Actually as i notice from the agenda of Dr. panigrahi that he was not comfortable while worked with BJD govt and his conversation clears that BJD govt is controlling by other powerful persons and there are not any values of senior politicians so i think Dr. Panigrahi not felt comfortable to work with BJD.. Anyway it's politics everything is possible here.. Hope in this festival of election we will get the best leader and lord Jagannath also serve the best for the people of odisha ❤ (my intention is not spreading any kind of hates)😊JAI JAGANNATH ❤
ଗଞ୍ଜାମ ଜିଲ୍ଲାର ଦୁଃଖର ସୁଖାର ସାଥୀ 2 MLA 1 ରମେଶ ଜେନା ଏଣ୍ଡ ପ୍ରଦୀପ 🎉🎉 ଏହି 2 କୁ ଛାଡି ଦେଲେ ସବୁ ମାଗିଆ MLA ଚୋରା? ଏହି 2 ଜଣ MLA ଦମ୍ ଅଛି କହିବ ର cm କୁ ❤❤
MIL nai re MLA 😂😂😂
@@santoshkumarbehera6448 ହଁ ରେ ତୁ ଦେଖା ଭଲା କି ହେଲେ
Ramesh Jena is a tiger 🐅🐯 Pradip panigrahi is a chor Munda palturam like "NITESH KUMAR."
@@alokgouda6570 se chori karila bele tu dekhithilu🤔, ramesh jena rape karidauchi jau 😄 sala tiger kmt hela be
Pandu nabin both are chor....
ବହୁତ୍ ସୁନ୍ଦର ଆଜ୍ଞା
ଓଡ଼ିଶା ର ରାଜା 🎉
ଜୟ ଜଗନ୍ନାଥ 🙏🙏🙏
ଏହି ଜୀର୍ନ ଶିର୍ନ ବ୍ୟକ୍ତି ଜଣେ କିଏ?
Salute to Mr.panigrahi for clear talking .🙏🙏🙏
ବଢିଆ ଲୋକ ପ୍ରଦୀପ ବାବୁ
ନିଜ ସ୍ୱାର୍ଥ ସିଦ୍ଧି ପାଇଁ ପ୍ରଦୀପ ବାବୁ ସବୁ କିଛି କରିପାରିବେ, ଲୋକେ ତାଙ୍କୁ ଉଚିତ ଜବାବ ଦେବେ ।
Pradeep panigrahi is a hero in BJP and will teach a lesson to BJD.
Ha ha ha nije se ଜିତିବ ta
Khali party change karidele chora ta kn bhala heijiba
4 years purba ru kan paini kahileni. Swarthha upare anch asigala
Kichhi tadiboni dahan michho neta election purbaru amiti bhasan diyonti
ପ୍ରଦୀପ ପାଣିଗ୍ରାହୀ ଏମିତି ଜଣେ ବ୍ୟକ୍ତି ବିଶେଷ ଯିଏକି ନିଜ ସ୍ୱାର୍ଥ ହାସଲ ଛଡ଼ା କିଛି ବି ଜାଣିନାହାନ୍ତି |
Actually as i notice from the agenda of Dr. panigrahi that he was not comfortable while worked with BJD govt and his conversation clears that BJD govt is controlling by other powerful persons and there are not any values of senior politicians so i think Dr. Panigrahi not felt comfortable to work with BJD.. Anyway it's politics everything is possible here.. Hope in this festival of election we will get the best leader and lord Jagannath also serve the best for the people of odisha ❤ (my intention is not spreading any kind of hates)😊JAI JAGANNATH ❤
ସିଏ ଜଣେ ଚୋର ଥିଲେ।
ଏ ଲୋକଟିକୁ ବିଜେପି ଦଳ ଆପଣେଇ ନେଇଛି, ବିଜେପି ଏଥର ପତନ ନିଶ୍ଚୟ |
OTV ର ଏହି ଚାଟୁକାରୀତା କାର୍ଯ୍ୟକ୍ରମ "ଖୋଲା କଥା" ମଞ୍ଚ ଦିନେ ଏହି ମେଣ୍ଟାଲ୍ ପ୍ରଦୀପ ପାଣିଗ୍ରାହୀ ପାଇଁ "ମେଲା କଥା" ମଞ୍ଚ ହୋଇ ରାଜ୍ୟବାସୀଙ୍କ ପାଇଁ ହାସ୍ୟାସ୍ପଦ ର ବିଷୟ ହେବ।
ନବୀନ ବାବୁ ଯେତେ ସବୁ ଦୁର୍ନୀତିରେ ଲିପ୍ତ ଥିବା ନେତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିବା ପରେ ସେଇ ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ଓଡ଼ିଶା ବିଜେପି ଖୁସି ମନାଏ ।
Congress Dal ru nei bjd khusi.
