Stone Pelting Between BJP And Congress Workers In Bhubaneswar | Rahul Gandhi's Anti-Hindu Sentiment

Поделиться
HTML-код
  • Опубликовано: 6 сен 2024

Комментарии • 954

  • @OP_ALEKHA
    @OP_ALEKHA 2 месяца назад +45

    ଇଏ ହେଇନି କିଛି ଆଗକୁ ଆହୁରି ବାକି ଅଛି । ଇଏତ ଟେଲର ଫିଲିମ୍ ଆସୁଛି । ଖାଲି ଅପେକ୍ଷା କର ସମୟ ଆସ୍ତେ ଆସ୍ତେ ଦୃବଳ ହେଲାଣି । ହେ ମହାବାହୁ ଏ ଧରା ପୃଷ୍ଠାରେ ଅବତରଣ ହୁଇ ଧରା ପୃଷ୍ଟକୁ ରକ୍ଷା କର।
    ଜୟ ଜଗନ୍ନାଥ 🙏

    • @tapasswain3231
      @tapasswain3231 2 месяца назад +1

      Tu Pandian ra pela chata loka nihati heithibu

    • @rajeshofficialnk4709
      @rajeshofficialnk4709 2 месяца назад

      ​@@tapasswain3231 ତୁ BJP ତୋ ବାପା ମୋଦି ର ଗାଣ୍ଡୀ chatibu ja 😂😂😂

  • @SouravDas-vq9hp
    @SouravDas-vq9hp 2 месяца назад +182

    ଆରେ ଭାଇ ସେମାନେ ଦିଲ୍ଲୀରେ ନିର୍ବାଚନ ପରେ ଫଳା ଫଳ ବାହାରିବା ପରେ ସେଠି ସେମାନେ ଖୁସ୍ ଅଛନ୍ତି, ତମେ ମାନେ କାଇଁ ଏମିତି ହୋଉଛ ବେ ଯଦି ଆଜି ତମର ଏମିତି ଦଙ୍ଗା ବେଳେ କାହାର ଗୋଡ଼ କି ହାତ ଭାଙ୍ଗି ଗଲା, କିମ୍ବା କାହାର ମୃତ୍ୟୁ ହୋଇଗଲା ତମ ମାଆ,ବାପାଙ୍କୁ କିଏ ଗୋଟେ ପୁଅ ଆଣିକି ଦେବ କି ଏକଥା ଥରେ ନିଜେ ନିଜକୁ ପଚାର କି ମୋର ଯଦି କିଛି ହୋଇଗଲା ମୋ ବାପା ମାଆ ଙ୍କ କଥା କିଏ ବୁଝିବ କଣ ମୋର ଯଦି କିଛି ହୋଇଗଲା କଣ ସେ ରାଜନୈତିକଦଳ ମୋର ପରିବାରର ରକ୍ଷଣା ବେକ୍ଷଣ କରିବେ, କି ମୋର ମାଆ କୁ ଆଉ ଗୋଟେ ପୁଅ ଅଣିକି ଦେବେ ଥରେ ଚିନ୍ତା କରିକି ଯାହା କରିବା କଥା କର 🙏

    • @user-ff3ps1mw1w
      @user-ff3ps1mw1w 2 месяца назад +2

      Thikathha bhina

    • @ASPIRANTS660
      @ASPIRANTS660 2 месяца назад +30

      ଆରେ ଭାଇ ଓଡିଶା ରେ ଧର୍ମ କୁ ନେଇକି ରାଜନୀତି କେଭେ ହେଉନଥିଲା। ଓଡିଶା ଖୁସି ଥିଲା। BJP ଆସୁ ଆସୁ ଧର୍ମ ର ରାଜନୀତି ଚଲେଇଲl । ଆଉ e ସବୁ ବାଳ ଲୋକ ଆସିକି ଉଛନ ହଉଛନ୍ତି। ମୁଣ୍ଡ ଫାଟିଗଲେ କେହି ଆଶିକି ପିଠିରେ ପଡ଼ିବନି।

    • @sushitkumarparida7388
      @sushitkumarparida7388 2 месяца назад

      Hmm e sala murkha nku kan miluchhi kejani

    • @susantakumarbiswal4797
      @susantakumarbiswal4797 2 месяца назад +4

      Al right 👍

    • @geetapingua4379
      @geetapingua4379 2 месяца назад +5

      Right 👍

  • @prasantakumar7040
    @prasantakumar7040 2 месяца назад +22

    ହୀନ ରାଜନୀତି ଚାଲିଛି

  • @Rkkk.39
    @Rkkk.39 2 месяца назад +42

    Raga jindabad ✋💪🇮🇳

  • @ASPIRANTS660
    @ASPIRANTS660 2 месяца назад +34

    NEET issue ... Agniveer upare b Rahul Gandhi... discussed
    Se upare BJP karmi kan କହୁଛନ୍ତି

  • @akmalik1576
    @akmalik1576 2 месяца назад +70

    ଏଇତ ଆରମ୍ଭ ପାଂଚ ବର୍ଷ ବାକିଅଛି

  • @କଳ୍କୀ
    @କଳ୍କୀ 2 месяца назад +118

    ଶାନ୍ତିପ୍ରିୟ ରାଜ୍ୟରେ ଆରମ୍ଭ ହେଇ ଗଲା ଗୁଣ୍ଡା ରାଜ। ଉଭୟ ଗୋଷ୍ଠୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର

    • @BMYaduvanshi-uj7ts
      @BMYaduvanshi-uj7ts 2 месяца назад +2

      ଯିଏ ଆରମ୍ଭ କରିଛି ତାକୁ ଆଗ ଧର

    • @abiramgamango-nv6hf
      @abiramgamango-nv6hf 2 месяца назад

      ହଁ ଆଜ୍ଞା ନିଶ୍ଚୟ 👌❤️🌹👍

    • @mr.sibu997
      @mr.sibu997 2 месяца назад +4

      ଆଗ କଂଗ୍ରେସ କୁ ଧର BJP ତ ଶାନ୍ତି ରେ ବିରୋଧ କରିଥିଲା ସେ ମାନେ କାହିଁକି ପଥର ମାରିଲେ। ତୁମେ ସବୁ bjd ବାଲା ସେଥି ଲାଗି ଏମିତି କମେଣ୍ଟ କରୁଛ

    • @BHAGABATIDHARUA-sj4if
      @BHAGABATIDHARUA-sj4if 2 месяца назад +1

      BJP ସରକାର ଯେଉଁଠି ଗଣ୍ଡଗୋଳ ସେଇଠି।ଏଥର ଓଡ଼ିଶା ଏମିତି ହିଁ ଭାସିବ।😢😢😢😢

  • @BibunaBibhuti
    @BibunaBibhuti 2 месяца назад +137

    Rahul gandhi next pm thanks

    • @dipakgouda6852
      @dipakgouda6852 2 месяца назад +1

      Wright❤

    • @rajeshbehera4509
      @rajeshbehera4509 2 месяца назад +1

      Pakistan ka PM

    • @ranjitmohapatra9506
      @ranjitmohapatra9506 2 месяца назад +1

      Rahul khan,not gandhi

    • @fagurammurmu5897
      @fagurammurmu5897 2 месяца назад

      Rahul Gandhi pm hele pakistan jindabad nara logeibo

    • @Arenamode2033
      @Arenamode2033 2 месяца назад

      ​@@fagurammurmu5897ebe modi pm achhi au bharata re pakistan ra nara laguni ki ??? Murkha bhali katha kahuchha

