ତୁଳସୀ ମାଳା ପରିଧାନର ଲାଭ ଏବଂ ନୀତି ନିୟମ କଣ?

Поделиться
HTML-код
  • Опубликовано: 21 окт 2024

Комментарии • 654

  • @TukunaPradhan-b6w
    @TukunaPradhan-b6w 7 месяцев назад +36

    ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @TubuluAcharya
    @TubuluAcharya 7 месяцев назад +28

    ଆଜ୍ଞା ନମସ୍କାର ଗୃହସ୍ତୀ ପିଆଜ ରସୁଣ ଟିକେ ଖାଇ ଦେଉଛି କ୍ଷମା ପ୍ରାର୍ଥନା 🙏🙏🙏

  • @balramsahu7524
    @balramsahu7524 7 месяцев назад +17

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ
    🙏🙏🙏🙏🙏🙏🙏🙏🙏🙏🙏🙏

  • @prasantdash1350
    @prasantdash1350 7 месяцев назад +11

    ପ୍ରଭୂଜି ଦଣ୍ଡବତ ପ୍ରଣାମ 🙏 ବହୁତ୍ ସୁନ୍ଦର୍ ଭାବରେ ବୁଝେଇ ଦେଲେ..ରାଧେ ରାଧେ🙏

  • @MadanmohanBarik-b7c
    @MadanmohanBarik-b7c Месяц назад +4

    ହରେ କୃଷ୍ଣ ହରେ କୃଷ୍ଣ ,କୃଷ୍ଣ କୃଷ୍ଣ ହରେ ହରେ।ହରେ ରାମ ହରେ ରାମ, ରାମ ରାମ ହରେ ହରେ। ଓମ୍ ନମଃ ଶିବାୟ 🙏🙏🙏

  • @radhe4639
    @radhe4639 7 месяцев назад +22

    ଓଁ ନମଃ ଭଗବତେ ବାସୁଦେବାୟ
    ଜୟ ଶ୍ରୀ ଜଗନ୍ନାଥ🙏🙏🪔🪔

  • @nruparajseth2416
    @nruparajseth2416 7 месяцев назад +6

    ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ ହରେ ରାମ ରାମ ରାମ ହରେ ହରେ

  • @ranjanvlogs5558
    @ranjanvlogs5558 2 дня назад

    ହରେ କୃଷ୍ଣ ପ୍ରଭୁ ଦଣ୍ଡବତ ପ୍ରଣାମ 🙏🏿🙏🏿

  • @jagannathmahapatra5450
    @jagannathmahapatra5450 6 месяцев назад +5

    Hare Krishna prabhuji 🙏🙏🙏

  • @ganeshchandrabiswal2394
    @ganeshchandrabiswal2394 7 месяцев назад +10

    ରାମ ରାମ 🙏ଜୟ ଶ୍ରୀ ରାଧେ

  • @bikrammohanty6286
    @bikrammohanty6286 16 дней назад +1

    ହରେ କୃଷ୍ଣ 🙏🏻🙇🏻🙏🏻

  • @soumyabhaktisagar
    @soumyabhaktisagar 7 месяцев назад +13

    ହରେ କୃଷ୍ଣ ପ୍ରଭୁ ମୁ ତୁଳସୀ ମାଳ ପକାଇଛି କିନ୍ତୁ ପରିସ୍ଥିତି ରେ ପଡ଼ିକି ବେଳେ ମିଛ କହିବାକୁ ବାଧ୍ୟ ହେଉଛି ନା କହି ରହି ହେଉନି ଏହା ଦ୍ବାରା କିଛି ଅପମାନ ହେଉଛି ତୁଳସୀ ମାଳ ର ଦୟାକରି କହିବେ ଗୁରୁଜୀ

    • @dhara-vl7pr
      @dhara-vl7pr 7 месяцев назад +5

      Jau michhaanya ku khyati kare nahi taku michha kuha jae nahi..

