତ୍ୟ। କିନ୍ତୁ ମନ୍ତ୍ର ସୀମିତ ଶବ୍ଦରେ ଥିଲେ ମଧ୍ୟ ତାର ବ୍ୟବହାର ବ୍ୟାପକ। ଏହା ଐକିକ ଓ ସାମୁହିକ ଭାବରେ ବ୍ୟବହାର କରାଯାଇପାରିବ। ଏହାକୁ ବ୍ୟବହାର ପାଇଁ ଦୃଢ ନିଶ୍ଚିତ ଓ ଉଚିତ ପରିବେଷ୍ଟନୀ ଦରକାର ।ତା ପାଇଁ ବ୍ୟବସ୍ଥା, ବ୍ୟବହାର,ଓ ସାଧନା ର ଆବଶ୍ୟକତା ଦରକାର। ପ୍ରତ୍ୟେକ
Internet
Gadi chalo
Lukman ko thoki
Jay Jagannath
Good discuss
JAY JAGNNATH SWAMI 🙏🙏
JAY PANCHASAKHA 🙏🙏💞
Ommm hauchi .mahamantra tahar anyanam atama
ଗାଲୁଆ ର ପ୍ରତିଶବ୍ଦ ହେତୁବାଦୀ ।
ମନ୍ତ୍ କେବଳ ନିଜ ମାନସିକ ସନ୍ତୁଳନ ପାଇ ।
ଏହା ପ୍ରୟୋଗତ୍ମକ ନୁହେଁ ।
S maa kali sibo sadka
ଜଗତ ଦେବତାଙ୍କ ଅଧିନରେ ଚାଲେ ଦେବତା ଧିନ ମନ୍ତ୍ର ଦେବତା ମାନେ ମନ୍ତ୍ର ଦ୍ୱାରା ଶାନ୍ତି ହୁଅନ୍ତି ମନ୍ତ୍ରାଧିନ ବ୍ରାହ୍ମଣ ବ୍ରାହ୍ମଣ ମାନେ ମନ୍ତ୍ରର ଅଧିକାରୀ ଜୟ ଜଗନ୍ନାଥ 🙏🙏🙏
ମନୁବାଦି କଥା କହୁଚ
@@dinabandhumalik4884 ନାହିଁ ଆମ ସାସ୍ତ୍ରରୈ ଲେଖା ଅଛି
ବାବା ଆର୍ତ୍ତ ତ୍ରାଣ ଏସବୁର ଉତ୍ତର ଦେଇ ପାରିବେ ମନ୍ତ୍ର ର ଶକ୍ତି ଅଛିକିନାହିଁ
No mantra only sound influence on mind but discussion is best
କେବଳ ବେଦ, ବ୍ରାହ୍ମଣ ଗ୍ରନ୍ଥ ଗୁଡ଼ିକରେ ମନ୍ତ୍ର ରହିଛି ବୈଦିକ ମନ୍ତ୍ର । ତନ୍ତ୍ର ଶାସ୍ତ୍ରରେ ମନ୍ତ୍ର ରହିଛି । ହରେକୃଷ୍ଣ ହରେରାମ ମନ୍ତ୍ର ନୁହେଁ ।
ଜଣେ ଯାଦୁକରୀ ଟଙ୍କା ଅଣ୍ଡା ବନେଇ ପାରୁଛି କାହିଁକି
Jay Jagannath jay pancnsakha jay kaliki ☝️🙏☝️🔱🤲🔱 SSS
ମନ୍ତ୍ର ଶକ୍ତି ଅଛି ମାତ୍ର ପ୍ରକୃତ ଅର୍ଥ ଅଭାବରୁ ତାହା କାର୍ଯ୍ୟ କରେ ନାହିଁ, ଯେପରି ବିଶ୍ୱାସେ ମିଳଇ ହରି, ସୁତାର ବାବୁ ନିଜ ଜୀବନରେ ହୁଏତ ଏମିତି କିଛି ହରାଇଛନ୍ତି ଯାହା ଫଳରେ ସେ ସମ୍ପୂର୍ଣ୍ଣ ନାସ୍ତିକ୍ ହୋଇ ଯାଇଛନ୍ତି,