  • @akmalik1576
    @akmalik1576 2 месяца назад +25

    ଅନ୍ଧଭକ୍ତ ମାନକଂ ପାଇଁ ପାଂଚ ବର୍ଷ ପର୍ୟ୍ଯନ୍ତ ଗାନ୍ଡିମରେଇଲେ ଓଡ଼ିଶା ବାସୀ

    • @unconsciouslove8423surjya
      @unconsciouslove8423surjya 2 месяца назад

      ଓଡିଶା ବାସି ନୁହଁ ତୋ ମା ଗାଣ୍ଡିମାରେଇବ କଟା ଶଳା

    • @udayanathkhillo-lo8th
      @udayanathkhillo-lo8th 2 месяца назад

      ତୁ ତୋ ପାଣ୍ଡୁ ଭକ୍ତ ହୋଇ ଥିବୁ

  • @jagabandhudash1753
    @jagabandhudash1753 2 месяца назад +111

    ଏମିତି ହେଲେ ବିଜେଡି ଯଉଭଳିଆ ଗଲା... ବିଜେପି ଵି ବହୁତକମଦିନରେ ଯିବ. Return of Congress

    • @basantasinghmajhi209
      @basantasinghmajhi209 2 месяца назад +6

      ଆ ପଣ କହିବା କଥା 100 ରୁ 100

    • @ranjitmohapatra9506
      @ranjitmohapatra9506 2 месяца назад +3

      Balo na ,congress asibar nahie

    • @bidyutmallick3123
      @bidyutmallick3123 2 месяца назад

      Tahele kie Rahiba tike kaha niii Tuuuu mggg

    • @sridevidigal269
      @sridevidigal269 2 месяца назад +4

      Right Jay Congress ❤

    • @dilongamango8184
      @dilongamango8184 2 месяца назад +2

      ନିଶ୍ଚୟ ଯିବ ଏଠି ରେ ସନ୍ଦେହ ନାହିଁ

  • @bhajaymurmu2054
    @bhajaymurmu2054 2 месяца назад +172

    ବିଜେପି ସିନା ଭାରତ ମାତା କି ଜୟ ନାରା ଦେଉଛି,ହେଲେ କେବେଠୁ ବିଜେପି ସରକାର କରିଛି ସେବେଠୁ ଭାରତ ମାତା ଅସାନ୍ତି ରେ ଅଛନ୍ତି ।

  • @user-xi9dq1eq5s
    @user-xi9dq1eq5s 2 месяца назад +45

    ଓଡ଼ିଶାରେ BJP ସରକାର ଆସିବା ଏକମାସ ବି ହୋଇନି କିନ୍ତୁ ଦଙ୍ଗା ଆରମ୍ଭ ହୋଇଗଲାଣି 😅😅

    • @user-qw8pt3bg9g
      @user-qw8pt3bg9g 2 месяца назад

      Tm hindu birodhi kii

    • @BHAGABATIDHARUA-sj4if
      @BHAGABATIDHARUA-sj4if 2 месяца назад +1

      ସାରା ଭାରତ ମଣିପୁର,ଉତ୍ତର ପ୍ରଦେଶ ର କାଣ୍ଡ ଦେଖିଲା ହେଲେ ଓଡ଼ିଶା ଭାସି ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଥିଲେ ସେଇଠି ପାଇଁ ତ bjp ସରକାର ଆଣିଛି।😢😢😢

  • @rameshdas9755
    @rameshdas9755 2 месяца назад +87

    ଶାନ୍ତି ପିୟ ରାଜ୍ଯ ହେଇଛି ଓଡ଼ିଶା ଏଠାରେ ବିଜେପି ସରକାର ଅଶାନ୍ତି କରିବେ ଜୟ ବିଜେଡି

    • @basantasinghmajhi209
      @basantasinghmajhi209 2 месяца назад +2

      ଜୟ B,j,d, ଜୟ congress

    • @babuljena7181
      @babuljena7181 2 месяца назад

      Jay Jagannath Jay Bjp ​@@basantasinghmajhi209

    • @babuljena7181
      @babuljena7181 2 месяца назад +1

      BJD re sobu chora mag

    • @SouravDas-mz6jf
      @SouravDas-mz6jf 2 месяца назад

      ​@@babuljena7181 neet re gaphlati kiye bjd karichi

  • @Lbaghar
    @Lbaghar 2 месяца назад +56

    Congress2029

  • @ashoknag3973
    @ashoknag3973 2 месяца назад +5

    😢କେଡେ ସୁନ୍ଦର ଶାନ୍ତି ପ୍ରିୟ ରାଜ୍ୟ ଥିଲା ଓଡ଼ିଶା ବଜେପି ଵାଲା ଆସି ସବୁ ବିଗାଡି ଦେଲେ

  • @jiturockez8572
    @jiturockez8572 2 месяца назад +23

    ଦିଲ୍ଲୀ ରେ ରିମୋଟ ଚିପିଲେ ଓଡିଶାରେ କଳି..... ଆଗକୁ କଣ ଦେଖିବାକୁ ମିଳିବ... ଜୟ ଜଗନ୍ନାଥ 🙏🙏

  • @Aryan_Creation967
    @Aryan_Creation967 2 месяца назад +64

    Jay Congress Jay Rahul Gandhi

  • @sukantasingh2483
    @sukantasingh2483 2 месяца назад +99

    Next prime minister rahul gandhi

    • @geetapingua4379
      @geetapingua4379 2 месяца назад +3

      Right 👍❤❤

    • @RajBharadwaj23
      @RajBharadwaj23 2 месяца назад

      Bjp has started violence in odisha state.In future odisha will destroy development by bjp

    • @VillageGameboy98
      @VillageGameboy98 2 месяца назад +3

      Tu aau to Rahul Gandhi 😂 Pappu PM 😂😂😂😂😂

    • @Just_randomhuman
      @Just_randomhuman 2 месяца назад

      Ajjjiii lund meraa😂😂😂😂

    • @sagarjena6943
      @sagarjena6943 2 месяца назад

      😂

  • @abhinandansutar197
    @abhinandansutar197 2 месяца назад +8

    ମୁଁ ଜାଣିଥିଲି ବିଜେପି ଓଡିଶାରେ ସରକାର କୁ ଆସିଲେ ଏଇଆ ହିଁ ହବ... ଇଏ ତ ଆରମ୍ଭ ଆଗକୁ ଅଛି

  • @achyutbag4614
    @achyutbag4614 2 месяца назад +51

    Jay congres jay rahul

  • @TikiBhoi-mf8hb
    @TikiBhoi-mf8hb 2 месяца назад +147

    Rahul Gandhi jindabad

    • @digitalheman1288
      @digitalheman1288 2 месяца назад +5

      Magia magana kia

    • @Gdiwhsbdnxxhsjsnsn
      @Gdiwhsbdnxxhsjsnsn 2 месяца назад +1

      @@digitalheman1288daridra bhakuda

    • @rajeshofficialnk4709
      @rajeshofficialnk4709 2 месяца назад +1

      ​@@digitalheman1288 ତୁ ମଘିଆ ଏମିତି ପଇସା କମେଇବୁ rss BJP 😂😂

    • @Arenamode2033
      @Arenamode2033 2 месяца назад

      ​@@digitalheman1288tuuu ta hindu bhkta nuhe bjp bhkt ............ram mandir leakegae hauchhi jaa sambhalibu