    • @rakeshmajhi1434
      @rakeshmajhi1434 Месяц назад +2

      Vai ragibani prathame janiba pain cesta kara keun michha kahile papa jeun michhare Jane asahaya loka sahajya pauchhi tahele se michhare papa nahi ki tama paribara ki tamara ki kahara jibana prati bipada achhi Sethi tame michha kahile papa nahi kintu apana kichhi swartha pain michha kahiba thik nuhe

  • @pramodsahoo5518
    @pramodsahoo5518 6 дней назад

    HareKrishna Prabhuji Dandvat Pranam🙇‍♂️🙇‍♂️🙇‍♂️

  • @pinkbabu
    @pinkbabu 6 месяцев назад +5

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ❤🙏🙏

  • @bikrambehera537
    @bikrambehera537 6 месяцев назад +4

    HARE KRISHNA 🙏🙏 Radhe Radhe 🙏🙏 Radhe Radhe 🙏

  • @JayShreeRam-ns1qk
    @JayShreeRam-ns1qk 6 месяцев назад +3

    ରାଧେ କୃଷ୍ଣ 🙏

  • @kramsankarachary5718
    @kramsankarachary5718 6 месяцев назад +3

    ଜୟ ଶ୍ରୀ କୃଷ୍ଣ

  • @PurushattamBhatra-t9t
    @PurushattamBhatra-t9t 7 месяцев назад +8

    ଜୟ ଶ୍ରୀ ରାମ ମୁ ନବରଙ୍ଗପୁର ଜିଲ୍ଲା❤

  • @satyajitbeheralipu7414
    @satyajitbeheralipu7414 7 месяцев назад +5

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ 🙏🙏🙏

  • @basantapanda2486
    @basantapanda2486 7 месяцев назад +8

    Hare Krishn 🙏❤️🥰🌍🚩

  • @anilsahu9011
    @anilsahu9011 6 месяцев назад +1

    Hare Krishna Prabhuji Dandabat pranam

  • @Mo_Jaga31
    @Mo_Jaga31 8 месяцев назад +141

    ଆମିଷ ଛୁଇଁ ଲେ କିଛି ଅସୁବିଧା ନାହିଁତ ଗୁରୁଜୀ.... କାରଣ ଜେହେତୁ ଆମେ ଗୃହୁନି ରୋଷେଇ ତ କରିବାକୁ ପଡିବ..... ଦୟାକରି କହିବେ...🙏

    • @chinmaya679
      @chinmaya679 8 месяцев назад +30

      ହରେ କୃଷ୍ଣ ମାତା, ଆମିଷ ଖାଇବା ବା ଛୁଇଁବା, କିମ୍ବା ଘରେ ପୁରାଇ କଡ଼େଇ ରେ ରାନ୍ଧିବା..... ସବୁ କିଛି ବିରୋଧ ଅଟେ। ଆପଣ "ନାମହଟ୍ଟ" ବହି ଗୋଟେ କିଣି ଆଣନ୍ତୁ।

    • @sciencemathodia4288
      @sciencemathodia4288 8 месяцев назад +30

      ଆପଣ ନିଜେ ଖାଉନାହାନ୍ତି କିନ୍ତୁ ଅନ୍ୟ ମାନଙ୍କ ପାଇଁ ରୋଷେଇ କରୁଛନ୍ତି ତାହାଲେ ଚଳିବ । ପ୍ରଭୁପାଦଙ୍କ ଭଉଣୀ ତାଙ୍କ ଶାଶୁ ଘରେ ଅନ୍ୟ ମାନଙ୍କ ପାଇଁ ରୋଷେଇ କରୁଥିଲେ । ଧିରେ ଧିରେ ସମସ୍ତଙ୍କୁ ସୁସ୍ୱାଦୁ ବିନା ପିଆଜ ରସୁଣ ରେ ରୋଷେଇ କରି ଦିଅନ୍ତୁ । ଖାଇବା ଭଲ ଲାଗିଲେ ମନକୁ ଛାଡ଼ିଦେବେ ଆମିଶ । ବେଳେ ବେଳେ ଭଗବାନଙ୍କ ପ୍ରସାଦ ଖୁଆନ୍ତ

