Rok Thok Live | ପାଣ୍ଡିଆନ - ବାଲକ୍ରିଷ୍ଣନ -ବିବାଦ | 06 June 2024 | Argus News

Поделиться
HTML-код
  • Опубликовано: 21 окт 2024

Комментарии • 369

  • @ChristadanKhara
    @ChristadanKhara 4 месяца назад +23

    Odisha ru pandian nku hotei bare Argus channel ro bahut Bodo bhumika thila,samasto team nku bahut dhanyawad

  • @culturalchronicles_od
    @culturalchronicles_od 4 месяца назад +7

    ରାଜ୍ୟର ସ୍ୱାର୍ଥ ପାଇଁ ପାଣ୍ଡିଆନ କୁ ନଜରବନ୍ଦୀ ରେ ରଖିବା ଉଚିତ । ନବ ନିର୍ବାଚିତ ସରକାର ଏହି ବ୍ୟକ୍ତି ଉପରେ ତୀକ୍ଷ୍ଣ ନଜର ରଖନ୍ତୁ । ନଚେତ ନୂଆ ସରକାରଙ୍କୁ ବି ଓଡ଼ିଶାବାସୀ କ୍ଷମା ଦେବେନି ଆଗାମୀ 5 ବର୍ଷ ପରେ ।

  • @bimbadharjena1572
    @bimbadharjena1572 4 месяца назад +32

    ଯେଉଁ ଅନ୍ଧ ଭକ୍ତ ବିଜେଡ଼ିର ଗୁଣଗାନ କରୁଥିଲେ ସେମାନେ କୁଆଡେ ଗଲେ ?

  • @sagarsahu5937
    @sagarsahu5937 4 месяца назад +12

    Pandian କୁ ଥାନା ରେ ମାରିବା ଉଚିତ୍। ଆମ ଓଡ଼ିଶା ରୁ କେତେ ପଇସା ଖାଇଛି CBI inquiry କରାଯାଉ। ଆଉ ଆମ ଓଡ଼ିଶା ପଇସା କୁ return ଅଣାଯାଉ

  • @MrTdas-d6b
    @MrTdas-d6b 4 месяца назад +19

    ଏମାନଙ୍କୁ ଏମିତି ଶାସ୍ତି ଦିଆଯିବ ଆଉ କଉ ତାମିଲ ସାହାସ କରିବନି

  • @duryodhannayak73
    @duryodhannayak73 4 месяца назад +55

    ସବୁ ହିସାବ ଦେଇକି ଯିବ ପାଣ୍ଡିଆ

    • @prithisoren9683
      @prithisoren9683 4 месяца назад +2

      Balesore ra Biranchi narayana OSSC case aau ASO job ku BJD sarkar bikri kari deichhi A sabura hisab volo bhabare hisap deu

    • @sanghamitradas371
      @sanghamitradas371 4 месяца назад

      Tathu sabu helicopter Paisa,bag Paisa , jagannath temple Paisa, mission sakti program Paisa,kalya yojana Paisa,sabu tara property adayakara

    • @jumarendrabehera6484
      @jumarendrabehera6484 4 месяца назад

      Sala taku lajya nai hishaba dabani ? Jail jiba ta family relative enjoy karibe vidi vidi ghosadi aana

  • @ashokchinda686
    @ashokchinda686 4 месяца назад +56

    ପାଣ୍ଡିଆନ ଯୋଉଠି ରହିଲେ ବି ତାକୁ ଧରି ଜେଲ ରେ ଭରା ଯାଉ CBI Ed inquiry କରାଯାଉ

    • @aurobindadas4249
      @aurobindadas4249 4 месяца назад +5

      Kie CBI & Ed inquiry kariba. BJD , BJP & Congress samaste ta chora

    • @arunmandal7362
      @arunmandal7362 4 месяца назад +2

      Right

  • @mahendrasahoo1677
    @mahendrasahoo1677 4 месяца назад +3

    Argus news done great roll in change of govt.in odisa,

  • @swadhikarbetaj3768
    @swadhikarbetaj3768 4 месяца назад +7

    ଦଳର ପରାଜୟର ମୂଖ୍ୟ କାରଣ ହେଉଛନ୍ତି ନବୀନ

  • @dayasagardayasagar755
    @dayasagardayasagar755 4 месяца назад +32

    ପାଣ୍ଡିଆନ୍ କୁ ED CBI ତଦନ୍ତ କରନ୍ତୁ .
    ଓଡ଼ିଶାର କୋଟି କୋଟି ରାଜସ୍ବ ସେ କ୍ଷତି
    କରିଛି ..
    ତାହାଠାରୁ recovery କରି ସେ ବେହିଆ ଆଜୀବନ ଜେଲଦଣ୍ଡ ଯାଉ .