    • @snigdhapramanik999
      @snigdhapramanik999 2 месяца назад

      Rahul gandhi to bapa heithibo to maaku kala pore tu janma neichu

  • @rajkishorenayak4031
    @rajkishorenayak4031 2 месяца назад +107

    ବିଜେପି ଦଳ ଦଙ୍ଗା ରେ ବିଶ୍ୱାସ କରେ

  • @BHAGABATIDHARUA-sj4if
    @BHAGABATIDHARUA-sj4if 2 месяца назад +9

    ରାହୁଲ ଗାନ୍ଧୀ ଯାହା ବି କହିଛନ୍ତି 🎉ଠିକ କହିଛନ୍ତି।କାରଣ ଯଦି ହିନ୍ଦୁ ହିଂସ୍ର ହୋଇ ନଥାନ୍ତା ଆଜି ଏଭଳି ଲୋକ ଭିତରେ ଗୋଣ୍ଡଗୋଲ ହୋଇ ନଥାନ୍ତା ,ପ୍ରକୃତ ରେ ହିନ୍ଦୁ ହିଂସ୍ର ମୁଁ ବି ଜଣେ ହିନ୍ଦୁ ହେଲେ ସତ କହିବାକୁ କିଆଁ ଡରିବି। ଜୟ କଂଗ୍ରେସ୍ ରାହୁଲ୍ ଗାନ୍ଧୀ ଜିନ୍ଦାବାଦ 👍🙏🇮🇳🙏

  • @MahantiBhatra
    @MahantiBhatra 2 месяца назад +8

    ରାହୁଲ ଗାନ୍ଧି ଜିନ୍ଦାବାଦ

  • @UmakantaMajhi-k6n
    @UmakantaMajhi-k6n 2 месяца назад +12

    ଜୟ କଂଗ୍ରେସ

  • @birsinghhembram5553
    @birsinghhembram5553 2 месяца назад +31

    ଆମେ ହିନ୍ଦୁ ହେଇକି ହିନ୍ଦୁତ୍ବ ରଖିପାରୁ ନାହୁଁ ...ଏଥିରୁ ସତ୍ୟ ଜଣାପଡ଼ୁଛି ରାହୁଲ ଗାନ୍ଧୀ କଥା ସତ୍ୟ... ଏବେ ଓଡ଼ିଶା ରେ ପାଞ୍ଚବର୍ଷ ଧର୍ମକୁ ନେଇ ପାଲା ଚଲେଇ ବେ

  • @karmajibi6193
    @karmajibi6193 2 месяца назад +10

    ଖବର ଅନୁଯାୟୀ ଏହାହିଁ ବିଜେପି ର ଅହିଂସା ନିତି।

    • @djsidhumusic3355
      @djsidhumusic3355 2 месяца назад

      Election bele bjd Kn karuthila janak jibana neigale seta Kn prema
      Tamaku khali bjp bhul dekha jauchi bjd ra kuji neta

  • @user-sx3xu9xf9n
    @user-sx3xu9xf9n 2 месяца назад +49

    Jai Hind Jai congress

  • @sanjayarout3164
    @sanjayarout3164 2 месяца назад +4

    ଦଙ୍ଗା ଆରମ୍ଭ କରୁଛି ବିଜେପି

  • @sunilkhosla6617
    @sunilkhosla6617 2 месяца назад +27

    Rahul Gandhi is next PM of india

    • @Abhishek-bs1uz
      @Abhishek-bs1uz 2 месяца назад

      Narendra Modi PM 2029

    • @sabitasahoo5208
      @sabitasahoo5208 2 месяца назад

      Right

    • @Arenamode2033
      @Arenamode2033 2 месяца назад

      ​@@Abhishek-bs1uz2029 re modi asiba katha ta bhuli jaa ..au 6month dekh satkar kemiti badaluchhi ..modi sarkar nuhe NDA sarkar bujhilu .......

  • @bhagyaranjantripathy377
    @bhagyaranjantripathy377 2 месяца назад +19

    Argus OTV bartaman kuade gala

    • @sabitasahoo5208
      @sabitasahoo5208 2 месяца назад

      Pakhala khai soipadichhanti😂😂😂

    • @sabitasahoo5208
      @sabitasahoo5208 2 месяца назад

      Argus aau Otv pura opposite show karibe...kichhi thik katha dekhaibeni..

    • @santoshkumarpanda9968
      @santoshkumarpanda9968 2 месяца назад

      Se kaha latin bhitare pasithibe dekha😂😂😂😂

  • @user-yj6te6wp2r
    @user-yj6te6wp2r 2 месяца назад +12

    Usual scene will continue till BJP is there in the state. They love doing it. Andh bhakt.

  • @tapansemerlia400
    @tapansemerlia400 2 месяца назад +8

    Today Time Really Hero And Jana Nayaka Leader Tiger King Rahul Gandhi Jindabad 💪💪💪💪❤️❤️❤️❤️

  • @ashutoshpanda6120
    @ashutoshpanda6120 2 месяца назад +43

    Rahul Gandhi 🔥🔥🔥

  • @birsinghhembram5553
    @birsinghhembram5553 2 месяца назад +7

    ଏହିଟା ବି ଜେ ପି ଯାହାବି କରୁଛି କେବଳ ଆସନ୍ତା ଇଲେକ୍ସନ ବୋନସ ପଏଣ୍ଟ କଂଗ୍ରେସ ପାଇବ 😂😂

  • @ManojKumar-kz2fe
    @ManojKumar-kz2fe 2 месяца назад +8

    Bharat Mata ki Jai

  • @ASPIRANTS660
    @ASPIRANTS660 2 месяца назад +40

    ଆମ ଓଡିଶା ନବୀନ ଓଡିଶା।
    ଆରେ ବାଳ ରାହୁଲ ଗାନ୍ଧୀ ହିନ୍ଦୁ ବିରୋଧରେ କହିନି। ସେ କହିଛି ହିନ୍ଦୁ କେଭେ ହ୍ନିସା କରେନି। BJP ଆଉ RSS ଲୋକ ହିନ ରାଜନୀତି କରୁଛନ୍ତି ନିଜକୁ ହିନ୍ଦୁ କହୁଛନ୍ତି ଆଉ ହିଂସା କରୁଛନ୍ତି। ଭାଷଣ ପୁରା ଶୁଣ। କହିବାର SENSE ବୁଝ । ଓଡ଼ିଶା ଭଳି ଶାନ୍ତି ଜାଗାରେ ଆସିକି ଏ ବାଳ ନୀତି କରନି।

    • @user-fj5lk8hx5f
      @user-fj5lk8hx5f 2 месяца назад +9

      ରାହୁଲ ଗାନ୍ଧିଙ୍କ କଥା ଭଲରେ ନ ବୁଝି ମିଛରେ ଝଗଡ଼ା ହେଲେଣି

    • @Losers3
      @Losers3 2 месяца назад +5

      Emananku emitika andhbhakt kuha jaeni

    • @rajneeshkumar1303
      @rajneeshkumar1303 2 месяца назад +5

      ​@@Losers3hahaha.. Thik katha.. Pura video nadekhi shorts video dekhiki drama karuchanti