ପ୍ରଦୀପ ବାବୁ ଆପଣ ଯେଉଁ କର୍ମ ସବୁ କରିଛନ୍ତି ଲୋକଙ୍କର ବିଶ୍ୱାସ ହରାଇ ବସିଛନ୍ତି l
ପ୍ରଦୀପ ପାଣିଗ୍ରାହୀ ଭଳି ବିଶ୍ୱାସରେ ବିଷ ଦେବା ଲୋକଙ୍କୁ ଓଡ଼ିଶାବାସୀ ପସନ୍ଦ କରନ୍ତି ନାହିଁ l
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଓଡ଼ିଶାବାସୀ ତାଙ୍କ ଉପରେ ଗୁରୁତ୍ୱ ଦେଉଛନ୍ତି |
ବିଜେପି ଦଳ କେବେ ଓଡିଶା ର ଉନ୍ନତି ଚାହାଁନ୍ତି ନାହିଁ ଓ ଓଡିଶା ମାଟିରେ କିଛି କାର୍ଯ୍ୟ ଭଲରେ କରିବାକୁ ଦିଅନ୍ତି ନାହିଁ l ସବୁବେଳେ ବିରୋଧ କରୁଛନ୍ତି l
ପ୍ରଦୀପ ବାବୁ ଆପଣ ଙ୍କ ଭାଷାରେ ଭୟ ର ଗନ୍ଧ ଜଣାପଡୁଛି |ଏହା ଜେଲ ଯିବାର ଭୟ ନା ନିର୍ବାଚନ ରେ ହରିବାର ଭୟ |
ସର୍ବଦା ମୂଲ୍ୟହୀନ ପ୍ରସଙ୍ଗକୁ ନେଇ ରାଜନୀତି କରିଥାନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
ନିର୍ବାଚନ ପାଖେଇ ଆସିଲେ ବିଜେପି ର ଓଡିଶାବାସୀଙ୍କ ଭଲ ମନ୍ଦ କଥା ମନେପଡେ ଆଉ ବାକି ସମୟରେ ଓଡିଶା ଗୋଟେ ରାଜ୍ୟବୋଲି ମନେନଥାଏ ।
Best ପ୍ରଦୀପ
ଗୋପାଳ ପୁର ବାସୀ ପ୍ରଦୀପ ବାବୁଙ୍କ ମୁଁହ କୁ ଆଉ ଚାହିଁବେନି |
Great fearless leader salute u sir ❤🤩😍
ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଦଳରେ ସାମିଲ କରି ବିଜେପି ଦଳ କଳଙ୍କିତ ଇତିହାସ ସୃଷ୍ଟି କରିବାରେ ଲାଗିଛି ।
Pradeep panigrahi is best
ଦୀପ ଲିଭିବା ପୂର୍ବରୁ ଯେମିତି ହୁତୁହୁତୁ ହୋଇ ଜଳି ଲିଭି ଯାଏ। ସେହିପରି ପ୍ରଦୀପ ପାଣିଗ୍ରାହୀ ର ରାଜନୈତିକ ଭବିଷ୍ୟତ ଲିଭିବା ପୂର୍ବରୁ ହୁତୁ ହୁତୁ ହୋଇ ଜଳୁଛି ।
ଜୟ ଜୟ ଶ୍ରୀ ରାମ କି ଜୟ
ପ୍ରଦୀପ ପାଣିଗ୍ରାହୀ ବ୍ରିଲିଆଣ୍ଟ ନୁହେଁ ଦୁର୍ନୀତିକ୍ଷର ବଦ୍ଧପାଗଳ ଟା ଆଉ ଓଡ଼ିଶାବାସୀ ଭଲ ଭାବରେ ଜାଣିଛନ୍ତି। OTV ଯେତେ ଚାଟୁକାର ଦେଖାଇ ଭୁକିଲେ କିଛି ଫଳପ୍ରଦ ହେବ ନାହିଁ।