    • @bipinkumarrout773
      @bipinkumarrout773 8 месяцев назад

      ​@@chinmaya679q3333333qq1aq

    • @SantilataJena-c8n
      @SantilataJena-c8n 8 месяцев назад +2

      Ame kahile bi kehi bujhunahanti kn Kariba🙏

    • @santoshkumarjena2069
      @santoshkumarjena2069 7 месяцев назад +6

      I not eat non veg but eat onion garlic can i wearing tulsimala

  • @BabuliSahoo-yq7ei
    @BabuliSahoo-yq7ei 7 месяцев назад +4

    Jay shree Krishna gubinda hare murari he nath narayan vasudeva ki jay ho 🌺🌺🙏🙏🙏🌺🌺🙏🙏🌺🌺🙏🚩🌺🌺🌺🌺🌺🌺🌺🌺🙏🙏🌺🌺🙏

  • @JayShreeRam-ns1qk
    @JayShreeRam-ns1qk 6 месяцев назад +2

    ରାଧେ ରାଧେ 🙏

  • @anirudhabarik5590
    @anirudhabarik5590 7 месяцев назад +4

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🌺🌸🏵️🌷🌷🙏🏵️🌸🌺🌷🌷🙏🏵️🌸🌺🌷🌷

  • @dibakarbehera5164
    @dibakarbehera5164 6 месяцев назад +2

    Hare Krishna hare Krishna Krishna Krishna hare hare hare ram hare ram ram ram hare🙏🙏🙏🙏🙏🙏🙏🙏🙏🙏🙏🙏🙏

  • @ArxZ2K
    @ArxZ2K 22 дня назад

    Hare Krishna Prabhuji ❤❤

  • @daitarisahoo2358
    @daitarisahoo2358 7 месяцев назад +1

    ହରେକୃଷ୍ଣ 🙏🏻
    ଦୟାକରି ଆପଣ ତୁଳଶୀ ମାଳା ରେ ଜପ ବିଧି କିପରି କରିବାକୁ ହୁଏ, ସେ ବିଷୟ ରେ ଏକ ଆଲୋଚନା ପ୍ରଦାନ କଲେ ଆମ ମାନଙ୍କର ମଙ୍ଗଳ ହୁଅନ୍ତା।
    ☂️ସର୍ବେ ଭବନ୍ତୁ ସୁଖିନଃ☂️
    🙏🏻Jayguru🙏🏻
    Shri Jagannathankar Jay Heu
    🌼🙏🏻🌼🙏🌼🙏🏿🌼

  • @rakeshchandrasahoo8599
    @rakeshchandrasahoo8599 7 месяцев назад +2

    ହରେ କୃଷ୍ଣ ମହାପ୍ରଭୁ 🙏

  • @lilujani9848
    @lilujani9848 6 месяцев назад +1

    Hare Krishna prabhuji ❤❤❤❤

  • @baidharasahoo4327
    @baidharasahoo4327 7 месяцев назад +1

    🙏🙏🙏Hare Krishna prabhuji 🙏🙏🙏

  • @saraswatimajhi6785
    @saraswatimajhi6785 8 месяцев назад +6

    Hare Krishna prabhuji pranam

  • @successpin2life35
    @successpin2life35 8 месяцев назад +2

    Hare krishna prabhuji sastanga dandabat pranam

  • @maheshkumarpanda7530
    @maheshkumarpanda7530 7 месяцев назад +2

    ରାଧେ ରାଧେ

  • @KALIYOUG.AVLOGS
    @KALIYOUG.AVLOGS 7 месяцев назад +1

    Hare Krishna hare Krishna. Krishna Krishna hare hare. Hare ram hare ram. Ram ram hare hare 🙏🙏🙏🙏🙏🙏

