Hare Krishna🙏🙏Definitely ISKCON is doing a very very marvellous work. Still parampara to be implemented as for as possible. Criticism is not desirable. We should try to keep all Sanatanis united. 🙏🙏🙏🙏
Right point right time God bless you love all serv all' hurt never avi Nehi kabhi Nehi United We stands divided We fall jaygaganath swamy om Sai Ram servevavantu sukhina very nice very good thanks
🙊🙉🙈🇮🇳☝️ ................... अरे भाई , सनातन धर्म संस्कृति अच्छा है भाई ... कली युग में जगन्नाथ (किष्ण) .. राधा और रुकुणी कभी भी रथ में नेही.. राम के साथ सिता .. सत्य युग में..? सुभद्रा जगन्नाथ के साथ रथ में..? रथयात्रा एक वार ... इस्कॉन भाईयों ठीक कर से ?? एक वार रथयात्रा । जय हो 🇮🇳
These worldly people do not know that Lord Jagannath Himself is protecting ISKCON and His Devotees. "kaunteya pratijanihi na me bhaktah pranasyati." All Glories to Srila Prabhupad.🪷🙏
Jay Jagannath.. mu atiki janichi.. iskon Hindu dharma prasar prachar karibare bahut bada hata.. jou Mane gapuchanti . Semane kichi karinahanti ..Khali gapunti . One and only organisation in world ...who are spreading Hindu and sanatani dharma . Kichi hebani .jia galiba loka gapibe..
❤ Jagannath belongs to the world who are they to limit bhagvan,he can go anywhere he wants to. He arrived in America and malati Mata found him and brought him to prabhupada , means he wanted to meet prabhupada and give darshan. If he can leave India to meet prabhupada who are they to stop him having his rathyatra anywhere.
Iskcon ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ଏବଂ ଭଗବାନ୍ ଜଗନ୍ନାଥଙ୍କ ଭକ୍ତି ର ପ୍ରଚାର କରୁଛି ।ଏହାହିଁ ତାର ଉଦ୍ଦେଶ୍ୟ । ହରେ କୃଷ୍ଣ l ଦଣ୍ଡବତ ପ୍ରଣାମ ପ୍ରଭୂଜୀ l
Hare Krishna🙏🙏Definitely ISKCON is doing a very very marvellous work. Still parampara to be implemented as for as possible. Criticism is not desirable. We should try to keep all Sanatanis united. 🙏🙏🙏🙏
ଜୟ ଜଗନ୍ନାଥ ଆପଣଙ୍କ ବାର୍ତ୍ତା ବହୁତ ସୁନ୍ଦର ଅଦିନ ରଥ ଯାତ୍ରା ନକରି ନିର୍ଧାରିତ ସମୟରେ କରନ୍ତୁ
Thank you so much for beautiful info...Jay Jagannath 🙏🙏
ସମୟ ଯେତେବେଳେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବା ଆରମ୍ଭ କରେ ଏଇପରି ସାମାଜିକ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇ ଯାଏ। ସେଥିପାଇଁ ବ୍ୟସ୍ତ ହେବାର ଦରକାର୍ ନାହିଁ। ଜୟ ଶ୍ରୀ ଜଗନ୍ନାଥ।
ହରେ କୃଷ୍ଣ ହରେ କୃଷ୍ଣ
ବହୁତ ସୁନ୍ଦର ଉପସ୍ଥାପନା ଆଜ୍ଞା ଯଦି ଇସ୍କନ ଇତିହାସ ଏଇଆ କହୁଛି ତ ଠିକ ଅଛି ଏଥିରେ କୌଣସି ପାଖଣ୍ଡି ନାହିଁ ଅସୁବିଧା ନାହିଁ
Jay Jagannath Jay sri krishna
ହରେକୃଷ୍ଣ ପ୍ରଭୁଜୀ ଦଣ୍ଡବତ ପ୍ରଣାମ ରାଧେ ରାଧେ🙏
ଜୟ ଶ୍ରୀକୁଷ୍ଣ ଆପଣଙ୍କ କଥାରେ ଆମେ ଏକମତ କିନ୍ତୁ କଳି ଯୁଗର ମଣିଷ ମନେ ଭଗବାନଙ୍କର ମହତ୍ୱ ବିଝି ପାରିବେନି
ଭାଈ ପୁରୀର ରଥଯାତ୍ରା କେବେ ହୁଏ ?