  • @sarojkumarsahu3805
    @sarojkumarsahu3805 4 месяца назад +12

    5t କୁ ତଦନ୍ତ ପରିସରକୁ ଆଣିବା ପାଇଁ bjp କୁ ଓଡିଶା ବସି ନିବେଦନ କରୁଛନ୍ତି

  • @SankarsanRout-et7ke
    @SankarsanRout-et7ke 4 месяца назад +34

    ପାଣ୍ଡିଆନ ନବ ଦାସ କୁ ହତ୍ୟା କରିଛି। Cm ହେବ ବୋଲି। ନବୀନ ପଟନାୟକ କୁ ବି ସେ ମାରିବା ପାଇଁ ଚକ୍ରାନ୍ତ କରିଥିଲା। ତାକୁ ଧର। ଆହୁରି କେତେ କଣ ଖାଇଛି।

    • @purandarmajhi527
      @purandarmajhi527 4 месяца назад +2

      Right

    • @puspapatra9060
      @puspapatra9060 4 месяца назад +1

      बहुत भल कथा कहिले

    • @sanghamitradas371
      @sanghamitradas371 4 месяца назад

      Pandiyan nabin Babu ku slow poison douthila taku arrest kara se nabin Babu maribapai plan karithila nabin Babu harigale sata kintu public pai maribaru bachigale

    • @jumarendrabehera6484
      @jumarendrabehera6484 4 месяца назад

      Right bhai

    • @kailashsamal318
      @kailashsamal318 4 месяца назад

      Pura perfect katha

  • @AbhimanyuSamal-l9o
    @AbhimanyuSamal-l9o 4 месяца назад +2

    BJP jindabad Argus news very nice very good

  • @smallik-r7s
    @smallik-r7s 4 месяца назад

    ହଁ ହଁ

  • @Blackcat-bo2uq
    @Blackcat-bo2uq 4 месяца назад +10

    ପାଣ୍ଡୁ କୁ ଧରିବାକୁ CBI, ED, CID, VIGILANCE,IB, INCOME TAX, POLICE ,EXCISE ,FOREST, ARMY, NAVY, ଐରଫୋର୍ସ ସବୁ ଲଗେଇ ଦିଅ

  • @bisikesanbiswal8296
    @bisikesanbiswal8296 4 месяца назад

    Thank you argus new

  • @surendranathsatapathy8654
    @surendranathsatapathy8654 4 месяца назад +2

    ନବୀନ ପଟନାୟକ, ବବି ଦାସ ଓ ପାଣ୍ଡିଆନ ସବୁ ସ୍କାମ ର ମୁଖ୍ୟ. ସମସ୍ତେ ଜେଲରେ ରହିବା ହିଁ ଶ୍ରେୟ. ଜୟ ହିନ୍ଦ.

  • @ksbm2682
    @ksbm2682 4 месяца назад

    Thanks orgus👏

  • @mahendramajhimajhi3890
    @mahendramajhimajhi3890 4 месяца назад +3

    ସବୁ କୁ ତିହାର jail ସ୍ୱାଗତ କରୁଛି 🇵🇾🇵🇾🇵🇾
    ଇଡି enquiry କରି ତଦନ୍ତ କରାଯାଉ

  • @trilochanpatnaik6321
    @trilochanpatnaik6321 4 месяца назад +1

    ନବୀନ ବାବୁ ଆପଣା ହସ୍ତେ ଜିଭ ଛେଦି।

  • @rkp6786
    @rkp6786 4 месяца назад +2

    Pandian should be enquiry& arrested by ED&CBI immediately.