    • @LaliltBaral
      @LaliltBaral 2 месяца назад +1

      Tama bhali Hindu nka pai aji hindu nka e abasta

    • @CUTIE-sc9ry
      @CUTIE-sc9ry 2 месяца назад +2

      Odisha loko tk kn sunila pore jhogoda arambha kori debe actually kotha ta details jani b no thanti... Chi Chi

  • @Modicare_wellness
    @Modicare_wellness 2 месяца назад +29

    ବିଜେପି ଅଶାନ୍ତି କରିବାର ମାଷ୍ଟର

  • @suppermangal6782
    @suppermangal6782 2 месяца назад +31

    Bjp hindu hindu kohi sabu bikidela bbsr airport bi bikibo, company thu tax nae rate bodhouchi , only Congress👍 bjp ra sahas kemiti hela Congress bhobon jae hals koriba choro bjp congress bhoban chorikoribaku ଯାଇଥିଲା

    • @geetapingua4379
      @geetapingua4379 2 месяца назад +1

      Right 👍❤

    • @sudeep1392
      @sudeep1392 2 месяца назад

      pappu hindu muslim karuchi aau bjp ku blame karucha..uneducated

  • @rameswarsatpathy184
    @rameswarsatpathy184 2 месяца назад +6

    Rahul Gandhi jindabad
    Only Congress only yashri Nawaz Bhai ❤️❤️❤️❤️

  • @bapircb7783
    @bapircb7783 2 месяца назад +149

    ବିଜେପି ବାଲାଙ୍କୁ ଗୋଡେଇ ଗୋଡେଇ ବାଡିଅ

    • @anilsen2703
      @anilsen2703 2 месяца назад +9

      ତମେ ପାକିସ୍ତାନ ପଲାଓ ।

    • @jitendradas5108
      @jitendradas5108 2 месяца назад +3

      ତତେ ସଲା ମାଡ଼ ଦରକାର

    • @jitendradas5108
      @jitendradas5108 2 месяца назад +8

      ରାହୁଲ ଗାନ୍ଧୀ ହିନ୍ଦୁ ବିରୁଧି

    • @lokanathbehera8577
      @lokanathbehera8577 2 месяца назад +13

      ​@@anilsen2703Tu pala magiha congress pain deso independent heichi ae 10 barso re khali hindu muslim chalichi pala

    • @khageswarkhamari3390
      @khageswarkhamari3390 2 месяца назад

      Tume Eurasia jao

  • @abhimanyuparida7499
    @abhimanyuparida7499 2 месяца назад +5

    ହିନ୍ଦୁ ହିନ୍ଦୁ ମଧ୍ଯରେ ଝଗଡ଼ା କରନି

  • @BibunaBibhuti
    @BibunaBibhuti 2 месяца назад +27

    Joy congress thanks

  • @chandinitripathy3921
    @chandinitripathy3921 2 месяца назад +2

    ଏହିପରି ପରିସ୍ଥିତି ସୃଷ୍ଟି କରିଥିବା ଲୋକଙ୍କୁ ହିଁ ହିନ୍ଦୁଧର୍ମର ନୁହେଁ ବୋଲି କହିଥିଲେ। କଂଗ୍ରେସର ସିଟ୍ ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ବିଜେପି ସହିପାରେ ନିଜ ଏଣୁ ଏହିପରି କରି ସିଟ୍ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି ଏତିକି ମନେରଖନ୍ତୁ ଏଥିପାଇଁ କେତେ କମ୍ ହେବ‌ ଦେଖିବେ ସମୟ କୁ ଅପେକ୍ଷା ବ୍ୟତିତ ଅନ୍ୟ ଉପାୟ ନାହିଁ।

  • @pradyumnakumarmohanty3239
    @pradyumnakumarmohanty3239 2 месяца назад +88

    Bjp hatao

  • @Subhasish-ig9zq
    @Subhasish-ig9zq 2 месяца назад +16

    ଧନ୍ୟବାଦ୍ କଂଗ୍ରେସ ମାର ଶଳା ଙ୍କୁ bjp ୱାଲା ଙ୍କୁ

    • @omm6324
      @omm6324 2 месяца назад

      India re ate hindu achhanti semane jadi baharibe Congress kichi nuha semananka agare

  • @bibspinku163
    @bibspinku163 2 месяца назад +24

    Jay congress

  • @kabitapradhan-pj7kq
    @kabitapradhan-pj7kq 2 месяца назад +2

    Rahulu gandhi ଜିନ୍ଦାବାଦ 👍👍

  • @purnapattnaik6354
    @purnapattnaik6354 2 месяца назад +20

    ଦଙ୍ଗା କରିବା ଦଳ ଆସିଲା ଓଡ଼ିଶାରେ ଦଙ୍ଗା ହେବ ଆଗକୁ କଣ ହେଉଚି ଦେଖ ଓଡିଶା ବାସୀ

  • @deepsingle5751
    @deepsingle5751 2 месяца назад +6

    Congress coming odisha politics good news

  • @RAJESWARIROUT-co7ps
    @RAJESWARIROUT-co7ps 2 месяца назад +18

    Bjp heuchi belajya yatra party... Michha kahi juba samaj ku ushkei khali danga, gundaraj kari janichi wahhh..

  • @NirakarNirakarbehera
    @NirakarNirakarbehera 2 месяца назад +16

    Rahulgandhi jindabad❤❤❤

  • @rakeshkumarpanda1499
    @rakeshkumarpanda1499 2 месяца назад +7

    Bjp ର ଭୁଲ୍

  • @gojendramuduli8990
    @gojendramuduli8990 2 месяца назад +3

    ଅନ୍ଧ ଭକ୍ତ ରାହୁଲ ଗାନ୍ଧୀଙ୍କ ଭାଷଣ ଠିକ୍ ସେ ବୁଜନ୍ତୁ, ମୂର୍କ BJP ଦଳ

  • @dibyasinghparida4360
    @dibyasinghparida4360 2 месяца назад +7

    ଏମାନଙ୍କର କିଛି କାମ ନାହି,ଗୁଳି ଚଳାଅ ସମସ୍ତେ ଛାଡି ପଳେଇବେ,

  • @ManitaBhatra-wr6wo
    @ManitaBhatra-wr6wo 2 месяца назад +11

    Rahul Gandhi jindabad 👌👌👌

  • @jitendra33453
    @jitendra33453 2 месяца назад +44

    ଆରମ୍ଭ ହେଲା BJP party 🎉🥳 ଦବଂ ଯୁବ ମୋର୍ଚା ମାଡ଼ ଖାଇବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ 😂😂😂😂

    • @shivarampradhan8049
      @shivarampradhan8049 2 месяца назад

      Ei odisha darkar thila Odia loka mananku Bjd sasana gandha hauthila 😅😅

  • @prafullakumardeep8338
    @prafullakumardeep8338 2 месяца назад +12

    Jay Congress Jay Rahul Gandhi jindabad BJP Hatao

  • @sagarpuhan7898
    @sagarpuhan7898 2 месяца назад +15

    Sitting on the position of opposition party in odisha legislative assembly, BJD is silent now 😂😂😂 and watching" what is next to be happened " !!!!!!