ପ୍ରଦୀପ ପାଣିଗ୍ରାହୀ ଭାବିବା ଉଚିତ ବିଜେଡି ଦଳ ହେଉଛି ନବୀନ ପଟ୍ଟନାୟକ ଙ୍କ ଦଳ ଯାହା ଉପରେ ଓଡ଼ିଶାର 4.5କୋଟି ଲୋକଙ୍କ ଆଶୀର୍ବାଦ ରହିଛି |
ଯେଉଁ ଲୋକ ତାଙ୍କ ଜୀବନ କାଳରେ ଲୋକଙ୍କ ପାଇଁ କୌଣସି ବିକାଶ କାର୍ଯ୍ୟ କରିନାହିଁ ସେ କେମିତି ଜାଣିବେ ଓଡ଼ିଶାର ବିକାଶ କେମିତି ହୋଇଛି ଆଉ ଓଡିଶା କେତେ ବଦଳିଛି l
କମଳ ରୁ କମଳା ,ଏହା ବାବୁ ପ୍ରଦୀପ ଙ୍କ ଏଜେଣ୍ଡା । ହା ହା ହା ହା
ପ୍ରଦୀପ ପାଣିଗ୍ରାହୀ BJP ଦଳକୁ ଯାଇ BJP ଦଳକୁ କଳା କନା ନିଶ୍ଚିତ ବୁଲାଇବ।
Good decision Pradeep Panigrahy babu.
ବ୍ରିଲିଆଣ୍ଟ ମେଣ୍ଟାଲ୍ ପ୍ରଦୀପ ପାଣିଗ୍ରାହୀ କୁ ରାଜ୍ୟ BJP ଦଳ ଆପଣେଇ ଯେଉଁ ଉତ୍ସବ ମନାଉଛି ଆଉ କିଛି ଦିନ ପରେ ସେହି ଡକାୟତ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାରୁ BJPକୁ ଡିଟରଜେଣ୍ଟ ଭଳି ଧୋଇ ଦେବ।
ନବୀନ ପଟ୍ଟନାୟକ ଙ୍କ ରାଜ୍ୟରେ ଯିଏ ଦୁର୍ନୀତି କରିବ ସେ ଦଣ୍ଡପାଇବା ସୁନିଶ୍ଚିତ |
ପ୍ରଦୀପ ବାବୁ ଆପଣ ଯେଉଁ ଦଳକୁ ନିନ୍ଦା କରୁଛନ୍ତି ଦିନ ଥିଲା ଆପଣ ସେହି ଦଳରେ ବିଧାୟକ ଥିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଥିଲ l
ଠକ ବିଧାୟକ ଙ୍କୁ ବିଜେପି ଦଳ କାହିଁକି ଆପେନେଇଛନ୍ତି ସମସ୍ତେ ଜାଣିଗଲେଣି କେବଳ ନିର୍ବାଚନ ଜିତିବା ପରେ ରାଜ୍ୟ ବାସୀଙ୍କୁ ଠକିବେ ବୋଲି l
ଆପଣଙ୍କ ଭଳି ଲୋକ କେଉଁଠି ବି ରହିବା ଅସମ୍ଭବ, କେତେ ଦିନ ରହିବ ରଙ୍ଗ, ଦେଖାଯାଉ ଆଗକୁ କ'ଣ ହେଉଛି ।
ଯେଉଁ ଦଳ ପାଇଁ ସେ ନିଜ ପରିଚୟ ପାଇଥିଲେ ସେହି ଦଳ ବିରୋଧ କହିବାକୁ ଲାଜ ଲାଗୁନି ପ୍ରଦୀପ ବାବୁ...ଆପଣ ଜଣେ ସ୍ୱାର୍ଥପର ବୋଲି ଜଣା ପଡ଼ିଗଲା..