ତମେ ବି ଦେଶ ବହାରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ନା ନଭେମ୍ବର ୯ ରେ ହୁଏ ବୋଲି ପ୍ରଚାର କରିବ । ସେଥିପାଇଁ ଜଉ ଟା ସତ ତାକୁ ଆଗକୁ ନିଅ।
ସତ କଥା କହିବାକୁ ଗଲେ ତମେହିଁ ଦେଶ ବାହାରେ ପ୍ରଚାର କରୁଛନ୍ତି ,ସେଥିପାଇଁ ତମକୁ ବହୁତ୍ ବହୁତ୍ ଧନ୍ୟବାଦ୍।
ପ୍ରଚାର କରୁଛନ୍ତି ମନା ନାହିଁ କିନ୍ତୁ ଅଦିନିଆ ରଥଯାତ୍ରା ବନ୍ଦ କରନ୍ତୁ ଭାଇ
aame band kribuni to baaaanda kahinki poduchi
Adinia rotayatra,sei deshora govt dai, ehita iskon ra dai nuo.
Very good sujestion..
Hare Krishna Prabhuji Please Listen the Vedio Lecture Carefully...
ଓଡ଼ିଆ ଲୋକ ଜଣେ ଯଦି ଆଗକୁ ବଢ଼େ ପଛରୁ ତା ଗୋଡ଼କୁ ଟାଣିବା ଜାଣିଛନ୍ତି
ହରେ କୃଷ୍ଣ ବଉତ ଭଲ ଉପଦେଶ
କିଛି ଲୋକ ଚାହୁଁଛନ୍ତି ସନାତନ ଧର୍ମ ଲୋପ ପାଇଯାଉ । ଜୟ ହରେ କୃଷ୍ଣ
ଭଗବାନଙ୍କ ଉଦ୍ଧେଶ୍ୟରେ ପ୍ରଚାର ପ୍ରସାର,ପୂଜନ, କୀର୍ତ୍ତନ,ଜପ ତପର କିଛି ସମୟ ନିର୍ଘଣ୍ଟ ନଥାଏ।ଜଣେ ସାଧୁ ତାର ଅବସର ସମୟରେ ଠିକ୍ କରିଥାଏ। କିନ୍ତୁ ଜଣେ କୃଷକ ତାର କମ୍ ଅବସର ସମୟରେ ଥରେ ମାତ୍ର ଭଗବାନଙ୍କ ନାମ ଉଚ୍ଚାରଣରେ ହିଁ ପୂଜନ କାର୍ଯ୍ୟ ସମ୍ପାଦନ ହୋଇ ଯାଇ ଥାଏ।
Hare krishna ❤ such a great explanation 🙏
We support ISKCON!!!!! ❤❤❤
ଇସ୍କନ ପାଇଁ ଆଜି ଆମ ଧର୍ମ ଅଛି ନହେଲେ। ପାପର ସିମା ବଢିଯିବ ହରେକୃଷ୍ଣ
Thik kahuchha Hare Krishna 🙏
ଜୟ ଜଗନ୍ନାଥ ଈସ୍କନ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି କିନ୍ତୁ ଜଗନ୍ନାଥ ଙ୍କ ରଥ ଯାତ୍ରା ଠିକ୍ ସମୟରେ ହେଵା ଦରକାର ଯଦି କେହି ବୁଝି ନାହ୍ଆ ନ୍ତି ସେମାନଙ୍କୁ ଆମ ଧର୍ମର ନୀତି ନିୟମ ବିସୟରେ ଜଣାଇବା ନିହାତି ଆବଶ୍ୟକ କାରଣ ଜଗନ୍ନାଥ ମହାପ୍ରଭୁଙ୍କ ର ସମସ୍ତ ନିତି ପୂଜା ତିଥି ଅନୁସାରେ ସମ୍ପଣ୍ଣ ହୁଏ
THANK YOU PRABHUJI
ଯିଏ ଯାହା କହୁ ନିଜେ ଭଲ ଥିଲେ ଦୁନିଆ ଭଲ, ପ୍ରକୃତ ଭକ୍ତ କୁ ଅନେକ କଥା ସହିବାକୁ ପଡ଼ିବ
Jai shree Ram 🚩 Jai jagannath 🙏🏽🙏🏽🙏🏽🙏🏽🙏🏽🙏🏽🙏🏽✅