  • @sudarsannayak8299
    @sudarsannayak8299 2 месяца назад +4

    କଂସେଇ ର ଅଇ‍ଁଠା ଖାଇ ଖାଇ ନିଜର ଧର୍ମ କୁ ଭୁଲି ଗଲେଣି। ତେଣୁ ସବୁ ଦେଖି ଶୁଣି ମଧ୍ୟ ଓଲଟା ବିଚାର ଶୁଣାଉଛନ୍ତି।
    ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଛନ୍ତି --
    " ଜୀବରେ ଯାର ଦୟା ନାହିଁ,
    ଉଦ୍ଧବ ଚଣ୍ଡାଳ ଟି ସେହି " । ଚଣ୍ଡାଳ ମାନେ ହିନ୍ଦୁ ଧର୍ମକୁ ବ୍ୟାଖ୍ୟା କରିବେ ତ ସଚ୍ଚା ହିନ୍ଦୁ କ'ଣ କରିବେ। ସବୁ ଯୁଗରେ ଅତ୍ୟଧିକ ପାପ ପାଇଁ ବିନାଶ ହୋଇଛି ଏବେ କଳି ଯୁଗରେ କ'ଣ ଅମର ହୋଇ ରହିବେ ଭାବୁଛ ? ଏଥିରେ ବିଜେଡି, ବିଜେପି କି କଂଗ୍ରେସର ଦୋଷ ନାହିଁ ଆପଣ ମାନଙ୍କର ଅନ୍ନ ର ଦୋଷ । କ'ଣ ଖାଇଲେ ହେବ ଭଲ ?
    ଉ - ଶାଗ, ପନିପରିବା, ଦୁଗ୍ଧ ଓ ଫଳ।
    କ'ଣ ଖାଇଲେ ହେବ ମନ୍ଦ ?
    ଉ - ମାଛ , ମାଂସ , ଅଣ୍ଡା ଓ ମଦ ।
    ଦୟା ଧର୍ମର ମୂଳ - ଅହିଂସା ପରମ ଧର୍ମ ।
    ଜୀବେ ଦୟା କରୋ। ଯାହାଙ୍କୁ ଜନ୍ମ ଦେଇ ପାରିବେ ନାହିଁ କି ତିଆରି କରି ପାରିବେ ନାହିଁ ସେହି ନିରୀହ ପଶୁ, ପକ୍ଷୀ ଓ ଜଳଚର ପ୍ରାଣୀମାନଙ୍କୁ ମାରି କାଟି ଖାଇବାର ଅଧିକାର କିଏ ଦେଲା ? ଯେଉଁ ମାନେ ମାରି କାଟି ଖାଇବାକୁ ସମର୍ଥନ ଦେଉଛନ୍ତି ସେମାନେ ଦେଶରୁ ଆଗ ବିନାଶ ହେବେ। ସେ ଯେଉଁ ଦଳର ହୋଇଥାନ୍ତୁ। ଦଳ ଡିଆଁ ବ୍ୟକ୍ତି ମାନଙ୍କୁ ବିଶ୍ବାସ କରି ନିଜ ନିଜର ରକ୍ତର ସମ୍ପର୍କରେ ଭିତରେ ପଥର ଫିଙ୍ଗିବାକୁ ପଛଉ ନାହାଁନ୍ତି କାରଣ " ଯେପରି ଖାଇବ ଅନ୍ନ,
    ସେମିତି ହୋଇବ ମନ " ।
    " ଯେମିତିକା ପିଇବ ପାଣି ,
    ସେମିତି କହିବ ବାଣୀ " ।

    • @spofficialvlogs8308
      @spofficialvlogs8308 2 месяца назад

      Bapa re ki knowledge???sloka boli family chaleib na kn ??hn bjp re sabu possible...chal ame aau kama karibani,sloka boliba..khaiba uparu galib..mane bjp ru...😊😊😊

  • @SantoshiniPadhan-rt1bo
    @SantoshiniPadhan-rt1bo 2 месяца назад +7

    ଏ Bjp ର ଲୋକ ଗୁଡାକ ସମ୍ପୂର୍ଣ ପାଗଳ. ଏମାନେ ରାଜନୀତି ନ କଲେ ଭଲ ହୁଅନ୍ତା ତୁଚ୍ଛାଟାରେ ଦେଶରେ ଅଶାନ୍ତି ସୃଷ୍ଟି କରୁଛନ୍ତି. ରାହୁଲ ଗାନ୍ଧି କେବେ ମଧ୍ୟ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ନାହାନ୍ତି. ମୁଁ ସମ୍ପୂର୍ଣ ଭାବେ ରାହୁଲ ଙ୍କ ଭାଷଣ ଶୁଣିଛି ଯାହା ସେ ସାଂସଦ ଭିତରେ ଦେଇଥିଲେ. ସେଥିରେ ସେ BJP କୁ ହିନ୍ଦୁ ଧର୍ମ ସମ୍ପର୍କ ରେ ଅନେକ କଥା କହିବା ସହ ଭାରତର ସମସ୍ତ ଧର୍ମ ସମ୍ପର୍କରେ ଓ ତାର ମହନୀୟତା ସମ୍ପର୍କ ରେ କହିଥିଲେ. କିନ୍ତୁ BJP କୁ ତ ତାହା ସହ୍ୟ ନୁହେଁ ଯେମିତିକି ସେ ହିଁ ସବୁଠୁ ହିନ୍ଦୁ ଭକ୍ତ. ରାହୁଲଙ୍କ ଏ ହିନ୍ଦୁ ପ୍ରତି ଭଲ ପାଇବା BJP କୁ ଏଥିପାଇଁ ସହ୍ୟ ହେଉ ନାହିଁ ଯେ ଯଦି ରାହୁଲ ଗାନ୍ଧି ହିନ୍ଦୁ ପ୍ରସଙ୍ଗ କୁ ନେଇ ପ୍ରସିଦ୍ଧ ହୋଇ ଯାଆନ୍ତି ତା ହେଲେ ସେମାନେ ଆଉ କେଉଁ ବିଷୟକୁ ନେଇ 2029 ଲୋକସଭା ନିର୍ବାଚନ ଓ ଅନ୍ୟ ରାଜ୍ୟରେ ଥିବା ବିଧାନ ସଭା ନିର୍ବାଚନ ଲଢ଼ିବେ କାହିଁକିନା BJP ପାଖରେ ନିର୍ବାଚନ ଲଢ଼ିବାର କୌଣସି ପ୍ରସଙ୍ଗ ନାହିଁ. ରାହୁଲ ଗାନ୍ଧି ଙ୍କ ହିନ୍ଦୁ କଥାଟା BJP କୁ ଦେଖାଗଲା ଯଦିଓ ସେ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇ ନାହାନ୍ତି. ରାହୁଲ NEET, UGC-NET/JRF ଅଗ୍ନିବୀର,ଦରଦାମ ବୃଦ୍ଧି, ମଣିପୁର ପ୍ରସଙ୍ଗ, ଅଦାନୀ ଅମ୍ବାନୀ କଥା ମଧ୍ୟ କହିଛନ୍ତି ହେଲେ ଏ BJP ଲୋକଙ୍କ ଦେହରେ ଏତେ ଦେଶ ଭକ୍ତି ଅଛି ତାହେଲେ ଏସବୁ ପ୍ରସଙ୍ଗକୁ ନେଇ ରାସ୍ତାକୁ ଆସନ୍ତୁ କେତେ କଲିଜା ଅଛି ଦେଖିବା. ଲଜ୍ୟା ସରମ କିଛି ନାହିଁ ଖାଲି ଗୁଣ୍ଡାଗିରି. ପାଣ୍ଡିଆନ ପାଇଁ ସଲେ BJP ଲୋକ ଓଡ଼ିଶାରେ ସରକାର କଲ ନହେଲେ ତୁମକୁ ଓଡ଼ିଶାରେ ପଚାରୁ ଥିଲା କିଏ ରେ?? ଆଉ କେନ୍ଦ୍ରରେ NDA ର ସରକାର ହଇ ମଧ୍ୟ ତୁମେ ସବୁ BJP ଲୋକ ସୁଧୁରିଲ ନାହିଁରେ ଦେଶ ପାଇଁ ତୁମପରି ଚିନ୍ତା ଧାରା ଥିବା ଲୋକ କଳଙ୍କ. ଆ....... ଥୁ......