ଓଡ଼ିଶାରେ ରାଜନୀତି କରିବାକୁ ହେଲେ ପ୍ରଥମେ ଲୋକଙ୍କ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପଡ଼ିବ ।ପ୍ରଦୀପ ପାଣିଗ୍ରାହୀ ଭଳି ବିଶ୍ୱାସରେ ବିଷ ଦେବା ଲୋକଙ୍କୁ ଓଡ଼ିଶାବାସୀ ପସନ୍ଦ କରନ୍ତି ନାହିଁ ।
ଆପଣ କରିଥିବା ପାପର ଦଣ୍ଡ ନିଶ୍ଚିତ ଭୋଗିବେ ପ୍ରଦୀପ ବାବୁ l
ଯେଉଁ ଲୋକ ଠକେଇ ଅଭିଯୋଗରେ ଜେଲ ଯାଇଥିଲେ, ଯାହାଙ୍କ ବିରୋଧରେ ଭିଜିଲାନ୍ସ ଠକେଇ ମାମଲା ରହିଛି ସେହିପରି ବ୍ଯକ୍ତିକୁ ବିଜେପି ନିଜ ଦଳରେ ସାମିଲ କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ? ବିଜେପି ଦଳରେ ଚୋର, ୦କ ମାନଙ୍କ ପାଇଁ ସ୍ଥାନ ରହିଛି ।
JAI SHREE RAM
ପ୍ରଦୀପ ପାଣିଗ୍ରାହୀ ବାବୁଙ୍କର ବିନାଶ ସମୟ ପାଖେଇ ଆସିଲାଣି ।
ପ୍ରଦୀପ ବାବୁ ଆପଣ ଯେଉଁ ସ୍ବପ୍ନ ଦେଖୁଛନ୍ତି ଆପଣ ଙ୍କ ସ୍ବପ୍ନ ଆଦୌ ଶାକାର ହେବ ନାହିଁ ବୁଝିଲେ
Bujhila ta.
ପ୍ରଦୀପ ପାଣି ଗ୍ରାହୀ ଙ୍କୁ ଓଡିଶା ରାଜନୀତି ବିଷୟରେ କିଛି ଜଣା ନାହିଁ ଖାଲି ଲୋଟିବା ଜାଣିଛନ୍ତି l
Jay Shree Jagannath 🙏🙏
ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନ କରିଥିବାରୁ ଦୁର୍ନିତିଗ୍ରସ୍ତ ନେତାମାନେ ସ୍ଥାନ ନ ପାଇବାରୁ ବିଜେପି ଭଳି ଦୁର୍ନିତୀ ଗ୍ରସ୍ତ ଦଳରେ ସାମିଲ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତାମାନେ ।
Educated person Pradeep sir....❤
ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଵଛତା ଉପରେ ବିଶ୍ୱାସ କରନ୍ତି ତେଣୁ ତମ ଭଳି ଭ୍ରଷ୍ଟାଚାରୀ ନେତାଙ୍କୁ ଦଳରୁ ବାହାର କରିଛନ୍ତି |
ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ରୁ କିଏ ଚୋରି କରିଛି ?