ଯିଏ ମନ୍ତ୍ର ର ଶକ୍ତି ନାହିଁ କହୁଛି ସେଶଳା ମହା ମୁର୍ଖ, ମନ୍ତ୍ର ଶିଧି କରାଯାଏ ଏମିତି କେବେ କାମ କରେନାହିଁ ମନ୍ତ୍ର
Right
ସବୁ ମନ୍ତ୍ର ଉତ କ୍ଷିଳନ ଯିଏ ଜାଣିଛି ସିଏ କରିପାରିବ
Thik kathha
Tame sabu bada bada pandita
ଯୁକ୍ତି ର ବିଷୟ ଭଲ ହେଲେ ସାମ୍ବାଦିକ ଭଲ ଢାଞ୍ଚାରେ ତାକୁ ଉପସ୍ଥାପନା କରି ପାରିଲେ ନାହିଁ,,,,,
ଭଲ ଲାଗିଲା ନାହିଁ
ମନ୍ତ୍ର ତନ୍ତ୍ର ଅଛି। ହିନ୍ଦୁ,ମୁସଲମାନ , ଖ୍ରୀଷ୍ଟିୟାନ, ଜୈନ,ବୌଦ୍ଧ ଧର୍ମ ଏ ଗୁଡିକର ମନ୍ତ୍ରଦ୍ୱାରା ପ୍ରେରିତ । ଏ କଳିଯୁଗର ମଣିଷ ପିତାମାତାଙ୍କୁ ପୂଜା କରୁନାହାନ୍ତି ,ଧର୍ମ କଣ ଜାଣନ୍ତ୍ତିନି ଏବେ ଧନ ପାଇଁ କାମାନ୍ଦ । ସୂର୍ଯ୍ୟ, ଚନ୍ଦ୍ର,ଆଦିଙ୍କୁ ମନ୍ତ୍ରଦ୍ୱାରା ପୂଜନ କର। ଯାଉଛି। ମନ୍ତ୍ରର ଶକ୍ତି , ମନ୍ତ୍ରର ପବିତ୍ରତ। ଅଛି । ଦୁନିଆର ସବୁ ପ୍ରକାର ଶକ୍ତି ଅଛି । ୧୦୦% ମନ୍ତ୍ରର ଶକ୍ତି ଅଛି । ଯେଉଁ ମାନେ ନାସ୍ତିକ ବ୍ୟକ୍ତି ସେମାନଙ୍କୁ ମନ୍ତ୍ର କଣ ଧର୍ମ ମଧ୍ୟ ଜାତନ୍ତି ନାହିଁ ।
ଦେବେନ୍ଦ୍ର ସୁତାର ଆଉ ଜଗବନ୍ଧୁ ପାଣି ହଉଛନ୍ତି ମହା ମୂର୍ଖ ଏ 2 ଟାଙ୍କୁ କାହିଁକି ଆଣୁଛନ୍ତି ଏଠାକୁ
Jay jagannath jay pancnsakha jay shree Ram jay hanumanji kaliki sss
Very very good
ମୋର ଜଣେ ଭାଇ ବିଦେଶରେ ହଜିଥିଲା ଅନେକ ବର୍ଷ ଧରି ଫେରୁଥିଲେ, ଜଣେ ବ୍ୟକ୍ତି ମନ୍ତ୍ର ବଳରେ ଆସିଥିଲେ । ଏବେ ସେ ଅଛନ୍ତି
A sabu thik
Sir ଆମର ଗାଁ ର ଜଣେ ବ୍ୟକ୍ତି ହଜିଯାଇଛି 10ବର୍ଷ ହେଲା ସେ ଫେରି ନାହିଁ ଯଦି ହେବ ବଲେ ସାହାଯ୍ୟ କରନ୍ତୁ
Bhai se bidesh re rahithile mane tankara visa sarijaithiba sethijogu se asithibe Indian ambaseter kana karuthile
ଅଯୋଗ୍ୟ ବ୍ୟକ୍ତି ମନ୍ତ୍ର ଶକ୍ତି କିପରି ଜାଣିବେ । ଏ ଅଯୋଗ୍ୟ ମାନଙ୍କୁ କଣ ପାଇଁ ବସେଇଛ ?