  • @lambodarsahu349
    @lambodarsahu349 4 месяца назад +4

    ପାଣ୍ଡୁ ଯଦି ଭୁଲ କରିଛି ନବୀନ ବାବୁ ମହଭୂଲ୍ କରିଛନ୍ତି,ସେ କଣ ପାଇଁ ତାକୁ ସୁଜୋଗ ଦେଲେ ।ପ୍ରକୃତରେ ସେଥିପାଇଁ ନବୀନ ହିଁ ଦାୟୀ।

  • @subratray1653
    @subratray1653 4 месяца назад

    Very very thanks 🙏 to Argus channel. I proud of your show

  • @satrughnamallicj8703
    @satrughnamallicj8703 4 месяца назад +3

    ପାଣ୍ଡିଆ ଓ ନବୀନ ବିଷୟ ରେ ଫୁଙ୍କାନୁ ପୁଙ୍କ ଭାବେ ବିଚାର କରିଥିବା ରୁ ବହୁତ୍ ବହୁତ୍ ଧନ୍ୟବାଦ୍ କିନ୍ତୁ ଦୁର୍ନିତି ଗ୍ରସ୍ତ ଙ୍କୁ ଦଣ୍ଡ ମିଳିବ? କେବେ?

  • @niranjannaik6376
    @niranjannaik6376 4 месяца назад

    Thank you Rok thok.

  • @pramilaparida9008
    @pramilaparida9008 4 месяца назад +1

    ବିଜେପି କୁ ଗୋଟିଏ ପ୍ରଶ୍ନ ପାଣ୍ଡିଆନ କେବେ ଗିରଫ ହବ, ନା ବିଜେପି ସହଯୋଗ ରେ ଫେରାର ହେଇଯିବ ?

  • @RajaDas-pp1ez
    @RajaDas-pp1ez 4 месяца назад +3

    Durgasis ଭାଇ,bijaymalya ଥିଲା india ରୁ ଫେରାର ହେଇଗଲା, ସାହାରା ଇଣ୍ଡିଆ ଥିଲା କୋଟି କୋଟି ଓଡ଼ିଶା ବାସୀ ଙ୍କ ପଇସା ଖାଇଦେଲା,then pandian ଆସିଲେ ଯାହା କଲେ ଆପଣ ଜାଣିଥିବେ , ଏଇଠି ଓଡ଼ିଶା ବାସୀ ଙ୍କ ର ❓ ବେକାର ରେ ଖର୍ଚ୍ଚ କରିଥିବା ଟଙ୍କା ର recovery କିଏ ଦେବ , ଏଇଠି ସମସ୍ତେ ଚୋର .................

  • @harekrushnapujari.7337
    @harekrushnapujari.7337 4 месяца назад +8

    ନବୀନ ବାବୁ ସବୁ ଜାଣିଛନ୍ତି, ସବୁ ନବୀନ ର ଚାଲ 🤔

  • @ashokdash1599
    @ashokdash1599 4 месяца назад +28

    ଅରୁଣ ଗ୍ରୋଥ୍ରା କୁ ପଚାରନ୍ତୁ ପାଣ୍ଡିଆନ କୁଆଡେ ଗଲା

    • @DevSports1990
      @DevSports1990 4 месяца назад +2

      Jammu koli khaibaku jaithiba

  • @ashokdash1599
    @ashokdash1599 4 месяца назад +14

    ପାଣ୍ଡିଆନ ପଳେଇ ବାର ହାତ ଅଛି. ଅରୁଣ. ବବି. ନବୀନ ଦାୟୀ

  • @byasadevbhoibyasa6048
    @byasadevbhoibyasa6048 4 месяца назад +1

    ସମୂଲ ପୁର ରେ ହନୁମାନ ଜୟନ୍ତି ବନ୍ଦକରି ଥିଲେ ଏମାନଙ୍କ କଣ ଭାବନା ଥଲା ଆମ ପଶ୍ଚିମ ଓଡିଶା ବୁଝିଗଲେ

  • @pramodbisoyi3332
    @pramodbisoyi3332 4 месяца назад +1

    ପ୍ରକୁତରେ ଦୋଷୀ ହେଉଛି ନବୀନା..... ଆଜିର ଦିନରେ ମଧ୍ୟ କିଛି ସ୍ୱାର୍ଥପର ମାଗଣା ଖିଆ ଅଲାଜୁକ ଓଡ଼ିଆ କହୁଛନ୍ତି....... ନବୀନ ଜଣେ ଭଲ ଲୋକ...... ନବୀନ ଜଣେ ମୂର୍ଖ ଓ ବିଶ୍ୱାସ ଘାତକ ଲୋକ ଏହା ହିଁ ସତ୍ୟ....... ଏବେ ବି ସମୟ ଅଛି ରେ ମାଗଣା ଖିଆ ଓଡ଼ିଆ ଭାଇ ମାନେ ସୁଧୁରି ଯାଅ.....