ଦୀର୍ଘ ଦୁଇ ଦଶନ୍ଧି ଧରି ନବୀନ ପଟ୍ଟନାୟକ ଭଲ ମୁଖ୍ୟମନ୍ତ୍ରୀ ବୋଲି ଲୋକେ ବାଛି ଆସୁଛନ୍ତି ମାନେ ଲୋକଙ୍କ ପାଇଁ ସେ କାର୍ଯ୍ୟ ନିଶ୍ଚୟ କରିଛନ୍ତି |
ପ୍ରଦୀପ ବାବୁ ଆପଣ ନିଜକୁ ଆଜି ଧୂଆ ତୁଳସୀ ବୋଲି ଆଉ ପ୍ରମାଣିତ କରନ୍ତୁ ନାହି, ଲୋକେ ଆପଣଙ୍କ ମୁହଁ ଦେଖି ବାକୁ ଚାହୁଁ ନାହାନ୍ତି |
Always a super talker till now... Something extraordinary.... 🎉🎉🎉
ପ୍ରଦୀପ ବାବୁ ଆପଣ ଜଣେ ଦୁର୍ନୀତି ଗ୍ରସ୍ତ ନେତା ବୋଲି ଓଡିଶା ବାସୀ ଭଲ ଭାବରେ ଜାଣନ୍ତି ତେଣୁ ଆପଣଙ୍କମୁହଁରେ ଏଭଳି କଥା ଶୁଭା ପାଉନି l
ପ୍ରଦୀପ ବାବୁ ଆପଣଙ୍କ ମୁହଁରେ ଟିକିଏ ହେଲେ ଲାଜ ନାହିଁ, କେଉଁ ମୁଁହ ରେ ଆପଣ ଏତେ ବଡ଼ ବଡ଼ କଥା ହେଉଛନ୍ତି
ଦଳରେ ଥିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ସବୁ କାମ ବହୁତ ଭଲ ଲାଗୁଥିଲା ପ୍ରଶଂସାରେ ପୋତି ପକାଉଥିଲ ଏବେ ଦଳ ରୁ ବାହାରି ଗଲା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ନିନ୍ଦା କରିବା ପାଇଁ ପଛରେ ଲାଗି ପଡିଛନ୍ତି l
ପ୍ରଦୀପ ବାବୁ ରାଜନୀତି କରିବାବୁ ହେଲେ ଆଗେ ମନ ପରିଷ୍କାର କରନ୍ତୁ ଆପଣଙ୍କ ମନ ହେଉଛି ଅପବ୍ରିତ ତେଣୁ କଣ କଣ ରାଜନୀତି କରିବେ l
ଓଡ଼ିଶାରେ ରାଜନୀତି କରିବାକୁ ହେଲେ ପ୍ରଥମେ ଲୋକଙ୍କ ବିଶ୍ୱାସ ଯୋଗ୍ୟ ହେବାକୁ ପଡ଼ିବ ପ୍ରଦୀପ ପାଣିଗ୍ରାହୀ ବାବୁ ଲୋକଙ୍କ ବିଶ୍ୱାସରେ ବିଷ ଦେବା ଲୋକଙ୍କୁ ଓଡ଼ିଶାବାସୀ ପସନ୍ଦ କରନ୍ତି ନାହିଁ ।
ବିଜୁ ଜନତା ଦଳ ସଦାବେଳେ ବିକାଶ ମୂଳକ କାମରେ ବିଶ୍ଵାସ କରନ୍ତି, କିନ୍ତୁ ବିରୋଧୀ ଦଳ କେବଳ ମିଛ କଥା କହି ଲୋକଙ୍କୁ ଭୁଆଁ ବୁଲାଇବା ଜାଣିଛନ୍ତି।
କିଛି ଫରକ ପଡ଼ିବନି ବିଜେଡି ଜିତିବ ନିଶ୍ଚୟ
ଏମଆଗିଆ ମିଛ କହୁଛି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କାର୍ଯ୍ୟ କୁ ସମାଲୋଚନା କରିବା ଆଗରୁ ନିଜ କାର୍ଯ୍ୟ କୁ ଟିକେ ନିରୀକ୍ଷଣ କରନ୍ତୁ ପ୍ରଦୀପ ପାଣିଗ୍ରାହୀ!
ପ୍ରଦୀପ ବାବୁ ଆପଣ ଦୁର୍ଗୁଣ ଓଡ଼ିଶା ବାସୀଙ୍କୁ ଆଉ ଅଛପା ନାହିଁ, ଏଭଳି ମନ୍ତବ୍ୟ ଆପଣଙ୍କ ମୁହଁରୁ ଶୋଭା ପାଉ ନାହିଁ l
ବାବୁ ପ୍ରଦୀପ ଙ୍କ ରାଜନୈତିକ କ୍ୟାରିଅର ଫିନିସ୍ ହେବାକୁ ଯାଉଛି,ସେଇଥିପାଇଁ ବାଉଳି ହେଉଛନ୍ତି ।
ପ୍ରଦୀପ ପାଣିଗ୍ରାହୀ ଜଣେ ଠକସର୍ଦ୍ଦାର ଜନବିରୋଧୀ କାମ ପାଇଁ ବିଜେଡିରୁ ତଡ଼ା ଖାଇଥିଲେ । କରୋନା ସମୟରେ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କର ଶତ୍ରୁ ହୋଇଥିଲେ। ମୁଖ୍ୟମନ୍ତୀଙ୍କୁ କହିଥିଲେ ଆଗେ ନିଜେ ବଞ୍ଚିବା ପରେ ଅନ୍ୟ ନାମଙ୍କ ପାଇଁ ଚିନ୍ତାକରିବା ଏଭଳି ନିଷ୍ଠୁର ପରିଚୟ ପ୍ରଦୀପ ପାଣି ଗ୍ରାହୀଙ୍କର !