  • @bhagyabinodjena1514
    @bhagyabinodjena1514 2 месяца назад +16

    ମୋହନ ବାବୁ ତିକିଏ ସରମକର ଓଡିଶା କଣ ଥିଲା କଣ ହେଲା ଛି ଛି

  • @AbhimanyuNaik-dm3gn
    @AbhimanyuNaik-dm3gn 2 месяца назад +2

    ବିଜେପି ଜୁମ୍ଲାଠକ ସରକାର jia cangrss

  • @soumyaranjanmallick2952
    @soumyaranjanmallick2952 2 месяца назад +8

    Rahul gandhi jindabada 🎉

  • @pagalprajit9175
    @pagalprajit9175 2 месяца назад +13

    Emane hindunuhn.rahul Gandhi kahile ki Hindu kebe hinsa kareni hele e BJP hinsa ku prasay dauchi danda karuchi.joy congress

  • @mr.sanjayinformationdiscov3282
    @mr.sanjayinformationdiscov3282 2 месяца назад +2

    ଏ ହେଇନି କିଛି,,,, ଏ ହେଇନି କିଛି,,,, ଦେଖ ଆଗକୁ କଣ ହେଉଛି,,,😂🤣🤣
    ଓଡ଼ିଶାରେ ସମ୍ପ୍ରଦାୟ ହିଂସା ହେବା ବାକି ରହିଲା!!!!!!!!

  • @debendrakumarhota9058
    @debendrakumarhota9058 2 месяца назад +15

    BJP bujhiba re bhul karichi , mu nije Rahul Gandhi live speech dekhu thili , Sabu Hindu Hinsak kahi nahanti, jeun mane hinsa karanti semane Hindu nuhanti kahile . Bhai nija nija bitate mar pit hele kana miliba , Bharat Santi Priya desha , please samaste Santi bajaya rakhantu . Neta Sabu sasan gadire basiba pain jhagada lagaibe .

  • @DN_shorts_point16
    @DN_shorts_point16 2 месяца назад +2

    Naveen be like: badia badia😜😜

  • @user-pu4pz4kh6v
    @user-pu4pz4kh6v 2 месяца назад +3

    ମରିଯାଅ ମରିଯାଅ ପିଟାପିଟି ହେଇକି ଶଳେ କାମଧାନ୍ଦା କିଛି ନାହିଁତ....

  • @ashishashishmalik7475
    @ashishashishmalik7475 2 месяца назад +1

    Congress jindabad 🇮🇳🇮🇳💪

  • @itzsaroj
    @itzsaroj 2 месяца назад +3

    ରାହୁଲ ଗାନ୍ଧୀ : ଭାରତ ର କୌଣସି ହିନ୍ଦୁ ହିଂସା କରିପାରିବ ନାହିଁ ! ( Koi hindu hinsa nehin karsakta )
    ନରେନ୍ଦ୍ର ମୋଦି : ଆପଣ ହିନ୍ଦୁ ସମାଜ କୁ ହିଂସ୍ର ବୋଲି କହୁଛନ୍ତି

  • @debadattar.8249
    @debadattar.8249 2 месяца назад +2

    ଏଇ ମାନଙ୍କୁ କହନ୍ତି ମହା ମୂର୍ଖ, ରାହୁଲ ଗାନ୍ଧୀ ଙ୍କ ଭାଷଣ ଏମାନେ ପୁରା ନଶୁଣି, କିଛି second ର clip ଦେଖି ଅଯଥା ରାଜ୍ୟ ରେ ଅଶାନ୍ତି ସୃଷ୍ଟି କରୁଛନ୍ତି।

  • @ASPIRANTS660
    @ASPIRANTS660 2 месяца назад +13

    ଆମ ଓଡ଼ିଶା ନବୀନ ଓଡ଼ିଶା
    ଏ ବାଳ ରାଜନୀତି ବିଜେପି ପୁଣି ଓଡ଼ିଶା କୁ ଆଣିଲା।
    ଓଡ଼ିଶା ରେ ହିନ୍ଦୁ ମୁସଲିମ ହେଇନଥିଲା।
    ଏବେ ବିଜେପି ଆସୁ ଆସୁ ଆରମ୍ଭ ହେଇଗଲା

    • @keepEarning14
      @keepEarning14 2 месяца назад

      Are Congress muslim muslim hauthila jana nahi ki

    • @ASPIRANTS660
      @ASPIRANTS660 2 месяца назад +3

      @@keepEarning14 koudina dekhithilu...se muslim muslim hauthila...
      Odisha re ame Hindu Muslim rajaniti chaleni... ethi bikas ra rajaniti chale...
      BJP Jitu jitu odishare start heigala

    • @viralshorts9951
      @viralshorts9951 2 месяца назад

      Gote barsha tale muslim mane kana karithile jani nahanti bodhe news dekhi dia😮

    • @Davidbhaiii
      @Davidbhaiii 2 месяца назад +1

      ​@@keepEarning14kebe dekhithilu Congress kebe hindu muslim kahiki rajniti karichi ...sala Loko mane bujhi paru nahanti..modi ra gote plan .. without hindu muslim kariki se kebe vote bank banei pariba naii

    • @JitendraP-tq5gh
      @JitendraP-tq5gh 2 месяца назад +1

      ​@@keepEarning14 tama salla nku emti khali re andha bhakt kuha jaeni

  • @ChitrasenPangiOfficial
    @ChitrasenPangiOfficial 2 месяца назад

    ରାହୁଲ ଗାନ୍ଧୀ କଣ କହିଲେ ପ୍ରଥମେ ବୁଝୀ ନିଅନ୍ତୁ🙏🙏🙏🙏 ଗୋବର ମାଡ ହିନ୍ଦୁ ଧର୍ମାନୁସାରେ ଶୁଭର ସଙ୍କେତ ରାହୁଲଙ୍କ ପାଇଁ ❤❤❤🎉🎉🎉👌👌👌👍👍👍

  • @rashmiranjanmohanty8526
    @rashmiranjanmohanty8526 2 месяца назад +3

    This time Rahul Gandhi Statement was perfectly Fine and Accepted by common people...We should support what is true... Irrespective of any partty