  • @subratray1653
    @subratray1653 4 месяца назад

    Sir 🙏 really really really perfect analysis 👌👌👍

  • @nrusinghsahoo414
    @nrusinghsahoo414 4 месяца назад +2

    BJD ର ନେତାମାନେ press conference ରେ କହୁଛନ୍ତି। ଦଳର ସଭାପତି ତାଂକୁ ଦିଲ୍ଲୀ ପଠାଇଛନ୍ତି । ଏମାନେ ଏଠି କହୁଛନ୍ତି ସେ ଲୁଚି ପଳାଇ ଯାଇଛନ୍ତି । ଏମାନେ ସବୁ ଡକାୟତ । ଓଡ଼ିଶାର ₹100000 କୋଟି ଟଙ୍କା ଖାଇ ଯାଇଛନ୍ତି । ତଦନ୍ତ କରି ଲାଲୁ, ଏବଂ କେଜେରି ପରି ଜେଲ ପଠାଯାଉ ।

  • @bhagwannayak8611
    @bhagwannayak8611 4 месяца назад +5

    ନୀଳ ମାଧବ ବାବୁ ବହୁତ ସରଳ ସ୍ଵଭାବ ସ୍ପଷ୍ଟବାଦୀ ଲୋକ ଜଣା ପଡୁଛନ୍ତି।

  • @crazyyyy-cp5ih
    @crazyyyy-cp5ih 4 месяца назад +2

    BJD ନେତା ସ୍ୱାଭିମାନ ହୀନ,ଭାଡୁଆ

  • @simanchalbeherauu754
    @simanchalbeherauu754 4 месяца назад +1

    aslmukha kholntu durgasis aditor of rok thhok

  • @bipinkumarsahoo2612
    @bipinkumarsahoo2612 4 месяца назад +3

    କେବଳ ନବୀନ ପଟ୍ଟନାୟକ ହି ହାରିବା ପାଇଁ ଦାୟି ଓଡ଼ିଶାରେ ଆଇଏଏସ ଅଧିକାରୀଙ୍କ କବଳରେ ଥିଲା ଏଥି ପାଇଁ କିଛି bjd ନେତା ମଧ୍ୟ ଦାୟୀ

  • @nrusinghsahoo414
    @nrusinghsahoo414 4 месяца назад +2

    ଆରେ ମୂର୍ଖ ପାଣ୍ଡିଆନ କିଏ ? ତାଂକୁ କିଏ Power ଦେଇଥିଲା ?

  • @subashmishra5616
    @subashmishra5616 4 месяца назад +27

    ପଞ୍ଚ ତନ୍ତ୍ର ତାମିଲ ପାଣ୍ଡୁ ଯଥା ଶୀଘ୍ର ଦଣ୍ଡିତ ହେବା ଓଡ଼ିଶା ବାସୀ ଚାହାଁନ୍ତି ଇ ଡି, ସି ବି ଆଇ ତଦନ୍ତ ଆଦେଶ ଜରୁରୀ।

  • @prakashdash9209
    @prakashdash9209 4 месяца назад +2

    ଆରେ ଦୁର୍ଗା ସିସବାବୁ pandian ନୁହେଁ ଦୋଷୀ ଦାୟୀ ନବୀନ ବାବୁ ଅନ୍ଧ ଧୃଷ୍ଟରାସ୍ତ୍ର

  • @sudhirdas1311
    @sudhirdas1311 4 месяца назад +2

    ହିମାଳୟ

  • @susantasenapatisen4524
    @susantasenapatisen4524 4 месяца назад +3

    ଏବେ କହୁଛନ୍ତି ଗୋ ବ୍ୟାକ୍ ଆଗରୁ ପଛରେ ____ ଭଳି ବୁଲୁଥିଲେ ସେବାଠାରୁ ସେହିକାମ କରିଥିଲେ ଆଜି ଏ ଦସା କାଇଁ ଭୋଗିଥାନ୍ତ