"ଖୋଲା କଥା" ମଞ୍ଚରେ BJD ର ନେତା ମନ୍ତ୍ରୀ ମାନଙ୍କୁ ସାକ୍ଷାତ କାର ନେଲାବେଳେ ଏ ସାମ୍ବାଦିକ ଅସଭନୀୟ ଆଚରଣ ଦେଖାଉଥିବା ବେଳେ ପ୍ରଦୀପ ପାଣିଗ୍ରାହୀ କୁ କିନ୍ତୁ ଖୋଲା ମୁହଁରେ ସରଳ ଶୌଚ କରି ଖୁଆଇ ଦେଲା ଭଳି ଖୁଆଇ ଦେଉଛି OTV।
ନୂଆକରି ଗେରୁଆ ଦଳରେ ମିସିଥିବା ନେତା ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ବିରୋଧରେ ଭଲ ଭାଷଣ ଦେଇଜାଣିଛନ୍ତି ,ହେଲେ ନିଜ ନିର୍ବାଚନ ମଣ୍ଡଳୀର ଉର୍ଣ୍ଣତି କଥା ଚିନ୍ତାକରନ୍ତି ନାହିଁ ।
Odishara janata Pradip Panigrahi nku au accept karibeni
ପ୍ରଦୀପ ବାବୁ କାହିଁକି ମିଡ଼ିଆ ସାମ୍ନାରେ ନାଟକ ବାଜି କରୁଛନ୍ତି ।
Pradeep sir is a legend man of ganjam love you sir
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଦେଖି ବିରୋଧୀ ଶିବିର ରେ ଧାଁ ଧପଡ଼ ଚାଲିଛି |
ପ୍ରଦୀପ ପାଣିଗ୍ରାହୀ ବାବୁ ଆପଣ ଯେ ଜଣେ ସ୍ଵାର୍ଥ୍ୟପର ନେତା ଏହା ଓଡ଼ିଶାବାସୀ ଜାଣିଥିଲେ କିନ୍ତୁ ଆପଣ ସୁବିଧା ବାଦୀ ବୋଲି ଓଡ଼ିଶାବାସୀ ଜାଣିଲେ ! କୃତଘ୍ନ କେଉଁଠିକାର ଯେଉଁ ଦଳ ତମର ରାଜନୈତିକ ପରିଚୟ ସୃଷ୍ଟି କଲା ସେ ଦଳକୁ ନିନ୍ଦୁଛ |
ବିଜେଡି ବିଜେପି କୋଳାକୋଳି ଲୋକ ନିଜ ନିଜ ଭିତରେ ବଡ଼ିଆବାଡି ହୋଇ ମାରୁଛନ୍ତି
ଠୋକ ପ୍ରଦୀପ ପାଣିଗ୍ରାହୀ ଯେ କେତେ ଦୁର୍ନୀତିକ୍ଷର, ଲମ୍ପଟ ତାହା ଓଡ଼ିଶାବାସୀ ଭଲଭାବରେ ଜାଣିଛନ୍ତି।
Pradeep bhai is very very pleasing personality.