ଜୟ ଜଗନ୍ନାଥ ⭕❗⭕
Hare krishna prabuji 🦚🪈💗
Dandvat prnam 🙏
Iskcon has preached really vision of Sri Gouranga mahaprabhu... 🎉
We support ISKON
Right point right time God bless you love all serv all' hurt never avi Nehi kabhi Nehi United We stands divided We fall jaygaganath swamy om Sai Ram servevavantu sukhina very nice very good thanks
Thik kahila probhu ji
ଅତି ସୁନ୍ଦର କଥା
ପ୍ରଭୁ ଜଗନ୍ନାଥ ସ୍ୱାମୀ ଶରଣ a, c, ଭକ୍ତି ବେଦାନ୍ତ ସ୍ୱାମୀ ଶରଣ
Jay A. C Bhaktivendanta Swami Sila Prabhupada Apnankar Shree Charane Ananta koti Dandabat Pranam 🙏🙏🙏
Jay jagannth hare krishna
Jai srikrishna
🙊🙉🙈🇮🇳☝️
...................
अरे भाई , सनातन धर्म संस्कृति अच्छा है
भाई ... कली युग में जगन्नाथ (किष्ण) ..
राधा और रुकुणी कभी भी रथ में नेही..
राम के साथ सिता .. सत्य युग में..?
सुभद्रा जगन्नाथ के साथ रथ में..?
रथयात्रा एक वार ... इस्कॉन भाईयों ठीक कर से ?? एक वार रथयात्रा ।
जय हो 🇮🇳
ଗତ ବିଧାନସଭା ନିର୍ବାଚନ ସମୟରେ ପାଣ୍ଡିଆନ vs ନବୀନ ସାରା ଓଡିଶା ରେ ଜଗନ୍ନାଥ ରଥ ବୁଲାଇଥିଲେ, ସେତେବେଳେ ଗଜପତି ରାଜା କେହୁଠିଁ ଶୋଇ ଥିଲେ?
Ye gotiye jukti jukta Katha.
ଆପଣ ଠିକ କହିଛନ୍ତି
Atti Sundar mantabya bhai
We support you baba go ahead
❤❤❤❤
ଯେଉଁ ମାନେ ପ୍ରକୃତ ବିଧର୍ମୀ ରାସ୍ତାରେ ଗମନ କରନ୍ତି, ସେହି ମାନେ ହିଁ ବିରୋଧୀ ମନ୍ତବ୍ୟ ଦେଇ ଥାଆନ୍ତି। ଭଗବାନ ଏକ ଦେଶକେ ଫାଙ୍କ,ନଇକେ ବାଙ୍କ ହୋଇଥାଏ। ଆମେ ଗୋଟିଏ ରାଜ୍ୟରେ ରହି ଶାଶୁ ପର୍ବ କୁ ଲୋକେ ପାଳନ କରନ୍ତି। ଯେପରି ଦୀପାବଳୀ ପର୍ବ ଅଧା ଲୋକ ୩୧ ତାରିଖରେ ଓ ଅଧା ୧ ତାରିଖରେ ପାଳନ କଲେ।ଏଠି ଅସୁବିଧା କ'ଣ, ସମସ୍ତେ ବଡ ବଡିଆଙ୍କ ଉଦ୍ଦେଶ୍ୟରେ ହିଁ ପାଳନ କରିଛନ୍ତି।
Hare Krishna 🙏🙏 We support, please continue.