  • @tirupatimeher9420
    @tirupatimeher9420 4 месяца назад +7

    ଆଗରୁ ପ୍ୟାରୀ ମହାପାତ୍ର କୁ ବାହାର କରି ନିଜେ ସ୍ୱଚ୍ଛ ହେଲେ.. ଏବେ ପାଣ୍ଡିଆନ କୁ ବାହାର କରି ସ୍ୱଚ୍ଛ.. ସବୁ ପ୍ରୟୋଜିତ କାର୍ଯ୍ୟକ୍ରମ

  • @GobindaChandraSatapathy-se5yr
    @GobindaChandraSatapathy-se5yr 4 месяца назад +4

    ବିଜେପି ସରକାର ଶପଥ ପୂର୍ଵ ରୁ ଓଡିଶା ରୁ ପାଣ୍ଡିଆନ ପଳେଇଯିବା ଓଡିଶା ବିଜେଡି ର ହାତ, କାରଣ ପାଣ୍ଡିଆନ ମୁଣ୍ଡ ରେ ଅଠା ବୋଲି ଅନ୍ୟ ମାନେ ଖସିବାର ପ୍ରୟାସ

  • @byasadevbhoibyasa6048
    @byasadevbhoibyasa6048 4 месяца назад +1

    ପାଣ୍ଡିଏନ ଓଡିଶା ର ସ୍ଵାଭିମାନ କୁ ନଷ୍ଟ କରି ଜଗନ୍ନାଥ ଙ୍କ ପରମ୍ପରା ହଜାର ବର୍ଷର ଚାଲିଆସୁଥିବା ପରମ୍ପରା କୁ ନଷ୍ଟ କରି କୋଟି କୋଟି ଟଙ୍କା ହଡ଼ପାଇ ଖସି ଚାଲିଯିବା କୁ ଚେଷ୍ଟା କରୁଛନ୍ତି ଇତି ଲଗାଇ ସତ୍ୟାସତ ବାହାରକୁ ଆସିବା ଦରକାର

  • @jituraut8674
    @jituraut8674 4 месяца назад +3

    ପଣ୍ଡିଆନ ବିଜେଡ଼ି କୁ ଲୁଙ୍ଗି Dance କରିଦେଲା😮😮😮😮

  • @YouTube-Shorts123
    @YouTube-Shorts123 4 месяца назад

    Jai shriram

  • @biswajithota2524
    @biswajithota2524 4 месяца назад +2

    ଅଲିବାବା ଗୋଟେ ଭଲ ଲୋକ ଥିଲା. ଚାଳିଶ ଚୋର ଙ୍କୁ ସିଏ ଆଉ ମାରଜିନା ଧରିଥିଲେ. ଆପଣ ମାନେ ଭଲକି କାହାଣୀ ଟା ପଢନ୍ତୁ

  • @rkmishra6615
    @rkmishra6615 4 месяца назад +1

    A petition should be filed in Odisha High Court restricting the movement of Mr. Pandian out of the country

  • @biswanathpadhy8371
    @biswanathpadhy8371 4 месяца назад +22

    ସବୁ ମିଶି କରି ଖାଇଛନ୍ତି,ତେଣୁ ବିଜେଡି ନେତା ପାଣ୍ଡିଆନ ର ନାମ ନେଉ ନାହାନ୍ତି।

  • @debashishacharya3814
    @debashishacharya3814 4 месяца назад +2

    ଲୋକଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବାକୁ ସମସ୍ତେ ଗ୍ରହଣ କରିବା ସମୟ ଆସିଛି ।

  • @byasadevbhoibyasa6048
    @byasadevbhoibyasa6048 4 месяца назад +2

    ଆମ ଓଡିଆ ନେତା ମାନେ ତାଙ୍କପାଇଁ ଟେଣ୍ଟ ବାନ୍ଧୁ ଥିଲେ ପଛେ ପଛେ ସେବା କରୁ ଥିଲେ

  • @sopanabadek5696
    @sopanabadek5696 4 месяца назад +1

    ଭି.କେ.ପାଣ୍ଡିଆନ୍କୁ ତାର ସହଧର୍ମିଣୀ ଓଡ଼ିଶାବାସୀଙ୍କ ଆଗରେ ହାଜିର୍ କରେଇବା ପାଇଁ ଆଗ୍ରହ କରାନ୍ତୁ ।