ପ୍ରଦୀପ ବାବୁ ଆପଣ ଯେତେ ଦିବା ସ୍ବପ୍ନ ଦେଖନ୍ତୁ ଶେଷରେ ବିଜେଡ଼ି ଓଡ଼ିଶାରେ ବାଜିମାତ କରିବ ଆପଣ ସ୍ୱପ୍ନ, ପଦ୍ମଫୁଲ ମୂଉଳିବା ସହ ସ୍ୱପ୍ନ ବି ମୁଉଳିଯିବ l
ନିଜର ସ୍ୱାର୍ଥ ହାସଲ ପାଇଁ, ଶେଷରେ ଏତେ ତଳକୁ ଖସିଗଲ ପାଣିଗ୍ରାହୀ ବାବୁ |
ଏଇ ଲୋକ ଦିନେ ବାବୁ ଧର୍ମେନ୍ଦ୍ର ଙ୍କୁ ପରା କୋଇଲା ଚୋର ବୋଲି କହି ଚର୍ଚ୍ଚାରେ ରହିଥିଲେ ....
ଗୋଟିଏ ଦଳରୁ ଅନ୍ୟ ଏକ ଦଳକୁ ସ୍ଥାନାନ୍ତରିତ ହେଉଥିବା ଯାଯାବର ବ୍ୟକ୍ତି ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ ତାଙ୍କ କଥାରେ ଗୋଟେ ପ୍ରତିଶତ ମଧ୍ୟ ସତ୍ୟତା ନାହିଁ ।
Pradeep Sir reali educated,good person
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ଵସ୍ଥ ଓ ନିର୍ମଳ ଶାସନ ପାଇଁ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି l
ଓଡ଼ିଶାବାସୀ ଚାହାଁନ୍ତି ବିକାଶ ଆଉ ବିକାଶ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଓଡ଼ିଶା ବାସୀଙ୍କୁ ଦେଇପାରିବେ ବୋଲି ଓଡିଶାବାସୀଙ୍କ ବିଶ୍ୱାସ |
ପ୍ରଦୀପ ବାବୁ ମିଡ଼ିଆ ଆଗରେ ବିସ୍ଫୋରକ ଶବ୍ଦ ସାହାଯ୍ୟରେ ଯେଉଁ ସବୁ ମନ୍ତବ୍ୟ ଦେଉଛନ୍ତି ତାହା ବାସ୍ତବ କାଳରେ କେବେ ସମ୍ଭବ କରିପାରିବେ ନା ଖାଲି ତୁଚ୍ଛାରେ ଗପୁଛନ୍ତି l
ଓଡ଼ିଶାବାସୀ ଚାଟୁକାର OTV ଏବଂ ରାଜ୍ୟ BJP ଦଳର ରାଜନୈତିକ ଅଭିସନ୍ଧି କୁ ଭଲଭାବରେ ହୃଦୟଙ୍ଗମ କରିସାରିଲେଣି। କହାକୁ ଆଉ ଅଛପା ନାହିଁ।
ସୂର୍ଯ୍ୟ ଉଦୟ ଆଗରୁ ଆକାଶ ରଙ୍ଗ କେମିତି ପ୍ରଦୀପ ପାଣିଗ୍ରାହୀ ମହାଶୟ ଦେଖିଛନ୍ତି | ଆକାଶ ଟା ପରିଷ୍କାର ଥାଏ |
ବାବୁ ପ୍ରଦୀପ ଯେଉଁ କାରଣ ରୁ ଜେଲ ଯାଇଥିଲେ କାହିଁ ସେ ବିଷୟରେ କିଛି ତ ମନ୍ତବ୍ୟ ଦେଲେ ନାହିଁ।
ପ୍ରଦୀପ ବାବୁ ଭାବୁଛନ୍ତି ଯେ ଏହି ଭଳି ଭାଷଣ ଦେଲେ ଲୋକେ ତାଙ୍କୁ ନିର୍ଦୋଷ ବୋଲି ଭାବିବେ ଓ କ୍ଷମା କରିଦେବେ l
ଆସନ୍ତା ନିର୍ବାଚନରେ ବିଜେଡି କୁ 147ରୁ 128 ଟି ଆସନm ମିଳିବାକୁ ଯାଉଛି ଏବଂ ନବୀନ ପଟ୍ଟନାୟକ ଙ୍କୁ ଲୋକେ ପୁଣି ଥରେ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାଳୁ ପସନ୍ଦ କରୁଛନ୍ତି |