  • @LaxmipryaMohanty
    @LaxmipryaMohanty 6 месяцев назад +2

    Radhe radhe guruji

  • @titupatra7722
    @titupatra7722 7 месяцев назад +1

    ହରେ କୃଷ୍ଣ ପ୍ରଭୁଜୀ, ଦଣ୍ଡବତ ପ୍ରଣାମ

  • @bijayakumarsarap7192
    @bijayakumarsarap7192 7 месяцев назад +1

    Pranam Sri Sri Gurudev ji

  • @smitagarnayak2119
    @smitagarnayak2119 7 месяцев назад +2

    Hare krishna Prabhu ji🙏🙏🙏

  • @GopaldalaiDalai
    @GopaldalaiDalai 7 месяцев назад +2

    Hare Krishna Radhe Radhe

  • @amitkumardas-w4b
    @amitkumardas-w4b 7 месяцев назад +1

    Hare Krishna prabhujee dandavat
    pranam

  • @akashnath3688
    @akashnath3688 23 дня назад +1

    Jay shree jagannath 🌹🌹🌹

  • @binapanijena953
    @binapanijena953 Месяц назад

    Jay shree Jagannath swami pranam Prabhu

  • @pruthibiswainswainpruthibi3571
    @pruthibiswainswainpruthibi3571 7 месяцев назад +7

    Radhe radhe japa karo 🎉🎉🎉🎉

  • @Madhusvlog487
    @Madhusvlog487 5 месяцев назад +11

    ମୁଁ ମହାଦେବ ଙ୍କ ଭକ୍ତ କିନ୍ତୁ ମୋର ବହୁତ ଇଛା ତୁଳସୀ ମାଳ ଧାରଣ କରିବାକୁ ମୁଁ କରିପାରିବିକେ ଦୟା କରି କୁହନ୍ତୁ ମୋର ବହୁତ ଇଛା ଆଉ ପିଆଜ ରସୁଳ ଖାଇ ହେବକି

    • @ODISHAYTStudio
      @ODISHAYTStudio 3 месяца назад

      mu bi hele mor bi agraha tulasi mala pai

    • @sidharthasankar9573
      @sidharthasankar9573 Месяц назад +1

      ହଁ ପିନ୍ଦିପାରିବେ... ଧୀରେ ଧୀରେ ପିଆଜ ରସୁଣ ଛାଡ଼ିବେ... ଆଉ ଶ୍ରୀମଦଭଗବତ ଗୀତା ପ୍ରତ୍ୟେକ ଦିନ ପଢିବେ. Once you surrender your mind to god completely, he will take care of us in everyway.ଆଉ ଭଗବାନ ଶିବ ହେଲେ ପ୍ରଥମ ବୈଷଣ୍ଣବ.. ଭଗବାନ ଶିବ ସବୁବେଳେ ରାମ ରାମ ରାମ ଶବ୍ଦ ରେ ଧ୍ୟାନ କରନ୍ତି.

    • @rakeshmajhi1434
      @rakeshmajhi1434 Месяц назад

      Didi krusha au Mahadev aak

    • @aratimallik8240
      @aratimallik8240 Месяц назад

      yes❤

    • @rajkishoreyt310
      @rajkishoreyt310 Месяц назад +1

      ଦେଖନ୍ତୁ ମୁଁ ବି ବାବା ମା ଙ୍କ ଭକ୍ତ କିନ୍ତୁ ବାବା ବି ରାମ ରାମ ଜପନ୍ତି ଆଉ ଆମେ କାହିଁକି କରିପାରିବା ନାହିଁ