  • @gurucharanbarik7817
    @gurucharanbarik7817 4 месяца назад

    ବିଜେଡି ଜିତିଥିଲେ ପାଣ୍ଡିଆନ୍ ର ଉପାଧି କଣ ହୋଇଥାଆନ୍ତା?? 🤔🤔🤔🤔

  • @SushantDas-pk7jo
    @SushantDas-pk7jo 4 месяца назад

    ହାରାମଯାଦା ସାହୁ ଜାଣିଛି ତାର ପ୍ରଭୁ କୋଉ ମନ୍ଦିରରେ ଅଛି

    • @akuhakatha
      @akuhakatha 4 месяца назад

      Pandu lagi aji a abasta

  • @suvendukumardash1976
    @suvendukumardash1976 4 месяца назад

    Necessary action against black money

  • @ashokkumardas1634
    @ashokkumardas1634 4 месяца назад +2

    ଆରେ ତୁମେ ବିଜେଡି ଦଳରେ ରହିଲେ ବି ତୁମେ ନିଜେ ଜଣେ ଓଡ଼ିଆ, ସତ୍ୟ କହିବାକୁ ଡରିଲେ ୪କୋଟି ଓଡିଶା ବାସୀଙ୍କ ତଣ୍ଟି ରେ ଛୁରୀ ମାରିବା ସହ ସମାନ।

  • @chhabimohanty2112
    @chhabimohanty2112 4 месяца назад +1

    ନବୀନ ବାବୁ pandiannku ଦାୟିତ୍ଵ ଦେଇଥିଲେ, ତାଙ୍କର ଯୋଗ୍ୟତା ଥିଲା ସେ ଜଣେ ଜ୍ଞାନୀ ବିଭିନ୍ନ ଜିଲ୍ଲା ରେ କଲେକ୍ଟର ପଦବୀ ରେ ଥିଲେ। ଆମ ଓଡ଼ିଶା ର ଅଫିସର ମାନେ ଅଯୋଗ୍ୟ, ସୋଇଥିଲେ, ବର୍ତ୍ତମାନ ନିଦ ଭାଙ୍ଗିଲା।pandian ଚୋର ଆଉ ଆଉ ଆପଣ ମାନେ ସବୁ ଭଲ। ନବୀନ ପଟ୍ଟନାୟକ ଙ୍କ ପାଖରେ ଥିଲେ ଜମା ଦୁର୍ନୀତି କରିନଥାନ୍ତେ। ଓଡ଼ିଶା ର ସବୁ ଅଫିସର, ନେତା ମନ୍ତ୍ରୀ ନିଜ ନିଜ ବେପାର ରେ ଥିଲେ। ବର୍ତ୍ତମାନ ନେଡି ଗୁଡ଼ କହୁଣି କୁ ବୋହି ଯାଇଛି।

  • @Nitaigauratv
    @Nitaigauratv 4 месяца назад

    Lokanku hit kruchi aurgus

  • @RasikaHembram-zz7wx
    @RasikaHembram-zz7wx 4 месяца назад

    Good morning

  • @sanjayananda6071
    @sanjayananda6071 4 месяца назад +7

    ସବୁଠାରୁ ବଡ଼ ବଦମାସ୍ ନବୀନ ବାବୁ। ତାଙ୍କୁ କ୍ଷମତା ଦରକାର । ସେଇଟା ପାଣ୍ଡୁ ମାଧ୍ୟମରେ ପାଉଥିଲେ। ତେଣୁ ସବୁ କ୍ଷମତା 5T କୁ ଦେଇଥିଲେ

  • @rkp6786
    @rkp6786 4 месяца назад +1

    Why pandian is not arrested by Indian/odisha responsible authorities soon,it becomes tolate now?