Jay jagannath 🙏🙏🙏🙏
Jay Sri radhe Krishna
ରାଧେ କୃଷ୍ଣ ❤❤
Harekishna
Hare Krishna 🙏
Jai Jagannath 🙏..
Rashe Radhe
Hare Krishna Prabhu ji Dandabat Pranam 🙏🙏🙏
Jay jagantha
Hare Krishna Prabhu ji
Jai jagannath
Jay jagannath 🙏🚩🙏🚩
Hare Krishna prabhuji
Apanka katha bahut sunder au swagat gogya 🙏🙏
🙏🌸Harekrishna 🌸🙏
Jay Iskcon 🙏🙏🙏
🙏ପ୍ରଭୁ ଜି
🙏🙏🙏 namskar prabhuji
You are right my lovely prabhuji
Thank u.
WE SUPPORT ISKCON. JAY SHREE KRISHNA
You are right
🌹ଜୟ ଜଗନ୍ନାଥ 🌹🙏🙏🙏🌹
Hare krishna
ହରେକୃଷ୍ଣ ପ୍ରଭୁଜୀ ଦଣ୍ଡବତ ପ୍ରଣାମ ଭକ୍ତ ସିନା ବୁଝିପାରିବେ ଭକ୍ତର ଭାବାବେଗ ନାହିତ ଅନ୍ୟମାନେ କଣ ବୁଝିବେ🙏🙏
Hare krushna
Right ❤
Apanankudhanyabad
ha
U are spiking all right
These worldly people do not know that Lord Jagannath Himself is protecting ISKCON and His Devotees. "kaunteya pratijanihi
na me bhaktah pranasyati."
All Glories to Srila Prabhupad.🪷🙏
ଠିକ୍ କଥା
I like you pravuji.
Jay Jagannath
Jayguru bahutbahutdhanyabad
Hare Krishna Hare Krishna Krishna Krishna Hare Hare Hare Ram Hare Ram Ram Ram Hare Hare
Hare Krishna... 🙏
Jai srila Prabhupada 🙏
Odisha re କିଛି ମଣିଷ ମାନେ Christian hei jauchanti sei ta tanku bhal laguchi ହେ ପ୍ରଭୁ ମୂର୍ଖ ଭାଇ ମାନ ଙ୍କୁ ଭୁଦ୍ଧି ଦିଅ
Jay Jagannath.. mu atiki janichi.. iskon Hindu dharma prasar prachar karibare bahut bada hata.. jou Mane gapuchanti . Semane kichi karinahanti ..Khali gapunti . One and only organisation in world ...who are spreading Hindu and sanatani dharma . Kichi hebani .jia galiba loka gapibe..
ଆପଣଙ୍କ କହିବାନୁସାରେ ପାଶ୍ଚାତ୍ୟ ଦେଶରେ ବରଫପାତ, ସରକାରୀ ସି୍ୱକୃତି ନ ମିଳିବାରୁ ସେମାନେ ଭିର୍ଣ୍ଣ ଭିର୍ଣ୍ଣ ସମୟରେ ରଥଯାତ୍ରା ପାଳନ କରୁଛନ୍ତି, ତେବେ ମୋର ପ୍ରଶ୍ନ କି, ଯଦି ମୋର ଜନ୍ମଦିନ ଆଜି ମୁଁ କଣ ତାକୁ ମାସେପରେ କିମ୍ବା ପୂର୍ବରୁ ପାଳନ କରୁଛିକି? ନାହିଁ କାରଣ ପ୍ରତ୍ୟକ ଦିନରେ କିଛି ସ୍ୱତନ୍ତ୍ର ତିଥି ଏବଂ ସମୟର ମହତ୍ୱ ଥାଏ।
ତେଣୁ ଇସ୍କନ ଯଦି ରଥଯାତ୍ରା ପାଳନ କରିବା ଶିଖାଉଚି ତେବେ ଇସ୍କନ ଏହା ବି ଶିଖେଇବା ଦରକାର ଯେ ତାକୁ କେବେ ପାଳନ କରାଯାଏ କଣସବୁ ନୀତି ନିୟମ ଅଛି,
ଏମିତି ନୁହେଁ କି ଆଜି ମୋର ସ୍କୁଲ, ଅଫିସ ଛୁଟି ନାହିଁ ମୁଁ କାଲି ରଥଯାତ୍ରା କରି ବି।
ଯଦି ଇସ୍କନ ପ୍ରଚାର କରୁଛି ତାହେଲେ ସଠିକ ଭାବେ କରୁ ନହେଲେ ଆମ ପରମ୍ପରାକୁ ଅପଭ୍ରଶ ନକରୁ କାରଣ ଅଳ୍ପବିଦ୍ୟା ଭୟଙ୍କର 😊
Hare krishna.