  • @annapurnabehera1777
    @annapurnabehera1777 6 месяцев назад +2

    Radhe Radhe🙏

  • @bapibehera4418
    @bapibehera4418 7 месяцев назад +1

    Hare krishna prabhu

  • @premashilapodh9461
    @premashilapodh9461 12 дней назад

    Jai shree Krishna 🙏🥰

  • @rojibehera1554
    @rojibehera1554 3 месяца назад

    Hare krushna🙏🙏🙏prabhuji🙏🙏🙏🙏

  • @binaykumarkatikia463
    @binaykumarkatikia463 7 месяцев назад +1

    ଜୟ ଶ୍ରୀ କ୍ରୀଷ୍ଣ 🙏🙏🙏

  • @Kuna-qo3kx
    @Kuna-qo3kx 7 месяцев назад +2

    ରାଧେ ରାଧେ 🙏🙏🙏♥️♥️♥️♥️

  • @lokanathmohanta8623
    @lokanathmohanta8623 8 месяцев назад +4

    Hare krishna Prabhuji 🙏,
    Very nice explanation for us.

  • @ranjitojha9331
    @ranjitojha9331 7 месяцев назад +4

    ଜୟ ଜଗନ୍ନାଥ
    ଆପଣ କହିଲେ ମାଳା ପିନ୍ଧିଥିଲେ ଯମ ନେବେନି
    ହେଲେ ଗାଁ ରେ ଲୋକମାନେ ଦେହ ତ୍ୟାଗ କଲା ପରେ
    ସେହି ମାଳା କୁ ଛିଡାଇ ଦେଇଥାନ୍ତି, ଏ ପରିସ୍ଥିତି ରେ କଣ କରାଯିବ।

    • @rakeshmajhi1434
      @rakeshmajhi1434 Месяц назад

      Kharap vabibeni mate vai apankara jibara thiba jae tulasi mala thiba jibana chaligala pare se chhidntu kichhi heba nahi apana krushanka vakta se udhara karibe Khali vakti au biswasha rahiba darkar

  • @subhadrikalaxmipriyasahoo3069
    @subhadrikalaxmipriyasahoo3069 8 месяцев назад +3

    Hare Krishna Prabhu Dandavat Pranam 🙏🙏🙏🙏

  • @MusicWorld-uy7sd
    @MusicWorld-uy7sd 6 месяцев назад +4

    Hare Krishna❤

  • @shrikarabehera-mh7fz
    @shrikarabehera-mh7fz 6 месяцев назад +1

    Harekrishna jayjagannath

  • @Sekhar467
    @Sekhar467 12 дней назад

    Hare Krishna 🙏🙏👀💯😊✨😊😊😊💞

  • @pabitraojha4397
    @pabitraojha4397 Месяц назад

    Hare Krishna Radhe Radhe 🌾💐🙏🙏🙏🙏🙏

  • @sneharaninayakabhijitnayak3735
    @sneharaninayakabhijitnayak3735 8 месяцев назад +1