  • @OdiaMath-f1f
    @OdiaMath-f1f 4 месяца назад +1

    ପାଣ୍ଡୁ ଦୋଷ ଦେଇ କିଛି ଲାଭ ନାହିଁ, ଯାହା ଦେଖିବ ଦେଖ ସବୁ ମାଗିଆଁ ଏକେ।ଏ ଭଳି ମାଗିଆଁ ନେତା ମାନଙ୍କ ପାଇଁ ନବିନ ପଟନାୟକ ଭଳି ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ହରାଇ ବସିଲା। ସବୁ ନେତା ମନ୍ତ୍ରୀ ଧରି ନଙ୍ଗଳା କରି କଳାବୋଳି ଗାଁ ଗାଁରେ ବୁଲା ଯାଉ। ଆଗକୁ ନେତା ମନ୍ତ୍ରୀ ଜନତା ମାନଙ୍କୁ ଭୟ କରିବେ

  • @dhirendrapanigrahi7303
    @dhirendrapanigrahi7303 4 месяца назад

    Let them realise

  • @bijayadas1200
    @bijayadas1200 4 месяца назад

    Yes

  • @biswanathpadhy8371
    @biswanathpadhy8371 4 месяца назад +14

    ବାଲା ସାର ନାହିଁ, ବାଳ ସାର।

  • @stylishmaahi
    @stylishmaahi 4 месяца назад +1

    ଗଣେଶ ବାବୁ କୁଆଡେ ଗଲେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେଲେ ସେ ପୂଜା କରିଥାନ୍ତେ ଯେତେ ଜଲଦି ପାରୁଛନ୍ତି ପାଣ୍ଡିଆନ କୁ ଆରେଷ୍ଟ କରାଯାଉ ନ ହେଲେ ହାତରୁ ଖସିଗଲା ପରେ ସରିବ

  • @rajkishor9688
    @rajkishor9688 4 месяца назад

    ତମର ହାତରେ ସବୁ କିଛି ଇନ୍ କାଉଣ଼ୃର କର ବିଧାୟକ ହେଉ ଏସପି ହେଉ

  • @jagamohansahu3128
    @jagamohansahu3128 4 месяца назад

    We are patiently waiting for. the conciquency.we want iustice.

  • @purnanayak5383
    @purnanayak5383 4 месяца назад

    Meherbabu you are 100%,, right 👍,,All leaders of BJD Party,,are responsible for this situation,, not only Pandian Kartik,,

  • @debd7630
    @debd7630 4 месяца назад +10

    ହନୁ ମଲା ବେଳେ ସତ କୁହେ

  • @sanjaytudu8979
    @sanjaytudu8979 4 месяца назад

    Argus new odisha rano 1 best news

  • @rananak
    @rananak 4 месяца назад

    Durgashis bhai tuma bhali loka odisha re darkar

  • @dhaneswardas7823
    @dhaneswardas7823 4 месяца назад +1

    ଓଡ଼ିଶାର ଲୋକେ ଓଡ଼ିଆର ସ୍ବାଭିମାନ ପାଇଁ ମୋଦିଙ୍କୁ ଭୋଟ ଦେବା ସହିତ କେନ୍ଦ୍ର ସରକାରଙ୍କୁ ବଞ୍ଚାଇଲେ। ତେଣୁ ମୋଦି ଯାହା କହିଛନ୍ତି ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ।

  • @niranjandas8243
    @niranjandas8243 4 месяца назад

    Right 👍👍👍

  • @nabakishoredehury6062
    @nabakishoredehury6062 4 месяца назад

    Must be investing about pandian

  • @bijayadas1200
    @bijayadas1200 4 месяца назад

    Yes Right now

  • @akhayakumarbeura4420
    @akhayakumarbeura4420 4 месяца назад

    Sir apanka madhyamare kahibaku chahunchhi,pura rajyare w.m.tharu sarpanch m.l.,m.p.,and police commisoner amananka upare ED janch kara jau.please