  • @harekrushnapagal1405
    @harekrushnapagal1405 2 месяца назад +1

    ❤ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ରାମ ଜୀ ଜୟ ଜୟ ହନୁମାନ ଜୀ ଜୟ ❤
    ଆବେ କିଛି ମେଛ ହିନ୍ଦୁ କଳା ଟଙ୍କା ବାଳ ରାଜନୀତି କରୁଥୀବା 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି ଖେଙ୍ଗରେସ ର ରାଜନେତା ମାନେ
    ତୁମ ପାଈଁ ତୁମ ଶତ୍ୟ ସନାତନ ବିଶ୍ବ କଲ୍ୟାଣ ମୟ ହିନ୍ଦୁ ଧର୍ମ ବଡ଼ ନା
    ବାଳ କଳା ଟଙ୍କା ବାଳ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି ଖେଙ୍ଗରେସ ଆମ ଶତ୍ୟ ସନାତନ ବିଶ୍ବ କଲ୍ୟାଣ ମୟ ହିନ୍ଦୁ ଧର୍ମ ଵିରଧୀ ଖେଙ୍ଗରେସ ଦଳ ବଡ଼
    ଆବେ କିଛି ମେଛ ହିନ୍ଦୁ ମାନେ ଜାଣିବା ଦରକାର
    ଭାରତ ରେ ଥିବା 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି ଖେଙ୍ଗରେସ ର ଲଖ୍ୟ ଯେଉଁ ହିନ୍ଦୁ ମାନେ ଖେଙ୍ଗରେସ ର ରାଜନିତୀ କରୁଛ ଭଲକି ବୁଝ ଜାଣ ତୁମକ ଖେଙ୍ଗରେସ ହାତ କରି କଳା ଟଙ୍କା ରେ ମୁହଁ ଵାନ୍ଦି ତୁମ କାନ୍ଦରେ ଵନ୍ଦୁକ ରଖୀ ଆମ ହିନ୍ଦୁ ଧର୍ମ କୁ ହିନ୍ଦୁ ସମାଜ ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମଠ ମନ୍ଦିର ଆମ ଭାରତ ମାତା କୁ ଗେ।ମାତାକୁ ହିନ୍ଦୁ ମା ଭଗିନୀ ମାନଙ୍କୁ ହିନ୍ଦୁ ଧର୍ମ କୁ ହିନ୍ଦୁ ସମାଜ ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମଠ ମନ୍ଦିର କୁ ଵରଵାଦ୍ କରି ଦେଵେ
    ଏ ସବୁ ଯେ।ଜନା 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି ଖେଙ୍ଗରେସ ର କୁଳ ଲଣ୍ଠନ ରାଣ୍ଡି ପୁଅ ରାଉଳ ଖେ ପପୁ ଲାଡେନ୍ ର
    ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଯେଉଁ ମାନେ ଖେଙ୍ଗରେସ ର ଶ୍ବାର୍ଥ ପାଇଁ ବାଳ ରାଜନୀତି କରୁଛ ଭଲ ବେଳ ଅଛି ତ ସୁଧୁରିଜାଅ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର କୁ ପଳିଆସ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଆମେ ଏକ ହେଵା
    ଆମ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଶତ୍ୟ ସନାତନ ବିଶ୍ବ କଲ୍ୟାଣ ମୟ ପୁନ୍ୟ ଆର୍ଯ୍ୟ ଆଦ୍ୟ ମୁନି ଋଷି ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନଙ୍କ ହିନ୍ଦୁ ଧର୍ମ କୁ ସୁରକ୍ଷା ଦେବା ଶାନ୍ତି ରେ ସୁରକ୍ଷା ରେ ରଖୀବା
    ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଭଲକି ବୁଝ ଜାଣ ଭାରତ ରେ ଥିବା 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି କଂଗ୍ରେସ ର କୁଳ ଲଣ୍ଠନ ରାଉଳ ଖେ ପପୁ ଲାଡେନ୍ ର ଲଖ୍ୟ ଆମ ଭାରତ ମାତା କୁ ଗେ।ମାତାକୁ ହିନ୍ଦୁ ମା ଭଗିନୀ ମାନଙ୍କୁ ହିନ୍ଦୁ ଧର୍ମ କୁ ହିନ୍ଦୁ ସମାଜ ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମଠ ମନ୍ଦିର କୁ ଆଗାମୀ ଦିନରେ ଵରଵାଦ୍ କରି
    ଭାରତ ମାତା କୁ ଅସୁର ଘୁଷୁରୀ ଆତଙ୍କବାଦୀ କଳାବଜାରୀ ସନ୍ତ୍ରାସବାଦୀ ଦେଶ କରି ଵରଵାଦ୍ କରିଵା ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ
    ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ସଜାଗ ହୁଅ ଭାରତ ମାତା ରୁ ଖେଙ୍ଗରେସ ର କୁଳ ରାଉଳ ଖେ ପପୁ ଲାଡେନ୍ କୁ ଵିନାଶ କର
    ନହେଲେ ଏମାନେ ଖେମତାକୁ ଗଲେ ନିଜ ନିଜ ସ୍ଵର୍ଥ ପାଇଁ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଵରଵାଦ୍ କରି ଦେଵେ 😢😮😢😮

  • @nareshbehera1969
    @nareshbehera1969 2 месяца назад +12

    Khub sundar drushya..... emiti chalu..ame nischita ae sabu dekhibaku ready ochhu😅