    Radhe radhe gurugi aapankukoti koti pranaam🙏🙏🙏🙏🙏🙏🙏🙏🙏🙏🙏

  • @shyambandhudas99
    @shyambandhudas99 7 месяцев назад +1

    ଶ୍ରୀ ରାଧେଶ୍ୟାମ 🙏🙏🙏

  • @patraabhishek74
    @patraabhishek74 Месяц назад

    ହରେ କୃଷ୍ଣ 🙏

  • @nirmalaraymishra
    @nirmalaraymishra 3 месяца назад

    Hare krishna Prabhuji Dandavat Pronam 🙏

  • @chandankumarpolei899
    @chandankumarpolei899 8 месяцев назад +5

    ହରେକୃଷ୍ଣ 🙏🙏🙏

  • @ReturnSethi
    @ReturnSethi 12 дней назад

    Radhe radhe ❤❤❤

  • @seshasayeesenapati2015
    @seshasayeesenapati2015 3 месяца назад

    Hare Krishna prabhuji

  • @Lipasahoo-ev9jr
    @Lipasahoo-ev9jr Месяц назад

    Hare Krishna Prabhu ji

  • @subhalaxmisahoo5739
    @subhalaxmisahoo5739 6 месяцев назад +1

    Radhe Krishna ❤

  • @arjunkhuntia8698
    @arjunkhuntia8698 5 месяцев назад

    Hare krishna hare krishna radhe radhe 🙏🙏🙏🙏🙏🙏

  • @ganapatimajhi3556
    @ganapatimajhi3556 7 месяцев назад +1

    Gurudev koti koti pranam

  • @gyanranjanranjan8651
    @gyanranjanranjan8651 6 месяцев назад

    ରାଧେ ରାଧେ ମହାରାଜ 🙏🙏🙏🙏

  • @sankardasmonstar5527
    @sankardasmonstar5527 8 месяцев назад +5

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @BabitaPadhan-f3o
    @BabitaPadhan-f3o 6 месяцев назад +3

    ବହୁତ୍ ବଢିଆ ଲାଗୁଛି ଗୁରୁଜୀ ପ୍ରଣାମ ❤❤❤😊

  • @samirlbisoyi-sg2xi
    @samirlbisoyi-sg2xi 7 месяцев назад +1

    Hare Krishna hare Krishna Krishna Krishna hare hare hare rama hare rama rama rama hare hare

  • @deeptisahu2778
    @deeptisahu2778 8 месяцев назад +1

    Hare krishana Prabhuji dhanyabada 🙏🏻🙏🏻

  • @taraprasadray6706
    @taraprasadray6706 2 месяца назад

    Hare Krishna Prabhuji 🙏🙏🙏

  • @amitkumardas-w4b
    @amitkumardas-w4b 4 месяца назад

    Hare krushna prabhuji dandavat pranam 🙏

  • @pramilabarik3626
    @pramilabarik3626 8 месяцев назад +1

    Jay shree Jagannath baba🙏🙏 guruji PRA nama🙏

  • @Rajalaxmi-uc7du
    @Rajalaxmi-uc7du 5 месяцев назад +3

    ହରେ କୃଷ୍ଣ ହରେ କୃଷ୍ଣ 🙏🙏🙏🙏କୃଷ୍ଣ କୃଷ୍ଣ ହରେ ହରେ 🙏🙏🙏🙏ହରେ ରାମ ହରେ ରାମ 🙏🙏🙏🙏ରାମ ରାମ ହରେ ହରେ 🙏🙏🙏🙏🙏ଜୟ ଜୟ ଶ୍ରୀ କୃଷ୍ଣ 😭😭😭😭😭😭😭ଜୟ ଶ୍ରୀ କୃଷ୍ଣ 🙏🙏🙏🙏🙏🙏😭😭😭😭😭😭😭😭🙏🙏🙏🙏ମନ୍ର ଜପ କଲେ କେତେ ଥର ଜପ ମନ୍ର କରି ପାରିବୁ ଟିକେ କହିବେ

  • @DrujyadanaBal
    @DrujyadanaBal 7 месяцев назад +1

    ଜୟ ଜଗନ୍ନାଥ ମହାପ୍ରଭୁ,

  • @narayanmaharana8881
    @narayanmaharana8881 7 месяцев назад

    HARE KRISHNA
    RADHE RADHE

  • @plantworkmaintenanceprogre6457
    @plantworkmaintenanceprogre6457 6 месяцев назад +1

    ଗୁରୁଜୀ ଆପଣଙ୍କୁ ମୋର 🙏🙏🙏🙏🙏🙏🙏🙏

  • @kabitapurohit9645
    @kabitapurohit9645 2 месяца назад +1

    Jay mata tulshidevi 🌹🙏🌹

  • @tapasbehera5758
    @tapasbehera5758 6 месяцев назад +1

    ହରେ କୃଷ୍ଣ 🙏🙏🙏🙏🛐🛐

  • @prabinakumarsahoo7513
    @prabinakumarsahoo7513 5 месяцев назад

    ଜୟ ଶ୍ରୀ କୃଷ୍ଣ 🙏

  • @someshreddy1220
    @someshreddy1220 4 месяца назад

    Hare Krishna prabhuji dandwat pranam 🙏🙏🙏

  • @binopadhi4808
    @binopadhi4808 8 месяцев назад +3

    Hare Krishna prabhuji
    Dandavat pranam , Nice explanation prabhuji , before wearing the tulasi mala everyone should knows the rules and regulations Hare Krishna