କେଉଁ ମୁଁହରେ ମିଡ଼ିଆ ସାମ୍ନାରେ ବସିଛ ପ୍ରଦୀପ ବାବୁ, ତୁମ କଥା କେହି ବି ଶୁଣିବାକୁ ରାଜି ନୁହଁନ୍ତି ।
ଆଉ କିଛି ଦିନ ପରେ ଏ ଭସ୍ମାସୁର ପ୍ରଦୀପ ପାଣିଗ୍ରାହୀ ନିଜର ସ୍ବାର୍ଥନ୍ବେସୀ ଅସଲ ଚେହେରା ଦେଖାଇବ। ସେତେବେଳକୁ ରାଜ୍ୟ BJP ଦଳ ରସାତଳଗାମୀ ହୋଇଯାଇଥିବ।
ପ୍ରଦୀପ ବାବୁ ଯିଏ ପ୍ରକୃତ ରେ ଜନନେତା ସେ କେବଳ ଜନତାଙ୍କ କଥା ଚିନ୍ତା କରିବ କିନ୍ତୁ ସେ ସଦାବେଳେ ନିଜ କଥା ଚିନ୍ତା କରିବନି ହେଲେ ତମେତ ନିଜ ସ୍ଵାର୍ଥ ପାଇଁ ପାଗଳ l
Ek Dum Thik katha kahichhanti
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ର କେହି ଖାସ୍ ଲୋକ ନାହାନ୍ତି , ସେ ରାଜନୀତି ରେ ପ୍ରଥମଥର ପାଦଥାପିଥିଲା ବେଳେ ଯେମିତି ଏକୁଟିଆ ଓଡିଶାବାସୀଙ୍କ ସେବାକରୁଥିଲେ ଏବେବି ସେ କାହାକଥାରେ ନୁହେଁ ବରଂ ନିଜସ୍ୱ ଓଡିଶାବାସୀଙ୍କ ସେବାରେ ଲାଗିରହିଛନ୍ତି ।
ଯେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀ ର ଲୋକଙ୍କୁ ଠକିବା ପାଇଁ ପଛାଉ ନାହାନ୍ତି ସେ କଣ ଲୋକ ସଭା ଯିବେ l
ବିରୋଧୀ ମାନେ ଯେତେପ୍ରକାର ଲାଂଛନା ଲଗାଇଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ଠିକ ଭାବରେ ପାଳନ କରୁଛନ୍ତି |
ରାଜ୍ୟ ସରକାରଙ୍କ ପ୍ରତି ବିଷ ଅଗାଳିବା ର ଅର୍ଥ ପ୍ରଦୀପ ପାଣିଗ୍ରାହୀ ର BJP ଦଳରେ ସାମିଲ୍ ହେବା ପାଇଁ ଏହି ଚାଟୁକାରୀତା ଓଡ଼ିଶାବାସୀ ଭଲଭାବରେ ବୁଝି ଗଲେଣି।
Good thing
ଯଉଠି ଫଳ ସେଇ ଗଛ ପାଖରେ ମୁଁ | ଧିକ ତୁମ ଜୀବନ
ଲୋକଙ୍କୁ ମୁଁହ ଦେଖାଇବାକୁ ବାବୁ ପ୍ରଦୀପ ଙ୍କୁ ଟିକିଏ ହେଲେ ଲାଜ ଲାଗୁନାହିଁ ।
Durniti ra master mind pradip panigrahi
ପ୍ରଦୀପ ବାବୁ ତୁମର ବିନାଶ ସମୟ ଆସିଯାଇଛି, ତୁମେ ପୂରା ଅଲୋଡ଼ା ହୋଇଯାଇଛ, ଆଉ ଯଦି ତୁମକୁ କେହି ଦଳ ପ୍ରଶୟ ଦିଏ ସେ ଦଳ ପୂରା ଚାରି ପାଞ୍ଜିରୁ ଯିବ ।
Politics re honesty ku importance dionti Manyavar mukhya mantri Navin Pattnaik
ଚାକିରୀ କରିଦେବା ନାଁ ରେ ଲୋକଙ୍କ ଟଙ୍କାକୁ ଆସସାତ କରିଥିବା ପ୍ରଦୀପ ବାବୁ ଙ୍କୁ ଲୋକେ ପାନେ ନିଶ୍ଚିତ ଭାବରେ ଦେବେ ।