  • @routrout2831
    @routrout2831 2 месяца назад +1

    Only Rahul ji next pm 🎉🎉

  • @maakitchenette
    @maakitchenette 2 месяца назад +12

    Right Rahul Gandhi

  • @harekrushnapagal1405
    @harekrushnapagal1405 2 месяца назад +1

    ଯେଉଁ ହିନ୍ଦୁ ମାନେ ନିଜ ଶତ୍ୟ ଶାନ୍ତି ଦୟା ଅହିଂସା ଶତ୍ୟ ସନାତନ ବିଶ୍ବ କଲ୍ୟାଣ ମୟ ପୁନ୍ୟ ଆର୍ଯ୍ୟ ଆଦ୍ୟ ମୁନି ଋଷି ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମାନଙ୍କ ହିନ୍ଦୁ ଧର୍ମ କୁ ଵରଵାଦ୍ କରି ସାମାନ୍ୟ କଳା ଟଙ୍କା ରୋଜଗାର କରିବା ପାଇଁ ବାଳ ରାଜନୀତି ଖେଙ୍ଗରେସ କରୁଛି
    ଭଲ ବେଳ ଅଛି ତ ସୁଧୁରିଜାଅ ନିଶ୍ବାର୍ଥ ପର ହେ।ଈ ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ବିଜେପି BJP ପରିବାର କୁ ପଳି ଆସ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଙ୍କୁ ଏକ କରି ଆମ ଭାରତ ମାତା କୁ ହିନ୍ଦୁ ଧର୍ମ କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଶାନ୍ତି ରେ ସୁରକ୍ଷା ରେ ରଖ
    ନହେଲେ ଭାରତ ରେ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି କଂଗ୍ରେସ ର କୁଳ ଲଣ୍ଠନ ରାଉଳ ଖେ ପପୁ
    ଭାରତ ର ପାକିସ୍ତାନ ଵାଙ୍ଗଲା ଦେଶ ପଠାନ ଙ୍କୁ ଏକ କରିଛି ଆଗାମୀ ଦିନରେ ରାଉଳ ଖେ ପପୁ ଲାଡେନ୍ ଖେମତାକୁ ଗଲେ ନିଜ ନିଜ ସ୍ଵର୍ଥ ପାଇଁ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ଗେ।ମାତାଙ୍କୁ ହିନ୍ଦୁ ମା ଭଗିନୀ ହିନ୍ଦୁ ଧର୍ମ ହିନ୍ଦୁ ସମାଜ ହିନ୍ଦୁ ସାଧୁ ସନ୍ଥ ସନ୍ନ୍ୟାସୀ ମହାପୁରୁଷ ମଠ ମନ୍ଦିର କୁ ଵରଵାଦ୍ କରି ଦେଵେ
    ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ଭାରତ ମାତା ରୁ ଵିନାଶ କର ହଟାଅ
    70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ଖା ବଂଶ ବାଦ୍ ରାଜନୀତି କଂଗ୍ରେସ ଓ ତାହାର କୈରଵ 12 ଆଖଡା ମହାମେଣ୍ଟ ମହାଗଠ ବନ୍ଧନ ଅସୁର କୁକୁର ଘୁଷୁରୀ ଗଧ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ କଳାବଜାରୀ ଜଵନ କଂସେଇ ଚଣ୍ଡାଳ ଘୁସପେଟା ରୁହିଙ୍ଗିଆ ପାପି ଅନ୍ୟାୟ ଅତ୍ୟାଚାରି ଅସୁର କୁକୁର ଘୁଷୁରୀ ଗଧ ସବୁ ଅଖାଦ୍ୟ ଅନାଜ୍ୟ ଘମଣ୍ଡିଆ ପାଖଣ୍ଡ ରାଜନୈତିକ ଦଳ ମାନଙ୍କୁ ଵିନାଶ କର ହଟାଅ ନହେଲେ ସାରା ଭାରତୀୟ ହିନ୍ଦୁସ୍ତାନୀ ଓଡ଼ିଶା ଵାଶି ମରିଵ

  • @TunuRout-cs4eg
    @TunuRout-cs4eg 2 месяца назад +12

    Arambha hela bjpra gundaraj

  • @purusottamsahoo9080
    @purusottamsahoo9080 2 месяца назад +7

    ଆଜି ଜଣା ପଡ଼ିଗଲା ଓଡ଼ିଶା ରେ କେତେ ଅନ୍ଧଭକ୍ତ ଅଛନ୍ତି 😂😂

    • @unconsciouslove8423surjya
      @unconsciouslove8423surjya 2 месяца назад

      ଆଜି ଜାଣିଲୁ ତୋ ବୋପା କେତେଟା ଚମଚା ଶଳା

    • @JitendraP-tq5gh
      @JitendraP-tq5gh 2 месяца назад

      ​@@unconsciouslove8423surjya tama salla nku emti khali re andha bhakt kuha jaeni

  • @Mantuinnocent1578
    @Mantuinnocent1578 2 месяца назад +4

    Mg OTV orgus kuade gale

  • @rakeshkumarjena2357
    @rakeshkumarjena2357 2 месяца назад +1

    Jay samvidhan

  • @JoelJoel-qc7kj
    @JoelJoel-qc7kj 2 месяца назад +11

    Jay congress jay rahul gandhi

  • @n.bworld91
    @n.bworld91 2 месяца назад +1

    Rahul Gandhi is 100% Right.

  • @chandrakantibehera9413
    @chandrakantibehera9413 2 месяца назад +4

    BJD pachara OTV

  • @abiramgamango-nv6hf
    @abiramgamango-nv6hf 2 месяца назад +1

    ଓଡିଶାରେ ବିଜେପି ସରକାର ଆସିବା ମାସେ ନପରୁଣୁ ଆରମ୍ଭ ହେଲା ଡ଼ଙ୍ଗା ଦେଖନ୍ତୁ, ଆଉ ବାକି ରହିଲା ପାଞ୍ଚ ବର୍ଷ.....,..

  • @Shisirswain71
    @Shisirswain71 2 месяца назад +6

    ବିଜେପି ର ସବୁ ଦୋଷ

  • @dibyaturuk2673
    @dibyaturuk2673 2 месяца назад +1

    Jay congress jindabad Rahul Gandhi jindabad Rahul Gandhi ok

  • @ReeGamango-ni6ui
    @ReeGamango-ni6ui 2 месяца назад +12

    ଏହିଠା କ'ଣ ଆନ୍ଦୋଳନ ଆରମ୍ଭ ହେଲା ମଣିପୁର

  • @Suman55789
    @Suman55789 2 месяца назад +1

    ବିଜେପି ପାଇଁ ଦେଶରେ ଏବଂ ରାଜ୍ୟରେ ଦଙ୍ଗା ସୃଷ୍ଟି ହେଉଛି..ଏଭଳି କାଯ୍ୟରୁ ନିର୍ବୃତ୍ତ ବିଜେପି ରହୁ. ନ ହେଲେ ଓଡ଼ିଶାରେ ପରିସ୍ଥିତି ଆହୁରି ସଙ୍ଗାତିକ ହେବ

  • @MahantiBhatra
    @MahantiBhatra 2 месяца назад +5

    ବି ଜେ ପି ଯୁବ ମୁର୍ଚ୍ଛା ନକଲି ଇନ୍ଦୁ ସେମାନେ
    ବି ଜେ ପି ଇନ୍ଦୁ

  • @Sudamkousalievolag
    @Sudamkousalievolag 2 месяца назад +1

    Kaushal odisha congressjindabad

  • @salmontudu9152
    @salmontudu9152 2 месяца назад +13

    Rahul gandhi right

  • @smjtv9092
    @smjtv9092 2 месяца назад +1

    ବିଜେପି ଦଳ ଭାରତବର୍ଷ ରେ ଦଙ୍ଗା କାରିଦଳ ଦଙ୍ଗା କରିବାରେ ବିଜେପି ଵାଲା ମାହିରି ଏବେ ନୂଆ ନୂଆ ଅଣ୍ଡିରା ବିଲୁଆ ଜନ୍ମ କରିଛି ତ ବିଜେପି ର ପୈତୃକ ସମ୍ପତିନୁଁହଁ ହିନ୍ଦୁତ୍ୱ,

  • @SAYEDABDULHAFEEZ
    @SAYEDABDULHAFEEZ 2 месяца назад +5

    Rahul Gandhi is right 👍

  • @juanapradhan8725
    @juanapradhan8725 2 месяца назад +1

    ପ୍ରଥମେ ରାହୁଲ ଗାନ୍ଧି କହିଥିବା କତାକୁ ଭଲଭାବରେ ବୁଝନ୍ତୁ bjp ସରକାର ପରେ ଦଙ୍ଗା କରିବ ଛି ଲଜା 😢

  • @achyutbag4614
    @achyutbag4614 2 месяца назад +6

    Magihe bjd sarkar time re bahut kahuthila madua aarkar boli abe kemiti heuchhi be

  • @babidasyouthchannels9388
    @babidasyouthchannels9388 2 месяца назад +1

    ଆପଣ ମାନେ ଏହି ଯାହା ଦେଖୁଛନ୍ତି ସବୁ BJP ର କାରଣ।...... ଆରେ.. ସୁଦୁରି ଯାଅ ରେ 🤫🤫🤫🤫🤫🤫🤫🤫