Prahalad Natak ep-1

Поделиться
HTML-код
  • Опубликовано: 9 ноя 2024

Комментарии • 6

  • @ashutoshpattnaikofficial6622
    @ashutoshpattnaikofficial6622 8 месяцев назад +3

    ପ୍ରତୀକ ପଟ୍ଟନାୟକଙ୍କ ଏତେ ସୁନ୍ଦର ବର୍ଣ୍ଣନା ଏବଂ ଗୁରୁଙ୍କର ଅଭିଜ୍ଞତା ମନ ମୁଗ୍ଧକର । ପ୍ରତୀକ ଯୁବ ବର୍ଗ ଓ ସମ୍ପୂର୍ଣ୍ଣ ଓଡିଶା ସଂସ୍କୃତିର ପ୍ରତୀକ।

  • @akshayamohanty5797
    @akshayamohanty5797 8 месяцев назад +1

    Very well explained!

  • @SwamiAnandamaya
    @SwamiAnandamaya 7 месяцев назад

    ଏହି ପାରମ୍ପରିକ କଳାକୁ ଲୋକଲୋଚନକୁ ଆଣିଥିବାରୁ ଧନ୍ୟବାଦ

  • @OdiObs
    @OdiObs 8 месяцев назад +6

    ପ୍ରହଲ୍ଲାଦ ନାଟକ ଭଳି ଶାସ୍ତ୍ରୀୟତାରେ ପରିପୂର୍ଣ୍ଣ ଲୋକନାଟକ କେବଳ ଓଡ଼ିଶାରେ କାହିଁକି ଭାରତରେ ମଧ୍ୟ ଅଦ୍ଵିତୀୟ । ଏହି ବିଷୟରେ ରାଜ୍ୟ ତଥା ରାଜ୍ୟ ବାହାରେ ଅଧିକରୁ ଅଧିକ କଳାପ୍ରେମୀ ଏବଂ ସଂସ୍କୃତିପ୍ରେମୀମାନେ ଜାଣିବା ଆବଶ୍ୟକ । ଏଭଳି ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର ହେଇପାରିବ । ଗୁରୁ ଷଡ଼ଙ୍ଗୀ ଏବଂ ଯୁବ ଗବେଷକ ପ୍ରତୀକଙ୍କୁ ଅନ୍ତରରୁ କୃତଜ୍ଞତା । ଉପସ୍ଥାପକ ମଧ୍ୟ ଅତି ଟାଣୁଆ । ନାଟକର ସୂତ୍ରଧର ଯେପରି ସବୁ ଜାଣି ମଧ୍ୟ ନିଜେ କିଛି ନକହି କାହାଣୀକୁ ଚରିତ୍ରମାନଙ୍କ ତୁଣ୍ଡରେ କୁହାଉଥାଏ, ସେଭଳି ଉପସ୍ଥାପକ ମହାଶୟ ଏତେ କଷ୍ଟକର ମନେ ହେଉଥିବା ବିଷୟଟିକୁ ସୁଚାରୁ ରୂପେ ଏପରି ଗତିଶୀଳ କରାଉଛନ୍ତି, ଯେପରି ଜଣେ ସାଧାରଣ ଦର୍ଶକ ମଧ୍ୟ ରୁଚିପୂର୍ଣ୍ଣ ଭାବେ ଏହାକୁ ସମ୍ପୂର୍ଣ୍ଣ ବୁଝି ପାରିବ । ପୁରୁଣା ଗୁରୁମାନଙ୍କ ସାକ୍ଷାତକାର, ଜନ ଏମିଙ୍କ ଭଳି ବିଶିଷ୍ଟ ଗବେଷକଙ୍କ ଟିପ୍ପଣୀ ତଥା ମଞ୍ଚସ୍ଥ ହେଇଥିବା ନାଟକର ଦୃଶ୍ୟଗୁଡ଼ିକ ଏହି ଆଲୋଚନାଟିକୁ ବଳିଷ୍ଠ କରିଛି । ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି DD ଓଡ଼ିଆର ଏକ ମାଇଲଖୁଣ୍ଟ ଏବଂ ବହୁ ଦୃଷ୍ଟିରୁ ଓଡ଼ିଶାର ସଂସ୍କୃତି ନିମନ୍ତେ ଏକ ଐତିହାସିକ ଘଟଣା । ଦୂରଦର୍ଶନ କେନ୍ଦ୍ର ଅଜସ୍ର ଧନ୍ୟବାଦର ପାତ୍ର ।
    ରଜା ନାଟଟିକୁ ସଂପପୂର୍ଣ୍ଣ ରୂପରେ ପ୍ରସ୍ତୁତ କରି ପ୍ରସାରଣ କରିବାକୁ ଅନୁରୋଧ ।

  • @sonupradhan8128
    @sonupradhan8128 8 месяцев назад +1

    ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯକ୍ରମ ବହୁତ ଭଲ ଲାଗେ

  • @Amlanselftalks
    @Amlanselftalks 8 месяцев назад +1

    🤍🤍🤍