  • @krushnadas1509
    @krushnadas1509 4 месяца назад

    Sabu nyaya apeksha re Odisha. Basi jay bjp jay bharat jay odisha s m j

  • @susantasenapatisen4524
    @susantasenapatisen4524 4 месяца назад +1

    ସେ 5ଜଣ ଆଉ ତାଙ୍କ ସାଙ୍ଗରେ ଆଉ ଯୋଉ ମାନେ ଅଛନ୍ତି ତଦନ୍ତ କରି ଝାରପଡା଼ ପଠାନ୍ତୁ

  • @manassahu4574
    @manassahu4574 4 месяца назад

    Sabu samayare.argus rahiba ta

  • @BadGaming-zy4vi
    @BadGaming-zy4vi 4 месяца назад +1

    Are Bhai se sanyas hba pain jauchi 😂

  • @ShashikantGadanayak
    @ShashikantGadanayak 4 месяца назад +2

    କେବଳ ପାଣ୍ଡିଆନ ଦାୟୀ କି.?
    ଯେତେ ଦୁର୍ନୀତି କରିଛନ୍ତି, ସମସ୍ତେ ଧରା ପଡିବା ଦରକାର

    • @SarojMajhi-g6y
      @SarojMajhi-g6y 4 месяца назад +1

      ଠିକ କଥା ସମସ୍ତେ ଜାଣିଛନ୍ତି takudhar

  • @nababkumarpanda2643
    @nababkumarpanda2643 4 месяца назад +1

    News nedia ourness of loss money of odisha.

  • @PrasantParida-el2wg
    @PrasantParida-el2wg 4 месяца назад

    Odisha ra yagiji style heba darkar

  • @ramratan3907
    @ramratan3907 4 месяца назад +2

    Arrested and CBI only

  • @artatranatripathy7618
    @artatranatripathy7618 4 месяца назад +1

    Pandan working as employee.

  • @SushantDas-pk7jo
    @SushantDas-pk7jo 4 месяца назад +1

    ଦୟାକରି ଏବେ ଗଣେଷ ସାହୁ ଙ୍କୁ ସଭା ମଞ୍ଚ ବା ବଡିବେକକୁ ଡକାଯାଊ ।
    ସେ ହାରାମ ଯାହାକୁ ପଚାରାଯାଊ ।
    କାରଣ ସେହି ପାଣ୍ଡିଆନର ସେବକ

  • @bhaktimarga853
    @bhaktimarga853 4 месяца назад

    ନିଜର ଯୋଗ୍ୟତା ଅନୁଯାୟୀ ସେମାନେ କାମ କରୁଥିଲେ.

  • @devendramaharana3540
    @devendramaharana3540 4 месяца назад

    Bhairaba ଙ୍କର close ସହଯୋଗୀ G Mathivanan,IAS (Tamil) ଦୀର୍ଘଦିନ ହେବ ଗୃହ ନିର୍ମାଣ ବିଭାଗରେ ରହି ଯେଉଁ କଳେଙ୍କାରୀ କରିଛନ୍ତି ତାହାର ତଦନ୍ତ କରିବା ଦରକାର।

  • @swadhikarbetaj3768
    @swadhikarbetaj3768 4 месяца назад +1

    ପାଣ୍ଡିଆନ ଦାୟୀ ନା ଯିଏ ପାଣ୍ଡିଆନ କୁ ଆଣିଥିଲେ ସେ ଦାୟୀ??

  • @gurucharanbarik7817
    @gurucharanbarik7817 4 месяца назад

    ମାନ୍ଯବର,, 😂କଣ ବିଜେଡି ନେତାମାନେ ସାରଥି ବାବାଙ୍କର ଶିଶ୍ୟ. 😂😂😂😂

  • @RajatkumarBoxi
    @RajatkumarBoxi 4 месяца назад

    Yes VKP intervain kare in every matter

  • @biswajithota2524
    @biswajithota2524 4 месяца назад +1

    ଶିବ ପ୍ରସାଦ ମେହେର ସତ କଥା କହୁଛନ୍ତି. ପାଣ୍ଡିଆନ ନିଶ୍ଚୟ ବାହାର କୁ ପଳେଇବ. ତାର passport ଜବତ ହେବା ଦରକାର

  • @rahulk934
    @rahulk934 4 месяца назад

    Arun Gothra should also be under scanner...reopen Naba Das case

  • @AbinashBhrt
    @AbinashBhrt 4 месяца назад +2

    5T means 5 Tamil

  • @madanmohanpradhan192
    @madanmohanpradhan192 4 месяца назад

    Women CM in odisha

  • @pratapdipu9197
    @pratapdipu9197 4 месяца назад

    ଏବେକାର ସରକାରଙ୍କ ଦ୍ୱାରା କିପରି ଅଧିକ ଉନ୍ନତ ଓଡିଶା ଅଭିଯାନ ପାଇଁ ପରିବର୍ତ୍ତନ କରିବା

  • @jubrajamanta4022
    @jubrajamanta4022 4 месяца назад

    Jadi satare odisha Toka hoi thiba amananku chhadiba nahi