Jay Srikrushna🙏🙏🙏🙏
Hare Krishna 🙏prabhuji kichhi loka michhua jagannath premi achhanti ama odisha re iscon prati irsha bha rahuchi au kichhi nahin🙏🙏🙏
HAre Krishna
Jai Jagannath Mahaprabhu
Iskon is great. 🙏🙏🙏
Jay shree krishna 🙏🎉❤️🎉❤️🎉
Jay Jagannath Jay Iskon
ସୁନ୍ଦର ଉପସ୍ଥାପନା କରି ଛନ୍ତି ପ୍ରଭୁଜୀ
🙏🙏🙏🙏🙏
❤ Jagannath belongs to the world who are they to limit bhagvan,he can go anywhere he wants to. He arrived in America and malati Mata found him and brought him to prabhupada , means he wanted to meet prabhupada and give darshan. If he can leave India to meet prabhupada who are they to stop him having his rathyatra anywhere.
India ରେ କ୍ରିଷ୍ଟିୟାନ ମାନେ ଧର୍ମାନ୍ତରଣ କରୁଛନ୍ତି ଆପଣ ମାନେ କରୁଛନ୍ତି
Tume satro purano sanatan dharmo kn janichanti ki...?
Here kiriina❤❤❤
ଇସ୍କନ ଭଗବାନଙ୍କର ନାମକୁ ପ୍ରଚାର ପ୍ରସାର କରୁଛନ୍ତି ଏହାହିଁ ତାହାର ଉଦେଶ୍ୟ
ଠିକ କଥା l କିନ୍ତୁ ପୁରୀ ମନ୍ଦିର, ମହାରାଜା ଓ ଶଙ୍କରାଚାର୍ଯ୍ୟ ଙ୍କ ସହ ଆଲୋଚନା,ସହମତି ସହ କରାଗଲେ ବହୁତ ଭଲ ହୁଅନ୍ତା l
ବାବା ଠିକି କହୁଛନ୍ତି🙏👌💐
Right guruji Anya desar lokanku bujhaibaku tikia samaya lagiba ama hindu Mane bujhiba darkar
Prachar Kara Krushna bhagban apanku sakti diantu
ମାନୁଛୁ climate ଭଲ ନାହିଁ ସେ ଦେଶରେ । ରଥଯାତ୍ରା କରନ୍ତୁ ନାହିଁ। ଏତିକି ଅନୁରୋଧ।
କାରଣ ଇସ୍କନ ପାଁଇ ଆମେ ବହୁତ ଖୁସି।
Apno sanatani na anyo religion.....
Why criticism of other spiritual practices even of Hindu Gods?
Krishna. Balaram nk Ratha Yatra
ISKON IS REQUESTED TO PUT LORD KRISHNA & RADHA INSIDE CHARIOT CAN ISKON DO KRISHNA RATHAJATRA ??
ଜୟ ଶ୍ରୀଜଗନ୍ନାଥ ସ୍ବାମୀ 🙏