  • @subhaSenapati-dc1yy
    @subhaSenapati-dc1yy 6 месяцев назад

    Radhe radhe 🙏 hare Krishna 🙌

  • @bhramarbarjena
    @bhramarbarjena Месяц назад +1

    ଜୟ ଜଗନ୍ନାଥ ❤❤❤❤

  • @trilochannayak4185
    @trilochannayak4185 5 месяцев назад +1

    ହରେ କୃଷ୍ଣ ପ୍ରଭୁ ଜି ।ତୁଳସୀ ମାଳା କେବଳ ଦୀକ୍ଷା ନେଇଥିବା ଭକ୍ତ ଧାରଣ କରିପାରିବେ
    କିମ୍ବା ସବୁ ଲୋକ ଧାରଣ କରି ପାରିବେ

    • @sangramjitdas
      @sangramjitdas  5 месяцев назад +1

      Samaste Kari paribe

    • @trilochannayak4185
      @trilochannayak4185 5 месяцев назад

      @@sangramjitdas ହରେ କୃଷ୍ଣ ପ୍ରଭୁ ଜି

  • @Jitup955
    @Jitup955 8 месяцев назад +7

    ହରେ କୃଷ୍ଣ ମହାରାଜ 🙏🙏🙏❤️

  • @akashsahoo-vj2qy
    @akashsahoo-vj2qy 7 месяцев назад +1

    ରାଧେରାଧେ

  • @jyotiramabhuyan5319
    @jyotiramabhuyan5319 8 месяцев назад +2

    ହରେକୃଷ୍ଣ 🙏🌷
    ପ୍ରଭୁଜୀ ପ୍ରଣାମ 🙏 ଚିନ୍ତା ରେ ପଡ଼ିଲି,ନିତି ନିୟମ ପାଳନ ଟିକେ ସମୟ ଲାଗିବ।

    • @rakeshmajhi1434
      @rakeshmajhi1434 Месяц назад

      Vai krushanku dakilenhi se sabu chinta dura karibe je prajantya apana hrudyaru daki nahanti au a Maya sansara re budiki achhanti dukha dura heba nahi se a janma heu ki jete janma jau kharap vaibani vai

  • @jagabandhumallik3801
    @jagabandhumallik3801 8 месяцев назад +2

    Hare Krishna Prabhu ji Dandabat Pranam 🙏🙏

  • @gourangakatual9608
    @gourangakatual9608 7 месяцев назад +2

    Jaishreekrishna,jairadheradhe

  • @RuniRuni-ns8dn
    @RuniRuni-ns8dn Месяц назад

    Radhe Krishna

  • @KabitaraniPatra-q4r
    @KabitaraniPatra-q4r 4 месяца назад +1

    ହରେକୃଷ୍ଣ ପ୍ରଭୁ

  • @saraswatibehera2873
    @saraswatibehera2873 2 месяца назад

    Gurudev ji Hari Krishna 🙏🙏🙏

  • @Jayshreerambhajanmarga
    @Jayshreerambhajanmarga 8 месяцев назад +1

    ଜୟ ଶ୍ରୀରାମ 🙏 ହରିବୋଲ

  • @chitrasenbehera7160
    @chitrasenbehera7160 8 месяцев назад +1

    Hare Krishna 🙏🙏🙏🙏👣👣🙏🙏

  • @rakeshkumarsahu4417
    @rakeshkumarsahu4417 Месяц назад

    Krushnya basudevaya haraye parmatmane prantaha klesanasaya govindaya namo namho